www.samajalive.in
Monday, December 15, 2025
27.1 C
Bhubaneswar

ଅବକାରୀ ଚଢାଉ, ୩ ଗିରଫ ୧୫୦ ଲିଟର ମଦ ଜବତ

ବାଙ୍କୀ: ମଙ୍ଗଳବାର ସକାଳେ ବାଙ୍କୀ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୩ ଜଣଙ୍କୁ ଗିରଫ କରାଯିବା ସହିତ ୧୫୦ ଲିଟର ଦେଶୀ ଚୋରା ରନ୍ଧା ମଦ ଜବତ କରାଯାଇଛି। ସୂଚନା ଅନୁଯାଇ ଆଠଗଡ ଅଂଚଳର ଅଶୋକ କୁମାର ସେନାପତିଙ୍କୁ ସ୍ଥାନୀୟ ଖନ୍ଦକ ପୋଲ ନିକଟରୁ ଗିରଫ କରାଯାଇ ୬୦ ଲିଟର ଚୋରା ମଦ, ଆଠଗଡ ଅଞ୍ଚଳର ଉଦୟନାଥ ନାୟକଙ୍କ ଠାରୁ ୬୦ ଲିଟର ଏବଂ ଡମପଡା ବ୍ରାହ୍ମଣିଆ ଗ୍ରାମର ଦାଶରଥି ସାମଲଙ୍କ ଠାରୁ ୩୦ ଲିଟର ଦେଶୀ ଚୋରା ମଦ ଜବତ କରାଯାଇଛି। ଏହି ଘଟଣାରେ ବ୍ୟବହୃତ ଗୋଟିଏ ମୋଟର ସାଇକେଲ ଏବଂ ୨ ଗୋଟି ସ୍କୁଟିକୁ ଅବକାରୀ ବିଭାଗ ଜବତ କରିଛି। ସମସ୍ତଙ୍କୁ ମଙ୍ଗଳବାର ଅପରାହ୍ନରେ ଅଦାଲତକୁ ପଠାଯାଇଥିବା ଜଣାପଡିଛି।

Hot this week

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାଓଁ  ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

Related Articles

Popular Categories