ମହାନଦୀ ସେତୁ ଛାତରୁ ଖସି ପୁଣି ଜଣେ ଶ୍ରମିକଙ୍କ ମୃତ୍ୟୁ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅର୍ନ୍ତଗତ ଖରଶଙ୍କୁଲେଇଠାରେ ନିର୍ମାଣାଧୀନ ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ ଛାତରୁ ଗୁରୁବାର ରାତିରେ ଜଣେ ଶ୍ରମିକ ୪୦ଫୁଟ ତଳକୁ ଖସିପଡିବାରୁ ତାଙ୍କର ମୃତ୍ୟୁ ଘଟିଛି। ମୃତ…
Read More...

୧୦ରୁ ଆଖଣ୍ଡଳମଣି ପୀଠରେ ୧୪୪ ଧାରା

ଆରଡ଼ି: ଭଦ୍ରକ ଜିଲା ଆରଡ଼ିର ପ୍ରସିଦ୍ଧ ଆଖଣ୍ଡଳମଣି ପୀଠରେ ଚଳିତ ବର୍ଷ ବିନା ଭକ୍ତରେ ଜାଗରଯାତ୍ରା ଅନୁଷ୍ଠିତ ହେବ। ଜାଗରଯାତ୍ରା ପାଇଁ ପୀଠରେ ଜାରି ହେବ ୧୪୪ ଧାରା। ଆସନ୍ତା ୧୧ ତାରିଖରେ ମହାଶିବରାତ୍ରୀ ପଡ଼ୁଥିବା…
Read More...

ସରିଲା ବାହାଘର, ଶାଶୁଘର ନୁହେଁ ମଶାଣିକୁ ଗଲା ନବବଧୂ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲା ବିନିକା ଥାନା ଅନ୍ତର୍ଗତ ଜୁଲୁଣ୍ଡା ଗାଁରେ ଶୁକ୍ରବାର ଘଟିଛି ଏକ ହୃଦୟ ବିଦାରକ ଘଟଣା। ଶାଶୁଘରକୁ ବିଦା ହେବା ବେଳେ କାନ୍ଦି କାନ୍ଦି ଚାଲିଯାଇଛି ନବବଧୂର ଜୀବନ। କନ୍ୟାର ଅକାଳ…
Read More...

କଳିଙ୍ଗ ଷ୍ଟାଡିୟମରେ ବିଜୁ ପଟ୍ଟନାୟକ ମିନି ମାରାଥନ୍‍ ଅନୁଷ୍ଠିତ

ଭୁବନେଶ୍ୱର: ମହାନ ଜନନାୟକ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜନ୍ମ ବାର୍ଷିକୀ ଅବସରରେ ବାର୍ଷିକ ବିଜୁ ପଟ୍ଟନାୟକ ମିନି ମାରାଥନ୍‍ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଛି।…
Read More...

ଉପକାରରେ ନାହିଁ ମୋ ଉପକାରୀ ବଗିଚା, ବିନା ବଗିଚାରେ ସହାୟତା ରାଶି ହଡପ

ଗଡ଼ମଧୁପୁର: ପନିପରିବାର ବଜାର ଦର ଆକାଶ ଛୁଆଁ ହେବା ପରେ ଅନେକ ଆଲୋଚନା ପର୍ଯ୍ୟାଲୋଚନା କରି ସରକାର ଏକ ବହୁ ଉପାଦେୟ ଯୋଜନା ପ୍ରସ୍ତୁତ କଲେ, ଯାହାର ନାଁ ରଖିଲେ ମୋ ଉପକାରୀ ବଗିଚା। ଯୋଜନାର ଲକ୍ଷ୍ୟ ଲୋକମାନେ ସମସ୍ତେ…
Read More...

ପୁଣି ବଢିଲା ବସ୍‌ ଭଡ଼ା

ଭୁବନେଶ୍ବର: ତୈଳଦର ବୃଦ୍ଧି ଯୋଗୁଁ ରାଜ୍ୟରେ ବସ୍‌ ଭଡ଼ା ପୁଣି ଥରେ ବୃଦ୍ଧି ପାଇଛି। ଅର୍ଡିନାରୀ ଓ ଏକ୍ସପ୍ରେସ ବସ୍‌ ଭଡ଼ା କିଲୋମିଟର ପିଛା ୫ ପଇସା ବଢିଛି। ଅର୍ଡିନାରୀ ବସ୍‌ ଭଡ଼ା ୮୦ ପଇସା ଥିଲା କିନ୍ତୁ ଏବେ ୮୫…
Read More...

ସମୁଦ୍ରରେ ଭାସି ଯିବାବେଳେ ୨ ବଙ୍ଗୀୟ ପର୍ଯ୍ୟଟକ ଉଦ୍ଧାର

ପୁରୀ: ପୁରୀ ସମୁଦ୍ରରେ ଭାସି ଯିବାବେଳେ ଗୁରୁବାର ଦୁଇ ବଙ୍ଗୀୟ ପର୍ଯ୍ୟଟକ ଉଦ୍ଧାର ହୋଇଛନ୍ତି। ଉଦ୍ଧାର ପରେ ସେମାନଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ପର୍ଯ୍ୟଟକମାନେ…
Read More...

ଅଂଶୁଘାତ ମୁକାବିଲା ପାଇଁ ଉପଖଣ୍ଡସ୍ତରୀୟ ପ୍ରସ୍ତୁତି ବୈଠକ

ବାଙ୍କୀ: ଆଗକୁ ଖରା ବଢିବ। ଏଥିପାଇଁ ଉପଖଣ୍ଡସ୍ତରୀୟ ପ୍ରଶାସନିକ ପ୍ରସ୍ତୁତି ବୈଠକ ଗୁରୁବାର ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ପ୍ରକୋଷ୍ଠରେ ଅନୁଷ୍ଠିତ…
Read More...

ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଆସନ୍ତାକାଲି ସାଇକେଲ ଶୋଭାଯାତ୍ରା

ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ସାଇକେଲ ଶୋଭାଯାତ୍ରା ଆୟୋଜନ କରାଯାଇଛି। ଶୁକ୍ରବାର କଟକ ସ୍ଥିତ ବିଜୁବାବୁଙ୍କ…
Read More...

ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା; ସିବିଆଇ ରିମାଣ୍ଡରେ ବିବନ୍‍

ଭୁବନେଶ୍ୱର: ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଗୁରୁବାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ସିବିଆଇ ରିମାଣ୍ଡରେ ନେଇଛି। ସିବିଆଇର ପାଞ୍ଚ ଜଣିଆ ଟିମ୍‍ ବିବନକୁ ଝାରପଡ଼ା ଜେଲରୁ କଡ଼ା ସୁରକ୍ଷା ଭିତରେ…
Read More...

ଖୁବ୍‍ଶୀଘ୍ର ମାଆ ହେବେ ଶ୍ରେୟା, ଫଟୋ ଶେୟାର କରି କହିଲେ ଶିଶୁର ନାଁ

ନୂଆଦିଲ୍ଲୀ: ବଲିଉଡ଼ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ ଓ ତାଙ୍କ ସ୍ୱାମୀ ଶିଲାଦିତ୍ୟ ମୁଖୋପାଧ୍ୟାୟ ଖୁବଶୀଘ୍ର ମାଆ-ବାପା ହେବାକୁ ଯାଉଛନ୍ତି। ଶ୍ରେୟା ନିଜେ ସାମାଜିକ ଗଣମାଧ୍ୟମ ଜରିଆରେ ଏହି ଖୁସିଖବର ଦେଇଛନ୍ତି। ଟ୍ୱିଟରରେ…
Read More...

ବୁର୍ଲା ବଡ଼ଡାକ୍ତରଖାନା ଭିତରେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ, ଅଭିଯୁକ୍ତ ଅଟକ

ବୁର୍ଲା: ସମ୍ବଲପୁରରେ ପୁଣି ଚାଞ୍ଚଲ୍ୟ। ବୁର୍ଲା ବଡ଼ଡାକ୍ତରଖାନା ମଧ୍ୟରେ ଜଣେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ଘଟଣାରେ ସମ୍ପୃକ୍ତ ଯୁବକକୁ ଅଟକ ରଖି ପଚରା ଉଚୁରା ଜାରି ରଖିଥିବା ଜଣାପଡିଛି।…
Read More...

ପୋଲ ତଳୁ ମୁମୂର୍ଷୁ ଅବସ୍ଥାରେ ନାବାଳିକା ଉଦ୍ଧାର

ପାଟଣା : ପାଟଣା ବ୍ଲକ ତୁରୁମୁଙ୍ଗା ନିକଟ ବୈତରଣୀ ପୋଲ ତଳୁ ବୁଧବାର ଜଣେ ଅଜଣା ନାବାଳିକାକୁ ମୁମୂର୍ଷୁ ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ଆନୁମାନିକ ୭ ରୁ ୮ ବର୍ଷ ବୟସର ଏହି ନାବାଳିକାଟିର ତଣ୍ଟି ଚିପି…
Read More...

ସାମାନ୍ୟ ଟାହି ଟାପରାକୁ ନେଇ ୧୦ମ ଶ୍ରେଣୀର ଛାତ୍ର ଅନ୍ୟ ଏକ ଛାତ୍ରକୁ ଛୁରୀ ଭୂଷିଲା

ଭଂଜନଗର: ଯେଉଁ ହାତରେ କଳମ ଧରିବା କଥା ସେହି ହାତରେ ଛୁରୀ। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗାଙ୍ଗପୁର ଥାନା ଅନ୍ତର୍ଗତ ବଡବୋରସିଂ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟରେ। ଏହି ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଜନୈକ ଏକ…
Read More...

ଦ୍ବାରଶୁଣୀ ଘାଟିରୁ ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କଳାବାଡିଆ : ବାଙ୍ଗିରିପୋଷି ବ୍ଲକ କିଛିଦିନ ହେବ ଅଶାନ୍ତ ହୋଇ ପଡିଛି। ପୂର୍ବରୁ ଏଠାରେ ହତ୍ୟା ଘଟଣା ଏତେ ମାତ୍ରାରେ ଦେଖିବାକୁ ମିଳିନଥିଲା। ମାତ୍ର ଏବେ ଅଧିକାଂଶ ସମୟରେ ଏଭଳି ଘଟଣା ସବୁ ସାମ୍ନାକୁ ଆସୁଛି। ଆଜକୁ…
Read More...

ବୁଢ଼ୀ ଠାକୁରାଣୀ ମନ୍ଦିର ଉନ୍ନତିକରଣ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍‌ ଦାବି

ବ୍ରହ୍ମପୁର: ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା' ବୁଢ଼ୀ ଠାକୁରାଣୀ ମନ୍ଦିରର ଉନ୍ନତିକରଣ ସହ ସ୍ବତନ୍ତ୍ର ପ୍ୟାକେଜ୍‌ ଦାବି କରିଛି ଭାରତୀୟ ଜନତା ପାର୍ଟି। ବୁଧବାର ଏନେଇ ଦଳ ତରଫରୁ ଏକ ଦାବିପତ୍ର ଦକ୍ଷିଣାଞ୍ଚଳ…
Read More...

ଟିକା ନେଲେ ବ୍ରହ୍ମପୁର ସାଂସଦ

ବ୍ରହ୍ମପୁର: ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ବୁଧବାର କୋଭିଡ୍‌ ଟିକା ନେଇଛନ୍ତି। ଗୁଡ୍‌ସସେଡ୍‌ ରୋଡ ସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ସେ ଟିକା ଗ୍ରହଣ କରିଛନ୍ତି। ବିନା ଭୟ ଏବଂ ଦ୍ବନ୍ଦ୍ବରେ…
Read More...

ବିମାନ ବନ୍ଦର ପ୍ରତିଷ୍ଠା ଦାବିରେ ଧାରଣା

ବ୍ରହ୍ମପୁର: ବ୍ରହ୍ମପୁରରେ ବିମାନ ବନ୍ଦର ପ୍ରତିଷ୍ଠା ଦାବିରେ ବୁଧବାର ବ୍ରହ୍ମପୁର ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ରାଜ୍ୟ ସରକାର ଏଦିଗରେ…
Read More...

ଅଜଣା ଗାଡ଼ି ଧକ୍କାରେ ୩ ମୃତ, ଜଣେ ଗୁରୁତର

ହୀରାକୁଦ: ସମ୍ବଲପୁର ବରେଇପାଲି ଛକରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଗତକାଲି ବିଳମ୍ବିତ ରାତିରେ ଅଜଣା ଗାଡି ଧକ୍କାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ବୁର୍ଲା…
Read More...

ଦୁର୍ଘଟଣାରେ ଆହତ ଛାତ୍ର ବିଜେଡି ସଭାପତିଙ୍କ ମୃତ୍ୟୁ, ହଜାର ହଜାର ଲୋକଙ୍କ ଉପସ୍ଥିତିରେ ଅନ୍ତ୍ୟୋଷ୍ଟି କ୍ରିୟା…

ଗୁଣପୁର: ଗତ ରବିବାର ନଗର ଛାତ୍ର ବିଜେଡି ସଭାପତି ସନାତନ ପାଣି(୨୪) କୌଣସି ଏକ କାମରେ ବାଇକରେ ଯାଉଥିବାବେଳେ ଗୁଣପୁର ଏସବିଆଇ ମୁଖ୍ୟଶାଖା ନିକଟରେ ତାଙ୍କର ଦୁର୍ଘଟଣା ହୋଇଥିଲା। ସ୍ଥାନୀୟ ଉପଖଣ୍ଡ ମେଡିକାଲ ଡାକ୍ତର…
Read More...

ଯୁବକଙ୍କ ମୃତଦେହ ଉଦ୍ଧାର

ବାଲେଶ୍ବର: ବାଲେଶ୍ବର ଜିଲା ଖଣ୍ତାପଡା ଥାନା ଅନ୍ତର୍ଗତ ବୋଇତା ଗ୍ରାମରୁ ବୁଧବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତଦେହଟି ପଡ଼ିଥିବା ଖବର ପାଇ ପୁଲିସ ସେଠାକୁ ଆସି ମୃତଦେହକୁ ଜବତ କରିଥିବା ଜଣାପଡ଼ିଛି।…
Read More...

୪ ଫୁଟର ନାଗ ସହ ଲଢିଲା ଏକ ଫୁଟ ଲମ୍ବର ବାଲି ବୋଡ଼ା, ଦେଖନ୍ତୁ ଭିଡିଓ

ଯାଜପୁର: ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ କୁଳହରିପୁର ଗ୍ରାମରେ ଏକ ଅଦ୍ଭୂତ ଘଟଣା ଦେଖିବାକୁ ମିଳିଛି। ରାସ୍ତା କଡରେ ୨ ଟି ସାପ ପରସ୍ପରକୁ ଆକ୍ରମଣ କରିଛନ୍ତି। ଗୋଟିଏ ୪ ଫୁଟ ଲମ୍ବର ନାଗ ସାପ ଅନ୍ୟ ଏକ ଛୋଟ…
Read More...

ବୌଦ୍ଧରୁ ଚର୍ତୁଥ ଥର ପାଇଁ ପୁରୀ ଯିବ ୭୦୧ଖଣ୍ଡ ରଥକାଠ, ବନ ଦୂର୍ଗାଙ୍କଠାରେ ପୂଜାର୍ଚ୍ଚନା ପରେ ମାଧପୁର ରେଞ୍ଜରୁ…

ହରଭଙ୍ଗା: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥନିର୍ମାଣ ପାଇଁ ମଙ୍ଗଳବାର ବୌଦ୍ଧ ବନଖଣ୍ଡ ଅଧିନସ୍ଥ ମାଧପୁର ରେଞ୍ଜର କରଡାକୋଠା ସଂରକ୍ଷିତ ଜଙ୍ଗଲରୁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇ ରଥକାଠ ଅନୁକୂଳ କାର୍ଯ୍ୟ…
Read More...

ଦୁଷ୍କର୍ମକାରୀ ବାପାକୁ ଆଜୀବନ

କଟକ: ୨୦୧୮ ନାବାଳିକା ଦୁଷ୍କର୍ମ ମାମଲାରେ ଦୁଷ୍କର୍ମକାରୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ମଙ୍ଗଳବାର ଦୁଷ୍କର୍ମକାରୀ ବାପାକୁ ଆଜୀବନ କାରାଦଣ୍ଡ ଶୁଣାଇଲେ କଟକ ସ୍ବତନ୍ତ୍ର ପୋକ୍ସୋ ଅଦାଲତ। ମୃତ୍ୟୁ…
Read More...

ଆମ୍ବ ବଗିଚାରେ ନିଆଁ, ବ୍ୟାପକ ଗଛ ନଷ୍ଟ

କାଶୀପୁର : ରାୟଗଡା ଜିଲା କାଶୀପୁର ବ୍ଲକରେ ଆଜି ମା' ମାଣିକେଶ୍ବରୀ ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପଛ ପଟ ଏକ ଆମ୍ବ ବଗିଚାରେ ନିଆଁ ଲାଗି ବ୍ୟାପକ ଆମ୍ବଗଛ ନଷ୍ଟ ହୋଇଯାଇଛି। ମିଳିଥିବା ସୂଚନା ଅନୁଯାୟୀ,…
Read More...

୧୦ ଜିଲା ପାଇଁ ୧୦ ବରିଷ୍ଠ ଅଧିକାରୀ ନିଯୁକ୍ତ​‌, ୩ ମାସ ପାଇଁ ଦାୟିତ୍ବରେ ରହି ତଦାରଖ କରିବେ କାର୍ଯ୍ୟ

ଭୁବନେଶ୍ବର: ୧୦ ଆକାଂକ୍ଷୀ ଜିଲ୍ଲା ପାଇଁ ମଙ୍ଗଳବାର ୧୦ ବରିଷ୍ଠ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ୩ ମାସ ପାଇଁ ଜିଲ୍ଲା ଦାୟିତ୍ବରେ ରହିବେ ଏହି ୧୦ ସଚିବସ୍ତରୀୟ ବରିଷ୍ଠ ଅଧିକାରୀ। ଏହି ଅଧିକାରୀମାନେ ଶିକ୍ଷା,…
Read More...

ଭିସୁଟ୍ ଛାତ୍ରଙ୍କୁ କରୋନା ଘଟଣା: ଆଗ ପଜିଟିଭ୍ ପରେ ନେଗେଟିଭ୍

ସମ୍ବଲପୁର: ସମ୍ବଲପୁର ଜିଲାର ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‍ ଟେକ୍ନୋଲୋଜି(ଭିସୁଟ୍‍)ରେ ୨୫ ଜଣ ଛାତ୍ରଙ୍କ କରୋନା ରିପୋର୍ଟ ପଜିଟିଭ୍‍ ନୁହେଁ। ଆର୍‍ଟି-ପିସିଆର ଟେଷ୍ଟରେ ସମସ୍ତଙ୍କ ରିପୋର୍ଟ…
Read More...

୭କୋଟି ୯୦ ଲକ୍ଷ ଟଙ୍କାର ନକଲି ନୋଟ୍‍ ଜବତ

କୋରାପୁଟ: କୋରାପୁଟ ଜିଲା ସୁଙ୍କୀ ଆଉଟପୋଷ୍ଟ ନିକଟରୁ ମଙ୍ଗଳବାର ୭କୋଟି ୯୦ ଲକ୍ଷ ଟଙ୍କାର ନକଲି ନୋଟ୍‍ ଜବତ ହୋଇଛି। ଏକ କାରରେ ବିଶାଖାପାଟଣାରୁ ନକଲି ନୋଟ୍ ନେଇ ୩ ଜଣ ବ୍ୟକ୍ତି ଛତିଶଗଡ଼ ଯାଉଥିବା ବେଳେ ସେମାନଙ୍କୁ…
Read More...

ଓଲଟିପଡ଼ିଲା ଯାତ୍ରୀବାହୀ ବସ୍, ୧୦ରୁ ଊର୍ଦ୍ଧ୍ୱ ଆହତ

ମହାକାଳପଡ଼ା: କେନ୍ଦ୍ରପଡ଼ା ଜିଲା ମହାକାଳପଡ଼ା ବ୍ଲକର ଓରତ ଅଙ୍ଗୁଳାଇ ରାସ୍ତାର କୁମାରୁଣୀ ଛକ ନିକଟରେ ମଙ୍ଗଳବାର ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିବାରୁ ୧୦ରୁ ଊର୍ଦ୍ଧ୍ୱ…
Read More...

ହରଭଙ୍ଗାରେ ମୋ-ସରକାର କାର୍ଯ୍ୟକ୍ରମ ଦିଗହରା: ଖାଲିପଡିଛି ବିଶେଷଜ୍ଞ ଡାକ୍ତର ପଦବୀ, ଆଣ୍ଠେଇଛି ରୋଗୀ ସେବା

ହରଭଙ୍ଗା: ସ୍ୱାସ୍ଥ୍ୟ ବିଭାଗକୁ ମୋ-ସରକାରରେ ସାମିଲ ପରେ ବି ସରକାରଙ୍କ ଏହି ମହତ୍‍ କାର୍ଯ୍ୟକ୍ରମ ହରଭଙ୍ଗା ବ୍ଲକରେ ଦିଗହରା ହୋଇପଡିଛି। ଡାକ୍ତରଖାନାଗୁଡିକରେ ବିଶେଷଜ୍ଞ ଡାକ୍ତର ମରୁଡି ଯୋଗୁଁ ସ୍ୱାସ୍ଥ୍ୟସେବା ଆଣ୍ଠେଇ…
Read More...

ଓଲଟିଲା ଡଷ୍ଟ ବୋଝେଇ ହାଇୱା, ଡ୍ରାଇଭର ଗୁରୁତର

ହରଭଙ୍ଗା: ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅର୍ନ୍ତଗତ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ରୋହିଣୀବାଙ୍କ ନିକଟରେ ଏକ ଡଷ୍ଟ ବୋଝେଇ ହାଇୱା ରାସ୍ତାରେ ଓଲଟିପଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଗାଡି ଚାଳକ…
Read More...

ନବରଙ୍ଗପୁରର ସମୀର ଜିତିଲେ ସ୍ଵର୍ଣ୍ଣ, ଗୌସିକ ଫିଟନେସ ପାର୍କର ପୁଣି ଏକ ସଫଳତା

ନବରଙ୍ଗପୁର: ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଗୋଟିଏ ସ୍ଵର୍ଣ୍ଣ, ଗୋଟିଏ ରୌପ୍ୟ ଜିତି ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି ନବରଙ୍ଗପୁରର ସମୀର ପାତ୍ର। ପ୍ରତିବର୍ଷ ଭଳି ପଦକ ହାତେଇବାରେ ସଫଳ ହେଇଛି ଗୌସିକ ଫିଟନେସ…
Read More...

ମହିଳା କମିଶନଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେଲେ ବୁଲେଟ୍‍ ରାଣୀ

ଭୁବନେଶ୍ୱର: ବୁଲେଟରେ ଲୁଟେରାଙ୍କ ପିଛା କରି ସେମାନଙ୍କ ସହ ଲଢି ନିଜ ଫୋନ୍‍ ଛଡ଼ାଇ ଆଣିଥିବା ବୁଲେଟ୍‍ ରାଣୀ ରିନୁ ଡାକୁଆଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ତାଙ୍କ ସାହସିକତା ପାଇଁ ବିଭିନ୍ନ ମହଲରେ ତାଙ୍କୁ ପ୍ରଶଂସା…
Read More...

ତିନି ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ

ଲାଞ୍ଜିଗଡ଼: ଜଣେ ନିଷ୍ପାପ ଶିଶୁ କନ୍ୟାକୁ ତାର ମଉସା ଚକୋଲେଟ୍ କିଣିଦେବା ବାହାନାରେ ଡାକିନେଇ ଦୁଷ୍କର୍ମ କରିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣାଟି ଘଟିଛି ଲାଞ୍ଜିଗଡ଼ ଥାନା ଅଞ୍ଚଳର ଏକ ଗାଁରେ।…
Read More...

ଭିଜିଲାନ୍ସ ଜାଲରେ ଏସଡିଏମଓ

ରେଢାଖୋଲ: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ରେଢାଖୋଲ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ବିପିନ ସାହୁ। ଅସ୍ତ୍ରୋପଚାର ପାଇଁ ରୋଗୀ ସମ୍ପର୍କୀୟଙ୍କଠାରୁ ୫୫୦୦ ଟଙ୍କା ଲାଞ୍ଚ ନେଉଥିଲେ। ପୂର୍ବ…
Read More...

ପୃଥିବୀରୁ ମହାକାଶକୁ ଗଲା ଫୋନ୍‍କଲ୍‍, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ପୃଥିବୀରୁ ମହାକାଶକୁ ଗଲା ଫୋନ୍‍ କଲ୍‍। କଥା ହେଲେ ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍‍। ଏଭଳି ଅସମ୍ଭବକୁ ସମ୍ଭବ କରି ଦେଖାଇଛି ନାସା। ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଥିବା ନାସାର ମହାକାଶଚାରୀ…
Read More...

ଓପିଏସସିର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କଲେ ଡକ୍ଟର ସତ୍ୟଜିତ ମହାନ୍ତି

ଭୁବନେଶ୍ବର: ଓଡିଶା ଲୋକସେବା ଆୟୋଗ (ଓପିଏସସି)ର ଅଧ୍ୟକ୍ଷ ଭାବେ ସୋମବାର ଦାୟିତ୍ବ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍‌ ଅଧିକାରୀ ଡକ୍ଟର ସତ୍ୟଜିତ ମହାନ୍ତି। ପୁଲିସ ସେବାରୁ ଗତକାଲି ସ୍ୱେଚ୍ଛାକୃତ ଭାବେ ଅବସର ନେବା…
Read More...

ଦୁର୍ଘଟଣାରେ ଶିକ୍ଷକଙ୍କ ମୃତ୍ୟୁ, ରାସ୍ତାରୋକ

ଟିଟିଲାଗଡ଼: ଟିଟିଲାଗଡ଼ ଥାନା ଅନ୍ତର୍ଗତ ତରସିଂହା ଗ୍ରାମର ଶିକ୍ଷକ ଲବ ବେହେରାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ସହ ରାସ୍ତାରୋକ। ଆଜି ଭୋରରୁ ଶିକ୍ଷକ ଲବ ନିଜ କାର୍ଯ୍ୟ କ୍ଷେତ୍ର ପାଟଣାଗଡ଼କୁ ଯାଉଥିବା ବେଳେ ବଲାଙ୍ଗୀର…
Read More...

କେନ୍ଦୁଝରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

କେନ୍ଦୁଝର: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରବିବାର କେନ୍ଦୁଝର ଜିଲ୍ଲା ଗସ୍ତ କରି ଜିଲାପାଳ ଏବଂ ସମ୍ପୃକ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ସେଠାରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟର କାର୍ଯ୍ୟକାରିତା…
Read More...

