www.samajalive.in
Tuesday, December 9, 2025
17.1 C
Bhubaneswar

ପତିଆରା ପାଇଁ ଦୁର୍ଦ୍ଧାନ୍ତ ବିଭୁକୁ ହତ୍ୟା ମାମଲା, ୬ଜଣଙ୍କୁ ଗିରଫ

କେନ୍ଦ୍ରାପଡ଼ା: ଦୁର୍ଦ୍ଦାନ୍ତ ଅପରାଧୀ ବିଭୁ ସାହୁ ଅପହରଣ ଓ ହତ୍ୟା ମାମଲା ଘଟଣାର ପର୍ଦ୍ଦାଫାଶ କରବା ସହ ୬ଜଣଙ୍କୁ ପୁଲିସ ଗିରଫ କରିଛି। ହତ୍ୟାରେ ବ୍ୟବହୃତ କୋଦାଳ ବେଣ୍ଟ, ୨ଟି କାର ଓ ୩ଟି ବାଇକ ଜବତ କରିଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ ଗ୍ୟାଙ୍ଗ ମଧ୍ୟରେ ପତିଆରା ଜାହିର ପାଇଁ ହୋଇଥିଲା ବିଭତ୍ସ ହତ୍ୟା କରାଯାଇଥିଲା। ମାର୍ଶାଘାଇ ଥାନା ଭଗବାନପୁରର ବିଭୁ ସାହୁଙ୍କୁ ହତ୍ୟା କରାଯାଇଥିଲା। ମେ’ ୩୧ରେ ଅପହରଣ ପରେ ମହାକାଳପଡ଼ାରେ ହତ୍ୟା କରିଥିଲେ। ଏକ ଇଟାଭାଟିରେ ବିଭୁଙ୍କୁ ସଂଘବଦ୍ଧ ଭାବେ ପିିଟିପିଟି ହତ୍ୟା କରିଥିଲେ। ହତ୍ୟାପରେ ଯାଜପୁର ଟମକା ଅଞ୍ଚଳରେ ମୃତଦେହ ପୋଡ଼ି ଦେଇଥିଲେ। ଟମକା ଅଞ୍ଚଳରେ ଏକ କାଜୁ ଜଙ୍ଗଲରେ ନିଆଁ ଲଗାଇ ଜାଳି ଦେଇଥିଲେ। ଘଟଣାରେ ୬ ଗିରଫ ହୋଇଥିଲାବେଳେ ଏବେ ବି ଆଉ ୧୨ ଫେରାର ଅଛନ୍ତି ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories