୫ ବର୍ଷର ସର୍ବୋଚ୍ଚସ୍ତରରେ ସୁନା ଦର

ନୂଆଦିଲ୍ଲୀ : ସୁନା ଆମଦାନୀ ଶୁଳ୍କ ବୃଦ୍ଧିର ପ୍ରଭାବ ଘରୋଇ ଅଳଙ୍କାର ବଜାର ଉପରେ ପଡିଛି। ଏହି କ୍ରମରେ ଶନିବାର ସୁନା ଦର ୫ ବର୍ଷର ସର୍ବୋଚ୍ଚସ୍ତରରେ ପହଞ୍ଚିଛି। ୭୦୦ ଟଙ୍କା ବୃଦ୍ଧି ସହ ସୁନା ଦର ୧୦ ଗ୍ରାମ ବା ଭରି…
Read More...

ଚନ୍ଦ୍ରଗିରିରେ ଧର୍ମଗୁରୁ ଦଳାଇଲାମାଙ୍କ ୮୪ ତମ ଜନ୍ମବାର୍ଷକୀ ଉତ୍ସବ ପାଳିତ

ଚାନ୍ଦିପୁଟ : ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ସ୍ଥିତ ତିଦ୍ଦତୀୟ ସେଟଲମେଣ୍ଟ ଅଫିସ ପରିସରରେ ଥିବା ସାସ୍କୃତିକ ମଣ୍ଡପରେ ତୀଦ୍ଦତୀୟ ଧର୍ମଗୁରୁ ଦଲାଇ ଲାମାଙ୍କ ୮୪ ତମ ଜନ୍ମବାର୍ଷିକୀ ଉତ୍ସବ…
Read More...

କଂଗ୍ରେସର ଜରୁରୀ ବୈଠକ, ସାମିଲ ହେଲେ ଖଡ଼ଗେ- ଚିଦମ୍ବରମଙ୍କ ସମେତ ଅନେକ ବରିଷ୍ଠ ନେତା

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀଙ୍କ ଇସ୍ତଫା ପରବର୍ତ୍ତୀ ପଦକ୍ଷେପ ଏବଂ କର୍ଣ୍ଣାଟକରେ ଦେଖାଦେଇଥିବା କଂଗ୍ରେସ-ଜେଡିଏସ୍‍ ମେଣ୍ଟ ସରକାର ସଂକଟର ସମାଧାନ ପାଇଁ ଶନିବାର ସନ୍ଧ୍ୟାରେ ନୂଆଦିଲ୍ଲୀଠାରେ…
Read More...

ଆଜି ଅବସର ନେବେ ଅମ୍ପାୟର ଇଆନ ଗୋଲ୍ଡ

ଲିଡ୍ସ : ଇଂଲଣ୍ଡ ଅମ୍ପାୟର ଇଆନ ଗୋଲ୍ଡ ଶନିବାର ଅବସର ନେବେ। ଏ ନେଇ ଆଇସିସି ପକ୍ଷରୁ ସୂଚନା ଦିଆଯାଇଛି। ଗୋଲ୍ଡ ବିଶ୍ବକପ କ୍ରିକେଟର ଶନିବାର ଲିଡ୍ସରେ ଚାଲିଥିବା ଭାରତ ଓ ଶ୍ରୀଲଙ୍କା ମ୍ୟାଚ୍ ପରେ ଅବସର ନେବେ। ଗୋଲ୍ଡ…
Read More...

କ୍ରିକେଟ ବିଶ୍ବକପ : ମ୍ୟାଥୁସଙ୍କ ଶତକ, ଭାରତ ପାଇଁ ୨୬୫ ରନର ବିଜୟ ଲକ୍ଷ୍ୟ 

ଲିଡସ୍: କ୍ରିକେଟ ବିଶ୍ବକପ ୨୦୧୯ର ୪୪ତମ ମ୍ୟାଚ୍ ଶନିବାର ଲିଡସରରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଶ୍ରୀଲଙ୍କା ଦଳ…
Read More...

ଧାମରା ସରକାରୀ ବିଦ୍ୟାଳୟରେ ୭୦ତମ ବନ ମହୋତ୍ସବ ପାଳିତ

ଧାମରା : ଭଦ୍ରକ ବନଖଣ୍ଡ ଅଧିନସ୍ଥ ଧାମରା ପଞ୍ଚାୟତରେ ଥିବା ଝାଡକଟା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶନିବାର ୭୦ତମ ବନ ମହୋତ୍ସବ ସପ୍ତାହ ପାଳନ କରାଯାଇଛି। ଏହି ୭୦ ତମ ବନ ମହୋତ୍ସବ ୧ ତାରିଖ ଠାରୁ ୭ ତାରିଖ ପର୍ଯ୍ୟନ୍ତ…
Read More...

ତେଲଙ୍ଗାନାରେ ବିଜେପି ସଦସ୍ୟତା ଅଭିଯାନ ଆରମ୍ଭ କଲେ ଅମିତ ଶାହା

ହାଇଦରାବାଦ : ଶନିବାରଠାରୁ ବିଜେପିର ଦେଶବ୍ୟାପୀ ସଦସ୍ୟତା ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ଏହି କ୍ରମରେ କେନ୍ଦ୍ର ଗୃହ ମନ୍ତ୍ରୀ ତଥା ବିଜେପିର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ତେଲଙ୍ଗାନାରେ ଆନୁଷ୍ଠାନିକ…
Read More...

ବେଦାନ୍ତ କାରଖାନାରେ ଅଗ୍ନିକାଣ୍ଡ, ୭ ଶ୍ରମିକ ଆହତ

ଝାରସୁଗୁଡା : ବେଦାନ୍ତ କାରଖାନାରେ ଶନିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ୭ ଜଣ ଶ୍ରମିକ ଆହତ ହୋଇଛନ୍ତି। କାରଖାନାରେ ଥିବା ଏକ ତୈଳ ୟୁନିଟରେ ବିସେ୍ଏ୍ବିପୋରଣ ପରେ ସେଥିରେ ନିଆଁ ଲାଗିଯିବାରୁ ଏହି ଅଘଟଣ ଘଟିଥିବା…
Read More...

୪ ଲୁଟେରା ଗିରଫ, ୧୮ମୋଟରସାଇକେଲ ଓ ଗୋଟିଏ ବୋଲେରୋ ଜବତ

ଗଞ୍ଜାମ : ଗଞ୍ଜାମ ଜିଲା କବିସୂର୍ୟ୍ୟନଗର ପୋଲିସକୁ ଶନିବାର ବଡ ସଫଳତା ମିଳିଛି। ପୁଲିସ ୪ ଜଣ ଲୁଟେରାଙ୍କୁ ଗିରଫ କରିବାସହ ୧୮ ମୋଟରସାଇକେଲ ଓ ଗୋଟିଏ ବୋଲେରୋ ଜବତ କରିଛି । ଜବତ ଗାଡ଼ି ଗୁଡିକ ଭୂବନେଶ୍ବର ଓ ଖୋର୍ଦ୍ଧା…
Read More...

ଜୟପୁର ବିଶ୍ୱ ଐତିହ୍ୟ ସ୍ଥଳୀ ଘୋଷିତ

ନୂଆଦିଲ୍ଲୀ : ୟୁନିସ୍କୋ ଶନିବାର ରାଜସ୍ଥାନର ରାଜଧାନୀ ତଥା ଗୋଲାପି ସହର ଭାବେ ଜଣାଶୁଣା ଜୟପୁରକୁ ବିଶ୍ୱ ଐତିହ୍ୟ ସ୍ଥଳୀ ଘୋଷଣା କରିଛି। ଆଜବେରିଜାନର ରାଜଧାନୀ ବାକୁରେ ଜୁନ ୩୦ରୁ ଆୟୋଜିତ ୟୁନିସ୍କୋ ବିଶ୍ୱ ଐତିହ୍ୟ…
Read More...

ନବଜାତ ଶିଶୁପୂତ୍ର ଉଦ୍ଧାର

ଆନନ୍ଦପୁର : କେନ୍ଦୁଝର ଜିଲା ଘସିପୁରା ଥାନା ନୂଆପଡ଼ା ନିକଟରୁ ଶନିବାର ପରିତ୍ୟକ୍ତ ସ୍ଥାନରେ ପଡିଥିବା ଏକ ନବଜାତ ଶିଶୁପୁତ୍ର ଉଦ୍ଧାର କରାଯାଇଛି। ଶିଶୁର ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ମିଳିଛି।…
Read More...

ପନିର ବଟର ମସାଲା ବଦଳରେ ଜୋମାଟୋ ପଠାଇଲା ବଟର ଚିକେନ, ଲାଗିଲା ୫୫ ହଜାର ଜୋରିମାନା

ପୁନେ : ମହାରାଷ୍ଟ୍ରର ପୁନେରେ ଆପ ଯୋଗେ ଦ୍ୱାରକୁ ଦ୍ୱାର ଖାଦ୍ୟ ଯୋଗାଣ କରୁଥିବା କମ୍ପାନୀ ଜୋମାଟୋ ଏବଂ ଏକ ହୋଟେଲ ଉପରେ ଜିଲା ଉପଭୋକ୍ତା ଫୋରମ ୫୫ ହଜାର ଟଙ୍କାର ଜୋରିମାନା ଲଗାଇଛି। ଅଭିଯୋଗ ହୋଇଥିଲା ଯେ ଜୋମାଟୋ…
Read More...

ଅମରନାଥ ଶ୍ରଦ୍ଧାଳୁଙ୍କ ପାଇଁ ଜିଓ ଆଣିଛି ୧୦୨ ଟଙ୍କିଆ ଅସୀମିତ ପ୍ରିପେଡ୍‍ ପ୍ଲାନ୍‍

ଜମ୍ମୁ ଓ କାଶ୍ମୀର ଅନେକ ଜିଓ ରିଟେଲରଙ୍କ ପାଖରେ ସ୍ୱତନ୍ତ୍ର ଅମରନାଥ ଯାତ୍ରା ପ୍ରିପେଡ୍‍ ପ୍ଲାନ୍‍ ଉପଲବ୍ଧ ହେଉଛି। ପ୍ରତିବର୍ଷ ଗ୍ରୀଷ୍ଣ ସମୟରେ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ନେଇ ହେଉଥିବା ଅମରନାଥ ଯାତ୍ରା ପାଇଁ…
Read More...

ଅମରନାଥ ଯାତ୍ରୀଙ୍କୁ ନେଇ ଯାଉଥିବା ଦୁଇ ବସ୍‍ ଦୁର୍ଘଟଣାଗ୍ରସ୍ତ, ୨୦ ଆହତ

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରର ଅନ୍ତନାଗ ଜିଲାରେ ଶନିବାର ଅମରନାଥ ଯାତ୍ରୀଙ୍କୁ ନେଇ ଯାଉଥିବା ଦୁଇ ବସ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଏଥିରେ ୨୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ…
Read More...

ଗ୍ୟାସ୍ ଟାଙ୍କି ଫାଟି ଜଳିଗଲା ଘର

ହୀରାକୁଦ : ସମ୍ବଲପୁର ଜିଲା ହୀରାକୁଦଠାରେ ଶୁକ୍ରବାର ଗ୍ୟାସ୍ ଟାଙ୍କି ଫାଟି ଏକ ଘର ଜଳି ଯାଇଥିବା ଜଣାପଡ଼ିଛି। ଦଳମଳବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଥିବା ବେଳେ ଅଗ୍ନିକାଣ୍ଡରେ…
Read More...

ଟିଟିଲାଗଡ: ମାଉସୀମାଁ ମନ୍ଦିରକୁ ବିଜେ କଲେ ତିନି ଠାକୁର

ଟିଟିଲାଗଡ: ସ୍ଥାନୀୟ ଧବଲେଶ୍ୱର ଦଧିବାମନ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ପବିତ୍ର ରଥଯାତ୍ରା ଉତ୍ସବ ଅବସରରେ ଦୁଇ ଦିନ ଧରି ରଥ ଟଣା ହୋଇ ଶୁକ୍ରବାର ସନ୍ଧ୍ୟାରେ ତିନି ଠାକୁର ମାଉସୀ ମନ୍ଦିରରେ ପହଞ୍ଚିଛନ୍ତି। ଏନେଇ ଦୁଇ ଦିନ…
Read More...

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୨ ମୃତ, ୧ ଗୁରୁତର

ବାରିପଦା : ମୟୁରଭଞ୍ଜ ଜିଲା ରାସଗୋବିନ୍ଦପୁର କମାଡିହା ରାସ୍ତାର ବେତନାଠିଆ ଠାରେ ଶୁକ୍ରବାର ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାଫଳରେ ଦୁଇ ଜଣଙ୍କର ମୃତ୍ୟୁ ହେବାସହ ଜଣେ ଗୁରୁତର ହୋଇଥିବା ଜଣାପଡିଛି। ଗୁରୁତର…
Read More...

କଟକ ଡାୟୋସିସ୍‍ ପକ୍ଷରୁ ରିଲିଫ୍‍ ବଣ୍ଟନ

ପିପିଲି : କଟକ ସ୍ଥିତ ଖ୍ରୀଷ୍ଟ୍ରୀୟ ଅନୁଷ୍ଠାନ ଡାୟୋସିସ୍‍ ପକ୍ଷରୁ ପିପିଲି ବ୍ଲକର କଣ୍ଟି ପଞ୍ଚାୟତରେ ଶୁକ୍ରବାର ଫନିି’ବାତ୍ୟା ବିପନ୍ନ ୩୦୫ ପରିବାରଙ୍କୁ ରିଲିଫ ବଣ୍ଟନ କରାଯାଇଛି। ଡାୟୋସିସ୍‍ ଅନୁଷ୍ଠାନର ମୁଖ୍ୟ…
Read More...

ଏକତରଫା ପ୍ରେମକୁ କେନ୍ଦ୍ର କରି ଏସିଡ ମାଡ ମାମଲା; ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୧ଲକ୍ଷ ଟଙ୍କା ଜରିମାନା

କଲମପୁର : ଏକତରଫା ପ୍ରେମକୁ କେନ୍ଦ୍ର କରି ଜନୈକ ବିଫଳ ପ୍ରେମିକ ଜନୈକା ପ୍ରେମୀକାକୁ କମ୍ପ୍ୟୁଟର କ୍ଲାସ ଯିବା ରାସ୍ତାରେ ଏସିଡ ମାଡ କରିବା ଭଳି ଅଭାବନୀୟ ଘଟଣା ୨୦୧୮ ମସିହାରେ ସମଗ୍ର କଳାହାଣ୍ଡିରେ ଆଲୋଚନାର ବିଷୟ…
Read More...

କୂଅରୁ ହରିଣର ମୃତଦେହ ଉଦ୍ଧାର

ଟିଟିଲାଗଡ଼ : ବଲାଙ୍ଗୀର ଜିଲା ଟିଟିଲାଗଡ଼ ବନ ବିଭାଗ ଦ୍ଵାରା ଗତକାଲି ଏକ ପରିତ୍ୟକ୍ତ କୂଅରୁ ହରିଣର ମୃତଦେହ ଉଦ୍ଧାର କରାଯାଇଛି। ଚିକିତ୍ସା ପରେ ଉକ୍ତ ହରିଣକୁ ଗତକାଲି ବନ ବିଭାଗ ଜଙ୍ଗଲରେ ଛାଡି ଦେଇଥିବା ସୂଚନା…
Read More...

ସୁଭଦ୍ରା କ୍ଷେତ୍ର ଗଡକୁଜଙ୍ଗରେ ପ୍ରଭୁ କୁଞ୍ଜବିହାରୀଙ୍କ ରଥ ଯାତ୍ରା ଅନୁଷ୍ଠିତ

ଜଗତସିଂହପୁର : ଜଗତସିଂହପୁର ଜିଲା ଏରସମା ବ୍ଲକର ଗଡକୁଜଙ୍ଗ ଠାରେ ସୁଭଦ୍ରା କ୍ଷେତ୍ର ଭାବେ ପରିଚିତ ଗଡକୁଜଙ୍ଗର ପ୍ରଭୁ କୁଞ୍ଜବିହାରୀଙ୍କ ରଥ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ପୁରୀ…
Read More...

ଲକ୍ଷ୍ମୀପୁରରେ ବର୍ଷର ପ୍ରଥମ ଝଡ଼ିବର୍ଷା

ଲକ୍ଷ୍ମୀପୁର : କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକରେ ବର୍ଷର ପ୍ରଥମ ଝଡ଼ିବର୍ଷା ଶୁକ୍ରବାର ଆରମ୍ଭ ହୋଇଛି। ଦିନ ପ୍ରାୟ ଗୋଟାଏରୁ ଝିପିଝିପି ବର୍ଷା ଆରମ୍ଭ ହୋଇଥିବା ବେଳେ ଅପରାହ୍ଣରେ ଏହା ବୃଦ୍ଧି ପାଇଥିଲା। ଫଳରେ ବଜାର…
Read More...

ଖଟିଆରେ ବୁହା ହେଲେ ରୋଗୀ

ଖଡିଆଳ : ନୂଆପଡା ଜିଲା ଖଡିଆଳ ବ୍ଲକ କେନ୍ଦୁପାଟି ପଞ୍ଚାୟତର ଡୁମେରଜୋର ଗ୍ରାମର ବାଗପଡାରେ ଶୁକ୍ରବାର ଜଣେ ଗୁରୁତର ରୋଗୀଙ୍କୁ ଖଟିଆରେ ଦୀର୍ଘ ୨ କିଲୋମିଟର ପର୍ଯ୍ୟନ୍ତ ବୋହି ଏକ ବୋଲେରୋ ଯୋଗେ ନୂଆପଡା ଜିଲା ମୁଖ୍ୟ…
Read More...

୧ ଟଙ୍କାରେ ଜାଣନ୍ତୁ ବଜେଟ ଆୟ-ବ୍ୟୟର ହିସାବ

ନୂଆଦିଲ୍ଲୀ : ୨୦୧୯ର ପୂର୍ଣ୍ଣ ବଜେଟ ଲୋକସଭାରେ ଆଗତ ହୋଇସାରିଛି। ବଜେଟରେ କେଉଁ କ୍ଷେତ୍ରରେ କେତେ ଆୟ ହେବ ଓ କେତେ ଖର୍ଚ୍ଚ ହେବ, ତାହା ସାଧାରଣ ଲୋକଙ୍କ କ୍ଷେତ୍ରରେ ଜାଣିବା କଷ୍ଟକର ମନେହୁଏ। ତେବେ ମାତ୍ର ୧ ଟଙ୍କାରେ…
Read More...

ରାଜୀବ ଗାନ୍ଧୀ ହତ୍ୟାକାଣ୍ଡ : ଆଜୀବନ କାରାଦଣ୍ଡ ଭୋଗୁଥିବା ନଳିନୀଙ୍କୁ ମିଳିଲା ୩୦ ଦିନର ପାରୋଲ

ଚେନ୍ନଇ : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟାକାଣ୍ଡ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ନଳିନୀ ଶ୍ରୀହରନଙ୍କୁ ମାଡ୍ରାସ ହାଇକୋର୍ଟ ଶୁକ୍ରବାର ୩୦ ଦିନର ପାରୋଲ ପ୍ରଦାନ କରିଛନ୍ତି। ନିଜ ଝିଅର…
Read More...

କ୍ରିକେଟ ବିଶ୍ବକପ : ଇମାମଙ୍କ ଶତକ, ବାଂଲାଦେଶ ପାଇଁ ୩୧୬ ରନର ବିଜୟ ଲକ୍ଷ୍ୟ

ଲଣ୍ଡନ : କ୍ରିକେଟ ବିଶ୍ବକପ ୨୦୧୯ର ୪୩ ତମ ମ୍ୟାଚ୍ ଶୁକ୍ରବାର ଲିଡସରରେ ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ପାକିସ୍ତାନ ଅଧିନାୟକ ସରଫରାଜ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି…
Read More...

ଅପହରଣର ନାଟକ କରି ଫସିଲେ ଯୁବକ

ସମ୍ବଲପୁର : ସମ୍ବଲପୁର ଜିଲା କ୍ଷେତରାଜପୁର ଥାନା ଅର୍ନ୍ତଗତ ତାଲଭଟ୍ଟା ପଡାର ଜଣେ ଯୁବକ ଶୁକ୍ରବାର ଅପହରଣ ନାଟକ କରି ଫସିଥିବା ଜଣାପଡ଼ିଛି। ଏ ସର୍ମ୍ପକରେ ଶୁକ୍ରବାର ପୁର୍ବାହ୍ନରେ ସମ୍ବଲପୁର ଜିଲା ଅର୍ନ୍ତଗତ…
Read More...

ବାଦ ପଡ଼ିଲେ ଶନ ମାର୍ଶ, ହାଣ୍ଡସ୍କମ୍ବ ଦଳରେ ସାମିଲ

ଲିଡ୍ସ : ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ବାମହାତୀ ବ୍ୟାଟ୍ସମ୍ୟାନ୍ ଶନ ମାର୍ଶ ଆହତ କାରଣରୁ ବିଶ୍ବକପ ଦଳରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ମିଡ଼ିଲ ଅର୍ଡ଼ର ବ୍ୟାଟ୍ସମ୍ୟାନ୍ ପିଟର ହାଣ୍ଡସ୍କମ୍ବଙ୍କୁ ଦଳରେ ସାମିଲ…
Read More...

ଗୁଜୁରାଟ ବିଧାନସଭାରୁ ଅଳ୍ପେଶ ଠାକୋର, ଧାବଲସିହ୍ନ ଜାଲାଙ୍କ ଇସ୍ତଫା

ଗାନ୍ଧୀନଗର : ରାଜ୍ୟସଭା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କ ବିରୋଧରେ ଭୋଟ ଦେବା ପରେ ଗୁଜୁରାଟ ବିଧାନସଭା ସଦସ୍ୟତା ପଦରୁ କଂଗ୍ରେସ ବିଧାୟକ ଅଳ୍ପେଶ ଠାକୋର ଏବଂ ଧାବଲସିହ୍ନ ଜାଲା ଶୁକ୍ରବାର ଇସ୍ତଫା ଦେଇଛନ୍ତି।…
Read More...

ଦିଲ୍ଲୀ ଡିଜିସିଏ କୋଠାରେ ଅଗ୍ନିକାଣ୍ଡ; ନିଆଁ ଲିଭାଉଛନ୍ତି ୨୨ ଦମକଳ

ନୂଆଦିଲ୍ଲୀ : ଦିଲ୍ଲୀର କଡ଼କଡ଼ଡୁମା ଅଞ୍ଚଳସ୍ଥିତ ଦିଲ୍ଲୀ ସ୍ୱାସ୍ଥ୍ୟସେବା ମହାନିର୍ଦେଶାଳୟ (ଡିଜିସିଏ) କୋଠାରେ ଶୁକ୍ରବାର ଅପରାହ୍ଣରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ୨୨ଟି ଦମକଳ ଗାଡ଼ି…
Read More...

ହାରେନ ପାଣ୍ଡ୍ୟା ହତ୍ୟା ମାମଲା: ସୁପ୍ରିମକୋର୍ଟରେ ୧୨ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ : ଗୁଜରାଟ ଗୃହ ମନ୍ତ୍ରୀ ହାରେନ ପାଣ୍ଡ୍ୟାଙ୍କ ହତ୍ୟା ମାମଲାରେ ସୁପ୍ରିମକୋର୍ଟ ଶୁକ୍ରବାର ୧୨ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତେବେ ସେମାନଙ୍କ ଦଣ୍ଡାଦେଶ ନେଇ କୌଣସି ସୂଚନା ମିଳିନାହିଁ।…
Read More...

ଟୁନିସିଆରେ ଡଙ୍ଗା ବୁଡ଼ି ୮୦ ମୃତ

ଟୁନିସ : ଭୂମଧ୍ୟ ସାଗରରେ ପ୍ରବାସୀଙ୍କୁ ନେଇ ଲିବିୟାରୁ ଇଟାଲୀ ଯାଉଥିବା ଏକ ଡଙ୍ଗା ଗୁରୁବାର ସନ୍ଧ୍ୟାରେ ଟୁନିସିଆ ନିକଟରେ ବୁଡ଼ି ଯାଇଛି। ଏଥିରେ ୮୦ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଘଟିଛି। ଟୁନିସିଆ ମତ୍ସ୍ୟଜୀବୀ…
Read More...

ରାଷ୍ଟ୍ରଦ୍ରୋହ ମାମଲାରେ ଏମଡିଏମକେ ମୁଖ୍ୟ ଭାଇକୋଙ୍କୁ ବର୍ଷେ ଜେଲ

ଚେନ୍ନଇ : ଚେନ୍ନଇର ଏକ ଅଦଲାତ ଶୁକ୍ରବାର ଏକ ରାଷ୍ଟ୍ରଦୋହ ମାମଲାରେ ମାରୁମାଲାରଚି ଦ୍ରାବିଡ ମୁନେତ୍ରା କାଜହାଗାମ (ଏମଡିଏମକେ) ପ୍ରତିଷ୍ଠାତା ତଥା ସମ୍ପାଦକ ଭାଇକୋଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହାସହ ତାଙ୍କୁ…
Read More...

ସଡୁଙ୍କ ଶବ ସତ୍କାର କରିବାକୁ ଆସି ଦୁର୍ଘଟଣାରେ ଜୀବନ ଗଲା

ମାର୍ଶାଘାଇ : କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଜାତୀୟ ରାଜପଥ ୫(କ)ର ଶିଳିପୁର ଛକ ନିକଟରେ ସଡୁଙ୍କ ଶବ ସତ୍କାର କରିବାକୁ ଆସି ଆଉ ଜଣେ ସଡୁଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସୂଚନା…
Read More...

ଫାଣ୍ଡିରେ ଭଙ୍ଗାରୁଜା, ଭାଙ୍ଗିଦେଲେ ୨ ଗାଡି

ସୁନ୍ଦରଗଡ଼ : ଗତକାଲି ସଂଗଠିତ ସଡ଼କ ଦୁର୍ଘଟଣାରେ ସ୍ଥାନୀୟ ଯୁବକଙ୍କ ମୃତ୍ୟୁକୁ ନେଇ କନିକା ଫାଣ୍ଡି ଅନ୍ତର୍ଗତ ଆଖପାଖ ଅଞ୍ଚଳରେ ଚାପା ଉତ୍ତେଜନା ଜାରି ରହିଥିବା ବେଳେ ରାସ୍ତାରୋକ କରାଯାଇଥିଲା ହେଲେ ସନ୍ଧ୍ୟାରେ ଚାପା…
Read More...

ତୁମୁଡିବନ୍ଧରେ ରଥଯାତ୍ରା

ତୁମୁଡିବନ୍ଧ : କନ୍ଧମାଳ ଜିଲା ତୁମୁଡିବନ୍ଧ ଠାରେ ରଥଯାତ୍ରା ପର୍ବ ବେଶ ଜାକଜମକରେ ଅନୁଷ୍ଠିତ ହୋଇଯାଇଛି। ଜଗନ୍ନାଥ ମନ୍ଦିର କମିଟି ସଭାପତି ରାମକୃଷ୍ଣ ପାଢ଼ୀ, ସୀମାଞ୍ଚଳ ଦାସ, ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ବୃନ୍ଦାବନ…
Read More...

ଲକ୍ଷ୍ମୀପୁରରେ ରଥଯାତ୍ରା

ଲକ୍ଷ୍ମୀପୁର : ଲକ୍ଷ୍ମୀପୁରରେ ଶ୍ରୀ ଗୁଣ୍ଡିଚା ଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସକାଳୁ ଠାକୁରଙ୍କ ମଙ୍ଗଳ ଆଳତୀ ଠାରୁ ଆରମ୍ଭ କରି ମଇଲମ, ସୁର୍ୟ୍ୟ ପୂଜା ସହିତ ସମସ୍ତ ନୀତି ସମ୍ପନ୍ନ ହେବା ପରେ ପହଣ୍ଡି…
Read More...

ଲୁହା ରଥରେ ବିଦ୍ୟୁତ୍ ତାର ଲାଗି ୨ ମୃତ, ୭ ଗୁରୁତର

ଯାଜପୁର : ଯାଜପୁର ଜିଲା କାଳିଆପାଣି ଥାନା ଟାଟା ମାଇନସ୍ କଲୋନୀ ପରିସରରେ ଗୁରୁବାର ରଥ ଟଣା ବେଳେ ଅଘଟଣ ଘଟିଛି। ଏକ ଲୌହ ନିର୍ମିତ ରଥ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ୭ ଜଣ ଆହତ…
Read More...

କୁଳଭୂଷଣ ମାମଲା : ଚଳିତ ମାସ ​‌ଶେଷ ସୁଦ୍ଧା ଆସିପାରେ ଆଇସିଜେର ଚୂଡ଼ାନ୍ତ ରାୟ

ହେଗ : ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତ (ଆଇସିଜେ) ଚଳିତ ମାସ ଶେଷ ସୁଦ୍ଧା ପାକିସ୍ତାନ ଜେଲରେ ବନ୍ଦୀ ଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କ ମୃତ୍ୟୁଦଣ୍ଡ ଉପରେ ରହିତାଦେଶ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ କରିପାରେ ।…
Read More...

ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀ ମୃତ

ସିଂଲା : ବାଲେଶ୍ବର ଜିଲା ସିଂଲା ଥାନା ଅନ୍ତର୍ଗତ ସାର୍ଥାଠାରେ ଟ୍ରକ୍ ଧକ୍କାରେ ଗୁରୁବାର ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ଜଣଙ୍କ ସାର୍ଥା ଗ୍ରାମନିବାସୀ ରମାକାନ୍ତ ମଣ୍ଡଳଙ୍କ ପୁଅ…
Read More...

କ୍ରିକେଟ ବିଶ୍ବକପ୍ : ଆଫଗାନିସ୍ତାନ ପାଇଁ ୩୧୨ ରନର ବିଜୟ ଲକ୍ଷ୍ୟ ରଖିଲା ୱେଷ୍ଟଇଣ୍ଡିଜ୍

ଲିଡସ : କ୍ରିକେଟ ବିଶ୍ବକପ ୨୦୧୯ର ୪୨ ତମ ମ୍ୟାଚ୍ ଗୁରୁବାର ଲିଡସର ହେଡିଙ୍ଗଲେ ଗ୍ରାଉଣ୍ଡଠାରେ ୱେଷ୍ଟଇଣ୍ଡିଜ୍ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ଅଧିନାୟକ ହୋଲଡର୍ ଟସ୍ ଜିତି ପ୍ରଥମେ…
Read More...

ଆରଡିପୀଠରେ ଗଡିଲା ରଥ ; ମଣିବାବାଙ୍କୁ ଲାଗି ହେଲା ଗଜାମୁଗ ଭୋଗ

ଆରଡି : ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପବିତ୍ର ରଥଯାତ୍ରା ଅବସରରେ ପରମ୍ପରା ଅନୁଯାୟୀ ଗଜାମୁଗ ଭୋଗ ଲାଗି ହେବା ସହ ପୀଠରେ ଥିବା ଜଗନ୍ନାଥ ମନ୍ଦିର, ଭୂଇଁପୁର ଜଗନ୍ନାଥ…
Read More...

ପିପିଲିରେ ରଥଯାତ୍ରା ମହା ସମାରୋହରେ ସଂପନ୍ନ

ପିପିଲି : ପିପିଲିର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀ ପତିତପାବନ ଦେବଙ୍କ ପବିତ୍ର ରଥଯାତ୍ରା ମହା ସମାରୋହରେ ସଂପନ୍ନ ହୋଇଯାଇଛି। ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଦରଜୀସାହି ସ୍ଥିତ ପ୍ରଭୁ ଶ୍ରୀପତିତପାବନ ଦେବଙ୍କ ମନ୍ଦିରରେ…
Read More...

ଅମରନାଥ ଯାତ୍ରା; ଅମ୍ଳଜାନସ୍ତର କମିବାରୁ ଚେତା ହରାଇଲେ ୨୫ ଶ୍ରଦ୍ଧାଳୁ

ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ଅମରନାଥ ଯାତ୍ରାବେଳେ ଗୁରୁବାର ଅମ୍ଳଜାନସ୍ତର କମିଯିବାରୁ ୨୫ ଶ୍ରଦ୍ଧାଳୁ ଚେତାଶୂନ୍ୟ ହୋଇପଡିଥିଲେ। ଯାତ୍ରା ପଥରେ ମୁତୟନ ଆଇଟିବିପି ଯବାନମାନେ ସେମାନଙ୍କୁ ତତ୍କାଳ ଅମ୍ଳଜାନ ସିଲିଣ୍ଡର…
Read More...

ଏମକେ ଷ୍ଟାଲିନ ଏବଂ କୁମାରସ୍ୱାମୀଙ୍କ ପୁଅଙ୍କୁ ମିଳିଲା ନିଜ ଦଳରେ ଗୁରୁତ୍ୱପୂର୍ଣ୍ଣ ପଦ

ଚେନ୍ନଇ/ବେଙ୍ଗାଲୁରୁ : ଦ୍ରାବିଡ ମୁନେତ୍ର କାଜଗହମ (ଡିଏମକେ) ଅଧ୍ୟକ୍ଷ ଏମେକେ ଷ୍ଟାଲିନ ଏବଂ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ତଥା ଜନତା ଦଳ ସିକ୍ୟୁଲାର (ଜେଡିଏସ) ନେତା ଏଚ.ଡି କୁମାରସ୍ୱାମୀ ନିଜ ପୁଅଙ୍କୁ ଦଳର…
Read More...

ପାକିସ୍ତାନରେ ହାଫିଜ ସୟିଦଙ୍କ ସମେତ ୧୩ ଜଣଙ୍କ ନାମରେ ମାମଲା ରୁଜୁ

ଲାହୋର : ପାକିସ୍ତାନର ଆତଙ୍କବାଦ ନିରୋଧ ବିଭାଗ (ସିଟିଡି)ରେ ବୁଧବାର ୨୬/୧୧ ମୁମ୍ବଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସୟିଦଙ୍କ ସମେତ ୩ ସଂଗଠନର ୧୩ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଆତଙ୍କବାଦୀଙ୍କୁ ପାଣ୍ଠି…
Read More...

କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର, ୪ ସହପାଠୀ ଗିରଫ

ବେଙ୍ଗାଲୁରୁ : କର୍ଣ୍ଣାଟକର ଦକ୍ଷିଣ କନ୍ନଡ ଜିଲାର ଏକ ଘରୋଇ କଲେଜର ୫ ଜଣ ଛାତ୍ର ସେହି କଲେଜର ଜଣେ ଦଳିତ ଛାତ୍ରୀଙ୍କୁ ଗଣବଳାତ୍କାର କରିଥିବାର ଅଭିଯୋଗ ହୋଇଛି। ଏହି ଘଟଣା ଗତ ମାର୍ଚ୍ଚ ମାସର ବୋଲି ଜାଣିବାକୁ ମିଳିଛି।…
Read More...

କଂଗ୍ରେସ ବିଧାୟକଙ୍କ ଗୁଣ୍ଡାଗିରି; ଯନ୍ତ୍ରୀଙ୍କ ଉପରେ କାଦୁଅ ଢାଳିଲେ, ପୋଲରେ ବାନ୍ଧିଲେ

ମୁମ୍ବଇ : ଜଣେ ଯନ୍ତ୍ରୀଙ୍କୁ ପିଟିବା, ଖରାପ ଭାଷାରେ ଗାଳିଗୁଲଜ କରିବା ଓ ଉପରେ କାଦୁଆ ଢାଲିବା ଭଳି ଅଭିଯୋଗରେ ମହାରାଷ୍ଟ୍ର କନକଭାଲିର କଂଗ୍ରେସ ବିଧାୟକ ନିତେଶ ରାଣାଙ୍କ ନାମରେ ଏକ ମାମଲା ରୁଜୁ ହୋଇଛି।…
Read More...

ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲା : ସରକାରୀ ସାକ୍ଷୀ ହେଲେ ଇନ୍ଦ୍ରାଣୀ ମୁଖାର୍ଜୀ

ନୂଆଦିଲ୍ଲୀ : ଦିଲ୍ଲୀସ୍ଥିତ ସିବିଆଇର ଏକ ସ୍ୱତନ୍ତ୍ର ଅଦାଲତ ଗୁରୁବାର ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ସରକାରୀ ସାକ୍ଷୀ ହେବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଏହି ମାମଲାରେ…
Read More...

କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ହେବେ ମୋତିଲାଲ ଭୋରା !

ନୂଆଦିଲ୍ଲୀ : ଦୀର୍ଘ ଦିନ ଧରି ଲାଗିରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇ ବୁଧବାର ରାହୁଲ ଗାନ୍ଧୀ ଆନୁଷ୍ଠାନିକ ଭାବେ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ନେଇ ଘୋଷଣା କରିଛନ୍ତି। ଏହାପରଠାରୁ କଂଗ୍ରେସ ଅଧ୍ୟକ୍ଷ…
Read More...

ବଜେଟ ପୂର୍ବରୁ କୃଷକଙ୍କୁ ବଡ଼ ଉପହାର, ୧୪ ଖରିଫ ଫସଲର ଏମଏସପି ବଢିଲା

ନୂଆଦିଲ୍ଲୀ : କେନ୍ଦ୍ର ସରକାର ବଜେଟ ପୂର୍ବରୁ କୃଷକଙ୍କୁ ବଡ଼ ଉପାହାର ଦେଇଛନ୍ତି। ସରକାର ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୧୪ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି କରିଛନ୍ତି। ବୁଧବାର ଅନୁଷ୍ଠିତ…
Read More...

ମିଜୋରାମରେ କୋଠା ଭୁଶୁଡ଼ି ୩ ମୃତ, ୧୦ ଆହତ

ଆଇଜଲ : ମିଜୋରମର ରାଜଧାନୀ ଆଇଜଲରେ ମଙ୍ଗଳବାର ସନ୍ଧ୍ୟାରେ ଭୂସ୍ଖଳନରୁ ୩ଟି କୋଠା ଭୁଶୁଡ଼ି ୩ ଜଣଙ୍କ ମୃତ୍ୟୁ ଘଟିଛି ଓ ୧୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୋଠା…
Read More...

କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : କଂଗ୍ରେସରେ ନେତୃତ୍ବ ସଂକଟ ଜାରି ରହିଥିବା ବେଳେ ଦଳର ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ବୁଧବାର ବିଧିବଦ୍ଧ ଇସ୍ତଫା ଘୋଷଣା କରିଛନ୍ତି। ଏଥିସହ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି) ତୁରନ୍ତ…
Read More...

ପଶ୍ଚିମବଙ୍ଗର ନାମ ପରିବର୍ତ୍ତନ ପ୍ରସ୍ତାବକୁ କେନ୍ଦ୍ରର ପ୍ରତ୍ୟାଖାନ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ବୁଧବାର ପଶ୍ଚିମବଙ୍ଗର ମମତା ବାନାର୍ଜୀଙ୍କ ସରକାରଙ୍କୁ ଏକ ଝଟକା ଦେଇଛନ୍ତି। କେନ୍ଦ୍ର ସରକାର ପଶ୍ଚିମବଙ୍ଗର ନାମ ‘ବଙ୍ଗଳା’କୁ ପରିବର୍ତ୍ତନ କରିବା ପ୍ରସ୍ତାବକୁ ପ୍ରତ୍ୟାଖାନ…
Read More...

ସୁପ୍ରିମକୋର୍ଟ: ବେଆଇନ କୋଇଲା ଖନନ ମାମଲାରେ ମେଘାଳୟ ସରକାରଙ୍କୁ ୧୦୦ କୋଟି ଜୋରିମାନା

ନୂଆଦିଲ୍ଲୀ : ବେଆଇନ କୋଇଲା ଖନନ ମାମଲାରେ ସୁପ୍ରିମକୋର୍ଟ ବୁଧବାର ମେଘାଳୟ ସରକାରଙ୍କୁ ୧୦୦ କୋଟି ଟଙ୍କାର ଜୋରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି। ଜାତୀୟ ସବୁଜ ଟ୍ରାଇବୁନାଲ (ଏନଜିଟି) ଓ କେନ୍ଦ୍ରୀୟ ପ୍ରଦୂଷଣ…
Read More...

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଅମ୍ବାତି ରାୟୁଡୁ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ତଥା ମଧ୍ୟକ୍ରମ ବ୍ୟାଟ୍ସମାନ ଅମ୍ବାତି ରାୟୁଡୁ ବୁଧବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ଭାରତୀୟ କ୍ରିକେଟ ନିୟନ୍ତ୍ରକ ବୋର୍ଡ (ବିସିସିଆଇ)କୁ ଚିଠି ଲେଖି…
Read More...

ମୁମ୍ବଇ ଜଳପ୍ରଳୟରେ ୨୭ ମୃତ, ଅନେକ ଆହତ

ମୁମ୍ବଇ : ମୁମ୍ବଇରେ ପ୍ରବଳ ବର୍ଷା ଯୋଗୁଁ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବର୍ଷା ଗତ ୨ ବର୍ଷର ରେକର୍ଡ ଭାଙ୍ଗି ଦେଇଛି। ମୂଷଳ ଧାରାରେ ପ୍ରବଳ ବର୍ଷା ଯୋଗୁଁ ମଲାଡ଼ରେ ଏକ କାନ୍ଥ ଭୁଶୁଡ଼ି ୧୯ ଜଣଙ୍କ ମୃତ୍ୟୁ…
Read More...

ଶ୍ରାଦ୍ଧ ଦିବସ ଅବସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି

କଟକ : ବରେଣ୍ୟ ଜନ ନାୟକ, ସେବା ଓ ତ୍ୟାଗର ପ୍ରତୀକ ତଥା ‘ସମାଜ’ର ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୧ତମ ଶ୍ରାଦ୍ଧ ଦିବସରେ ମଙ୍ଗଳବାର ସନ୍ଧ୍ୟା ୫ଟାରେ ‘ସମାଜ’ ପକ୍ଷରୁ କଟକସ୍ଥିତ ଶହୀଦ ଭବନଠାରେ…
Read More...

ଓଲାରେ ୧୭୨୫ କୋଟି ଟଙ୍କା ନିବେଶ କଲା ସଫ୍ଟବ୍ୟାଙ୍କ

ନୂଆଦିଲ୍ଲୀ : ଆପ ମାଧ୍ୟମରେ କାର ସେବା ପ୍ରଦାନକାରୀ କମ୍ପାନୀ ଓଲାରେ ଜାପାନର ସଫ୍ଟବ୍ୟାଙ୍କ ୧୭୨୫ କୋଟି ଟଙ୍କା (୨୫୦ ନିୟୁତ ଡଲାର) ନିବେଶ କରିଛି। ଏହି ନିବେଶ ସହ ଓଲା ଏବେ ଓଲା ଇଲେକ୍ଟ୍ରିକ ମୋବିଲିଟି ୟୁନିକର୍ଣ୍ଣ…
Read More...

ଉତ୍ତରାଖଣ୍ଡ: ବର୍ଷା ଜନିତ ଦୁର୍ଘଟଣାରେ ୩ ମୃତ, ରାସ୍ତା ବନ୍ଦ

ଡେରାଡୁନ : ଉତ୍ତରାଖଣ୍ଡରେ ମଙ୍ଗଳବାର ପ୍ରବଳ ବର୍ଷା ଜନିତ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରବଳ ବର୍ଷା ସହ କୋହଲା ପବନ ଯୋଗୁଁ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଛି। ମୂଷଳ ଧାରାରେ ପ୍ରବଳ ବର୍ଷା ଯୋଗୁଁ…
Read More...

ପୁଲିସକୁ ଗୁଳି ମାରି କୁଖ୍ୟାତ ଅପରାଧୀକୁ ଛଡ଼ାଇ ନେଲେ

ମୁଜାଫରନଗର : ଉତ୍ତରପ୍ରଦେଶ ମୁଜାଫରନଗର କୋତୱାଲି ଅଞ୍ଚଳର ସଲାରପୁର ଗ୍ରାମ ନିକଟରେ ମଙ୍ଗଳବାର ପୁଲିସ୍‍କୁ ଗୁଳି ମାରି ଜଣେ କୁଖ୍ୟାତ ଅପରାଧୀକୁ ତାର ସାଥୀମାନେ ପୁଲିସ୍‍ ହେପାଜତରୁ ଛଡ଼ାଇ ନେଇଛନ୍ତି। କୁଖ୍ୟାତ ଅପରାଧୀ…
Read More...

ପଳାତକ ନୀରବ ମୋଦୀଙ୍କୁ ବଡ଼ ଝଟକା, ସିଙ୍ଗାପୁରରେ ଜମା ୪୪ କୋଟି ଟଙ୍କା ଜବତ

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏବି) ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀଙ୍କୁ ମଙ୍ଗଳବାର ଏକ ବଡ଼ ଝଟକା ଲାଗିଛି। ସିଙ୍ଗାପୁର ହାଇକୋର୍ଟ ମଙ୍ଗଳବାର ନୀରବ ମୋଦୀଙ୍କ…
Read More...

ବ୍ୟାଙ୍କ ଠକେଇ ମାମଲା: ୫୦ ସ୍ଥାନରେ ସିବିଆଇ ଚଢଉ, ୧୪ ମାମଲା ରୁଜୁ

ନୂଆଦିଲ୍ଲୀ : କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମଙ୍ଗଳବାର ୧୨ଟି ରାଜ୍ୟରେ ପାଖାପାଖି ୫୦ଟି ସ୍ଥାନରେ ଚଢଉ କରିଛି। ସିବିଆଇ ଏକ ସ୍ୱତନ୍ତ୍ର ଅଭିଯାନ କ୍ରମେ ବ୍ୟାଙ୍କ ଠକେଇ ମାମଲାରେ ଏହି ଚଢଉ କରିଥିବା ସୂଚନା…
Read More...

ଖୁସି ଖବର! ଅର୍ଦ୍ଧସାମରିକ ବାହିନୀର ୮୪୦୦୦ ପଦରେ ଚାକିରି ପାଇଁ ଖୁବଶୀଘ୍ର ବାହାରିବ ବିଜ୍ଞପ୍ତି

ନୂଆଦିଲ୍ଲୀ : ମୋଦୀ ସରକାର ନିଜ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ପାଇଁ ତତ୍ପରତା ପ୍ରକାଶ କରିଛି। ଏହି କ୍ରମରେ ଅର୍ଦ୍ଧସାମରିକ ବାହିନୀର ୮୪୦୦୦ ପଦରେ ଚାକିରି ପାଇଁ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି…
Read More...

ମୁମ୍ବଇରେ ବର୍ଷା ବିତ୍ପାତ, ୪ ମୃତ

ମୁମ୍ବଇ : ଲଗାଣ ବର୍ଷା ମୁମ୍ବଇରେ ବିତ୍ପାତ କରିଛି। ବର୍ଷା ଜନିତ ଦୁର୍ଘଟଣାରେ ମୁମ୍ବଇରେ ସୋମବାର ସନ୍ଧ୍ୟା ସୁଦ୍ଧା ୪ ଜଣଙ୍କ ମୃତ୍ୟୁ ଘଟିଛି। ବର୍ଷା ଯୋଗୁଁ ମୁମ୍ବଇ ଏବଂ ଆଖପାଖ ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି।…
Read More...

ଜାମ୍ମୁ କାଶ୍ମୀରରେ ରାଷ୍ଟ୍ରପତି ଶାସନ କାଳ ୬ ମାସ ବୃଦ୍ଧି ପ୍ରସ୍ତାବକୁ ଟିଏମସି ଓ ବିଜେଡିର ସମର୍ଥନ

ନୂଆଦିଲ୍ଲୀ : ରାଜ୍ୟସଭାରେ ସୋମବାର ଜାମ୍ମୁ ଏବଂ କାଶ୍ମୀରରେ ରାଷ୍ଟ୍ରପତିଙ୍କ ଶାସନ ଆଉ ୬ ମାସ ବୃଦ୍ଧି କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା ଆଗତ ପ୍ରସ୍ତାବକୁ ଟିଏମସି ଓ ବିଜେଡି ସମର୍ଥନ…
Read More...

ମହିଳାଙ୍କ ନିକଟରୁ ୧.୭୦ ଲକ୍ଷ ଟଙ୍କା ଝାମ୍ପି ନେଲେ ଦୁର୍ବୃତ୍ତ

ବ୍ରହ୍ମପୁର: ବ୍ରହ୍ମପୁର ହରିଡଖଣ୍ଡି ଛକସ୍ଥିତ ଷ୍ଟେଟ ବ୍ୟାଙ୍କ ଶାଖା ସମ୍ମୁଖରେ ସୋମବାର ଅପରାହ୍ଣରେ ଜଣେ ମହିଳାଙ୍କ ନିକଟରୁ  ଦୁର୍ବୃତ୍ତମାନେ ୧ ଲକ୍ଷ ୭୦ ହଜାର ଟଙ୍କା ଝାମ୍ପି ନେଇଛନ୍ତି ।  ମହିଳା ଜଣଙ୍କ ବ୍ୟାଙ୍କରୁ…
Read More...

କର୍ଣ୍ଣାଟକରେ ହଲଚଲ, ଆଉ ୨ କଂଗ୍ରେସ ବିଧାୟକ ଦେଲେ ଇସ୍ତଫା

ବେଙ୍ଗାଲୁରୁ : କର୍ଣ୍ଣାଟକ କଂଗ୍ରେସକୁ ଆଉ ଏକ ଝଟକା ଲାଗିଛି। ସୋମବାର କଂଗ୍ରେସର ୨ ବିଧାୟକ ଦଳ ଓ ପଦରୁ ଇସ୍ତଫା ଦେଇଛନ୍ତି। ଏହା ପରଠାରୁ ରାଜ୍ୟ ରାଜନୀତିରେ ହଲଚଲ ବୃଦ୍ଧି ପାଇବାରେ ଲାଗିଛି। ସୂଚନା ଅନୁସାରେ ବେଲାରୀ…
Read More...

ଏନଏସ ବିଶ୍ୱନାଥନ ହେଲେ ଆରବିଆଇର ଡେପୁଟି ଗଭର୍ଣ୍ଣର

ନୂଆଦିଲ୍ଲୀ : ଏନଏସ ବିଶ୍ୱନାଥନଙ୍କୁ ସୋମବାର ବର୍ଷେ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତି ଦିଆଯାଇଛି। ତାଙ୍କୁ ଏହି ଦାୟିତ୍ୱ ଦ୍ୱିତୀୟ ଥର ମିଳିଛି। ଏହା ପୂର୍ବରୁ ସେ ୨୦୧୬…
Read More...

ପଶ୍ଚିମବଙ୍ଗର ୨୨ ସ୍ଥାନରେ ସିବିଆଇ ଚଢଉ

କଲକତା : କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ସୋମବାର ପଶ୍ଚିମବଙ୍ଗର ୨୨ଟି ସ୍ଥାନରେ ଚଢଉ କରିଛି। ଚିଟଫଣ୍ଡ ଦୁର୍ନୀତି ମାମଲାରେ ଏହି ଚଢଉ କରାଯାଇଥିବା ଜାଣିବାକୁ ମିଳିଛି। ସୂଚନା ଅନୁଯାୟୀ ନ୍ୟୁ ଲ୍ୟାଣ୍ଡ…
Read More...

ବିହାର ପରେ ଆସାମରେ ଜାପାନୀ ଏନସେଫାଲାଇଟ୍ସ ଆତଙ୍କ, ୧୧ ମୃତ

ଆସାମ : ବିହାରର ମୁଜାଫରପୁରରେ ଜାପାନୀ ଏନସେଫାଲଇଟ୍ସ ବା ମସ୍ତିଷ୍କ ଜ୍ୱରରେ ଶତାଧିକ ଶିଶୁଙ୍କ ମୃତ୍ୟୁ ଘଟଣା ମନରୁ ନଲିଭୁଣୁ ଏବେ ଏହି ରୋଗ ଆସାମରେ ବ୍ୟାପିବାରେ ଲାଗିଛି। ଆସାମରେ ଏହି ରୋଗରେ ଏପର୍ଯ୍ୟନ୍ତ ୧୧ ଜଣଙ୍କ…
Read More...

ନୋଏଡ଼ାରେ ସେକ୍ସ ର‍୍ୟାକେଟ ଠାବ, ବିଦେଶୀଙ୍କ ସମେତ ୩୫ ଗିରଫ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ନୋଏଡ଼ାରେ ସ୍ପା ନାରେ ଚାଲିଥିବା ସେକ୍ସ ର‍୍ୟାକେଟର ପର୍ଦ୍ଦାଫାସ ହୋଇଛି। ପୁଲିସ ରବିବାର ରାତିରେ ୧୪ଟି ସ୍ପା ସେଣ୍ଟର ଉପରେ ଚଢଉ କରି ୨୫ ମହିଳାଙ୍କ ସମେତ ୩୫ ଜଣଙ୍କୁ ଗିରଫ କରିଛି। ଗିରଫ…
Read More...

ମାଆକୁ ହତ୍ୟା କରିବା ବର୍ଷକ ପରେ ଗିରପଂ ହେଲେ ପୁଅ ବୋହୁ

ଯାଜପୁର : ଯାଜପୁର ଜିଲା ବରୀ ଥାନା ଧାରପୁର ଗାଁରେ ମାଆକୁ ହତ୍ୟା କରିବା ବର୍ଷକ ପରେ ପୁଅ ବୋହୁ ଗିରପଂ ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ଗତ ୨୦୧୮ ମସିହା ଜୁନ ୧୧ ତାରିଖ ଦିନ ବାବାଜି ଯେନାଙ୍କ ପତ୍ନୀ ମେଘିଙ୍କୁ…
Read More...

ତେଲ କଳରେ ଅଗ୍ନିକାଣ୍ଡ

ବରଗଡ଼ : ବରଗଡ଼ ଜିଲା ନଗେଲପାଲିରେ ଥିବା ଏକ ତେଲ କଳରେ ଶନିବାର ଅଗ୍ନିକାଣ୍ଡ ଘଟିଛି। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଥିବାବେଳେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆଶଙ୍କା କରାଯାଉଛି। ନିଆଁ ଲିଭା…
Read More...

କ୍ରିକେଟ ବିଶ୍ବକପ : ପାକିସ୍ତାନ ପାଇଁ ୨୨୮ ରନର ବିଜୟ ଲକ୍ଷ୍ୟ ରଖିଲା ଆଫଗାନିସ୍ତାନ

ଲିଡସ : କ୍ରିକେଟ ବିଶ୍ବକପ ୨୦୧୯ରେ ରବିବାର ୨ଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଖେଳାଯାଉଛି । ପ୍ରଥମ ମ୍ୟାଚଟି ଲିଡସର ହେଡିଙ୍ଗଲେ ଗ୍ରାଉଣ୍ଡଠାରେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ…
Read More...

କେ.ଏଲ. ରାହୁଲ ଓ ଆଥିଆ ସେଟ୍ଟୀଙ୍କୁ ନେଇ ଚର୍ଚ୍ଚା

ମୁମ୍ବଇ : କ୍ରିକେଟର କେ.ଏଲ. ରାହୁଲ ଓ ବଲିଉଡ୍ ଅଭିନେତ୍ରୀ ତଥା ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅ ଆଥିଆ ସେଟ୍ଟୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ରାହୁଲ ଓ ଆଥିଆଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଖବର ଆସିଛି।…
Read More...

ଛତୁ ଖାଇ ୨ ଶିଶୁ ଓ ୪ ମହିଳା ଗୁରୁତର

ବଲାଙ୍ଗୀର : ବଲାଙ୍ଗୀର ସହରରେ ଛତୁ ଆତଙ୍କ ଖେଳାଇଛି। ବଲାଙ୍ଗୀର କଦମପଡା ସ୍ଥିତ ନନ୍ଦିନୀ ନଗରରେ ଶୁକ୍ରବାର ଛତୁ ଖାଇ ୨ ଶିଶୁ ଓ ୪ ଜଣ ମହିଳା ଗୁରୁତର ଭାବେ ବଲାଙ୍ଗୀର ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି।…
Read More...

ଝିଅକୁ ଟାଙ୍ଗିଆରେ ହାଣି ବାପାର ଆତ୍ମହତ୍ୟା ଉଦ୍ୟମ

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ଛତ୍ରପୁର ପଞ୍ଚାୟତ ମସ୍କାପଦର ଗାଁରେ ଜଣେ ମଦ୍ୟପ ବାପା ଝିଅକୁ ଟାଙ୍ଗିଆରେ ହାଣି ନିଜେ ନିଜର ଗଳା କାଟି ଗୁରୁତର ହୋଇଥିବା ଜଣାପଡିଛି। ସୂଚନା ମୁତାବକ, ଗତ…
Read More...

ଭାରତୀୟ ବଂଶୋଦ୍ଭବ ପ୍ରିୟା ସେରାଓ ହେଲେ ଅଷ୍ଟ୍ରେଲିଆର ମିସ୍‍ ୟୁନିଭର୍ସ

କାନବେରା : ଭାରତୀୟ ବଂଶୋଦ୍ଭବ ପ୍ରିୟା ସେରାଓ ୨୦୧୯ ଅଷ୍ଟ୍ରେଲିଆ ମିସ୍‍ ୟୁନିଭର୍ସ ମୁକୁଟ ବିଜେତା ହୋଇଛନ୍ତି। ଗୁରୁବାର ରାତିରେ ମେଲବୋର୍ଣ୍ଣଠାରେ ଆୟୋଜିତ ପ୍ରତିଯୋଗିତାର ଚୂଡ଼ାନ୍ତ ପର୍ଯ୍ୟାୟରେ ୨୬ ପ୍ରତିଯୋଗୀଙ୍କୁ…
Read More...

ସଡ଼କ ଦୁର୍ଘଟଣାରେ ଜଣେ ମୃତ, ୧୦ ଗୁରୁତର

ସମ୍ବଲପୁର : ସମ୍ବଲପୁର ଜିଲା ଘେନୁପାଲ୍ଲୀ ଛକରେ ଶୁକ୍ରବାର ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ୧୦ ଜଣ ଗୁରୁତର ହୋଇଥିବା ଜଣାପଡିଛି। ଏକ ଅଟୋରେ ଶ୍ରମିକମାନେ ଆସୁଥିଲାବଳେ ଘେନୁପାଲ୍ଲୀ ଛକରେ ଅଟୋଟି…
Read More...

କାଳ ବୈଶାଖିରେ ଉଡିଲା ଘରର ଛାତ, ଏବେ ଅସହାୟ ପରିବାର

କଲମପୁର : ଥୁଆମୁଳ ରାମପୁର ଅଞ୍ଚଳରେ ଶୁକ୍ରବାର ଅପରାହ୍ନରେ କାଳ ବୈଶାଖି ପ୍ରଭାବରେ ଏକା ସାଙ୍ଗରେ ଦେଖା ଦେଇଥିଲା ବର୍ଷା, ପବନ ଓ ଘଡଘଡିର ପ୍ରଭାବ। ମାତ୍ର ୧୫ ମିନିଟର ବର୍ଷା, ପବନ ଓ ଘଡଘଡି ଥୁଆମୁଳ ରାମପୁର ଅଞ୍ଚଳ…
Read More...

ବଜ୍ରପାତରେ ୪ ଗୁରୁତର

କଲମପୁର : କଳାହାଣ୍ଡି ଜିଲା ଥୁଆମୁଳରେ ଶୁକ୍ରବାର ଅପରାହ୍ନ ୧.୫୦ ମିନିଟ ବେଳେ ବଜ୍ରପାତରେ ୪ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ଶୁକ୍ରବାର ଅପରାହ୍ନ ୧.୫୦ ମିନିଟ ବେଳେ ଥୁଆମୁଳ ରାମପୁରର ବାଳକୃଷ୍ଣ…
Read More...

ସନ୍ଥଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ୨୪ ଘଣ୍ଟିଆ ବିଦ୍ୟୁତ ବ୍ୟବସ୍ଥା କେବେ!

ବଲାଙ୍ଗୀର : ବଲାଙ୍ଗୀର ସନ୍ଥକବି ଭିମଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନାକୁ ଅବହେଲା ପ୍ରଦର୍ଶନ କରାଯାଇଥିବା ଅଭିଯୋଗ ହୋଇଛି। ଇଲାଙ୍ଗୀର, ସୋନପୁର, କଳ।।ହାଣ୍ଡି, ନୂଆପଡା ଭଳି ଜିଲାମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ…
Read More...

ଦିଲ୍ଲୀ ଓ ତେଲଙ୍ଗାନା କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷଙ୍କ ସମେତ ୫୦ ଯୁବ ପଦାଧିକାରୀଙ୍କ ଇସ୍ତଫା

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସରେ ଆରମ୍ଭ ହୋଇଥିବା ଝଡ଼ ଥମିବାର ନାମ ନେଉ ନାହିଁ। ଗୋଟିଏ ପଟେ ଅଧ୍ୟକ୍ଷ ପଦ ଛାଡ଼ିବାକୁ ଅଡ଼ି ବସିଥିବା ରାହୁଲ ଗାନ୍ଧୀଙ୍କୁ ବୁଝାଇବାକୁ ଚେଷ୍ଟା ଚାଲିଥିବା…
Read More...

କ୍ରିକେଟ ବିଶ୍ବକପ : ଶ୍ରୀଲଙ୍କାର ସାଧାରଣ ବ୍ୟାଟିଂ, ଦକ୍ଷିଣ ଆଫ୍ରିକା ପାଇଁ ୨୦୪ ରନର ବିଜୟ ଲକ୍ଷ୍ୟ

ଚେଷ୍ଟର ଲି ଷ୍ଟ୍ରିଟ୍ : କ୍ରିକେଟ ବିଶ୍ବକପ ୨୦୧୯ର ୩୫ ତମ ମ୍ୟାଚ୍ ଇଂଲଣ୍ଡ ଚେଷ୍ଟର ଲି ଷ୍ଟ୍ରିଟ୍ର ରିଭରସାଇଡ୍ କ୍ରିକେଟ ଗ୍ରାଉଣ୍ଡରେ ଶୁକ୍ରବାର ଶ୍ରୀଲଙ୍କା- ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ…
Read More...

ଆମ୍ବୁଲାନ୍ସ, ବାଇକ୍ ଓ ଟ୍ରକ ମଧ୍ୟରେ ଧକ୍କା, ୬ ଆହତ

ସମ୍ବଲପୁର : ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅର୍ନ୍ତଗତ ହାତୀବାରି ଠାରେ ଶୁକ୍ରବାର ଏକ ସଡକ ଦୁର୍ଘଟଣାରେ ୬ ଜଣ ଆହତ ହୋଇଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ, ସମ୍ବଲପୁର ପଟରୁ କଟକ ପଟକୁ ଯାଉଥିବା ଏକ ଟ୍ରକ, ହାତୀବାରି…
Read More...

କଂଗ୍ରେସ ବିଧାୟକ ପ୍ରାର୍ଥୀ ମନୋଜ ଜେନା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର : ଆସିକା କଂଗ୍ରେସ ବିଧାୟକ ପ୍ରାର୍ଥୀ ମନୋଜ ଜେନା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଭଗବାନ ସାହୁ ଓରଫ ଭାଲୁକୁ ପୁଲିସ ଶୁକ୍ରବାର ଗିରଫ କରିଛି । ଘଟଣାପରଠୁ ଦୀର୍ଘଦିନ ଧରି ଫେରାର ଥିବା ଭାଲୁକୁ ଶୁକ୍ରବାର…
Read More...

ମୁକ୍ତିଲାଭ କଲା ଆୟୁଷ୍ମାନଙ୍କ ‘ଆର୍ଟିକିଲ-୧୫’

ମୁମ୍ବଇ : ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଆର୍ଟିକିଲ-୧୫’ ଶୁକ୍ରବାର ମୁକ୍ତିଲାଭ କରିଛି। ଭାରତୀୟ ସମ୍ବିଧାନର ଧାରା-୧୫କୁ ନେଇ ଏହି ଚଳଚ୍ଚିତ୍ରଟି ନିର୍ମାଣ କରାଯାଇଛି। ଅନୁଭବ ସିହ୍ନାଙ୍କ ନିର୍ଦେଶନାରେ…
Read More...

ଭାରତର ହଜ କୋଟା ୨ ଲକ୍ଷକୁ ବୃଦ୍ଧି କଲା ସାଉଦି ଆରବ

ରିୟାଦ : ସାଉଦି ଆରବ ଭାରତ ପାଇଁ ଥିବା ହଜ କୋଟାକୁ ୧ ଲକ୍ଷ ୭୦ ହଜାରରରୁ ୨ ଲକ୍ଷକୁ ବୃଦ୍ଧି କରିଛି। ଅର୍ଥାତ ଚଳିତ ବର୍ଷଠାରୁ ମୁସଲମାନଙ୍କ ପବିତ୍ର ତୀର୍ଥସ୍ଥଳ ମକ୍କାକୁ ୨ ଲକ୍ଷ ଭାରତୀୟ ଯାତ୍ରା କରିପାରିବେ। ଜାପାନରେ…
Read More...

ପଶ୍ଚିମବଙ୍ଗ: ସ୍କୁଲରେ ମୁସଲମାନ ଛାତ୍ରଙ୍କ ପାଇଁ ହେବ ଅଲଗା ଭୋଜନ କକ୍ଷ

କଲକାତା : ପଶ୍ଚିମବଙ୍ଗ ସରକାର ସ୍କୁଲରେ ମୁସଲମାନ ଛାତ୍ରଙ୍କ ନିମନ୍ତେ ଏକ ଅଲଗା ଭୋଜନ କକ୍ଷ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ମମତା ବାନାର୍ଜୀଙ୍କ ସରକାର ଏକ ନୂଆ ମାର୍ଗଦର୍ଶୀକା ଜାରି କରିଛନ୍ତି ।…
Read More...

ପ୍ରବଳ ବର୍ଷାରୁ ମୁମ୍ବଇ ବେହାଲ, ଟ୍ରାଫିକ ଜାମ

ମୁମ୍ବଇ : ମହାରାଷ୍ଟ୍ରରେ ମୌସୁମୀ ପହଞ୍ଚିବା ସହ ଶୁକ୍ରବାର ସକାଳୁ ମୁମ୍ବଇ ସମେତ ଆଖପାଖ ଅଞ୍ଚଳରେ ମୂଷଳ ଧାରାରେ ପ୍ରବଳ ବର୍ଷା ହୋଇଛି। ପ୍ରବଳ ମାତ୍ରାରେ ବର୍ଷା ଯୋଗୁଁ ମୁମ୍ବଇର ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ…
Read More...

ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ୱରେ ନିର୍ବାଚିତ ହେଲେ ୩ ନେତା

ଭୁବନେଶ୍ୱର : ଓଡ଼ିଶାରୁ ରାଜ୍ୟସଭାକୁ ଶୁକ୍ରବାର ବିଜେଡିର ୨ ଓ ବିଜେପିର ଜଣେ ନେତା ନିର୍ଦ୍ବନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେଡି ଅମର ପଟ୍ଟନାୟକ ଓ ସସ୍ମିତ ପଟ୍ଟନାୟକଙ୍କୁ ପ୍ରାର୍ଥୀ…
Read More...