ପଶ୍ଚିମ ଓଡ଼ିଶା କୃଷକ ସମନ୍ଵୟ ସମିତି ଉଗ୍ର କଲା ଆଭିମୁଖ୍ୟ, ବାଇକ ରାଲିରେ ଭୁବନେଶ୍ୱର ଯାଉଛନ୍ତି ହଜାର ହଜାର ଚାଷୀ

ସମ୍ବଲପୁର: ମଣ୍ଡି ଗୁଡିକର ଘରୋଇକରଣ ଓ ନୂତନ ଠିକା ଚାଷ ଆଇନ ବିରୁଦ୍ଧରେ ଭୁବନେଶ୍ୱରରେ ଗର୍ଜିବେ ଚାଷୀ। ଆର ପାରର ଲଢେଇ ପାଇଁ ବାହାରିଛନ୍ତି ପଶ୍ଚିମ ଓଡିଶା କୃଷକ ସଙ୍ଗଠନ ସମନ୍ଵୟ ସମିତିର ହଜାର ହଜାର ଚାଷୀ।…
Read More...

ବିଗିଡ଼ିଲା ବିଗ୍‌ ବିଙ୍କ ସ୍ବାସ୍ଥ୍ୟାବସ୍ଥା, ହେବ ଅସ୍ତ୍ରୋପଚାର

ମୁମ୍ବଇ: ବଲିଉଡ଼ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ପ୍ରଶଂସକଙ୍କ ପାଇଁ ଦୁଃଖଦ ଖବର। ବିଗ୍‌ ବିଙ୍କ ସ୍ବାସ୍ଥ୍ୟରେ ପୁଣି ଥରେ ଅବନତି ଦେଖାଦେଇଛି, ଯେଉଁଥିପାଇଁ ତାଙ୍କର ଏକ ଅସ୍ତ୍ରୋପଚାର ହେବ। ଏନେଇ ବିଗ୍‌ ବି ନିଜେ…
Read More...

ନୂତନ ବର୍ଷର ପ୍ରଥମ ମିଶନ୍ ସଫଳ, ମହାକାଶକୁ ଗଲା ଭଗବତ ଗୀତା ସହ ମୋଦୀଙ୍କ ଫଟୋ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ଚଳିତ ବର୍ଷର ପ୍ରଥମ ମିଶନରେ ସଫଳତା ହାସଲ କରିଛି। ରବିବାର ସକାଳ ୧୦.୨୪ ସମୟରେ ଇସ୍ରୋ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ…
Read More...

ଶ୍ରମିକ ହୋଇ କାର୍ଯ୍ୟ କଲେ ପ୍ରକଳ୍ପ ନିର୍ଦେଶକ

ଧାମରା: ଧାମରା ପଞ୍ଚାୟତରେ ଚାଲିଥିବା ମନରେଗା କାର୍ଯ୍ୟରେ ଭଦ୍ରକ ପ୍ରକଳ୍ପ ନିର୍ଦେଶକ ଶ୍ରମିକ ହୋଇ କାର୍ଯ୍ୟ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଶ୍ରମିକମାନଙ୍କୁ ଶ୍ରମ କରିବାର ତରିକା ଶିଖାଇ…
Read More...

ବସ୍‍-ଅଟୋ ମୁହାଁମୁହିଁ ଧକ୍କା: ଜଣେ ମୃତ, ୩ ଗୁରୁତର

କଟକ: କଟକ ସ୍ଥିତ ଗତିରାଉତପାଟଣା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବସ୍‍-ଅଟୋ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିବା ସହ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତରମାନଙ୍କୁ…
Read More...

ପ୍ରସିଦ୍ଧ ଗଦଗଦା ଯାତ୍ରାରେ ୨ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ସମାଗମ

ଗୁଣପୁର : ଆଜି ପବିତ୍ର ମାଘ ପୂର୍ଣ୍ଣିମା ବା ଅଗିରା ପୁନେଇ। ଆଜି ଶ୍ରୀଜୀଉଙ୍କ ଗଜ ଉଧାରଣ ବେଶ ଅନୁଷ୍ଠିତ ହେଉଥିବା ବେଳେ ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ପେଣେକାମ ପଞ୍ଚାୟତ ଅଧିନ ତାମିଙ୍ଗ ଗ୍ରାମ ନିକଟରେ ଆୟୋଜିତ…
Read More...

ଆସନ୍ତାକାଲିଠାରୁ ଓଡ଼ିଶା ମହିଳା ଫୁଟବଲ ଲିଗ୍‍

ଭୁବନେଶ୍ୱର: ଓଡ଼ିଶା ମହିଳା ଫୁଟବଲ ଲିଗ୍‍ ୨୦୨୦-୨୦୨୧ ରବିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‍ ଓ କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ଆଜି ଆୟୋଜିତ ଏକ…
Read More...

ଧାନ ସଂଗ୍ରହ କେନ୍ଦ୍ରରେ ବିଷ ପିଇଲେ ଚାଷୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଭଦ୍ରକ: ଟୋକାନ ପରେ ଧାନ କିଣା ନ ହେବାରୁ ସରକାରୀ ଧାନସଂଗ୍ରହ କେନ୍ଦ୍ର ଆଗରେ ବିଷ ପିଇଲେ ଚାଷୀ। ଗୁରୁତର ଅବସ୍ଥାରେ ତାଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଭଦ୍ରକ ବ୍ଲକ ବନ୍ଧଗାଁ…
Read More...

ନକଲି ବିଦେଶୀ ମଦ କାରଖାନା ଠାବ

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ପୁଣି ଠାବ ହୋଇଛି ନକଲି ବିଦେଶୀ ମଦ କାରଖାନା। ଦକ୍ଷିଣାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ବଡ଼ ବଜାର ଥାନା ଅନ୍ତର୍ଗତ ତୃପ୍ତି ନଗରର ଏକ ଘରେ ଚଢ଼ାଉ କରାଯାଇ ୩୦୦ ଲିଟରରୁ ଅଧିକ ନକଲି…
Read More...

ଫୁଟ୍‌ ଓଭରବ୍ରିଜ ଖୋଲିବା ଦାବିରେ ବିକ୍ଷୋଭ

ବ୍ରହ୍ମପୁର: ଫୁଟ ଓଭର୍‌ବ୍ରିଜ ଖୋଲିବା ଦାବିରେ ଶନିବାର ଖଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହି ଦାବିନେଇ ସେମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କିନ୍ତୁ…
Read More...

ପାରିବାରିକ କଳହକୁ ନେଇ ମହିଳାଙ୍କ ଆତ୍ମହତ୍ୟା ସନ୍ଦେହ, ଆଶଙ୍କାରେ ଶିଶୁ କନ୍ୟାର ଭାଗ୍ୟ

ଗଡ଼ମଧୁପୁର : ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ଗଡମଧୁପର ଗ୍ରାମରେ ପାରିବାରିକ କହଳକୁ ନେଇ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ମୃତ ମହିଳାଜଣକ ହେଲେ ଶରତ ବେହେରା(ଦାମ)ଙ୍କ ପତ୍ନୀ ସୁକାନ୍ତି ବେହେରା(୪୨)। ଗତକାଲି…
Read More...

ଚୀନ୍‍: ଦୁଇ ସନ୍ତାନ ନୀତି ଉଲ୍ଲଂଘନ କରି ୭ ସନ୍ତାନ ଜନ୍ମ ଦେଲେ ଦମ୍ପତି, ଗଣିଲେ ମୋଟା ଅଙ୍କର ଜୋରିମାନା

ବେଜିଂ: ଚୀନର ଏକ ଦମ୍ପତି ଦୁଇ ସନ୍ତାନ ନୀତିର ଉଲ୍ଲଂଘନ କରି ୭ଟି ସନ୍ତାନ ଜନ୍ମ କରିବା ଭାରି ପଡ଼ିଛି। ଏଥିପାଇଁ ତାଙ୍କୁ ମୋଟା ଅଙ୍କର ଜୋରିମାନା ଦେବାକୁ ପଡ଼ିଛି। ମିଳିଥିବା ସୂଚନା ମୁତାବକ ୭ଟି ସନ୍ତାନ ଜନ୍ମ…
Read More...

ପାଣି ପାଇଁ ତରସୁଥିଲେ ଗ୍ରାମବାସୀ, ହ୍ୟାଣ୍ଡପମ୍ପ ଲଗାଇଲେ ସୋନୁ ସୁଦ୍‍

ମୁମ୍ବଇ: ବଲିଉଡ଼ ଅଭିନେତା ସୋନୁ ସୁଦ୍‍ ଅନେକ ଥର ପ୍ରମାଣ କରିଛନ୍ତି ଯେ ସେ ଜଣେ ଭଲ ଅଭିନେତା ସାଙ୍ଗକୁ ବହୁତ ଭଲ ମଣିଷ ମଧ୍ୟ। କରୋନା ଲକ୍‍ଡାଉନ୍‍ ସମୟରେ ସେ ଅନେକ ଅସହାୟଙ୍କୁ ସାହାଯ୍ୟ କରିଥିଲେ। ଲକ୍‍ଡାଉନ୍‍ ପରେ…
Read More...

ପଶ୍ଚିମବଙ୍ଗ: ବିଧାନସଭା ନିର୍ବାଚନ ପୂର୍ବରୁ ପଦ୍ମ ଧରିଲେ ଅଭିନେତ୍ରୀ ପାୟଲ ସରକାର

କଲକତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ସମସ୍ତ ରାଜନୈତିକ ଦଳ ନିଜକୁ ମଜବୁତ କରିବାରେ ଲାଗିଛନ୍ତି। ନିର୍ବାଚନ ଜିତିବା ପାଇଁ ବିଜେପି ମଧ୍ୟ ନିଜର ସମ୍ପୂର୍ଣ୍ଣ ଶକ୍ତି ଲଗାଇଦେଇଛି। ପ୍ରାର୍ଥୀମାନେ ମଧ୍ୟ…
Read More...

ବାତଜ୍ବର ନିରାକରଣ ପାଇଁ ଔଷଧ ସେବନ ଜରୁରୀ

ବ୍ରହ୍ମପୁର: ଗଞ୍ଜାମ ଜିଲାରେ ଫାଇଲେରିଆ ନିରାକରଣ ଅଭିଯାନରେ ଗୁରୁବାର ସମୁହ ଔଷଧ ସେବନ ଆରମ୍ଭ ହୋଇଯାଇଛି। ବ୍ରହ୍ମପୁର ମେଡ଼ିକାଲ କ୍ୟାମ୍ପସ ହାଇସ୍କୁଲ ପରିସରରେ ଆୟୋଜିତ ସ୍ବତନ୍ତ୍ର କାର୍ୟ୍ୟକ୍ରମରେ ବ୍ରହ୍ମପୁର…
Read More...

ଏହି ଖାସ୍‌ ଦିନରେ ମୁକ୍ତିଲାଭ କରିବ କଙ୍ଗନାଙ୍କ ‘ଥଲାଇଭି’

ଚେନ୍ନାଇ: କଙ୍ଗନା ରାଣାୱତ ଅଭିନୀତ ତାମିଲନାଡୁର ପୂର୍ବତନ ମୂଖ୍ୟମନ୍ତ୍ରୀ ତଥା ଅଭିନେତ୍ରୀ ଜୟଲଳିତାଙ୍କ ବାୟୋପିକ୍‌ ‘ଥଲାଇଭି’ର ମୁକ୍ତିଲାଭ ତାରିଖ ସାମ୍ନାକୁ ଆସିଛି। ସାମାଜିକ ଗଣମାଧ୍ୟମରେ ଏକ ମୋଶନ ପୋଷ୍ଟର ଶେୟାର…
Read More...

ଭୁବନେଶ୍ବର ବିମାନବନ୍ଦରରେ ଆଜିଠାରୁ ପୁଣି ଥର୍ମାଲ ସ୍କ୍ରିନିଂ

ଭୁବନେଶ୍ବର: ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଗୁରୁବାରଠାରୁ ପୁଣି ଆରମ୍ଭ ହୋଇଛି ଥର୍ମାଲ ସ୍କ୍ରିନିଂ। ବିଦେଶୀ କରୋନା ଷ୍ଟ୍ରେନର ଭୟ ବଢୁଥିବାରୁ ଓଡିଶାରେ ଏପରି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।…
Read More...

ଧାନ ମଣ୍ଡିରେ ଅନିୟମିତତା ଓ ଅବ୍ୟବସ୍ଥା ଅଭିଯୋଗ

ବେଗୁନିଆ: ବେଗୁନିଆ ବ୍ଲକରେ ସରକାର ଚାଷୀମାନଙ୍କ ପାଇଁ ଖୋଲିଥିବା ବିଭିନ୍ନ ଧାନ ମଣ୍ଡିରେ ନାନାଦି ଅନିୟମିତତା ଓ ଅବ୍ୟବସ୍ଥା ପରିଲକ୍ଷିତ ହେଉଛି। ଫଳରେ ସରକାରଙ୍କର ଏହି ଯୋଜନା ଏଠାରେ ଏକ ପ୍ରକାର ପ୍ରହସନରେ ପରିଣତ…
Read More...

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଜାମିନ

ଭୁବନେଶ୍ବର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବୁଧବାର ସର୍ତ୍ତମୂଳକ ଜାମିନ ମିଳିଛି। ଠକେଇ ଓ ଅନ୍ୟାନ୍ୟ ମାମଲାରେ ଫସିଥିବା ପ୍ରଦୀପଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ରୁଜୁ ମାମଲାରେ ହାଇକୋର୍ଟ ଜାମିନ ପ୍ରଦାନ…
Read More...

ଶାନ୍ତି ଶୃଙ୍ଖଳାରେ ସମାପ୍ତ ପଦ୍ମପୁର ‘ଖ’ ଜୋନରେ ଜିଲା ପରିଷଦ ସଭ୍ୟ ପାଇଁ ଉପନିର୍ବାଚନ

ଗୁଣୁପୁର: ରାୟଗଡା ଜିଲ୍ଲା ପଦ୍ମପୁର ‘ଖ’ ଜୋନ ଜିଲ୍ଲା ପରିଷଦ ସଭ୍ୟ ପଦବୀ ପାଇଁ ଆଜି ଶାନ୍ତି ଶୃଙ୍ଖଳାରେ ଉପ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ପଦ୍ମପୁର ବ୍ଲକର ଗୁଳୁଗୁଡା, ନୂଆଗଡ଼, ଲିକିଟିପଦର, ଜାତ୍ତିଲି,…
Read More...

ମେ’ ୧୮ରୁ +୨ ପରୀକ୍ଷା

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ଦ୍ୱାରା ପରିଚାଳିତ +୨ ପରୀକ୍ଷା ତାରିଖ ବୁଧବାର ଘୋଷଣା କରିଛନ୍ତି ରାଜ୍ୟ ସରକାର। ମେ’ ୧୮ ତାରିଖରୁ ଆରମ୍ଭ ହୋଇ ଜୁନ୍‌ ୧୨ ତାରିଖ ପର୍ୟ୍ୟନ୍ତ ଚାଲିବ ଯୁକ୍ତ ଦୁଇ ପରୀକ୍ଷା। ଏନେଇ…
Read More...

ମାହାଙ୍ଗା ଦୁଷ୍କର୍ମ ଓ ହତ୍ୟା ମାମଲା; ମୃତ ମହିଳାଙ୍କ ପରିବାରକୁ ଭେଟିଲେ ଆଇନ ମନ୍ତ୍ରୀ

ମାହାଙ୍ଗା: ମାହାଙ୍ଗା ବହୁଚର୍ଚ୍ଚିତ ଭେଡା ସାଲେପୁର ଗ୍ରାମରେ ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ମହିଳାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା। ହତ୍ୟାକାରୀଙ୍କ ବିରୁଦ୍ଧରେ ଦୃଢ଼ରୁ…
Read More...

କୋଇଲା ଚୋରି ରୋକିବାକୁ ଯାଇ ୨ ଆର୍‌ପିଏଫ୍‌ କର୍ମଚାରୀ ଗୁରୁତର

ଚାନ୍ଦବାଲି: ଚୋରା କୋଇଲା ଜବତ କରିବାକୁ ଆସି ଆକ୍ରମଣର ଶିକାର ହେଲେ ଆରପିଏଫ୍‌ କର୍ମଚାରୀ। ଏପରି ଘଟଣା ଘଟିଛି ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ନାଲଗୁଣ୍ଡା ଅଞ୍ଚଳ ପଲାଶପୁର ଠାରେ। କୋଇଲା ଚୋରା ଚାଲାଣ ରୋକିବାକୁ ଆସିଥିବା…
Read More...

ନିର୍ଦ୍ଧାରିତ ସମୟ ଅବଧିଠାରୁ ଅଧିକ ସମୟ କାମ କରାଇ ପାରିବେନି ନିର୍ମାତା, ଇଫ୍ଟଡା ଜାରି କଲା ନୋଟିସ୍‍

ମୁମ୍ବଇ: ଫିଲ୍ମ, ଟିଭି ତଥା ୱେବସିରିଜ୍‍ ନିର୍ଦ୍ଦେଶକଙ୍କ ସଂସ୍ଥା ଇଣ୍ଡିଆନ୍‍ ଫିଲ୍ମ ଆଣ୍ଡ୍‍ ଟେଲିଭିଜନ୍‍ ଡାଇରେକ୍ଟର୍ସ ଆସୋସିଏସନ୍‍(IFTDA) ନିର୍ଦ୍ଧାରିତ ସମୟ ସୀମାଠାରୁ ଅଧିକ କାମ ନ କରିବା ପାଇଁ ନିଜ…
Read More...

ଧାମରା ଗ୍ରାମ୍ୟ ଉନ୍ନୟନ ରାସ୍ତାକୁ ନିଜ ଖର୍ଚ୍ଚରେ ନିର୍ମାଣ କଲେ ସମାଜସେବୀ କପିଳ ସାହୁ

ଧାମରା: ଧାମରା ଅଂଚଳରେ ଏକ ରାସ୍ତାକୁ ନିଜ ପାଣ୍ଠି ଖର୍ଚ୍ଚ କରି ନିର୍ମାଣ କରି ଚର୍ଚ୍ଚାକୁ ଆସିଛନ୍ତି ସମାଜସେବୀ କପିଳ ସାହୁ। ପ୍ରାପ୍ତ ଖବରରୁ ଜଣାଯାଇଛି ବାଂଶଡା ପଂଚାୟତରେ ଥିବା ସରଆଡିଆ ଗ୍ରାମ୍ୟ ଉନ୍ନୟନ ରାସ୍ତା…
Read More...

ଅବକାରୀ ବିଭାଗର ଜୋର ଜୁଲମକୁ ବିରୋଧ, କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ

ବାଙ୍କୀ: ବାଙ୍କୀ ଅଞ୍ଚଳରେ ଦିନକୁ ଦିନ ଅବକାରୀ ବିଭାଗର ଜୋର ଜୁଲମ ବଢି ବଢି ଚାଲିଥିବା ଅଭିଯୋଗ ହୋଇଛି। ଏହାକୁ ବିରୁଦ୍ଧ ବିରୋଧ କରି ମଙ୍ଗଳବାର ଅବକାରୀ କାର୍ଯ୍ୟାଳୟ ସମ୍ମୁଖରେ ଜନସାଧାରଣ ବିରୋଧ ତଥା ପ୍ରତିବାଦ…
Read More...

‘ଆମ ଗାଁ, ଆମ ବିକାଶ’ର ଦ୍ୱାହି ଦେଇ ରାଜନୀତି କରୁଛି ବିଜେଡି : କଂଗ୍ରେସ

ଭୁବନେଶ୍ୱର : ପିପିଲି ବିଧାନସଭା ଉପନିର୍ବାଚନ ପୂର୍ବରୁ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ‘ଆମ ଗାଁ, ଆମ ବିକାଶ’ ନାଁରେ ପିପିଲି ବ୍ଲକ ଓ ପିପିଲି ପୌରାଂଚଳ ଏବଂ ଡେଲାଙ୍ଗ ବ୍ଲକ ପାଇଁ ପୃଥକ୍ ପୃଥକ୍ ଭାବେ ଦୁଇଟି ସାଧାରଣ…
Read More...

ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟସ୍ତରୀୟ ପେନ୍‌ସନ୍‌ ଅଦାଲତ

ଭୁବନେଶ୍ବର: ସ୍ଥାନୀୟ ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ ପକ୍ଷରୁ ଆସନ୍ତାକାଲି, ମାର୍ଚ୍ଚ ୩ ଏବଂ ମାର୍ଚ୍ଚ ୧୦ ତାରିଖରେ ରାଜ୍ୟସରକାରଙ୍କ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ନିମନ୍ତେ ରାଜ୍ୟସ୍ତରୀୟ ପେନ୍‌ସନ୍‌ ଓ…
Read More...

ପିପିଲି ଉପନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ମେଗା ଶୋ; ଅଞ୍ଚଳବାସୀଙ୍କ ପାଇଁ ୬୭ କୋଟି ୬୮ ଲକ୍ଷ ଟଙ୍କାର…

ପିପିଲି: ପିପିଲି ଓ ଡେଲାଙ୍ଗ ବ୍ଲକ ସମେତ ପିପିଲି ଏନଏସିର ବିକାଶ ପାଇଁ ୬୭ କୋଟି ୬୮ ଲକ୍ଷ ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଭିଡିଓ କନଫରେନ୍‌ସିଂ ମାଧ୍ୟମରେ ମଙ୍ଗଳବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ…
Read More...

ପୁଣି ଆନ୍ଧ୍ର ନଜରରେ ସୀମାନ୍ତ ଅଞ୍ଚଳ: ଓଡିଶା ସୀମାରେ ରାସ୍ତା ନିର୍ମାଣ କରୁଛି, ପ୍ରଶାସନର ତାଗିଦ ପରେ କାମ ବନ୍ଦ 

ଗୁଣୁପୁର: ପୁଣି ସୀମା ଲଂଘିଲା ଆନ୍ଧ୍ର। ଓଡ଼ିଶାର ସୀମାନ୍ତବର୍ତ୍ତି ତଥା ଦୁର୍ଗମ ଗିରି କନ୍ଦର ଅଞ୍ଚଳ ଏବେ ଆନ୍ଧ୍ରର ଲୋଲୁପ ଦୃଷ୍ଟିରେ। ପ୍ରଥମେ କୋରାପୁଟ ଜିଲ୍ଲା କୋଟିଆ, ପରେ ଗଞ୍ଜାମ, ଗଜପତି ଆଉ ଏବେ ରାୟଗଡା…
Read More...

ଗାଡ଼ିଆରୁ ଭାଲୁଛୁଆର ମୃତଦେହ ଉଦ୍ଧାର

ନୀଳଗିରି: ବାଲେଶ୍ଵର ଜିଲ୍ଲା ଅଧୀନ ନୀଳଗିରି ଅଂଚଳରେ ଗାଡ଼ିଆରୁ ଏକ ଭାଲୁଛୁଆର ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି। ନୀଳଗିରିର ମିତ୍ରପୁର ସଂରକ୍ଷିତ ଜଙ୍ଗଲ ଅଧୀନ ଗୁଜୁଡ଼ିହା ଅଂଚଳରେ ଥିବା ଏକ ପାଣି ଗାଡ଼ିଆରେ ଭାଲୁଟିର…
Read More...

ମାହାଙ୍ଗା ବିଧବା ମହିଳା ଦୁଷ୍କର୍ମ ଓ ହତ୍ୟା ମାମଲା: ଭଉଣୀ ଜ୍ବାଇଁକୁ ଉଠାଇନେଲା ପୁଲିସ

ମାହାଙ୍ଗା : କଟକ ଜିଲ୍ଲା ମାହାଙ୍ଗା ଥାନା ଭେଡା ଗ୍ରାମର ବହୁଚର୍ଚ୍ଚିତ ଦୁଷ୍କର୍ମ ଓ ହତ୍ୟା ଘଟଣାର ୬ ଦିନପରେ ଭଉଣୀ ଜ୍ୱାଇଁ ତଥା ସାଲେପୁର ଥାନା ତାଳପଦା ଗ୍ରାମର ଦୈତାରୀ ସ୍ୱାଇଁଙ୍କୁ ପୁଲିସ ଉଠାଇ ନେଇଛି। ପଚରା ଉଚରା…
Read More...

ପରୀ ହତ୍ୟା ମାମଲା: ରାଜ୍ୟ ସରକାରଙ୍କୁ ୪ ସପ୍ତାହ ସମୟ ଦେଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟା ମାମଲାରେ ରାଜ୍ୟ ସରକାରଙ୍କୁ ସତ୍ୟପାଠ ଦାଖଲ ପାଇଁ ୪ ସପ୍ତାହର ସମୟ ଦେଇଛନ୍ତି ସୁପ୍ରିମକୋର୍ଟ। ଏହି ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବିରେ ପରୀର ମାଆ ସୌଦାମିନୀ ସାହୁ…
Read More...

ବିଶ୍ବାସକୁ ଆଧାର କରି ଯୋଗୀ ପରମ୍ପରା

ସୁଆଣ୍ଡୋ : ଟିକା ଗୋବିନ୍ଦଚନ୍ଦ୍ର ବହିର ଭଜୁ କିନା ରାମ ନାମରେ କୁମର --- ଗୀତ ଗାଇ ଗାଁ ଦାଣ୍ଡରେ ଚାଲୁଥିବା ଯୋଗୀମାନଙ୍କ ପ୍ରତି ଏବେ ବି ଜନମାନସରେ ଅକୁଣ୍ଠ ବିଶ୍ୱାସ ରହିଛି। ଗୀତ ଶୁଣି ଘର ଭିତରୁ ଦଉଡି ଆସନ୍ତି ମାଆ,…
Read More...

ଆମକୁ ପାଣି ଦିଅ, ହାଣ୍ଡିଗରା ଧରି ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ କରାବାଙ୍କବାସୀଙ୍କ ବିକ୍ଷୋଭ

ଗୁଣପୁର : ଆମେ ପାଣି ଟୋପେ ପିଇବାକୁ ପାଉନୁ, ହେଲେ ବର୍ଷ ବର୍ଷ ଧରି ଜଳ ଯୋଗାଣ ବାବଦକୁ ପୌର ପରିଷଦ ଟିକସ ଆଦାୟ କରୁଛି। ଏ କଉଠିକା ନିୟମ। ବାରମ୍ବାର ପାନୀୟ ଜଳର ଅଭାବ ସମ୍ପର୍କରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି…
Read More...

ପୁଡୁଚେରୀରେ ଭାଙ୍ଗିଲା କଂଗ୍ରେସ ସରକାର

ନୂଆଦିଲ୍ଲୀ: ପୁଡୁଚେରୀରେ କ୍ଷମତା ହରାଇଲା କଂଗ୍ରେସ। ଆଜି ବିଧାନସଭାରେ ଅନୁଷ୍ଠିତ ଫ୍ଲୋର୍‍ ଟେଷ୍ଟରେ ମୁଖ୍ୟମନ୍ତ୍ରୀ ଭି.ନାରାୟଣସାମୀ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିପାରିଲେ ନାହିଁ। ଫଳରେ ପୁଡୁଚେରୀରେ କଂଗ୍ରେସ…
Read More...

ବହୁ ଚର୍ଚ୍ଚିତ ୧୯୯୯ ଗଣଦୁଷ୍କର୍ମ ମାମଲା: ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ୧୯୯୯ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ସୋମବାର ଗିରଫ ହୋଇଛି। ଘଟଣାର ୨୨ ବର୍ଷ ପରେ ପରିଚୟ ବଦଳାଇ ପୁଣେରେ ରହୁଥିବା ବିବନକୁ ଗିରଫ କରିବାରେ ସଫଳ ହୋଇଛି କମିଶନରେଟ୍‍…
Read More...

ଆଜିଠାରୁ ରାଜଧାନୀରେ କରୋନା କଟକଣା କଡ଼ାକଡ଼ି

ଭୁବନେଶ୍ୱର: ପୁଣି ବୃଦ୍ଧି ପାଉଛି କରୋନାର ପ୍ରକୋପ। ଚିନ୍ତା ବଢାଉଛି ବିଦେଶୀ ଷ୍ଟ୍ରେନ୍‍। ତେଣୁ ରାଜ୍ୟ ସରକାର ନିୟମକୁ ପୁଣି କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱରରେ ଗତ କିଛି ଦିନ ବେହ ସଂକ୍ରମିତଙ୍କ…
Read More...

ଡରାଇଲା କରୋନା: ପୁଣେରେ ଫେରିଲା ନାଇଟ୍‍ କର୍ଫ୍ୟୁ, ୨୮ ଯାଏଁ ସ୍କୁଲ କଲେଜ ବନ୍ଦ

ପୁଣେ: କରୋନାର ଭୟାବହତା ପୁଣି ବୃଦ୍ଧି ପାଉଥିବାରୁ ପୁଣେରେ ଫେରିଲା ନାଇଟ୍‍ କର୍ଫ୍ୟୁ। ସୋମବାରଠାରୁ ପୁଣେରେ ରାତି ୧୧ଟାରୁ ସକାଳ ୬ଟା ଯାଏ ଜାରି ରହିବ ନାଇଟ୍‍ କର୍ଫ୍ୟୁ। କେବଳ ଅତ୍ୟାବଶ୍ୟକ ସେବା କଟକଣାରୁ ବାଦ୍‍…
Read More...

ବିନା ଅନୁମତିରେ ଚାଲିଥିଲା ଯାତ୍ରା, ବନ୍ଦ କଲା ଜିଲା ପ୍ରଶାସନ

ବେଗୁନିଆ: କରୋନା ଭୟାବହତା ପୁଣି ବୃଦ୍ଧି ପାଉଥିବା ବେଳେ ଶତାଧିକ ଦର୍ଶକଙ୍କୁ ନେଇ ବିନା ଅନୁମତିରେ ଚାଲିଥିଲା ଯାତ୍ରା, ଯାହାକୁ ବନ୍ଦ କରିଛି ଜିଲା ପ୍ରଶାସନ। ଏପରି ଘଟଣା ଘଟିଛି ଖୋର୍ଦ୍ଧା ଜିଲା ବେଗୁନିଆରେ। ଶନିବାର…
Read More...

ବର୍ଦ୍ଧିତ ପିଆଜ ଦରକୁ ନେଇ ଚିନ୍ତାରେ ଗ୍ରାହକ

ଭୁବନେଶ୍ୱର: ପୁଣି ବଢିଲା ପିଆଜ ଦର। ପିଆଜର ଖୁଚୁରା ମୂଲ୍ୟ କିଲୋ ପ୍ରତି ୬୦ ଟଙ୍କାରେ ପହଞ୍ଚିଛି। ଯାହାକୁ ନେଇ ଦେଖାଦେଇଛି ଖାଉଟି ଅସନ୍ତୋଷ। କଟକ ଏବଂ ଭୁବନେଶ୍ୱରରେ ପିଆଜର ଖୁଚୁରା ମୂଲ୍ୟ କିଲୋ ପିଛା ୬୦ ଟଙ୍କା ଥିବା…
Read More...

ମାଲକାନଗିରିରେ ଆଇଇଡି ବିସ୍ଫୋରଣ, ଜଣେ ଯବାନ ଗୁରୁତର

ମାଲକାନଗିରି: ମାଲକାନଗିରି ଜିଲା ମାଥିଲି ବ୍ଲକ୍‍ ଅନ୍ତର୍ଗତ ଦଲଦଲି ଜଙ୍ଗଲରେ ରବିବାର ଆଇଇଡି ବିସ୍ଫୋରଣ ଘଟି ଜଣେ ଯବାନ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଆହତ ଯବାନଙ୍କ ନାମ ଧର୍ମେନ୍ଦ୍ର ସାହୁ ଏବଂ ତାଙ୍କୁ ଏବେ…
Read More...

ପୁଣିଥରେ ମାଆ ହେଲେ କରୀନା

ମୁମ୍ବଇ: ଦ୍ୱିତୀୟ ଥର ପାଇଁ ମାଆ ହେଲେ ବଲିଉଡ଼ ଅଭିନେତ୍ରୀ କରୀନା କପୁର ଖାନ୍‍। ରବିବାର ମୁମ୍ବଇ ସ୍ଥିତ ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ ସେ ପୁଣି ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଘରର ନୂଆ ଅତିଥିକୁ ନେଇ ମାଆ…
Read More...

ଓଡ଼ିଶାରେ ପ୍ରଥମ: କୋଭିଡ଼୍‍ ଟୀକା ନେବା ପରେ ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ

ପୁରୀ: ପୁରୀରେ କୋଭିଡ଼୍‍ ଟୀକା ନେବା ପରେ ଜଣେ ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକ ଜଣକ ହେଉଛନ୍ତି ଗୌଡ଼ବାଡ଼ ସାହିର ରଞ୍ଜିତ କୁମାର ରାଉତ(୫୬)। ସୂଚନା ଅନୁସାରେ, ଗତକାଲି ଦିନ ୩ଟା ବେଳେ ସେ…
Read More...

ଓପିଟିସିଏଲ ଗ୍ରୀଡ଼ରେ ଭୟାବହ ଅଗ୍ନିକାଣ୍ଡ

ଢେଙ୍କାନାଳ: ଢେଙ୍କାନାଳର କଣ୍ଟାବଣିଆ ସ୍ଥିତ ଓପିଟିସିଏଲ(ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ୍‍ ଲିମିଟେନ୍‍) ଗ୍ରୀଡ଼ରେ ରବିବାର ଭୟାବହ ଅଗ୍ନିକାଣ୍ଡ ଘିଟିଛି। ସକାଳ ପ୍ରାୟ ୭ଟା ସମୟରେ କଣ୍ଟାବଣିଆଠାରେ ଥିବା…
Read More...

ଓସ୍କାର ଦୌଡ଼ରେ ନୀଳମାଧବ ପଣ୍ଡାଙ୍କ ‘କାଲିର ଅତୀତ’

ଭୁବନେଶ୍ୱର: ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ। ଓସ୍କାର ଦୌଡ଼ରେ ସାମିଲ ହୋଇଛି ଓଡ଼ିଆ ନିର୍ମାତା-ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ଚଳଚ୍ଚିତ୍ର ‘କାଲିର ଅତୀତ’। ଏହା ଓସ୍କାର ଦୌଡ଼ର ସାଧାରଣ ବର୍ଗରେ ଶ୍ରେଷ୍ଠ ଚିତ୍ର,…
Read More...

ବସ୍ ଉପରେ ଖସି ପଡିଲା ଲୁହା ପଥର ବୋଝେଇ ଟ୍ରକ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

କେଶୁରାପାଳ: ବସ ଉପରେ ଖସିପଡିଲା ଲୁହାପଥର ବୋଝେଇ ଟ୍ରକ, ଅଳ୍ପକେ ବର୍ତ୍ତିଲେ ୫୦ରୁ ଉର୍ଦ୍ଧ୍ବ ଯାତ୍ରୀ। ସୂଚନାରୁ ଜଣାଯାଏ ଘସିପୁରା ଥାନା ଅନ୍ତର୍ଗତ ଶାଳପଡା ଓଭରବ୍ରିଜ ନିକଟରେ ଦିନ ୧୧ ଟା ସମୟରେ ମୟୁରଭଞ୍ଜ…
Read More...

ଶ୍ରୀନଗର: ଦିନ ଦ୍ୱିପ୍ରହରରେ ୨ ପୁଲିସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କୀ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ଶ୍ରୀନଗର ସ୍ଥିତ ବାରଜୁଲ୍ଲା ଅଞ୍ଚଳରେ ଶୁକ୍ରବାର ଦିନ ଦ୍ୱିପ୍ରହରରେ ଆତଙ୍କବାଦୀଙ୍କ ଗୁଳି ମାଡ଼ରେ ୨ ପୁଲିସ କର୍ମଚାରୀ ଶହୀଦ ହୋଇଛନ୍ତି। ଶହୀଦ ହୋଇଥିବା ଦୁଇ ପୁଲିସ କର୍ମଚାରୀ ହେଉଛନ୍ତି…
Read More...

ରବି କିଶନଙ୍କ ବିସ୍ମୟକର ଅବତାର

ମୁମ୍ବଇ: ଭିନ୍ନ ରୂପରେ ନଜର ଆସିଛନ୍ତି ବିଜେପି ସାଂସଦ ତଥା ଅଭିନେତା ରବି କିଶନ। ଯାହାକୁ ଦେଖି ଚମକି ପଡ଼ିଛନ୍ତି ଲୋକେ। ବାସ୍ତବରେ ଏକ ଫିଲ୍ମର ଶୁଟିଂ ପାଇଁ ସେ ଏପରି ରୂପ ଧାରଣ କରିଛନ୍ତି। ପୂର୍ବରୁ ପରଦାରେ ସେ ଅନେକ…
Read More...

କୋଟିଆ ମାମଲା: ପ୍ରତିଜବାବ ଦାଖଲ ପାଇଁ ଓଡ଼ିଶାକୁ ୪ ସପ୍ତାହ ସମୟ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଶୁକ୍ରବାର କୋଟିଆ ମାମଲାର ତ୍ୱରିତ ଶୁଣାଣି କରି ପ୍ରତିଜବାବ ଦାଖଲ ପାଇଁ ଓଡ଼ିଶାକୁ ୪ ସପ୍ତାହ ସମୟ ଦେଇଛନ୍ତି। ପୂର୍ବରୁ ଆନ୍ଧ୍ର ପକ୍ଷରୁ ଦାଖଲ କରାଯାଇଥିବା ସତ୍ୟପାଠ ଉପରେ ପ୍ରତିଜବାବ…
Read More...

ବିରୋଧୀଙ୍କ ହଟ୍ଟଗୋଳ ଜାରି: ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ୱର: ବଜେଟ୍‍ ଅଧିବେଶନର ଆଜି ଦ୍ୱିତୀୟ ଦିନ। ମାତ୍ର ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଦୁଇ ଦୁଇ ଥର ମୁଲତବି ହୋଇଛି ଗୃହ। ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ହେବାରୁ ଗୃହକୁ ୧୧.୩୦ ପର୍ଯ୍ୟନ୍ତ ମୁଲତବି ରଖାଯାଇଥିବା ବେଳେ…
Read More...

ଦ୍ୱିତୀୟ ଦିନରେ ଗୃହରେ ପ୍ରବଳ ହଟ୍ଟଗୋଳ, ଦିନ ସାଢେ ୧୧ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ବଜେଟ୍‍ ଅଧିବେଶନର ଦ୍ୱିତୀୟ ଦିନରେ ପୁଣି ଗୃହ ମୁଲତବୀ। ଶୁକ୍ରବାର ଅଧିବେଶନ ଆରମ୍ଭ ହେଉ ହେଉ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ପ୍ରବଳ ହଟ୍ଟଗୋଳ କରିବାରୁ ଦିନ ୧୧.୩୦ ଯାଏଁ ଗୃହକଚ ମୁଲତବୀ ଘୋଷଣା କଲେ…
Read More...

ଦୁଇ ଛେଳି ଚୋରଙ୍କୁ ଧରି ଉତ୍ତମମଧ୍ୟମ ଦେଇ ପୁଲିସ ଜିମା ଦେଲେ ଗ୍ରାମବାସୀ

ଠାକୁରମୁଣ୍ଡା : ଛେଳି ଚୋରି କରି ନେଉଥିବା ଦୁଇ ଚୋର ସହିତ ଗୋଟିଏ କାର ଗ୍ରାମବାସୀଙ୍କ ଦ୍ୱାରା ଜବତ କରାଯାଇଛି। ଆଜି ଦିନ ଗୋଟାଏ ବେଳେ ଠାକୁରମୁଣ୍ଡା ଥାନା କେନ୍ଦୁଜୁଆଣି ନିକଟ ରୁଗୁଡିସାହିରୁ ଏକ କାର ଯୋଗେ ଦୁଇଟି…
Read More...

ଏପ୍ରିଲ ପହିଲାରୁ କଲ୍‍ ଦର ବୃଦ୍ଧି କରିବେ ଟେଲିକମ୍‍ କମ୍ପାନୀ

ନୂଆଦିଲ୍ଲୀ: ମୋବାଇଲରେ କଥାବର୍ତ୍ତା ଓ ଇଣ୍ଟରନେଟ୍‍ର ବ୍ୟବହାର ଖୁବଶୀଘ୍ର ମହଙ୍ଗା ହେବାକୁ ଯାଉଛି। ଟେଲିକମ୍‍ କମ୍ପାନୀ ଏପ୍ରିଲ୍‍ ୧ ତାରିଖରୁ ଦର ବୃଦ୍ଧି କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଇନଭେଷ୍ଟମେଣ୍ଟ…
Read More...

ଓଡିଶା ଖଣି ନିଗମର ଦୁଇ ଲୁହାପଥର ଖଣି ଗୁଆଳି ଓ ଜିଲ୍‌ଙ୍ଗ ଲାଙ୍ଗଲୋଟାରୁ ଉତ୍ପାଦନ ଆରମ୍ଭ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଓ ଖଣି ବିଭାଗ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଗୁରୁବାର ମିଳିତ ଭାବରେ ଓଡିଶା ଖଣି ନିଗମକୁ ଆବଣ୍ଟିତ ଦୁଇଟି ଖଣି ଗୁଆଳି ଓ ଜିଲ୍‌ଙ୍ଗ…
Read More...

ଆସନ୍ତାକାଲି ଦିନ ସାଢେ ୧୦ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ବଜେଟ୍‍ ଅଧିବେଶନ ସମୟରେ ବିରୋଧୀଙ୍କ ବାରମ୍ବାର ହଟ୍ଟଗୋଳ ଫଳରେ ଶୁକ୍ରବାର ଦିନ ୧୦.୩୦ ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି। ଧାନ ମଣ୍ଡି ଅବ୍ୟବସ୍ଥାକୁ ନେଇ ବିଜେପିର ସଦସ୍ୟବୃନ୍ଦ ଗୃହ ମଝିରେ…
Read More...

ମଦ୍ୟପ ପୁଅର ଉନ୍ମତ୍ତ କାଣ୍ଡ ; ସାମାନ୍ୟ ବଚସାରୁ ମାଆକୁ ହାଣି ହତ୍ୟା କଲା

ବାଲେଶ୍ୱର: ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ ମିରିପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ମାଆକୁ ଖଣ୍ଡାରେ ହାଣି ହତ୍ୟା କରିଛି ପୁଅ। ସୂଚନା ଅନୁସାରେ, ବୁଧବାର ବିଳମ୍ବିତ ରାତିରେ ରଘୁନାଥ ଶିଅଳଙ୍କ ସାନ…
Read More...

ବିଧାନସଭା ନିକଟରେ ପୁଣି ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର: ବିଧାନସଭା ନିକଟରେ ପୁଣି ହୋଇଛି ଆତ୍ମାହୁତି ଉଦ୍ୟମ। ଗୁରୁବାର ଜଣେ ମହିଳା ବିଧାନସଭା ନିକଟ ଜୟଦେବ ଭବନ ସାମ୍ନାରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଦେହରେ ପେଟ୍ରୋଲ ଢାଳିବା ସମୟରେ ପୁଲିସ ମହିଳାଙ୍କୁ କାବୁ…
Read More...

କେନାଲ ମଧ୍ୟରୁ ବିଧବା ମହିଳାଙ୍କ ମୃତଦେହ ଉଦ୍ଧାର, ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

କୁଆଁପାଳ: କଟକ ଜିଲ୍ଲା ମାହାଙ୍ଗା ଥାନା କୁମୁଡା ଜୟପୁର ଫାଣ୍ଡିର ଭେଡା ସାଲେପୁର ଗ୍ରାମର ମଝି ପାଟ କେନାଲ ମଧ୍ୟରୁ ଗୁରୁବାର ଜଣେ ବିଧବା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କ ନାମ ଅନ୍ନପୂର୍ଣ୍ଣା…
Read More...

ଶିଶୁପାଳ ହୋଇ କନ୍ୟାର ସାନ ଭଉଣୀକୁ ବାହାହେଲା ବର, ନାବାଳିକା ହୋଇଥିବା ଖବର ପାଇ ଉଦ୍ଧାର କଲା ପୁଲିସ

ମୁଖୀଗୁଡା: ବାହା ହେବା ପାଇଁ ଆସିଥିଲା ବର, ହେଲେ ବେଦିରେ କନ୍ୟା ନ ଥିଲା। କନ୍ୟା ଫେରାର ହୋଇ ଯାଇଥିଲା। ଶେଷରେ କନ୍ୟାର ନାବାଳିକା ଭଉଣୀକୁ ବିବାହ କରିଥିଲା ବର। ଏହି ଖବର ଜୟପାଟଣା ପୁଲିସ ଏବଂ ସିଡ଼ିପିଓଙ୍କ ନିକଟରେ…
Read More...

ଡାକ୍ତରଖାନାରେ ଆଶାରାମ ବାପୁ

ନୂଆଦିଲ୍ଲୀ: ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ଆତ୍ମଘୋଷିତ ସନ୍ଥ ଆଶାରାମ ବାପୁ। ମଙ୍ଗଳବାର ଛାତିରେ ଯନ୍ତ୍ରଣା, ଅସ୍ଥିରତା, ଆଣ୍ଠୁ ଧରିବା ଏବଂ ଅନ୍ୟାନ୍ୟ ଶାରୀରିକ ଅସୁସ୍ଥତା କଥା ଦର୍ଶାଇବାରୁ ତାଙ୍କୁ…
Read More...