www.samajalive.in
Thursday, December 11, 2025
23.1 C
Bhubaneswar

ତୃତୀୟ ଦିନରେ ଗର୍ଭ ଗୃହରୁ ବାଲି ଓ ପଥର ସଂଗ୍ରହ କଲା ଏଏସ୍‌ଆଇ

ଗୋପ : କୋଣାର୍କ ସୂର୍ଯ୍ୟମନ୍ଦିର ମୁଖଶାଳା ଗର୍ଭ ଗୃହରେ ୧୯୦୩ ମସିହାରେ ଭର୍ତ୍ତି କରାଯାଇଥିବା ବାଲି କାଢ଼ିବା ପାଇଁ ସୋମବାରଠାରୁ ଆରମ୍ଭ ହୋଇଥିବା ଯାଞ୍ଚ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି ଏଏସ୍‌ଆଇ। ମଙ୍ଗଳବାର ସୂର୍ଯ୍ୟମନ୍ଦିର ମୁଖଶାଳା ଗର୍ଭ ଗୃହରେ କୋର ଡ୍ରିଲ ଯୋଗେ ପଶ୍ଚିମ ଦିଗରୁ ପ୍ରଥମ ପିଢିରେ ୧୬ ସେମି ଗୋଲେଇରେ ୯ମିଟର ଛିଦ୍ର କରାଯାଇ ସଂଗୃହୀତ ବାଲି ଓ ପଥର ଖଣ୍ଡକୁ ପରୀକ୍ଷା ପାଇଁ ମାଡ୍ରାସ ଆଇଆଇଟିକୁ ପଠାଯାଇଥିଲା। ବୁଧବାର ତୃତୀୟ ଦିନରେ ଛିଦ୍ର ହୋଇଥିବା ସ୍ଥାନର ତଳକୁ ଆଉ ଏକ ଦେଢ଼ ମିଟର ଛିଦ୍ର କରାଯାଇ ସେଥିରୁ ବାଲି ଓ ପଥର ସଂଗ୍ରହ କରାଯାଇଛି। ଆସନ୍ତାକାଲି ଉକ୍ତ ବାଲି ଓ ପଥର ଖଣ୍ଡ ମାଡ୍ରାସ ସ୍ଥିତ ଆଇଆଇଟିକୁ ପଠାଯିବ ବୋଲି ଏଏସଆଇ ପୁରୀ ସର୍କଲ ସୁପରିଣ୍ଟେଣ୍ଡେଣ୍ଟ ଡି. ବି. ଗଡ଼ନାୟକ ପ୍ରକାଶ କରିଛନ୍ତି।

Hot this week

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

ଦିଲ୍ଲୀ ବିସ୍ଫୋରଣ : ଆଉ ଜଣେ ଡାକ୍ତର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲା ବିସ୍ଫୋରଣ ଘଟଣାରେ ଏନଆଇଏ ଜାମ୍ମୁ-କାଶ୍ମୀରର ବାରମୂଲାରୁ...

ଅଧିକ ୧୦୦ ବିମାନ ଉଡ଼ାଇବ ସ୍ପାଇସ୍ ଜେଟ୍

ନୂଆଦିଲ୍ଲୀ : ଘରୋଇ ଏୟାରଲାଇନ୍ସ ସ୍ପାଇସ୍ ଜେଟ୍‌ ଏହାର ବିମାନ ଉଡାଣ...

ନେହେରୁ, ଇନ୍ଦିରା ଭୋଟ ଚୋରି କରିଥିଲେ: ଶାହା

ନୂଆଦିଲ୍ଲୀ : ଲୋକସଭାରେ ବୁଧବାର ଦ୍ବିତୀୟ ଦିନ ପାଇଁ ଏସ୍‌ଆଇଆର ଓ...

Related Articles

Popular Categories