www.samajalive.in
Thursday, December 11, 2025
23.1 C
Bhubaneswar

ଉମାକାନ୍ତ ନାୟକ ଚୌଦ୍ୱାର ଏସଡିପିଓ ଭାବେ ଯୋଗଦାନ

ଗୁରୁଡିଝାଟିଆ: ଆଜି ଚୌଦ୍ୱାର ଏସଡିପିଓ ଭାବେ ଉମାକାନ୍ତ ନାୟକ ଯୋଗ ଦେଇଛନ୍ତି। ଏହି ଅବସରରେ ଟାଙ୍ଗି, ଗୁରୁଡିଝାଟିଆ ଓ ଖୁଣ୍ଟୁଣୀ ଥାନା ପକ୍ଷରୁ ଏସଡିପିଓ ଶ୍ରୀ ନାୟକଙ୍କୁ ସ୍ୱାଗତ କରାଯାଇଛି। ରାଜପଥ ଅପରାଧକୁ ରୋକିବା, ଚୋରା ବ୍ୟବସାୟୀ ,ଅପମିଶ୍ରଣ ଦିଗରେ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଶିଶୁ ମହିଳା ଓ ବରିଷ୍ଠ ନାଗରିକମାନଙ୍କୁ ସ୍ୱତନ୍ତ୍ର ଗୁରୁତ୍ୱ ଦେବା ସହିତ ଉପରୋକ୍ତ ୩ ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରବା ପାଇଁ ଶ୍ରୀ ନାୟକ କହିଥିଲେ। ପୂର୍ବରୁ ଯାଜପୁର ଜିଲ୍ଲାର ପୋଲିସ ନିରୀକ୍ଷକ ଭାବେ କାର୍ଯ୍ୟକରୁଥିବା ଶ୍ରୀ ନାୟକ ଡିଏସପି ପଦକୁ ପଦୋନ୍ନତି ହେବା ପରେ ଚୌଦ୍ୱାର ଏସଡିପିଓ ଭାବରେ ଯୋଗଦାନ କରିଛନ୍ତି।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories