ଝାରସୁଗୁଡା : ବେଦାନ୍ତ କାରଖାନାରେ ଶନିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ୭ ଜଣ ଶ୍ରମିକ ଆହତ ହୋଇଛନ୍ତି। କାରଖାନାରେ ଥିବା ଏକ ତୈଳ ୟୁନିଟରେ ବିସେ୍ଏ୍ବିପୋରଣ ପରେ ସେଥିରେ ନିଆଁ ଲାଗିଯିବାରୁ ଏହି ଅଘଟଣ ଘଟିଥିବା ପ୍ରାଥମିକ ଭାବେ କୁହାଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିଲାବେଳେ ଅଗ୍ନିଶମବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ସୂଚନା ମିଳିଛି।
ବେଦାନ୍ତ କାରଖାନାରେ ଅଗ୍ନିକାଣ୍ଡ, ୭ ଶ୍ରମିକ ଆହତ
Popular Categories



