ଗଞ୍ଜାମ : ଗଞ୍ଜାମ ଜିଲା କବିସୂର୍ୟ୍ୟନଗର ପୋଲିସକୁ ଶନିବାର ବଡ ସଫଳତା ମିଳିଛି। ପୁଲିସ ୪ ଜଣ ଲୁଟେରାଙ୍କୁ ଗିରଫ କରିବାସହ ୧୮ ମୋଟରସାଇକେଲ ଓ ଗୋଟିଏ ବୋଲେରୋ ଜବତ କରିଛି । ଜବତ ଗାଡ଼ି ଗୁଡିକ ଭୂବନେଶ୍ବର ଓ ଖୋର୍ଦ୍ଧା ଅଞ୍ଚଳର ହୋଇଥିବା ସୂଚନା ମିଳିଛି।
Popular Categories

Hot this week

‘The Samaja’, the synonym of newspapers in Odisha – a mass circulated and widely read Odia daily has completed ‘Hundred Five‘ years of its glorious publication. Founded in 1919 by a great visionary, nationalist and freedom fighter, Utkalamani Pandit Gopabandhu Das.. Read More
Get important news delivered directly to your inbox and stay connected!