www.samajalive.in
Sunday, December 14, 2025
14.1 C
Bhubaneswar

ଠେଲକୋଲୋଇ ଥାନାରେ ଆମ ପୁଲିସ ସମିତି ବୈଠକ

ରେଙ୍ଗାଲି: ରେଙ୍ଗାଲି ବ୍ଳକର ଠେଲକୋଲୋଇ ଥାନା ପରିସରରେ ଆଜି ଆମ ପୁଳିସ ସମିତିର ବୈଠକ ଅନୁଷ୍ଠିତ ହୋଇଥିଲା। ଥାନା ଆଇଆଇସି ବିଧୁଭୂଷଣ ମିଶ୍ରଙ୍କ ସଂଯୋଜନାରେ ପରିଚାଳିତ ଏହି ବୈଠକରେ ସମିତି ସମସ୍ତ ସଭ୍ୟ ଅଂଶ ଗ୍ରହଣ କରିଥିଲେ। ୧୦ ନମ୍ବର ରାଜ୍ୟ ରାଜପଥର ଲପଙ୍ଗା ଠାରୁ ଠେଲକୋଲୋଇ ପର୍ଯ୍ୟନ୍ତ ରାସ୍ତା କଡରେ ଭାରିଯାନ ପାର୍କିଂ ସମସ୍ୟାର ପ୍ରତିକାର, ଲପଙ୍ଗା ଏବଂ ଘିଚାମୁରା ଗ୍ରାମର ପାନିୟ ଜଳ ସମସ୍ୟାର ସମଧାନ ଏବଂ ଖିଣ୍ଡା ଛକରେ ଥିବା ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ଆଲୋକିକରଣ କରାଯିବା ଆଦି ବିଷୟ ଉପରେ ବୈଠକରେ ଆଲୋଚନା କରାଯାଇ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇ ଏସବୁ ସମସ୍ୟାର ସମଧାନ କରିବାକୁ ପ୍ରସ୍ତାବ ଗୃହୀତ ହୋଇଥିବାର ଜଣାପଡିଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories