୪୩ଲକ୍ଷ ଟଙ୍କା ହଟପ, ୩ ଗିରଫ

ବୌଦ୍ଧ: ୪୩ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ୩ କର୍ମଚାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୪ ଲକ୍ଷ ଟଙ୍କା ସହ ୨ଟି ବାଇକ, ଲ୍ୟାପଟପ ଓ ମୋବାଇଲ ଜବତ ହୋଇଛି। ଗିରଫ କର୍ମଚାରୀମାନେ ଏକ ଅନଲାଇନ ସଂସ୍ଥା ପାଇଁ କାମ କରୁଥିଲେ। କ୍ୟାସଅନ ଡେଲିଭରି ହୋଇଥିବା ଟଙ୍କା ହଡ଼ପ ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି। ବିଭିନ୍ନ ଆଳ ଦେଖାଇ କମ୍ପାନୀକୁ ୪୩ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ହୋଇଛି।

Comments are closed.