www.samajalive.in
Friday, December 12, 2025
14.1 C
Bhubaneswar

‘ଉତ୍ତରାଧିକାରୀ ବାଛିବା ପାଇଁ କମିଟି ଗଢ଼ନ୍ତୁ ରାହୁଲ’

ନୂୂଆଦିଲ୍ଲୀ : କଂଗ୍ରେସ ସଭାପତି ଭାବେ ରାହୁଲ ଗାନ୍ଧୀଙ୍କ ଉତ୍ତରାଧିକାରୀ ମନୋନୟନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି ଦଳର ବରିଷ୍ଠ ନେତା ତଥା ପୂର୍ବତନ ସାଧାରଣ ସମ୍ପାଦକ ଜନାର୍ଦନ ଦ୍ବିବେଦୀ। ଏଥିସହିତ ରାହୁଲ ନିଜେ ସଭାପତିଙ୍କ ନାମ ପ୍ରସ୍ତାବ କରିବା ସହ ସେ ଏଥିପାଇଁ ଏକ ନିର୍ବିବାଦୀୟ କମିଟି ଗଠନ କରିବା ଉଚିତ ବୋଲି ଦ୍ବିବେଦୀ ମତ ଦେଇଛନ୍ତି। ଏହି କମିଟି ସଭାପତି ପଦ ପାଇଁ ବିଭିନ୍ନ ନାମ ଉପରେ ବିଚାରବିମର୍ଶ କରି ନିଷ୍ପତ୍ତି ଜଣାଇବା ଉଚିତ ବୋଲି ସେ କହିଛନ୍ତି। ଜନାର୍ଦନ ରାହୁଲଙ୍କ ଇସ୍ତଫାକୁ ସ୍ବାଗତ କରିଛନ୍ତି। ଦଳର ବରିଷ୍ଠ ନେତାମାନେ ତାଙ୍କ ପଥ ଅନୁସରଣ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି।

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories