ନବଜାତ ଶିଶୁପୂତ୍ର ଉଦ୍ଧାର

ଆନନ୍ଦପୁର : କେନ୍ଦୁଝର ଜିଲା ଘସିପୁରା ଥାନା ନୂଆପଡ଼ା ନିକଟରୁ ଶନିବାର ପରିତ୍ୟକ୍ତ ସ୍ଥାନରେ ପଡିଥିବା ଏକ ନବଜାତ ଶିଶୁପୁତ୍ର ଉଦ୍ଧାର କରାଯାଇଛି। ଶିଶୁର ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ମିଳିଛି। ଶିଶୁପୁତ୍ରଟିକୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Comments are closed.