ଦୁଷ୍କର୍ମୀକୁ ୨୦ ବର୍ଷ ସଜା, ୪ ଲକ୍ଷ ଟଙ୍କା କ୍ଷତିପୂରଣ
ବାଲେଶ୍ବର: ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ୨୦ବର୍ଷ ସଜା ହୋଇଛି। ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଦୋଷୀ ସୁବାସ ମଲ୍ଲିକକୁ ସଜା ଶୁଣାଇଛନ୍ତି। ୨୦୨୨ରେ ସିମୁଳିଆ ଥାନା ଅଞ୍ଚଳରେ ଦୁଷ୍ମର୍ମ ପାଇଁ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଦଣ୍ଡାଦେଶ ଶୁଣାଇଛନ୍ତି। ପୀଡ଼ିତାଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ଆଇନ ସେବା ପ୍ରାଧିକରଣକୁ ନିର୍ଦେଶ ଦେଇଛନ୍ତି।
Comments are closed.