www.samajalive.in
Saturday, December 6, 2025
15.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଆସନ୍ତାକାଲି ଗୁଜରାଟରେ ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ କରିବେ କେନ୍ଦ୍ର ଗୃହମନ୍ତ୍ରୀ..

ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ, ଘରେ ପଶି ଛୁରାମାଡ଼ କଲେ ଦୁର୍ବୃତ୍ତ..

- Advertisement -

ଆଜିଠାରୁ ପୁନର୍ବାର ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ, ମକର ସଂକ୍ରାନ୍ତି ପାଇଁ ବନ୍ଦ ଥିଲା କାମ..

ବନ୍ଦ ହେଲା ହିଣ୍ଡେନବର୍ଗ ରିସର୍ଚ୍ଚ ସଂସ୍ଥା, ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସୂଚନା ଦେଲେ ପ୍ରତିଷ୍ଠାତା..

ଭାରସାମ୍ୟ ହରାଇ ପୋଖରୀ ଭିତରକୁ ପଶିଗଲା କାର, ଦୁଇ ମୃତ ଓ ୨ ଆହତ, କୋଣାର୍କ ନିକଟ ଜୁଣେଇ ଛକର ବଂଶୀ ବଜାର ପାଖରେ ଘଟିଛି ଦୁର୍ଘଟଣା..

୩୦ ବର୍ଷ ପରେ ମୀନ ରାଶିରେ ପ୍ରବେଶ କରିବେ ଶନିଦେବ : ଏହି ୩ ରାଶି ହେବେ ମାଲାମାଲ୍‌,ମିଳିବ ସୁଖମୟ ଦାମ୍ପତ୍ୟ ଜୀବନ

ଘରୋଇ କଳିରୁ ଭଉଣୀକୁ ହତ୍ୟା କଲା ଭାଇ, ଗଞ୍ଜାମ ଜିଲା ରାଇପୋଲି ଗାଁରେ ଘଟିଛି ହତ୍ୟାକାଣ୍ଡ, ଅଭିଯୁକ୍ତ ଭାଇ ଫେରାର, ପୁଲିସର ତଦନ୍ତ ଜାରି..

ଦେବଗଡ ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ସେକ୍ସନ୍ ସଂଘାପଶି ଗାଁରେ ଅଘଟଣ: ଗାଁ ଜଗିଥିବାବେଳେ ଫରେଷ୍ଟ ସ୍କ୍ଵାର୍ଡଙ୍କୁ ଦଳିଦେଲା ଦନ୍ତା..

ସୈଫଙ୍କୁ ଆକ୍ରମଣ; ଜାଣନ୍ତୁ କ’ଣ କହିଲେ ପତ୍ନୀ କରୀନା..

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ମାଆ ଲୋଭାବତୀଙ୍କ ପରଲୋକ..

ଭାରସାମ୍ୟ ହରାଇ ପୋଖରୀରେ ପଶିଲା କାର, ୨ ମୃତ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories