ବଣାଇ: ବଣାଇର ଏକ ଘରୋଇ ହଷ୍ଟେଲରେ ରହୁଥିବା ୫ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ଲହୁଣିପଡ଼ା ବ୍ଲକ ଟିଙ୍କୋ ହାଇସ୍କୁଲର ୫ ଛାତ୍ରଛାତ୍ରୀ ଅସୁସ୍ଥ ଥିବା ସୂଚନା ମିଳିଛି। ଗୁରୁତର ସମସ୍ତ ଛାତ୍ରଛାତ୍ରୀଙ୍କୁ ରାଉରକେଲା ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି। ଘରୋଇ ହଷ୍ଟେଲରେ ୩୦ଜଣ ଛାତ୍ରଛାତ୍ରୀ ରହୁଥିଲେ। ତେବେ କ’ଣ ପାଇଁ ୫ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି ତାହାର କାରଣ ଜଣାପଡ଼ିନାହଁ।
Popular Categories



