www.samajalive.in
Monday, December 15, 2025
16.1 C
Bhubaneswar

୧ ଟଙ୍କାରେ ଜାଣନ୍ତୁ ବଜେଟ ଆୟ-ବ୍ୟୟର ହିସାବ

ନୂଆଦିଲ୍ଲୀ : ୨୦୧୯ର ପୂର୍ଣ୍ଣ ବଜେଟ ଲୋକସଭାରେ ଆଗତ ହୋଇସାରିଛି। ବଜେଟରେ କେଉଁ କ୍ଷେତ୍ରରେ କେତେ ଆୟ ହେବ ଓ କେତେ ଖର୍ଚ୍ଚ ହେବ, ତାହା ସାଧାରଣ ଲୋକଙ୍କ କ୍ଷେତ୍ରରେ ଜାଣିବା କଷ୍ଟକର ମନେହୁଏ। ତେବେ ମାତ୍ର ୧ ଟଙ୍କାରେ ବଜେଟର ଆୟ-ବ୍ୟୟର ହିସାବ ସହଜରେ ଜାଣିହେବ। ନିମ୍ନରେ ଏହାକୁ ଆମେ ଉପସ୍ଥାପିତ କରିବାକୁ ଚେଷ୍ଟା କରିଛୁ ।

ଆୟ
ଜିଏସଟି ସଂଗ୍ରହ – ୧୯ ପଇସା
ବ୍ୟବସାୟିକ ଟିକସ- ୨୧ ପଇସା
ଋଣ ଏବଂ ଅନ୍ୟ ଦେୟ- ୨୦ ପଇସା
ଆୟକର ସଂଗ୍ରହ- ୧୬ ପଇସା
ଅଣ ଟିକସ ରାଜସ୍ୱ- ୯ ପଇସା
କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ- ୮ ପଇସା
ସୀମା ଶୁଳ୍କ- ୪ ପଇସା
ଅଣ ଋଣ ପୁଞ୍ଜି- ୩ ପଇସା

- Advertisement -

ବ୍ୟୟ
ଟିକସ ଏବଂ ଶୁଳ୍କରେ ରାଜ୍ୟର ଭାଗ- ୨୩ ପଇସା
ସୁଧ ପରିଶୋଧ- ୧୮ ପଇସା
କେନ୍ଦ୍ରୀୟ ଯୋଜନା- ୧୩ ପଇସା
ପ୍ରତିରକ୍ଷା- ୯ ପଇସା
କେନ୍ଦ୍ର ସମର୍ଥିତ ଯୋଜନା- ୯ ପଇସା
ବିତ୍ତ ଆୟୋଗ ଏବଂ ଅନ୍ୟଥିରେ ଖର୍ଚ୍ଚ- ୭ ପଇସା
ରିଆତି- ୮ ପଇସା
ପେନସନ- ୫ ପଇସା
ଅନ୍ୟାନ୍ୟ ଖର୍ଚ୍ଚ- ୮ ପଇସା

Hot this week

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

Related Articles

Popular Categories