ତଥ୍ୟ ସୁରକ୍ଷା ଆଇନ ଆଣିବେ ସରକାର: ରବିଶଙ୍କର

ନୂୂଆଦିଲ୍ଲୀ : ତଥ୍ୟ ସୁରକ୍ଷା ସମ୍ପର୍କରେ ଆଇନ କାର୍ଯ୍ୟକାରୀ ହେବ। ଏ ସମ୍ପର୍କରେ କେନ୍ଦ୍ର ସରକାର ବିଧେୟକ ଆଣିବେ ବୋଲି ରାଜ୍ୟସଭାରେ କହିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ। ସୋମବାର ଲୋକସଭାରେ ୫ ସଂଶୋଧନ ଓ ଦୁଇ ନୂଆକୁ ମିଶାଇ ମୋଟ ୮ ବିଧେୟକ ଆଗତ ହୋଇଛି। ସେଥିମଧ୍ୟରେ ଏନ୍‌ଆଇଏ ଆଇନରେ ସଂଶୋଧନ ଓ ମାନବାଧିକାର ସୁରକ୍ଷା ଆଇନ ସଂଶୋଧନ ସଂକ୍ରାନ୍ତ ବିଧେୟକ ରହିଛି। ରାଜ୍ୟସଭାରେ ଆଧାର ଆଇନ ସଂଶୋଧନ ବିଧେୟକ ଗୃହୀତ ହୋଇଛି। ଏହି ପରିପ୍ରେକ୍ଷୀରେ ରବିଶଙ୍କର ଉପରୋକ୍ତ ସୂଚନା ଦେଇଛନ୍ତି।

kalyan agarbati

Comments are closed.