www.samajalive.in
Sunday, December 14, 2025
26.1 C
Bhubaneswar

ଶୈବପୀଠ ଲାଗି ପାଣି ଆଣିବାକୁ ବୁଡ଼ ମାରିବାବେଳେ ଅଘଟଣ, ଦେବୀ ନଦୀରେ ବୁଡ଼ି କାଉଡ଼ିଆ ନିଖୋଜ

ଜଗତସିଂହପୁର: ଦେବୀ ନଦୀରେ ବୁଡ଼ି କାଉଡ଼ିଆ ନିଖୋଜ ହୋଇଥିବା ସୂଚନା ମିଳିଛି। ଆଜି ପିଙ୍ଗଳ ନିକଟ କେତକେଶ୍ବର ଘାଟରେ କାଉଡ଼ିଆ ନିଖୋଜ ହୋଇଛନ୍ତି। ଶୈବପୀଠ ଲାଗି ପାଣି ଆଣିବାକୁ ବୁଡ଼ ମାରିବାବେଳେ ଅଘଟଣ ଘଟିଛି। ବୁଡ଼ ମାରିବାବେଳେ ଦୁଇଜଣ କାଉଡ଼ିଆ ଦେବୀ ନଦୀରେ ବୁଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରୁ ସ୍ଥାନୀୟ ଲୋକେ ଜଣଙ୍କୁ ଉଦ୍ଧାର କରିଥିଲେ। ଅନ୍ୟଜଣକୁ ଉଦ୍ଧାର କରିବାକୁ ଯାଇ ବିଫଳ ହୋଇଥିଲେ। ଜଣେ କାଉଡ଼ିଆ ବୁଡ଼ି ଯାଇ ନିଖୋଜ ହୋଇଥିବା ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ। ବର୍ତ୍ତମାନ ଅଗ୍ନିଶମ ବାହିନୀ ଦ୍ବାରା ନିଖୋଜ କାଉଡ଼ିଆକୁ ଖୋଜାଖୋଜି ଜାରି ରଖିଥିବାବେଳେ ନିଖୋଜ କାଉଡ଼ିଆ ଜଣେ ନାବାଳକ, ବିଦ୍ୟାଧରପୁର ଗାଁର ବୋଲି ସୂଚନା ମିଳିଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories