ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ଼ରେ ଉପକୃତ ହେଲେ ବରିଷ୍ଠ ନାଗରିକ, ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ କୃତଜ୍ଞତା

କଣ୍ଟାବାଞ୍ଜି:କଣ୍ଟାବାଞ୍ଜି ସହର ୱାର୍ଡ ନଂ ୮ର ବାସିନ୍ଦା ବରିଷ୍ଠ ନାଗରିକ ଭାଗିରଥି ଠାକୁରଙ୍କ ଆଣ୍ଠୁର ଚକି ନଷ୍ଟ ହୋଇ ଯାଇଥିବାରୁ, ସେ ଭଲଭାବେ ଚାଲିପାରୁନଥିଲେ। ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୁ…
Read More...

ନବରଙ୍ଗପୁର ଜିଲାରେ ‘ପରଜା’ ଜାତିଗତ ପ୍ରମାଣ ପତ୍ର ଜାଲିଆତି, ପ୍ରତିକାର ପାଇଁ ଜିଲାପାଳଙ୍କୁ ନିବେଦନ

ନବରଙ୍ଗପୁର: ନବରଙ୍ଗପୁର ଜିଲା ପରଜା ସମାଜ ବିକାଶ ପରିଷଦ ପକ୍ଷରୁ ପରଜା ସମାଜର ବିନା ଅନୁମୋଦନରେ ଜାତିଗତ ପ୍ରମାଣ ପତ୍ର (ଏସଟି )ପ୍ରଦାନ ନକରିବା ପାଇଁ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦାବିପତ୍ର ପ୍ରଦାନ କରିଛନ୍ତି।…
Read More...

କଖଡି ସଂକୀର୍ତ୍ତନ କଳାକାରଙ୍କ ବିୟୋଗ

ଗୁରୁଡିଝାଟିଆ: ଆଠଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟାଙ୍ଗି-ଚୌଦ୍ୱାର ବ୍ଲକ ଅନ୍ତର୍ଗତ କଖଡି ଗ୍ରାମର ଜଣାଶୁଣା ସଂକୀର୍ତ୍ତନ କଳାକାର ଭରତ ଚରଣ ସେନାପତି(୭୮)ଙ୍କ ପରଲୋକ ହୋଇଯାଇଛି। ସ୍ୱର୍ଗତ ସେନାପତି ନଦୀକୂଳ…
Read More...

କଟକ ସହରକୁ ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ

ଭୁବନେଶ୍ବର: ଦିନକୁ ଦିନ ଓମିକ୍ରନ ପ୍ରକରଣ ବୃଦ୍ଧି ପାଉଥିବାବେଳେ ଏବେ କୋଭିଡ ସଂକ୍ରମଣକୁ ନେଇ କଟକ ସହରବାସୀଙ୍କ ପାଇଁ ଚିନ୍ତା ବଢ଼ାଇ ଦେଇଛି। ଆଜି କଟକ ସହରକୁ ପୁଣି ଫେରିଛି କଣ୍ଟେନମେଣ୍ଟ ଜୋନ। ନୂଆ ରାଉସପାଟଣା…
Read More...

ବାତ୍ୟା ଜୱାଦ କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୫୦୭ କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା

ଭୁବନେଶ୍ବର: ଚଳିତ ଡିସେମ୍ବର ୪ ଓ ୫ ତାରିଖ ଦୁଇ ଦିନ ଧରି ସଂଗଠିତ ହୋଇଥିବା ବାତ୍ୟା ଜୱାଦ ଦ୍ବାରା କ୍ଷତିଗ୍ରସ୍ତ ଚାଷୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୫୦୭ କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା…
Read More...

ବନ୍ଧା ହେଲା ମାଞ୍ଜା ସୂତା ଦୋକାନୀ

ଭୁବନେଶ୍ବର: କଟକ ଜଗତପୁରରେ ମାଞ୍ଜା ସୂତା ଲାଗି ଯୁବକଙ୍କ ମୃତ୍ୟୁ ଘଟଣାରେ ମାଞ୍ଜା ସୂତା ବିକ୍ରି ଅଭିଯୋଗରେ ଜଣକୁ ପୁଲିସ ଗିରଫ କରିଛି। ଜଗତପୁରର ମାଞ୍ଜା ସୂତା ଦୋକାନୀ ସେକ ଅନୱରଙ୍କୁ ପୁଲି ଗିରଫ କରିଛି। ମାଞ୍ଜା…
Read More...

ଟ୍ରକ ଧକ୍କାରେ ବାଇକ ଚାଳକ ଗୁରୁତର

ପିପିଲି:ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପିପିଲି ଟୋଲ୍‍ଗେଟ୍‍ ନିକଟ ପିପିଲି ପ୍ରବେଶପଥ ନିକଟରେ ସୋମବାର ଅପରାହ୍ନରେ ଏକ ଅଜଣା ଟ୍ରକ ଧକ୍କାରେ ଜଣେ ବାଇକ ଚାଳକ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ…
Read More...

କିଶୋରଙ୍କୁ କେବଳ ଦିଆଯିବ କୋଭାକ୍ସିନ ଟିକା, ଜାନୁଆରୀ ପହିଲାରୁ ଆରମ୍ଭ ହେବ ଟିକାକରଣ ପାଇଁ ପଞ୍ଜୀକରଣ

ନୂଆଦିଲ୍ଲୀ: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କିଶୋର ଟିକାକରଣ ପାଇଁ ନିୟମାବଳୀ ଜାରି ହୋଇଛି। ଏହି ନିୟମାବଳୀରେ କିଶୋରଙ୍କୁ କେବଳ କୋଭାକ୍ସିନ ଟିକା ଦିଆଯିବ ବୋଲି ଦର୍ଶାଯାଇଛି। କିଶୋରଙ୍କ ପାଇଁ ଜାନୁଆରୀ…
Read More...

ସଚେତନତା ମାଧ୍ୟମରେହିିଁ କର୍କଟ ରୋଗକୁ ନିୟନ୍ତ୍ରଣ କରାଯାଇ ପାରିବ

ଚୌଦ୍ୱାର:ନୂଆପାଟଣାସ୍ଥିତ କାର୍ସିନୋଭା କ୍ୟାନସର ହସପିଟାଲର ବାର୍ଷିକୋତ୍ସବ ହସପିଟାଲ ପରିସରରେ ପାଳିତ ହୋଇ ଯାଇଛି। ଅନୁଷ୍ଠାନର ମୁଖ୍ୟ ଡା. କ୍ଷୀତିଶ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ…
Read More...

ଆତ୍ମନିର୍ଭଶୀଳ ପାଇଁ ସତ୍ୟ ସାଇ ସେବା ସଙ୍ଗଠନର ଡ୍ରାଇଭିଂ ତାଲିମ

ନବରଙ୍ଗପୁର: ସେବା ସଙ୍ଗଠନ, ଓଡିଶା ଦ୍ୱାରା ପ୍ରଚଳିତ ସାଇ- ସ୍ୱାବଲମ୍ବୀ ପ୍ରକଳ୍ପ ଆନୁକୁଲ୍ୟରେ ନବରଙ୍ଗପୁର ସତ୍ୟସାଇ ସେବା ପକ୍ଷରୁ ୧୬ ଜଣ ବେକାରୀ ଯୁବକଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଜୀବନ ଜ୍ୟୋତି ଡ୍ରାଇଭିଂ…
Read More...

ସଡକ ଦୁର୍ଘଟଣାରେ ବାଇକ୍‍ ଚାଳକଙ୍କ ମୃତ୍ୟୁ

ପିପିଲି:ପିପିଲି-ଦାଣ୍ଡମୁକୁନ୍ଦପୁର ପୂର୍ତ୍ତ ବିଭାଗ ରାସ୍ତାର ପିପିଲି ଡାକ୍ତରଖାନା ଛକ ନିକଟରେ ରବିବାର ସଂନ୍ଧ୍ୟାରେ ଘଟିଥିବା ଏକ ସଡକ ଦୁର୍ଘଟଣାରେ ଜଣେ ବାଇକ୍‍ ଚାଳକଙ୍କର ଘଟଣାସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଛି।…
Read More...

ଧାରୁଆ ଅସ୍ତ୍ରରେ ସ୍ତ୍ରୀକୁ ହାଣିଲା ସ୍ୱାମୀ

ସମ୍ବଲପୁର: ସମ୍ବଲପୁର ଜିଲା ଧମା ଥାନା ଅନ୍ତର୍ଗତ ବତେମୁରା ଗ୍ରାମର ହରିଜନପଡାରେ ଘଟିଛି ହତ୍ୟାକାଣ୍ଡ। ଧାରୁଆ ଅସ୍ତ୍ରରେ ସ୍ୱାମୀ ହାଣିଲା ନିଜ ସ୍ତ୍ରୀକୁ । ଏପରି କିଛି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଧମା…
Read More...

ଚୁଲା ଓ ସିଲିଣ୍ଡର ପଡିଛି, ଚୁଲିକୁ ମହିଳାଙ୍କ ଭରସା

ବଲାଙ୍ଗିର: ସେ ରୋଷେଇ ଘର ହେଉ କି ବିଧାନସଭା। ସେ ପଲ୍ଲି ହେଉ କି ଦିଲ୍ଲୀ। ସବୁଠି ଉଜ୍ଜ୍ୱଳାର ଜ୍ୱଳା। ରୋଷେଇ ଶାଳରେ ମହିଳାଙ୍କ ଆଖିରେ ବାଜିବନି ଚୁଲିର ଧୂଆଁ। ଆଖିରୁ ଝରିବନି ଲୁହ। ଏଥିପାଇଁ ୨୦୧୬ ମସିହାରେ କେନ୍ଦ୍ରର…
Read More...

ଦେଢ ଟ୍ରକ ଜାଳକାଠ ଜବତ

ଗୁରୁଡିଝାଟିଆ: ଖୁଣ୍ଟୁଣୀ ବନାଞ୍ଚଳ ପକ୍ଷରୁ ଆଜି କୃଷ୍ଣପୁର ନୂଆସାହିରୁ ଦେଢଟ୍ରକ ଜାଳକାଠ ଜବତ କରାଯାଇଛି। ଗାଁର କିଛି ଲୋକ ବନବିଭାଗର କୌଣସି ଅନୁମୋଦନ ନନେଇ ସରକାରୀ ଜମିରେ ଥିବା ଶାଳ ଓ ଶାଗୁଆନ ଗଛ କାଟିଦେଇଥିଲେ। ଏ…
Read More...

ବିଜେଡି ଚାପରେ ପୁଲିସ ମିଥ୍ୟା ଅଭିଯୋଗ ଦଫା ଲଗାଇଛି –ବିଜେପି

ନବରଙ୍ଗପୁର: ଗତ ନଭେମ୍ବର ୨୭ ତାରିଖ ଦିନ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ ଦିନ ମନ୍ତ୍ରୀଙ୍କ କାରରେ ଅଣ୍ଡା ମାଡ ହୋଇଥିଲା। ଏହିଘଟଣାରେ ପୁଲିସ ୪ ଜଣଙ୍କ ନାମରେ ମାମଲା ରୁଜୁ କରିଛି। ଏହି ଘଟଣାକୁ ନେଇ…
Read More...

ପାପଡାହାଣ୍ଡିରେ ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ପାଳିତ

ପାପଡାହାଣ୍ଡି: ପାପଡାହାଣ୍ଡି ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ପାପଡାହାଣ୍ଡି ସ୍ଥ ପଂଚାୟତ ଗୋଦାମ ଗୃହ ଠାରେ ଆଜି ବିଜୁ ଜନତା ଦଳର ୨୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏହି କାର୍ୟ୍ୟକ୍ରମ ରେ କୋଭିଡ…
Read More...

ଗୋଟିଏ ରାତିରେ ୪ଟି ସ୍ଥାନରୁ ସିରିଜ ଚୋରି, ଭକ୍ତ ଦାସିଆ ପୀଠର ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିଲେ

ପିପିଲି:ପିପିଲି ଥାନା ଅଞ୍ଚଳରେ ଏବେ ଦିନକୁ ଦିନ ଲୁଟେରା ଓ ଚୋରଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଥିବା ନେଇ ଅଭିଯୋଗ ହୋଇ ଆସୁଥିବା ବେଳେ ଶନିବାର ରାତିରେ ୪ଟି ସ୍ଥାନରୁ ସିରିଜ ଚୋରି ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ…
Read More...

ଗଞ୍ଜାମରେ ବିଜେଡିର ୨୫ ତମ ପ୍ରତିଷ୍ଟା ଦିବସ ପାଳିତ

ଗଞ୍ଜାମ:ଗଞ୍ଜାମ ସହରରେ ବିଜୁ ଜନତା ଦଳର ୨୫ ତମ ପ୍ରତିଷ୍ଠା ଉତ୍ସବ ମହା ସମାରୋହରେ ପାଳିତ ହୋଇଛି। ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଉକ୍ତ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଥମେ ପ୍ରବାଦ ପୁରୁଷ ତଥା…
Read More...

ଦ୍ୱିତୀୟ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଢେଙ୍କାନାଳକୁ ହରାଇ ଖୋର୍ଦ୍ଧା ସେମିରେ

ବେଗୁନିଆ:କଣ୍ଟାବାଡ଼ ସ୍ପୋର୍ଟସ ଅସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ହାଇସ୍କୁଲ ଖେଳ ପଡ଼ିଆରେ ଚାଲିଥିବା ଦ୍ୱିତୀୟ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ କ୍ୱାର୍ଟର ଫାଇନାଲ ମ୍ୟାଚରେ ଖୋରଧାର କଳିଙ୍ଗ…
Read More...

ସାନ୍ତା-କ୍ଲଜ୍‌ ନାହାନ୍ତି; ବଡ଼ଦିନ ଫିକା

ୱାଶିଂଟନ: ଯୁକ୍ତରାଷ୍ଟ୍ର ଆମେରିକାରେ ବଡ଼ଦିନ ପର୍ବ ଫିକା ରହିଛି। ଚଳିତ ବଡ଼ ଦିନ ପର୍ବରେ ଲୋକପ୍ରିୟ ସାନ୍ତା-କ୍ଲଜ୍‌ ପୂର୍ବପରି ଦେଖାଯାଉ ନାହାନ୍ତି। କରୋନାରେ ଶତାଧିକ ସାନ୍ତା-କ୍ଲଜ୍‌ଙ୍କର ମୃତ୍ୟୁ ଯୋଗୁଁ ଏହି…
Read More...

ମହାକାଶରେ ସର୍ବବୃହତ୍‌ ଟେଲିସ୍କୋପ୍‌ ‘ଜେମ୍ସ ୱେବ୍‌’

ଫ୍ରେଞ୍ଚଗୁଏନା,: ଅମେରିକୀୟ ଅନ୍ତରୀକ୍ଷ ସଂସ୍ଥାନ ‘ନାସା’ ମହାକାଶ ଗବେଷଣା କ୍ଷେତ୍ରରେ ଶନିବାର ନୂଆ କିର୍ତ୍ତିମାନ ସ୍ଥାପନ କରିଛନ୍ତି। ନାସା ପକ୍ଷରୁ ସର୍ବବୃହତ୍‌ ଦୂରବିକ୍ଷଣ ଯନ୍ତ୍ର (ଟେଲିସ୍କୋପ) ‘ଜେମସ୍‌…
Read More...

ମାଓ ଯୋଜନା ପଣ୍ଡ; ବିପୁଳ ବିସ୍ଫୋରକ ଜବତ

ମାଲକାନଗିରି:-ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଜଡ଼ାମ୍ବ ଥାନା ଅଞ୍ଚଳରେ ମାଓବାଦୀ ରଖିଥିବା ସାମଗ୍ରୀ ଜବତ ହୋଇଛି। ଏ ସମ୍ବନ୍ଧରେ ମାଲକାନଗିରି ଉପଖଣ୍ଡ ଆରକ୍ଷୀ ଅଧିକାରୀ ଅଭିଳାଷ ଜି ଦେଇଥିବା ସୂଚନା ଅନୁଯାୟୀ,…
Read More...

ପ୍ରଧାନମନ୍ତ୍ରୀଙ୍କ ଘୋଷଣା:ଜାନୁଆରି ୩ରୁ ୧୫ରୁ ୧୮ ବର୍ଷ ପିଲାଙ୍କ ପାଇଁ ଆରମ୍ଭ ହେବ କରୋନା ଟିକାକରଣ

ନୂଆଦିଲ୍ଲୀ: ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧନ କରି କହିଛନ୍ତି ଯେ ଜାନୁଆରି ୩ରୁ ୧୫ରୁ ୧୮ ବର୍ଷ ପିଲାଙ୍କ ପାଇଁ କରୋନା ଟିକାକରଣ ଆରମ୍ଭ ହେବ। ସେହିପରି ସ୍ବାସ୍ଥ୍ୟ ସେବା କର୍ମୀଙ୍କ ପାଇଁ…
Read More...

ଡଳଙ୍ଗ ଗ୍ରାମରେ ଅଗ୍ନିକାଣ୍ଡ, ଜଳିଗଲା ୩ ବଖରା ଘର

ପାଟଣା: କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରୀ ପଞ୍ଚାୟତ ଡଳଙ୍ଗ ଗ୍ରାମ ଢିପା ସାହିର କିରଣ ନାଏକଙ୍କ ଘରେ ଆଜି ବିଳମ୍ୱିତ ସଂନ୍ଧ୍ୟାରେ କୈାଣସି କାରଣରୁ ଅଗ୍ନିକାଣ୍ଡ ଘଟି ୩ ବଖରା ଘର ସଂପୂର୍ଣ୍ଣ…
Read More...

୫୦ ହଜାର ଟଙ୍କା ଦାଦାବଟି ନଦେବାରୁ ଦୋକାନୀଙ୍କୁ ଖଣ୍ଡାଚୋଟ

ବ୍ରହ୍ମପୁର: ୫୦ ହଜାର ଟଙ୍କା ଦାଦାବଟି ନଦେବାରୁ ବ୍ରହ୍ମପୁରର ଜଣେ ଦୋକାନୀଙ୍କୁ ଖଣ୍ଡାଚୋଟ ଖାଇବାକୁ ପଡ଼ିଛି। ଦୁର୍ବୃର୍ତ୍ତମାନେ ସଂପୃକ୍ତ ଦୋକାନୀଙ୍କ ଘର ଭିତରେ ପଶି ତାଙ୍କୁ ଖଣ୍ଡାରେ ହାଣିବା ସହ ଦୋକାନ ଭିତରେ ଥିବା…
Read More...

ରାସନ କାର୍ଡରୁ ବଞ୍ଚିତ ବୃଦ୍ଧ ଦମ୍ପତି

ଝୁମ୍ପୁରା: ସଂପ୍ରତି କେନ୍ଦ୍ର ସରକାର ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ପ୍ରତି ଗରିବ ପରିବାରକୁ ମୁଣ୍ଡପିଛା ୫ କିଗ୍ରା ଚାଉଳ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି। କିନ୍ତୁ ବ୍ଲକସ୍ତରରେ ରହିଥିବା ଯୋଗାଣ…
Read More...

ବଦଳିବ ବଲାଙ୍ଗିର ସହରର ଚିତ୍ର, ଜାଗା ମିଶନ ଦେବ ଗରିବଙ୍କୁ ନୂଆ ପରିଚୟ

ବଲାଙ୍ଗିର: ବଦଳିବ ବଲାଙ୍ଗିର ସହରର ଚିତ୍ର। ବଦଳିବ ଗରିବଙ୍କ ଠିକଣା। ଗରିବ ଲୋକ ପାଇବେ ନୂଆ ପରିଚୟ। ଜାଗା ମିଶନ ଜରିଆରେ ଘର ଡିହ ଯୋଗାଉଛନ୍ତି ରାଜ୍ୟ ସରକାର। ବଲାଙ୍ଗିର ସହରର ଗରିବ ପରିବାରକୁ ଥଇଥାନ କରିବା ପାଇଁ…
Read More...

ଓମିକ୍ରନ ପାଇଁ ସଚେତନ କଲେ ଜିଲାପାଳ, ବିବାହ ଓ ଶେଷକୃତ୍ୟ ପାଇଁ ଅନୁମତି

ବଲାଙ୍ଗିର: ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ କୋଭିଡ କଟକଣା ଜାରି କରାଯାଇଥିଲା। ୧ ଡିସେମ୍ବରରୁ ୧ ଜାନୁଆରି ୨୦୨୨ ଯାଏ ଏହା ଲାଗୁ ହେବାର ଥିଲା। କିନ୍ତୁ କରୋନାର ନୂଆ ରୂପ ଓମିକ୍ରନ ଭାରତ ବର୍ଷରେ ବିପଦ ସୃଷ୍ଟି…
Read More...

ପୁଲିସ ଗାଡ଼ିରୁ ଚମ୍ପଟ ମାରିଲା ଚୋର

ବ୍ରହ୍ମପୁର: ପୁଲିସ ଗାଡିରୁ ଚମ୍ପଟ ମାରିଛି ଚୋର। ବ୍ରହ୍ମପୁର ଟାଉନ ଥାନା ଅଞ୍ଚଳରେ ଆଜି ଅପରାହ୍ଣରେ ଏହି ଘଟଣା ଘଟିଛି। ସୂଚନାଯୋଗ୍ୟ ସାଇକେଲ ଚୋରି ଅଭିଯୋଗରେ କେ. ରବି କୁମାର ନାମକ ଜଣେ ଯୁବକକୁ ଟାଉନ ଥାନା ପୁଲିସ…
Read More...

ଭାରତୀୟ ଗଣତନ୍ତ୍ରରେ ଗଣତାନ୍ତ୍ରିକ ମୂଲ୍ୟବୋଧ ସମୟାନୁକ୍ରମେ ପରିବର୍ତ୍ତନଶୀଳ:ବାଚସ୍ପତି

ଭୁବନେଶ୍ବର: ଗଣତନ୍ତ୍ର ଏପରି ଏକ ଶାସନ ବ୍ୟବସ୍ଥା ଯେଉଁଥିରେ ସମସ୍ତଙ୍କ ଭାଗିଦାରି ରହିଥାଏ। କୌଣସି ବ୍ୟକ୍ତି ବା ଗୋଷ୍ଠୀ ନୁହଁନ୍ତି, ସମସ୍ତ ବ୍ୟକ୍ତି ହିଁ ରାଷ୍ଟ୍ରର ସାର୍ମଭୌମ କ୍ଷମତାର ଅଧିକାରୀ। ପ୍ରତ୍ୟେକ ନାଗରିକର…
Read More...

ବଡ଼ଦିନ ଗଛ ହୁଏ ପୁନଃଚକ୍ରଣ

ଡିସେମ୍ବର ୨୫, ବଡ଼ଦିନ। ଇଉରୋୀୟ, ଆମେରିକୀୟ ରାଷ୍ଟ୍ରରେ ଏହିଦିନ ପାଇଁ ଏବେଠାରୁ ଲୋକଙ୍କ ମନରେ ଉତ୍ସୁକତା ଦେଖାଦେଲାଣି। ପୂରା ବର୍ଷ ସେମାନେ ଏଇ ବଡ଼ଦିନ ସମୟକୁ ଅପେକ୍ଷା କରି ରହିଥାନ୍ତି। ଶୀତର ଆସର ସହ ଖ୍ରୀଷ୍ଟମାସ,…
Read More...

ଆଜିବିକା ଗ୍ରାମୀଣ ଏକ୍ସପ୍ରେସ ଯୋଜନାରେ ମହିଳା ସଂଘକୁ ୫-ଟି ଅଟୋ ପ୍ରଦାନ

ଗୋପାଳପୁର: ଜିଲାରେ ପ୍ରଥମ କରି ରଙ୍ଗେଇଲୁଣ୍ଡା ବ୍ଲକ ପକ୍ଷରୁ ମିଶନଶକ୍ତି ଓ ଜୀବିକାମିଶନ ଆନୁକୁଲ୍ୟରେ ଆଜିବିକା ଗ୍ରାମୀଣ ଏକ୍ସପ୍ରେସ ଯୋଜନାର ଶୁଭାରମ୍ଭ କରାଯିବା ସହ ମହିଳା ସଂଘକୁ ସ୍ବାବଲମ୍ବୀ କରିବା ନିମନ୍ତେ ୫-ଟି…
Read More...

ପୂର୍ବତନ ପୌର ଯନ୍ତ୍ରୀ ଗିରଫ, ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଖୋଜୁଛି ପୁଲିସ

ସୁନ୍ଦରଗଡ଼: ସୁନ୍ଦରଗଡ଼ ପୌରପାଳିକାରେ ବ୍ୟାପକ ଅନିୟମିତତା, ଠକେଇ ଓ ଅପରାଧିକ ଷଡ଼ଯନ୍ତ୍ର ଭଳି ସଂଗୀନ ଅଭିଯୋଗରେ ଆଜି ଟାଉନ ପୁଲିସ ସୁନ୍ଦରଗଡ଼ ପୌରପାଳିକାର ପୂର୍ବତନ ପୌର ଯନ୍ତ୍ରୀ ଜୟନ୍ତ ନାରାୟଣ ପଣ୍ଡାଙ୍କୁ ଗିରଫ…
Read More...

୪ବର୍ଷ ହେଲା ଅଚଳ-ଡେମୋକ୍ଳିସ ଖଣ୍ଡା ଭଲି ଝୁଲୁଛି ଥିବା ରେଙ୍ଗାଲି ବସଷ୍ଟାଣ୍ଡର ହାଇମାକ୍ସ ଲାଇଟ

ରେଙ୍ଗାଲି: ରେଙ୍ଗାଲି ବସଷ୍ଟାଣ୍ଡ ଠାରେ ଥିବା ହାଇମାକ୍ସ ଲାଇଟ୍ ଦୀର୍ଘ ୪ବର୍ଷ ହେଲା ଅଚଳ ରହିଛି। ବସଷ୍ଟାଣ୍ଡ ଅଞ୍ଚଳକୁ ଉକ୍ତ ଲାଇଟ ଆଲୋକିତ କରୁନାହିଁ । ଏହାର ମରାମତି ଦିଗରେ ସ୍ଥାନୀୟ ପଞ୍ଚାୟତ କର୍ତ୍ତୃପକ୍ଷ କିମ୍ବା…
Read More...

ଗୋଦାମ ଗୃହରେ ଭୟାନକ ଅଗ୍ନିକାଣ୍ଡ, ଜଳିଗଲା ୨କୋଟିରୁ ଅଧିକ ଟଙ୍କାର ଝୋଟ

କୁଆଁପାଳ: ମାହାଙ୍ଗା ଥାନା କୁହୁଣ୍ଡା ଗାଁ’ରେ ଥିବା ଏକ ଝୋଟ ଗୋଦାମରେ ଆଜି ମାଧ୍ୟାହ୍ନରେ ଅଚାନକ ନିଆଁ ଲାଗିଯିବା ଫଳରେ ଦୁଇ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଝୋଟ ଜଳିଯାଇଛି। ମୂଳବସନ୍ତ ପଞ୍ଚାୟତ ଗୁଣୁପୁର ଗାଁ’ର ଝୋଟ…
Read More...

ପ୍ରଫେସର ସସ୍ମିତାରାଣୀ ସାମନ୍ତ ହେଲେ କିଟ୍‍ ବିଶ୍ୱବିଦ୍ୟାଳୟର ନୂତନ କୁଳପତି

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ପ୍ରଫେସର ସସ୍ମିତାରାଣୀ ସାମନ୍ତ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରଫେସର ହୃଷୀକେଶ ମହାନ୍ତିଙ୍କ କାର୍ୟ୍ୟକାଳ ଶେଷ ହୋଇଯିବା ପରେ କୁଳାଧିପତି ପ୍ରଫେସର…
Read More...

୧୩ ପ୍ରସ୍ତାବକୁ କ୍ୟାବିନେଟ ମୋହର-ଲୋ ଭୋଲଟେଜ ସମସ୍ୟା ଦୂର ପାଇଁ ୨୬୦କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦିତ

https://youtu.be/3767vdoJ8Bw ଭୁବନେଶ୍ବର: ରାଜ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ମୋଟ ୧୩ଟି ପ୍ରସ୍ତାବକୁ କ୍ୟାବିନେଟ ମୋହର ଲାଗିଥିବା ସୂଚନା ମିଳିଛି। ଓଡ଼ିଶା ଇଲେକ୍ଟ୍ରିକାଲ…
Read More...

ଜିଲା ପରିଷଦ ଅଧ୍ୟକ୍ଷ ସଂରକ୍ଷଣ ବିଜ୍ଞପ୍ତି, ଆସନ୍ତା ୩ ତାରିଖ ମଧ୍ୟରେ ଅଭିଯୋଗ ଓ ପରାମର୍ଶ ଦେବାକୁ ଆହ୍ବାନ

ଭୁବନେଶ୍ବର: ଜିଲା ପରିଷଦ ଅଧ୍ୟକ୍ଷ ପଦ ପୂରଣ ନେଇ ଆଜି ପୁଣି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଚିଠା ବିଜ୍ଞପ୍ତି ପ୍ରକାଶ କରାଯାଇଛି। ୧୦ଦିନ ଯାଏ ଅଭିଯୋଗ ଗ୍ରହଣ କରାଯିବ। ଆସନ୍ତା ୩ ତାରିଖ…
Read More...

ପୁରୀ ଜିଲାର ପ୍ରଥମ ମିଶନ ଶକ୍ତି କାଫେ ଲୋକାର୍ପିତ

ପିପିଲି:ପୁରୀ ଜିଲାର ପ୍ରଥମ ମିଶନ ଶକ୍ତି କାଫେ ପିପିଲି ବ୍ଳକ କଲୋନୀ ପରିସରରେ ଶୁକ୍ରବାର ଉଦ୍‍ଘାଟିତ ହୋଇଯାଇଛି। ଏହାକୁ ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥୀ ଆନୁଷ୍ଠାନିକ ଭାବେ ଲୋକାର୍ପଣ କରିଥିଲେ। ଏହି…
Read More...

କଥା ଦେଇ କଥା ରଖିଲେ ସରକାର, ରେମୁଣା କ୍ରୀଡ଼ା ଇତିହାସରେ ସୃଷ୍ଟି ହେବ ନୂଆ ଅଧ୍ୟାୟ

ବାଲେଶ୍ୱର: କଥା ଦେଇ କଥା ରଖିଲେ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ଯେଉଁ ଲୋକ ବାକ୍ୟ ରହିଛି ତାହା ଆଜି ପୁଣି ଥରେ ପ୍ରମାଣିତ ହୋଇଛି। ଗତ ୧୮ ତାରିଖରେ ଇଲେକ୍ଟ୍ରୋନିକ୍ସ ସୂଚନା ପ୍ରଯୁକ୍ତି,…
Read More...

ବଲାଙ୍ଗିର ଓପନ୍ ଫିଡେ ରେଟିଂ ଚେସ୍ ଟୁର୍ଣ୍ଣାମେଣ୍ଟ

ବଲାଙ୍ଗିର: ବଲାଙ୍ଗିର ଜିଲା ଚେସ୍ ଆସୋସିଏସନ୍(ଡିସିଏବି) ପକ୍ଷରୁ ଆୟୋଜିତ ପ୍ରଥମ ବଲାଙ୍ଗିର ଓପନ୍ ଫିଡେ ରେଟିଂ ଚେସ୍ ଟୁର୍ଣ୍ଣାମେଣ୍ଟ ବଲାଙ୍ଗିର ଜିଲାପାଳ ଚଞ୍ଚଳ ରାଣାଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି। ସ୍ଥାନୀୟ…
Read More...

କଣ୍ଟାବାଞ୍ଜିରେ ରାଷ୍ଟ୍ରୀୟ ଶିକ୍ଷା ନୀତି-୨୦୨୦ ପ୍ରସଙ୍ଗରେ ଆଲୋଚନା ଚକ୍ର

କଣ୍ଟାବାଞ୍ଜି: ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, କଣ୍ଟାବାଞ୍ଜିରେ ଶିକ୍ଷା ବିକାଶ ସମିତି କଣ୍ଟାବାଞ୍ଜି ସଂକୁଳର ବିଦ୍ବତ ପରିଷଦ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରୀୟ ଶିକ୍ଷା ନୀତି-୨୦୨୦ର ସଫଳତା ଦିଗରେ…
Read More...

ଶିକ୍ଷକ ନିଯୁକ୍ତିରେ ରେକର୍ଡ: ଆଉ ୧୧୪୦୩ ଶିକ୍ଷକ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ, ଏପ୍ରିଲ ୨୨ସୁଦ୍ଧା ନିଯୁକ୍ତି

ଭୁବନେଶ୍ୱର: ରାଜ୍ୟରେ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡିକର ୫-ଟି ରୂପାନ୍ତର କାର୍ୟ୍ୟକ୍ରମରେ ରୂପାନ୍ତରଣ ସହିତ ଶିକ୍ଷକ ନିଯୁକ୍ତି ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ…
Read More...

ଗ୍ରାମାଞ୍ଚଳର ଯୋଗାଯୋଗକୁ ରାଜ୍ୟ ସରକାରଙ୍କ ଗୁରୁତ୍ୱ, ୫୫ଟି ନୂଆ ବସ୍‌ଷ୍ଟାଣ୍ଡର ଭିତ୍ତି ପ୍ରସ୍ତର ସ୍ଥାପନକଲେ…

ଭୁବନେଶ୍ୱର: ସ୍ମାର୍ଟ ହେବ ରାଜ୍ୟର ସବୁ ବସଷ୍ଟାଣ୍ଡ। ରାଜ୍ୟର ପ୍ରତି ଗାଁକୁ ଗଡ଼ିବ ବସ । ଗ୍ରାମଞ୍ଚଳକୁ ସହଜ ହେବ ବସସେବା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ୨୨ଟି ଜିଲାର ୫୫ଟି ବସ୍ ଷ୍ଟାଣ୍ଡ ପାଇଁ ଭିତ୍ତିପ୍ରସ୍ତର…
Read More...

ଦେଶର ଅନ୍ନଦାତା କୃଷକ

ପିପିଲି:କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା (ସିଫା) ଓ ଖୋର୍ଦ୍ଧା କୃଷି ବିଜ୍ଞାନ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ କେଭିକେ ପ୍ରେକ୍ଷାଳୟ ଗୃହରେ ଗୁରୁବାର କୃଷକ ଦିବସ ପାଳିତ…
Read More...

ଧାନଗଦାରେ ଲାଗିଲା ନିଆଁ, ଜଳୁଥିବା ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବିଭାଗ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ପ୍ରଧାନୀଗୁଡା ଗାଁର ଦୁଇଜଣଙ୍କ ଧାନଗଦାରେ ଥିନିଆଁ ଲାଗି ଯାଇଥିଲା। ଫଳରେ ସେମାନଙ୍କର ପ୍ରାୟ ୨୭ ପ୍ୟାକେଟ ଧାନ ପୋଡିଯାଇଥିବା ଦେଖିବାକୁ…
Read More...

ଅବହେଳିତ ଅବସ୍ଥାରେ ପ୍ରାଣୀ ସହାୟକ ଚିକିତ୍ସା କେନ୍ଦ୍ର

ବେଗୁନିଆ: ବେଗୁନିଆ ବ୍ଲକ ଦୁର୍ଗାପୁର ପଞ୍ଚାୟତ ଅନ୍ତର୍ଗତ ଗୁଡୁମ ଗ୍ରାମରେ ଥିବା ପ୍ରାଣୀ ସହାୟକ ଚିକିତ୍ସା କେନ୍ଦ୍ରଟି ଏବେ ପ୍ରଶାସନର ଅବହେଳା ଯୋଗୁଁ ଅନାବନା ଗଛ ଲତାରେ ପରିପୂର୍ଣ୍ଣ ହୋଇ ଜଙ୍ଗଲରେ ପରିଣତ ହୋଇଛି।…
Read More...

ବଡ଼ମ୍ବା ନଦୀକୂଳବାହିର ମହିଳାଗୋଷ୍ଠିଙ୍କୁ ସାଢେ ୬କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ

ବଡ଼ମ୍ବା: ବଡ଼ମ୍ବା ନଦୀକୂଳବାହି ଅଞ୍ଚଳର ଅଗ୍ରଣୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମିଶନଶକ୍ତି ସହଯୋଗରେ ଆୟୋଜିତ ସ୍ୱତନ୍ତ୍ର ଋଣମେଳା କାର୍ଯ୍ୟକ୍ରମରେ ପ୍ରାୟ ସାଢେ ୬କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ ପ୍ରଦାନ…
Read More...

ବୈଦ୍ୟେଶ୍ୱର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ; ବାଙ୍କୀ ବିଜୟୀ

କଳାପଥର(ବାଙ୍କୀ): ଦିଶା ମିନି ଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇଥିବା ୧୪ ତମ ବୈଦ୍ୟେଶ୍ୱର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ବୈଦ୍ୟଶ୍ୱର ଗ୍ରାମ ପଞ୍ଚାୟତର…
Read More...

୫ଟି ନିର୍ମାଣ କାର୍ଯ୍ୟ ପାଇଁ ଚାରିଛକ ହାଇସ୍କୁଲରେ ଭୂମିପୂଜନ

ହରଭଙ୍ଗା:ହରଭଙ୍ଗାବ୍ଲକ ସଦରମହକୁମାରେଥିବା ଚାରିଛକ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ୫ଟିରେ ସାମିଲ ହୋଇଛି। ଏହାର ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ପାଇଁ ପରିଚାଳନା କମିଟିର ସଭାପତି ଶ୍ରୀବନ୍ତ ମେହେରଙ୍କ ସଭାପତିତ୍ୱରେ…
Read More...

ମୋହନାରେ ଅନୁସୂଚିତ ଜନଜାତି ଓ ଜାତି ସ୍ୱତନ୍ତ୍ର ସଚିବ: ବିଦ୍ୟାଳୟର ଭିର୍ତ୍ତିଭୂମି ପରଖିଲେ, ସମସ୍ୟାର ସମାଧାନ ପାଇଁ…

ମୋହନା: ଗଜପତି ଜିଲା ମୋହନାକୁ ଦୁଇ ଦିନିଆ ଗ୍ରସ୍ତ କରିଛନ୍ତି ରାଜ୍ୟ ଅନୁସୂଚିତ ଜନଜାତି ଓ ଜାତି ସ୍ବତନ୍ତ୍ର ସଚିବ ପବିତ୍ର ମଣ୍ଡଳ। ସେ ଆଦିବାସୀ ଛାତ୍ର ଛାତ୍ରୀମାନଙ୍କର ଉନ୍ନତି ପାଇଁ ଜାରି ରହିଥିବା ରାଜ୍ୟ…
Read More...

ଆନ୍ତଃମହାବିଦ୍ୟାଳୟ ଖୋ-ଖୋ ପ୍ରତିଯୋଗିତା ଉଦ୍‍ଯାପିତ, ଗୋପବନ୍ଧୁ ବିଜ୍ଞାନ କଲେଜ ଚମ୍ପିଆନ

ଆଠଗଡ: ଆଠଗଡସ୍ଥିତ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ ଖେଳପଡିଆରେ ଚାଲିଥିବା ୨ଦିନିଆ ଆନ୍ତଃମହାବିଦ୍ୟାଳୟସ୍ତରୀୟ ଖୋ-ଖୋ ପ୍ରତିଯୋଗିତା ମଙ୍ଗଳବାର ଉଦ୍‍ଯାପିତ ହୋଇଯାଇଛି। ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନ ୯ଟି…
Read More...

ଧାଇପୁରରେ ରକ୍ତଦାନ ଶିବିର, ୧୨୧ୟୁନିଟ ସଂଗୃହୀତ

ଆଠଗଡ: ଆଠଗଡ ବିଜୁ ଯୁବ-ଛାତ୍ର ଜନତା ଦଳ ଆନୁକୁଲ୍ୟରେ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ସହଯୋଗରେ ଧାଇପୁରଠାରେ ମଙ୍ଗଳବାର ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ କଟକ ରେଡକ୍ରସ…
Read More...

ଗୋଠଛଡ଼ା ଦନ୍ତାର ଉତ୍ପାତ, ଆତଙ୍କିତ ଅବସ୍ଥାରେ ସ୍ଥାନୀୟ ଲୋକେ

ପାଟଣା: କେନ୍ଦୁଝର ଜିଲା ପାଟଣା ବନାଞ୍ଚଳରେ ମାତିଛି ଗୋଠ ଛଡା ଦନ୍ତା ,ଦୁଇଦିନ ହେଲା ଗୋଠ ଛଡା ଦନ୍ତା ପାଟଣା ବନାଞ୍ଚଳର ଉଦୟପୁର , ରାଜନଗର, ଯମୁନାପଶି ଅଞ୍ଚଳରେ ଆତଙ୍କ ଖେଳାଇଛି। ଅନ୍ୟ ହାତୀପଲଙ୍କ ଠାରୁ ଅଲଗା…
Read More...

ଜଣେ ଅଧିକାରୀରେ ଚାଲିଛି ସାତଶଙ୍ଖ ପୁଲିସ ଫାଣ୍ଡି

ପିପିଲି:ପୁରୀ ଜିଲାର ପ୍ରମୁଖ ପୁଲିସ ଫାଣ୍ଡି ଭାବେ ପରିଚିତ ସାତଶଙ୍ଖ ଫାଣ୍ଡିରେ ଏବେ ଜଣେ ମଧ୍ୟ ପୁଲିସ କର୍ମଚାରୀ ନାହାନ୍ତି। କେବଳ ଜଣେ ମାତ୍ର ପୁଲିସ ଅଧିକାରୀଙ୍କ ଦ୍ୱାରା ଚାଲିଛି ଫାଣ୍ଡି। କର୍ମଚାରୀ ନଥିବାରୁ…
Read More...

ପିଏମ୍ଇସି ପକ୍ଷରୁ ଏକ୍ସୋଡ଼ିୟମ ୨୦୨୧ ଉଦଘାଟିତ

ଗୋପାଳପୁର: ଶିତଳାପଲ୍ଲୀ ଠାରେ ଥିବା ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ ପକ୍ଷରୁ ଏକ୍ସୋଡ଼ିୟମ ୨୦୨୧ କାର୍ୟ୍ୟକ୍ରମ ଆଜି ଉଦଘାଟିତ ହୋଇଯାଇଛି।ନୂତନ କରି ମହାବିଦ୍ୟାଳୟରେ ପାଦ ଦେଇଥିବା ପ୍ରଥମ ବର୍ଷର ବିଦ୍ୟାର୍ଥୀ…
Read More...

ଲାଞ୍ଜିଗଡ଼ ଅଞ୍ଚଳରେ ପ୍ରବଳ ଶୀତ, ୭ ଡିଗ୍ରୀକୁ ତଳକୁ ଖସିଲା ପାରଦ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଳକ ଅଞ୍ଚଳରେ ଏବେ ପ୍ରବଳ ଶୀତ ଅନୁଭୁତ ହେଉଛି। ଆଜି ଏହି ଅଞ୍ଚଳରେ ପାରଦ ୭ ଡିଗ୍ରୀ ରେକର୍ଡ କରାଯାଇଥିବା ଅନୁମାନ କରାଯାଉଛି। ବନ ପାହାଡ଼ ଘେରି ରହିଥିବା ଏହି ଲାଞ୍ଜିଗଡ଼…
Read More...

ସ୍ପଷ୍ଟ ଦିବାଲୋକରେ ଯୁବକଙ୍କୁ ଗଳାକାଟି ହତ୍ୟା

ରାଉରକେଲା: ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ସେକ୍ଟର-୨୧ ନୟାବଜାର ସ’ମିଲ ଛକରେ ଜଣେ ଯୁବକକୁ ଗଳାକାଟି ହତ୍ୟା କରାଯାଇଛି। ପୂର୍ବ ଶତୃତାରୁ ଏହି ହତ୍ୟାକାଣ୍ଡ ହୋଇଥିବା ପୁଲିସର ପ୍ରାଥମିକ ତଦନ୍ତରେ କୁହାଯାଇଛି। ମୃତ…
Read More...

ତବଡାବାହାଲ ପଥର ଖଣି କ୍ଳଷ୍ଟର ପାଇଁ ଜନଶୁଣାଣି

ରେଙ୍ଗାଲି: ସମ୍ବଲପୁର ଜିଲା ରେଙ୍ଗାଲି ତହସିଲ ଅନ୍ତର୍ଗତ ତବଡାବାହାଲ ମୌଜା ରେ ୬ଟି ପଥର ଖଣି କୁ ନେଇ ରାଜସ୍ୱ ବିଭାଗ ପକ୍ଷରୁ ଗଠିତ ଖଣି କ୍ଳାଷ୍ଟର ପାଇଁ ଆଜି ଭୋଇମୁଣ୍ଡା ଗ୍ରାମରେ ଜନଶୁଣାଣି ଅନୁଷ୍ଠିତ ହୋଇଥିଲା।…
Read More...

ଜରୁରୀ ସେବା ଉପରେ ସଚେତନତା ସୃଷ୍ଟି, ଯୋଗଦେଲେ ଆଶାକର୍ମୀ

ମୋହନା: ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଆଶାକର୍ମୀମାନଙ୍କୁ ନେଇ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଓ ୧୦୮ର ଜରୁରୀ ସେବା ଉପରେ ଏକ ସଚେତନତା ମୂଳକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ…
Read More...

ଅପସରି ଯାଇଥିବା ସ୍ମୃତିକୁ ଉଜ୍ୱୀବିତ କରେ ବନ୍ଧୁମିଳନ

ସାରନଗରୀ:ବ୍ୟକ୍ତି ସଂସାରର ସବୁଠୁ ଭଲ ବନ୍ଧୁ । ଆଜିର ସମାଜରେ ଧୀରେ ଧୀରେ ହଜି ଯାଉଛି ମଣିଷପଣିଆ!ସ୍ୱାର୍ଥବାଦୀ ମଣିଷ ଗର୍ବ ଅହଂକାରରେ ବୁଡ଼ି ଆପଣାର ଲୋକଙ୍କୁ ବି ପର କରିବାକୁ ପଛାଇ ଯାଉନି। ଭୂଲିଯାଉଛି ରକ୍ତ ସମ୍ପର୍କର…
Read More...

୩୬ ଘଣ୍ଟା ବିତିଲା, ସମାଧାନ ନୋହିଲା : ରାସ୍ତା ଅବରୋଧ ଜାରି, ଭୋଟ ବର୍ଜନ ଚେତାବନୀ ଦେଲେ ଅଞ୍ଚଳବାସୀ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ଲାଞ୍ଜିଗଡ଼ ସହରରୁ ଜଗନ୍ନାଥପୁରକୁ ସଂଯୋଗ କରୁଥିବା ରାସ୍ତା ସଂକୀର୍ଣ୍ଣ ତଥା ଖାଲଖମାରେ ଭର୍ତ୍ତି ହୋଇଥିବାବେଳେ ଏହି ରାସ୍ତାରେ ଦିନାତିଦିନ ଦୁର୍ଘଟଣା ଘଟି ଧନଜୀବନ ହାନି…
Read More...

ପୋଖରୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

ବେଗୁନିଆ: ବାଘମାରୀ ଥାନା ସିମୋର ପଞ୍ଚାୟତ ଅନ୍ତର୍ଗତ କଣ୍ଟାମଳିମ ଗ୍ରାମରେ ଗତକାଲି ରାତିରେ ପୋଖରୀକୁ ଶୌଚ ହେବାକୁ ଯାଇ ଗୋଡ ଖସିଯିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସମ୍ପୃକ୍ତ ଗ୍ରାମର ମକର…
Read More...

ତୁରୁମୁଙ୍ଗା ଥାନା ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ, ୬୩ ଲିଟର ଚୋରା ମଦ ସହ ୪ ଗିରଫ

ପାଟଣା: କେନ୍ଦୁଝର ଜିଲା ଅବକାରୀ ଅଧିକ୍ଷକ ସୀତାକାନ୍ତ ମୁଦୁଲିଙ୍କ ନିର୍ଦ୍ଦେଶ କ୍ରମେ ଆଜି ପାଟଣା ଅବକାରୀ ବିଭାଗ ପକ୍ଷରୁ ତୁରୁମୁଙ୍ଗା ଥାନା ଅଞ୍ଚଳର ବିଭିନ୍ନ ଗ୍ରାମରେ ଚଢ଼ାଉ କରାଯାଇ ୬୩ ଲିଟର ଚୋରା ମହୁଲି ମଦ ଜବତ…
Read More...

ପୂର୍ବତନ ସାଂସଦ ଉପେନ୍ଦ୍ର ନାଥଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକ ପ୍ରକାଶ

ପାଟଣା: କେନ୍ଦୁଝର ଲୋକସଭା ଆସନର ପୂର୍ବତନ ସାଂସଦ ଉପେନ୍ଦ୍ର ନାଥ ନାୟକଙ୍କର ଆଜି ୭୩ବର୍ଷ ବୟସରେ ପରଲୋକ ଘଟିଛି। ପୂର୍ବତନ ସାଂସଦଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ୧୯୪୮ ମସିହା ଜାନୁଆରୀ ୯ତାରିଖରେ…
Read More...

ଲଇଡା କଲେଜରେ ଭଙ୍ଗାରୁଜା କଲେ ଦୁର୍ବୃତ୍ତ; ଚିରି ଫିଙ୍ଗିଲେ କାଗଜାତ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ର ଇଲଡା ଠାରେ ଥିବା ଦୁତିକା ସାହୁ କଲେଜରେ ଗତକାଲି ରବିବାର ଛୁଟି ଥିବା ବେଳେ କିଛି ଦୁର୍ବୃତ୍ତ ନିଶାଦ୍ରବ୍ୟ ସେବନ କରି ଟିଆରଡବ୍ଲ୍ୟୁ ଛାତ୍ରୀ ନିବାସ ପାର୍ଶ୍ବରେ ଥିବା ଫାଟକ ଭାଙ୍ଗି…
Read More...

ସୁମିତଙ୍କ ଫାଟକ ଭାଙ୍ଗିଲେ ମହିଳା, ଶ୍ବଶୁର ଘର ବାରଣ୍ଡାରେ ଆଶ୍ରୟ ନେଲେ ତପସ୍ବିନୀ

ବ୍ରହ୍ମପୁର: ଡାକ୍ତର ସୁମିତଙ୍କ ବ୍ରହ୍ମପୁରସ୍ଥିତ ବାସଭବନରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ସୁମିତଙ୍କ ଘର ଫାଟକ ଭାଙ୍ଗି କିଛି ମହିଳା ଉଦ୍ୟମ କରି ସଫଳ ହୋଇଥିଲେ। ତେବେ ଦ୍ବିତୀୟ ଫାଟକ ଭାଙ୍ଗିବାରେ ସକ୍ଷମ…
Read More...

ମହାନଦୀ ସେତୁରୁ ପଡି ଶ୍ରମିକ ମୃତ୍ୟୁ ଘଟଣା: କ୍ଷତିପୂରଣ ରାଶି ପାଇ: ମୃତକଙ୍କ ପିତା ସଂଗ୍ରହ କରିପାରୁ ନାହାନ୍ତି…

ହରଭଙ୍ଗା: ବୌଦ୍ଧଜିଲା ହରଭଙ୍ଗା ବ୍ଲକ ଖରଶଙ୍କୁଲେଇଠାରେ ନିର୍ମାଣଧିନ ଧଳପୁର-ଆଠମଲ୍ଲିକ ମହାନଦୀ ସେତୁରୁ ପଡି ଗତ ମାର୍ଚ୍ଚ ମାସରେ ସମୀର ଘୋଷ(୨୦) ଏବଂ ଜାହାଙ୍ଗୀର ହୁସେନ(୨୦) ଭଳି ଦୁଇ ଜଣ ଅଣଓଡିଆ ଶ୍ରମିକଙ୍କ ମୃତ୍ୟୁ…
Read More...

ଜରାଜୀର୍ଣ୍ଣ ଅବସ୍ଥାରେ ପିପିଲି ହସ୍ତଶିଳ୍ପ ଗ୍ରାମ

ପିପିଲି:ପିପିଲି ପୌରାଞ୍ଚଳ ଉପକଣ୍ଠ ଜାତୀୟ ରାଜପଥ କଡରେ ୮କୋଟି ଟଙ୍କା ବ୍ୟୟରେ ନିର୍ମିତ ପିପିଲି ହସ୍ତଶିଳ୍ପ ଗ୍ରାମ ଅଦ୍ୟାବଧି କାର୍ଯ୍ୟକ୍ଷମ ହୋଇପାରିନାହିଁ। ୫ବର୍ଷ ତଳୁ ଏହାର ନିର୍ମାଣ ସରିଥିଲେ ମଧ୍ୟ ଏହାକୁ…
Read More...

ଏବେ ଚାଷୀଙ୍କ ଧାନ କିଣିବେ ବଜାର ନିୟନ୍ତ୍ରଣ କମିଟିର କର୍ମଚାରୀ

ଝୁମ୍ପୁରା: ଝୁମ୍ପୁରା ବ୍ଲକର ଉଖୁଣ୍ଡାରେ ସୋମବାର ଦିନ ଚମ୍ପୁଆ ବଜାର ନିୟନ୍ତ୍ରଣ କମିଟି ପକ୍ଷରୁ ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ମଣ୍ଡିର ଶୁଭାରମ୍ଭ ହୋଇଛି। ଧାନ ମଣ୍ଡିର ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…
Read More...

ଲଇଡା ଅଞ୍ଚଳରେ ହିମପାତ; ଶୀତ ଲହରିରେ ଜନଜୀବନ ଅସ୍ତବ୍ୟସ୍ତ

ରେଙ୍ଗାଲି:ଗତ କିଛି ଦିନ ହେଲା ପ୍ରବଳ ଶୀତ ଲହରି ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ପ୍ରବଳ ଥଣ୍ଡା ଯୋଗୁଁ ଅଘୋଷିତ କର୍ଫ୍ୟୁ ଭଳି ସ୍ଥିତି ଦେଖା ଦେଇଛି। ସନ୍ଧ୍ୟା ହେବା ମାତ୍ରେ ରାସ୍ତାଘାଟ ଦୋକାନ…
Read More...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ଖେଳ, ପିକନିକ୍ ,ପୂଜା ମହୋତ୍ସବ ମାଧ୍ୟମରେ ବଳ ସାଉଁଟୁଛନ୍ତି ନେତା

ରେଙ୍ଗାଲି: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତିଥି, ବାର, ତାରିଖ ଘୋଷଣା ବାକି ରହିଛି। ସେହିପରି ନିର୍ବାଚନର ଫାଇନାଲ୍ ବିଗୁଲ୍ ବାଜିବା ପୁର୍ବରୁ ଅଶାୟୀ ପ୍ରାର୍ଥୀ ମାନଙ୍କ ମଧ୍ୟରେ ଛକା ପଞ୍ଝା ଚାଲିଛି। ଦଳୀୟ…
Read More...

ଜନ ସମ୍ପର୍କ ଶିବିର, ୨୯୦ଟି ଜଙ୍ଗଲ ଜମି ପଟା ବଣ୍ଟନ କଲେ ମନ୍ତ୍ରୀ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦରରେ ଥିବା ତହସିଲ କାର୍ଯ୍ୟାଳୟ ପରିସରରେ ଜନ ସମ୍ପର୍କ ଶିବିର ବା ଜଙ୍ଗଲ ଜମି ପଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନୁସୂଚିତ ଜନଜାତି ଓ…
Read More...

ଅଳ୍ପ ବୃଷ୍ଟିପାତ, ଶତାଧିକ ଏକର ଜମି ପଡ଼ିଆ: ଗୁଡ଼ଭେଲା ବ୍ଳକରେ ଧାନ କିଣାରେ ଅବ୍ୟବସ୍ଥା

ଗୁଡଭେଲା : ଗୁଡଭେଲା ବ୍ଳକରେ ଚଳିତ ବର୍ଷ ଡିସେମ୍ବର ୮ ତାରିଖରୁ ଖରିଫ ଧାନ କିଣା ଆରମ୍ଭ ହୋଇଯାଇଛି। ବ୍ଳକରେ ୮ଟି ସମବାୟ ସମିତି ସହ ଗୋଟେ ସ୍ବୟଂ ସହାୟକ ଦଳ ଧାନ କିଣିବାକୁ ନିଯୁକ୍ତି ହୋଇଛନ୍ତି। ଚଳିତ ବର୍ଷ ଅଳ୍ପ…
Read More...

ସୈରାସଂପ୍ରଦାୟର କାନ୍ଦୁଲ ନୂଆପର୍ବ ପାଳିତ, ପୂଜା ପାଇଲେ ଟାଙ୍ଗୀ ଦେବତା

ରାମନାଗୁଡା: ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ରାୟଗଡ଼ା ଜିଲା ରାମନାଗୁଡା ବ୍ଲକ କୁଜେନ୍ଦ୍ରୀଗ୍ରାମରେ ସୈରାସଂପ୍ରଦାୟର କାନ୍ଦୁଲ ନୂଆପର୍ବ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏହି ଅବସରରେ ଟାଙ୍ଗୀ ଦେବତାଙ୍କ ପୂଜା…
Read More...

ଚିତ୍ତାକର୍ଷକ ଫେସନ ଶୋ’: ‘ମହିଳା ହିଁ ପରିବର୍ତ୍ତନର ସୁତ୍ରଧର’କୁ ପ୍ରୋତ୍ସାହିତ କରିବ ସ୍ମୃତିର ଓଡ଼ିଶା

ଭୁବନେଶ୍ୱର: ଚଳିତ ୨୦୨୧କୁ ଏକ ସ୍ମୃତିପୂର୍ଣ୍ଣ ଅଧ୍ୟାୟ ହିସାବରେ ଏକ ହୃଦୟସ୍ପର୍ଶୀ ବିଦାୟ ଦେଉଛନ୍ତି ଭୁବନେଶ୍ୱର ବାସୀ। ଡ଼ିସେମ୍ବର ୧୯ ତାରିଖ, ରବିବାରରେ ହୋଟେଲ ତାଜ୍ ଭିଭାନ୍ତାରେ ଏକ ଆକର୍ଷକ କାର୍ଯ୍ୟକ୍ରମରେ ମିସ୍…
Read More...

ମୁଖ୍ୟମନ୍ତ୍ରୀଙ୍କ ବଡ଼ମ୍ବା ସିଂହନାଥପୀଠ ଗସ୍ତ, ଲୋକାର୍ପଣ କରିବେ ଗୋପୀନାଥପୁର-ବୈଦ୍ୟେଶ୍ୱର ସେତୁ

ବଡ଼ମ୍ବା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ବଡ଼ମ୍ବା ଗସ୍ତରେ ଆସିବେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭୁବନେଶ୍ୱରରୁ ଆସି ବଡ଼ମ୍ବା ଗୋପୀନାଥପୁରରେ ସକାଳ ପ୍ରାୟ ୧୧-୧୫ମିନଟ ସମୟରେ ପହଞ୍ଚିବେ। ମୁଖ୍ୟମନ୍ତ୍ରୀଙ୍କ…
Read More...

ବିଜେଡିର ଯୋଗଦେଲେ ପୂର୍ବତନ ଜିଲା ପରିଷଦ ସଭ୍ୟଙ୍କ ସମେତ ଶତାଧିକ କର୍ମୀ

ପିପିଲି:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ଏବଂ ବିଜେଡି ଦଳର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସ ଦଳର ପୂର୍ବତନ ଜିଲା ପରିଷଦ ସଭ୍ୟ ସୁଶାନ୍ତ କୁମାର ମଲ୍ଲିକଙ୍କ ସମେତ ୩ଟି…
Read More...

ବୌଦ୍ଧରେ ବ୍ରାହ୍ମଣ ସମାଜର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ, ମୁଖପତ୍ର ବ୍ରହ୍ମ ନିନାଦ ଉନ୍ମୋଚିତ

ବୌଦ୍ଧ: ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ଓଡିଶା ବ୍ରାହ୍ମଣ ମହାସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଓ ବୌଦ୍ଧଜିଲା ବ୍ରାହ୍ମଣ ସମାଜର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଜିଲାପାଳ…
Read More...

ବିଜେଡିର ମିଶ୍ରଣ ପର୍ବ, ଏକ ହଜାରରୁ ଊର୍ଦ୍ଧ୍ବ କର୍ମୀ ବିଜେଡିରେ ସାମିଲ

ନବରଙ୍ଗପୁର/ପାପଡାହାଣ୍ଡି : ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ପ୍ରତ୍ୟେକ ରାଜନୈତିକ ଦଳ ନିଜ ନିଜର ଦଳ ସଜାଡ଼ିବା ସହ ଶକ୍ତି ପ୍ରଦର୍ଶନ କରିବାରେ ଲାଗିଛନ୍ତି। ସ୍ଥାନେ ସ୍ଥାନେ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ…
Read More...

ଜୁନାଡହିରେ ଶିବ ମଣ୍ଡପ ଲୋକାର୍ପିତ

ରେଙ୍ଗାଲି: ରେଙ୍ଗାଲି ବ୍ଳକ୍ କିନାଲୋଇ ପଞ୍ଚାୟତର ଜୁନାଡିହି ଗ୍ରାମରେ ନବ ନିର୍ମିତ ଶିବ ମଣ୍ଡପକୁ ଆଜି ରେଙ୍ଗାଲି ବିଧାୟକ ନାଉରି ନାଏକ ଲୋକାର୍ପିତ କରିଛନ୍ତି। ବିଧାୟକ ପାଣ୍ଠିରୁ ନିର୍ମିତ ଏହି ମଣ୍ଡପର ଲୋକାର୍ପଣ…
Read More...

ତବଡାବାହଲରେ ମାଗଣା ସ୍ୱାସ୍ଥ୍ୟ ଶିବିର

ରେଙ୍ଗାଲି: ସମ୍ବଲପୁର ଜିଲା ରେଙ୍ଗାଲି ବ୍ଳକର ତବଡାବାହାଲ ଗ୍ରାମରେ ସ୍ୱାଧୀନ ଏକତା ସଙ୍ଗଠନ ଏବଂ ରେଡକ୍ରସ୍ ପକ୍ଷରୁ ତବଡାନାହାଲର ବୀର ବଜରଙ୍ଗବଳୀ କ୍ଳବର ସହଯୋଗରେ ଆଜି ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା।…
Read More...

ଠେଲକୋଲୋଇ ଥାନାରେ ଆମ ପୁଲିସ ସମିତି ବୈଠକ

ରେଙ୍ଗାଲି: ରେଙ୍ଗାଲି ବ୍ଳକର ଠେଲକୋଲୋଇ ଥାନା ପରିସରରେ ଆଜି ଆମ ପୁଳିସ ସମିତିର ବୈଠକ ଅନୁଷ୍ଠିତ ହୋଇଥିଲା। ଥାନା ଆଇଆଇସି ବିଧୁଭୂଷଣ ମିଶ୍ରଙ୍କ ସଂଯୋଜନାରେ ପରିଚାଳିତ ଏହି ବୈଠକରେ ସମିତି ସମସ୍ତ ସଭ୍ୟ ଅଂଶ ଗ୍ରହଣ…
Read More...

କଲ୍ୟାଣ ମଣ୍ଡପ ନିର୍ମାଣକୁ ବିରୋଧ

ଗଞ୍ଜାମ: ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପକ୍ଷରୁ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ରବିବାର କିଛି ଲୋକ ଏହାକୁ ବିରୋଧ କରିଛନ୍ତି। ମନ୍ଦିର ସ୍ଥାନରେ କଲ୍ୟାଣ ମଣ୍ଡପ ନିର୍ମାଣ…
Read More...

କାର୍‍ ଧକ୍କାରେ ସାଇକେଲ ଚାଳକ ମୃତ, ଉତ୍ତ୍ୟକ୍ତ ଲୋକଙ୍କ ଦ୍ୱାରା ଜାତୀୟ ରାଜପଥ ଅବରୋଧ

ପିପିଲି:ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପିପିଲି ବାଇପାସ ରାସ୍ତାରେ ରବିବାର ଘଟିଥିବା ଏକ ସଡକ ଦୁର୍ଘଟଣାରେ ଜଣେ ସାଇକେଲ ଚାଳକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ବେଣୁଧର ନାୟକ(୫୭) ଓ ତାଙ୍କ ଘର ପିପିଲି…
Read More...

ସମର୍ଥ ସାଇ ଆଶ୍ରମରେ ଦତ୍ତାତ୍ରୟ ଜୟନ୍ତୀ ଓ ରକ୍ତଦାନ ଶିବିର

ବେଗୁନିଆ: ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅଧିନସ୍ଥ ସିକୋ ସମର୍ଥ ସାଇ ଆଶ୍ରମରେ ଦତ୍ତାତ୍ରୟ ଜୟନ୍ତୀ ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ରକ୍ତଦାନ କାର୍ଯ୍ୟକ୍ରମକୁ ବିଭୂତି ଭୂଷଣ ସ୍ୱାଇଁ, ସମାଜସେବୀ ତୀର୍ଥବାସୀ…
Read More...

ଖୋର୍ଦ୍ଧା ଲୋକାୟୁକ୍ତଙ୍କ ତଦନ୍ତ ନିର୍ଦେଶ

ବେଗୁନିଆ: ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅନ୍ତର୍ଗତ ପୋଡାଡିହ ସେବା ସମବାୟ ସମିତିରେ କାର୍ଯ୍ୟରତ ସମ୍ପାଦକ ଧନେଶ୍ୱର ମାଣିକ ଜାଲ ଶିକ୍ଷାଗତ ଯୋଗ୍ୟତା ପ୍ରମାଣ ପତ୍ର ଦେଇ ସମ୍ପାଦକ ଚାକିରୀ କରିଥିବାର ବିଭାଗୀୟ ଉଚ୍ଚ…
Read More...

ମୋହନା ଅଞ୍ଚଳରେ ହାଡଭଙ୍ଗା ଶୀତ, ଜନଜୀବନ ଅସ୍ତବ୍ୟସ୍ତ

ମୋହନା: ସ୍ଥାନୀୟ ବ୍ଳକର ୩୯ଟି ପଞ୍ଚାୟତରେ କିଛି ଦିନ ହେଲା ଶୀତର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ଦୁର୍ଗମାଞ୍ଚଳର ଲୋକେ ଜାଡ ଯୋଗୁଁ ନାହିଁନଥିବା ଅସୁବିଧାର ସମ୍ମ୍ମଖୀନ ହେଉଛନ୍ତି। ପାରଦ ଦିନକୁ ଦିନ ଖସିବାରେ…
Read More...

ସାଧାରଣ ଜୀବନ ଯାପନ ପ୍ରଣାଳୀକୁ ସୁଗମ କରିବା ପାଇଁ ଆନ୍ତଃବିଷୟକ ଗବେଷଣା ଜରୁରୀ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟର ମନସ୍ତତ୍ତ୍ବ ବିଭାଗ ପକ୍ଷରୁ ‘ହ୍ୟୁମାନ ଡିଗନିଟି ଆଣ୍ଡ ମେଣ୍ଟାଲ ହେଲଥ ଇନ ଦି ନ୍ୟୁ ନର୍ମାଲ’ ଶୀର୍ଷକ ଦୁଇଦିନିଆ ଅଭାସୀ ମାଧ୍ୟରେ ଦୁଇଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ଅନୁଷ୍ଠିତ…
Read More...

ଆଖଣ୍ଡଳମଣିଙ୍କ ମନ୍ଦିରରେ ଗୀତାଯଜ୍ଞ

ଆରଡି: ପ୍ରସିଦ୍ଧ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ କୋଭିଡ କଟକଣା ମଧ୍ୟରେ ସପ୍ତଦିନ ବ୍ୟାପୀ ଗୀତାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ପବିତ୍ର ପଣ୍ଡୁପୂର୍ଣ୍ଣିମା ପୂର୍ବରୁ ମନ୍ଦିର ପ୍ରାଙ୍ଗଣରେ ଘଟସ୍ଥାପନ,…
Read More...

ସ୍ତ୍ରୀ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

ନବରଙ୍ଗପୁର: ସ୍ତ୍ରୀ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ ଶୁଣାଇଲେ ବିଚାରପତି। ସାକ୍ଷ୍ୟ ପ୍ରମାଣକୁ ବିଚାର କରି ଆଜି ଉମରକୋଟ ଅତିରିକ୍ତ ଜିଲା ତଥା ଦୌରାଜଜ୍ ସୁନୀଲ କୁମାର ଦାସ ଅଭିଯୁକ୍ତ ଚୈତନ୍ୟନାଗ ହରିଜନକୁ ଆଜୀବନ…
Read More...

ଶାଳ ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ମୁଷାଖୋରି ପଞ୍ଚାୟତ ବଡ଼ ଧନୁର୍ଜୟପୁର ଗ୍ରାମର ସୁନିଲ୍ କୁମାର୍ ମହାନ୍ତ (୩୩) ଧାରକରଜ ସହ ପାରିବାରିକ ସମସ୍ୟା କାରଣରୁ ପାଖ ଜଙ୍ଗଲର ଏକ ଶାଳ ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି।…
Read More...

ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍‌ ଟୁର, ମାଲକାନଗିରିର ଦିଦାୟୀ ଜନଜାତିଙ୍କ ଜୀବନଶୈଳୀ ଓ ସଂସ୍କୃତି

ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍‌ ଟୁର, ମାଲକାନଗିରିର ଦିଦାୟୀ ଜନଜାତିଙ୍କ ଜୀବନଶୈଳୀ ଓ ସଂସ୍କୃତି ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ…
Read More...

କଙ୍କଡ଼ା ଧରିବାକୁ ଯାଇ ମସ୍ୟଜୀବୀଙ୍କ ସନ୍ଦେହ ଜନକ ମୃତ୍ୟ

ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ର ପୁରୁଣାବନ୍ଧ ଗ୍ରାମର ଜଣେ ମତ୍ସ୍ୟଜୀବୀଙ୍କ ସନ୍ଦେହ ଜଣକ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକ ଜଣଙ୍କ ହେଲେ ମୋହନ ବେହେରା(୩୮)। ମାତ୍ସ୍ୟଜୀବୀ ମୋହନ…
Read More...

ଏକାମ୍ରରେ ୨ କୋଟି ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ

ଭୁବନେଶ୍ବର: ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ଧଉଳି ଗ୍ରାମ ପଞ୍ଚାୟତରେ ୨ କୋଟି ଟଙ୍କାର ପ୍ରକଳ୍ପ କୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଶୁଭାରମ୍ଭ କରିଛନ୍ତି। ସେଥିମଧ୍ୟରୁ କୃଷ୍ଣପୁରରେ…
Read More...

ଅଜଣା ବୃଦ୍ଧାଙ୍କ ମୃତଦେହ ସତ୍କାର କଲା କଣ୍ଟାବାଞ୍ଜି ପୁଲିସ

କଣ୍ଟାବାଞ୍ଜି: ଅଜଣା ବୃଦ୍ଧାଙ୍କ ମୃତଦେହ ସତ୍କାର କଲା କଣ୍ଟାବାଞ୍ଜି ପୁଲିସ। ବୃଦ୍ଧାଙ୍କୁ ସମ୍ମାନର ସହିତ ପୁଲିସ କାନ୍ଧ ଦେଇ ମୃତଦେହ ସତ୍କାର କରିଛି। ପୁଲିସର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।…
Read More...

୫-ଟି ରୂପାନ୍ତରିତ ସ୍କୁଲରେ ପରିଣତ ହେଲା ନୀଳଗିରି ରୋଡ ହାଇସ୍କୁଲ

ବାଲେଶ୍ୱର: ରାଜ୍ୟ ସରକାରଙ୍କ ଏକ ମହତ୍ୱପୂର୍ଣ୍ଣ ଯୋଜନା ସ୍ୱରୂପ ରେମୁଣା ବ୍ଲକ ଅନ୍ତର୍ଗତ ନୀଳଗିରି ରୋଡ ହାଇସ୍କୁଲ ଆଜି 5ଟି ରୂପାନ୍ତରଣରେ ସାମିଲ ହୋଇଛି। ରାଜ୍ୟ ଇଲେକଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ…
Read More...

ରୁପାବାଲି ଖେଳ ପଡିଆର ଉନ୍ନତିକରଣ ପାଇଁ ପଡିଲା ଭିତ୍ତିପ୍ରସ୍ତର

ବାଲେଶ୍ୱର: ରେମୁଣା ବ୍ଲକ ଅନ୍ତର୍ଗତ ବରୁଣସିଂ ଗ୍ରାମପଞ୍ଚାୟତର ରୁପାଵାଲି ଖେଳ ପଡିଆର ଉନ୍ନତିକରଣ ଲାଗି ଆଜି ରାଜ୍ୟ କ୍ରୀଡ଼ା ଓ ଯୁବସେବା, ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା…
Read More...

ବସ୍ତି ବାସିନ୍ଦାଙ୍କୁ ନ୍ୟାୟ ନ ମିଳିଲେ କୋର୍ଟର ଆଶ୍ରୟ ନେବ କଂଗ୍ରେସ

ଭୁବନେଶ୍ୱର: ଆଜିକୁ ୧୧ ଦିନ ହେବ ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାଡ ନଂ- ୬୫ ଡୁମୁଡୁମା ହାଉସିଂବୋର୍ଡ ଫେଜ-୧, ସୁବାଷବୋଷ ନଗର ବସ୍ତି ବାସିନ୍ଦାମାନେ ରାଜ୍ୟ ସରକାର ଦ୍ୱାରା ବେଆଇନ ବସ୍ତି ଉଚ୍ଛେଦକୁ ବିରୋଧ କରି…
Read More...

ଔଷଧ ଦୋକାନରୁ ସିରିଜ ଚୋରୀ

ଭୁବନେଶ୍ୱର: ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ) ଭୁବନେଶ୍ୱର ରୋଡ଼ରେ ସିରିଜ ଚୋରି ହୋଇଥିବା ଅଭିଯୋଗ ହୋଇଛି। କେହି ଦୁର୍ବୁତ୍ତ ଏମସ ରୋଡରେ ଥିବା ୪ ଟି ଔଷଧ ଦୋକାନରୁ ୩ ଲକ୍ଷ ଟଙ୍କା ସହ ଦାମୀ ଔଷଧ ଚୋରି…
Read More...