www.samajalive.in
Monday, December 8, 2025
27.1 C
Bhubaneswar

ଦେଶୀ ମଦ ଜବତ, ଜଣେ ଗିରଫ

ତୁଷୁରା : ତୁଷୁରା ଅବକାରୀ ବିଭାଗ ପକ୍ଷରୁ ମଙ୍ଗଲବାର ତୁଷୁରା ଅବକାରୀ ଥାନା ଦେଓଗାଁ ବ୍ଳକ ଅର୍ନ୍ତଗତ ଥାଳବନ୍ଧ ଗ୍ରାମରେ ବେଆଇନ ମଦ କୁଚିଆ ଉପରେ ଚଢ଼ାଉ କରାଯାଇ ୫ ଲିଟର ଦେଶୀ ହାତ ରନ୍ଧା ମଦ ସହ ଜଣକୁ ଗିରଫ କରିଥିବା ଜଣାପଡ଼ିଛି। ଗିରଫ ଜଣଙ୍କ ଥାଳବନ୍ଧ ଗ୍ରାମର ଶରୋଜ ସାହୁ(୨୬)। ଏ ନେଇ ତୁଷୁରା ଅବକାରୀ ଥାନା କେଶ ନଂ.୨୯/୧୯-୨୦ରେ ଏକ ମାମଲା ରୁଜୁ କରାଯାଇ ବଲାଙ୍ଗୀର କୋର୍ଟକୁ ଚାଲାଣ କରାଯାଇଥିବା ତୁଷୁରା ଅବକାରୀ ଥାନା ଅଧିକାରୀ ଶଶିକାନ୍ତ ଦତ ସୂଚନା ଦେଇଛନ୍ତି। ଏହି ଚଢ଼ାଉରେ ଏଏସଆଇ ଜୟନାରାୟଣ ଯୋଷୀ, କନେଷ୍ଟବଳ ସୁରେଶ ଭୋଇ, ଦେର୍ବାଚନ ଭୁଏ ସାମିଲ ଥିଲେ।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories