ବରଗଡ଼ : ବରଗଡ଼ ଜିଲା ନଗେଲପାଲିରେ ଥିବା ଏକ ତେଲ କଳରେ ଶନିବାର ଅଗ୍ନିକାଣ୍ଡ ଘଟିଛି। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଥିବାବେଳେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆଶଙ୍କା କରାଯାଉଛି। ନିଆଁ ଲିଭା କାର୍ୟ୍ୟରେ ଦୁଇଟି ଅଗ୍ନିଶମ ଗାଡ଼ି ନିୟୋଜିତ ଥିବା ଜଣାପଡ଼ିଛି।
Popular Categories



