ଶିମିଳିପାଳ ଶିକାରୀଙ୍କୁ ଚେତାବନୀ, ଜୁଲାଇ ୩୦ ସୁଦ୍ଧା ଆତ୍ମସମର୍ପଣ ନ କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ମୟୁରଭଞ୍ଜ ଜିଲା ପ୍ରଶାସନ ପକ୍ଷରୁ ଶିମିଳିପାଳ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାରୀଙ୍କୁ କଡ଼ା ଚେତାବନୀ ଦିଆଯାଇଛି। ମୟୁରଭଞ୍ଜ ଏସପି ବି.ଗଙ୍ଗାଧର ଶିମିଳିପାଳ ଶିକାରୀଙ୍କୁ ଚେତାବନୀ ଜୁଲାଇ ୩୦ ସୁଦ୍ଧା ଆତ୍ମ…
Read More...

ଲଜରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ଖୋର୍ଦ୍ଧା: ହୋଟେଲ ରୁମରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଜଟଣୀ ସୀତାରାମ ଛକ ନିକଟ ଏକ ହୋଟେଲ ରୁମରୁ ଯୁବତୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧା ହୋଇଛି। ଗତକାଲି ଯୁବତୀ ଜଣକ ଜଣେ ଯୁବକଙ୍କ ସହ ହୋଟେଲକୁ…
Read More...

ବୀରନରସିଂହପୁରରେ ଜିଲା ସ୍ତରୀୟ ବନ ମହୋତ୍ସବ, ପରିବେଶର ସୁରକ୍ଷା ପାଇଁ ବୃକ୍ଷ ରୋପଣ ହିଁ ଏକମାତ୍ର ବିକଳ୍ପ

ବୌଦ୍ଧ : ବୌଦ୍ଧ ଜିଲା ବନ ବିଭାଗ ପକ୍ଷରୁ ରବିବାର ଦିନ ହରଭଙ୍ଗା ବ୍ଳକ ବୀରନରସିଂହପୁର ବନ ବିଭାଗର ନର୍ସରୀ ଠାରେ ୭୪ତମ ଜିଲାସ୍ତରୀୟ ବନ ମହୋତ୍ସବ ପାଳିତ ହୋଇଯାଇଛି। ଜିଲା ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପଙ୍କ…
Read More...

ମାଟି ତଳୁ ବାହାରିଲା ଶିବଲିଙ୍ଗ, ଗ୍ରାମରେ ଭକ୍ତିମୟ ପରିବେଶ

ଚାନ୍ଦିପୁଟ : ଗଜପତି ଜିଲା ମୋହନା ବ୍ଲକ ମୁଡୁମୁଡିଆ ଗ୍ରାମରେ ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି। ଗ୍ରାମ ନିକଟରେ ଥିବା ରାମଢ଼ିମୀରା ପାହାଡ଼ରେ ମହାପ୍ରଭୁ ଶିବଶଙ୍କରଙ୍କ ଏକ ଶିବଲିଙ୍ଗ ଆବିର୍ଭାବ ହୋଇଛି।…
Read More...

ଅଗ୍ନିକାଣ୍ଡରେ ୨ ବଖରା ଭାସ୍ମୀଭୁତ

କାମାକ୍ଷାନଗର: ରବିବାର କାମାକ୍ଷାନଗର ତହସିଲ ଅନ୍ତର୍ଗତ ବାଲିଗୋରଡ଼ ପଞ୍ଚାୟତର ଖଟଖୁରା ଗ୍ରାମ ଜୁଆଙ୍ଗ ବସ୍ତିରେ ଅଗ୍ନିକାଣ୍ଡ ଘଟି ୨ ବଖରା ଭସ୍ମୀଭୁତ ହୋଇଥିବାର ଜଣାଯାଇଛି। ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ…
Read More...

ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଏବଂ ପ୍ରଶାସନିକ ଅବହେଳା କନ୍ଧମାଳ ଜିଲାର ବିକାଶ ଦିଗରେ ପ୍ରତିବନ୍ଧକ

ଫୁଲବାଣୀ:ସ୍ବାଧୀନତାର ୭୫ ବର୍ଷ ପରେ ବି କନ୍ଧମାଳ ଏକ ପଛୁଆ ଜିଲା ହୋଇରହିଛି। ମୁଣ୍ଡପିଛା ଆୟରେ ରାଜ୍ୟରେ ତଳୁ ଦୁଇ ସ୍ଥାନରେ ଥିବା ବେଳେ ସାକ୍ଷରତା ହାର ରାଜ୍ୟ ହାର ଠାରୁ କମ ରହିଛି। ଏଭଳି ସ୍ଥିତିରେ କନ୍ଧମାଳ ଜିଲାର…
Read More...

ମହାନଦୀ କୂଳ ଗ୍ରାମବାସୀଙ୍କ ମଧ୍ୟରେ ହାତୀ ଭୟ

ତିଗିରିଆ: ମହାନଦୀ ଉତ୍ତରକୂଳରେ ଶନିବାର ରାତିରେ ଏକ ବଣୁଆ ହାତୀ ପ୍ରବେଶ କରିଥିବା ଜଣାପଡିଛି। ଏହାକୁ ନେଇ କୂଳବର୍ତ୍ତୀ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ହସ୍ତଗତ ହୋଇଥିବା ସୂଚନା ମୁତାବକ ହାତୀ…
Read More...

ଜମି ପଟ୍ଟା ବଣ୍ଟନ କଲେ ବିଧାୟକ

କଲମପୁର: କଲମପୁର ସମିତି କାର୍ଯ୍ୟାଳୟ ଠରେ ଜୁନ ମାସର ସାମାଜିକ ସୁରକ୍ଷା ଯୋଜନାରେ ନୂତନ ଭାବେ ସଂଯୋଗ ହେଇଥିବା ହିତାଧିକାରୀଙ୍କୁ ଧର୍ମଗଡ ବିଧାୟକ ମୌଷଧି ବାଗ ଭତ୍ତା ଟଙ୍କା ବଣ୍ଟନ କରିଛନ୍ତି। ଏହାସହ ବିଧାୟକ ଶ୍ରୀ…
Read More...

ଅଜନ୍ତା ସର୍କସର ଘୋଷଣା, ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ମିଳିବ ୫୦% ରିହାତି

ଭୁବନେଶ୍ୱର: ଦୀର୍ଘ ୮ବର୍ଷ ପରେ ରାଜଧାନୀ ୟୁନିଟ୍ ୩ ପ୍ରଦର୍ଶନୀ ପଡ଼ିଆରେ ଚିତାକର୍ଷକ ରୋମାଞ୍ଚକାରୀ ସର୍କସ ପ୍ରଦର୍ଶନ କରୁଥିବା ଅଜନ୍ତା ସର୍କସ ପ୍ରତି ଦିନକୁ ଦିନ ଲୋକଙ୍କ ଆଗ୍ରହ ବୃଦ୍ଧି ପାଉଛି। ଆସନ୍ତା ୨ସପ୍ତାହ ଧରି…
Read More...

କାର ଧକ୍କାରେ ୨ ବାଇକ ଆରୋହୀ ମୃତ, ଘଟଣାସ୍ଥଳରେ ଲାଗି ରହିଛି ଉତ୍ତେଜନା

ସୋର: କାର ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ଗୋପାଳପୁର ଥାନା ନିମଗୋହିରୀ ଛକରେ କାର ଓ ବାଇକ ମଧ୍ୟରେ ଦୁର୍ଘଟଣା ଘଟିଛି ଏବଂ ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣା…
Read More...

ଫିରିଙ୍ଗିଆ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳିତ

ଫୁଲବାଣୀ: କନ୍ଧମାଳ ଜିଲାର ଫିରିଙ୍ଗିଆ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ଫିରିଙ୍ଗିଆ ବନ ବିଭାଗ ତରଫରୁ ୭୪ ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ଫିରିଙ୍ଗିଆ ବନାଞ୍ଚଳ ଅଧିକାରୀ ରବୀନ୍ଦ୍ର କୁମାର ପାତ୍ରଙ୍କ…
Read More...

ଉତ୍କଳର ଉତ୍କର୍ଷ ଅଭିଷେକ, ମିଳିଲା ‘ଶ୍ରେଷ୍ଠ ନବପ୍ରବର୍ତ୍ତନ’ ପୁରସ୍କାର

ଭୁବନେଶ୍ବର: ଉତ୍କଳ ବିଶ୍ୱବିଦ୍ୟାଳୟର ବ୍ୟବସାୟିକ ପରିଚାଳନା ବିଭାଗ ଅନ୍ତର୍ଗତ କୃଷି ପରିଚାଳନା ବିଭାଗର ଦ୍ବିତୀୟ ବର୍ଷର ଛାତ୍ର ଅଭିଷେକ ମହାପାତ୍ରଙ୍କୁ ଉତ୍କଳ ସମ୍ମାନରେ ‘ଶ୍ରେଷ୍ଠ ନବପ୍ରବର୍ତ୍ତନ’ ପୁରସ୍କାର…
Read More...

ଭଙ୍ଗାଗଲା କେଦାରଗୌରୀ ମନ୍ଦିର ପାଚେରୀ

ଭୁବନେଶ୍ବର: ଆଜି କେଦାରଗୌରୀ ମନ୍ଦିରର ଗୋଟିଏ ପାର୍ଶ୍ବ ପାଚେରୀ ଭାଙ୍ଗି ଦିଆଯାଇଛି। ବିନା ଅନୁମତିରେ କେଦାରଗୌୀ ମନ୍ଦିର ପାଚେରୀ ଭଙ୍ଗାଯାଇଛି ବୋଲି ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ (ଏଏସଆଇର) ଅଭିଯୋଗ କରାଯାଇଛି।…
Read More...

ଶେଷ ହେଲା ଘୋଷଯାତ୍ରା, ଶ୍ରୀମନ୍ଦିରର ରତ୍ନସିଂହାସନକୁ ବାହୁଡ଼ିଲେ ତିନି ଠାକୁର

ଭୁବନେଶ୍ବର: ଶ୍ରୀକ୍ଷେତ୍ରରେ ଶେଷ ହେଲା ଘୋଷଯାତ୍ରା। ବଡ଼ଦାଣ୍ଡରେ ପତିତଜନଙ୍କୁ ଦର୍ଶନ ଦେଇ ବାହୁଡ଼ିଲେ ଶ୍ରୀଜୀଉ। ଶ୍ରୀମନ୍ଦିରର ରତ୍ନସିଂହାସନକୁ ବାହୁଡ଼ିଲେ ତିନି ଠାକୁର। କାଲିଠାରୁ ଭକ୍ତଙ୍କୁ ରତ୍ନବେଦିରେ ଦର୍ଶନ…
Read More...

ପିଅନପଡା ଅଞ୍ଚଳରେ ଚଢ଼ଉ, ୩୧୨ କିଲୋ ଗଞ୍ଜେଇ ଜବତ

ଫୁଲବାଣୀ : ଫିରିଙ୍ଗିଆ ବ୍ଳକ ଫିରିଙ୍ଗିଆ ଥାନା ଅଞ୍ଚଳରେ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ଧରା ଅଭିଯାନ ଜାରି ରହିଛି। ଜଙ୍ଗଲରେ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ଖବର ପାଇ ଫିରିଙ୍ଗିଆ ପୁଲିସ…
Read More...

ଚୌଦ୍ୱାରରେ ବନ ମହୋତ୍ସବ

ଚୌଦ୍ୱାର: ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବିବେକାନନ୍ଦ ସୋସିଆଲ ଡେଭଲପମେଣ୍ଟପକ୍ଷରୁ ବନମହୋତ୍ସବ ସପ୍ତାହ ଓ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଭାସ୍କର ଚନ୍ଦ୍ର ରାଉତରାୟଙ୍କ…
Read More...

ଗଞ୍ଜେଇ ଜବତ, ମହିଳା ଗିରଫ

ବୌଦ୍ଧ : ଗଞ୍ଜେଇ ଚୋରା ଚାଲାଣ ପାଇଁ ସାଥି ସହଯୋଗୀଙ୍କ ଅପେକ୍ଷାରେ ଥିବା ଜଣେ ମହିଳାଙ୍କୁ ବୌଦ୍ଧ ଅବକାରୀ ବିଭାଗ ଗିରଫ ପରେ କୋର୍ଟ ଚାଲାଣ କରିଛି। ବୌଦ୍ଧ ଥାନା ଆମ୍ବଝରି ଗ୍ରାମ ଛକରେ ଜଣେ ମହିଳା ଗଞ୍ଜେଇ…
Read More...

ପ୍ରାଣୀଧନର ବିକାଶରେ ରୂପାନ୍ତର ଆଣିବା ପାଇଁ ୫-ଟି ଉପକ୍ରମର ପ୍ରୟୋଗ ପାଇଁ ନବନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବନିଯୁକ୍ତ ପ୍ରାଣୀ ଚିକିତ୍ସକଙ୍କ ପାଇଁ ଆୟୋଜିତ ଏକ ଦିଗଦର୍ଶନ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରାଣୀଧନର ବିକାଶ କ୍ଷେତ୍ରରେ ରୂପାନ୍ତର ଆଣିବା ପାଇଁ ପ୍ରାଣୀ…
Read More...

ଅଚିହ୍ନା ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର 

କାମାକ୍ଷାନଗର: କାମାକ୍ଷାନଗର ଥାନା ଅନ୍ତର୍ଗତ କଇଁବିଲ ଠାରେ ରେଳ ଧାରଣା ନିକଟବର୍ତ୍ତୀ ଅଞ୍ଚଳରେ ଶନିବାର ଏକ ଅଚିହ୍ନା ଯୁବକଙ୍କ ଗଳିତ ମୃତଦେହକୁ ପୁଲିସ ଉଦ୍ଧାର କରିଥିବାର ଜଣାଯାଇଛି। ମୃତ ଯୁବକ ଜଣକ ରେଳଧାରଣା ଠାରୁ…
Read More...

୩ରୁ ଆଖଣ୍ଡଳମଣିଙ୍କ ଶ୍ରାବଣୀଯାତ୍ରା ଆରମ୍ଭ, ଚଳିତବର୍ଷ ୯ଗୋଟି ସୋମବାରରେ ହେବ ଜଳଲାଗି

ଆରଡି : ଚଳିତବର୍ଷ ୨ମାସରୁ ଉର୍ଦ୍ଧ ଅର୍ଥାତ ଜୁଲାଇ ୩ ରୁ ଅଗଷ୍ଟ ୨୪ ପର୍ଯ୍ୟନ୍ତ ୯ଟି ସୋମବାରରେ ଶ୍ରାବଣୀ ଜଳାଭିଷେକ ଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ଭଦ୍ରକ ଉପଜିଲାପାଳ ତଥା ମନ୍ଦିର ଟ୍ରଷ୍ଟି ମନୋଜ ପାତ୍ର ସମୀକ୍ଷା…
Read More...

ପେଖାରୀରେ ବୁଡ଼ି ୨ ମୃତ

ଲମତାପୁଟ: ମାଛକୁଣ୍ଡ ଥାନା କଞ୍ଚଣା ଗାଁ ଖଡ଼ାପୁଟରେ ଅଘଟଣ। ପୋଖରୀରେ ବୁଡ଼ି ୨ ନାବାଳକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କଞ୍ଚାନା ଗାଁର ଅର୍ଜୁନ କ୍ରିସାନିଙ୍କ ପୁଅ ଅମୀର କ୍ରିସାନି ଓ ଓ ଲବ କ୍ରିସାନିଙ୍କ ପୁଅ…
Read More...

ଏଫ୍‌ଏଲ୍‌ଏନ୍‌ କାର୍ଯ୍ୟକ୍ରମର ସମୀକ୍ଷା: କାର୍ଯ୍ୟକ୍ରମର ଅଗ୍ରଗତି ନେଇ ପ୍ରତ୍ୟେକ ମାସରେ କ୍ଲଷ୍ଟର ସ୍ତରରେ ହେବ ବୈଠକ

ଭୁବନେଶ୍ୱର : ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) କାର୍ଯ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କାର୍ଯ୍ୟକ୍ରମ(ଏଫ୍‌ଏଲ୍‌ଏନ୍‌)ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବିଦ୍ୟାଳୟ ଓ…
Read More...

ବ୍ରହ୍ମପୁର ସହର ବିଭିନ୍ନ ଅଞ୍ଚଳରୁ ତାଲା ବନ୍ଦ ଘରୁ ଲୁଟ: ୨୩୦ ଗ୍ରାମ ସୁନା ଓ ୪୨୭ ଗ୍ରାମ ରୂପା ଅଳଙ୍କାର ଉଦ୍ଧାର, ୩…

ଗୋପାଳପୁର: ଗୋପାଳପୁର, ଗୋଳନ୍ଥରା ସମେତ ବ୍ରହ୍ମପୁର ସହର ବିଭିନ୍ନ ଅଞ୍ଚଳରୁ ତାଲା ବନ୍ଦ ଘରୁ ଲୁଟ ମାମଲାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ପୁଲିସ ୨୩୦ ଗ୍ରାମ ସୁନା ଓ ୪୨୭ ଗ୍ରାମ ରୂପା ଅଳଙ୍କାର ଜବତ…
Read More...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦ହଜାର ଟଙ୍କା ସହାୟତା

ଭୁବନେଶ୍ୱର: ବାଲେଶ୍ୱର ଜିଲା ଅନ୍ତର୍ଗତ ବାହାନଗା ଠାରେ ଘଟିଥିବା ରେଳ ଦୁର୍ଘଟଣାଗ୍ରସ୍ତ ପରିବାରଙ୍କୁ ସାହାଯ୍ୟାର୍ଥେ ଆଜି ପଞ୍ଜାବୀ ଗ୍ଲୋବାଲ ଫାଉଣ୍ଡେସନ, ଓଡ଼ିଶା ଚାପ୍ଟର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ…
Read More...

ବିଷ ପିଇ ମହିଳା ମୃତ

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ପଥରା ଗ୍ରାମରେ ଜଣେ ମହିଳା ବିଷ ପିଇ ଦେବାରୁ ତାଙ୍କର ମୃତ୍ୟୁ ହୋଇଛି। ମୃତ ମହିଳା ଜଣଙ୍କ ହେଲେ ପଥରା ଗ୍ରାମର ସହଦେବ ନାୟକଙ୍କ ସ୍ତ୍ରୀ କୁମୁଦିନୀ ଦାସ ବୋଲି ପୁଲିସ କହିଛି।…
Read More...

ଫୁଲବାଣୀରେ ବିଶ୍ୱକର୍ମା ମନ୍ଦିର ପ୍ରତିଷ୍ଠା ଉତ୍ସବ

ଫୁଲବାଣୀ : ଆଜି ଫୁଲବାଣୀ ଜଗନ୍ନାଥ ମନ୍ଦିର ପରିସର ମଧ୍ୟରେ ମହାପ୍ରଭୁ ବିଶ୍ୱକର୍ମା ଠାକୁରଙ୍କ ମନ୍ଦିର ମହାଆଡମ୍ବରରେ ପ୍ରତିଷ୍ଠା ହୋଇଯାଇଛି। ଏଥିରେ ମୁଖ୍ୟ ପୁରୋଧା ଭାବେ ପିତାମ୍ବର ମହାରଣା ଓ ତାଙ୍କ ସହ ଧର୍ମିଣୀ…
Read More...

ମହାପ୍ରଭୁଙ୍କ ’ଅଧରପଣା’ ନୀତି ସମ୍ପନ୍ନ : ବଡ଼ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼, ଶ୍ରୀକ୍ଷେତ୍ରରେ ଭକ୍ତିମୟ ପରିବେଶ

ପୁରୀ:ନବଦିନାତ୍ମକ ଯାତ୍ରା ଶେ​‌ଷ କରି ମହାପ୍ରଭୁ ବାହୁଡି ଆସିଛନ୍ତି। ସିଂହଦ୍ବାରା ନିକଟରେ ସୁନାବେଶରେ ରଥ ଉପରୁ ସାଧାରଣ ଭକ୍ତଙ୍କୁ ଦର୍ଶନ ଦେଇ ସାରିଛନ୍ତି ମହାପ୍ରଭୁ। ଆଜି ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ…
Read More...

ନବରଙ୍ଗପୁର ଝରିଗାଁ ଉମରକୋଟ ରାସ୍ତା ଦୁର୍ଘଟଣା: ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୩ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା…

ଭୁବନେଶ୍ବର : ଆଜି ଭୋର୍ ସମୟରେ ନବରଙ୍ଗପୁର ଜିଲା ଝରିଗାଁ ଉମରକୋଟ ରାସ୍ତାରେ ସଡକ ଦୁର୍ଘଟଣାରେ ୩ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣା ରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ…
Read More...

ଆଇଜର ଶିକ୍ଷାନୁଷ୍ଠାନ ପକ୍ଷରୁ ଇନ୍ଦ୍ରାକ୍ଷୀରେ ନିଶୁଳ୍କ ସ୍ବାସ୍ଥ୍ୟ ଶିବିର

ଗୋପାଳପୁର: ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଇନ୍ଦ୍ରାକ୍ଷୀ ପଞ୍ଚାୟତ ତୁଳୁ ବାତ୍ୟାଆଶ୍ରୟ ସ୍ଥଳୀ ଠାରେ ଲଉଡ଼ିଗାଁ ସ୍ଥିତ ଆଇଜର ଶିକ୍ଷାନୁଷ୍ଠାନ ପକ୍ଷରୁ ଏକ ନିଶୁଳ୍କ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଅଛି। ସମାଜରେ…
Read More...

‘ପ୍ରାରମ୍ଭ’ ଶିକ୍ଷକ ତାଲିମ ଶିବିର ଉଦଯାପିତ

ହରଭଙ୍ଗା : ସମଗ୍ର ଶିକ୍ଷା ବୌଦ୍ଧ ଏବଂ ଡିଆଇଟି ବୌଦ୍ଧ ଆନୁକୂଲ୍ୟରେ ଚାରିଛକ ହାଇସ୍କୁଲ ଠାରେ ଚାରିଦିନିଆ ‘ପ୍ରାରମ୍ଭ’ ଶିକ୍ଷକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ପ୍ରାଥମିକ ଶ୍ରେଣୀରେ ମୌଳିକ…
Read More...

ସମସ୍ତଙ୍କ ମିଳିତ ଉଦ୍ୟମରେ ଶିଶୁମାନଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ଗଠନ ସମ୍ଭବ

ଭୁବନେଶ୍ବର: ସଚେତନତା, ଦକ୍ଷତା ବୃଦ୍ଧି ଓ ବିଭିନ୍ନ ବିଭାଗ ଗୁଡିକ ମଧ୍ୟରେ ସମନ୍ବୟ ମାଧ୍ୟମରେ ଏକ ଶିଶୁ ଅନୁକୂଳ ବାତାବରଣର ସୃଷ୍ଟି ସମ୍ଭବ ବୋଲି ଖୋର୍ଦ୍ଧାଠାରେ ଅନୁଷ୍ଠିତ ହୋଇଥିବା ଏକ ଜିଲା ସ୍ତରୀୟ ଶିଶୁ ସୁରକ୍ଷା…
Read More...

ସ୍ୱେଛାକୃତ ରକ୍ତଦାନ ଶିବିର, ୭୪ୟୁନିଟ୍‍ ରକ୍ତ ସଂଗ୍ରହ

କେନ୍ଦୁଝରଗଡ଼: ବାମେବାରୀ ଥାନା ଅଧିନ ଦୁବୁନାସ୍ଥିତ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ବେନିଫିକେସନ କାରଖାନା ପରିସରରେ ଭାରତୀୟ ରେଡକ୍ରସ ସଂସ୍ଥା ସହଯୋଗରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଆୟୋଜିତ ହାଇ ୭୪ୟୁନିଟ ରକ୍ତ…
Read More...

ହତ୍ୟାକାରୀକୁ ଆଜୀବନ ଜେଲ

କେନ୍ଦୁଝରଗଡ଼ : ସାମାନ୍ୟ ଘଟଣାକୁ କେନ୍ଦ୍ର କରି ଜନୈକ ମହିଳାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତକୁ ଅତିରିକ୍ତ ଜିଲା ଓ ଦୌରାଜଜ୍‍ କେନ୍ଦୁଝର ଶୁକ୍ରବାର ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ନୟାକୋଟ…
Read More...

କୋଟିଏ ଟଙ୍କା ଠକେଇ ଅଭିଯୋଗରେ ସାଇ ଟ୍ରଷ୍ଟ ମୁଖ୍ୟ ଗିରଫ

ବୋଲଗଡ଼ :ଏକ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକେଇ କରିବା ଅଭିଯୋଗରେ ସାଇ ଟ୍ରଷ୍ଟ ମୁଖ୍ୟ ଦୀପକ ବରାଡ଼ଙ୍କୁ ଛତିଶଗଡ ପୋଲିସ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ ବୋଲଗଡ଼ ବ୍ଲକ ପିଚୁକୁଳି ନିକଟ ବିନୋଦପଡା ଛକ ଠାରେ ସାଇ…
Read More...

କଳାହାଣ୍ଡି ପୁଲିସକୁ ସଫଳତା: ୧୩ ଡକୟତ ଗିରଫ, ନଗଦ ୫ ଲକ୍ଷ ୭୪ ହଜାର ୫ ଶହ ଟଙ୍କା ସହ ବହୁ ପରିମାଣର ସୁନାଗହଣା ଜବତ

ଭବାନୀପାଟଣା: କଳାହାଣ୍ଡି ପୁଲିସ ଦ୍ୱାରା ଏକ ବଡ ଧରଣର ଡକୟତ ଦଳର ମୁଖ୍ୟ ଅଭିଯୁକ୍ତ ସମେତ ମୋଟ ୧୩ ଜଣ ଡକାୟତକୁ ଧରିବାରେ ସଫଳ ହୋଇଛି। ଏହାସହିତ ସେମାନଙ୍କ ଠାରୁ ନଗଦ ୫ଲକ୍ଷ ୭୪ହଜାର ୫ଶହ ଟଙ୍କା ଏବଂ ବହୁ ପରିମାଣର…
Read More...

ବୌଦ୍ଧରେ ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି

ବୌଦ୍ଧ : ନବ ଦିନର ଯାତ୍ରା ସାରି ମାଉସୀ ଗୁଣ୍ଡିଚା ଘରୁ ଶ୍ରୀମନ୍ଦିରକୁ ଫେରିବା ରାସ୍ତାରେ ତିନିଠାକୁରଙ୍କ ରଥ ଆଜି ରଥଖଳାଠାରେ ପହଞ୍ଚିଛି। ଗତକାଲି ବିଳମ୍ବିତ ସମୟ ପର୍ଯ୍ୟନ୍ତ ପହଣ୍ଡି ହେବାପରେ ରାତ୍ର ପ୍ରାୟ ୧୦…
Read More...

୪ କିଲୋ ଗଞ୍ଜେଇ ପାଇଁ ୫ ବର୍ଷ ଜେଲ ଦଣ୍ଡାଦେଶ

ବୌଦ୍ଧ : ବୌଦ୍ଧ ଜିଲା ଦୌରାଜଜ ତଥା ସ୍ପେଶାଲ ଜଜ ବିକ୍ରମ କୁମାର ପ୍ରଧାନ ଗୁରୁବାର ଏକ ଗଞ୍ଜେଇ ମାମଲାର ବିଚାର କରି ୪ କିଲୋ ଗଂଜେଇ ପାଇଁ ଅଭିଯୁକ୍ତକୁ ୫ ବର୍ଷ କାରାଦଣ୍ଡାଦେଶ ଦେବା ସହ ୫୦ ହଜାର ଟଙ୍କା ଜୋରିମୋନା ଆଦେଶ…
Read More...

ମିଲେଟ୍‌ ଖାଦ୍ୟ ପ୍ରସ୍ତୁତ କରି ଗ୍ରାହକମାନଙ୍କ ଖାଦ୍ୟାଭ୍ୟାସରେ ପରିବର୍ତ୍ତନ ଆଣିବା ଦିଗରେ ହୋଟେଲ୍‌ ଏବଂ ରେଷ୍ଟୁରାଣ୍ଟ…

ଭୁବନେଶ୍ୱର: ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟକୁ ପ୍ରୋତ୍ସାହିତ କରି ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଜୀବନଜୀବିକାରେ ଉନ୍ନତି ଆଣିବା ଦିଗରେ ହୋଟେଲ ଏବଂ ରେଷ୍ଟୁରାଣ୍ଟ…
Read More...

ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସୁବ୍ରତ ବାଗ୍‌ଚୀ, ଅଳକା ଅରୋରା ମିଶ୍ର ହେଲେ ନୂଆ…

ଭୁବନେଶ୍ବର: ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ପଦରୁ ସୁବ୍ରତ ବାଗ୍‌ଚୀ ଇସ୍ତଫା ଦେଇଛନ୍ତି। ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ପଦ ଛାଡ଼ିବା ନେଇ ଶ୍ରୀ ବାଗ୍‌ଚୀ ଟ୍ୱିଟ୍‌ ଯୋଗେ ସୂଚନା…
Read More...

ରାତି ୧୨ ପର୍ଯ୍ୟନ୍ତ ସୁନାବେଶ ଦର୍ଶନ

ପୁରୀ: ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ ସମୟରେ ପରିବର୍ତ୍ତନ କରାଯାଇଛି। ଶ୍ରୀଜୀଉଙ୍କ ସୁନାବେଶ ରାତି ୧୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ ଓ ସମୟ ବୃଦ୍ଧି ନେଇ ମୁଖ୍ୟ…
Read More...

ସ୍ୱୟଂସହାୟକ ମହିଳାଙ୍କୁ ଖଲିଦନା ପ୍ରସ୍ତୁତି ମେସିନ ଯୋଗାଇ ଦେଲେ ଜିଲାପାଳ

ହରଭଙ୍ଗା : ବୌଦ୍ଧଜିଲା ହରଭଙ୍ଗା ବ୍ଲକର ଅନ୍ଧାରୀମୂଲକ କଣ୍ଡରା, କାଚପାଜୁରେ ବୌଦ୍ଧଜିଲାପାଳ ସତ୍ୟରଞ୍ଜନ ସାହୁଙ୍କ ପାଦପଡିବାପରେ ଧିରେ ଧିରେ ଏହାର ଚିତ୍ର ବଦଳିବାରେ ଲାଗିଛି। ଜିଲାପାଳଙ୍କ ଗସ୍ତର ଠିକ୍ ୭ଦିନ ମଧ୍ୟରେ…
Read More...

ବସ ଓଲଟି ଜଣେ ମୃତ, ୧୫ ଆହତ

ଭଦ୍ରକ: ଯାତ୍ରୀବାହି ବସ ଓଲଟି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ୧୫ଜଣ ଆହତ ହୋଇଛନ୍ତି। ଭଦ୍ରକର ସାବରଙ୍ଗ ଛକରେ ରାସ୍ତା ପାର୍ଶ୍ବକୁ ଓଲଟି ପଡ଼ିଲା ବସ। ଭଦ୍ରକରୁ ବାସୁଦେବପୁର ଆସୁଥିବାବେଳେ ଘରୋଇ ବସଟି ଓଲଟି…
Read More...

ରଥ ଅଘଟଣ: ମୃତକଙ୍କ ଆତ୍ମୀୟଙ୍କୁ ୩ଲକ୍ଷ, ଆହତଙ୍କୁ ମାଗଣାରେ ଚିକିତ୍ସା

ଭୁବନେଶ୍ବର : ଗତ କାଲି ବାହୁଡା଼ ଯାତ୍ରା ସମୟରେ କେଉଁଝର ଜିଲା କେନ୍ଦୁଆ ଗ୍ରାମ ଠାରେ ୩ ଜଣ ଓ କୋରାପୁଟ ଜିଲା କୋଲାବ ନଗର ଠାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ…
Read More...

ହନୁମାନ ପଇସା ରାକେଟ: ୫ ଗିରଫ, କାର ଓ ମୋବଇଲ ଜବତ

ସାକ୍ଷୀଗୋପାଳ: ଏସଆଇ ସୁରମା ସ୍ବାଇଁଙ୍କ ନେତୃତ୍ବରେ ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ଏକ କାରରେ କିଛି ଲୋକ ଆସି ସାକ୍ଷୀଗୋପାଳ ନୂଆଗାଁ ଢ଼ିହିରେ ଗଦାଧର ସାହୂ ଙ୍କ ଘରେ ହନୁମାନ ପଇସା କିଣା/ବିକା ନିମନ୍ତେ ଡିଲ…
Read More...

୩ମାସ ଧରି ଚାଉଳ ପାଇବାରୁ ବଞ୍ଚିତ ହିତାଧିକାରୀ

କଲମପୁର: ପ୍ରତି ମାସର ପ୍ରଥମ ସପ୍ତାହରେ ଖାଦ୍ୟ ସୁରକ୍ଷା ଯୋଜନାର ଖାଉଟିଙ୍କୁ ପଞ୍ଚାୟତ ମାଧ୍ୟମରେ ଦିଆଯିବ ଚାଉଳ। ସରକାରଙ୍କ ଏଭଳି ନିର୍ଦେଶ ରହିଛି। କିନ୍ତୁ ପରିତାପର ବିଷୟ ମାସେ କି ଦୁଇ ମାସ ନୁହେଁ ତିନି ମାସ ଧରି…
Read More...

୭୫ ଗ୍ରାମ ହେରୋଇନ ଜବତ, ଜଣେ ଗିରଫ

ପୁରୀ: ପୁରୀ ଜିଲା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୭୫ ଗ୍ରାମ ହେରୋଇନ ଜବତ କରାଯାଇଛି ଏବଂ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଆଜି ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ କୋର୍ଡ ଚାଲାଣ କରିଥିବା ସୂଚନା…
Read More...

ଜୁଲାଇ ୩ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

ଭୁବନେଶ୍ବର: ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଜୁଲାଇ ୩ରୁ ୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ୮୦ କେନ୍ଦ୍ରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। www.bseodisha.ac.inରେ…
Read More...

ସିଂଘି ଗ୍ରନ୍ଥାଗାର ଓ ସଂଗ୍ରହାଳୟକୁ ୫୦୦ ପୁସ୍ତକ ପ୍ରଦାନ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

ଭରବଙ୍କନଶ୍ୱର: କଳ୍ପନା ଛକ ନିକଟରେ ଥିବା ସିଂଘି ଗ୍ରନ୍ଥାଗାର ଓ ସଂଗ୍ରହାଳୟକୁ ପ୍ରାୟ ୫୦୦ ପୁସ୍ତକ ପ୍ରଦାନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଏହି ଅବସରରେ ସେ ଏହାର ନିଜସ୍ୱ ପୁସ୍ତକ "ପ୍ରଜ୍ଞାବାନ ବନୋ’ର…
Read More...

ସୁଯୋଗକୁ ଆହ୍ୱାନରେ ପରିଣତ କରିବାକୁ ଅର୍ଥ ସଚିବଙ୍କ ପରାମର୍ଶ

ଭୁବନେଶ୍ୱର: ଇଣ୍ଟନ୍ୟାଶନାଲ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ (ଆଇଏମଆଇ) ଭୁବନେଶ୍ୱର ପକ୍ଷରୁ ୨୦୨୩-୨୦୨୫ ବ୍ୟାଚ ପାଇଁ ଓରିଏଣ୍ଟେସନ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଅଧିବେଶନର ମୁଖ୍ୟ ଅତିଥି ଭାବେ ଓଡିଶାର…
Read More...

୪କେଜି ରୂପା ଲୁଟ, ଥାନାରେ ମାମଲା

ପାତ୍ରପୁର: ଜରଡା ଥାନା ଇଲାକା ସାମନ୍ତରାପୁର ଗ୍ରାମରେ ରବିବାର ଏକ ରୂପା ବେପାରୀଙ୍କ ଠାରୁ ଦୁବୃର୍ତ୍ତ ମାନେ ପ୍ରାୟ ୪କେଜିରୁ ଅଧିକ ରୂପା ଅଳଙ୍କାର ଲୁଟି ନେଇଥିବା ଜଣାପଡିଛି । ବେପାରୀ ଜଣକ ହେଲେ ପାତ୍ରପୁର ଗ୍ରାମର…
Read More...

ପୁରୁଣା କଟକ-ସମ୍ବଲପୁର ରାସ୍ତା ପାଲଟିିଛି କାଦୁଅ ସରସର ମରଣଯନ୍ତା

ଗୁରୁଡିଝାଟିଆ: ଠିକାଦାରଙ୍କ ଅଦୂରଦର୍ଶିତା ଓ ସଠିକ୍ ସମୟରେ କାମ କେଉଁଠାରେ କରିବା ଆବଶ୍ୟକ ରହିଛି ଯାହାକୁ ସମାପନ କରୁନଥିବାରୁ ଆଦ୍ୟ ମୌସୁମୀର ଲଗାଣ ବର୍ଷାରେ ପୁରୁଣା କଟକ-ସମ୍ବଲପୁର ରାସ୍ତାର ମହାଳପଡା ପନ୍ଥେଇ ଠାରୁ…
Read More...

ସୁଶାସନ ଓ ରୂପାନ୍ତରଣର ପ୍ରତ୍ୟେକ କ୍ଷେତ୍ରରେ ଗୁଣବତ୍ତାକୁ ପ୍ରାଧାନ୍ୟ

ଭୁବନେଶ୍ୱର: ଓଡିଶା ଗୁଣବତ୍ତା ସଂକଳ୍ପ ସମାରୋହ ଆଜି ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଏକ ତାରକା ହୋଟେଲରେ କ୍ୱାଲିଟି କାଉନସିଲ ଅଫ ଇଣ୍ଡିଆ ତରଫରୁ ଆୟୋଜିତ ଏହି ସମାରୋହରେ ଅନୁଷ୍ଠିତ ହୋଇଯାଇଛି।…
Read More...

ଅବହେଳିତ ପୂଣ୍ୟତୋୟା ବୈତରଣୀ ଉତ୍ପତ୍ତିସ୍ଥଳ ଗୋନାସିକା-ଗୁପ୍ତଗଙ୍ଗା

କେନ୍ଦୁଝରଗଡ: କେନ୍ଦୁଝର ଜିଲା କାହିଁକି ପଡୋଶୀ ମୟୁରଭଞ୍ଜ, ଭଦ୍ରକ ଓ ଯାଜପୁର ଜିଲା ସମେତ ଝାଡଖଣ୍ଡ ରାଜ୍ୟ ଦେଇ ପ୍ରବାହିତ ପୁଣ୍ୟତୋୟା ବୈତରଣୀ ନଦୀର ଉତ୍ପତ୍ତିସ୍ଥଳ ଗୋନାସିକା-ଗୁପ୍ତଗଙ୍ଗା ଅବହେଳିତ ଅବସ୍ଥାରେ…
Read More...

ପ୍ରକାଶ ପାଇଲା ଉତ୍କଳ ବିଶ୍ୱବିଦ୍ୟାଳୟ +୩ ପରୀକ୍ଷାଫଳ, ପାସହାର ୯୧.୭୨%

ଭୁବନେଶ୍ୱର: ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର +୩ ପରୀକ୍ଷାଫଳ ପ୍ରକାଶ ପାଇଛି। ଉତ୍କଳ ବିଶ୍ୱବିଦ୍ୟାଳୟ ଅନୁବନ୍ଧିତ ମହାବିଦ୍ୟାଳୟଗୁଡିକର ସ୍ନାତକ ଶେଷ ସେମିଷ୍ଟାର-୨୦୨୩ ନିୟମିତ ଓ ବ୍ୟାକ ପରୀକ୍ଷାର୍ଥୀଙ୍କ ପରୀକ୍ଷାଫଳ…
Read More...

ଅତାବିରାରେ ୫ ଟି ସଚିବ: ଧର୍ମପୀଠ, ସ୍ବାସ୍ଥ୍ୟ, ଶିକ୍ଷା ଓ କୃଷିକୁ ମୁଖ୍ୟମନ୍ତ୍ରୀ ଦେଉଛନ୍ତି ଗୁରୁତ୍ବ-୫ଟି ସଚିବ

ରେଙ୍ଗାଲିକ୍ୟାମ୍ପ: ମନ୍ଦିର, ଚର୍ଚ୍ଚ ଓ ମସଜିଦ ସହ ଶିକ୍ଷା, ସ୍ବାସ୍ଥ୍ୟ ଓ କୃଷି ଆଦିକୁ ମୁଖ୍ୟ ମନ୍ତ୍ରୀ ସର୍ବାଧିକ ଗୁରୁତ୍ବ ଦେଉଛନ୍ତି ବୋଲି ଆଜି ୫-ଟି ସଚିବ ପ୍ରକାଶ କରିଛନ୍ତି। ଆଜି ଅତାବିରା ଗସ୍ତରେ ଆସି ୫-ଟି…
Read More...

ବରିଷ୍ଠ ନାଗରିକ ସହାୟତା କେନ୍ଦ୍ର ପରିଦର୍ଶନ କଲେ ଆଇଟି ଉପଦେଷ୍ଟା ଅନୁଭବ ପଟ୍ଟନାୟକ

ଭୁବନେଶ୍ୱର: ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ଉପଦେଷ୍ଟା ଅନୁଭବ ପଟ୍ଟନାୟକ ଭୁବନେଶ୍ୱର ସ୍ଥିତ ବରିଷ୍ଠ ନାଗରିକ ମାନଙ୍କ ସହାୟତା ନିମନ୍ତେ ଉଦ୍ଦିଷ୍ଟ ହେଲ୍ପଲାଇନ କେନ୍ଦ୍ର ତଥା ଏଲଡର…
Read More...

ଦିଗପହଣ୍ଡି ବସ ଦୁର୍ଘଟଣା : ଦଦରା ବସର ପରମିଟ ନ ଥିଲା, ଘଟଣା ପାଇଁ ବସ ମାଲିକ ହିଁ ଦାୟୀ, କାର୍ଯ୍ୟାନୁଷ୍ଠାନ ହେବ

ଭୁବନେଶ୍ବର: ଦିଗପହଣ୍ଡି ବସ ଦୁର୍ଘଟଣାରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ। ଦୁର୍ଘଟଣାଗ୍ରସ୍ତ ଘରୋଇ ବସର ପରମିଟ କି ଇନସ୍ୟୁରାନ୍ସ ନ ଥିଲା ବୋଲି ଗଞ୍ଜାମ ଜିଲା ସଡ଼କ ପରିବହନ ଅଧିକାରୀ ମାନସ ସାହୁ ସୂଚନା…
Read More...

ହରିଣ ଶିକାର ଅଭିଯୋଗରେ ୨ ଶିକାରୀ ଗିରଫ

ଗୁରୁଡିଝାଟିଆ: ଖୁଣ୍ଟୁଣୀ ବନାଞ୍ଚଳ ପକ୍ଷରୁ ହରିଣ ଶିକାର କରୁଥିବା ୨ ଶିକାରୀଙ୍କୁ ଗିରଫ କରାଯାଇଛି। ଶିକାରୀ ଦୁଇଜଣଙ୍କ ନାମ ରମେନ ବଦରା ଓ ଦେବେନ୍ଦ୍ର ହାଇବ୍ରୁ। ସେମାନଙ୍କ ଘର ଗୋବରା ପଞ୍ଚାୟତର ଭଗୁଆ ଗ୍ରାମରେ ଅଟେ।…
Read More...

ଚିରନ୍ତନ ବିକାଶ ଲକ୍ଷ୍ୟ ହାସଲ ପାଇଁ ସରକାର ଓ ସାମାଜିକ ଅନୁଷ୍ଠାନ ଗୁଡିକର ମିଳିତ ଉଦ୍ୟମ ଜରୁରୀ

ଫୁଲବାଣୀ:କନ୍ଧମାଳ ଜିଲାର ସ୍ୱେଚ୍ଛାସେବୀ ସଂଗଠନ ସ୍ୱାତୀର ୨୫ ତମ ପ୍ରତିଷ୍ଠା ଦିବସ ମହାଆଡ଼ମ୍ବର ସହିତ ଫୁଲବାଣୀ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲା ଓ ରାଜ୍ୟ ସ୍ତରୀୟ ବହୁ ବ୍ୟକ୍ତି ବିଶେଷ…
Read More...

ରଥଯାତ୍ରା ସମୟରେ ଅଘୋଷିତ ବିଦ୍ୟୁତ୍‍ କାଟ, ଟିପିଏନଓଡିଏଲ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଘେରିଲେ ପୁରୁଣାବଜାରବାସୀ

କେନ୍ଦୁଝରଗଡ: କେନ୍ଦୁଝରର ପ୍ରମୁଖ ପର୍ବ ରଥଯାତ୍ରା ସମୟରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍‍କାଟ ପ୍ରତିବାଦରେ ରବିବାର ପୂର୍ବାହ୍ନରେ ପୁରୁଣାବଜାରର ବହୁ ବୁଦ୍ଧିଜିବୀ ଟିପିଏନଓଡିଏଲ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଘେରାଉ…
Read More...

ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କର ଦଶାବତାର ବେଶ

ହରଭଙ୍ଗା : ହରଭଙ୍ଗା ବ୍ଲକ ସଦର ମହକୁମା ଠିଡିକାଯୋର (ଚାରିଛକ) ସ୍ଥିତ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନାଵଦିନାତ୍ମକ ଘୋଷଯାତ୍ରା ଅବସରରେ ଶ୍ରୀଜଗନ୍ନାଥ ନନ୍ଦୀଘୋଷ ରଥାରୂଢ଼ ହୋଇ ଚାରିଛକ ସ୍ଥିତ ଦୁର୍ଗାମଣ୍ଡପରେ…
Read More...

ଗୁଳି ମାଡରେ ଆଶା ସଂସ୍ଥା ନିର୍ଦେଶକ ଗୌରି ମିଶ୍ର ମୃତ୍ୟୁ ଘଟଣା: ଗୁଣପୁର ପୁଲିସକୁ ମିଳିଲା ସୁରାକ, ଜଣେ ଯୁବକ ନିଖୋଜ

ଗୁଣୁପୁର: ଗୁଣପୁର ବଂଶଧାରା ନଦୀ ଓଭରବ୍ରିଜ୍ ନିକଟରେ ଆଶା ସ୍ବେଛାସେବି ସଂସ୍ଥାର ନିର୍ଦେଶକ ଗୌରି ମିଶ୍ରଙ୍କୁ ଗୁଳିମାଡ ମୃତ୍ୟୁ ଘଟଣାର ନୁଆ ଟୁଇଷ୍ଟ୍। ମେ ୧୩ ତାରିଖର ରାତ୍ରିରେ ବଂଶଧାରା ବ୍ରିଜ ଉପରେ ଦୁର୍ବୁତଙ୍କ…
Read More...

ଭକ୍ତ ଦାସିଆଙ୍କ ପୀଠରେ ସ୍ୱାସ୍ଥ୍ୟସେବା ଶିବିର, ୬ଶହରୁ ଉର୍ଦ୍ଧ୍ଵ ରୋଗୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା

ପିପିଲି:ଭୁବନେଶ୍ୱର ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ପକ୍ଷରୁ ପିପିଲିର ତେଇସିପୁର ପଞ୍ଚାୟତ ଅନ୍ତର୍ଗତ ବାଲିଗାଁ ସ୍ଥିତ ଭକ୍ତ ଶିରୋମଣି ଦାସିଆଙ୍କ ପୀଠରେ ରବିବାର ଏକ ବିଶାଳ ଦେୟମୁକ୍ତ…
Read More...

କ୍ଷିରି ଖାଇ ୧୬ ଅସୁସ୍ଥ, ଜଣେ ମୃତ

ସୋର: କ୍ଷିରି ଖାଇ ୧୬ଜଣ ଅସୁସ୍ଥ ହୋଇଥିବାବେଳେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ବାହାନଗା ବ୍ଲକ ତାଳକୁରୁଣିଆ ଓ ଅଠିଲାବାଡ଼ର ଲୋକେ କ୍ଷିରି ଖାଇ ଅସୁସ୍ଥ ହୋଇଥିଲେ। ଗତକାଲି ରଥଯାତ୍ରା ଉତ୍ସବରେ ସେମାନେ ସମସ୍ତେ କ୍ଷିରି…
Read More...

ଯୁବକକୁ ଅପହରଣ ପରେ ହତ୍ୟା ଅଭିଯୋଗ

ବଲାଙ୍ଗିର: ଯୁବକକୁ ଅପହରଣ ପରେ ହତ୍ୟା ଅଭିଯୋଗ କରାଯାଇଛି। ବଲାଙ୍ଗିର ଜିଲାର ସଦରଥାନା ଅଏଁଲାଚୁଆଁ ଗାଁର ଯୁବକଙ୍କୁ ଅପହରଣ ପରେ ହତ୍ୟା କରାଯାଇଛି। ଗତକାଲି ଏକ ପିକଅପ ଭ୍ୟାନରେ ସମ୍ପୃକ୍ତ ଯୁବକଙ୍କୁ ଅପହରଣ…
Read More...

ସକ୍ରିୟ ଲଘୁଚାପ ପ୍ରଭାବରେ ଆଗାମୀ ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା

ଭୁବନେଶ୍ବର: ଘୁର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର-ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ସହ ଜଡିତ ଘୁର୍ଣ୍ଣିବଳୟ ବାୟୁମଣ୍ଡଳରେ ୭.୬ କିମି…
Read More...

ପିପିଲିରେ ହେରାପଞ୍ଚମୀ ନୀତି ସଂପନ୍ନ

ପିପିଲି :ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ କାଳିଆ ଠାକୁର ଏବେ ଯାଇଛନ୍ତି ଘୋଷଯାତ୍ରାରେ ମାଉସୀ ଘରକୁ। ଅଥଚ ଏକାକୀ ପତ୍ନୀଙ୍କୁ ଛାଡିଦେଇ ଆସିଛନ୍ତି ଶ୍ରୀପତିତପାବନ ମନ୍ଦିରରେ। ତେଣୁ ପ୍ରଭୁଙ୍କ ଉପରେ ରୋଷ କରିଛନ୍ତି…
Read More...

ବିଧାନସଭା ପରିସରରେ ମହାନ ଜନନାୟକ ନବକୃଷ୍ଣ ଚୌଧୁରୀଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଓଡ଼ିଶାର ମହାନ ସ୍ୱାଧୀନତା ସଂଗ୍ରାମୀ, ଅନ୍ୟତମ ବିପ୍ଳବୀ ପୁରୁଷ, ସମାଜବାଦୀ ନେତା, ପ୍ରଜା ତଥା ଭୂଦାନ ଆନ୍ଦୋଳନର କର୍ଣ୍ଣଧାର, ଆଦର୍ଶବାଦୀ ରାଜନୀତିଜ୍ଞ ମୁଖ୍ୟମନ୍ତ୍ରୀ ଥିଲେ ନବକୃଷ୍ଣ ଚୌଧୁରୀ। ତାଙ୍କର…
Read More...

୬୯ ତମ ଓଡିଶା ରାଜ୍ୟ ଆଥେଲେଟିକ୍ ମିଟ୍‌ରେ ଦେବଗଡର ପ୍ରତିଯୋଗୀଙ୍କୁ ସଫଳତା

ଦେବଗଡ଼ :ଭୁବେନଶ୍ୱର ସ୍ଥିତ କିଟ୍-କିସ୍ ପରିସରରେ ଚାଲିଥିବା ୬୯ ତମ ଓଡିଶା ରାଜ୍ୟ ଆଥେଲେଟେିକ ମିଟରେ ସବ ଜୁନିୟର, ଜୁନିୟର ଓ ସିନିୟର ବର୍ଗ ପାଦଚଲା ପ୍ରତିଯୋଗିତାରେ ଦେବଗଡ ଜିଲାର ପ୍ରତିଯୋଗୀ ମାନଙ୍କୁ ଉଲ୍ଲେଖନୀୟ…
Read More...

ସ୍ତ୍ରୀ ଓ ଦେଢଶାଶୁଙ୍କୁ ଆକ୍ରମଣ ମାମଲାରେ ସ୍ବାମୀ ଗିରଫ, କୋର୍ଟ ଚାଲାଣ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ହାଟରେ ନିଜ ଭଉଣୀଙ୍କ ଘରେ ରହୁଥିବା ଜଣେ ମହିଳା ସମେତ ତାଙ୍କ ଭଉଣୀଙ୍କୁ ଆକ୍ରମଣ କରିବା ମାମଲାରେ ସ୍ବାମୀଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ…
Read More...

ଅଜଣା ଯୁବକର ମୃତ ଦେହ ଜବତ

ଫୁଲବାଣୀ: ଖଜୁରୀପଡ଼ା ପୁଲିସ ପକ୍ଷରୁ ଶନିବାର ଏକ ଅଜଣା ଯୁବକର ମୃତ ଦେହକୁ ଜବତ କରାଯାଇଛି। ଖବରରୁ ପ୍ରକାଶ ଯେ ଶନିବାର ଦିନ ଖଜୁରୀପଡ଼ା ଥାନା ଅନ୍ତର୍ଗତ ସୁଡୁଲି ଗ୍ରାମର ଲୋକମାନେ ଜଙ୍ଗଲକୁ ଜାଳ କାଠ ସଂଗ୍ରହ ପାଇଁ…
Read More...

ପବିତ୍ର ରଥଯାତ୍ରା ଅବସରରେ ସଂଗୀତଭିତ୍ତିକ କାର୍ଯ୍ୟକ୍ରମ ‘ଗୁହାରି’ ଉଦଘାଟିତ

ଭୁବନେଶ୍ୱର: ପବିତ୍ର ରଥଯାତ୍ରା ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ଏକ ନିଆରା ଭକ୍ତି ଭାବାପନ୍ନ ସଂଗୀତ ଭିତ୍ତିକ…
Read More...

ବାମନ ପର୍ଶୁରାମ ବେଶରେ ଦର୍ଶନ ଦେଲେ ଠାକୁର

ବୌଦ୍ଧ : ବୌଦ୍ଧ ରଥଯାତ୍ରା ଗଣପର୍ବ ଭାବେ ପାଳନ ହୋଇଆସୁଥିବା ବେଳେ ଚତୁର୍ଦ୍ଧାମୁର୍ତ୍ତି ଏବେ ଗୁଣ୍ଡିଚା ମନ୍ଦିରରେ ପୁଜା ପାଉଛନ୍ତି। ଠାକୁରମାନେ ଏବେ ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବାକୁ ଥିବା ବେଳେ ଶନିବାର…
Read More...

କାଠ ଚୁଲିରୁ ନିଆଁ ଲାଗି ଜଳିଗଲା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଚାନ୍ଦିପୁଟ: ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବଡସିନ୍ଧବା ପଞ୍ଚାୟତର ବାରିଆବନ୍ଧ ଗ୍ରାମରେ ଗତ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଦୁଇଟି ଘର ଛାରଖାର ହୋଇଯାଇଛି। ବାରିଆବନ୍ଧ ଗ୍ରାମର ମାସିଆ ଶବର ଓ କନ୍ଧ ଶବର ଦୁଇ…
Read More...

ମହିଳା ଉଦ୍ୟୋଗୀ ତାଲିମ୍ ଶିବିର

ହରଭଙ୍ଗା : ହରଭଙ୍ଗକ୍ଷ ବ୍ଲକ ବାଣୀଭୂଷଣପୁର ପଞ୍ଚାୟତ କାର୍ୟ୍ୟାଳୟରେ ଓଡ଼ିଶା କର୍ପୋରେଟ ଫାଉଣ୍ଡେସନ ତରଫରୁ ମହିଳା ଉଦ୍ୟୋଗୀ ମାନକୁ ନେଇ ଏକ ତାଲିମ ଶିବିର ଆୟୋଜନ ହୋଇଥିଲା। ଏହି ଶିବିର ପାଖାପାଖି ୩୦ ଜଣ ମହିଳା…
Read More...

ଗର୍ଭବତୀ ପତ୍ନୀଙ୍କୁ ହତ୍ୟା ମାମଲା, ପୂର୍ବତନ ବିଧାୟକ ଦୋଷୀ ସାବ୍ୟସ୍ତ

ଗୁଣୁପୁର: ନିଜ ଗର୍ଭବତୀ ପତ୍ନୀଙ୍କୁ ହତ୍ୟା କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଗୁଣୁପୁର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ। ଗତ ୧୯୯୫ ମସିହା ଅଗଷ୍ଟ ମାସ ୨୯ ତାରିଖରେ ଭୁବନେଶ୍ୱର ବିଧାୟକ କଲୋନୀରେ…
Read More...

୧୨ବର୍ଷହେଲା ନୂଆପଡା ପୋଲ ନିର୍ମାଣକାର୍ଯ୍ୟ ଅଧପନ୍ତରିଆ, ୨ଶହ ଲୋକ ହନ୍ତସନ୍ତ

ହରଭଙ୍ଗା: ହରଭଙ୍ଗା ବ୍ଲକର ଦୁର୍ଗମ ମହାଲ୍ଲିକପଡା ପଂଚାୟତ ଅର୍ନ୍ତଗତ ଅଭୟାରଣ୍ୟ ମଧ୍ୟରେ ଅବସ୍ଥିତ ଆଦିବାସୀବହୁଳ ନୂଆପଡା ଗାଁ। ଦୀର୍ଘ ୧୨ବର୍ଷହେଲା ନୂଆପଡା ପୋଲ ନିର୍ମାଣକାର୍ଯ୍ୟ ଅଧପନ୍ତରିଆ ହୋଇପଡିଛି। ଫଳରେ ଏହି…
Read More...

ଶାଶୁ ହତ୍ୟା କାରୀ ଜ୍ୱାଇଁକୁ ଆଜୀବନ କାରାଦଣ୍ଡାଦେଶ

ବୌଦ୍ଧ : ଶୁକ୍ରବାର ବୌଦ୍ଧ ଜିଲା ଦୌରଜଜ ବିକ୍ରମ କୁମାର ପ୍ରଧାନ ଶାଶୁଙ୍କୁ ହତ୍ୟା କରିଥିବା ମାମଲାର ବିଚାର କରି ଅଭିଯୁକ୍ତ ଜ୍ୱାଇଁକୁ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ମାମଲାରୁ ପ୍ରକାଶ ଯେ ବାଉଁଶୁଣୀ ଥାନା…
Read More...

ପୁଟାଖେତା ପତ୍ରଫଡ଼ିରେ ୨ କେନ୍ଦୁପତ୍ର ବନ୍ଧାଳିଙ୍କ ମୃତ୍ୟୁ

ଘଣ୍ଟାପଡା: ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ବରଗାଁ ପଞ୍ଚାୟତ ଅନ୍ତର୍ଗତ ପୁଟାଖେତା କେନ୍ଦୁପତ୍ର ଫଡ଼ି ଠାରେ ଘଟିଛି ଏକ ଅଭାବନୀୟ ଘଟଣା। ଗୁରୁବାର ବିଳମ୍ବିତ ରାତିରେ କଣ୍ଟାମାଳ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ୨…
Read More...

ରେଙ୍ଗାଲି ବ୍ଲକରେ ହୋଇନି ମୌସୁମୀ ବର୍ଷା, ଚିନ୍ତାରେ ଚାଷୀ

ରେଙ୍ଗାଲି: ସମ୍ବଲପୁର ଜିଲାର ରେଙ୍ଗାଲି ବ୍ଲକ ଅଞ୍ଚଳରେ ଖଇଫୁଟା ତାତି, ତତଲା ପବନ ଗୁଳଗୁଳି ରେ ଜନଜୀବନ ଦୁର୍ବିସହ ହୋଇପଡିଛି। ଗତ ସେପ୍ଟେମ୍ବର ମାସରୁ ଆଦୌ ଅଦିନିଆ ବର୍ଷା ହୋଇ ନଥିବାବେଳେ ଖରିଫ ଋତୁରେ ପ୍ରାକ୍…
Read More...

ବିଜୁ ଶିଶୁ ସୁରକ୍ଷା ଯୋଜନା: ବିବାହ ସହାୟତା ପାଇଁ ଜିଲା ପ୍ରଶାସନ ଦେଲା ୫୦ ହଜାର ଟଙ୍କା

ଫୁଲବାଣୀ : କନ୍ଧମାଳ ଜିଲା ପ୍ରଶାସନ ଏବଂ ଶିଶୁ ମଙ୍ଗଳ ସମିତିର ମିଳିତ ସହଯୋଗରେ ଫୁଲବାଣୀ ସ୍ଥିତ ଶିଶୁ ଯତ୍ନ ଅନୁଷ୍ଠାନ, ସାଧନ ଦ୍ୱାରା ଲାଳନପାଳନ ହୋଇଥିବା ଆନାଲିସାର ବିବାହ ରିଲାଏନ୍ସରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ…
Read More...

ଚାନ୍ଦିପୁଟ କ୍ୟାଥୋଲିକ ଚର୍ଚ୍ଚରେ ସ୍ବାସ୍ଥ୍ୟ ଶିବିର

ଚାନ୍ଦିପୁଟ: ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ଚାନ୍ଦିପୁଟ ସ୍ଥିତ ବହୁ ପୁରାତନ ରୋମାନ କ୍ୟାଥୋଲିକ ଚର୍ଚ୍ଚ ପରିସରରେ ମାଗଣା ସ୍ବାସ୍ଥ୍ୟ ସେବା ଓ ସଚେତନତା ଶିବର ଅନୁଷ୍ଠିତ ହୋଇଯାଇଛି। ଚାନ୍ଦିପୁଟ ପାରିସର ମୁଖ୍ୟ…
Read More...

ଜୁଲାଇ ୩ରୁ ଆଖଣ୍ଡଳମଣିଙ୍କ ଶ୍ରାବଣୀଯାତ୍ରା ଆରମ୍ଭ, ଚଳିତବର୍ଷ ୭ଟି ସୋମବାରରେ କାଉଡିଆ ଭକ୍ତ କରିବେ ଜଳାଭିଷେକ

ଭଦ୍ରକ/ ଆରଡି,୨୩ : ଆଖଣ୍ଡଳମଣିଙ୍କ ଚଳିତ ଶ୍ରାବଣୀଯାତ୍ରା ଆସନ୍ତା ଜୁଲାଇ ୩ରୁ ଆରମ୍ଭ ହେବ। ଏଥିପାଇଁ ଆଜି ଭଦ୍ରକ ଜିଲା ସଂସ୍କୃତି ଭବନରେ ଉପ ଜିଲାପାଳ ମନୋଜ ପାତ୍ରଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ପ୍ରସ୍ତୁତି ବୈଠକ…
Read More...

୫-ଟି ଉପକ୍ରମରେ ନନ୍ଦନକାନନ ହେବ ବିଶ୍ବସ୍ତରୀୟ ପ୍ରାଣୀ ଉଦ୍ୟାନ

ଭୁବନେଶ୍ବର: ନନ୍ଦନକାନନର ହେବ ରୂପାନ୍ତର। ୫-ଟି ଉପକ୍ରମରେ ଏହାକୁ ଏକ ବିଶ୍ବସ୍ତରୀୟ ପ୍ରାଣୀ ଉଦ୍ୟାନ ଭାବେ ଏହାର ରୂପାନ୍ତର କରାଯିବ। ଚୂଡଙ୍ଗ ଜଙ୍ଗଲ ଅଞ୍ଚଳକୁ ଏଥିରେ ସାମିଲ କରାଯିବ। ଆଜି ମୁଖ୍ୟମନ୍ତ୍ରୀ ନବୀନ…
Read More...

ଡ.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ କେବେ ବି ବ୍ୟର୍ଥ ଯିବ ନାହିଁ, ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ…

ଭୁବନେଶ୍ୱର: ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୭୧ତମ ବଳିଦାନ ଦିବସ ପାଳନ ଅବସରରେ ବିଜେପି ନେତୃବୃନ୍ଦ ଆଜି ସକାଳେ ଭୁବନେଶ୍ୱର ସ୍ଥିତ ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀ ପାର୍କରେ ଥିବା ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି…
Read More...

ବିଚ୍ଛିନ୍ନାଞ୍ଚଳ ଅଭିମୁଖେ ‘ଉତ୍କଳ ପ୍ରସଙ୍ଗ’ର ରଥଯାତ୍ରା ସ୍ୱତନ୍ତ୍ର ସଂଖ୍ୟା, ପ୍ରଥମଥର ପାଇଁ ଛତିଶଗଡ଼ରେ ବିତରଣ ହେବ…

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ, ପରମ୍ପରା ସର୍ବୋପରି ଶ୍ରୀଜଗନ୍ନାଥ ସଂସ୍କୃତିର ମହନୀୟତାକୁ ବଜାୟ ରଖିବା ପାଇଁ ବିଗତ ବର୍ଷମାନଙ୍କ ପରି ଚଳିତ ବର୍ଷ ମଧ୍ୟ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ୱାରା…
Read More...

ଜଟିଳ ମାଂସପେଶୀ ରୋଗର ଚିକିତ୍ସା: ବାଲେଶ୍ୱରର ୩ ରୋଗୀଙ୍କ ପାଇଁ ୩୦ ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବାଲେଶ୍ୱର ଜିଲାର ତିନିଜଣ ରୋଗୀ ଯଥା ଖନ୍ତାପଡାର କିରଣ କୁମାର ମଲ୍ଲିକ, ଖନ୍ତାପଡାର ସୁରଜ କୁମାର ମଲ୍ଲିକ ଏବଂ ସିମୁଳିଆର ବିଦ୍ୟାଂଶୁ ଦୀକ୍ଷିତ ଜଟିଳ ମାଂସପେଶୀ ରୋଗ (ଡକେନ୍‌ ମସ୍କ୍ୟୁଲାର ଡିଷ୍ଟ୍ରୋଫି)…
Read More...

୫ ଶିକାରୀ ଗିରଫ, ୨ ଦେଶୀ ବନ୍ଧୁକ ଜବତ

ଢେଙ୍କାନାଳ ସଦର:ଢେଙ୍କାନାଳ ବନଖଣ୍ଡ ଷଡ଼ଙ୍ଗୀ ବନାଞ୍ଚଳ ଅନ୍ତର୍ଗତ ଲହଡା ସଂରକ୍ଷିତ ଜଙ୍ଗଲ ରେ ଶିକାର କରୁଥିବା ବେଳେ ବନ କର୍ମଚାରୀ ମାନେ ୫ ଜଣ ଶିକାରୀଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ଠାରୁ ୨ ଟି ଦେଶୀ ବନ୍ଧୁକ,…
Read More...

ଦେପୁର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଜଣେ ମୃତ , ୨ ଗୁରୁତର

ଭବାନୀପାଟଣା: କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଦେପୁର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ବିଶ୍ୱନାଥପୁର ସ୍ଥିତ…
Read More...

ସଡ଼କ ଦୁର୍ଘଟଣାରେ ଜଣେ ମୃତ, ୩ ଆହତ

ତିଗିରିଆ: ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଜଣ ଆହତ ହୋଇଛନ୍ତି। ବୁଧବାର ବିନ୍ଧାଣିମା- ସୁବର୍ଣ୍ଣପୁର ପୂର୍ତ୍ତ ବିଭାଗ ରାସ୍ତାରେ ଦୁଇଟି ମୋଟର ସାଇକେଲ ମଧ୍ୟରେ ମୁହାଁ ମୁହିଁ ଧକ୍କାରେ ଗୁରୁତର ଆହତ…
Read More...

ଗୁଣ୍ଡିଚା ମନ୍ଦିରରେ ମତ୍ସ୍ୟ ଓ କତ୍ସପ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି

ବୌଦ୍ଧ : ରଥଯାତ୍ରାପରେ ଗୁଣ୍ଡିଚା ମନ୍ଦିରରେ ଦିନକ ବିଶ୍ରାମ ପରେ ଅବତାରୀ ବେଶରେ ଚତୁର୍ଦ୍ଧାମୂର୍ତ୍ତି ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ସକାଳୁ ଠାକୁରମାନଙ୍କ ନୀତିକାନ୍ତି ସମାପନ ପରେ ମଧ୍ୟାହ୍ନ ଭୋଗ ଲାଗି ହୋଇଥିଲା।…
Read More...

ପର୍ଯ୍ୟଟନ ପୁସ୍ତକ ଲୋକାର୍ପିତ, ଅନୁସନ୍ଧାନମୂଳକ ବିଷୟବସ୍ତୁ ପ୍ରକାଶ

ବୌଦ୍ଧ : ରିସେଣ୍ଟ୍ ଟ୍ରେଣ୍ଡସ ଇନ ଟୁରିିଜିମ ଆଣ୍ଡ ହସ୍ିପିଟାଲିଟି ଶିର୍ଷକ ଏକ ଗବେଷଣାତ୍ମକ ପୁସ୍ତକକୁ ଜଙ୍ଗଲ ଓ ପରିବେଶ,ପଞ୍ଚାତିରାଜ ଓ ଜଳସେଚନ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ତାଙ୍କ…
Read More...

ନ୍ୟାୟ ପାଇଁ ଦୁଇ ସନ୍ତାନକୁ ଧରି ଥାନାର ଦ୍ବାରସ୍ଥ ହେଲେ ପ୍ରଥମ ସ୍ତ୍ରୀ

ଫୁଲବାଣୀ : ନ୍ୟାୟ ପାଇବା ପାଇଁ ଦୁଇ ସନ୍ତାନକୁ ଧରି ଥାନାର ଦ୍ବାରସ୍ଥ ହେଲେ ୯ ମାସର ଗର୍ଭବତୀ। ଏଭଳି ଏକ ଘଟଣା କନ୍ଧମାଳ ଜିଲା କୋଟଗଡ ଥାନାରେ ଦେଖିବାକୁ ମିଳିଛି। ଥାନାରେ ଦ୍ୱାରସ୍ଥ ଦେଇଥିବା ଗର୍ଭବତୀ ମହିଳା ଜଣକ…
Read More...

କିନ୍ନରଙ୍କ ପାଇଁ ‘ସ୍ୱୀକୃତି’ ଯୋଜନାରେ ଅଧିକ ସୁବିଧା, ଛାତ୍ରାବାସ ଓ ଆର୍ଥିକ କାର୍ଯ୍ୟକଳାପ ପାଇଁ ସରକାରୀ ସହାୟତା

ଭୁବନେଶ୍ୱର: ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ କିନ୍ନରମାନଙ୍କ ନିରାପଦ ଭବିଷ୍ୟତ ଓ ଆର୍ଥିକ ନିର୍ଭରତା ନିମନ୍ତେ ‘ସ୍ୱୀକୃତି’ ଯୋଜନାରେ ସରକାର ବିଶେଷ ସୁବିଧା ମଞ୍ଜୁର କରିଛନ୍ତି। ସେମାନଙ୍କ…
Read More...

୫ଟି ଉପକ୍ରମରେ ପୁନଃନିର୍ମାଣ ହେବ ବାହାନଗା ହାଇସ୍କୁଲ, ୨.୪୯ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବାଲେଶ୍ବର ଜିଲାର ବାହାନଗା ହାଇସ୍କୁଲର ୫ଟି ଉପକ୍ରମରେ ପୁନଃନିର୍ମାଣ ହେବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ କୋଟି ୪୯ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ…
Read More...

ସେବା ସପ୍ତାହ ଅବସରରେ ସ୍ୱାସ୍ଥ୍ୟ ପରୀକ୍ଷା ଓ ସଚେତନ କାର୍ଯ୍ୟକ୍ରମ

ଫୁଲବାଣୀ:ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୫ତମ ପୂଣ୍ୟତିଥି ଅବସରରେ ଦୈନିକ ଖବର କାଗଜ ‘ସମାଜ’ ପକ୍ଷରୁ ପାଳନ ହେଉଥିବା ସେବା ସପ୍ତାହ ଅବସରରେ ଗୁରୁବାର କନ୍ଧମାଳ ଜିଲା ଟିକାବାଲି ସ୍ଥିତ ମା’ ଗୃହ ପରିସରରେ…
Read More...

ଗ୍ରାମ୍ୟ ଉନ୍ନୟନ ବିଭାଗର ସମୀକ୍ଷା ବୈଠକ, ବ୍ୟୟବରାଦ ଧାର୍ଯ୍ୟ ସମୟ ମଧ୍ୟରେ ସାରିବାକୁ ପ୍ରମୁଖ ଶାସନ ସଚିବଙ୍କ ଗୁରୁତ୍ୱ

ଭୁବନେଶ୍ୱର: ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ବିଭାଗ ଅଧିନରେ ଥିବା ସମସ୍ତ ଯୋଜନାର ସମୀକ୍ଷା କରିଛନ୍ତି। ଲୋକସେବା ଭବନସ୍ଥ ଗ୍ରାମ୍ୟ ଉନ୍ନୟନ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି…
Read More...

ଅଗ୍ନିକାଣ୍ଡରେ ୬୨ ମେଣ୍ଢା ଜୀବନ୍ତଦଗ୍ଧ

ହରଭଙ୍ଗା: ହରଭଙ୍ଗା ଥାନା ଅର୍ନ୍ତଗତ କୋଡାଶିଙ୍ଗା ଗ୍ରାମର ଶୁକଦେବ କର୍ଣ୍ଣଙ୍କ ମେଣ୍ଢା ଗୁହାଳରେ ଗୁରୁବାର ଅଗ୍ନିକାଣ୍ଡ ଘଟି ୬୦ଟି ମେଣ୍ଢା ଜୀବନ୍ତଦଗ୍ଧହୋଇଥିବା ସୂଚନା ମିଳିଛି। ଆଜି ସକାଳେ ଶୁକଦେବ ପାଳନକରିଥିବା…
Read More...

ରାଜ୍ୟ ଆହାର ସୋସାଇଟିକୁ ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ଆହାର କେନ୍ଦ୍ର ପରିଚାଳନା ପାଇଁ ଗଠିତ ରାଜ୍ୟସ୍ତରୀୟ ଆହାର କମିଟିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଟିରୁ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି।…
Read More...

ବ୍ଲକସ୍ତରୀୟ କ୍ରିକେଟ କପ ଉଦଯାପିତ, ଜାଜେସ ପଙ୍ଗା ବିଜୟୀ

ଫୁଲବାଣୀ/ଫିରିଙ୍ଗିଆ: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଜାଜେସ ପଙ୍ଗା ପଞ୍ଚାୟତ ଉପର ଦାମିଙ୍ଗିଆ ଖେଳ ପଡିଆରେ ଅନୁଷ୍ଠିତ ବ୍ଲକସ୍ତରୀୟ କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି। ଉପର ଦାମିଙ୍ଗିଆ ସ୍ପୋର୍ଟ୍ସ କ୍ଲବ…
Read More...