ଆଜି ଭୁବନେଶ୍ବରରୁ ପୁଣି ୧୪୮ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୫୪

ଭୁବନେଶ୍ବର: ଆଜି ପୁଣି ରାଜଧାନୀ ଭୁବନେଶ୍ବରରୁ ୧୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୪୮ ପଜିଟିଭଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୩୨ ଜଣ ଚିହ୍ନଟ ହୋଇଥିବା ବେଳେ ୧୧୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି।…
Read More...

କୋଭିଡ ନିୟମ ଉଲ୍ଲଂଘନ: ରାଜପୁତ ହୋଟେଲ ୨ ଦିନ ପାଇଁ ବନ୍ଦ, ୧୪ ହଜାର ଟଙ୍କା ଜରିମାନା

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଳକରେ କୋଭିଡ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ପ୍ରଶାସନ ପକ୍ଷରୁ ଜୋରସୋରରେ ଉଦ୍ୟମ ଆରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବ୍ଳକ ଅନ୍ତର୍ଗତ ଲୁହାଗୁଡ଼ି ଗ୍ରାମ ଛକ…
Read More...

ପଛୁଆବର୍ଗରେ ସାମିଲ୍‍ ପାଇଁ ବିଧାୟକଙ୍କୁ ଦାବିପତ୍ର ପ୍ରଦାନ

ଫୁଲବାଣୀ: ନିଖିଳ ଉତ୍କଳ ଲିଆରୀ, ନିଆରୀ ଓ ଚୁଡ଼ୁତିଆ ଜାତି ତରଫରୁ ସେମାନଙ୍କୁ ପଛୁଆବର୍ଗରେ ସାମିଲ୍‍ ନେଇ ଆଜି ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି। ବହୁ ବର୍ଷଧରି ଏହି…
Read More...

ନାବାଳିକା ଦୁଷ୍କର୍ମ ଘଟଣା: ଦୋଷୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ, ୧୨ ହଜାର ଜରିମାନା

ଫୁଲବାଣୀ: ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ମାମଲାର ବିଚାର କରି ଫୁଲବାଣୀ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଆଜି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ…
Read More...

ସାମ୍ବାଦିକ ଓ ପୁଲିସ ପକ୍ଷରୁ ମିଳିତ କରୋନା ସଚେତନତା କାର୍ଯ୍ୟକ୍ରମ

ଫୁଲବାଣୀ: କରୋନାର ପ୍ରତ୍ୟାବର୍ତ୍ତନ ପରିପ୍ରେକ୍ଷୀରେ ଜିଲାର ବିଭିନ୍ନ ସ୍ଥାନରେ କରୋନା ସଚେତନତା କାର୍ଯ୍ୟକ୍ରମ ପୁଣି ଜୋର ଧରିଛି। ଏଥିରେ ସାମିଲ ହୋଇଛନ୍ତି ସରକାରୀ ସଂସ୍ଥାମାନଙ୍କ ସହ ବିଭିନ୍‍ ସ୍ୱେଚ୍ଛାସେବୀ…
Read More...

ରାଉରକେଲା ସ୍ମାର୍ଟ ସିଟି ଲିମିଟେଡର ୧୬ତମ ବୋର୍ଡ ବୈଠକ: ବିଭିନ୍ନ ପ୍ରକଳ୍ପ ସ୍ଥାନ ପରିଦର୍ଶନ କରି ସ୍ଥିତି ପରଖିଲେ…

ରାଉରକେଲା: ରାଉରକେଲା ସ୍ମାର୍ଟ୍ ସିଟି ଲିମିଟେଡର ୧୬ତମ ବୋର୍ଡ ଅଫ୍ ଡାଇରେକ୍ଟରଙ୍କ ବୈଠକ ଆଜି ରାଉରକେଲା ମହାନଗର ନିଗମ କାର୍ୟ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡର…
Read More...

ମଦ ଲାଇସେନ୍ସ ଆବେଦନପତ୍ର ପାଇଁ ୫.୧୯ କୋଟି ଟଙ୍କା ଗଣିଦେଲେ 

ସମ୍ବଲପୁର: ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ସାରା ରାଜ୍ୟରେ ନୂତନ ଠିପି ବନ୍ଦ ବିଦେଶୀ ମଦ ଦୋକାନର ଲାଇସେନ୍ସ ପ୍ରଦାନ ପାଇଁ ଚୟନ ପ୍ରକ୍ରିୟା ଜାରି ରହିଛି। ଏହି ପ୍ରକ୍ରିୟାରେ ଭାଗ ନେବା ପାଇଁ କେବଳ ଆବେଦନ କରିବା ପାଇଁ…
Read More...

ବାଇକ ଧକ୍କା ପରେ ବାଇକ ଲୁଟ ଉଦ୍ୟମ ; ଗୋଡାଇ ଗୋଡାଇ ଧରିଲା ପୁଲିସ 

ସମ୍ବଲପୁର: ସମ୍ବଲପୁରର କ୍ଷେତରାଜପୁର ଷ୍ଟେଟ ବ୍ୟାଙ୍କ ଛକରେ ଦୁଇ ବାଇକ ମଧ୍ୟରେ ଧକ୍କା ହେବା ପରେ ଏକ ବାଇକ ଲୁଟ କରିବା ଏବଂ ପୁଲିସ ଲୁଟେରାକୁ ଗୋଡାଇ ଗୋଡାଇ ଧରିବାର ଏକ ଅଭିନବ ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରାପ୍ତ…
Read More...

ଟ୍ରକ୍‍ ଦୁର୍ଘଟଣାରେ ଝିଅ ମୃତ, ମାଆ ଗୁରୁତର

ବାଲେଶ୍ୱର: ଖନ୍ତାପଡା ଥାନା ତୁଣ୍ଡୁରା ପଞ୍ଚାୟତ ଖଡୁପହି ବାରୁଣୀ ମେଳା ଦେଖିବାକୁ ଯାଇ ଶୁକ୍ରବାର ଟ୍ରକ ଦୁର୍ଘଟଣାରେ ଜଣେ ନାବାଳିକା ଝିଅର ମୃତ୍ୟୁ ଘଟିଥିବା ବେଳେ ମାଆ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ…
Read More...

ରାମନାଗୁଡା ଉଚ୍ଚ ବିଦ୍ୟାଳୟରେ ସହଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାମନାଗୁଡା: ରାୟଗଡ଼ା ଜିଲ୍ଲା ରାମନାଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ସହଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଭାରାପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସ୍ମିତାରାଣୀ ତୁଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
Read More...

ଅମାନିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ, ଜୋରିମାନା ଆଦାୟ

ରାମନାଗୁଡା: ଏଣିକି ମାସ୍କ ନ ପିନ୍ଧିଲେ ଅମାନିଆଙ୍କୁ ଆଉ ନିସ୍ତାର ନାହିଁ। ରାୟଗଡ଼ା ଜିଲ୍ଲା ରାମନାଗୁଡା ପୋଲିସ ପକ୍ଷରୁ ଆଜି ବିଭିନ୍ନ ସ୍ଥାନରେ ଚେକିଂ କରାଯାଇ ମାସ୍କ ପିନ୍ଧି ନ ଥିବା ଅମାନିଆଙ୍କ ବିରୋଧରେ କଠୋର…
Read More...

ଇଣ୍ଡିଆନ୍‍ ଆଇଡଲ୍‍ ପ୍ରତିଯୋଗୀ ପୱନଦୀପ କରୋନା ସଂକ୍ରମିତ, ହୋଟେଲରୁ ଗାଇବେ ଗୀତ

ମୁମ୍ବଇ: ସୋନୀ ଟିଭିରେ ପ୍ରସାରିତ ଇଣ୍ଡିଆନ୍‍ ଆଇଡଲ୍‍ ପ୍ରତିଯୋଗୀ ପୱନଦୀପ ରାଜନ୍‍ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏବେ ସେ ମୁମ୍ବଇସ୍ଥିତ ଏକ ହୋଟେଲରେ କ୍ୱାରେଣ୍ଟାଇନରେ ଅଛନ୍ତି। ଏହି ଖବର ପ୍ରସାରିତ ହେବା ପରେ…
Read More...

ରାଇକିଆରେ ମାସ୍କ ଧରପଗଡ ଜୋରଦାର: ଜୋରିମାନା ଗଣିଲେ ଅମାନିଆ

ଜି.ଉଦୟଗିରୀ: କୋଭିଡ-୧୯ର ପୁଣି ଦ୍ୱିତୀୟ ଲହର ସଂକ୍ରମଣ ଆସୁଥିବା ଯୋଗୁଁ ଚିନ୍ତାରେ ସରକାର ଏବଂ ପ୍ରଶାସନ। ଏ ନେଇ ସରକାରଙ୍କ ପକ୍ଷରୁ କଟକଣା ଆରମ୍ଭ ହୋଇଛି। ରାଇକିଆ ତହସିଲଦାର ଚକ୍ରଧର ପାଢିଙ୍କ ନେତୃତ୍ବରେ ଏକ ଟିମ୍…
Read More...

ନବରଙ୍ଗପୁର ଜିଲ୍ଲାରେ ରାଜ୍ୟର ପ୍ରଥମ ସୌର ପବନ ଚାଳିତ ଜଳସେଚନ ପ୍ରକଳ୍ପ ‌ଲୋକାର୍ପିତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଖଣିଜ ପଦାର୍ଥ ଓ ପ୍ରଯୁକ୍ତି ପ୍ରତିଷ୍ଠାନ(ଆଇ.ଏମ୍.ଏମ୍.ଟି) ଭୁବନେଶ୍ୱର ପକ୍ଷରୁ ରାଜ୍ୟରେ ପ୍ରଥମ ସୌର ପବନ ଚାଳିତ ଉନ୍ନତ ଜଳସେଚନ ପ୍ରକଳ୍ପ ଲୋକାର୍ପିତ ହୋଇଛି । ଆଜି…
Read More...

ବେଗୁନିଆରେ ବିଦ୍ୟୁତ କାଟକୁ ନେଇ ଜନ ଅସନ୍ତୋଷ

ବେଗୁନିଆ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବିଦ୍ୟୁତ ଉପଖଣ୍ଡରେ ଏବେ ନୀତିଦିନ ବିନା ସୂଚନାରେ ବାରମ୍ବାର ବିଦ୍ୟୁତ କାଟ ଘଟଣା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି । କୌଣସି ପୂର୍ବ ସୂଚନା ନଥାଇ ପ୍ରତିଦିନ ସକାଳୁ ସନ୍ଧ୍ୟା…
Read More...

ପ୍ରଥମ ଥରପାଇଁ ଭର୍ଚୁଆଲ୍‍ ମୋଡ଼ରେ ହେବ ବିଜ୍ଞାନମେଳା

ରେଙ୍ଗାଲି କ୍ୟାମ୍ପ : କରୋନା ମହାମାରୀ ଯୋଗୁ ଚଳିତ ବର୍ଷ ପାଠପଢ଼ା ଅନ୍ ଲାଇନରେ ଚାଲୁଛି। ଦୀର୍ଘ ଦଶ ମାସ ଧରି ସବୁ ସ୍କୁଲ୍ କଲେଜ୍ ବନ୍ଦ ଥିଲା। ଗତ କିଛି ଦିନ ଧରି ନବମରୁ ଦ୍ଵାଦଶ ଶ୍ରେଣୀ ପର୍ୟ୍ୟନ୍ତ ଅଫ୍ ଲାଇନ୍…
Read More...

କରୋନା କବଳରେ ‘ଡାନ୍ସ ଦିୱାନେ-୩’ର ଜଜ୍‍ ଧର୍ମେଶ୍‍

ମୁମ୍ବଇ: କଲର୍ସ ଟିଭିରେ ପ୍ରସାରିତ ହେଉଥିବା ଡାନ୍ସ ରିଆଲିଟି ଶୋ ‘ଡାନ୍ସ ଦିୱାନେ-୩’ର ଜଜ୍‍ ଦାୟିତ୍ୱ ତୁଲାଉଥିବା ଧର୍ମେଶ ୟେଲାନ୍ଦେ କରୋନା ସଂକ୍ରମିତ ହୋଇଛନ୍ତି। ପୂର୍ବରୁ ୧୮ ଜଣ କ୍ରୁ ମେମ୍ବରଙ୍କ ସମେତ ୩…
Read More...

ଲକ୍‍ଡାଉନ୍‍ ନିୟମ ଭାଙ୍ଗି ଶହେରୁ ଅଧିକ ଥର ଉଠ୍‍ ବସ୍‍ ହେଲେ ବ୍ୟକ୍ତି, ଘରେ ପହଞ୍ଚି ଚାଲିଗଲା ଜୀବନ

ନୂଆଦିଲ୍ଲୀ: ଫିଲିପାଇନ୍ସରେ ଲକ୍‍ଡାଉନ୍‍ କର୍ଫ୍ୟୁ ନିୟମ ଉଲ୍ଲଂଘନ କରି ଧରାପଡ଼ିବାରୁ ଜଣେ ବ୍ୟକ୍ତିଙ୍କୁ ଦଣ୍ଡ ସ୍ୱରୂପ ଶହେରୁ ଅଧିକ ଥର ଉଠ ବସ ହେବାକୁ ପଡ଼ିଛି। ଉଠ ବସ ହେବାରୁ ବ୍ୟକ୍ତି ଜଣକର ସ୍ୱାସ୍ଥ୍ୟାବସ୍ଥା ଏତେ…
Read More...

ଅତାବିରା ଜନସାଧାରଣଙ୍କ ସମସ୍ୟାକୁ ନେଇ ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ ପକ୍ଷରୁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

ରେଙ୍ଗାଲି କ୍ୟାମ୍ପ : ବରଗଡ଼ ଜିଲ୍ଲା ଅତାବିରା ଏନ୍ଏସିରେ ଦୀର୍ଘଦିନ ଧରି ଲାଗିରହିଛି ଜନସାଧାରଣଙ୍କ ବହୁବିଧ ସମସ୍ୟା । ଆଜି ବି ନାହିଁ ଯାତ୍ରୀ ବିଶ୍ରାମଗାର ବା ପ୍ରତିକ୍ଷାଳୟ । ଛାତ୍ର ଛାତ୍ରୀ ତଥା ଆବାଳ ବୃଦ୍ଧ…
Read More...

ବିଶ୍ବ ସ୍ୱାସ୍ଥ୍ୟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା ସଭା

ତୁରେକେଲା: ସ୍ୱାସ୍ଥ୍ୟ ହିଁ ସମ୍ପଦ ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚେଇବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମ…
Read More...

ଅତାବିରାରେ ବେଆଇନ ମଦ ବିକ୍ରି, ଜୁଆ ଓ ସଟ୍ଟାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି

ରେଙ୍ଗାଲି କ୍ୟାମ୍ପ : ବରଗଡ଼ ଜିଲ୍ଲା ଅତାବିରା ଏନଏସି ସ୍ଥିତ ଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ଆଜି ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପୂର୍ବରୁ ଦାବି କରାଯାଇ ଆସୁଥିବା ଆନ୍ଧ୍ର କଲ୍ୟାଣ ମଣ୍ଡପ ସମ୍ମୁଖରେ…
Read More...

ଟାଟା ପାୱାରର ମନମୁଖୀ ବର୍ଦ୍ଧିତ ବିଦ୍ୟୁତ୍ ଶୁଳ୍କ ଆଦାୟ ପ୍ରତିବାଦରେ କଂଗ୍ରେସର ରାଜ୍ୟପାଳଙ୍କୁ ଦାବିପତ୍ର

ରେଙ୍ଗାଲି କ୍ୟାମ୍ପ : କରୋନା ମହାମାରୀର ତାଣ୍ଡବ ଲୀଳାରେ ଗରିବ ଓ ମଧ୍ୟବିତ୍ତ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଥିବା ବେଳେ ଏବେ ପୁଣି ‘ଟାଟା ପାୱାର'ର ଅହେତୁକ ବର୍ଦ୍ଧିତ ବିଦ୍ୟୁତ୍ ଶୁଳ୍କ ଲୋକଙ୍କ ଆର୍ଥିକ…
Read More...

ବାପା ହେଲେ ବାବୁସାନ୍‍

ଭୁବନେଶ୍ୱର: ବାପା ହେଲେ ବାବୁସାନ୍‍। ମଙ୍ଗଳବାର ସନ୍ଧ୍ୟାରେ ତାଙ୍କ ଧର୍ମପତ୍ନୀ ତୃପ୍ତି ପଟିଆସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ବର୍ତ୍ତମାନ ଉଭୟ ମାଆ ଓ ଶିଶୁ ସୁସ୍ଥ ଅଛନ୍ତି। ଏହି…
Read More...

ଯୋଗାଣ ମନ୍ତ୍ରୀଙ୍କ ଦ୍ୱାରା ବ୍ରହ୍ମପୁର ଗ୍ରାମରେ ନୂତନ କଲ୍ୟାଣ ମଣ୍ଡପର ଭିତ୍ତିପ୍ରସ୍ତର ସ୍ଥାପନ

ଗୁରୁଡିଝାଟିଆ: ବ୍ରହ୍ମପୁର ଗ୍ରାମରେ ଆଜି ସ୍ଥାନୀୟ ବିଧାୟକ ତଥା ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନୂତନ କଲ୍ୟାଣ ମଣ୍ଡପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ତଳସାହି କୋଠଘରକୁ ଲୋକାର୍ପିତ କରିଛନ୍ତି।…
Read More...

ଗୁରୁଡିଝାଟିଆରେ କରୋନା ଟିକା ପ୍ରଦାନ

ଗୁରୁଡିଝାଟିଆ: ଗୁରୁଡିଝାଟିଆ ପ୍ରାଥମିକ ଚିକିତ୍ସାଳୟ ପରିସରରେ ବରିଷ୍ଠ ନାଗରିକ ତଥା ୪୫ବର୍ଷରୁ ଊର୍ଦ୍ଧ୍ବ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ନାଗରିକମାନଙ୍କୁ ଆଜି କରୋନା ଟିକା ପ୍ରଦାନ କରାଯାଇଛି।…
Read More...

ଚୋରକୁ ନିସ୍ତୁକ ମାଡ଼

ମଧୁପୁରା: ଚୋରି କରୁଥିବା ବେଳେ ଦୁଇଜଣ ଚୋରଙ୍କୁ ଧରି ନିସ୍ତୁକ ମାଡ ମାରିଲେ ସ୍ଥାନୀୟ ଲୋକେ। ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ସିମୁଳିଆ ମାର୍କେଟରେ। ସୂଚନା ମୁତାବକ, ବାଲେଶ୍ବର ଜିଲ୍ଲା ବାଲିଆପାଳ…
Read More...

ଚର୍ଚ୍ଚାରେ କରୀନାଙ୍କ ମାସ୍କ, ଚମକାଇ ଦେବ ଦାମ୍‍

ମୁମ୍ବଇ: ବଲିଉଡ଼ ଅଭିନେତ୍ରୀ କରୀନା କପୁର ଖାନଙ୍କ ମାସ୍କକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଯାହାର ଦାମ୍‍ ବାସ୍ତବରେ ଚମକାଇଲା ଭଳି। ସାମାଜିକ ଗଣମାଧ୍ୟମରେ ସର୍ବଦା ସକ୍ରିୟ ରହୁଥିବା କରୀନା ନିଜ ବ୍ୟକ୍ତିଗତ ଓ…
Read More...

୪୧ତମ ପ୍ରତିଷ୍ଠା ଦିବସରେ ଭାରତୀୟ ଜନତା ଦଳର ଜନସେବା

ରେଙ୍ଗାଲି କ୍ୟାମ୍ପ : ବରଗଡ଼ ଜିଲ୍ଲା ଅତାବିରା ଏନଏସି ସ୍ଥିତ ରେଙ୍ଗାଲି କ୍ୟାମ୍ପ ଛକରେ ବିଜେପି ଯୁବ ମୋର୍ଚ୍ଚା ଜିଲ୍ଲା ସଂପାଦକ ନିରୋଜ ବାରିକଙ୍କ ତତ୍ୱାବଧାନରେ ଭାରତୀୟ ଜନତା ପାର୍ଟିର ୪୧ତମ ପ୍ରତିଷ୍ଠା ଦିବସ ଏକ…
Read More...

ପୁଣି ଘୁଞ୍ଚିଲା ‘ସୂର୍ଯ୍ୟବଂଶୀ’ର ରିଲିଜ୍‍ ତାରିଖ, ରୋହିତ୍‍ ଶେଟ୍ଟୀଙ୍କ ନିଷ୍ପତ୍ତିକୁ ପ୍ରଶଂସା କଲେ ମହାରାଷ୍ଟ୍ର…

ମୁମ୍ବଇ: ପୁଣି ଘୁଞ୍ଚିଲା ବହୁ ପ୍ରତୀକ୍ଷିତ ବଲିଉଡ଼ ଚଳଚ୍ଚିତ୍ର ‘ସୂର୍ଯ୍ୟବଂଶୀ’ର ମୁକ୍ତିଲାଭ ତାରିଖ। ଅକ୍ଷୟ କୁମାର ଅଭିନୀତ ‘ସୂର୍ଯ୍ୟବଂଶୀ’ ଏପ୍ରିଲ ୩୦ରେ ମୁକ୍ତିଲାଭ କରିବ ନାହିଁ ବୋଲି ଫିଲ୍ମର ନିର୍ମାତା ଘୋଷଣା…
Read More...

ସାଂସଦଙ୍କ ଉଦ୍‍ଘାଟନର ଗୋଟିଏ ଦିନ ପରେ ଜିଲା ମୁଖ୍ୟ ଡାକ୍ତରଖାନାରେ ପିଇବାପାଣି ପ୍ରକଳ୍ପ ବନ୍ଦ

ନବରଙ୍ଗପୁର: ଜିଲା ଡାକ୍ତରଖାନାରେ ପିଇବାପାଣି ପାଇଁ ବିଶୁଦ୍ଧପାଣି ପ୍ରକଳ୍ପକୁ ରାଜ୍ୟସଭା ସାଂସଦ ମୁନାଖାଁ ସାଂସଦ ପାଣ୍ଠିରୁ ଅନୁଦାନ ଦେଇଥିବାବେଳେ ଗତ ଏପ୍ରିଲ ପହିଲାରେ ଉଦ୍‍ଘାଟନ କରିଥିଲେ। ତେବେ ଉଦ୍‍ଘାଟନର କେବଳ…
Read More...

୪ଦଫା ଦାବି ନେଇ ଧର୍ମଶାଳା କଂଗ୍ରେସ ପକ୍ଷରୁ ବିକ୍ଷୋଭ

ଯାଜପୁର : ଧର୍ମଶାଳା କଂଗ୍ରେସ ପକ୍ଷରୁ୪ ଦଫା ଦାବି ନେଇ ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଫିସ ସମ୍ମୁଖରେ ଗଣବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ତୁରନ୍ତ ସମସ୍ତ ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର…
Read More...

ବର୍ଦ୍ଧିତ ବିଦ୍ୟୁତ ଦର ପ୍ରତ୍ୟାହାର ଦାବିରେ କଂଗ୍ରେସ ପକ୍ଷରୁ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ବୌଦ୍ଧ : କରୋନା ମହାମାରୀ ସମୟରେ ରାଜ୍ୟର ଅନେକ ଜିଲାରେ ରାତ୍ରି କର୍ଫ୍ୟୁ ଲଗାଯାଇଥିବାବେଳେ ସାରା ରାଜ୍ୟବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ରାଜ୍ୟରେ ବାରମ୍ବାର ବିଦ୍ୟୁତ ଦରବୃଦ୍ଧି ସାଧାରଣଲୋକଙ୍କ ପାଇଁ ବେଡି ଉପରେ…
Read More...

ସରସରା ପଞ୍ଚାୟତର ୩ ଗ୍ରାମରେ ପାନୀୟ ଜଳ ସମସ୍ୟା

ବୌଦ୍ଧ : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ସରସରା ପଞ୍ଚାୟତର ସାନବଙ୍କାପଡା, ବଘାରପାଲି ଓ ବଡବଙ୍କାପଡା ଗ୍ରାମରେ ପାନୀୟ ଜଳ ସମସ୍ୟା ଯୋଗୁଁ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି…
Read More...

ଇ-ସେବା କେନ୍ଦ୍ର ଉଦଘାଟିତ

ଜି.ଉଦୟଗିରି : ମୁଖ୍ୟ ବିଚାରପତି ମାନ୍ୟବର ଉଚ୍ଚ ନ୍ୟାୟାଳୟ ଓଡ଼ିଶା କଟକଙ୍କ ନିର୍ଦ୍ଦେଶକ୍ରମେ ଆଜି ସ୍ଥାନୀୟ କୋର୍ଟ ପରିସରରେ ଏକ ଇ-ସେବା କେନ୍ଦ୍ର ଉଦଘାଟିତ ହୋଇଯାଇଛି। ପ୍ରଥମ ଶ୍ରେଣୀ ବିଚାର ବିଭଗୀୟ ବିଚାରପତି…
Read More...

ଲେଉଟିଲା କରୋନା, ବଜାର ବୁଲି ଲୋକଙ୍କୁ ସଚେତନ କଲେ ଯୁବ ଆଇଏଏସ ଅଧିକାରୀ

ଗୁଣୁପୁର: ସମଗ୍ର ଦେଶରେ କରୋନାର ଦ୍ଵିତୀୟ ଲହର ନିଜ କାୟା ବିସ୍ତାର କରି ଚାଲିଛି । ଓଡ଼ିଶାରେ ମଧ୍ୟ ଧୀରେ ଧୀରେ ସଂକ୍ରମଣ ବୃଦ୍ଧି ପାଉଛି । ସରକାର ଯେତେ କଟକଣା ଜାରି କଲେ ମଧ୍ୟ ଲୋକେ ମାନିବାକୁ ନାରାଜ । ବଜାର ଘାଟରେ…
Read More...

ବର୍ଦ୍ଧିତ ବିଦ୍ୟୁତ୍ ଦର ପ୍ରତିବାଦରେ ବାଙ୍କୀ କଂଗ୍ରେସର ଧାରଣା 

ବାଙ୍କୀ : ଗତ କିଛି ଦିନ ତଳେ ସରକାରଙ୍କ ତରଫରୁ ବିଦ୍ୟୁତ୍ ଦର ବୃଦ୍ଧି କରାଯାଇଛି । କରୋନା ମହାମାରୀ ସମୟରେ ଜନସାଧାରଣଙ୍କ ଉପରେ ଏହାର ପ୍ରଭାବ ପଡୁଥିବା ବେଳେ ରାଜ୍ୟ କଂଗ୍ରେସ ତରଫରୁ ଏହାକୁ ପ୍ରତିବାଦ କରିବା ପାଇଁ…
Read More...

କରୋନା କବଳରେ ଭୂମି

ମୁମ୍ବଇ: ବଲିଉଡ଼ର ଅନେକ କଳାକାର କରୋନା ସଂକ୍ରମିତ ହୋଇଥିବା ବେଳେ ଏବେ ଆଉ ଜଣେ ଅଭିନେତ୍ର କରୋନା କବଳରେ। ବଲିଉଡ଼ ଅଭିନେତ୍ରୀ ଭୂମି ପେଡନେକର କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୋମବାର ସୂଚନା ମିଳିଛି। ତାଙ୍କର ସାମାନ୍ୟ…
Read More...

ବିଜେଡ଼ି ଓ କଂଗ୍ରେସ ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା

ପିପିଲି : ଶୁକ୍ରବାର ପିପିଲି ଉପନିର୍ବାଚନ ପାଇଁ ଉଭୟ ବିଜେଡ଼ି ଓ କଂଗ୍ରେସ ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରାଯାଇଛି। ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମେତ ୩୦ ଜଣ ହେଭିୱେଟ୍‌ ନେତା ଦଳ ପାଇଁ…
Read More...

ରେଣ୍ଟା ଗ୍ରାମ୍ୟ ଜଙ୍ଗଲରୁ ବହୁ ମୂଲ୍ୟବାନ ଗଛ କାଟି ନେଲେ କାଠ ମାଫିଆ

ମାହାଙ୍ଗା: କଟଜ ଜିଲ୍ଲା ମାହାଙ୍ଗା ଥାନା ଭଦ୍ରେଶ୍ୱର ଫାଣ୍ଡି ଅଧୀନ ଉମର ପଂଚାୟତର ପବିତ୍ର ମନୋରମ ସ୍ଥଳ ବନଦୁର୍ଗା ପୀଠର ରେଣ୍ଟା ଗ୍ରାମ୍ୟ ଜଙ୍ଗଲରୁ ଚୋରା କାଠ ମାଫିଆମାନେ ବିଳମ୍ବିତ ରାତିରେ କୋଡିଏରୁ ଊର୍ଦ୍ଧ୍ବ…
Read More...

୨ ଦିନ ପରେ ପାଣିକୁଣ୍ଡରୁ ହାତୀ ଛୁଆ ଉଦ୍ଧାର

ବାଲେଶ୍ବର: ବାଲେଶ୍ୱର ଓ ମୟୁରଭଞ୍ଜ ସୀମାରେ ଥିବା ଲୁହାପଡା-ଘାସମରା ଜଙ୍ଗଲ ନିକଟସ୍ଥ ଏକ ପାଣିକୁଣ୍ଡରେ ୨ ଦିନ ଧରି  ପଡ଼ିଥିବା ଏକ ହାତୀ ଛୁଆକୁ ଶୁକ୍ରବାର ଉଦ୍ଧାର କରାଯାଇଛି। ଉଦ୍ଧାର ପରେ ନିଜ ଛୁଆକୁ ସାଙ୍ଗରେ ନେଇ…
Read More...

ବାଘଛାଲ ଜବତ, ୨ ଗିରଫ

ବୋଲଗଡ଼: ଖୋର୍ଦ୍ଧା ଜିଲା ବୋଲଗଡ଼ ଅଞ୍ଚଳରୁ ବାଘ ଛାଲ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି ସ୍ପେସାଲ୍‍ ଟାସ୍କ ଫୋର୍ସ(ଏସଟିଏଫ୍‍)। ଗିରଫ ଦ୍ୱୟ ନୟାଗଡ଼ ଜିଲାର ସୁଧୀର ବେହେରା ଓ ସୁବାଷ ଚନ୍ଦ୍ର ବେହେରା ବୋଲି ଜଣାପଡ଼ିଛି।…
Read More...

ଆଲିଆଙ୍କୁ କରୋନା

ମୁମ୍ବଇ: ବଲିଉଡ଼ ଅଭିନେତ୍ରୀ ଆଲିଆ ଭଟ୍ଟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏବେ ସେ ହୋମ୍‌ କ୍ବାରେଣ୍ଟାଇନରେ ଅଛନ୍ତି। ଏନେଇ ଆଲିଆ ନିଜେ ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ‘‘ମୋର…
Read More...

ପିପିଲିରେ ରାଜନୈତିକ ହିଂସା, ପ୍ରଚାର ବେଳେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଆକ୍ରମଣ

ପିପିଲି: ପିପିଲିରେ ନିର୍ବାଚନୀ ପ୍ରଚାର ତୀବ୍ର ହେଉଥିବା ବେଳେ ଆଜି ରାଜନୈତିକ ହିଂସା ଘଟିଛି।  ପିପିଲି ବ୍ଲକ ସହଜପୁର୍ ପଞ୍ଚାୟତ ଅନ୍ତର୍ଗତ ରାଇଗୁରପୁର ଗ୍ରାମରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ନିର୍ବାଚନୀ…
Read More...

ଉପରାଷ୍ଟ୍ରପତିଙ୍କ ଦ୍ବାରା ‘ନୀଳିମାରାଣୀ-ମୋ ମାଆ, ମୋ ଗୁରୁ’ ଶୀର୍ଷକ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର: ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଶୁକ୍ରବାର ଓଡ଼ିଶା ଗସ୍ତରେ ଆସିଥିବା ବେଳେ ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଉପସ୍ଥିତିରେ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଦ୍ବାରା ଲିଖିତ ‘ନୀଳିମାରାଣୀ-ମୋ ମାଆ,…
Read More...

ବନ୍ଦ ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଡେଣୁଆଁ ଗ୍ରାମର ମହାନ୍ତ ସାହିରେ ବନ୍ଦ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ନେତ୍ରାନନ୍ଦ ମହାନ୍ତଙ୍କ ପୁଅ ନିକୁଞ୍ଜ ବିହାରୀ ମହାନ୍ତ ବୋଲି…
Read More...

ସ୍ୱାମୀର ଫାର୍ସା ଚୋଟରେ ସ୍ତ୍ରୀ ଓ ଦୁଇ ଝିଅ ଗୁରୁତର

ଢେଙ୍କାନାଳ: ସ୍ୱାମୀର ଫାର୍ସା ଚୋଟରେ ସ୍ତ୍ରୀ ଓ ଦୁଇଝିଅ ଗୁରୁତର। ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ କାମାକ୍ଷାନଗର ଥାନା ଡିମିରିଆ ଗାଁରେ। ମିଳିଥିବା ସୂଚନା ମୁତାବକ, କାମଧନ୍ଦା ନକରି ଘରେ ବସିବା ନେଇ…
Read More...

ହୀରାକୁଦ ଜଳଭଣ୍ଡାରରେ ଆରମ୍ଭ ହେଲା ଜଳକ୍ରୀଡ଼ା

https://youtu.be/F37LvbbtrUQ ଵୁର୍ଲା: ହୀରାକୁଦ ଜଳଭଣ୍ଡାରରେ ଉଦଘାଟିତ ହୋଇଛି ଜଳକ୍ରୀଡ଼ା। ଉଦ୍‌ଘାଟନୀ ସମାରୋହରେ ଵାଣିଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଓ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର…
Read More...

ଉତ୍କଳ ବିଶ୍ୱବିଦ୍ୟାଳୟର ବିକାଶ ପାଇଁ ୧ ବର୍ଷର ଦରମା ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

https://youtu.be/PJsCPv_qKJ8 ଭୁବନେଶ୍ବର: ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବ ଏପ୍ରିଲ ୩ରେ ଅନୁଷ୍ଠିତ ହେବ। ଆଜି ୨୦୧୮-୧୯ ଶିକ୍ଷାବର୍ଷ ପାଇଁ ସ୍ବତନ୍ତ୍ର ସମାବର୍ତ୍ତନ ଉତ୍ସବ ତଥା ପୁରସ୍କାର…
Read More...

ଭବାନୀପାଟଣାଠାରେ ୮୬ତମ ପୁଲିସ ପ୍ରତିଷ୍ଠା ଦିବସ ପାଳିତ

ଭବାନୀପାଟଣା : ସ୍ଥାନୀୟ ରିଜର୍ଭ ପୁଲିସ ପଡିଆଠାରେ ଏପ୍ରିଲ ୧ ତାରିଖ ଜିଲ୍ଲାସ୍ତରୀୟ ୮୬ ତମ ପୁଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡ. ଶ୍ରବଣ ବିବେକ ଏମ୍‍. ଏହି…
Read More...

ରିଲିଜ୍‍ ହେଲା ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ନେଇ ସଙ୍ଗୀତ ‘ମୁଁ ବିଜୁ ବାବୁ ପରି ହେବି’

ଭୁବନେଶ୍ୱର : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କ ଉପରେ ଆଧାରିତ ସଙ୍ଗୀତ ‘ମୁଁ ବିଜୁବାବୁ ପରି ହେବି’ ଗୁରୁବାର ରିଲିଜ୍‌ ହୋଇଛି। ଏହି ଗୀତରେ ପ୍ରଥମ ଥର ପାଇଁ ବିଧାୟକ, ମନ୍ତ୍ରୀ ଓ…
Read More...

‘ଏ ମାଟି ଓଡ଼ିଶା, ଏ ଜାତି ଓଡ଼ିଆ’: ଗୋଟିଏ ଗୀତରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର: ଉତ୍କଳ ଦିବସ ଅବସରରେ ଆଜି ରିଲିଜ୍‍ ହୋଇଛି ଓଡ଼ିଆ ଭାବୋଦ୍ଦୀପକ ସଙ୍ଗୀତ ‘ଏ ମାଟି ଓଡ଼ିଶା, ଏ ଜାତି ଓଡ଼ିଆ’। ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ ଏବଂ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ…
Read More...

କିରଣ ଖେର୍‌ଙ୍କୁ କ୍ୟାନ୍ସର

ମୁମ୍ବଇ: ବିଜେପି ସାଂସଦ ତଥା ବରିଷ୍ଠ ବଲିଉଡ଼ ଅଭିନେତ୍ରୀ କିରନ୍ ଖେର ରକ୍ତ କର୍କଟ ରୋଗରେ ପୀଡିତ। ବର୍ତ୍ତମାନ ମୁମ୍ବଇରେ ସେ ଏହାର ଚିକିତ୍ସା କରାଉଛନ୍ତି। ତାଙ୍କ ଦଳର ସହକର୍ମୀ ଅରୁଣ ସୁଦ ଏକ ସାମ୍ବାଦିକ ସମ୍ମିଳନୀରେ…
Read More...

ମାଉସୀ ମା’ ମନ୍ଦିରରୁ ଚୋରି

ପୁରୀ: ପୁରୀ ବଡ଼ଦାଣ୍ଡ ସ୍ଥିତ ମାଉସୀ ମା’ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗତ ରାତିରେ ମୁଖ୍ୟ ପ୍ରବେଶ ଦ୍ୱାର ଲୁହା ଗେଟରେ ପଡ଼ିଥିବା ତାଲା ଭାଙ୍ଗି ଦୁର୍ବୃତ୍ତ ଭିତରେ ପଶିଥିବା ଜଣାପଡ଼ିଛି। ଏଥିସହ ଭିତରେ…
Read More...

ଭିଜିଲାନ୍ସ ଜାଲରେ ଡାକ୍ତର

କନ୍ଧମାଳ: କନ୍ଧମାଳ ଜିଲା ଫିରିଙ୍ଗିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର୍‌ ଡାକ୍ତର ନିଶିଥ ନିଶାଙ୍କ ମାଲୁ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ବୁଧବାର ୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଡା. ମାଲୁଙ୍କୁ…
Read More...

ଦିନ ଦ୍ବିପ୍ରହରରେ ହତ୍ୟାକାଣ୍ଡ

ସାକ୍ଷୀଗୋପାଳ: ସତ୍ୟବାଦୀ ଥାନା ଅନ୍ତର୍ଗତ ଦାସ ବିଦ୍ୟାଧରପୁର ପଞ୍ଚାୟତର ଦାସ ବିଦ୍ୟାଧରପୁର ଗ୍ରାମରେ ବୁଧବାର ସ୍ପଷ୍ଟ ଦିବାଲୋକରେ ଘଟିଛି ଏକ ହତ୍ୟାକାଣ୍ଡ। ଏହି ପଞ୍ଚାୟତ ଅନ୍ତର୍ଗତ ଡିହପୁର ଗ୍ରାମର କୃଷ୍ଣଚନ୍ଦ୍ର…
Read More...

କରୋନା ସ୍ଥିତି ନେଇ ଗଞ୍ଜାମ ଜିଲାପାଳଙ୍କ ବୈଠକ, ପ୍ରତି ବ୍ଲକ ଓ ଏନଏସିରେ ଖୋଲିବ କୋଭିଡ କଣ୍ଟ୍ରୋଲ​‌ ରୁମ

ଛତ୍ରପୁର : ମହାରାଷ୍ଟ୍ର, ଗୁଜରାଟ ସମେତ ଅନ୍ୟ କେତେକ ରାଜ୍ୟରେ ଏବେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଛି। ଓଡ଼ିଶାରେ ମଧ୍ୟ ଦୈନିକ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ…
Read More...

ଗଛରୁ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଚାକୁଣ୍ଡାପାଳ ମୁଣ୍ଡାସାହି ନିକଟରେ ଥିବା ଆକାଶିଆ ଗଛରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ନାବାଳିକା ପୁରୁଣିଆ ଗାଁର ବିଳାସିନୀ ମୁଣ୍ଡା ବୋଲି ଜଣାପଡିଛି।…
Read More...

ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ୧୫ ପ୍ରତିଶତ ସଂରକ୍ଷଣ ବିଜ୍ଞପ୍ତି ଜାରି

ଭୁବନେଶ୍ବର: ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମେଡିକାଲ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ୧୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ନିକଟରେ ବିଧାନସଭାରେ…
Read More...

ବିଜେଡ଼ିର ୪ ବରିଷ୍ଠ ନେତାଙ୍କ ହାତରେ ପିପିଲି ଦାୟିତ୍ବ

ଭୁବନେଶ୍ୱର: ପିପିଲି ବଧାନସଭା ଉପନିର୍ବାଚନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ୩ ପ୍ରମୁଖ ଦଳର ପ୍ରାର୍ଥୀ ନାମାଙ୍କନ ଦାଖଲ କରି ପ୍ରଚାର ଆରମ୍ଭ କରିଦେଇଛନ୍ତି। ଇତି ମଧ୍ୟରେ ୪ ବରିଷ୍ଠ ନେତାଙ୍କୁ ଉପନିର୍ବାଚନ ପରିଚାଳନା…
Read More...

ରାଜ୍ୟ କରୋନା: ୨୪ ଘଣ୍ଟାରେ ୨୯୭ ନୂଆ ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ କାୟା ମେଲାଇ ଚାଲିଛି କରୋନା। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ପୁଣି ୨୯୭ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି। ଏଥି ମଧ୍ୟରୁ ୧୭୪ ସଙ୍ଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୧୨୩ ସ୍ଥାନୀୟ ସଂକ୍ରମିତ…
Read More...

ଆନ୍ଧ୍ରରେ ମିଶିବାକୁ ଲାଉଗୁଡା ଗ୍ରାମବାସୀଙ୍କ ଚେତାବନୀ

ଗୁଣପୁର: ଆନ୍ଧ୍ର-ଓଡ଼ିଶା ମଧ୍ୟରେ ଗତକିଛି ମାସ ହେଲା ଲାଗି ରହିଛି ସୀମା ବିବାଦ। ବର୍ତ୍ତମାନ ସୀମାନ୍ତ ଅଞ୍ଚଳରେ ପୁଣି ମୁଣ୍ଡ ଟେକିଛି ଆଉ ଏକ ସମସ୍ୟା। ସର୍ବ ନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ କରି…
Read More...

ବନପାଳ ପାଇଥିବା ତାଲିମର ସୁବିନିଯୋଗ କଲେ ବିଭାଗର ମର୍ଯ୍ୟାଦା ବଢିବ: ମୁଖ୍ୟ ବନ ସଂରକ୍ଷକ

ଜି.ଉଦୟଗିରି: ସ୍ଥାନୀୟ ବନପାଳ ପ୍ରଶିକ୍ଷଣ ତାଲିମ କେନ୍ଦ୍ରର ୪୯ତମ ବନପାଳ ତାଲିମ ପ୍ରଶିକ୍ଷଣରେ ମୁଖ୍ୟ ବନ ସଂରକ୍ଷକ ତାଲିମ ଓ ଉନ୍ନୟନ ବିଭାଗ ଆଇଏଫଏସ ଅକ୍ଷୟ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବନପାଳମାନେ…
Read More...

କଳାହାଣ୍ଡିରେ ଉପରମୁହାଁ କରୋନା ଗ୍ରାଫ୍‌

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଗତ ଦୁଇ ସପ୍ତାହ ହେଲା କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି।ସୋମବାର ଦିନ କଳାହାଣ୍ଡି ଜିଲ୍ଲାରେ ୫୪ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାତିରେ ଆଉ ୬ ପଜିଟିଭ…
Read More...

କନ୍ଧମାଳ ପୁଲିସର ମାଓ ବିରୋଧୀ ଅପରେସନ: ବ୍ୟାଟେରୀ, ତାର ସମେତ ଅନେକ ସାମଗ୍ରୀ ଜବତ

କନ୍ଧମାଳ: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ଅନ୍ତର୍ଗତ ରାଇଘର ଗ୍ରାମ ନିକଟରେ ରବିବାର ସନ୍ଧ୍ୟାରେ ଏସଓଜି ଓ ଡିଭିଏଫର ମିଳିତ ଉଦ୍ୟମରେ ଏକ ମାଓ ବିରୋଧୀ ଅପରେସନ କରାଯାଇଥିଲା। ଏହି ସମୟରେ ପୁଲିସ ଓ ମାଓବାଦୀ ମଧ୍ୟରେ…
Read More...

ପିପିଲି ଉପନିର୍ବାଚନ: ପ୍ରାର୍ଥିପତ୍ର ଦାଖଲ କଲେ ରୁଦ୍ର ଓ ଅଜିତ୍‍

ପିପିଲି: ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ମଙ୍ଗଳବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେଡ଼ି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ। ଦଳୀୟ କର୍ମୀଙ୍କ ସହ ଏକ ବିରାଟ ରାଲିରେ ଯାଇ ପୁରୀ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ…
Read More...

ଅଫ୍‌ଲାଇନ୍‌ ପରୀକ୍ଷାକୁ ବିରୋଧ, ଧାରଣାରେ ଏସକେ ଡିଏଭି ପଲିଟେକ୍ନିକ ଛାତ୍ରଛାତ୍ରୀ

ରାଉରକେଲା: ଅଫ୍‌ଲାଇନ୍‌ ପରୀକ୍ଷାକୁ ବିରୋଧ କରି ଏସକେ ଡିଏଭି ପଲିଟେକ୍ନିକ ଛାତ୍ରଛାତ୍ରୀମାନେ ମଙ୍ଗଳବାର ଆନ୍ଦୋଳନରେ ବସିଛନ୍ତି। ରାଉରକେଲା ଏନଆଇଟିରେ କରୋନା ସଂକ୍ରମଣକୁ ଦେଖି ହଷ୍ଟେଲ ଖାଲି କରିବାକୁ କର୍ତୃପକ୍ଷଙ୍କ…
Read More...

କୋଭିଡ ଟିକାକରଣରେ ଅବ୍ୟବସ୍ଥା ଅଭିଯୋଗ, ଖରାରେ ଛଟପଟ ବୃଦ୍ଧ ବୃଦ୍ଧା

ମାହାଙ୍ଗା: ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନ ଭଦ୍ରେଶ୍ୱର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଅବ୍ୟବସ୍ଥା ମଧ୍ୟରେ କୋଭିଡ ଟିକାକରଣ କାର୍ଯ୍ୟ ଚାଲୁଥିବା ଅଭିଯୋଗ ହୋଇଛି। ଅସହ୍ୟ ଗୁଳୁଗୁଳି ଖରା ତାତିରେ…
Read More...

ପଞ୍ଜାବୀ କଣ୍ଠଶିଳ୍ପୀ ଦିଲ୍‍ଜାନ୍‍ଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ

ଅମୃତସର: ଲୋକପ୍ରିୟ ପଞ୍ଜାବୀ କଣ୍ଠଶିଳ୍ପୀ ଦିଲ୍‍ଜାନ୍‍ଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସୋମବାର ବିଳମ୍ବିତ ରାତିରେ ଅମୃତସରର ଜଣ୍ଡିଆଲା ଗୁରୁ ନିକଟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ମୁତାବକ, ୩୧ ବର୍ଷିୟ…
Read More...

ବାପାଙ୍କ ସ୍ବପ୍ନ ମୋର ବାସ୍ତବତା, ବିଜେଡିର ପିପିଲି ବିଧାନସଭା ପ୍ରାର୍ଥୀ ରୁଦ୍ରପ୍ରତାପ

https://youtu.be/vZnbpR-HEL0 ପିପିଲି: ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ପୂର୍ବତନ ପିପିଲି…
Read More...

ପରଦାରେ ’ସାଇନା’

ମୁମ୍ବଇ: ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରା ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ସାଇନା’ ଶୁକ୍ରବାର(୨୬ ମାର୍ଚ୍ଚ) ମୁକ୍ତିଲାଭ କରିଛି। ବ୍ୟାଡ୍‌ମିଣ୍ଟନ୍‌ ତାରକା ସାଇନା ନେହୱାଲ୍‌ଙ୍କ ଜୀବନ କାହାଣୀ ଉପରେ…
Read More...

ଅନୁସୂଚିତ ଜାତିକୁ ସଂରକ୍ଷଣ ଦାବିରେ ଏସସି ଜିଲ୍ଲା ଯୁବସଂଘ ତରଫରୁ ପ୍ରେସମିଟ 

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଅନୁସୂଚିତ ଜାତି ଏସସି ଯୁବସଂଘ ତରଫରୁ ଶୁକ୍ରବାର ସଂରକ୍ଷଣ ଏବଂ ବିଭିନ୍ନ ଦାବିନେଇ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ଆଜି ନବରଙ୍ଗପୁର ସ୍ଥିତ ପିଡବ୍ଲ୍ୟୁଡି ବଙ୍ଗଳା ପରିସରରେ…
Read More...

ପିପିଲିରୁ ଆଶ୍ରିତଙ୍କ ପ୍ରାର୍ଥିପତ୍ର ଦାଖଲ

ପିପିଲି: ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ। ସମର୍ଥକଙ୍କ ଗହଣରେ ଏକ ବିଶାଳ ରାଲିରେ ଯାଇ ପୁରୀ ଏଡିଏମଙ୍କ କାର୍ଯ୍ୟାଳୟରେ ସେ…
Read More...

ଆଗାମୀ ପର୍ବପର୍ବାଣୀ ପାଇଁ ନିୟମ କଡ଼ାକଡ଼ି, ଜାରି ହେଲା ନିର୍ଦ୍ଦେଶନାମା

ଭୁବନେଶ୍ୱର: ଗତ କିଛି ଦିନ ହେବ ରାଜ୍ୟରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ନେଇ ସରକାର ଚିନ୍ତାରେ। ମହାମାରୀକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ଆଗକୁ ଥିବା ବିଭିନ୍ନ ପର୍ବପର୍ବାଣୀକୁ ନେଇ କଟକଣା ଜାରି…
Read More...

୨୦୨୦ ଶ୍ଵେତପତ୍ର ଜାରି: ବର୍ଷକରେ‌ ୧,୩୪,୨୩୦ ଅପରାଧିକ ମାମଲା

ଭୁବନେଶ୍ବର : ୨୦୨୦ ବର୍ଷ ପାଇଁ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଶ୍ୱେତପତ୍ର ପ୍ରକାଶ ପାଇଛି। ୧,୩୪,୨୩୦ଟି ପଞ୍ଜୀକୃତ ଅପରାଧ ମାମଲାରୁ ୧,୧୦,୭୪୧ ଆଇପିସିରେ ପଞ୍ଜୀକୃତ ହୋଇଛି। ୧,୩୪,୨୩୦ ଧର୍ତ୍ତବ୍ୟ ଅପରାଧରୁ ୧,୨୯,୩୦୫ଟି…
Read More...

ଦୀନଦୟାଲ ଗ୍ରାମୀଣ କୋଶଳ ଯୋଜନାର ବ୍ଲକସ୍ତରୀୟ ନିଯୁକ୍ତିଭିତ୍ତିକ ପରାମର୍ଶ ଶିବିର

ରାମନାଗୁଡା: ଗ୍ରାମାଞ୍ଚଳରେ ବସବାସ କରୁଥିବା ଶିକ୍ଷିତ ବେକାର ଯୁବକ ଓ ଯୁବତୀଙ୍କ ଆଗ୍ରହ ସୃଷ୍ଟି କରିବା ସହ ଆତ୍ମନିର୍ଭରଶୀଳ କରିବା ନିମନ୍ତେ ସମସ୍ତ ସୁବିଧାସୁଯୋଗ ଯୋଗାଇ ଦେବା ଲକ୍ଷ୍ୟରେ ରାୟଗଡ଼ା ଜିଲ୍ଲା ରାମନାଗୁଡା…
Read More...

କରୋନା ସଚେତନତା କାର୍ଯ୍ୟକ୍ରମ

ନର୍ଲା: ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧିନସ୍ଥ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ଓ ମା’ ପାଝରାଣୀ ସାଂସ୍କୃତିକ ଅନୁଷ୍ଠାନର ମିଳିତ ଉଦ୍ୟମରେ ତୁଳାପଡାଠାରେ କରୋନା ସଂକ୍ରମଣରୁ ବର୍ତିବା…
Read More...

ବ୍ରାହ୍ମଣପଡ଼ା ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍‍ ଘୋଷଣା କଲା ପ୍ରଶାସନ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍‍ ଅନ୍ତର୍ଗତ ବ୍ରାହ୍ମଣପଡ଼ା ଗ୍ରାମରୁ ୨୯ ଜଣ ନୂଆ କରୋନା ପଜିଟିଭ୍‍ ଚିହ୍ନଟ ହେବା ପରେ ନୂଆପଡ଼ା ଜିଲ୍ଲା ପ୍ରଶାସନ ଏହି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍‍ ଘୋଷଣା କରିଛନ୍ତି।…
Read More...

ଅମୀରଙ୍କ ପରେ ମାଧବନ୍‌ଙ୍କୁ କରୋନା, ଅଭିନେତା କହିଲେ- ରେଞ୍ଚୋ… ଭାଇରସ୍‌ ନେ ପକଡ଼୍‌ ଲିଆ

ମୁମ୍ବଇ: ଅମୀର ଖାନଙ୍କ ପରେ ଏବେ କରୋନା କବଳରେ ଅଭିନେତା ଆର୍‌ ମାଧବନ୍। ଏନେଇ ମାଧବନ୍‌ ନିଜେ ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି‌। ସେ ଏବେ ହୋମ୍‌ କ୍ବାରେଣ୍ଟାଇନରେ ଅଛନ୍ତି। ୨୦୦୯ରେ ମୁକ୍ତିଲାଭ କରିଥିବା…
Read More...

ଭିଜିଲାନ୍ସ ଜାଲରେ ରାଜସ୍ୱ ନିରୀକ୍ଷକ ଓ ସହଯୋଗୀ

ନର୍ଲା : ବହୁ ଦିନରୁ ହେଉଥିବା ଅଭିଯୋଗକୁ ଆଜି ପ୍ରମାଣିତ କରିଛି ଦୁର୍ନୀତି ନିବାରଣ ବିଭାଗ। ନର୍ଲା ତହସିଲ ଅନ୍ତର୍ଗତ ତୁଳାପଡା ରାଜସ୍ୱ କାର୍ଯ୍ୟାଳୟରେ ଗୁରୁବାର ଚଢାଉ କରି ରାଜସ୍ୱ ନିରୀକ୍ଷକ ଓ ତାଙ୍କର ଜଣେ…
Read More...

ପୁଣି ଆନ୍ଧ୍ରର ଦାଦାଗିରି; ଆନ୍ଧ୍ର-ଓଡ଼ିଶା ସୀମାନ୍ତବର୍ତ୍ତୀ ଲାଉଗୁଡା ଗ୍ରାମରେ ସୀମାନ୍ତଫଳକ ଭାଙ୍ଗିଲା

ରାମନାଗୁଡା: ପୁଣି ସୀମାନ୍ତରେ ନିଜର ସ୍ଥିତି ଜାହିର କରିଛି ଆନ୍ଧ୍ର। ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ସୀମାନ୍ତବର୍ତ୍ତୀ ଗ୍ରାମ ଲାଉଗୁଡାରେ ପ୍ରଶାସନ ପକ୍ଷରୁ ନିର୍ମାଣାଧିନ ସୀମା ସୂଚନା ଫଳକକୁ ଭାଙ୍ଗି ଦେଇଥିବା…
Read More...

ପୁଲିସ ଏସଆଇଙ୍କ ନିଆରା ପ୍ରୟାସ; ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପିଲାଙ୍କୁ ପାଠ ପଢାଇବା ପାଇଁ କରିଛନ୍ତି ମୁକ୍ତାକାଶ…

ଗୁଣୁପୁର : ପୁଣି ଫେରିଛି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ବନ ବିଦ୍ୟାଳୟର ରୂପରେଖ । ମୁକ୍ତାକାଶ ତଳେ ପିଲାଏ ପଢୁଛନ୍ତି ପାଠ । ଖାଲି ପାଠ୍ୟ ପୁସ୍ତକ ନୁହେଁ, ଆତ୍ମନିର୍ଭରଶୀଳ ହେବାପାଇଁ ପିଲାଙ୍କୁ ଯୋଗାଇ…
Read More...

ଭୁବନେଶ୍ୱର ବିମାନବନ୍ଦରରୁ ନାଗସାପ ଉଦ୍ଧାର

ଭୁବନେଶ୍ୱର : ଭୁବନେଶ୍ୱର ବିମାନବନ୍ଦରରୁ ଗୁରୁବାର ଏକ ନାଗ ସାପ ଉଦ୍ଧାର ହୋଇଛି। ସ୍ନେକ୍‌ ହେଲ୍ପ ଲାଇନ ସଦସ୍ୟ ଓ ଏୟାରପୋର୍ଟ ଫାୟାର ବ୍ରିଗେଡ଼ର ମିଳିତ ସହଯୋଗରେ ସାପଟିକୁ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ,…
Read More...

‘ଗଙ୍ଗୁବାଈ କାଠିଆୱାଡି’କୁ ନେଇ ତେଜିଲା ବିବାଦ; ଭଂସାଲୀ ଓ ଆଲିଆଙ୍କୁ କୋର୍ଟ ସମନ

ମୁମ୍ବଇ: ନିର୍ମାତା-ନିର୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ଆଗାମୀ ବଲିଉଡ଼ ଚଳଚ୍ଚିତ୍ର ‘ଗଙ୍ଗୁବାଈ କାଠିଆୱାଡି’କୁ ନେଇ ବିବାଦ ବଢିବାରେ ଲାଗିଛି। ପୂର୍ବରୁ ଫିଲ୍ମକୁ ଲଗାତାର ବିରୋଧ କରାଯାଉଥିବା ବେଳେ ଏବେ ଏହା ଆଇନ…
Read More...

ଦୁର୍ଘଟଣାରେ ଚାଲିଗଲା ୨ ପୋଷ୍ଟମାଷ୍ଟରଙ୍କ ଜୀବନ

ହରଭଙ୍ଗା: ବୌଦ୍ଧ ଜିଲା ପୁରୁଣାକଟକ ଥାନା ୫୭ ନଂ ଜାତୀୟ ରାଜପଥର ରାଣିଗଞ୍ଜଠାରେ ବୁଧବାର ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣ ପୋଷ୍ଟମାଷ୍ଟରଙ୍କ ମୃତ୍ୟୁ ଘଟିଛି। ଏହାସହିତ ଜଣେ ଗୁରୁତର ହୋଇଛନ୍ତି। ବିବାହ…
Read More...

କରୋନା ଯୋଗୁଁ ପ୍ରଭାବିତ ହେଲା ସ୍ମୃତି ଶକ୍ତି ଓ ନିଦ; ବିବ୍ରତ ହୋଇ ଡାକ୍ତର କଲେ ଆତ୍ମହତ୍ୟା

ପାଟନା: ଅନେକ କ୍ଷେତ୍ରରେ ଦେଖାଯାଇଛି ଯେ, କରୋନା ଆକ୍ରାନ୍ତମାନଙ୍କ ମାନସିକ ସ୍ଥିତିରେ କିଛିଟା ପ୍ରଭାବ ପଡ଼ିଥାଏ। ନିକଟରେ ଏହିପରି ଏକ ମାମଲା ସାମ୍ନାକୁ ଆସିଛି ବିହାରର ଜମୁଇରୁ, ଯେଉଁଠି କି କରୋନା ସଂକ୍ରମିତ ହେବା…
Read More...

ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ବାରା ବିଦ୍ୟାଳୟର ବିକାଶ ସମ୍ଭବ

ରାମନାଗୁଡା: ପୁରାତନ ଛାତ୍ରଛାତ୍ରଙ୍କ ଦ୍ବାରା ବିଦ୍ୟାଳୟର ବିକାଶ ହୋଇପାରିବ। ଏନେଇ ପୁରାତନ ଛାତ୍ରମାନେ ଏକାଠି ହୋଇ ଉଦ୍ୟମ କରିବା ଆବଶ୍ୟକ। ଆଜି ଏନେଇ ରାୟଗଡ଼ା ଜିଲ୍ଲା ରାମନାଗୁଡା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ…
Read More...

ଅମୀରଙ୍କୁ କରୋନା

ମୁମ୍ବଇ: କରୋନା କବଳରେ ବଲିଉଡ଼୍‌। ପୂର୍ବରୁ ବଲିଉଡ଼ର ଅନେକ ଅଭିନେତା, ଅଭିନେତ୍ରୀ, ନିର୍ମାତା, ନିର୍ଦେଶକମାନେ କରୋନା ସଂକ୍ରମିତ ହୋଇଥିବା ବେଳେ ଏବେ ଅଭିନେତା ଅମୀର ଖାନ୍‌ କରୋନା ସଂକ୍ରମିତ ହୋଇଛନ୍ତି। ଏନେଇ…
Read More...

ବାଇକକୁ ଧକ୍କା ଦେଲା ମିନି ଟ୍ରକ୍, ଜଣେ ମୃତ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ଡିକସିରା ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକକୁ ଧକ୍କା ଦେଇଛି ମିନି ଟ୍ରକ। ଫଳରେ ଘଟଣା ସ୍ଥଳରେ ହିଁ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି।…
Read More...

ଅବହେଳା: ଡାକ୍ତରଖାନାରେ ପାଣି ମାଗି ମାଗି ପ୍ରାଣ ହରାଇଲେ ମହିଳା

ସୁରଟ: ହଜାର ହଜାର କରୋନା ସଂକ୍ରମିତ କେବଳ ଡାକ୍ତରଖାନା କର୍ମଚାରୀଙ୍କ ଅବହେଳା ପାଇଁ ହିଁ ମୃତ୍ୟୁବରଣ କରିଛନ୍ତି। ଯଦି ସେମାନେ ଠିକ୍‍ ସମୟରେ ଚିକିତ୍ସା ପାଇଥାନ୍ତେ ତେବେ ହୁଏତ ସେମାନେ ବଞ୍ଚିଥାନ୍ତେ। ଏହିଭଳି ଏକ…
Read More...

ପ୍ରଶାସନର ଆଇନ ଆଢୁଆଳରେ ଜବରଦଖଲକାରୀଙ୍କ ଗୁଣ୍ଡାଗିରି, ଆରଆଇ ଅଫିସ ପାଚେରୀ ଭାଙ୍ଗିଲେ

ବେଗୁନିଆ: ବେଗୁନିଆ ତହସିଲ ଅଧିନସ୍ଥ ସିକୋ ଆର ଆଇ ସର୍କଲର ସିକୋ ଗ୍ରାମର ଜବରଦଖଲକାରୀଙ୍କୁ ନେଇ ଚିନ୍ତାରେ ଗ୍ରାମବାସୀ। ପ୍ରଶାସନର ଆଇନ ଆଢୁଆଳରେ ରହି ଜବରଦଖଲକାରୀମାନେ ସରକାରୀ ଜମି ଜବରଦଖଲ କରୁଥିବା ଯୋଗୁଁ ନିରୀହ…
Read More...

ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଞ୍ଜିନିୟରିଂ ନାମଲେଖାରେ ୧୫ ପ୍ରତିଶତ ସଂରକ୍ଷଣ ସଂକଳ୍ପ ପାରିତ

ଭୁବନେଶ୍ବର: ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସିଖବର ଆଣିଛନ୍ତି ରାଜ୍ୟ ସରକାର। ସରକାରୀ ହାଇସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ୧୫ ପ୍ରତିଶତ ସଂରକ୍ଷଣ…
Read More...

ଜଳାଭାବ: ଗଛ ମରିବା ଆଗରୁ ଗୋରୁଙ୍କୁ ଫସଲ ଖୁଆଉଛନ୍ତି ଚାଷୀ

ନର୍ଲା: ବର୍ତମାନ ନର୍ଲା ବ୍ଲକରେ ବିଭିନ୍ନ ସ୍ଥାନରେ ଚାଷୀମାନେ ସ୍ୱଳ୍ପ ପରିମାଣର ଜମିରେ ଧାନ ଚାଷ କରିଛନ୍ତି। ଜଳସେଚନ ବ୍ୟବସ୍ଥାକୁ ନେଇ କେତେକ ସ୍ଥାନରେ ଚାଷୀ ଚାଷ କରିଛନ୍ତି। ଧାନ ଚାଷ ପ୍ରାୟତଃ ଭଲ ହୋଇଥିବା ବେଳେ…
Read More...

ଲାଞ୍ଚ ନେଇ ଫସିଲେ କନ୍ଧମାଳ ଜିଲାପାଳଙ୍କ କାର୍ଯ୍ୟାଳୟର ରେକର୍ଡ଼ ରୁମ୍‍ ଇନ୍‍ଚାର୍ଜ

ବ୍ରହ୍ମପୁର: କନ୍ଧମାଳ ଜିଲାପାଳଙ୍କ କାର୍ଯ୍ୟାଳୟର ରେକର୍ଡ଼ ରୁମ୍‍ ଇନ୍‍ଚାର୍ଜ ଅଶୋକ କୁମାର ପଟ୍ଟନାୟକଙ୍କୁ ମଙ୍ଗଳବାର ଭିଜିଲାନ୍ସ ଗିରଫ କରିଛି। ଜଣେ ବ୍ୟକ୍ତିଙ୍କୁ ତାଙ୍କର ପୁରୁଣା ଜମି ନଥିପତ୍ର ଯୋଗାଇଦେବା ପାଇଁ…
Read More...

ଭିଜିଲାନ୍ସ ଜାଲରେ ଏସଡିଭିଓ କାର୍ଯ୍ୟାଳୟର ବରିଷ୍ଠ ସହାୟକ

ବ୍ରହ୍ମପୁର: ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ(ଏସଡିଭିଓ)ଙ୍କ କାର୍ଯ୍ୟାଳୟର ବରିଷ୍ଠ ସହାୟକ ମାନସ ରଞ୍ଜନ ଦାସ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ…
Read More...

‘ଥଲାଇଭି’ ଟ୍ରେଲର: ଜୟଲଳିତାଙ୍କ ଅବତାରରେ କଙ୍ଗନା, ମନମୋହୁଛି ଦମ୍‌ଦାର ଅଭିନୟ

ମୁମ୍ବଇ: ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ୩୪ତମ ଜନ୍ମଦିନ ଅବସରରେ ମଙ୍ଗଳବାର ରିଲିଜ୍‌ ହୋଇଛି ତାଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଥାଲାଇଭି’ର ଟ୍ରେଲର। ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା…
Read More...

ଜନ୍ମମାଟିକୁ ଫେରିଲା ଜଗା

କଟକ : ବହୁ ଚର୍ଚ୍ଚିତ ଯୋଡାମୁଣ୍ଡ ଶିଶୁ ଜଗା ଏସ୍‌ସିବିରୁ ଡିସ୍‌ଚାର୍ଜ ହୋଇ ସୋମବାର ଜନ୍ମମାଟି ଫୁଲବାଣୀକୁ ଯାଇଛି। ୧୦୮ ଆମ୍ବୁଲାନ୍ସରେ ୨ଟି ମେଡିକାଲ ଟିମ୍‌ ସହ ସେ ଫୁଲବାଣୀ ଯାଇଛି। ଏସସିବିରୁ ଯାଇ ଫୁଲବାଣୀ ଜିଲା…
Read More...

ଦୋଳ ଓ ହୋଲି ପାଳନ ନେଇ କଟକଣା ଜାରି କଲା ବିଏମ୍‌ସି

ଭୁବନେଶ୍ୱର: କରୋନା ପାଇଁ ଚଳିତ ଥର ଫିକା ପଡ଼ିବ ହୋଲି ଓ ଦୋଳ ମେଲଣ।କୋଭିଡ଼୍‌ କଟକଣା ମଧ୍ୟରେ ରାଜଧାନୀବାସୀ ପାଳନ କରିବେ ହୋଲି। ଭୁବନେଶ୍ବର ମହାନଗର ନିଗମ ଦୋଳ, ହୋଲି ପାଳନ ନେଇ ଆଜି ନୂଆ ନିର୍ଦେଶାବଳୀ ଜାରି କରିଛି।…
Read More...