ଫାଙ୍କା ଗୁଳି ଚଳାଇ ଡ଼ାକ୍ତରଙ୍କ ଠାରୁ ୫୦ ଲକ୍ଷ ଲୁଟ ଅଭିଯୋଗ
ଆଠଗଡ଼ : କଟକ ଜିଲା ଆଠଗଡ଼ ଏନଏଚ୍ ୫୫ ଇଏସଆର ପେଟ୍ରୋଲ ପମ୍ପ ନିକଟରେ ମଙ୍ଗଳବାର ଅପରାହ୍ନରେ ଜଣେ ଡ଼ାକ୍ତରଙ୍କ ଠାରୁ ୩ ଜଣ ଦୁର୍ବୃତ୍ତମାନେ ଫାଙ୍କା ଗୁଳି ଚଳାଇ ୫୦ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଡ଼ାକ୍ତର ଜଣଙ୍କ ଭୁବନେଶ୍ବରରୁ ଢେଙ୍କାନାଳ ଯାଉଥିବା ବେଳେ ଆଠଗଡ଼ ଠାରେ ଲୁଟ ହୋଇଥିବା ଜଣାପଡ଼ିଛି।
Comments are closed.