ଜଙ୍ଗଲରୁ ନିଖୋଜ ନାବାଳକର ମୃତଦେହ ଉଦ୍ଧାର

ଅନୁଗୁଳ: ଜଙ୍ଗଲରୁ ନିଖୋଜ ନାବାଳକର ଗଳିତ ମୃତଦେହ ଉଦ୍ଧାର ହୋଇଛି। କିଆକଟା ଥାନା ବାରେଣୀ ଜଙ୍ଗଲରୁ ନିଖୋଜ ନାବାଳକର ଗଳିତ ମୃତଦେହ ମିଳିଛି। ନିଖୋଜ ନାବାଳକର ମୃତ୍ୟୁ ନେଇ ଉତ୍ୟକ୍ତ ଲୋକ ରାସ୍ତାରୋକ କରିଛନ୍ତି ଏବଂ…
Read More...

ମେସରେ ସର୍ପାଘାତ, ଛାତ୍ରୀ ମୃତ

କେନ୍ଦୁଝର: ସାପ କାମୁଡ଼ାରେ ଜଣେ +୨ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଛାତ୍ରୀ ଜଣକ ପାଟଣା ବଜାର ନିକଟ ଏକ ଘରୋଇ ମେସରେ ରହି +୨ ପାଠ ପଢୁଥିଲେ। ଗତକାଲି ଶୋଇଥିବାବେଳେ ତାଙ୍କୁ ସାପ କାମୁଡ଼ି ଦେଇଥିଲା।…
Read More...

ଓଏସଏସସି ମାମଲା: କାର୍ଯ୍ୟାନୁଷ୍ଠାନ ପାଇଁ ବାଲେଶ୍ବର ଏସପି ଲେଖିଲେ ଚିଠି

ଭୁବନେଶ୍ବର: ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ(ଓଏସଏସସି) ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଡିପାର୍ଟମେଣ୍ଟାଲ ପ୍ରୋସିଡିଂ ତଥା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବାଲେଶ୍ବର ଏସପି ସାଗରିକା ନାଥ ଚିଠି ଲେଖିଛନ୍ତି।…
Read More...

ବିଦ୍ୟୁତ ଆଘାତରେ ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ

ପାଟଣା: ସାହାରାପଡା ବ୍ଲକ ଗଣ୍ଡବେଡା ପଞ୍ଚାୟତ ସରପଞ୍ଚ ଚପଳଚାନ୍ଦ ରଣସିଂ ଙ୍କ ପତ୍ନୀ ତଥା ପୂର୍ବତନ ସରପଞ୍ଚ ସେବତୀ ରଣସିଂ (୩୭)ଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି l ପାଇଖାନାରେ ଶୌଚ ପାଇଁ ଯାଇ ସେ ବିଦ୍ୟୁତ ଆଘାତ…
Read More...

‘କଳିଙ୍ଗ ଓ ଦକ୍ଷିଣପୂର୍ବ ଏସିଆ: ସଭ୍ୟତାଭିତ୍ତିକ ସମ୍ପର୍କ’ ଅନ୍ତର୍ଜାତୀୟ ସମ୍ମିଳନୀ ଉଦଘାଟିତ

ଭୁବନେଶ୍ୱର: କଳିଙ୍ଗ ଓ ଦକ୍ଷିଣପୂର୍ବ ଏସିଆ ଦେଶ ମଧ୍ୟରେ ସମ୍ପର୍କ ପ୍ରାଚୀନ ଓ ସୁଦୃଢ। କଳିଙ୍ଗର ନୌବାଣିଜ୍ୟ ପରମ୍ପରା, କଳା, ସାହିତ୍ୟ, ଭାସ୍କର୍ୟ୍ୟ ଓ ସ୍ଥାପତ୍ୟ ଆଦି ଦକ୍ଷିଣପୂର୍ବ ଏସିଆ ଦେଶମାନଙ୍କରେ ବେଶ…
Read More...

‘ମହୀୟସୀ ଗରୀୟସୀ: ଭାରତୀୟ ନାରୀପ୍ରତିମା’ ଏକ ସଂଗ୍ରହଣୀୟ ସଂକଳନ: ସଂସ୍କୃତି ମନ୍ତ୍ରୀ

ଭୁବନେଶ୍ୱର : ନିକଟରେ ଉନ୍ମୋଚିତ ହୋଇଯାଇଥିବା ସୁସାହିତ୍ୟିକା ଡକ୍ଟର ଇତି ସାମନ୍ତଙ୍କ ମନ୍ମୟ-ପ୍ରବନ୍ଧ ପୁସ୍ତକ ‘ମହୀୟସୀ ଗରୀୟସୀ: ଭାରତୀୟ ନାରୀପ୍ରତିମା’ ଏକ ସାର୍ଥକ ସୃଷ୍ଟି। ଏଥିରେ ଭାରତୀୟ ଜୀବନଧାରାକୁ ବହୁ…
Read More...

କିମ୍‍ସରେ ଜଟିଳ ମେରୁଦଣ୍ଡ ଅସ୍ତ୍ରୋପଚାର, ସଳଖିଲା ବଙ୍କା ମେରୁଦଣ୍ଡ

ଭୁବନେଶ୍ୱର: ମେରୁଦଣ୍ଡ ବଙ୍କା ହୋଇଯାଇଥିବା ଜନୈକା ବାଳିକାଙ୍କଠାରେ ସଫଳ ଅସ୍ତ୍ରୋପଚାର ଏହାକୁ ସଳଖ କରି ପାରିଛନ୍ତି କିମ୍‍ସର ଡାକ୍ତର । ସ୍କୋଲିଓସିସ୍ ନାମକ ଗୁରୁତର ମେରୁଦଣ୍ଡ ସମସ୍ୟା ସହ ଦୀର୍ଘ ଦିନ ଧରି ସଂଘର୍ଷ…
Read More...

ଶୌଚବେଳେ କୁମ୍ଭୀର ଟାଣିନେଲା, ବ୍ରାହ୍ମଣୀ ନଦୀରେ ନିଖୋଜ

ପଟ୍ଟାମୁଣ୍ଡାଇ: ଆଜି କୁଳସାହି ଗ୍ରାମର ଅମୂଲ୍ୟ ଦାସ ଶୌଚ ହେବା ପାଇଁ ବ୍ରାହ୍ମଣୀ ନଦୀକୁ ଯାଇଥିଲେ। ବ୍ରାହ୍ମଣୀ ନଦୀରେ ଶୌଚ ହେଉଥିବାବେଳେ କୁମ୍ଭୀର ତାଙ୍କୁ ଟାଣିନେଇଥିଲା। ବ୍ରହ୍ମଣୀ ନଦୀକୁ ଟାଣି ନେବା ପରେ ଅମୂଲ୍ୟ…
Read More...

ଗ୍ରାମ୍ୟ ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ, ଅଗଷ୍ଟରେ ସର୍ବନିମ୍ନ ୮ କୋଟି ଟଙ୍କା ଖର୍ଚ୍ଚ ପାଇଁ ନିର୍ଦେଶ

ଭୁବନେଶ୍ୱର: ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ସମସ୍ତ ଯୋଜନାର ସମୀକ୍ଷା କରିଛନ୍ତି ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ । ଲୋକ ସେବା ଭବନସ୍ଥ ଗ୍ରାମ୍ୟ ଉନ୍ନୟନ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି…
Read More...

ଓଡ଼ିଶାରେ ଓଏସଏସସି ପ୍ରଶ୍ନପତ୍ର ପ୍ରଘଟ, ବିହାର ସରକାରୀ ଅଧିକାରୀ ମାଷ୍ଟରମାଇଣ୍ଡ

ଭୁବନେଶ୍ବର: ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ(ଓଏସଏସସି) ଦ୍ବାରା ପରିଚାଳିତ ଜେଇ ସିଭିଲ ମେନ ପ୍ରଶ୍ନପତ୍ର ପ୍ରଘଟ ଘଟଣାର ପର୍ଦ୍ଦାଫାଶ ହୋଇଛି। ଓଡ଼ିଶାରେ ଅନୁଷ୍ଠିତ ଏହି ପରୀକ୍ଷାର ମାଷ୍ଟରମାଇଣ୍ଡ ଜଣେ ବିହାର ରାଜ୍ୟର…
Read More...

ପରିବର୍ତ୍ତନ ହିଁ ଏକମାତ୍ର ସତ୍ୟ, ବ୍ୟକ୍ତି ବଦଳିଲେ ବଦଳିବ ସମାଜ: ରାଷ୍ଟ୍ରପତି

ଭୁବନେଶ୍ବର: ଆଜି ୩ ଦିନିଆ ଓଡ଼ିଶା ଗସ୍ତ ସାରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦିଲ୍ଲୀ ଫେରିଯାଇଛନ୍ତି। ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ…
Read More...

ଆଜି ବି ହୋଇପାରିଲାନି ବନକଲାଗି ନୀତି, ୨୮ରେ ବସିବ ନୀତି ସବ-କମିଟି ବୈଠକ

ପୁରୀ: ଶ୍ରୀ ଜଗନ୍ନାଥ ମନ୍ଦିରରେ ଶ୍ରୀ ଜୀଉଙ୍କ ଶ୍ରୀମୁଖ ସିଂହାର ବିବାଦ ଯୋଗୁ ଆଜି ମଧ୍ୟ ହୋଇ ବନକ ଲାଗି ନୀତି ହୋଇପାରି ନାହିଁ। ଏହି ବିବାଦରେ ସମାଧାନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ସବ କମିଟିର ଜରୁରୀ…
Read More...

କଟକରେ ଆରବିଏଲ ବ୍ୟାଙ୍କର ନୂଆ ଶାଖା, ଗ୍ରାହକଙ୍କୁ ମିଳିବ ଗୁଣାତ୍ମକ ବ୍ୟାଙ୍କିଙ୍ଗ୍ ସେବା

ଭୁବନେଶ୍ୱର : କଟକ ଦୋଳମୁଣ୍ଡାଇରେ ଆରବିଏଲ୍ ବ୍ୟାଙ୍କର ନୂତନ ଶାଖା ଆରମ୍ଭ ହୋଇଛି । ବିଧାୟକ ସୌଭିକ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି । ଆରବିଏଲ୍ ବ୍ୟାଙ୍କର ପାନ୍ ଇଣ୍ଡିଆରେ ୫୨୦ଟି…
Read More...

କେନ୍ଦୁଝରରେ ଭର୍ଚୁଆଲ ଷ୍ଟୁଡିଓ ଆରମ୍ଭ, ଯୋଡ଼ିହେବ ଜିଲାର ୫-ଟି ଉପକ୍ରମରେ ରୂପାନ୍ତରିତ ବିଦ୍ୟାଳୟ

କେନ୍ଦୁଝରଗଡ: କେନ୍ଦୁଝର ସହରସ୍ଥିତ ଜନଜାତି ସାଧନ କେନ୍ଦ୍ର ପରିସରରେ ଭର୍ଚୁଆଲ ଷ୍ଟୁଡିଓ ଆରମ୍ଭ ହୋଇଛି। ଜିଲାପାଳ ଆଶିଷ ଆଜି ଏହାକୁ ଉଦ୍‍ଘାଟନ କରିଛନ୍ତି। ରାଜ୍ୟ ସରକାରଙ୍କ ସମଗ୍ର ଶିକ୍ଷା ଯୋଜନା ଅଧିନରେ ନିର୍ମିତ…
Read More...

ଦୁଷ୍କର୍ମକାରୀକୁ ୨୦ବର୍ଷ ଜେଲ, ୫୩ହଜାର ଟଙ୍କା ଜୋରିମାନା

କେନ୍ଦୁଝରଗଡ: ନାବାଳିକା ଦୁଷ୍କର୍ମକାରୀକୁ ଦୋଷୀ ସାବ୍ୟସ୍ତ କରି ଅତିରିକ୍ତ ଜିଲାଜଜ୍‍ ତଥା ସ୍ୱତନ୍ତ୍ର ବିଚାରପତି ପକ୍ସୋ କେନ୍ଦୁଝର ୨୦ବର୍ଷ ଜେଲ ଦଣ୍ଡାଦେଶ କରିଛନ୍ତି। ବଡବିଲ ଥାନା ଅଞ୍ଚଳର ଜଣେ ୧୪ବର୍ଷ…
Read More...

କୂଳ ଖାଇ ଜନବସତି ମୁଁହା ହେଉଛି ମହାନଦୀ

ବାଉଁଶୁଣି :ବୌଦ୍ଧ ଜିଲା ସଦର ବ୍ଲକ୍ ବାଉଁଶୁଣି ପଞ୍ଚାୟତ ଅନ୍ତର୍ଗତ ଗିଙ୍ଗିରାପଡ଼ା ଠାରେ ଦୀର୍ଘ ବର୍ଷ ହେଲା ବନ୍ୟା ସମୟରେ କୂଳ ଖାଇ ଜନବସତି ମୁଁହା ହେଉଛି ମହାନଦୀ। ଯାହାକି ଦିନକୁ ଦିନ ଭୟଭୀତ ଅବସ୍ଥାରେ ରହୁଛନ୍ତି…
Read More...

ରାଜ୍ୟସ୍ତରୀୟ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ଦ୍ୱାରା ୮ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍ଏଲ୍ଏସଡବ୍ଲ୍ୟୁସିଏ)ର ୧୨୦ତମ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ…
Read More...

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପ୍ରଚାର ଗାଡି ଶୁଭାରମ୍ଭ

ବୌଦ୍ଧ : ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଆସିଥିବା ପ୍ରଚାର ଗାଡିକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ଜିଲାପାଳ ନୃସିଂହ ଚରଣ ସ୍ବାଇଁ। ଏହି ଅବସରରେ ମୁଖ୍ୟ ଜିଲା କୃଷି ଅଧିକାରୀ ବସନ୍ତ କୁମାର ପାଣିଗ୍ରାହୀ,…
Read More...

କାଲି ରାଷ୍ଟ୍ରପତିଙ୍କ କଟକ ଗସ୍ତ: ବନ୍ଦ ରହିବ ୨୨ ଶିକ୍ଷାନୁଷ୍ଠାନ ସହ ୧୫ ସରକାରୀ କାର୍ଯ୍ୟାଳୟ

ଭୁବନେଶ୍ବର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି।  ଭୁବନେଶ୍ବରରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ…
Read More...

ଭୁବନେଶ୍ବରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ବିମାନବନ୍ଦରରେ ଭବ୍ୟ ସ୍ବାଗତ ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି। ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବାପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ…
Read More...

୩୪୫ ଲିଟର ବିଦେଶୀ ମଦ ଜବତ : ଅଭିଯୁକ୍ତ କୋର୍ଟ ଚାଲାଣ

ରେଙ୍ଗାଲି: ସମ୍ବଲପୁର ଜିଲା ଠେଲକୋଲୋଇ ଥାନା ଅନ୍ତର୍ଗତ ବୁଧିଆପାଲି ଗ୍ରାମ ରେ ବେଆଇନ ତଥା ଚୋରା ମଦ ବିକ୍ରି ହେଉଥିବାର ଖବର ପାଇ ପୁଲିସ ଚଡଉ କରି ୩୪୫ ଲିଟର (୧୧୦୩ ବୋତଳ) ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ଜବତ କରିଛି।…
Read More...

ପଣ୍ଡରୀପାଲିରେ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ଉଦଘାଟନ କଲେ ଜିଲାପାଳ

ରେଙ୍ଗାଲି: ସମ୍ବଲପୁର ଜିଲା ରେଙ୍ଗାଲି ବ୍ଳକ୍ ତବଡାବାହାଲ ଗ୍ରାମ ପଞ୍ଚାୟତର ପଣ୍ଡରୀପାଲି ଗ୍ରାମରେ ଆଜି ଜିଲାପାଳ ଅନନ୍ୟା ଦାସ ଏକ ହଜାର ଲିଟର କ୍ଷମତା ବିଶିଷ୍ଟ ଦୁଗ୍ଧ ଶୀତଳିକରଣ କେନ୍ଦ୍ର ଉଦଘାଟନ କରିଛନ୍ତି। ଦୁଗ୍ଧ…
Read More...

ବିଶ୍ବନାଥପୁରରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁରସ୍ଥିତ ବ୍ଲକ ସମ୍ମିଳନୀ କକ୍ଷ ପରିସରରେ କଳାହାଣ୍ଡି ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି ! ଏଥିରେ କଳାହାଣ୍ଡି ଜିଲାପାଳ ପି.…
Read More...

ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବିଜ୍ଞାନ ପ୍ରଦର୍ଶନୀ, ପ୍ରଦର୍ଶିତ ହେଲା ୪୭୪ ଟି ପ୍ରକଳ୍ପ

ରେଙ୍ଗାଲିକ୍ୟାମ୍ପ: ଦେଶର ବିକାଶ ପାଇଁ ନାରା ଥିଲା ଜୟ ଜୱାନ ଜୟ କିଷାନ୍। କିନ୍ତୁ ବିଜ୍ଞାନର ଜୟ ଯାତ୍ରା ଆଜି ତାକୁ ପରିବର୍ତ୍ତନ କରି ଦେଇପାରିଛି। ଆଜିର ସ୍ଲୋଗାନ ଜୟ ବିଜ୍ଞାନ,ଜୟ ଅନୁସନ୍ଧାନ। ଛାତ୍ରଛାତ୍ରୀଙ୍କ…
Read More...

୫ ଛାତ୍ରଛାତ୍ରୀ ଅସୁସ୍ଥ, କାରଣ ଅସ୍ପଷ୍ଟ

ବଣାଇ: ବଣାଇର ଏକ ଘରୋଇ ହଷ୍ଟେଲରେ ରହୁଥିବା ୫ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ଲହୁଣିପଡ଼ା ବ୍ଲକ ଟିଙ୍କୋ ହାଇସ୍କୁଲର ୫ ଛାତ୍ରଛାତ୍ରୀ ଅସୁସ୍ଥ ଥିବା ସୂଚନା ମିଳିଛି। ଗୁରୁତର ସମସ୍ତ ଛାତ୍ରଛାତ୍ରୀଙ୍କୁ…
Read More...

ବଙ୍ଗୋପ ସାଗରରେ ସୃଷ୍ଟି ହେଲା ଲଘୁଚାପ, ଅଧିକ ଘନିଭୂତ ହୋଇ ଅବପାତର ରୂପ ନେବା ସମ୍ଭାବନା

ଭୁବନେଶ୍ବର: ବଙ୍ଗୋପ ସାଗରରେ ସୃଷ୍ଟି ହେଲା ଲଘୁଚାପ। ଏହା ଅଧିକ ଘନିଭୂତ ହୋଇ ଅବପାତର ରୂପ ନେବା ସମ୍ଭାବନା ରହିଛି। ଆସନ୍ତା ୨୬ ତାରିଖ ବେଳକୁ ଅବପାତର ରୂପ ନେବା ନେଇ ଆକଳନ କରାଯାଇଛି। ଏହାର ପ୍ରଭାବରେ ପ୍ରବଳରୁ ଅତି…
Read More...

ମନ୍ଦିର ହୁଣ୍ଡି ଭାଙ୍ଗି ଭକ୍ତଙ୍କ ଲକ୍ଷାଧିକ ଦାନ ଅର୍ଥ ଲୁଟ୍‍

କେନ୍ଦୁଝରଗଡ : କେନ୍ଦୁଝର ସହର ଉପକଣ୍ଡ ବୋଦାପଳସାସ୍ଥିତ ଚନ୍ଦ୍ରଶେଖର ମହାଦେବ ମନ୍ଦିର ମୁଖ୍ୟ ଦ୍ୱାର ତାଲା ଭାଙ୍ଗି ମନ୍ଦିର ପରିସରରେ ଥିବା ହୁଣ୍ଡିକୁ ଭାଙ୍ଗି ଭକ୍ତଙ୍କ ଦାନ ଅର୍ଥ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା…
Read More...

ଶିକ୍ଷାର ବିକାଶ ପାଇଁ ଉତ୍ସର୍ଗୀକୃତ ହୁଅନ୍ତୁ ଶିକ୍ଷା ସେବା ଅଧିକାରୀ

ଭୁବନେଶ୍ୱର: ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ନବନିଯୁକ୍ତ ଓଡିଶା ଶିକ୍ଷା ସେବା(ଓଇଏସ୍‌) ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ନିଯୁକ୍ତି…
Read More...

ଝାରସୁଗୁଡ଼ାରେ ସେକ୍ସ ରାକେଟ ଠାବ, ୧୪ ଗିରଫ

ଝାରସୁଗୁଡ଼ା: ରାତି ଅଧିଆ ହୋଟେଲରେ ପୁଲିସ ଚଢ଼ାଉ କରି ସେକ୍ସ ରାକେଟ ଅଭିଯୋଗରେ ୧୪ଜଣଙ୍କୁ ଗିରଫ କରିଛି। ଝାରସୁଗୁଡ଼ା ଅଞ୍ଚଳର ପଞ୍ଚପଡ଼ା ନିକଟ ଏକ ହୋଟେଲରେ ପୁଲିସ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ପୁଲିସ ୧୩ଜଣ…
Read More...

ହାତୀ ଆକ୍ରମଣରେ ମହିଳା ମୃତ

କୋଇଡ଼ା: ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମହିଳାଙ୍କ ଘର ସାମ୍ନାକୁ ହାତୀପଲ ଚାଲି ଆସିଥିଲେ। ଘର ସାମ୍ନାରେ ହାତୀ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।…
Read More...

ହୀରାକୁଦରେ ଖୋଲିଲା ୮ ଫାଟକ, ବଢୁଛି ଜଳଭଣ୍ଡାରର ଜଳସ୍ତର

ଭୁବନେଶ୍ବର: ଉପରମୁଣ୍ଡରେ ପ୍ରବଳ ବର୍ଷା ଲାଗି ରହିିଥିବାରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଜଳସ୍ତର ବଢୁଥିବାରୁ ଖୋଲାଗଲା ହୀରାକୁଦରେ ମୋଟ ୮ଟି ଗେଟ୍ ଖୋଲାଯାଇ ବନ୍ୟାଜଳ ଛଡାଯାଉଛି ।…
Read More...

ଜାମିନ ରଦ୍ଦ କରି ଟିଟୋକୁ ଗିରଫ ନିର୍ଦେଶ

ଭୁବନେଶ୍ବର: ପୁଣି ଟାର୍ଗେଟରେ ଗ୍ୟାଙ୍ଗଷ୍ଟାର ଟିଟୋ। ଗ୍ୟାଙ୍ଗଷ୍ଟାର ଟିଟୋକୁ ଗିରଫ କରିବାକୁ ଆଜି ହାଇକୋର୍ଟଙ୍କ ନିର୍ଦେଶ ଦେଇଛନ୍ତି। ପୂର୍ବରୁ ପାଇଥିବା ଜାମିନ ରଦ୍ଦ କରି ଗିରଫ କରିବାକୁ କୋର୍ଟ ପକ୍ଷରୁ ନିର୍ଦେଶ…
Read More...

କନ୍ଧମାଳ ଜିଲା ଟାଏକୋଣ୍ଡୋ ପ୍ରତିଯୋଗିତା

ଫୁଲବାଣୀ: ଫୁଲବାଣୀ ସ୍ଥିତ ଜିଲା କ୍ରୀଡା ଇଣ୍ଡୋରହଲ ଠାରେ ଫୁଲବାଣୀ ମାର୍ଶାଲ ଆର୍ଟ୍ସ ଏକାଡେମୀ ଓ କନ୍ଧମାଳ ଜିଲା ଟାଏକୋଣ୍ଡୋ ସଂଘ ମିଳିତ ଭାବେ ଚତୁର୍ଥ କନ୍ଧମାଳ ଜିଲା ଟାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇ…
Read More...

ନାବାଳିକାକୁ ଅସଦାଚରଣ ମାମଲା, ଅଭିଯୁକ୍ତ ଗିରଫ

ଆଠଗଡ; ଆଠଗଡ ଥାନା ଅନ୍ତର୍ଗତ ମହାକାଳବସ୍ତ ପଞ୍ଚାୟତ ଅଧିନ ଦହିସରା ଗ୍ରାମର ଜଣେ ନାବାଳିକାକୁ ଅସଦାଚରଣ ମାମଲାରେ ଆଠଗଡ ପୁଲିସ ପକ୍ସୋ ଆଇନ ଅନୁସାରେ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡିଛି। ଥାନାରେ ପୀଡିତାଙ୍କ ବାପା…
Read More...

ତେଲେଣ୍ଡା ଠାରେ ମେଗା ସ୍ୱାସ୍ଥ୍ୟ ଶିବିର

ବୀରମହାରାଜପୁର : କଟକ ସାମନ୍ତସାହି କେନାଲ ରୋଡ ସ୍ଥିତ ଚିତ୍ତଜ୍ଞାନୀ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୪୭ତମ ମେଗା ସ୍ୱାସ୍ଥ୍ୟ ଶିବିର ରବିବାର ସୁବର୍ଣ୍ଣପୁର ଜିଲ୍ଲା ନିମ୍ନା ପଞ୍ଚାୟତ ଅନ୍ତର୍ଗତ ତେଲେଣ୍ଡା ଠାରେ…
Read More...

ପ୍ରତିଶ୍ରୁତି ପୂରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ଚାଳକ ମହାସଂଘ

ଭୁବନେଶ୍ବର: ପୁଣି ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ଚାଳକ ମହାସଂଘ। ରାଜ୍ୟ ସରକାର ଦାବି ପୂରଣ କରୁନଥିବାରୁ ଆଜି ଚାଳକ ମହାସଂଘ ଆସନ୍ତା ୩୦ ପର୍ଯ୍ୟନ୍ତ ମହଲତ ଦେବା ସହିତ ସରକାରଙ୍କୁ ପ୍ରତିଶ୍ରୁତି ପାଳନ ପାଇଁ ଦାବି…
Read More...

ଅଳ୍ପକେ ବର୍ତ୍ତିଲେ ୩ ଯୁବକ, ବୁଡ଼ି ଯାଉଥିବାବେଳେ ଉଦ୍ଧାର କଲେ ମତ୍ସ୍ୟଜୀବୀ ଓ ଲାଇଭ ଗାର୍ଡ

ପାରାଦୀପ: ପାରାଦୀପ ବତୀଘର ନିକଟ ସମୁଦ୍ରରେ ଗାଧୋଇବାବେଳେ ଅଘଟଣ। ସମୁଦ୍ରରେ ଗାଧୋଉଥିବାବେଳେ ବୁଡ଼ି ଯାଉଥିବା ୩ ଯୁବକ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ୩ ଯୁବକ ବୁଡ଼ି ଯାଉଥିବା ଦେଖିବାକ୍ଷଣି ମତ୍ସ୍ୟଜୀବୀ ଓ ଲାଇଭ…
Read More...

ଜମି ଭାଗବଣ୍ଟାକୁ ନେଇ ଦାଦାର ଆକ୍ରମଣ: ପୁତୁରା ଓ ଭାଉଜ ଗୁରୁତର

କାମାକ୍ଷାନଗର: କାମାକ୍ଷାନଗର ଉପଖଣ୍ଡର ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ଭୁବନେ ଥାନା ଅନ୍ତର୍ଗତ କୁମ୍ଭାର ସାହିରେ ଜମି ଭାଗ ବଣ୍ଟା ନେଇ ଦାଦା ଆକ୍ରମାଣରେ ପୁତୁରା ଓ ଭାଉଜ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ…
Read More...

ବିଷାକ୍ତ ଛତୁ ଖାଇ ୪ ଗୁରୁତର

ଵଣାଇ : ବଣାଇ ଉପଖଣ୍ଡ ଲହୁଣୀପଡ଼ା ବ୍ଲକ ଅନ୍ତର୍ଗତ ତାଳଵାହାଳି ପଞ୍ଚାୟତ ମଦନପୁର ଗ୍ରାମର ଗୋଟିଏ ପରିବାରର ୪ଜଣ ବିଷାକ୍ତ ଛତୁ ଖାଇ ଗୁରୁତର ଅସୁସ୍ଥ ହୋଇଥିବା ଜଣାପଡିଛି। ସେମାନଙ୍କୁ ଚିକିତ୍ସା ପାଇଁ ବଣାଇଁ ଉପଖଣ୍ଡର…
Read More...

ପୁରୀବାସୀଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର ପଶ୍ଚିମ ଦ୍ବାର, ପରିଚୟପତ୍ର ଦେଖାଇ କରିପାରିବେ ପ୍ରବେଶ

ଭୁବନେଶ୍ବର: ଆସନ୍ତାକାଲିଠାରୁ ପୁରୀବାସୀଙ୍କ ପାଇଁ ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ଖୋଲାଯିବା ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ହୋଇଛି ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଜିଲାପାଳ, ଆରକ୍ଷୀ ଅଧିକ୍ଷକ,…
Read More...

ଓଏସଏସସି ଜେଇ ସିଭିଲ ମେନ ପରୀକ୍ଷା ରଦ୍ଦ, ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗରେ ୯ ଗିରଫ

ଭୁବନେଶ୍ବର: ଓଡ଼ିଶା ଷ୍ଟାଫ ସିଲେକସନ କମିଶନ(ଓଏସଏସସି) ଦ୍ବାରା ପରିଚାଳିତ ଜୁନିୟର ଇଞ୍ଜିନିୟର(ଜେଇ) ସିଭିଲ ମେନ ପରୀକ୍ଷା ରଦ୍ଦ କରାଯାଇଛି। ଓଏସଏସସି ଦ୍ବାରା ଗତ ୧୬ ତାରିଖରେ ଅନୁଷ୍ଠିତ ହୋଇଥିବା ଜୁନିୟର…
Read More...

ଆସୁଛି ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ବର: ବଙ୍ଗୋପ ସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ବୋଲି…
Read More...

ଓଡ଼ିଶା କଷ୍ଟମ୍ସ୍ ବ୍ରୋକରସ୍ ଆସୋସିଏସନ ପ୍ରଥମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର : ଓଡ଼ିଶା କଷ୍ଟମ୍ସ୍ ବ୍ରୋକରସ୍ ଆସୋସିଏସନ୍ର ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ସନ୍ତୋଷ କୁମାର ଷଡ଼ଙ୍ଗୀ, ମହାନିର୍ଦ୍ଦେଶକ ବୈଦେଶିକ ବାଣିଜ୍ୟ ବିଭାଗ ଭାରତ ସରକାର, ମୁଖ୍ୟ ବକ୍ତା…
Read More...

ସେବିକାର ସେବା ଏକ ଅନନ୍ୟ ବୃତ୍ତି, ସେବାଭାବପୂର୍ଣ୍ଣ ହୋଇ କାର୍ଯ୍ୟକରିବା ସେମାନଙ୍କ ଭୂଷଣ

ଗୁରୁଡିଝାଟିଆ : ସେବିକା ଏକ ବୃତ୍ତି ନୁହେଁ ବ୍ରତ। ପ୍ରତ୍ୟାଶା ବିହୀନ ନିଃସ୍ୱାର୍ଥପର ସେବା ପ୍ରତ୍ୟେକ ସେବିକାଙ୍କ ଭୂଷଣ ହେବା ଆବଶ୍ୟକ। ରୋଗୀଙ୍କ ହୃଦୟର ଭାଷା ଓ ଭାବ ବୁଝି ସେମାନଙ୍କ ମୁହଁରେ ଚେନାଏ ହସ ସୃଷ୍ଟି କଲେ…
Read More...

ବୁଡ଼ିଗଲା ଭୁଟୁଭୁଟି, ଜଣେ ନିଖୋଜ

ବାଲେଶ୍ବର: ବାହାବଳପୁର ନିକଟରେ ବୁଡ଼ିଗଲା ଭୁଟୁଭୁଟି। ଭୁଟୁଭୁଟି ବୁଡ଼ି ଯିବାରୁ ଏଥିରେ ଥିବା ୭ଜଣ ମତ୍ସ୍ୟଜୀବୀଙ୍କ ମଧ୍ୟରେ ଜଣେ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ଭୁଟୁଭୁଟିରେ ସମୁଦ୍ରକୁ ୭ ମତ୍ସ୍ୟଜୀବୀ ମାଛ ମାରିବା…
Read More...

ଏକକ ସଂହିତା ପ୍ରଣୟନ କଲେ ସମ୍ବିଧାନ, ଗଣତନ୍ତ୍ର ଓ ଦେଶର ପ୍ରଗତି ସମ୍ଭବ

ଗୋପାଳପୁର : ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ପିଜି କାଉନସିଲ ସମ୍ମିଳନୀ କକ୍ଷରେ ଏକ ସ୍ବତନ୍ତ୍ର ବକ୍ତୃତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶଙ୍କ…
Read More...

ସ୍ୱଂୟ ଶାସିତ ମହାବିଦ୍ୟାଳୟ ପୂର୍ବସ୍ଥିତି ଫେରାଇ ଆଣିବା ପାଇଁ ସବୁ ପ୍ରକାର ଉଦ୍ୟମ କରାଯିବ

ଫୁଲବାଣୀ:କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଆଜି ଫୁଲବାଣୀସ୍ଥିତ ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଭେଟି ସେମାନଙ୍କ ଭଲମନ୍ଦ ବୁଝିଥିଲେ। ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କରିଥିଲେ ଏବଂ ସେମାନେ…
Read More...

ଫ୍ଲିପ୍କାର୍ଟ ହବ୍ ସେଣ୍ଟରରେ କର୍ମଚାରୀଙ୍କ ଆନ୍ଦୋଳନ

ଚୌଦ୍ୱାର : ଚୌଦ୍ୱାର ଥାନା ଅଧିନ ଇନ୍ଦ୍ରାଣିପାଟଣା ପଞ୍ଚାୟତରେ ଥିବା ଠାରେ ଥିବା ଫ୍ଲିପ୍କାର୍ଟ କମ୍ପାନୀର ହବସେଣ୍ଟରରେ କାର୍ଯ୍ୟରତ କର୍ମଚାରୀ ଶନିବାର ବିଭିନ୍ନ ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ। ସକାଳ…
Read More...

ଟେଣ୍ଟହାଉସ ମାଲିକଙ୍କ ମୃତଦେହ କେନାଲରୁ ଜବତ

ପିପିଲି:ପିପିଲି ଥାନା ଅନ୍ତର୍ଗତ ଜଗନ୍ନାଥପୁର ସ୍ଥିତ ସାକ୍ଷୀଗୋପାଳ ବ୍ରାଞ୍ଚ କେନାଲରୁ ଜଣେ ଟେଣ୍ଟହାଉସ୍‍ ମାଲିକଙ୍କ ମୃତଦେହକୁ ଭାସମାନ ଅବସ୍ଥାରେ ଶନିବାର ପୁଲିସ ଉଦ୍ଧାର କରିଛି। ମୃତକଙ୍କ ନାମ ନରେନ୍ଦ୍ର ସାହୁ (୫୦)…
Read More...

କମେଣ୍ଟ ମରାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ, ଫାଟକରେ ତାଲା ପକାଇଲେ ଅଭିଭାବକ

ହରଭଙ୍ଗା: ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ଲୁଣିବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ସହପାଠୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳକୁ କେନ୍ଦ୍ରକରି ଅସନ୍ତୋଷ ଅଭିଭାବକ…
Read More...

ଦୁଷ୍କର୍ମୀକୁ ୨୦ ବର୍ଷ ସଜା, ୪ ଲକ୍ଷ ଟଙ୍କା କ୍ଷତିପୂରଣ

ବାଲେଶ୍ବର: ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ୨୦ବର୍ଷ ସଜା ହୋଇଛି। ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଦୋଷୀ ସୁବାସ ମଲ୍ଲିକକୁ ସଜା ଶୁଣାଇଛନ୍ତି। ୨୦୨୨ରେ ସିମୁଳିଆ ଥାନା ଅଞ୍ଚଳରେ ଦୁଷ୍ମର୍ମ ପାଇଁ ସ୍ବତନ୍ତ୍ର ପୋକ୍ସୋ…
Read More...

ପୁରସ୍କୃତ ହେବେ ୩ ବନ କର୍ମଚାରୀ

ବାରିପଦା:ସାହସିକତାପାଇଁ ୩ ବନ କର୍ମଚାରୀ ପୁରସ୍କୃତ ହେବେ। କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ୩ ବନ କର୍ମଚାରୀଙ୍କୁ ପୁରସ୍କୃତ କରିବ। ୨ ଜଣଙ୍କୁ ମରଣୋତ୍ତର ସମେତ ଅନ୍ୟ ଜଣେ ବନ କର୍ମଚାରୀଙ୍କୁ ପୁରସ୍କୃତ କରାଯିବ।…
Read More...

ରମାଦେବୀଙ୍କ ତ୍ୟାଗ ଓ ସଂଗ୍ରାମର ବାସ୍ନା ଯୁବପିଢ଼ିଙ୍କ ମଧ୍ୟରେ ଭରି ଦିଆଯାଉ

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ଆଜି ମା’ ରମାଦେବୀଙ୍କର ୩୮ତମ ପୂଣ୍ୟତିଥୀ ପାଳିତ ହୋଇଯାଇଛି। କୁଳପତି ପ୍ରଫେସର ଅପରାଜିତା ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…
Read More...

ସେପ୍ଟେମ୍ବର ସୁଦ୍ଧା ଭୁବନେଶ୍ୱରରୁ ଆରମ୍ଭ ହେବାକୁ ଯାଉଛି ଏୟାର କାର୍ଗୋ ସେବା: ଏମଏସଏମଇ ସଚିବ

-ଓଡ଼ିଶାକୁ ଫାର୍ମା ଏବଂ ପ୍ଲାଷ୍ଟିକ କ୍ଷେତ୍ରରେ ପୁଞ୍ଜିନିବେଶ କରିବାର ଆବଶ୍ୟକତା ରହିଛି: ଡିଜିଏଫଟି ଡିଜି ଭୁବନେଶ୍ୱର: ୱାର୍ଲ୍ଡ ଟ୍ରେଡ୍ ସେଣ୍ଟର ଭୁବନେଶ୍ୱର ପକ୍ଷରୁ ବିଶ୍ୱ ବାଣିଜ୍ୟ ଦିବସ ଓ ବାର୍ଷିକ ସଦସ୍ୟ…
Read More...

ଦେଶର ବିକାଶକୁ ଆଉ ଏକ ମାଇଲଖୁଣ୍ଟ ଆଡକୁ ନେଇଯିବ ଛାତ୍ରଛାତ୍ରୀଙ୍କ ବିଜ୍ଞାନ ଓ ଗବେଷଣା ପ୍ରତି ଉତ୍ସାହ

ଗୋପାଳପୁର: ବ୍ରହ୍ମପୁର ଭାରତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ(ଆଇଜର)ର ତୃତୀୟ ସମାବର୍ତ୍ତନ ଉତ୍ସବ ଲାଉଡିଗାଁ ସ୍ଥିତ ଆଇଜର କ୍ୟାମ୍ପସ ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ନିର୍ଦେଶକ ପ୍ରଫେସର ଅଶୋକ କୁମାର…
Read More...

ଓଭର ବ୍ରିଜ ରାସ୍ତାରେ ନିମ୍ନ ମାନର ପଥର ପ୍ୟାଚିଂ, ବିପଦ ସଙ୍କୁଳ ସର୍ଭିସ୍ ରୋଡ

ପାଟଣା: ବହୁ ବିଳମ୍ବରେ ଢେଙ୍କିକୋଟ ଓଭର ବ୍ରିଜ ରାସ୍ତାର ଉଭୟ ପାର୍ଶ୍ଵ ପଥର ପ୍ୟାଚିଂ କାମ ଆରମ୍ଭ ହୋଇଛି। ୨୦ ନଂ ଜାତୀୟ ରାଜପଥ ଅନ୍ତର୍ଗତ ଢେଙ୍କିକୋଟ ଏକ ବ୍ୟସ୍ତ ବହୁଳ ବଜାର ଅଞ୍ଚଳ ହୋଇଥିବା ବେଳେ ଜାତୀୟ ରାଜପଥ…
Read More...

ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ, ‘ମିଶନ ଶକ୍ତି ସ୍କୁଟର ଯୋଜନା’ ସମେତ ମୋଟ ୧୭ଟି ପ୍ରସ୍ତାବକୁ…

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‍ ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ କ୍ୟାବିନେଟ୍‌ର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ମିସନ ଶକ୍ତି…
Read More...

ସ୍ବତନ୍ତ୍ର ଓଜେଇ ପରୀକ୍ଷାଫଳ ପ୍ରକାଶ, ବି.ଟେକରେ ୮,୬୫୫ ଛାତ୍ରଛାତ୍ରୀଙ୍କୁ ମିଳିଲା ରାଙ୍କ କାର୍ଡ

ଭୁବନେଶ୍ବର: ଆଜି ପ୍ରକାଶ ପାଇଛି ଦ୍ୱିତୀୟ ତଥା ସ୍ବତନ୍ତ୍ର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ)। ଜୁନ୍ ୨୬ ରୁ ୨୯ ତାରିଖ ପର୍ଯ୍ୟନ୍ତ ହୋଇଥିବା ଏହି ପରୀକ୍ଷାରେ ବି. ଟେକରେ ୮ହଜାର ୬୫୫ଜଣଙ୍କୁ ରାଙ୍କ କାର୍ଡ…
Read More...

ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ୟ୍ୟକ୍ରମର ସଫଳ ରୂପାୟନ ଏବଂ ଅର୍ଥନୈତିକ ସାମର୍ଥ୍ୟ ବୃଦ୍ଧିରେ ଏହା ଲାଭଦାୟକ ହେବ

ଭୁବନେଶ୍ୱର: ରାଜ୍ୟ ଲୋକସେବା ଭବନରେ ଆଜି ଓଡ଼ିଶା ସରକାର ଏବଂ ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ ଅଫ୍ ଗ୍ଲୋବାଲ ଚେଞ୍ଜ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି। ଏହା ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ୟ୍ୟକ୍ରମର…
Read More...

ଦୁର୍ଘଟଣାରେ ସାଇକେଲ ଆରୋହୀ ମୃତ

ଚୌଦ୍ୱାର : ୫୫ନଂ ଜାତୀୟ ରାଜପଥର ଚୌଦ୍ୱାର କଲେଜ ପାଖ ଧୂମାବତୀ ଛକ ନିକଟରେ ଏକ ମଟର ସାଇକେଲ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଚୌଦ୍ୱାର ପୌରପାଳିକା ୧୩ନଂ ୱାର୍ଡ ପାଇକରାପୁର ଗ୍ରାମର…
Read More...

ଅଟୋରୁ ମିଳିଲା ୪୦ କିଲୋ ଗଞ୍ଜେଇ,୩ଗିରଫ

ଫୁଲବାଣୀ : ଫୁଲବାଣୀ ଅବକାରୀ ମୋବାଇଲ ୟୁନିଟ ଆଜି ସକାଳେ ପାଟ୍ରୋଲିଂ କରୁଥିବା ବେଳେ ଫୁଲବାଣୀ ସଦର ଥାନା ଅନ୍ତର୍ଗତ ରାଣୀପଥର ଚେକ୍ ଗେଟ୍ ଗୋଟିଏ ଅଟକୁ ଅଟକାଇ ଯାଞ୍ଚ କରିଥିଲେ। ସେହି ଅଟୋ ରୁ୪୦କିଲୋ ଗଞ୍ଜେଇ ବାହାରି…
Read More...

ଓଡ଼ିଶାର କୃଷି ତଥା ଜନଜାତି ବର୍ଗର ସାମଗ୍ରିକ ଉନ୍ନତି ପାଇଁ ପଦ୍ମଶ୍ରୀ ଅଜୟ ପରିଡ଼ାଙ୍କ ଅବଦାନ ଥିଲା ଅତୁଳନୀୟ

ଭୁବନେଶ୍ବର: ଜୀବ ବିଜ୍ଞାନ ପ୍ରତିଷ୍ଠାନ(ଆଇଏଲଲସ)ପରିବାର ତରଫରୁ ପୂର୍ବତନ ନିର୍ଦେଶକ ଡ. ଅଜୟ ପରିଡ଼ାଙ୍କ ପୁଣ୍ୟ ତିଥିରେ ତାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଡ.ପରିଡ଼ାଙ୍କ ଓଡ଼ିଶା ବିକାଶରେ ତାଙ୍କର…
Read More...

ୟୁନିଟ୍-୯ ବାଳିକା ଉଚ୍ଚ ବିଦ୍ୟାଳୟ ସ୍ଥାନାନ୍ତରଣ ନେଇ ଆଲୋଚନା, ସାମିଲ ହେଲେ ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟି ଓ…

ଭୁବନେଶ୍ୱର: ୟୁନିଟ୍-୯ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ନେଇ ସୃଷ୍ଟି ହୋଇଥିବା ସମସ୍ୟା ଖୁବ୍ ଶୀଘ୍ର ସମାଧାନ ହେବ। ଏହି ପରିପ୍ରେକ୍ଷୀରେ ଗୁରୁବାର ଦିନ ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟି ଓ ଶିକ୍ଷକ…
Read More...

ଆଗକୁ ଗଡ଼ିଗଲା ସବାରୀ; ୮ଯାତ୍ରୀ ଲହୁଲୁହାଣ

ନୀଳଗିରି: ନୀଳଗିରିରୁ ପଞ୍ଚଲିଙ୍ଗେଶ୍ୱରକୁ ଯାଉଥିବା ଏକ ଯାତ୍ରୀବାହୀ ସବାରୀ ଗାଡ଼ି ଷ୍ଟାର୍ଟରେ ଠିଆ ହୋଇଥିବା ସମୟରେ ହଠାତ ଆଗକୁ ଗଡ଼ିଯିବାରୁ ୮ଜଣ ଯାତ୍ରୀ ଲହୁଲୁହାଣ ହୋଇଛନ୍ତି। ଏହି ଦୁର୍ଘଟଣା ଯୋଗୁ ସମସ୍ତ ଯାତ୍ରୀ…
Read More...

ସମ୍ବଲପୁରରେ ଧାର୍ମିକ ଶୋଭାଯାତ୍ରା ବନ୍ଦ

ଭୁବନେଶ୍ବର: ସମ୍ବଲପୁରେ ଧାର୍ମିକ ଶୋଭାଯାତ୍ରା ବନ୍ଦ। ସମ୍ବଲପୁରରେ ବର୍ଷେ ପାଇଁ ସମସ୍ତ ଧାର୍ମିକ ଶୋଭାଯାତ୍ରା ବନ୍ଦ ନିଷ୍ପତ୍ତି ନିଆଯାଇଛି। ଧାର୍ମିକ ଶୋଭାଯାତ୍ରା ବନ୍ଦ ପାଇଁ ଶାନ୍ତି କମିଟି ବୈଠକରେ ନିଷ୍ପତ୍ତି…
Read More...

ଉମାକାନ୍ତ ନାୟକ ଚୌଦ୍ୱାର ଏସଡିପିଓ ଭାବେ ଯୋଗଦାନ

ଗୁରୁଡିଝାଟିଆ: ଆଜି ଚୌଦ୍ୱାର ଏସଡିପିଓ ଭାବେ ଉମାକାନ୍ତ ନାୟକ ଯୋଗ ଦେଇଛନ୍ତି। ଏହି ଅବସରରେ ଟାଙ୍ଗି, ଗୁରୁଡିଝାଟିଆ ଓ ଖୁଣ୍ଟୁଣୀ ଥାନା ପକ୍ଷରୁ ଏସଡିପିଓ ଶ୍ରୀ ନାୟକଙ୍କୁ ସ୍ୱାଗତ କରାଯାଇଛି। ରାଜପଥ ଅପରାଧକୁ ରୋକିବା,…
Read More...

ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ର ପ୍ରତିଷ୍ଠା ଦିବସ ପାଳିତ

ପିପିଲି:ରାଜଧାନୀ ଭୁବନେଶ୍ୱର ଉପକଣ୍ଠ କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା (ସିଫା) ଓ କୃଷି ବିଜ୍ଞାନ କେନ୍ଦ୍ର (କେଭିକେ), ଖୋର୍ଦ୍ଧାର ମିଳିତ ଆନୁକୁଲ୍ୟରେ ଭାରତୀୟ କୃଷି ଅନୁସନ୍ଧାନ…
Read More...

ପୋଷାକ ବିତରଣ ଉତ୍ସବ

ଧାମରା: ଧାମରା ନିକଟସ୍ଥ ଯଶୀପୁର ଗ୍ରାମପଞ୍ଚାୟତ ଅଧିନସ୍ଥ ମଲ୍ଲୀଲତା ଦାସ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ପ୍ରଧାନଶିକ୍ଷକ ଶଶିକାନ୍ତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି…
Read More...

ଖଡଗ ନଦୀଗର୍ଭ ଜଳାଶୟକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ଖର୍ଚ୍ଚ ହେବ ୧୨୬ କୋଟି ଟଙ୍କା

ଭୁବନେଶ୍ୱର: ଖଡଗ ନଦୀରେ ନିର୍ମାଣ ହେବ ନଦୀଗର୍ଭ ଜଳାଶୟ। ୧୨୬ କୋଟି ଟଙ୍କାର ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ପୂର୍ବରୁ ଏହି ପ୍ରକଳ୍ପକୁ ବୈଷୟିକ ପରାମର୍ଶଦାତା କମିଟି ମଧ୍ୟ…
Read More...

ବୌଦ୍ଧଜିଲାକୁ ମିଳିଲା ସମ୍ମାନଜନକ ‘ଭୂମି ସମ୍ମାନ’, ରାଷ୍ଟ୍ରପତିଙ୍କଠାରୁ ସମ୍ମାନ ଗ୍ରହଣ କଲେ ବୌଦ୍ଧ ଉପଜିଲାପାଳ

ବୌଦ୍ଧ: ବୌଦ୍ଧ ଜିଲାକୁ ମିଳିଲା ସମ୍ମାନଜନକ ଭୂମି ସମ୍ମାନ। ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଏହି ସମ୍ମାନ ବୌଦ୍ଧଜିଲା ପକ୍ଷରୁ ଉପଜିଲ୍ଲାପାଳ ରବିନ୍ଦ୍ରନାଥ କହଁର ଗ୍ରହଣ…
Read More...

ଅବକାରି ବିଭାଗର ଚଢାଉ, ୩ ଗିରଫ

କାମାକ୍ଷାନଗର: କାମାକ୍ଷାନଗର ଅବକାରି ବିଭାଗ, ଜିଲା ମୋବାଇଲ ସ୍କ୍ବାଡ ଓ କାମାକ୍ଷାନଗର ପୁଲିସର ମିଳିତ ଚଢାଉରେ କଙ୍ଗେଇଲ ଏବଂ ଜଗନ୍ନାଥପୁର ଗ୍ରାମରୁ ବିପୁଳ ପରିମାଣର ବିଦେଶି ମଦ ଜବତ କରାଯାଇଛି। ଏହା ସହ ୩ଜଣଙ୍କ…
Read More...

କଣ୍ଟାବାଞ୍ଜିକୁ ରାଜସ୍ବ ଜିଲା ମାନ୍ୟତା ଦାବି, ୧୨ଘଣ୍ଟିଆ ବନ୍ଦ ପାଳନ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜିକୁ ରାଜସ୍ବ ଜିଲା ମାନ୍ୟତା ଦାବି ନେଇ ଆଜି କଣ୍ଟାବାଞ୍ଜି ଜିଲା ସଂଘର୍ଷ ସମିତି ପକ୍ଷରୁ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ଆଜିର ଏହି ବନ୍ଦରେ…
Read More...

ପ୍ରମୋଦ କୁମାର ମହାପାତ୍ର ‘ସମାଜ’ର ନୂତନ ସମ୍ପାଦକ

କଟକ: ବରିଷ୍ଠ ସାମ୍ବାଦିକ ଡ. ପ୍ରମୋଦ କୁମାର ମହାପାତ୍ର ମଙ୍ଗଳବାର ‘ସମାଜ’ର ନୂତନ ସମ୍ପାଦକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ୧୯୭୮ ମସିହାରେ ରେଭେନ୍ସା କଲେଜରୁ ଉଦ୍ଭିଦ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ ପରେ…
Read More...

ଜି-୨୦ ଆର୍ଥିକ ସାକ୍ଷରତା କୁଇଜରେ ଅର୍ଜୁନ ସୁବୁଦ୍ଧି ଉଚ୍ଚ ବିଦ୍ୟାଳୟର ଶିକ୍ଷାର୍ଥୀ ରାଜ୍ୟ ସ୍ତରରେ ଚାମ୍ପିଅନ

ତିଗିରିଆ: ଭାରତୀୟ ରିଜର୍ଭ ବ୍ୟାଙ୍କ ଆନୁକୁଲ୍ୟରେ ଭୁବନେଶ୍ବର ଠାରେ ଅନୁଷ୍ଠିତ ଜି୨୦ ଅନ୍ତର୍ଗତ ଭାରତୀୟ ଆର୍ଥିକ ସାକ୍ଷରତା ଉପରେ ହୋଇଥିବା ରାଜ୍ୟସ୍ତରୀୟ କୁଇଜ ପ୍ରତିଯୋଗୀତାରେ ତିଗିରିଆ ବ୍ଲକ ଅନ୍ତର୍ଗତ ନୂଆପାଟଣା…
Read More...

ମହାନଦୀର ଅଭିଶପ୍ତ ଉତ୍ତରକୂଳ ଏବେବି ଜଳଶୂନ୍ୟ: ହଜେଇ ଦେଲେ ବୁରୁଜ, ଉଜାଡି ଦେଲେ ଝାଉଁବଣ

ତିଗିରିଆ: ବର୍ଷାର ଅନିୟମିତତା କାରଣରୁ ଧାରା ଶ୍ରାବଣ ମାସ ଅଧା ସରିବାକୁ ବସିଥିଲେ ମଧ୍ୟ ମହାନଦୀ ଉତ୍ତରକୂଳରେ ଲୋକେ ଜଳ ଦେଖିବାକୁ ପାଉନାହାନ୍ତି। ମହାନଦୀରେ ବଢ଼ି ପାଣି ନ ଆସିବା ପର୍ୟ୍ୟନ୍ତ ଏଭଳି ସ୍ଥିତି ପ୍ରତିବର୍ଷ…
Read More...

ଗୋପବନ୍ଧୁ ସ୍ବାସ୍ଥ୍ୟବୀମାରେ ସାମ୍ବାଦିକଙ୍କ ପିତାମାତାଙ୍କୁ ସାମିଲ କରାଯାଉ

ଭୁବନେଶ୍ୱର: କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ଉଦ୍ଦିଷ୍ଟ ଗୋପବନ୍ଧୁ ସ୍ବାସ୍ଥ୍ୟବୀମା େଯାଜନାରେ ସାମ୍ବାଦିକଙ୍କ ପିତାମାତାଙ୍କୁ ସାମିଲ କରିବାକୁ ଉତ୍କଳ ସାମ୍ବାଦିକ ସଂଘ ଦାବି କରିଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି…
Read More...

ବିଭାଗୀୟ ଅଧିକାରୀମାନେ ନିଜ ମଧ୍ୟରେ ଉଚିତ ସମନ୍ୱୟ ରଖି କାର୍ଯ୍ୟ ସମ୍ପାଦନ କରିବାକୁ ନିର୍ଦେଶ

ଭୁବନେଶ୍ୱର: ଆସନ୍ତା ଜୁଲାଇ ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ଓ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ ପରିପ୍ରେକ୍ଷୀରେ ଆଜି ଏକ ପ୍ରସ୍ତୁତି ବୈଠକ କେନ୍ଦ୍ରାଞ୍ଚଳ ରାଜସ୍ୱ…
Read More...

ସାମ୍ବାଦିକଙ୍କ ସ୍ବାସ୍ଥ୍ୟ ବୀମା ୫ଲକ୍ଷକୁ ବୃଦ୍ଧି, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ସାମ୍ବାଦିକଙ୍କ ପାଇଁ ବଡ଼ ଘୋଷଣା। ସାମ୍ବାଦିକଙ୍କୁ ରାଜ୍ୟ ସରକାରଙ୍କ ବଡ଼ ଉପହାର। କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ଉଦ୍ଧିଷ୍ଟ ସ୍ବାସ୍ଥ୍ୟ ବୀମା ରାଶି ବୃଦ୍ଧି କରାଯାଇଛି। ସାମ୍ବାଦିକଙ୍କ ପାଇଁ ଉଦ୍ଧିଷ୍ଟ…
Read More...

ଏଚଡିଏଫସି ବ୍ୟାଙ୍କ ପକ୍ଷରୁ ଦୁଇ ଚକିଆ ଯାନ ଋଣ କାର୍ଣ୍ଣିଭାଲ

ଭୁବନେଶ୍ବର: ଭାରତର ଅଗ୍ରଣୀ ଘରୋଇ ବ୍ୟାଙ୍କ ପୂର୍ବ ଭାରତରେ ଏକ ମେଗା ଦୁଇ ଚକିଆ ଯାନ ଋଣ କାର୍ନିଭାଲ’ ଡ୍ରାଇଭ ଆୟୋଜନ କରୁଛି। ଏହି କର୍ନିଭାଲ ଜୁଲାଇ ୧୮ରୁ ଆରମ୍ଭ ହୋଇ ୨୦ରେ ଶେଷ ହେବ। ପୂର୍ବ ଭାରତର ୯୪୦ ରୁ ଅଧିକ…
Read More...

ବନ କର୍ମଚାରୀଙ୍କୁ ଭାଲୁ ଆକ୍ରମଣ, ୪ ଗୁରୁତର

ନୂଆପଡ଼ା: ପାଟ୍ରୋଲିଂ ବେଳେ ବନ କର୍ମଚାରୀଙ୍କୁ ଭାଲୁ ଆକ୍ରମଣ କରିଥିବା ସୂଚନା ମିଳିଛି। ଭାଲୁ ଆକ୍ରମଣରେ ୪ କର୍ମଚାରୀ ଗୁରୁତର ହୋଇଛନ୍ତି। ଗୁରୁତର ହୋଇଥିବା ୪ ବନ କର୍ମଚାରୀଙ୍କୁ ଚିକିତ୍ସା ପାଇଁ ନୂଆପଡ଼ା…
Read More...

ଆକାଉଣ୍ଟ ଅଫିସରଙ୍କ ସମ୍ପତି ୮ କୋଟି, ଲାଞ୍ଚ ସହ ଆୟବର୍ହିଭୁତ ସମ୍ପତି ମାମଲା ରୁଜୁ କଲା ଭିଜିଲାନ୍ସ

ଭୁବନେଶ୍ବର: ରିଆମାଳ ବ୍ଲକର ପୂର୍ବତନ ଆକାଉଣ୍ଟସ ଅଫିସରଙ୍କ କୁବେର ସମ୍ପତି। ପୂର୍ବତନ ଆକାଉଣ୍ଟସ ଅଫିସର ରାଜେନ୍ଦ୍ର ଦାସଙ୍କ ୮କୋଟିର ସମ୍ପତି ରହିଛି। ମୋଟ ୮କୋଟି ୪ଲକ୍ଷର ସମ୍ପତି ଠାବ କରିଛି ଭିଜିଲାନ୍ସ ଟିମ।…
Read More...

ବିଏମସି ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ ଲକ୍ଷ ୪୩ ହଜାର ଟଙ୍କା ସହାୟତା

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ(ବିଏମସି) ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ ଲକ୍ଷ ୪୩ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି। ବିଏମସି ମେୟର ସୁଲୋଚନା ଦାସ, ଡେପୁଟୀ ମେୟର ମଞ୍ଜୁଲତା କଅଁରଙ୍କ…
Read More...

ଶ୍ୟାମ୍ ମେଟାଲିକ୍ସରୁ ଚୋରୀ: ୨ ଅଭିଯୁକ୍ତ ଗିରଫ, ଚୋରୀ ସାମଗ୍ରୀ ଜବତ

ରେଙ୍ଗାଲି: ରେଙ୍ଗାଲି ନିକଟସ୍ଥ ପଣ୍ଡଲୋଇରେ ଥିବା ଶ୍ୟାମ୍ ମେଟାଲିକ୍ସ କାରଖାନାରୁ ଚୋରୀ କରିଥିବା ଅଭିଯୋଗରେ ରେଙ୍ଗାଲି ପୁଲିସ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ଦ୍ବୟ ହେଲେ ରେଙ୍ଗାଲି…
Read More...

ବସ ବାଇକ ମୁହାଁମୁହିଁ ଧକ୍କା, ଜଣେ ଗୁରୁତର

ଫୁଲବାଣୀ/ଫିରିଙ୍ଗିଆ: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଛକ ନିକଟରେ ଆଜି ଏକ ମର୍ମନ୍ତଦ ସଡକ ଦୁର୍ଘଟଣା ରେ ଜଣେ ବାଇକ ଆରୋହି ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ବାଇକ ଆରୋହି ଜଣକ ଫିରିଙ୍ଗିଆ କାଳିପୁଜା ସାହିର…
Read More...

୪୦ହଜାର କାଉଡିଆ ପ୍ରଭୂ ଧବଳେଶ୍ୱରଙ୍କୁ କଲେ ଜଳଲାଗି

ଗୁରୁଡିଝାଟିଆ: ଶ୍ରାବଣର ଦ୍ୱିତୀୟ ସୋମବାରରେ ପ୍ରଭୁ ଧବଳେଶ୍ୱରଙ୍କ ପୀଠରେ ଶ୍ରଦ୍ଧାଳୁ ଓ କାଉଡିଆଙ୍କ ଅହେତୁକ ଭିଡ ପରିଲକ୍ଷିତ ହୋଇଥିଲା। ୪୦ ହଜାରରୁ ଅଧିକ କାଉଡିଆ ଓ ଶ୍ରଦ୍ଧାଳୁ ଜଳଲାଗି କରିଥିଲେ। ପ୍ରଶାସନ ପକ୍ଷରୁ…
Read More...

‘ଆମ ଓଡିଶା-ନବୀନ ଓଡିଶା’ ଯୋଜନା ଅନୁଦାନ ରାଶି ପଞ୍ଚାୟତକୁ ଦିଆଯାଉ

କେନ୍ଦୁଝରଗଡ଼ : ତୃଣମୂଳସ୍ତରରେ ସାମୂହିକ ଉନ୍ନତି ନିମନ୍ତେ ରାଜ୍ୟ ସରକାର ‘ଆମ ଓଡିଶା-ନବୀନ ଓଡିଶା’ ଯୋଜନାରେ ପ୍ରତି ପଞ୍ଚାୟତକୁ ୫୦ଲକ୍ଷ ଟଙ୍କା ଅନୁଦାନ ରାଶି ପ୍ରଦାନ ନିମନ୍ତେ ଘୋଷଣା କରିଛନ୍ତି। ଉକ୍ତ ଯୋଜନା ଅଧିନରେ…
Read More...

ଓଡିଶା ରାଜ୍ୟ କୃଷି ବିପ୍ପଣନ ବୋର୍ଡକୁ ସ୍କଚ୍‌-୨୦୨୩ ପୁରସ୍କାର, ସମବାୟ ମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ଓଡିଶା ରାଜ୍ୟ କୃଷି ବିପ୍ପଣନ ବୋର୍ଡକୁ ସ୍କଚ୍‌-୨୦୨୩ ପୁରସ୍କାର ମିଳିଛି। କୃଷିରେ ରୌପ୍ୟ ବର୍ଗରେ ଇ-ନାମ୍ ନିମନ୍ତେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଓଡିଶା ସରକାରଙ୍କ ସମବାୟ ବିଭାଗର ପ୍ରଶାସନିକ…
Read More...

ଜୁଲାଇ ୨୫ ରୁ ୨୭ ପର୍ୟ୍ୟନ୍ତ ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ, ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ଚଳିତ ଜୁଲାଇ ୨୫ ରୁ ୨୭ ତାରିଖ ପର୍ୟ୍ୟନ୍ତ ମାନ୍ୟବର ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଓଡିଶା ଗସ୍ତ ଓ ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗଦେବାକୁ ଥିବା ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ଣରେ ମୁଖ୍ୟ…
Read More...

ଭଙ୍ଗା ଦଦରା କୋଠରୀ ଭିତରେ ଭବିଷ୍ୟତ ଗଢୁଛନ୍ତି କୋମଳ ମତି ଶିଶୁ

ରେଙ୍ଗାଲିକ୍ୟାମ୍ପ: ଭଙ୍ଗା ଆଜବେଷ୍ଟସକୁ ଦଦରା କାନ୍ଥ, ବିପଦ ସଙ୍କୁଳ ଅବସ୍ଥାରେ ଗଢ଼ାଚାଲିଛି କୋମଳମତି ପିଲାଙ୍କ ଭବିଷ୍ୟତ। ଏଭଳି ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲା ଅତାବିରା ବ୍ଲକର ଜାଙ୍ଗେଡ ସରକାରୀ ଉଚ୍ଚ…
Read More...

ପତିଆରା ପାଇଁ ଦୁର୍ଦ୍ଧାନ୍ତ ବିଭୁକୁ ହତ୍ୟା ମାମଲା, ୬ଜଣଙ୍କୁ ଗିରଫ

କେନ୍ଦ୍ରାପଡ଼ା: ଦୁର୍ଦ୍ଦାନ୍ତ ଅପରାଧୀ ବିଭୁ ସାହୁ ଅପହରଣ ଓ ହତ୍ୟା ମାମଲା ଘଟଣାର ପର୍ଦ୍ଦାଫାଶ କରବା ସହ ୬ଜଣଙ୍କୁ ପୁଲିସ ଗିରଫ କରିଛି। ହତ୍ୟାରେ ବ୍ୟବହୃତ କୋଦାଳ ବେଣ୍ଟ, ୨ଟି କାର ଓ ୩ଟି ବାଇକ ଜବତ କରିଥିବା ସୂଚନା…
Read More...

ସତ କହିବା ଯଦି ପାପ, ହଁ ମୁଁ ପାପ କରିଛି-ଚିରଞ୍ଜୀବ ବିଶ୍ବାଳ

ଭୁବନେଶ୍ବର: କଂଗ୍ରେସରୁ ନିଲମ୍ବନ ପରେ ମୁହଁ ଖୋଲିଲେ ଚିରଞ୍ଜୀବ ବିଶ୍ବାଳ। ଆଜି ଗଣମାଧ୍ୟମକୁ ଚିରଞ୍ଜୀବ ବିଶ୍ବାଳ କହିଛନ୍ତି ଯେ ମୋତେ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କରାଗଲା। ପିସିସି ସଭାପତିଙ୍କ ସୁପାରିସକ୍ରମେ…
Read More...

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ: ଖାଲିପଡ଼ିଛି ୮୮ ଶିକ୍ଷକ ଓ ୨୮୮ ଅଣଶିକ୍ଷକ ପଦ

ଗୋପାଳପୁର: ଦକ୍ଷିଣ ଓଡ଼ିଶାର ଗର୍ବ ଓ ଗୌରବ ଭାବେ ପରିଚିତ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଆଜି ନିଜର ଗାରିମା ବଜାୟ ରଖିବା ପାଇଁ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି। ଏଠାରେ ଏବେ ଶିକ୍ଷକ ସମେତ ଅଣଶିକ୍ଷକଙ୍କ ମରୁଡି…
Read More...

ସରପଞ୍ଚ ଚିତ୍ତରଞ୍ଜନ ବାଗ କଳିଙ୍ଗ ଗୌରବ ସମ୍ମାନରେ ସମ୍ମାନିତ

ରେଙ୍ଗାଲି: ସମ୍ବଲପୁର ଜିଲା ରେଙ୍ଗାଲି ଗ୍ରାମ ପଞ୍ଚାୟତର ସରପଞ୍ଚ ଚିତ୍ତରଞ୍ଜନ ବାଗଙ୍କୁ ଆଜି କଳିଙ୍ଗ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଛି। କଳିଙ୍ଗ ଏଜୁକେସନାଲ୍ ଆଣ୍ଡ୍ ସୋସିଆଲ୍ ୱେଲ୍ ଫେରାର୍ ଟ୍ରଷ୍ଟ ପକ୍ଷରୁ…
Read More...

ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅଞ୍ଚଳରେ ନାବାଳିକାଙ୍କୁ ଅପହରଣ କରିବା ଓ ଦୁଷ୍କର୍ମ କରିବା ଅଭିଯୋଗ ରେ ଗୋଳନ୍ଥରା ଥାନା ପୋଲିସ ଯୁବକଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଇଚ୍ଛାପୁର…
Read More...

ଅଡବା ଅଞ୍ଚଳରେ ଦୁଃଖଦ ଘଟଣା, ଗାଡ଼ି ଚକାତଳେ ଚାପି ହୋଇ ଶିଶୁ କନ୍ୟା ମୃତ

ଅଡବା/ଚାନ୍ଦିପୁଟ: ମୃତ୍ୟୁ ଯେ କାହାକୁ କେତେବେଳେ ଆସିବ ତାହା କାହାକୁ ଜଣାନଥାଏ। ଗାଁକୁ ଆସିଥିଲା କବାଡି ବାଲାର ଏକ ପରିବା ଗାଡ଼ି ।‌ ଗାଡି ନିକଟକୁ ପୁରୁଣା ଲୁହା ଆଣି ବଦଳାଇ ପରିବା ନେଉଥିବା ବେଳେ ସାମାନ୍ୟ…
Read More...

ଶୈବପୀଠ ଲାଗି ପାଣି ଆଣିବାକୁ ବୁଡ଼ ମାରିବାବେଳେ ଅଘଟଣ, ଦେବୀ ନଦୀରେ ବୁଡ଼ି କାଉଡ଼ିଆ ନିଖୋଜ

ଜଗତସିଂହପୁର: ଦେବୀ ନଦୀରେ ବୁଡ଼ି କାଉଡ଼ିଆ ନିଖୋଜ ହୋଇଥିବା ସୂଚନା ମିଳିଛି। ଆଜି ପିଙ୍ଗଳ ନିକଟ କେତକେଶ୍ବର ଘାଟରେ କାଉଡ଼ିଆ ନିଖୋଜ ହୋଇଛନ୍ତି। ଶୈବପୀଠ ଲାଗି ପାଣି ଆଣିବାକୁ ବୁଡ଼ ମାରିବାବେଳେ ଅଘଟଣ ଘଟିଛି। ବୁଡ଼…
Read More...

‘ବିପ୍ଳବୀ ଚକ୍ରଧର ବେହେରା କନିକା ରାଜଶକ୍ତିକୁ ପ୍ରତିହତ କରି ଶାନ୍ତି ଓ ମୁକ୍ତି ପ୍ରତିଷ୍ଠାର ଅଗ୍ରଦୂତ ସାଜିଥିଲେ’

ଭୁବନେଶ୍ୱର : କନିକାର ଗାନ୍ଧୀ ଭାବେ ପରିଚିତ କନିକା ପ୍ରଜା ଆନ୍ଦୋଳନର ଅଗ୍ରଦୂତ ବିପ୍ଳବୀ ଚକ୍ରଧର ବେହେରାଙ୍କର ଆଦର୍ଶ ଓ ଆଚରଣ ଥିଲା ଅନନ୍ୟ । ବିପ୍ଳବରୁ ଜନ୍ମ ନିଏ ଶାନ୍ତି ଏବଂ ପ୍ରଗତି । ଏହି ଦୃଷ୍ଟିରୁ ବିପ୍ଳବୀ…
Read More...

ବିରୋଧୀଙ୍କ ବୈଠକରେ ଯୋଗଦେବ ‘ଆପ’

ନୂଆଦିଲ୍ଲୀ: ଆସନ୍ତାକାଲି ବିରୋଧୀଙ୍କ ବୈଠକରେ ‘ଆପ’ ଯୋଗଦେବ ବୋଲି ଜଣାପଡ଼ିଛି। ବେଙ୍ଗାଲୁରୁରେ ହେବାକୁ ଥିବା ବୈଠକରେ ‘ଆପ’ ଯୋଗଦେବ ବୋଲି ଆମ ଆଦମି ପାର୍ଟି ପିଏସି ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଷ୍ପତ୍ତି…
Read More...

୪୩ଲକ୍ଷ ଟଙ୍କା ହଟପ, ୩ ଗିରଫ

ବୌଦ୍ଧ: ୪୩ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ୩ କର୍ମଚାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୪ ଲକ୍ଷ ଟଙ୍କା ସହ ୨ଟି ବାଇକ, ଲ୍ୟାପଟପ ଓ ମୋବାଇଲ ଜବତ ହୋଇଛି। ଗିରଫ କର୍ମଚାରୀମାନେ ଏକ ଅନଲାଇନ ସଂସ୍ଥା ପାଇଁ କାମ…
Read More...