ଜାନୁଆରୀ ୩୧ ପର୍ଯ୍ୟନ୍ତ ଆଖଣ୍ଡଳମଣିଙ୍କ ମନ୍ଦିରରେ ଦର୍ଶନ ମନା

ଆରଡି: ମହାମାରୀ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ରବିବାର ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ସ୍ବତନ୍ତ୍ର କଟକଣା ଜାରି କରାଯାଇଥିଲା। ଏହି କ୍ରମରେ ରବିବାର ରାତି ଗୋଟାଏରୁ…
Read More...

ବାଙ୍କମୁଆଁ ଗାଁରେ ଅଗ୍ନିକାଣ୍ଡ ଘଟି ଜଳିଗଲା ୩ବଖରା ଘର

ଆରଡି: ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ନାନ୍ଦପୁର ପଞ୍ଚାୟତ ଅଧିନସ୍ଥ ବାଙ୍କମୁଆଁ ଗାଁରେ ଗତ ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ରୁଗା ମାଝିଙ୍କର ୩ବଖରା ଘର ସମ୍ପୂର୍ଣ୍ଣ ଭାବେ ଜଳି ପୋଡି ପାଉଁଶ…
Read More...

ସୁନ୍ଦରଗଡ ହେଉଛି ଓଡ଼ିଶାର ବିକାଶର ବତୀଘର:ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସୁନ୍ଦରଗଡ ସଦର ବ୍ଲକ୍ ଅନ୍ତର୍ଗତ କୋପସିଂଗା ଓ କୁଡାବଙ୍ଗାଠାରେ ୪୯୩ କୋଟି ଟଙ୍କା ବ୍ୟୟ ଅଟକଳରେ ଇବ୍ ନଦୀ ଉପରେ ନିର୍ମାଣ ହେବାକୁ ଥିବା ଦୁଇଟି ବ୍ୟାରେଜର ଶିଳାନ୍ୟାସ…
Read More...

ପାୱାର କେନାଲରେ ଭାସିଯାଇ ନାବାଳକ ନିଖୋଜ

ବୁର୍ଲା: ବୁର୍ଲା ପାୱାର କେନାଲରେ ପୁଣି ଏକ ଅଘଟଣ ଦେଖିବାକୁ ମିଳିଛି। ଜଣେ ନାବାଳକ ଭାସିଯାଇ ନିଖୋଜ ହୋଇଛି। ବୁର୍ଲା ସହରରେ ଏଭଳି ଏକ ଅଭାବନିୟ ଘଟଣା ଘଟିଛି। ନିଖୋଜ ନାବାଳକ ଜଣକ ବୁର୍ଲା ୱାନ୍ଆର କଲୋନିର ରାଜେଶ…
Read More...

୧୯୯୬ ମ୍ୟାଟ୍ରିକ ବ୍ୟାଚ୍ ବନ୍ଧୁମିଳନ

ହରଭଙ୍ଗା: ହରଭଙ୍ଗା ହାଇସ୍କୁଲ ୧୯୯୬ ମ୍ୟାଟ୍ରିକ ବ୍ୟାଚ୍ ବନ୍ଧୁମିଳନ କାର୍ଯ୍ୟକ୍ରମ ରବିବାର ବୌଦ୍ଧ-କନ୍ଧମାଳ ସୀମାନ୍ତ ଗେଟାମୁଣ୍ଡା ପୋଲ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ନୈଶ୍ୟଭୋଜିଭାତର ଆୟୋଜନ…
Read More...

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ: ୧୦ ତାରିଖ ସନ୍ଧ୍ୟା ସୁଦ୍ଧା ହଷ୍ଟେଲ ଖାଲି କରିବେ ଛାତ୍ରଛାତ୍ରୀ

ଗୋପାଳପୁର: ଓମିକ୍ରନ ସଂକ୍ରମଣକାରୀଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଥିବା ଯୋଗୁଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟରେ ଥିବା ସମସ୍ତ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟକୁ ୧୦ ତାରିଖରୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ…
Read More...

ବିଜେପିର ମୌନ ଧାରଣା

ବୌଦ୍ଧ: ଭାରତର ଲୋକପ୍ରିୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଞ୍ଜାବ ଗସ୍ତ ସମୟରେ ହୋଇଥିବା ଜାଣି ଶୁଣି ଅଘଟଣ ଓ ମୋଦିଜୀଙ୍କୁ ଜୀବନରେ ମାରିଦେବାର କୁଚକ୍ରାନ୍ତ କୁ ବିରୋଧ କରି ବିଜେପି ବୌଦ୍ଧ ଜିଲା ତରଫରୁ ବିଭିନ୍ନ…
Read More...

ସୃଜନୀ ସାହିତ୍ୟ ସଂସଦର ସାରସ୍ୱତ ସମାରୋହ, ‘କବିତା ସ୍ୱତଃସ୍ପୂର୍ତ ଭାବନାର ଅନ୍ତରୀଣ ଉଚ୍ଚ୍ୱାସ’

ସାରନଗରୀ,: ଦେଓଗାଁସ୍ଥିତ ଧବଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସୃଜନୀ ସାହିତ୍ୟ ସଂସଦର ସାରସ୍ୱତ ସମାରୋହ କାର୍ୟ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମରେ ଅନୁଷ୍ଠାନର ସଭାପତି ସଚ୍ଚିନ୍ଦ୍ର ସ୍ୱାଇଁ ସଭାପତିତ୍ୱ…
Read More...

ଜୟଶ୍ରୀ ମିଶ୍ର ହତ୍ୟା ମାମଲା: ବିତିଲା ୨ ବର୍ଷ, ଏବେ ଆରମ୍ଭ ହେବ ଟ୍ରାଏଲ

ସମ୍ବଲପୁର: ସମ୍ବଲପୁରର ବହୁ ଚର୍ଚ୍ଚିତ ଜୟଶ୍ରୀ ମିଶ୍ର ହତ୍ୟା ମାମଲାରେ ଝିଅ ବିଜୟିନୀଙ୍କ ବହୁ ସଂଘର୍ଷ ପରେ ୨ ବର୍ଷରୁ ଊର୍ଦ୍ଧ୍ବ ସମୟ ଅପେକ୍ଷା କରିବା ପରେ ଶେଷରେ ଆଗାମୀ ଫେବୃଆରୀ ୧ ତାରିଖରୁ ଅତିରିକ୍ତ ଜିଲା…
Read More...

ସର୍ବଭାରତୀୟ ବ୍ୟାଡ଼ମିଣ୍ଟନରେ ରୌପ୍ୟ ପଦକ ଜିତିଲେ ଓଡିଶା ସାଇ ବ୍ୟାଡ଼ମିଣ୍ଟନ ଏକାଡେମୀର ଦୁଇ ଖେଳାଳୀ

ଭୁବନେଶ୍ୱର: ହରିୟାଣାର ପଞ୍ଚକୁଲା ଠାରେ ଅନୁଷ୍ଠିତ ପ୍ରଥମ ଅଶ୍ୱିନୀ ଗୁପ୍ତା ମେମୋରିଆଲ ସର୍ବଭାରତୀୟ ସବଜୁନିୟର ରଓକିଙ୍ଗ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଓଡିଶା ସାଇ ବ୍ୟାଡ଼ମିଣ୍ଟନ ଏକାଡେମୀର ଦୁଇ ଖେଳାଳୀ ରୌପ୍ୟ…
Read More...

ପ୍ରଧାନମନ୍ତ୍ରୀଙ୍କ କୋଭିଡ ସ୍ଥିିତି ସମୀକ୍ଷା: ସମ୍ପୂର୍ଣ୍ଣ ଟିକାକରଣ ଉପରେ ଗୁରୁତ୍ବ, ସତର୍କ ରହିବାକୁ ପରାମର୍ଶ

ନୂଆଦିଲ୍ଲୀ: ଦେଶରେ ଦୃତ ଗତିରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶରେ କୋଭିଡ ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ ସମ୍ପ୍ରତି…
Read More...

ଗ୍ରାମ୍ୟ ଉନ୍ନୟନ ରାସ୍ତା ପ୍ରଶସ୍ତିକରଣ ପ୍ରକଳ୍ପ ଶିଳାନ୍ୟାସ କଲେ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ

ଦୋବଲ: ଭଦ୍ରକ ଜିଲା ଧାମନଗର ବ୍ଲକ ଖଡ଼ିପଦାଠାରୁ ଦିହୁଡ଼ି ଆନନ୍ଦପୁର ବିଜୁସେତୁ ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ରାସ୍ତା ପ୍ରଶସ୍ତିକରଣ ପ୍ରକଳ୍ପର ଶିଳାନ୍ୟାସ ହୋଇଯାଇଛି। ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ…
Read More...

କନ୍ଧମାଳ କାକାଲବାକି ଡ୍ୟାମ ନିକଟରେ ନିର୍ମାଣ ହେବ ପରିବେଶ-ପର୍ଯ୍ୟଟନ ଉଦ୍ୟାନ, ଖର୍ଚ୍ଚହେବ ୨୫ଲକ୍ଷ

ଜି.ଉଦୟଗିରି: କନ୍ଧମାଳ ଜିଲା ପ୍ରକୃତିର ଗନ୍ତାଘର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରିବେଶ ଓ ପର୍ଯ୍ୟଟନକୁ ଅଧିକା ଗୁରୁତ୍ବ ଦେଉଛନ୍ତି। ଏଥିପାଇଁ ଜି.ଉଦୟଗିରି ପଞ୍ଚାୟତ ସମିତି ଅନ୍ତର୍ଗତ ମାଲିକାପଡି ଗ୍ରାମ ପଞ୍ଚାୟତ…
Read More...

କୋଭିଡ଼ କଣ୍ଟ୍ରୋଲ ରୁମ ନମ୍ବର ଜାରିକଲେ ନବରଙ୍ଗପୁର ଜିଲାପାଳ

ନବରଙ୍ଗପୁର: ନବରଙ୍ଗପୁର ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଡୁଥିବା ବେଳେ ନବରଙ୍ଗପୁର ଜିଲାର କୋଭିଡ ମେଡିକାଲକୁ କାର୍ଯ୍ୟକ୍ଷମ କରିଅଛି ଜିଲା ପ୍ରଶାସନ। ଲୋକଙ୍କୁ ଜରୁରୀକାଳୀନ ସେବାପାଇଁ ଏବଂ…
Read More...

କାୟା ମେଲୁଛି ତୃତୀୟ ଲହର, ଗୋଟିଏ ଦିନରେ ୯୯ ସଂକ୍ରମିତ ଚିହ୍ନଟ

ବଲାଙ୍ଗିର: କରୋନା ସଂକ୍ରମଣ ବଲାଙ୍ଗିର ଜିଲାରେ ତା’ର କାୟା ବିସ୍ତାର କରିବାରେ ଲାଗିଛି। ଗୁରୁବାର ୫୪ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଶୁକ୍ରବାର ୩୫ଜଣ ଓ ଶନିବାର ୯୯ଜଣ ସଂକ୍ରମିତ ହୋଇଛନ୍ତି। ଆଉ ସର୍ବାଧିକ…
Read More...

କୋଭିଡ ମାର୍ଗଦର୍ଶିକା ଅନୁପାଳନ ସହ ଜନ୍ମପୀଠରେ ପାଳନ ହେବ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ

ରେଙ୍ଗାଲି: ଭାରତୀୟ ମୁକ୍ତି ସଂଗ୍ରାମର ଅଗ୍ରଣୀ ସେନାପତି ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ ପାଇଁଁ ଆଜି ତାଙ୍କ ଜନ୍ମପୀଠ ଖିଣ୍ଡାରେ ସୁରେନ୍ଦ୍ର ସାଏ ସ୍ମୃତି ସଂସଦ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ…
Read More...

ମାଲକାନଗିରି ୫-ଟି ସ୍କୁଲ ପରିଦର୍ଶନ କଲେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା

ଭୁବନେଶ୍ୱର: ଦୁଇ ଦିନିଆ ମାଲକାନଗିରି ଜିଲା ଗସ୍ତରେ ଯାଇଥିବା ଇଲେକ୍ଟ୍ରୋନିକ୍ସ, ସୂଚନାପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ  ତୁଷାରକାନ୍ତି ବେହେରା ମାଲକାନଗିରି ଜିଲାର ଦୁଇଟି ୫-ଟି ସ୍କୁଲ ପରିଦର୍ଶନ ସହ ବିଜୁ…
Read More...

ସ୍ବପ୍ନକୁ ବାସ୍ତବତାର ରୂପ ଦେଲେ ରାଜ୍‌

ବ୍ରହ୍ମପୁର: ଦେଶ ସେବାଠୁ ବଡ଼ ସେବା ଆଉ କିଛି ନାହିଁ । ସେଥିପାଇଁ ପିଲାଟି ଦିନରୁ ସ୍ବପ୍ନ ଥିଲା ସେନାରେ ସାମିଲ ହେବେ । ଦେଶମାତୃକାର ସେବା କରିବେ । ନାନା ପ୍ରତିବନ୍ଧକ ସତ୍ତ୍ବେ ଶେଷରେ ସେ ନିଜ ସ୍ବପ୍ନକୁ ସାକାର…
Read More...

ସାବିତ୍ରୀରଥ ବିଦ୍ୟାପୀଠ ହେବ ରୂପାନ୍ତରିକରଣ

ଆଠଗଡ: ଆଠଗଡ ବ୍ଲକ ଅନ୍ତର୍ଗତ ସମସରପୁର ପଞ୍ଚାୟତରେ ପଦ୍ମଭୂଷଣ ଡକ୍ଟର ରାଧାନାଥ ରଥଙ୍କ ସହଧର୍ମିଣୀଙ୍କ ନାମରେ ନାମିତ ସାବିତ୍ରୀରଥ ବିଦ୍ୟାପୀଠ ୫-ଟି ବିଭାଗ ଦ୍ୱାରା ରୂପାନ୍ତରିକରଣ ପାଇଁ ମନୋନିତ ହେବା ପରେ ସୋମବାର…
Read More...

ଆଠଗଡ଼ ଡାକ୍ତରଖାନାରେ ୧୫-୧୮ବର୍ଷ କିଶୋରଙ୍କୁ ଟୀକାକରଣ

ଆଠଗଡ: ଆଠଗଡ ଡାକ୍ତରଖାନାରେ ଗତ ୨ଦିନ ମଧ୍ୟରେ ୩୭୦ଜଣ ୧୫-୧୮ବର୍ଷ ବୟସ୍କ କିଶୋର/କିଶୋରୀଙ୍କୁ ପ୍ରଥମ ମାତ୍ରା କରୋନା ଟୀକା ଦିଆଯାଇଛି। କେନ୍ଦ୍ର ସରକାର ୩ତାରିଖରୁ କିଶୋରଙ୍କୁ ଏହି ଟୀକା ଦେବା ଘୋଷଣା କରିବା ପରେ…
Read More...

ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ: ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର 

ଆଠଗଡ: ଆଠଗଡ ଥାନା ଅନ୍ତର୍ଗତ କନ୍ଦରପୁର ପଞ୍ଚାୟତ ଅଧିନ ରାଉତରାପୁର କାଜୁ ଜଙ୍ଗଲ ମଧ୍ୟରେ ଅନୁଗୁଳ ସହରର ଏକ ଦମ୍ପତି ଆତ୍ମହତ୍ୟ ଉଦ୍ୟମ ଏବଂ ଏଥିରେ ସ୍ତ୍ରୀ ମୃତ୍ୟୁବରଣ କରିଥିବାବେଲେ ସ୍ୱାମୀ ଗୁରୁତର ଅବସ୍ଥାରେ କଟକ ବଡ…
Read More...

ଘନ କୁହୁଡିର ଚାଦର ତଳେ ଆଚ୍ଛାଦିତ ମୋହନା ବ୍ଲକ

ମୋହନା: ସ୍ଥାନୀୟ ବ୍ଳକର ୩୯ଟି ପଞ୍ଚାୟତରେ ଦୁଇ ଦିନ ଧରି ଶୀତର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ଉପାନ୍ତ ଅଞ୍ଚଳର ଲୋକେ ଅସହ୍ୟ ଶୀତ ଯୋଗୁଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାରଦ ଦିନକୁ ଦିନ ଖସିବାରେ…
Read More...

ଶ୍ରମିକଙ୍କ ଦାବୀ ବିଚାର ପରେ ଶ୍ରମ ବିଭାଗ ଯୋଗାଇ ଦେବ ସହାୟତା

ବଲାଙ୍ଗିର: ବଲାଙ୍ଗିର ଏଆଇଟିୟୁସି ବଲାଙ୍ଗିର ଜିଲା ଶାଖା ଆନୁକୁଲ୍ୟରେ ଓଡିଶା ଫରେଷ୍ଟ ଉଡ୍, ଏଗ୍ରିକଲଚର ଏଣ୍ଡ ବିଲଡିଙ୍ଗ କନଷ୍ଟ୍ରକସନ ୱାର୍କର୍ସ ୟୁନିୟନର ଜିଲା ସମ୍ମିଳନୀ ସ୍ଥାନୀୟ ଯାଦବ ଭବନରେ ଅନୁଷ୍ଠିତ ହୋଇଛି।…
Read More...

ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ

ବଲାଙ୍ଗିର: ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଦେଓଗାଁ ବ୍ଲକର ଗମ୍ଭାରିମାଲ ଏବଂ ଛତାପିପଲ ଠାରେ ଦୁଇଟି ପାନୀୟ ଜଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ଦେଇଛନ୍ତି। ବନ୍ଧପଡା ପଞ୍ଚାୟତ ଅନ୍ତର୍ଗତ ଛତାପିପଲ ଗାଁରେ ୯୫ଲକ୍ଷ…
Read More...

ଆସନ୍ତା ୧୦ ଦିନ ମଧ୍ୟରେ ସମସ୍ତ ସରକାରୀ, ବେସରକାରୀ କୋଭିଡ ହସ୍‌ପିଟାଲ ପ୍ରସ୍ତୁତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ

ଦ୍ବିତୀୟ ଲହରୀର ସର୍ବୋଚ୍ଚ ସ୍ତରରେ ଯେତିକି ଶଯ୍ୟା ଓ ଆଇସିୟୁ ବ୍ୟବସ୍ଥା ହୋଇଥିଲା, ସେହି ପରିମାଣର ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଜନସାଧାରଣଙ୍କ ଜୀବିକା ଉପରେ ପ୍ରଭାବ ନ ପକାଇ ଉଚିତ ମାତ୍ରାରେ…
Read More...

ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ଦାବି: ଘେରାଉ କଲେ ବ୍ଳକ କାର୍ଯ୍ୟାଳୟ , ୫ଟି ପଞ୍ଚାୟତରେ ଦେଲେ ତାଲା

ଦେଓଗାଁ: ପଞ୍ଚାୟତ ନିର୍ବାଚନ ସଂରକ୍ଷଣ କୁ ନେଇ ଗତ ସୋମବାର ଆଦିବାସୀ କଲ୍ୟାଣ ସଂଘ ବଲାଙ୍ଗିର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଥିବା ବେଳେ ମଙ୍ଗଳବାର ଦିନ ଦେଓଗାଁ ବ୍ଳକ କାର୍ଯ୍ୟାଳୟ ଘେରାଉ କରିଛି।…
Read More...

ନ୍ୟାୟ ପାଇଁ ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଧଳ ପରିବାର

ପିପିଲି:ନ୍ୟାୟ ପାଇବା ପାଇଁ ଦୀର୍ଘ ୫ବର୍ଷ ଧରି ରାଜଧାନୀର ଗାନ୍ଧିମାର୍ଗରେ ଧାରଣା ଦେଇଥିବା ପିପିଲିର ସୁରଥ ଧଳଙ୍କ ପରିବାର ମଙ୍ଗଳବାର ଦିନ ପିପିଲି ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ନିଜ…
Read More...

ବିକାଶଠୁ ବହୁ ପଛରେ ଶତାୟୁ ବିଦ୍ୟାଳୟ

ବାଙ୍କୀ: ବାଙ୍କୀ-ଡମପଡା ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନ ଯୋରକୂଳ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ୧୦୦ବର୍ଷ ପୂରିଛି। ଶତାୟୁ ଅତିକ୍ରମ କରିଥିବା ସର୍ବ ପୁରାତନ ବିଦ୍ୟାଳୟଟି ଏବେ ବିକାଶର ବହୁ…
Read More...

ନିହ୍ନୁଆ ଛକରେ ସ୍କୁଟି କୁ ଧକ୍କା ଦେଲା ଟ୍ରକ

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥ ର ନିହ୍ନୁଆ ଛକ ନିକଟରେ ଆଜି ବିଳମ୍ୱିତ ସଂନ୍ଧ୍ୟାରେ ଏକ ସ୍କୁଟିକୁ ଏକ ଟ୍ରକ ଧକ୍କା ଦେଇଛି । ଦୁର୍ଘଟଣାରେ ସ୍କୁଟି ରେ ଥିବା ଦୁଇ ଜଣ ଗୁରୁତର…
Read More...

ଅସଲି ମାଓବାଦୀ ପରିଚୟରେ ମିଲ ମାଲିକକୁ ମାଗିଲେ ଦାଦା ବଟି, ନକଲି ମାଓବାଦୀ ଅଭିଯୋଗରେ ଗିରଫ କଲା ପୁଲିସ

କଲ୍ୟାଣସିଂହପୁର: ଜଣେ ମିଲ ମାଲିକକୁ ମାଓବାଦୀ ପରିଚୟ ଦେଇ ଦାଦା ବଟିମାଗିଥିବା ନକଲି ମାଓବାଦୀକୁ କଲ୍ୟାଣସିଂହପୁର ପୁଲିସଗିରଫ କରିଛି। ଏହି ଘଟଣାଟି ଘଟିଛି ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ। ପୁଲିସ କହିବା…
Read More...

ଆଇଏଏସ ସ୍ତରରେ ଅଦଳବଦଳ, ଦିବ୍ୟଜ୍ୟୋତି ପରିଡ଼ା ହେଲେ ସମ୍ବଲପୁର ଜିଲାପାଳ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ କରାଯାଇଛି। ସମ୍ବଲପୁର ଜିଲାପାଳ ଶୁଭମ ସକ୍ସେନାଙ୍କୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି। ସେହିପରି…
Read More...

ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଖେଳାଳୀ ଋତପର୍ଣ୍ଣା ପଣ୍ଡା ପାଇଲେ ଏକଲବ୍ୟ ସମ୍ମାନ

ଭୁବନେଶ୍ବର: ଇମ୍ଫା ଗ୍ରୁପ୍‌ ଦ୍ବାରା ପରିଚାଳିତ ଇଣ୍ଡିଆନ ପବ୍ଲିକ ଚାରିଟେବଲ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ପ୍ରଦପ୍ତ ସମ୍ମାନଜନକ ଏକଲବ୍ୟ ପୁରସ୍କାର -୨୦୨୧ ପାଇଁ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଖେଳାଳୀ ଋତପର୍ଣ୍ଣା…
Read More...

ବଟାନିକାଲ ଗାର୍ଡେନରେ ପିକନିକ ମନା

ଭୁବନେଶ୍ବର: ରାଜ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ନନ୍ଦନକାନନ ନିକଟସ୍ଥ ବଟାନିକାଲ ଗାର୍ଡେନରେ ପିକନିକ ମନା କରାଯାଇଛି। ରାଜ୍ୟ ସରକାରଙ୍କ ଗାଇନଲାଇନ ଅନୁସାରେ ଜାନୁଆରୀ ୩୧…
Read More...

ବାୟୋମେଟ୍ରିକ ଉପସ୍ଥାନ ବାତିଲ

ନୂଆଦିଲ୍ଲୀ:କେନ୍ଦ୍ର କେନ୍ଦ୍ର ସରକାରଙ୍କ ପକ୍ଷରୁ କରୋନା ସଂକ୍ରମଣ ବଢୁଥିବାରୁ ବାୟୋମେଟ୍ରିକ ଉପସ୍ଥାନ ବାତିଲ କରାଯାଇଛି। ସମସ୍ତ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟରେ ବାୟୋମେଟ୍ରିକ ଉପସ୍ଥାନ ବନ୍ଦ ରହିବ ଏବଂ…
Read More...

ମୁମ୍ବଇରେ ବନ୍ଦ ହେଲା ସ୍କୁଲ

ମୁମ୍ବଇ: ବଢ଼ିଚାଲିଥିବା କରୋନା ସଂକ୍ରମଣ ପାଇଁ ମହାରାଷ୍ଟ୍ରରେ କଡ଼ା କଟକଣା ଜାରି କରାଯାଇଛି। ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଆଜିଠାରୁ ମୁମ୍ବଇ ମହାନଗରରେ ଜାନୁଆରୀ ୩୧ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ଘୋଷଣା କରାଯାଇଛି।…
Read More...

ବାଙ୍କୀରେ ଅବକାରୀ ଚଢାଉ: ୩ହଜାର ୨୦୦ଲିଟର ପୋଚ, ୨୫୦ଲିଟର ମଦ ଜବତ

ବାଙ୍କୀ: ବାଙ୍କୀ ଅବକାରୀ ବିଭାଗ ପକ୍ଷରୁ ବାଙ୍କୀର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୨୫୦ଲିଟର ଦେଶୀ ଚୋରା ରନ୍ଧା ମଦ ଜବତ କରାଯାଇଥିଲା। ସେହିପରି ୩ହଜାର ୨୦୦ଲିଟର ମଦ ରନ୍ଧା ପାଇଁ ମହଜୁଦ ଥିବା ପୋଚକୁ ଅବକାରୀ ବିଭାଗ…
Read More...

ମାନୁ ନାହାନ୍ତି କୋଭିଡ କଟକଣା, ପର୍ଯ୍ୟଟନ ସ୍ଥଳରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ନବରଙ୍ଗପୁର: ବର୍ତ୍ତମାନ ସାରା ଭାରତ ବର୍ଷ କୋଭିଡର ତୃତୀୟ ଲହର ଓମିକ୍ରନକୁ ନେଇ ଚିନ୍ତିତ ଥିବାବେଳେ ଏହାକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କୋଭିଡ କଟକଣା ଜାରି କରିଛନ୍ତି। ଏଥିପାଇଁ ସଚେତନ ରହିବାକୁ ପରାମର୍ଶ…
Read More...

ଲୋକାର୍ପିତ ହେଲା ବୌଦ୍ଧ ବାଇପାଶ

ବୌଦ୍ଧ : ୧୯୯୪ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟିତ ବୌଦ୍ଧ ଜିଲା ୨୮ବର୍ଷରେ ପଦାର୍ପଣ କରିଛି। ଓମିକ୍ରନର ଭୟାବହତା ମଧ୍ୟରେ ଜିଲାବାସୀ ନିରାଡମ୍ବର ଭାବରେ ଜିଲାର…
Read More...

ଜାନୁଆରୀ ୮ ତାରିଖ ପରେ ଦଶମ ଶ୍ରେଣୀ ଓ ୧୧ ତାରିଖ ପରେ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଟିକାଦାନ କରାଯିବ

ଭୁବନେଶ୍ୱର : ଆଜି ୧୫ରୁ ୧୮ ବର୍ଷ ବୟସର ଛାତ୍ରଛାତ୍ରୀମାନଙ୍କୁ କୋଭାକ୍ସିନ୍‌ ଟିକା ଦାନ ପ୍ରସ୍ତୁତି ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଶିକ୍ଷା ଓ ସ୍ୱାସ୍ଥ୍ୟ…
Read More...

ଉତ୍କଳ ବିଶ୍ବବିଦ୍ୟାଳୟରେ ଆନ୍ତବିଦ୍ୟାଳୟ ପୁରୁଷ ବାସ୍କେଟ ବଲ କ୍ରୀଡା ପ୍ରତିଯୋଗିତା

ଭୁବନେଶ୍ୱର: ଉତ୍କଳ ବିଶ୍ବବିଦ୍ୟାଳୟରେ ୩୧ ଡିସେମ୍ବରରୁ ୧ ଜାନୁଆରୀ ପର୍ଯ୍ୟନ୍ତ ଦୁଇ ଦିନ ଧରି ବିଜୁ ପଟ୍ଟନାୟକ ସ୍ପୋର୍ଟସ କମ୍ପ୍ଲେକ୍ସରେ ପିଜି ଆଥଲେଟିକ କ୍ଲବ ଆନ୍ତଃ ମହାବିଦ୍ୟାଳୟ ବାସ୍କେଟ୍ ବଲ ପ୍ରତିଯୋଗିତା…
Read More...

ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ମଞ୍ଚେଶ୍ୱରକୁ ହରାଇ ଖୋର୍ଦ୍ଧା ଚମ୍ପିୟାନ

ବେଗୁନିଆ: କଣ୍ଟାବାଡ଼ ସ୍ପୋର୍ଟସ ଅସୋସିଏସନ ଆନୁକୂଲ୍ୟରେ କଣ୍ଟାବାଡ଼ ହାଇସ୍କୁଲ ଖେଳ ପଡ଼ିଆରେ ଗତ ମାସ ୨୫ ତାରିଖରୁ ଚାଲିଥିବା ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟଆଜି ରବିବାର ଉଦଯାପିତ ହୋଇଯାଇଛି। ଖୋର୍ଦ୍ଧାର କଳିଙ୍ଗ…
Read More...

ନବରଙ୍ଗପୁରକୁ ପୁଣି ଫେରିଲା କରୋନା, ୩ ଦିନରେ ୧୩ ଆକ୍ରାନ୍ତ

ନବରଙ୍ଗପୁର: ଦୀର୍ଘ ମାସର ବ୍ୟବଧାନରେ ପୁଣି ନବରଙ୍ଗପୁର ଜିଲାକୁ କରୋନା ଫେରିଛି। ଗତ ୩ ଦିନ ମଧ୍ୟରେ ୧୩ ଜଣଙ୍କୁ କରୋନା ପଜିଟିଭ ବାହାରିଥିବାବେଳେ ରବିବାର ୭ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିମଧ୍ୟରୁ ଉମରକୋଟ ବ୍ଲକର…
Read More...

୫ରୁ ହେବ ସାତକୋଶିଆ ଅଭୟାରଣ୍ୟରେ ହେବ ପକ୍ଷୀଗଣନା, ୧୪ଟି ଗ୍ରୁପ ଗଠନ

ହରଭଙ୍ଗା: ନୟାଗଡ ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ଥ ସାତକୋଶିଆ ଅଭୟାରଣ୍ୟର ସାତକୋଶିଆ ମହାନଦୀ ଗଣ୍ଡର ଚକ୍ରଗଡଠାରୁ ବେଲପୁଞ୍ଜି ମଠ ପର୍ଯ୍ୟନ୍ତ ନଦୀର ଉଭୟ ପାଶ୍ୱର୍ରେ ଆସନ୍ତା ୫ ତାରିଖରୁ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ…
Read More...

ଭାଷା ସାହିତ୍ୟର ଅଳଙ୍କାର

ଗୋପାଳପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୫୬ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଜାତୀୟ ସମ୍ମାନରେ ପଦ୍ମ ଭୂଷଣ ଡ,ରମାକାନ୍ତ ରଥଙ୍କୁ ପ୍ରଦାନ କରାଯାଇଥିଲା।…
Read More...

ଜାତୀୟ ରାଜପଥରେ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ

ଗୋପାଳପୁର: ମୃତ୍ୟଜନ୍ତା ଭାବେ ପରିଚିତ ଜାତୀୟ ରାଜପଥ ନଂ ୧୬ ତଥା ଗୋଳନ୍ଥରା ଥାନା ଅନ୍ତର୍ଗତ ସୁରଳ ଜଙ୍କସନ ଓ ଗିରିଶୋଲା ମଧ୍ୟରେ ଅଜଣା ଗାଡ଼ି ଧକ୍କାରେ ମୋଟରସାଇକେଲ ଦୁର୍ଘଟଣା ଗ୍ରସ୍ତ ହେବା ସହ ଜଣେ ଘଟଣା ସ୍ଥଳରେ…
Read More...

ସମାଜ ରିଲିଫ କମିଟି ପକ୍ଷରୁ କମ୍ବଳ ବଣ୍ଟନ

ପିପିଲି:ସମାଜ ରିଲିଫ କମିଟି ପକ୍ଷରୁ ରବିବାର ପିପିଲି ପୌରାଞ୍ଚଳ ଓ ଦାଣ୍ଡମୁକୁନ୍ଦପୁର ଅଞ୍ଚଳର ଶହେ ଜଣ ଗରୀବ, ଅସହାୟ ଓ ଭୂମିହୀନ ପରିବାରକୁ କମ୍ବଳ ବଣ୍ଟନ କରାଯାଇଛି। ପିପିଲି ଏନ୍‍ଏସିର ଖଣ୍ଡିଆଗିରି ୱାର୍ଡର…
Read More...

ଖୋର୍ଦ୍ଧା ଜିଲା ମୁଖ୍ୟ ହସପିଟାଲ ପରିସରରେ ହାତୀ

ଭୁବନେଶ୍ବର: ଖୋର୍ଦ୍ଧା ଜିଲା ମୁଖ୍ୟ ଡାକ୍ତରଖାନା ପରିସରରେ ଦୁଇଟି ଦନ୍ତାହାତୀ। ଡାକ୍ତରଖାନା ପରିସରରେ ଥିବା କାଜୁ ଜଙ୍ଗଲରେ ୨ଟି ଦନ୍ତାହାତୀ ଥିବା ଜଣାପଡ଼ିଛି। ପାଚେରୀ ଭାଙ୍ଗି ୨ଟି ଦନ୍ତାହାତୀ ପଶିଥିବା ସୂଚନା…
Read More...

୨୩ ଓମିକ୍ରନ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର, କେନ୍ଦୁଝର ଜିଲାରୁ ସର୍ବାଧିକ ୭

ଭୁବନେଶ୍ବର: ରାଜ୍ୟରେ ଚିହ୍ନଟ ହୋଇଥିବା ୨୩ ଓମିକ୍ରନ ଆକ୍ରାନ୍ତଙ୍କ ସମ୍ପର୍କରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ଆକ୍ରାନ୍ତଙ୍କ ସମ୍ପର୍କରେ ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା ଦେଇ…
Read More...

ଆଇଏଏସ ସ୍ତରରେ ଅଦଳବଦଳ, ରାଜକୁମାର ଶର୍ମା ସ୍ବାସ୍ଥ୍ୟ ସଚିବ

ଭୁବନେଶ୍ବର: ନୂଆବର୍ଷ ଅବସରରେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ରାଜ୍ୟରେ କରୋନାର ନୂତନ ପ୍ରକରଣ ଓମିକ୍ରନ ବୃଦ୍ଧି ପାଉଥିବାବେଳେ ସରକାର ସ୍ବାସ୍ଥ୍ୟ ସଚିବ ପଦରେ…
Read More...

ଗୋପାଳପୁର ବେଳାଭୂମି ଖାଁ ଖାଁ

ଗୋପାଳପୁର: ପ୍ରତିବର୍ଷ ନୂଆବର୍ଷ ପାଳନ ଅବସରରେ ଗୋପାଳପୁର ବେଳାଭୂମି ଲୋକାରଣ୍ୟ ରହୁଥିବା ବେଳେ ଗତ ୨ ବର୍ଷ ହେବ ଯେମିତି ଏଥିରେ ବିରାମ ଲାଗି ଯାଇଛି। ଚଳିତବର୍ଷ ମଧ୍ୟ ପ୍ରଶାସନିକ କଟକଣା ଯୋଗୁଁ ପୁଣିଥରେ ବେଳାଭୂମି…
Read More...

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ପାଇଁ ତାଲିମ ଶିବିର

ବଲାଙ୍ଗିର:ସ୍ଥାନୀୟ ପିପି ଏକାଡେମୀରେ ସମଗ୍ର ଶିକ୍ଷା ବଲାଙ୍ଗିର ଆନୁକୁଲ୍ୟରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଅନ୍ତର୍ନିବେଶୀ ଶିକ୍ଷା ମାଧ୍ୟମରେ ଶୈକ୍ଷିକ ତଥା ତଥ୍ୟ ଭିତ୍ତିକ ଶିକ୍ଷା ଦେବା ପାଇଁ ସମସ୍ତ ବ୍ଲକର ବିଶେଷ…
Read More...

ସଡ଼କ ଦୁର୍ଘଟଣାରେ ଆରପିଏଫ୍ ଯବାନଙ୍କ ମୃତ୍ୟୁ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଗମ୍ଭାରୀପାଲି ଗ୍ରାମର ଆରପିଏଫ୍ ଯବାନ କୁମୁଦ ପ୍ରଧାନ(୪୫)ଙ୍କ ଗତ ବିଳମ୍ୱିତ ରାତିରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି। ମୃତ କୁମୁଦ ପ୍ରଧାନ ବଲାଙ୍ଗୀରରେ ଆରପିଏଫରେ ଯବାନ…
Read More...

୮୧୦୨ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକଙ୍କ ଚାକିରି ହେବ ନିୟମିତ

ଭୁବନେଶ୍ୱର : ଆଜି ନୂତନ ବର୍ଷ ଅବସରରେ ରାଜ୍ୟ ସରକାର ୮୧୦୨ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକମାନଙ୍କ ଚାକିରିକୁ ନିୟମିତ କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ସହୃଦୟତାର ସହ ପ୍ରାଥମିକ…
Read More...

ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍‌ ଟୁର ‘ବଣ୍ଡା’ ଜନଜାତି ସଂପ୍ରଦାୟଙ୍କ ବୟନ ପ୍ରଣାଳୀ

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ପ୍ରତ୍ୟେକ ରବିବାର ଦିନ ଦର୍ଶକମାନଙ୍କ ନିମନ୍ତେ ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍‌ ଟୁର୍‌ର…
Read More...

ବାଇକ ଦୁର୍ଘଟଣାରେ ଜଣେ ମୃତ, ୨ଜଣ ଆହତ

ବେଗୁନିଆ: ବାଘମାରୀ ଥାନା ଅନ୍ତର୍ଗତ ଖୋର୍ଦ୍ଧା ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ବାଘମାରୀ ଏବଂ ସାରୁଅ ମଝିରେ ଗତକାଲି ରାତିରେ ଦୁଇଟି ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବା ଯୋଗୁଁ ଘଟଣାସ୍ଥଳରେ ଜଣେ ମୃତ୍ୟୁ ବରଣ…
Read More...

ସାଇବାବାଙ୍କ ନିରାଡମ୍ବର ପାଲିଙ୍କି ଯାତ୍ରା, କରୁଣା ଲାଭ କଲେ ସାଇପ୍ରେମୀ

ସାରନଗରୀ: ଆଜି ଅପରାହ୍ଣରେ ଦକ୍ଷିଣ ରାଉରକେଲା ସ୍ଥିତ ସାରନଗରୀ ସାଇଧାମ ଟ୍ରଷ୍ଟ ପକ୍ଷରୁ ସାଇବାବାଙ୍କ ଭବ୍ୟ ପାଲିଙ୍କି ଯାତ୍ରା ସାଇବାବା ମନ୍ଦିର ପ୍ରାଙ୍ଗଣରେ ନିରାଡମ୍ବର ଭାବେ ପାଳିତ ହୋଇ ଯାଇଛି। ସାଇବାବାଙ୍କ ଭବ୍ୟ…
Read More...

ନବରଙ୍ଗପୁର ୟୁସଲେସ କ୍ଲବର ସଂକଳନ ‘ପ୍ରୟାସ’ ଉନ୍ମୋଚିତ

ନବରଙ୍ଗପୁର: ନବବର୍ଷ -୨୦୨୧ ଅବସରରେ ନବରଙ୍ଗପୁର ୟୁସଲେସ୍‍ କ୍ଲବର ୩୨ତମ ବାର୍ଷିକ ସଂକଳନ ‘ପ୍ରୟାସ-୨୦୨୨’ ଏକ ନିରାଡମ୍ବର ପରିବେଶରେ ଉନ୍ମୋଚିତ କରାଯାଇଛି। ଏହି ଉତ୍ସବରେ ବରିଷ୍ଠ ସାହିତ୍ୟିକ ନାରାୟଣ ପଣ୍ଡା,…
Read More...

ନିଆରା ଢଙ୍ଗରେ ନବବର୍ଷ ପାଳିତ, ଅତୀତ ସହ ବର୍ତ୍ତମାନକୁ ଯୋଡ଼ି ରଖିବାର ନିରବଚ୍ଛିନ୍ନ ପ୍ରୟାସ

ରେଙ୍ଗଲିକେମ୍ପ: ଆଜି ଅତାବିରା ବ୍ଲକ ଲାଦେରପାଲି ଦୀଘା ପକ୍ଷରୁ ନିଆରା ଢଙ୍ଗରେ ନୂଆ ବର୍ଷ ପାଳନ କରାଯାଇ। ହିନ୍ଦୁ ପରମ୍ପରାକୁ ବଜାୟ ରଖି ନବ ବର୍ଷରେ ଗ୍ରାମ ତଥା ଆଖ ପାଖ ଅଞ୍ଚଳର ସମସ୍ତ ବୃଦ୍ଧବୃଦ୍ଧାମାନଙ୍କୁ ସମ୍ମାନ…
Read More...

ସଂରକ୍ଷଣ ବିଜ୍ଞପ୍ତିକୁ ନେଇ ଅସନ୍ତୋଷ; ସଂଶୋଧନ ପାଇଁ ଜିଲାପାଳଙ୍କୁ ଫେରାଦ୍

ରେଙ୍ଗାଲି: ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନ ପାଇଁ ସଜବାଜ ହେଉଛନ୍ତି। ଯେ କୌଣସି ସମୟରେ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇପାରେ। ତେବେ କିଛି ଦିନ ତଳେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ…
Read More...

ହରିୟାଣା: ପାହାଡ଼ ଧସି ପୋତି ହେଲା ଗାଡ଼ି, ୪ମୃତ

ଚଣ୍ଡିଗଡ଼: ହରିୟାଣାର ଭିୱାନି ଜିଲା ଅନ୍ତର୍ଗତ ‘ମାଇନିଙ୍ଗ୍‌ ଜୋନ୍‌’ରେ ବଡ଼ ଧରଣର ଦୁର୍ଘଟଣା ଘଟିଛି। ପାହାଡ଼ ଧସିବା ଯୋଗୁ ଏକାଧିକ ଗାଡ଼ି ପୋତି ହୋଇଯାଇଛି। ଏହାସହ ପ୍ରାୟ ୧୫ ରୁ ୨୦ ବ୍ୟକ୍ତି ନିଖୋଜ ଥିବା ସୂଚନା…
Read More...

ଟ୍ରକ ଚାପାରେ ଶ୍ରମିକଙ୍କ ମୃତ୍ୟୁ, ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

କୁଚିଣ୍ଡା: କୁଚିଣ୍ଡା ସହରରେ ବାଇପାସ ରାସ୍ତା ସଂପ୍ରତି ମରଣଯନ୍ତାରେ ପରିଣତ ହୋଇଛି। ପ୍ରଶାସନର ଆବଶ୍ୟକ ପଦକ୍ଷେପ ଅଭାବରୁ କ୍ରମାଗତ ଦୁର୍ଘଟଣା ଘଟୁଥିବା ବେଳେ ଆଜି ପୁଣି ଲାଡର ବାଇପାସ ରାସ୍ତା ପ୍ରବେଶ ପଥରେ ଟ୍ରକ…
Read More...

ପୂର୍ବ ଭାରତରେ କ୍ଲିନିକାଲ୍ ଟ୍ରାଏଲ୍ ପାଇଁ ବିକାଶନ୍ମୋଖୀ କେନ୍ଦ୍ର ହେଲା ଏମ୍‌ସ ଭୁବନେଶ୍ୱର

ଭୁବନେଶ୍ୱର: ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ପକ୍ଷରୁ ପୂର୍ବ ଭାରତରେ କ୍ଲିନିକାଲ୍ ପରୀକ୍ଷଣ ପାଇଁ ଏକ ବିକାଶନ୍ମୋଖୀ କେନ୍ଦ୍ର ଭାବରେ ଏମ୍‌ସ ଭୁବନେଶ୍ୱରକୁ ମନୋନୀତ କରାଯାଇଛି। ଏନେଇ…
Read More...

ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କଲେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର

ବେଗୁନିଆ: ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଖୋର୍ଦ୍ଧା ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଆଜି ବେଗୁନିଆ ବ୍ଲକର ବିଭିନ୍ନ ପଞ୍ଚାୟତରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରି ଫେରି ଯାଇଛନ୍ତି। ଆଜି…
Read More...

ଜୀବିକା ନିର୍ବାହର ବିକାଶ ପାଇଁ ମାଛ ଚାଷ ସବୁଠାରୁ ଭଲ ମାଧ୍ୟମ

ପିପିଲି:କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା (ସିଫା)ର ଭଟିଣ୍ଡା ସ୍ଥିତ ଆଞ୍ଚଳିକ କେନ୍ଦ୍ର ଠାରେ ପଞ୍ଜାବ ସରକାରଙ୍କ ମିଳିତ ସହଯୋଗରେ ରଙ୍ଗୀନ ମାଛ ଚାଷ ଓ ଜାଆଁଳ ଉତ୍ପାଦନ ପାଇଁ…
Read More...

ଏନଏସି ପକ୍ଷରୁ ସ୍ୱଚ୍ଛଭାରତ ସଚେତନତା ଅଭିଯାନ

ଆଠଗଡ: ଆଠଗଡ ଏନଏସି ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଲୋକମାନଙ୍କୁ ସ୍ୱଚ୍ଛତା ଓ ପରିଷ୍କାର-ପରିଚ୍ଛନ୍ନତା ଏବଂ ବର୍ଜ୍ୟବସ୍ତୁ ପରିଚାଳନା ସଂପର୍କରେ ସଚେତନ…
Read More...

୪୬୦ଲିଟର ମଦ ସହ କାର ଜବତ, ଜଣେ ଗିରଫ

ଆଠଗଡ: ଆଠଗଡ ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ଗୁପ୍ତ ସୂଚନା ଆଧାରରେ ଆଠଗଡର ଝରଣଛକ ଠାରୁ କଟକ ଅଭିମୁଖେ ଯାଉଥିବା ଏକ ଦେଶୀମଦ ବୋଝେଇ ଇଣ୍ଡିଗୋ କାର ଜବତ କରାଯାଇଛି। ଆଠଗଡ ଅବକାରୀ ନିରୀକ୍ଷକ ପ୍ରଭାସ କୁମାର…
Read More...

ସୁରକ୍ଷିତ ମାତୃତ୍ୱ ଆଶ୍ୱାସନା ଅଭିଯାନ ସଚେତନତା

ଆଠଗଡ: ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସ୍ୱାସ୍ଥ୍ୟ ସେକ୍ଟରର ଗାଁ କଲ୍ୟାଣ ସମିତି ସମୂହ ଆନୁକୁଲ୍ୟରେ ଗୁରୁବାର କଟକିଆ ସାହି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସୁରକ୍ଷିତ ମାତୃତ୍ୱ ଆଶ୍ୱାସନ (ସୁମନ)…
Read More...

ବଲାଙ୍ଗିର ଉପଖଣ୍ଡ ପ୍ରଶାସନର କଟକଣା, ଜାନୁଆରୀ ୨ ପର୍ଯ୍ୟନ୍ତ ୭ ମନ୍ଦିରରେ ଭକ୍ତଙ୍କ ପାଇଁ ସାଧାରଣ ଦର୍ଶନ ବନ୍ଦ

ବଲାଙ୍ଗିର:ଶନିବାର ନୂଆ ବର୍ଷ। କରୋନା ଓ ବର୍ତ୍ତମାନ ଏହାର ନୂଆ ରୂପ ଓମିକ୍ରନ ପାଇଁ ଜିଲା ପ୍ରଶାସନ ପକ୍ଷରୁ ବଣ ଭୋଜି, ଶୋଭାଯାତ୍ରା, କଟକଣା ଜାରି କରାଯାଇଛି। ସେହିପରି ଜିଲାପାଳ ଚଞ୍ଚଳ ରାଣା ଜାନୁଆରୀ ୨ ପର୍ଯ୍ୟନ୍ତ ୭…
Read More...

ସରି ଆସୁଛି ଗ୍ରୀଟିଂସ କାର୍ଡର ଯୁଗ, ମାନ୍ଦା ପଡିଲାଣି ବେପାର

ବଲାଙ୍ଗିର: ମନ ବୁଝୁଥିଲା ମନର କଥା। ବନ୍ଧୁ ହେଉକି ବାନ୍ଧବୀଙ୍କୁ ଯୋଡୁଥିଲା କାଗଜର ଖଣ୍ଡିଏ ଫର୍ଦ୍ଦ। ସେଥିରେ ଅତି ସଂକ୍ଷେପ ଶବ୍ଦରେ ଅନେକ କିଛି କହି ହେଇଯାଉଥିଲା। କିଛି ମନ ଭାଙ୍ଗୁଥିଲା ତ କିଛି ସବୁଦିନ ପାଇଁ…
Read More...

ରାଜ୍ୟ ସରକାରୀ କର୍ମଚାରୀଙ୍କୁ ନୂଆ ବର୍ଷ ଭେଟି, ବଢ଼ିଲା ୩% ମହଙ୍ଗା ଭତ୍ତା

ଭୁବନେଶ୍ୱର : ନୂଆବର୍ଷ ପୂର୍ବରୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଭେଟି ଦେଇଛନ୍ତି। ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ପାଇଛି। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ମହଙ୍ଗା ଭତ୍ତା ୩%କୁ ବୃଦ୍ଧି…
Read More...

ଆଇପିଏସ ସ୍ତରରେ ଅଦଳବଦଳ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ଆଇପିଏସ କ୍ଷେତ୍ରରେ ଛୋଟ ଅଦଳବଦଳ କରାଯାଇଛି। ବରିଷ୍ଠ ଆଇପିଏସ ଅଫିସର ନୀତି ଶେଖରଙ୍କୁ କଟକ-ଭୁବନେଶ୍ବର କମିଶନରେଟ ପୁଲିସ ଅତିରିକ୍ତ କମିଶନର ଭାବେ ନିଯୁକ୍ତି ଦିଆଯାଇଛି। ୨୦୦୭…
Read More...

କବି ହୃଷୀକେଶ ମଲ୍ଲିକଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ବର: ୨୦୨୧ ବର୍ଷ ଲାଗି ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି। ଚଳିତ ବର୍ଷ ‘ସରିଯାଇଥିବା ଅପେରା’ ପୁସ୍ତକ ପାଇଁ କବି ହୃଷୀକେଶ ମଲ୍ଲିକଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯିବା…
Read More...

ଡିସେମ୍ବର ୩୧ ରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ଧବଳେଶ୍ୱର ପୀଠରେ ୧୪୪ଧାରା ଜାରି

ଗୁରୁଡିଝାଟିଆ: ଆଠଗଡ ଉପଖଣ୍ଡ ପ୍ରଶାସନ ପକ୍ଷରୁ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ପୀଠରେ ଡିସେମ୍ବର ୩୧ରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ୧୪୪ଧାରା ଜାରି…
Read More...

୪ ଆଇପିଏସଙ୍କୁ ଏଡିଜି ପାହ୍ୟା ପଦୋନ୍ନତି

ଭୁବନେଶ୍ବର: ୧୯୯୭ ବ୍ୟାଚର ୪ଜଣ ଆଇପିଏସ ଅଫିସରଙ୍କୁ ଏଡିଜି ପାହ୍ୟା ପଦୋନ୍ନତି ଦିଆଯାଇଛି। ଆଇପିଏସ ଦୀପ୍ତେଶ ପଟ୍ଟନାୟକ, ଆଶିଷ କୁମାର ପାଣିଗ୍ରାହୀ, ଧୀରେନ୍ଦ୍ର ସମ୍ଭାଜି କୁଟ୍ଟେ ଏବଂ ରେଖା ଲୋହାନୀଙ୍କୁ ଏଡିଜି…
Read More...

ଭାଲୁ କାମୁଡାରେ ଯୁବକ ଗୁରୁତର

ତେଲକୋଇ: ତେଲକୋଇ ବନାଞ୍ଚଳ ଅଧିନ କାଳିଆହତା ଫରେଷ୍ଟ ବିଟ ପୁରୁଯୋଡା ପଞ୍ଚାୟତର ବାଲିଯୋଡି ଗ୍ରାମର ଜଣେ ଯୁବକ ଭାଲୁ କାମୁଡାରେ ଗୁରୁତର ହୋଇଛନ୍ତି। ଗୁରୁତର ଯୁବକ ଜଣକ କୈଳାସ ଚନ୍ଦ୍ର ନାଏକଙ୍କ ପୁଅ ପ୍ରଦୀପ ନାଏକ…
Read More...

ଓଡ଼ିଶା ହେଉଛି କଳା, ସଂସ୍କୃତି ଓ ଐତିହ୍ୟର ରାଜ୍ୟ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର କଳିଙ୍ଗ ଆର୍ଟ ଗ୍ୟାଲେରୀ ସହ ଆଉ ୫ଟି ଆର୍ଟ ଗ୍ୟାଲେରୀ ଉଦଘାଟନ କରିଛନ୍ତି। ରାଜ୍ୟ ସଂଗ୍ରହାଳୟ ପରିସରରେ ଉଦ୍‌ଘାଟିତ କଳିଙ୍ଗ ଆର୍ଟ ଗ୍ୟାଲେରୀ ହେଉଛି ରାଜ୍ୟର…
Read More...

ପୁଣି ଫେରିଲା ରାତ୍ରୀକାଳୀନ କର୍ଫ୍ୟୁ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ଜାନୁଆରି ମାସ ପାଇଁ କରୋନା ମାର୍ଗଦର୍ଶିକା ଘୋଷଣା କରିଛନ୍ତି। ଜାନୁଆରି ମାସ ପାଇଁ ଜାରି ହୋଇଥିବା ମାର୍ଗଦର୍ଶିକା କଟକଣା କଡାକଡି କରାଯାଇଛି। କୋଭିଡ ନିୟମ କଡାକଡି ଭାବେ ପାଳନ…
Read More...

ପୂର୍ବତନ ବାଚସ୍ପତି ତଥା ସରକାରୀ ଦଳ ମୁଖ୍ୟ ସଚେତକ କିଶୋର ମହାନ୍ତିଙ୍କ ପରଲୋକ

ଭୁବନେଶ୍ବର: ବରିଷ୍ଠ ବିଜେଡ଼ି ନେତା ତଥା ବ୍ରଜରାଜନଗର ବିଜେଡ଼ି ବିଧାୟକ କିଶୋର କୁମାର ମହାନ୍ତିଙ୍କ ହୃଦ୍‌ଘାତ ଯୋଗୁ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଥିବା ସୂଚନା ମିଳିଛି। ପୂର୍ବତନ ବାଚସ୍ପତି ତଥା ସରକାରୀ ଦଳ…
Read More...

ମିଶନାରୀ ଅନୁଷ୍ଠାନର ଅନ୍ତେବାସୀଙ୍କ ସମସ୍ୟା ସମାଧାନ ପ୍ରତି ଗୁରୁତ୍ବ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଜିଲାପାଳଙ୍କୁ…

ଭୁବନେଶ୍ବର: ଓଡ଼ିଶାରେ ମିଶନାରିଜ୍ ଅଫ୍‌ ଚାରିଟି ପକ୍ଷରୁ ପରିଚାଳିତ ଅନେକ କୁଷ୍ଠାଶ୍ରମ ଓ ଅନାଥାଶ୍ରମ ରହିଛି। ଏସବୁର ଅନ୍ତେବାସୀଙ୍କ ସମସ୍ୟା ତ୍ବରିତ ସମାଧାନ ସହ ସେମାନଙ୍କ ଖାଦ୍ୟ, ନିରାପତ୍ତା ଓ ସ୍ବାସ୍ଥ୍ୟ…
Read More...

ଶେଷ ପର୍ଯ୍ୟାୟରେ ମାଧ୍ୟମିକ ଶିକ୍ଷା ପରିଷଦ ପ୍ରସ୍ତୁତି, ଜାନୁଆରୀ ୫ରୁ ଦଶମ ଶ୍ରେଣୀ ସଂକ୍ଷିପ୍ତ ମୂଲ୍ୟାଙ୍କନ

ଭୁବନେଶ୍ବର: ଜାନୁଆରୀ ୫ରୁ ଦଶମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ସଂକ୍ଷିପ୍ତ ମୂଲ୍ୟାଙ୍କନ (ସମେଟିଭ୍ ଆସେସ୍‌ମେଣ୍ଟ) ପରୀକ୍ଷା ଅନୁଷ୍ଠିତ ହେବ। ମାଧ୍ୟମିକ ଶିକ୍ଷା ପରିଷଦ(ବିଏସଇ) ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ…
Read More...

୩୦ରୁ ଜାନୁଆରୀ ୨ ବନ୍ଦ ରହିବ ସମଲେଇ ଦର୍ଶନ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କୁ ନୂତନ ବର୍ଷର ପ୍ରଥମ ସକାଳରେ ଭକ୍ତମାନେ ଦର୍ଶନ କରିପାରିବେ ନାହିଁ। ଏନେଇ ଜିଲା ପ୍ରଶାସନ ପକ୍ଷରୁ ନିଷେଧାଜ୍ଞା ଜାରି କରାଯାଇଛି। ଶ୍ରୀ ଶ୍ରୀ…
Read More...

ଉଚ୍ଚ ଶିକ୍ଷିତ ଯୁବକଙ୍କ ଚାଷ ନିଶା: ଗାଁ ମାଟିରେ ଫଳାଉଛନ୍ତି କାଶ୍ମୀର ଫଳ

ବାସୁଦେବପୁର: ଦିନଥିଲା ଫଳ ଚାଷ କହିଲେ କାଶ୍ମୀରକୁ ବୁଝାଉଥିଲା। ସେଓ, ଅଙ୍ଗୁର ଠାରୁ ଆରମ୍ଭକରି ନାମୀଦାମୀ ଫଳ କାଶ୍ମୀରରୁ ଆମଦାନୀ ହେଉଥିଲା। ଯୁଗ ଏବେ ବଦଳିଛି, ବଦଳିଛି ଚାଷ କରିବାର ଜ୍ଞାନ କୌଶଳ। କାଶ୍ମୀରର…
Read More...

ପିପିଳିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆଜାଦୀ କା ଅମୃତ ମହୋତ୍ସବ

ପାଟଣା: କେନ୍ଦୁଝର ଜିଲା ପିପିଳିଆ ସ୍ଥିତ ଲକ୍ଷ୍ମୀ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି ‘ଆଜାଦୀ କା ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମ ଅଧ୍ୟକ୍ଷ ନିରାକାର ସ୍ବାଇଁଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇ ଯାଇଛି। ଅଧ୍ୟାପକ…
Read More...

କେବଳ ଜନସାଧାରଣଙ୍କ ସନ୍ତୋଷ ନୁହେଁ, ନିରନ୍ତର ଉତ୍ତମ ସେବା ହେଉଛି ଆମର ଲକ୍ଷ୍ୟ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କେବଳ ଜନସାଧାରଣଙ୍କ ସନ୍ତୋଷ ନୁହେଁ, ନିରନ୍ତର ଉତ୍ତମ ସେବା ହେଉଛି ଆମର ଲକ୍ଷ୍ୟ। ତେଣୁ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଆମ ସମସ୍ତଙ୍କୁ କ୍ରମାଗତ ଭାବରେ ପରିବତ୍ତନ କରିବାକୁ ହେବ । ଆଜି ରାଜ୍ୟ ସରକାରଙ୍କ…
Read More...

ପାଚିଲା ଧାନ ଖାଇ ୩୦ ରୁ ଉର୍ଦ୍ଧ ମେଣ୍ଢା ମୃତ !

ପାତ୍ରପୁର: ପାତ୍ରପୁର ବ୍ଳକ ଚୁଡିଆଲାଞ୍ଜି ଠାରେ ଧାନ ଫସଲ ଖାଇ ପ୍ରାୟ ୩୦ରୁ ଊର୍ଦ୍ଧ୍ବ ମେଣ୍ଢା ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଇଛି। ଏହି ସବୁ ମେଣ୍ଢା କେଶରୀ ପଡା ପଞ୍ଚାୟତ ଭେଜିପଦର ଗ୍ରାମର କେ.କୃଷ୍ଣ ମୂର୍ତ୍ତିଏବଂ…
Read More...

ନୂଆବର୍ଷ ପାଇଁ ଆଖଣ୍ଡଳମଣିଙ୍କ ପୀଠରେ ଏସଓପି ଜାରି, ୩୧ ରୁ ୩ଦିନ ଧରି ବନ୍ଦ ରହିବ ସର୍ବସାଧାର ଦର୍ଶନ

ଆରଡ଼ି: ନୂଆବର୍ଷ ପାଇଁ ଆଖଣ୍ଡଳମଣିଙ୍କ ମନ୍ଦିରରେ ଜିଲା ପ୍ରଶାସନ ପକ୍ଷରୁ ଏସଓପି ଜାରି କରାଯାଇଛି। ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଡିସେମ୍ବର ୩୧ ସକାଳ ୬ଟାରୁ ଜାନୁଆରୀ ୨ ତାରିଖ ସଂଧ୍ୟା ୮ଟା ପର୍ଯ୍ୟନ୍ତ ଭକ୍ତଙ୍କ…
Read More...

କଣ୍ଟାବାଡ଼ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ସେମି ଫାଇନାଲ ଲାଇନଅପ୍ ଚୂଡାନ୍ତ

ବେଗୁନିଆ: କଣ୍ଟାବାଡ଼ ସ୍ପୋର୍ଟସ ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ହାଇସ୍କୁଲ ପଡ଼ିଆରେ ଚାଲିଥିବା ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ମଙ୍ଗଳବାର ଖେଳାଯାଇଥିବା ଚତୁର୍ଥ କ୍ୱାର୍ଟରଫାଇନାଲରେ କୁମ୍ଭାରବସ୍ତ…
Read More...

ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ସ୍ୱାସ୍ଥ୍ୟ ଉପକରଣ ବଣ୍ଟନ କଲେ ପୁରାତନ ଛାତ୍ର

ଗୁରୁଡିଝାଟିଆ: କଖଡି ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ୧୯୮୭ ମସିହା ପୁରାତନ ବିଦ୍ୟାର୍ଥୀଙ୍କ ଏକ ବୈଠକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି। ଉପସ୍ଥିତ ବିଦ୍ୟାର୍ଥୀମାନେ ବିଦ୍ୟାଳୟରେ ବିତାଇଥିବା କୈଶୋରର ଅପାସୋରା…
Read More...

ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ଦୁର୍ନୀତି, ତଦନ୍ତ ଦାବିକଲା ବିଜେଡି

ନବରଙ୍ଗପୁର: ନବରଙ୍ଗପୁର ଜିଲା ରାଇଘର ପଞ୍ଚାୟତରେ ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା ନିର୍ମାଣରେ ଅନିୟମିତତା ହୋଇଥିବା ନେଇ ଜିଲା ବିଜେଡ଼ି ପକ୍ଷରୁ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ…
Read More...

ନୀଳାଚଳ କୃଷକ ମହାସଂଘ ତରଫରୁ ବରିଷ୍ଠ କୃଷକ ମଦନ ବରାଳ ଓ ରଘୁନାଥ ବରାଳଙ୍କୁ ସମ୍ବର୍ଦ୍ଧନା

ସାକ୍ଷୀଗୋପାଳ: ନୀଳାଚଳ କୃଷକ ମହାସଂଘ ତରଫରୁ ସ୍ଥାନୀୟ ଗବକୁଣ୍ଡ ବଜାରସ୍ଥିତ ସାକ୍ଷୀଗୋପାଳ ନିୟନ୍ତ୍ରିତ ଉପ ବଜାର କମିଟି ପରିସରରେ ମହାସଂଘର ବରିଷ୍ଠ ସଦସ୍ୟ ବଳଭଦ୍ର ବରାଳଙ୍କ ସଭାପତିତ୍ୱରେ ଆଜି କଳା ଦିବସ ପାଳିତ…
Read More...

ଖାରିଗୁମା : ପାନୀୟ ଜଳ ଓ ରାସ୍ତା ନିର୍ମାଣ ନହେଲେ ଭୋଟ ବର୍ଜନ ଓ ବ୍ଳକ ଘେରାଉ

ମୋହନା: ସ୍ଥାନୀୟ ବ୍ଳକର ବିଭିନ୍ନ ପଞ୍ଚାୟତର ଜନସାଧାରଣ ବ୍ଳକକୁ ଯାତାୟତ କରିବା ପାଇଁ ମୁଖ୍ୟ ସମସ୍ୟା ହେଉଛି ରାସ୍ତା। ଏହି ପରିପେକ୍ଷୀରେ ମୋହନା ବ୍ଳକ ଅନ୍ତର୍ଗତ ବଡସିନ୍ଧବା ପଞ୍ଚାୟତ ଅଧିନ ଖାରିଗୁମା ଗ୍ରାମର ପ୍ରାୟ…
Read More...

ବୈଦେଶ୍ୱର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲରେ କଟକ ସ୍ମାଇଲ୍

ବାଙ୍କୀ: ବୈଦେଶ୍ୱର ସ୍ଥିତ ଦିଶା ମିନି ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ୧୪ତମ ବୈଦେଶ୍ୱର କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଗ୍ରୁପ୍ ବିର ୨ୟ ସେମିଫାଇନାଲ ଖେଳ ଯାଜପୁର ଓ କଟକ ସ୍ମାଇଲ୍ ମଧ୍ୟରେ ମଙ୍ଗଳବାର ଦିନ ଅନୁଷ୍ଠିତ…
Read More...

ଅବକାରୀ ଚଢାଉ, ୩ ଗିରଫ ୧୫୦ ଲିଟର ମଦ ଜବତ

ବାଙ୍କୀ: ମଙ୍ଗଳବାର ସକାଳେ ବାଙ୍କୀ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୩ ଜଣଙ୍କୁ ଗିରଫ କରାଯିବା ସହିତ ୧୫୦ ଲିଟର ଦେଶୀ ଚୋରା ରନ୍ଧା ମଦ ଜବତ କରାଯାଇଛି। ସୂଚନା ଅନୁଯାଇ ଆଠଗଡ ଅଂଚଳର ଅଶୋକ କୁମାର ସେନାପତିଙ୍କୁ…
Read More...

ଗୋଚର ଜାଗାରେ ନୂତନ ପଞ୍ଚାୟତ ଗୃହ ନିର୍ମାଣ

କଲ୍ୟାଣସିଂ ହପୁର: ରାୟଗଡ଼ା ଜିଲା କଲ୍ୟାଣସିଂ ହପୁର ବ୍ଲକ ନୂତନ କନ୍ଧ କାତିପାଡୁ ପଞ୍ଚାୟତରେ ପଞ୍ଚାୟତ ଗୃହ ନିର୍ମାଣ ବନ୍ଦ କରିବାକୁ ନେଇ ବିଡ଼ିଓ ସୁଧାକର ରଇତଙ୍କୁ ଲିଖିତ ପତ୍ର ପ୍ରଦାନ କରାଯାଇଥିବା ଦେଖିବାକୁ…
Read More...

ଗୋପବନ୍ଧୁ ସ୍ମୃତି ଉଚ୍ଚ ବିଦ୍ୟାଳୟର ବିକାଶ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବେ ପୁରାତନ ଛାତ୍ରଛାତ୍ରୀ

ପିପିଲି:ପିପିଲି ବ୍ଲକ ଅର୍ନ୍ତଗତ ଦାଣ୍ଡମୁକୁନ୍ଦପୁର ସ୍ଥିତ ଗୋପବନ୍ଧୁ ସ୍ମୃତି ଉଚ୍ଚ ବିଦ୍ୟାଳୟର ୧୯୮୩ ମାଟ୍ରିକ୍‍ ବ୍ୟାଚ୍‍ର ବନ୍ଧୁମିଳନ କାର୍ଯ୍ୟକ୍ରମ ବାଲିପଡିଆ ସ୍ଥିତ ବିଦ୍ୟାଳୟ ଖେଳପଡିଆ ଠାରେ ଅନୁଷ୍ଠିତ…
Read More...

ଗୋପାଳପୁର ମହାବିଦ୍ୟାଳୟରେ ଆଲୋଚନାଚକ୍ର

ଗୋପାଳପୁର: ଗୋପାଳପୁର କଲେଜରେ ଆଜି ପ୍ରାଣୀ ବିଜ୍ଞାନ ବିଭାଗର ମୁଖ୍ୟ ଡ..ରାମ ପ୍ରସାଦ ପଣ୍ଡା ଅଧ୍ୟକ୍ଷତାରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଅବସର ପ୍ରାପ୍ତ…
Read More...

ଟୁରୀ ନଦୀ ପଠାରେ ପଡ଼ିଛି ଅଚିହ୍ନା ମହିଳାଙ୍କ ମୃତଦେହ

ପାପଡାହାଣ୍ଡି: ନବରଙ୍ଗପୁର ଜିଲା ପାପଡାହାଣ୍ଡି ଦେଇ ଯାଇଥିବା ଟୁରୀ ନଦୀ ପଠାରେ ଆଜି ଜଣେ ଅଚିହ୍ନା ମହିଳାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଘାଟଗୁଡା ଗ୍ରାମ ନିକଟରେ ଥିବା ଏହି ପଠାରେ ମହିଳାଙ୍କ…
Read More...

କାକଟପୁର ବ୍ଲକରେ ଓମିକ୍ରନ ମୁକାବିଲା ପାଇଁ ସଚେତନତା ସୃଷ୍ଟି କଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା

ଭୁବନେଶ୍ବର: କାକଟପୁର ବ୍ଲକ ଅନ୍ତର୍ଗତ ବାଙ୍ଗୁରି ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଓମିକ୍ରନ ମୁକାବିଲା ପାଇଁ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା…
Read More...

ଆସନ୍ତା ବର୍ଷରୁ ୫ଜି ସେବା

ନୂଆଦିଲ୍ଲୀ: ଆସନ୍ତା ବର୍ଷରୁ ଆରମ୍ଭ ହେବ ୫ଜି ସେବା। ଦିଲ୍ଲୀ, ମୁମ୍ବଇ, ଚେନ୍ନାଇ ଓ କଲକତାରେ ମିଳିବ ୫ଜି ସେବା। ସେହିପରି ହାଇଦ୍ରାବାଦ, ଅହମ୍ମଦାବାଦ, ଚଣ୍ଡଗଡ଼, ଜାମନଗର ଓ ବେଙ୍ଗଲୁରୁକୁ ବି ସେବା ମିଳିବ ବୋଲି…
Read More...