ସମ୍ବଲପୁର : ସମ୍ବଲପୁର ଜିଲା ଘେନୁପାଲ୍ଲୀ ଛକରେ ଶୁକ୍ରବାର ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ୧୦ ଜଣ ଗୁରୁତର ହୋଇଥିବା ଜଣାପଡିଛି। ଏକ ଅଟୋରେ ଶ୍ରମିକମାନେ ଆସୁଥିଲାବଳେ ଘେନୁପାଲ୍ଲୀ ଛକରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଆହତ ୧୦ ଜଣଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
Popular Categories



