କରୋନାରୁ ସୁସ୍ଥ ହେବା ପରେ ଉଡ଼ିଯାଇଛି ସୋନୁ ସୁଦ୍‌ଙ୍କ ନିଦ

ନୂଆଦିଲ୍ଲୀ: ବଲିଉଡ଼ ଅଭିନେତା ସୋନୁ ସୁଦ୍ କରୋନାରୁ ସୁସ୍ଥ ହୋଇ ଲୋକଙ୍କ ସାହାଯ୍ୟ ପାଇଁ ପୁଣି ଆଗେଇ ଆସିଛନ୍ତି। ଶନିବାର ଅଭିନେତା ଟ୍ବିଟ୍ କରି ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି ଯେ, ସେ କୋଭିଡ଼୍-୧୯ ଯୁଦ୍ଧରେ ଲଢେଇ…
Read More...

ଅଭାବନୀୟ: ଭୋକ ବିକଳରେ ଅଇଁଠା ପତ୍ରରୁ ଖାଦ୍ୟ ସାଉଁଟି ଖାଇଲେ ଅସହାୟ ବ୍ୟକ୍ତି

ମାହାଙ୍ଗା: ଦେଶରେ କେହି ଯେପରି ଭୋକିଲା ନ ରୁହନ୍ତି ସେଥିପାଇଁ କେନ୍ଦ୍ର ସରକାର ଆଣିଛନ୍ତି ଖାଦ୍ୟ ନିରାପତ୍ତା ଆଇନ। ରାଜ୍ୟ ସରକାର ମଧ୍ୟ ଗରିବଗୁରୁବାଙ୍କ ପେଟ ପାଇଁ ଅନେକ ଯୋଜନା କରିଛନ୍ତି। ମାତ୍ର ଇତି ମଧ୍ୟରେ କଟକ…
Read More...

ନିଆଁରେ ପୋଡ଼ି ଦୁଇ ଶିଶୁଙ୍କ ମୃତ୍ୟୁ ଘଟଣା, ଦୀର୍ଘ ୫ ବର୍ଷ ପରେ ମିଳିବ ୮ ଲକ୍ଷ କ୍ଷତିପୂରଣ

କଟକ: ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ହରିରାଜପୁର କେଳା ସାହିରେ ନିଆଁରେ ପୋଡ଼ି ହୋଇ ଦୁଇ ଶିଶୁଙ୍କ ମୃତ୍ୟୁ ଘଟଣାର ୫ ବର୍ଷ ପରେ ଶେଷରେ ମିଳିବ ୮ ଲକ୍ଷ ଟଙ୍କା କ୍ଷତିପୂରଣ। ରାଜ୍ୟ ମାନବାଧିକାର କମିଶନଙ୍କ…
Read More...

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଏନ୍.ଭି. ରମଣ

https://youtu.be/SXbyEorMjjQ ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଭାବେ ଶନିବାର ଶପଥ ଗ୍ରହଣ କରିଛନ୍ତି ଜଷ୍ଟିସ ଏନ୍. ଭି. ରମଣ। ଦେଶର ୪୮ତମ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ରମଣଙ୍କୁ ପୂର୍ବାହ୍ନ…
Read More...

ହରଭଙ୍ଗାରୁ ୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା ଛୁଇଁଲା ୩୨

ହରଭଙ୍ଗା: ବୌଦ୍ଧ ଜିଲ୍ଲାରୁ ଗତ ୨୪ ଘଣ୍ଟା ମଧ୍ୟରେ ୩୯ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତ ତାଲିକାରେ ହରଭଙ୍ଗା ବ୍ଲକର ଛତ୍ରଙ୍ଗ, ହରଭଙ୍ଗା, କରଡି, ଆଡେଣିଗଡ, ମହୀବାହାଲ୍, ଲଇଗାଁ ଏବଂ ସରସରା…
Read More...

ରୋଗ ଶଯ୍ୟାରେ ଜ୍ୟେଷ୍ଠ କନ୍ୟା, ପାଞ୍ଚ ପିଲାଙ୍କ ପ୍ରତିପୋଷଣ ଚିନ୍ତାରେ ବିଧବା ମାଆ

ପାତ୍ରପୁର: ଚାରି ମାସ ପୂର୍ବେ ସ୍ଵାମୀ ଆର ପାରିକୁ ଚାଲିଯିବା ପରେ ଏବେ ରୋଗ ଶଯ୍ୟାରେ ଜ୍ୟେଷ୍ଠ କନ୍ୟା ପଡିରହିବା ଫଳରେ ବିଧବା ମାଆଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ନିଜର ଚାରି ସନ୍ତାନ ସହ ଅନାଥ ନାବାଳକ ଭଣଜାର…
Read More...

ହରିଣ ପାର୍କ ସ୍ଥାନାନ୍ତରଣ ବିରୋଧରେ ବିଡାନାସୀ ଯୁବ ଶକ୍ତି ପକ୍ଷରୁ ଦାବିପତ୍ର ପ୍ରଦାନ

କଟକ: କଟକରୁ ପୁରାତନ ହରିଣ ପାର୍କକୁ ସମ୍ପୂର୍ଣ୍ଣ ରୂପେ ଚନ୍ଦକାକୁ ସ୍ଥାନାନ୍ତରଣ ପ୍ରକ୍ରିୟାକୁ ବିରୋଧ କରି ବିଡାନାସୀ ଯୁବ ଶକ୍ତି ପକ୍ଷରୁ ଜିଲ୍ଲାପାଳ ଏବଂ ବନଖଣ୍ଡ ଅଧିକାରୀଙ୍କୁ ଶୁକବ୍ରାର ଦାବି ପତ୍ର ପ୍ରଦାନ…
Read More...

ଋଣ ଯୋଗାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଲୁଟ୍‌, ଆସାମୀ ଫେରାର

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଗ୍ରାମ ପଞ୍ଚାୟତର ଅଡାବଡ଼ି ଗ୍ରାମର ରବି କୌଶଲ୍ୟା ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଭାବେ ଋଣ ପ୍ରଦାନ କରିବା ନାଁରେ ଅଗ୍ରିମ ଜୀବନ ବୀମା…
Read More...

ସୂଚନା ଅଧିକାର କର୍ମୀଙ୍କ ଉପରେ ବୋମାମାଡ଼ ଘଟଣା; ମୁଖ୍ୟ ଅଭିଯୁକ୍ତ ରବି ଦାସ ଗିରଫ

ଧର୍ମଶାଳା : ଧର୍ମଶାଳା ଥାନା ଅଞ୍ଚଳରେ ସୂଚନା ଅଧିକାର କର୍ମୀ ତଥା ବିଜେପି ନେତା ସର୍ବେଶ୍ବର ବେହୁରାଙ୍କ ଉପରେ ପଥର ମାଫିଆଙ୍କ ବୋମାମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତ ରବି ଦାସକୁ ଶୁକ୍ରବାର ଗିରଫ କରିଛି ପୁଲିସ। ଗତ…
Read More...

ଲକ୍ଷ୍ମଣନାଥ ଟୋଲ ପ୍ଲାଜା ନିକଟ ସୀମା ସିଲ୍‍, ପଶ୍ଚିମବଙ୍ଗ ଫେରନ୍ତାଙ୍କ ଉପରେ କଡ଼ା ନଜର

ବାଲେଶ୍ୱର: କରୋନା ମହାମାରୀ ତା’ର କାୟା ବିସ୍ତାର କରି ଚାଲିଛି। ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ଏହାକୁ ନେଇ ଚିନ୍ତାରେ ରାଜ୍ୟ ସରକାର। କରୋନାକୁ ପ୍ରତିହତ କରିବା ପାଇଁ ବିଭିନ୍ନ କଟକଣା ଲାଗୁ…
Read More...

ବୃଦ୍ଧ ଦମ୍ପତିଙ୍କୁ ହତ୍ୟା

ଭଞ୍ଜନଗର: ବୃଦ୍ଧ ଦମ୍ପତିଙ୍କୁ ନିର୍ମମ ଭାବେ ମାରଣାସ୍ତ୍ରରେ ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଏଭଳି ଜଘନ୍ୟ କାଣ୍ଡ ଘଟିଛି ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକରେ। ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ଶିଶୁଣ୍ଡା…
Read More...

ସପ୍ତାହାନ୍ତ ସଟଡାଉନରେ ଘଣ୍ଟାଏ କୋହଳ

ଭୁବନେଶ୍ବର: ଆସନ୍ତାକାଲିଠାରୁ ସାରା ରାଜ୍ୟରେ ଆରମ୍ଭ ହେଉଛି ସପ୍ତାହାନ୍ତ ସଟ୍‌ଡାଉନ୍‌। ସମସ୍ତ ସହରାଞ୍ଚଳରେ ଶନିବାର ଓ ରବିବାର ସଟ୍‌ଡାଉନ୍‌। ତେବେ ଉଭୟ ଦିନ ସକାଳେ ଘଣ୍ଟାଏ ଲେଖାଏଁ କୋହଳ ମିଳିବ ବୋଲି ଶୁକ୍ରବାର…
Read More...

ମୋଦୀଙ୍କୁ କେଜ୍ରିୱାଲଙ୍କ ନିବେଦନ: କଠୋର ପଦକ୍ଷେପ ନିଅନ୍ତୁ, ବିମାନରେ ଆଣନ୍ତୁ ଅକ୍ସିଜେନ୍‍, ପ୍ଲାଣ୍ଟରେ ନିୟୋଜିତ…

ନୂଆଦିଲ୍ଲୀ: କରୋନା ମହାମାରୀର ପ୍ରକୋପରେ ଏବେ ସାରା ଦେଶରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଦିଲ୍ଲୀ ସମେତ ଅନେକ ରାଜ୍ୟର ହସ୍ପିଟାଲଗୁଡ଼ିକରେ ଅକ୍ସିଜେନର ଅଭାବ ଦେଖାଦେଇଛି। ସ୍ଥିତିକୁ ଦୃଷ୍ଟିରେ ରଖି…
Read More...

ହରଭଙ୍ଗାରୁ ୨ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା ଛୁଇଁଲା ୨୫

ହରଭଙ୍ଗା: ବୌଦ୍ଧ ଜିଲ୍ଲାରୁ ଗତ ୨୪ ଘଣ୍ଟା ମଧ୍ୟରେ ୨୦ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ହରଭଙ୍ଗା ବ୍ଲକ ହରଭଙ୍ଗା ପଞ୍ଚାୟତର ଅର୍ଖପଦରରୁ ଜଣେ, ଲୁଣିବାହାଲରୁ ଜଣେ ମୋଟ ୨ଜଣ ନୂଆ…
Read More...

ବାହାର ରାଜ୍ୟ ଫେରନ୍ତାଙ୍କୁ ଟିଏମସି ବାଧ୍ୟତାମୂଳକ, ନାକା ଚେକ୍ କଡ଼ାକଡ଼ି

ଜି.ଉଦୟଗିରି : ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣର ପ୍ରଭାବ ଦିନକୁ ଦିନ ବଢୁଥିବା ବେଳେ ଜିଲ୍ଲା ପ୍ରଶାସନର ନିର୍ଦେଶକ୍ରମେ ସ୍ଥାନୀୟ ବ୍ଲକ ଓ ତହସିଲ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିପାଇଁ ଗଞ୍ଜାମ…
Read More...

ଅତାବିରାରେ କରୋନା ସ୍ଥିତି ଅଣାୟତ୍ତ: ୧୧୭ ସଂକ୍ରମିତ, ତିନି ମୃତ

ରେଙ୍ଗାଲି କ୍ୟାମ୍ପ : ଅତାବିରାରେ କରୋନା ସଂକ୍ରମଣ ଦିନକୁ ଦିନ ଉଦବେଗଜନକ ହେଉଛି। କରୋନା ସଂକ୍ରମଣ ଅଞ୍ଚଳରେ ଚିନ୍ତାର ବିଷୟ ପାଲଟିଛି। ଏନ୍ଏସିରେ ୱାର୍ଡ ନମ୍ବର ୧ରେ ଜଣେ ପୁରୁଷ(୫୨)ଙ୍କ କରୋନାରେ ମୃତ୍ୟୁ ହୋଇଥିବା…
Read More...

ପୁଣି ଘୁଞ୍ଚିଲା ପିପିଲି ଉପ-ନିର୍ବାଚନ ତାରିଖ; ମେ’ ୧୩ ବଦଳରେ ୧୬ରେ ଭୋଟ୍‌ ଗ୍ରହଣ

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ତାରିଖରେ ପୁଣିଥରେ ପରିବର୍ତ୍ତନ କରାଯାଇଛି। ମେ’ ୧୩ ପରିବର୍ତ୍ତେ ମେ’ ୧୬ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ହେବ ଭୋଟ୍‌ ଗ୍ରହଣ। ୧୯ ତାରିଖରେ ହେବ ଭୋଟ ଗଣତି । ୧୩ ତାରିଖରେ…
Read More...

ବଜ୍ରପାତରେ ଜଣେ ମୃତ

ଝୁମ୍ପୁରା: ଝମ୍ପୁରା ବ୍ଲକ ଟୁକୁଡିହା ପଞ୍ଚାୟତର ବର୍ହାପଶି ଗ୍ରାମରେ ଗୁରୁବାର ସକାଳୁ ଜଣେ ବ୍ୟକ୍ତିଙ୍କର ବଜ୍ରପାତରେ ମୃତ୍ୟୁ ଘଟିଛି। ବର୍ହାପଶି ଗ୍ରାମ ହୁକୁମଚାନ୍ଦ ମହାନ୍ତ(୬୫) ସକାଳୁ ବିଛଣାରୁ ଉଠି ଘରଠାରୁ ଅଳ୍ପ…
Read More...

ଦ୍ବନ୍ଦ୍ବରେ ନ ରହି ପାଠପଢାରେ ମନୋନିବେଶ କରନ୍ତୁ +୨ ଛାତ୍ରଛାତ୍ରୀ, ପରୀକ୍ଷା ନେଇ ଜୁନରେ ହିଁ ନିଷ୍ପତ୍ତି : ସମୀର ଦାଶ

ଭୁବନେଶ୍ୱର: ଛାତ୍ରଛାତ୍ରୀ ଦ୍ବନ୍ଦ୍ବରେ ରହିବାର କିଛି କାରଣ ନାହିଁ। ଏବେ କବେଳ ପାଠପଢାରେ ମନୋନିବେଶ କରନ୍ତୁ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଅନୁଯାୟୀ ଜୁନ୍‌ ମାସ ପ୍ରଥମ ସପ୍ତାହରେ ସ୍ଥିତି ଦେଖି ପରୀକ୍ଷା ହେବ କି…
Read More...

କୁକୁର ପଲଙ୍କ ଆକ୍ରମଣରେ ଶିଶୁ ଗୁରୁତର

ତେଲକୋଇ : ତେଲକୋଇ ଥାନା ଅନ୍ତର୍ଗତ ଜଗମୋହନପୁର ପଞ୍ଚାୟତ ଟୁଙ୍ଗୁରୁ ବାହାଳ ଗାଁର ଆଟପୁର(ଭୂୟାଁ ସାହି)ରେ କୁକୁର ପଲଙ୍କ ଆକ୍ରମଣରେ ଜଣେ ଶିଶୁ ଗୁରୁତର ହୋଇଛି। ଗୁରୁତର ଶିଶୁଟି ଲୋଚନ ଦେହୁରୀଙ୍କ ଝିଅ ଶୁଭସ୍ମିତା…
Read More...

ଏମକେସିଜି ମେଡିକାଲରେ ବିରଳ ଶିଶୁ ଜନ୍ମ

ବ୍ରହ୍ମପୁର: ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଜନ୍ମ ହୋଇଛି ଏକ ବିରଳ ଶିଶୁ। ଶିଶୁଟି ଗତ କାଲି ରାତି ୨ ଟା ବେଳେ ଜନ୍ମ ହୋଇଥିବା ବେଳେ ତାକୁ ଆଇସିୟୁ ଭିତରେ ରଖି ଚିକିତ୍ସା କରାଯାଉଛି। ତେବେ ଶିଶୁର ଶରୀରଟି…
Read More...

+୨ ପରୀକ୍ଷା ବାତିଲ ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ଭୁବନେଶ୍ବର: ମାଟ୍ରିକ୍‌ ବୋର୍ଡ଼ ପରୀକ୍ଷା ବାତିଲ କଲ, ତେବେ ଆମକୁ କାହିଁକି ଦ୍ବନ୍ଦ୍ବରେ ରଖି ସମସ୍ୟାରେ ପକାଉଛ। ଆମ ପରୀକ୍ଷାକୁ ମଧ୍ୟ ବାତିଲ କରାଯାଉ। ଏଭଳି ଦାବିରେ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି +୨…
Read More...

ଟିଏମସି ସେଣ୍ଟର ପରିଦର୍ଶନ କଲେ ଜିଲ୍ଲାପାଳ

ହରଭଙ୍ଗା: କରୋନାର ଦ୍ରୁତ ସଂକ୍ରମଣ ବର୍ତମାନ ସମସ୍ତଙ୍କ ଚିନ୍ତା ବଢାଇଛି। ଦୈନିକ ସଂକ୍ରମଣର ଉପରମୁହାଁ ସାଙ୍ଗକୁ ଆଗକୁ ଫେରନ୍ତା ପ୍ରବାସୀଙ୍କ ଥଇଥାନ ପାଇଁ ବୌଦ୍ଧ ଜିଲ୍ଲାପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ…
Read More...

ପଦାରେ ପଡ଼ିଲା ଏମକେସିଜି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ ସମ୍ପାଦକଙ୍କ କଳା କାରନାମା

ମୋହନା: ସ୍ଥାନୀୟ ଜନସାଧାରଣଙ୍କ ଉଦ୍ୟମରେ ୧୯୯୩ ମସିହାରେ ମୋହନାଠାରେ ପ୍ରତିଷ୍ଠିତ ହୋଇଥିଲା ଗଜପତି ଜିଲ୍ଲାର ଏକମାତ୍ର ଦିବ୍ୟାଙ୍ଗ ବିଦ୍ୟାଳୟ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ। ଏଠାରେ…
Read More...

କେବଳ ସୀମାନ୍ତ ନୁହେଁ, କଳାହାଣ୍ଡିର ହଜାର ହଜାର ଏକର ଜମିରେ ଆନ୍ଧ୍ର ଚାଷୀଙ୍କ ମାଲିକାନା

ଲାଞ୍ଜିଗଡ: ଓଡ଼ିଶାର ସୀମାନ୍ତ ଗାଁଗୁଡ଼ିକରେ ଆନ୍ଧ୍ରର କବଜା ଓ ଦାଦାଗିରି ତଥା ନାଲିଆଖି ନେଇ ସାରା ରାଜ୍ୟରେ ଉଠିବା ପଡ଼ିବା ସ୍ଥିତ ଦେଖାଦେଇଛି। ଏପରିକି କୋଟିଆ ଭଳି ଗାଁରେ ପଶି ଆସି ଆନ୍ଧ୍ର ସରକାର ନିର୍ମାଣ କାର୍ଯ୍ୟ,…
Read More...

ରାଜେନ୍ଦ୍ରପୁରଠାରେ ଆଇଟିଡିଏ ପକ୍ଷରୁ କୃଷି ଯନ୍ତ୍ରପାତି ବଣ୍ଟନ ଓ ପ୍ରଶିକ୍ଷଣ ଶିବିର

ଲାଞ୍ଜିଗଡ: ଲାଞ୍ଜିଗଡ ବ୍ଲକ ବନ୍ଧପରି ପଞ୍ଚାୟତ ରାଜେନ୍ଦ୍ରପୁରଠାରେ ଆଇଟିଡିଏ ଥୁଆମୂଳରାମପୁର 'ମିଶନ ଜୀବିକା' ଆନୁକୂଲ୍ୟରେ କୃଷି ଯନ୍ତ୍ରପାତି ବଣ୍ଟନ ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ…
Read More...

ଦୁଇବର୍ଷ ହେଲା ଉଦ୍ୟାନ ଚାଷୀଙ୍କୁ ମିଳିନି ସବସିଡି ସହାୟତା

ଲାଞ୍ଜିଗଡ: ସରକାର ଚାଷ ଓ ଚାଷୀଙ୍କୁ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଯୋଗାଇଦେବା ସହିତ ସେମାନଙ୍କୁ ଚାଷପ୍ରତି ଆଗ୍ରହ ପ୍ରକାଶ ପାଇଁ ପ୍ରଯତ୍ନ କରୁଛନ୍ତି। ତେବେ ଗତ ଦୁଇବର୍ଷ ହେଲା ସରକାରଙ୍କ ଉଦ୍ୟାନ ବିଭାଗର ସହାୟତାରେ…
Read More...

ଆଟ ଓ ମାଲ କିସମ ଜମିରେ ଉତ୍ପାଦିତ ଧାନକୁ ମଣ୍ଡିରେ ବିକ୍ରି ପାଇଁ ବିଧାୟକଙ୍କୁ ଚାଷୀଙ୍କ ଦାବି ପତ୍ର 

ମୁଖୀଗୁଡା: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକର ଚାଷୀମାନେ ରବି ଧାନ ବିକ୍ରି ନେଇ ଆଶଙ୍କାରେ ରହିଛନ୍ତି। କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକର ଇନ୍ଦ୍ରାବତୀ ଜଳସେଚିତ ଅଂଚଳରେ ଚଳିତ ରବି ୠତୁରେ ଆଟ ଓ ମାଲ କିସମ ଜମିରେ…
Read More...

କୁକୁରଙ୍କ ପାଇଁ ଅଫିସର ର‍୍ୟାଙ୍କର ଚାକିରୀ: ଦରମା ୧୫ ଲକ୍ଷ ଟଙ୍କା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: କରୋନା ପାଇଁ ବିଶ୍ୱ ଅର୍ଥନୀତି ବର୍ତ୍ତମାନ ସମୟରେ ସଙ୍କଟ ଦେଇ ଗତି କରୁଛି ଏବଂ କୋଟି କୋଟି ଲୋକଙ୍କ ଚାକିରୀ ବିପଦରେ ରହିଛି। ଏଭଳି ପରିସ୍ଥିତିରେ ଏକ କମ୍ପାନୀ କୁକୁରଙ୍କ ପାଇଁ ଚାକିରୀ ସୁଯୋଗ ଆଣିଛି,…
Read More...

ଅଗ୍ନିକାଣ୍ଡରେ ୨ବଖରା ଘର ଭସ୍ମୀଭୂତ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଧଳପୁର ପଞ୍ଚାୟତ ଜବଲପୁର ଗ୍ରାମରେ ବୁଧୁବାର ସକାଳେ ଅଗ୍ନିକାଣ୍ଡ ଘଟି ସଂଜୀବ ଦୀପଙ୍କ ଦୁଇ ବଖରା ଚାଳଘର ଜଳିପୋଡି ପାଉଁଶ ହୋଇଯାଇଛି। ଖବର ପାଇ ହରଭଙ୍ଗା ଦମକଳ…
Read More...

ରେକର୍ଡ଼ ସୃଷ୍ଟି କଲା ଇମରାନ୍‍ ହାଶମୀଙ୍କ ଗୀତ ‘ଲୁଟ୍‍ ଗୟେ’

ନୂଆଦିଲ୍ଲୀ: ବଲିଉଡ଼ ଅଭିନେତା ଇମରାନ ହାଶମୀ ଅଭିନୀତ ଗୀତ ‘ଲୁଟ୍‍ ଗୟେ’ ରେକର୍ଡ଼ ସୃଷ୍ଟି କରିଛି। ରିଲିଜ୍‍ ହେବାର ପ୍ରାୟ ୬୦ ଦିନ ମଧ୍ୟରେ ଏହି ଗୀତକୁ ୫୦୦ ମିଲିୟନ ଲୋକ ଦେଖି ସାରିଲେଣି। ଗୀତକୁ କଣ୍ଠଶିଳ୍ପୀ ଜୁବିନ୍‍…
Read More...

ନୂତନ ଯାତ୍ରୀ ବିଶ୍ରାମଗାର ଉଦଘାଟିତ 

ନର୍ଲା: ତୁଳାପଡା ନୂତନ ଯାତ୍ରୀ ବିଶ୍ରାମଗାରକୁ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି ବୁଧବାର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଛନ୍ତି। ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ସରପଞ୍ଚ ଲେମ୍ବୁ…
Read More...

ଜେଲକୁ ଡ୍ରଗ୍ସ ଚାଲାଣ କରୁଥିଲା ବିଲେଇ; ଧରିଲା ପ୍ରଶାସନ

ନୂଆଦିଲ୍ଲୀ: ଡ୍ରଗ୍ସ ଚୋରା ଚାଲାଣ ପାଇଁ ଚାଲାଣକାରୀମାନେ ବିଭିନ୍ନ ପନ୍ଥା ଆପଣାଇ ଥାଆନ୍ତି। ସେମାନଙ୍କର ବେଆଇନ ସାମଗ୍ରୀକୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ଭିନ୍ନ ତଥା ଅଦ୍ଭୁତ ମାଧ୍ୟମର ସାହାଯ୍ୟ ନେଇଥାଆନ୍ତି। ଏଭଳି ଏକ…
Read More...

ମାହାଙ୍ଗାର ଗୋଚର ଦଣ୍ଡା ନଦୀ କେନାଲ ବନ୍ଧରୁ ବେଆଇନ ଭାବେ ତଡ଼ା ଚାଲିଛି ମାଟି, ମାଫିଆ ସକ୍ରିୟ

ମାହାଙ୍ଗା: ମାହାଙ୍ଗା ତହସିଲ ଅଞ୍ଚଳରେ ନିୟମିତ ଭାବେ ମାଟି ମାଫିଆମାନେ ବେଆଇନ ଭାବେ ଗୋଚର ଦଣ୍ଡା ନଦୀ କେନାଲ ବନ୍ଧ ମାଟି ତାଡି ହଜାର ହଜାର ଟ୍ରିପ ଚାଲାଣ କରୁଛନ୍ତି। ପଚାରିଲେ ଆମେ ତହସିଲରୁ ଟଙ୍କା ଦେଇ ପାଉତି କାଟି…
Read More...

ସମ୍ବଲପୁର ବିଶ୍ବଵିଦ୍ୟାଳୟ ଠିକା କର୍ମଚାରୀଙ୍କ ଆତ୍ମାହୁତି ଉଦ୍ୟମ

ବୁର୍ଲା: ସମ୍ବଲପୁର ବିଶ୍ବବିଦ୍ୟାଳୟର ଜଣେ ଠିକା କର୍ମଚାରୀ ମଙ୍ଗଳବାର ଆତ୍ମାହୁତି ଉଦ୍ୟମ କରିଛନ୍ତି। ଦିନଵନ୍ଧୁ ମିଶ୍ର ନାମକ ଏହି କର୍ମଚାରୀ ବିଶ୍ବବିଦ୍ୟାଳୟ କୋଠା ମଧ୍ୟରେ କୁଳପତି ପ୍ରଫେସର ସଞ୍ଜୀଵ ମିତ୍ତଲଙ୍କ ସହିତ…
Read More...

ଓଡ଼ିଶାରେ ପହଞ୍ଚିଲା ୧ ଲକ୍ଷ ଡୋଜ୍‌ ଟିକା

ଭୁବନେଶ୍ବର: ଓଡ଼ିଶାରେ ପହଞ୍ଚିଲା ୧ ଲକ୍ଷ ଡୋଜ୍‌ ଟିକା। ମଙ୍ଗଳବାର ବିମାନ ଯୋଗେ ଭୁବନେଶ୍ବର ବିମାନବନ୍ଦରରେ ଆସି ପହଞ୍ଚିଛି ୧ ଲକ୍ଷ ଡୋଜ୍‌ କୋଭିସିଲ୍ଡ ଟିକା। ଏହି ଟିକା ପହଞ୍ଚିବା ପରେ ରାଜ୍ୟରେ ଦେଖା ଦେଇଥିବା…
Read More...

ରାଜଧାନୀରେ ପୁଣି ଶ୍ରଦ୍ଧାଳୁଙ୍କୁ ଧାର୍ମାନୁଷ୍ଠାନ ମନା

ଭୁବନେଶ୍ବର: ରାଜଧାନୀରେ ପୁଣି ଭକ୍ତଙ୍କ ପାଇଁ ଧର୍ମାନୁଷ୍ଠାନ ମନା। ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଗତବର୍ଷ ଭଳି ମନ୍ଦିର,…
Read More...

ତ୍ୱରିତ ପଦକ୍ଷେପ ପାଇଁ ବଞ୍ଚିଗଲା ମୂଲ୍ୟବାନ ଜଙ୍ଗଲ ସମ୍ପଦ

ବ୍ରଜରାଜନଗର: ଚଳିତ ବର୍ଷ ଫଗୁଣ ନ ଆସୁଣୁ ଓଡ଼ିଶାର ସବୁ ଜଙ୍ଗଲ ହୁତୁ ହୁତୁ ହୋଇ ଜଳିଲା। ହଜାର ହଜାର ହେକ୍ଟର ମୂଲ୍ୟବାନ ଜଙ୍ଗଲ ସମ୍ପଦ ପାଉଁଶରେ ପରିଣତ ହୋଇଗଲା। କେତେ ଜଙ୍ଗଲ, ଜୀବଜନ୍ତୁ, ପଶୁପକ୍ଷୀ ବନାଗ୍ନିରେ…
Read More...

ଟ୍ରେନ ଭିତରୁ ସୁରଟ ଫେରନ୍ତାଙ୍କ ମୃତଦେହ ଉଦ୍ଧାର, କରୋନାରେ ମୃତ୍ୟୁ ଆଶଙ୍କା

ବ୍ରହ୍ମପୁର: ବ୍ରହ୍ମପୁର ରେଳ ଷ୍ଟେସନରୁ ମଙ୍ଗଳବାର ଭୋର ସମୟରେ ଅହମ୍ମଦବାଦ-ପୁରୀ ଟ୍ରେନରୁ ଜଣେ ସୁରଟ ଫେରନ୍ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳର ବୋଲି ପ୍ରାଥମିକ…
Read More...

ବିଧାୟକଙ୍କ ଘରେ ଫସିଲା ଢ଼ମଣା

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ବଦ୍ରୀ ନାରାୟଣ ପାତ୍ରଙ୍କ ରାଜଭବନ ନିକଟସ୍ଥ ସରକାରୀ ବାସଭବନରେ ଥିବା ଆଉଟ ହାଉସର ଲୁହା ପାଇପ ଖୁଣ୍ଟ ଭିତରେ ଏକ ୪ ଫୁଟ ଲମ୍ବର ଢ଼ମଣା ସାପ ଫସି ଯାଇଥିଲା।…
Read More...

ମାଜୁମାହା ଚର୍ଚ୍ଚ ପାଖ କବରସ୍ଥାନ ପାଇଁ ଲାଗିଥିବା ବିବାଦର ସ୍ଥାୟୀ ସମାଧାନ

ଜି.ଉଦୟଗିରି : ଜି.ଉଦୟଗିରି ପଞ୍ଚାୟତ ସମିତି ଅନ୍ତର୍ଗତ କତିଙ୍ଗିଆ ସ୍ଥିତ ମାଜୁମାହାଠାରେ ଥିବା ଚର୍ଚ୍ଚ ପାଖ କବରସ୍ଥାନକୁ ନେଇ ବାରମ୍ବାର ହୋଇ ଆସୁଥିବା ବିବାଦର ଜି.ଉଦୟଗିରି ତହସିଲଦାର ଅବିନାଶ ମାହାରଙ୍କ ଅସୀମ…
Read More...

କରୋନା ପାଇଁ ନବରଙ୍ଗପୁରରେ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ପାଇଁ ଜିଲାପାଳଙ୍କୁ ଲିଖିତ ଜଣାଇଲା ବିଏମ୍‍ଏସ

ନବରଙ୍ଗପୁର: ନବରଙ୍ଗପୁର ଜିଲାରେ ମହାମାରୀ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଜିଲାରେ କାର୍ଯ୍ୟରତ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ବନ୍ଦ କରିବାକୁ ଭାରତୀୟ ମଜଦୂର ସଂଘ(ବିଏମଏସ ) ପକ୍ଷରୁ ଜିଲାପାଳଙ୍କୁ ଲିଖିତ…
Read More...

ପିସି ମାଗି ହରଡ଼ଘଣାରେ ପ୍ରଧାନ ଶିକ୍ଷୟିତ୍ରୀ 

ନବରଙ୍ଗପୁର: ପର୍ସେଣ୍ଟେଜ୍‌ ମାଗି ଜଣେ ପ୍ରଧାନ ଶିକ୍ଷୟିତ୍ରୀ ଏବେ ହରଡ଼ ଘଣାରେ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକରେ। ନବରଙ୍ଗପୁର ଜିଲ୍ଲାରେ ଜଣେ ପ୍ରଧାନ ଶିକ୍ଷୟିତ୍ରୀଙ୍କ…
Read More...

ତିନି ମହଲା ବିଶିଷ୍ଟ ନୂତନ ନବରଙ୍ଗପୁର ଜିଲା ଅଦାଲତ ଅଟ୍ଟାଳିକା ଉଦ୍‍ଘାଟିତ

ନବରଙ୍ଗପୁର: ନବରଙ୍ଗପୁରଠାରେ ବହୁ ପ୍ରତୀକ୍ଷିତ ୨୨କୋଟି ମୂଲ୍ୟର ତିନିି ମହଲା ବିଶିଷ୍ଟ ଅତି ସୁନ୍ଦର ଜିଲା ଓ ଦୈାରାଜଜ୍‍ ଅଦାଲତ କମ୍‌ପ୍ଲେକ୍ସ କୋଠା ଉଦ୍‍ଘାଟିତ ହୋଇଯାଇଛି। ଭର୍ଚୁଆଲ ମାଧ୍ୟମରେ ଓଡ଼ିଶା ହାଇକୋର୍ଟର…
Read More...

ଠଣାପଲ୍ଲୀରେ କରୋନା ସଚେତନତା କାର୍ଯ୍ୟକ୍ରମ 

ବେଗୁନିଆ: ବେଗୁନିଆ ଥାନା ଅନ୍ତର୍ଗତ ଠଣାପଲ୍ଲୀ ଗ୍ରାମର ବାଲୁଙ୍କେଶ୍ୱର ଯୁବ କଳାପରିଷଦ ଦ୍ୱାରା ଆୟୋଜିତ ଏକ ସଭାରେ କରୋନା ପାଇଁ ବିଭିନ୍ନ ସତର୍କତା ମୂଳକ ପଦକ୍ଷେପ ଉପରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ…
Read More...

ଆର୍‌ଡି ରାସ୍ତାର ଗୁମର କଥା… ନ କହିଲେ କୂଳ ଭାସି ଯାଉଛି

ରେଙ୍ଗାଲିକ୍ୟାମ୍ପ : ଓଡ଼ିଶାର ଭାତହାଣ୍ଡି ଭାବେ ପରିଚିତ ବରଗଡ଼ ଜିଲ୍ଲାର ଅତାବିରା କୃଷି ପ୍ରଧାନ ଅଞ୍ଚଳ ଭାବେ ବେଶ ପରିଚିତ। ୨୪ଟି ପଞ୍ଚାୟତ ଓ ୧୨ଟି ୱାର୍ଡ ବିଶିଷ୍ଟ ଏନଏସିକୁ ନେଇ ଏହା ଗଠିତ। ଅଞ୍ଚଳର ଲୋକଙ୍କ…
Read More...

ସତ୍ୟବାଦୀରେ ବିଜୁ ପଟ୍ଟନାୟକଙ୍କ ୨୪ତମ ଶ୍ରାଦ୍ଧ ଦିବସ ପାଳିତ

ସାକ୍ଷୀଗୋପାଳ: ପ୍ରବାଦ ପୁରୁଷ, ବିଶିଷ୍ଟ ଜନ ନାୟକ, ଦୁର୍ଦ୍ଦଷ ବିମାନ ଚାଳକ, ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୪ତମ ଶ୍ରାଦ୍ଧ ଦିବସ ସ୍ଥାନୀୟ ସତ୍ୟବାଦୀ ବ୍ଲକ…
Read More...

କରୋନା କବଳରେ ସୋନୁ ସୁଦ୍‌: କହିଲେ- ଚିନ୍ତା କରନ୍ତୁ ନାହିଁ, ଆପଣମାନଙ୍କ ସହାୟତା ପାଇଁ ଏବେ ଅଧିକ ସମୟ ମିଳିଲା

ମୁମ୍ବଇ: ଅଭିନେତା ସୋନୁ ସୁଦ୍‌ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଛନ୍ତି। ଏନେଇ ସାମାଜିକ ଗଣମାଧ୍ୟମ ଜରିଆରେ ନିଜେ ସୋନୁ ସୂଚନା ଦେଇଛନ୍ତି। ସେ ଏବେ ହୋମ୍‌ କ୍ବାରେଣ୍ଟାଇନରେ ଅଛନ୍ତି। ସେ କରୋନା ସଂକ୍ରମିତ ହେବା…
Read More...

ପଶ୍ଚିମବଙ୍ଗ: ପଞ୍ଚମ ପର୍ଯ୍ୟାୟ ମତଦାନରେ ବି ହିଂସା, ବୁଥ୍ ଉପରେ ବୋମା ମାଡ଼ 

କଲକତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ ଶନିବାର ପଞ୍ଚମ ପର୍ଯ୍ୟାୟ ମତଦାନ ଚାଲିଛି। ମାତ୍ର ଇତି ମଧ୍ୟରେ ଏଠାରୁ ପୁଣି ରାଜନୈତିକ ହିଂସାର ଖବର ସାମ୍ନାକୁ ଆସିଛି। କରୋନା ମହାମାରୀ ସମୟରେ ରାଜ୍ୟରେ ମତଦାନକୁ…
Read More...

ପରଲୋକରେ ଲୋକପ୍ରିୟ ତାମିଲ ଅଭିନେତା ବିବେକ

ନୂଆଦିଲ୍ଲୀ: ଲୋକପ୍ରିୟ ତାମିଲ ଅଭିନେତା ବିବେକଙ୍କର ଶନିବାର ସକାଳେ ଚେନ୍ନାଇସ୍ଥିତ ଏକ ଡାକ୍ତରଖାନାରେ ପରଲୋକ ଘଟିଛି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଶୁକ୍ରବାର ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।…
Read More...

କରୋନା କଟକଣାକୁ ମାନୁନାହାନ୍ତି ଲୋକେ, ବ୍ଲକ ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଶୁନ 

ବେଗୁନିଆ : ସାରା ବିଶ୍ୱ କରୋନା ମହାମାରୀ କବଳରେ ରହିଥିବାବେଳେ ଏହା ପୁଣିଥରେ ଆମ ଦେଶରେ ଘାତକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆହୁରି ଅଧିକ ସଂକ୍ରାମକ ହୋଇଥିବାରୁ ପୂର୍ବାପେକ୍ଷା କଟକଣା ଅଧିକ ଶକ୍ତ କରାଯିବାର…
Read More...

ବଲାଙ୍ଗୀର ଜିଲାପାଳଙ୍କ ଟିଟିଲାଗଡ଼ ଗସ୍ତ

ଟିଟିଲାଗଡ଼: ଗୋଟିଏ ପଟରେ ଉତ୍ତପ୍ତ ସହର ଭାବରେ ପରିଗଣିତ ଟିଟିଲାଗଡରେ ପାନୀୟ ଜଳର ସଂକଟ ସାଙ୍ଗକୁ ବର୍ତ୍ତମାନ କରୋନା ତାତି। ଏନେଇ ଚଳିତ ମାସ ପଞ୍ଚମ ଥର ପାଇଁ ବଲାଙ୍ଗୀର ଜିଲାପାଳ ଚଞ୍ଚଳ ରାଣା ଶୁକ୍ରବାର ଟିଟିଲାଗଡ…
Read More...

ନାଗ ପାଟିରେ ଫେଭିକଲ ଅଠା, ଦୀର୍ଘ ଏକ ଘଣ୍ଟା ଅପରେସନ ପରେ ଖୋଲିଲା ସାପର ପାଟି

ଭୁବନେଶ୍ୱର: ଏକ ନାଗ ସାପର ପାଟିରେ ଫେଭିକଲ୍‌ ଅଠା ଲଗାଯାଇଛି। କେବଳ ସେତିକି ନୁହେଁ ତାର ଲାଙ୍ଗୁଡ଼ ଧରି ଘୋଷାଡ଼ି ଘୋଷାଡ଼ି ଆଣି ରାସ୍ତା ଉପରେ ଫୋପାଡ଼ିଦେଲେ। ଏଭଳି ଅମାନବୀୟ ଘଟଣା ଘଟିଛି ପୁରୁଣା ଭୁବନେଶ୍ୱରର ରଥ…
Read More...

ସୁନ୍ଦରଗଡ଼ର ୨ ବିଜେଡ଼ି ନେତା ଦଳରୁ ବହିଷ୍କୃତ

ଭୁବନେଶ୍ବର: ଦଳରୁ ବହିଷ୍କୃତ ହୋଇଛନ୍ତି ସୁନ୍ଦରଗଡ଼ର ଦୁଇ ବିଜେଡ଼ି ନେତା। ଶୁକ୍ରବାର ଦଳ ବିରୋଧୀ କାର୍ଯ୍ୟ ପାଇଁ ଅମରେଶ ପଣ୍ଡା ଓ ବିନୟ ପଣ୍ଡାଙ୍କୁ ବହିଷ୍କାର କରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ। ଏନେଇ…
Read More...

ସ୍ବର୍ଗତ ଅଜିତ ମଙ୍ଗରାଜଙ୍କ ପରିବାର ସହ କଥା ହୋଇ ସମବେଦନା ଜଣାଇଲେ ରାହୁଲ

ପିପିଲି: ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟିର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଶୁକ୍ରବାର ସ୍ବର୍ଗତ ଅଜିତ ମଙ୍ଗରାଜଙ୍କ ଧର୍ମପତ୍ନୀ ବନ୍ଦନା ମଙ୍ଗରାଜ, ୨ ପୁଅ ଅଭିଳାଷ ଓ ଆଶୁତୋଷଙ୍କ ସହ ଫୋନରେ କଥା ହୋଇଛନ୍ତି। ସ୍ବର୍ଗତ…
Read More...

ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଜଳଛତ୍ର ପ୍ରକଳ୍ପର ଶୁଭାରମ୍ଭ

ରେଙ୍ଗାଲି କ୍ୟାମ୍ପ : ଅତାବିରା ବ୍ଲକ ପୋଡବାଡ଼ିଠାରେ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ଓ ମେହେର ମୋବାଇଲ୍ ତରଫରୁ ଆଜି ପୋଡବାଡି ଛକଠାରେ ଜଳଛତ୍ରର ଶୁଭାରମ୍ଭ ହୋଇଯାଇଛି। ପ୍ରତି ପଞ୍ଚାୟତରେ ରାଜ୍ୟ…
Read More...

ଭିଜିଲାନ୍ସ ହାତରେ ଧରାପଡ଼ିଲେ ଛାଣିପୁର ହାଇସ୍କୁଲ କିରାଣୀ

ସାଲେପୁର: ବିଜ୍ଞାନ ପ୍ରକଳ୍ପ ବାବଦରେ ମିଳିଥିବା ଟଙ୍କାରୁ ୪ହଜାର ଟଙ୍କା ଛାଣିପୁର ହାଇସ୍କୁଲର କିରାଣୀ ଅରୁଣ କୁମାର ପରିଡ଼ା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍ସ ଟିମ୍ ହାତରେ ଧରାପଡିଥିବା ଜଣାପଡିଛି। ସ୍ଥାନୀୟ…
Read More...

କରୋନାର କାଳଚକ୍ରରେ ଅତାବିରା, ଅର୍ଦ୍ଧ ଶତକରେ ପହଞ୍ଚିଲା ସଂକ୍ରମଣ

ରେଙ୍ଗାଲି କ୍ୟାମ୍ପ: କରୋନାର ଦ୍ଵିତୀୟ ଲହରୀର ଭୟାବହତା ଏବେ ତାର କାୟା ବିସ୍ତାର କରି ଚାଲିଛି । ଅତାବିରା ଅଞ୍ଚଳରେ ଧୀରେ ଧୀରେ ଅଣାୟତ୍ତ ହୋଇ ଗୁରୁତର ସ୍ଥିତି ଆଡ଼କୁ ବଢୁଛି ସଂକ୍ରମଣ। ବର୍ତ୍ତମାନ ସୁଦ୍ଧା ମିଳିଥିବା…
Read More...

ଲରମ୍ଭା ମହାବିଦ୍ୟାଳୟରେ ଏବିଭିପିର ନୂତନ କ୍ୟାମ୍ପସ କମିଟି ଚୟନ

ରେଙ୍ଗାଲି କ୍ୟାମ୍ପ : ବରଗଡ ଜିଲ୍ଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ଆଜି ଲରମ୍ଭା ମହାବିଦ୍ୟାଳୟର ବହୁ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଯିବା ସହ ନୂତନ କ୍ୟାମ୍ପସ କମିଟି ଗଠନ…
Read More...

ଉତ୍ତରପ୍ରଦେଶ: ପୁରା ରାଜ୍ୟରେ ରବିବାର ଲକ୍‍ଡାଉନ୍‍, ମାସ୍କ ନ ପିନ୍ଧିଲେ ପ୍ରଥମ ଥର ହଜାରେ ଦ୍ବିତୀୟ ଥର ୧୦ ହଜାର…

ଲକ୍ଷ୍ନୌ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ସରକାର ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏଣିକି ସାରା ରାଜ୍ୟରେ ରବିବାର ହେବ ଲକ୍‍ଡାଉନ୍‍। ଅତ୍ୟାବଶ୍ୟକ ସେବା ବ୍ୟତୀତ କେହି ବାହାରକୁ…
Read More...

ବିନା ହେଲମେଟରେ ସ୍କୁଟି ଚଲାଉଥିଲେ ବିଜେପି ନେତ୍ରୀ ; ଚାଲାଣ କାଟିବାରୁ ମହିଳା ଥାନା ସମ୍ମୁଖରେ ଧାରଣା

ମୁରାଦାବାଦ: ଉତ୍ତରପ୍ରଦେଶର ମୁରାଦାବାଦରେ ମହିଳା ଥାନା ସମ୍ମୁଖରେ ବିଜେପି ନେତ୍ରୀଙ୍କ ହେଲମେଟ ପାଇଁ ଚାଲାଣ କଟାଯିବାକୁ ନେଇ ହୋଇଛି ହଙ୍ଗାମା। ନେତ୍ରୀଜଣକ ଚାଲାଣ କାଟିଥିବା ଅଧିକାରୀଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ…
Read More...

ଅଜିତ ମଙ୍ଗରାଜଙ୍କ ବିୟୋଗରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଶୋକସଭା

ଭୁବନେଶ୍ୱର: ପୁରୀ ଜିଲ୍ଲା କଂଗ୍ରେସ କମିଟିର ସଭାପତି ତଥା ପିପିଲି ଉପନିର୍ବାଚନରେ କଂଗ୍ରେସ ଦଳର ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ଅକାଳ ବିୟୋଗରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଗଭୀର ଶୋକପ୍ରକାଶ କରାଯାଇ ଆଜି…
Read More...

ନଦୀରେ ବୁଡ଼ି ଭାଇ ଭଉଣୀ ମୃତ

ଭଦ୍ରକ: ଭଦ୍ରକ ଜିଲା ଧାମନଗର ବ୍ଲକ ସୋହଡା ପଞ୍ଚାୟତସ୍ଥିତ ବୈତରଣୀ ନଦୀରେ ବୁଡ଼ି ଗୁରୁବାର ଭାଇ ଭଉଣୀଙ୍କ ମୃତ୍ୟୁ ଘଟିଛି। ବୈତରଣୀ ନଦୀ ଭିତରେ ବ୍ରିଜ ପାଇଁ ଖୋଳା ଯାଇଥିବା ଗାତରେ ପଡ଼ି କଅଁଳ ଭାଇଭଉଣୀଙ୍କ ଜୀବନ…
Read More...

ପଞ୍ଜାବ ସରକାରଙ୍କ ବଡ଼ ଘୋଷଣା: ଏଥର ବିନା ପରୀକ୍ଷାରେ ପାସ୍‌ କରିବେ ମାଟ୍ରିକ୍‍ ଛାତ୍ରଛାତ୍ରୀ

ଚଣ୍ଡିଗଡ଼: ପଞ୍ଜାବରେ ବୃଦ୍ଧିପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୁରୁବାର ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଉଚ୍ଚାଧିକାରୀଙ୍କ ସହ ସମୀକ୍ଷା ବୈଠକ କରି ଏକ ବଡ଼ ଘୋଷଣା କରିଛନ୍ତି। ପଞ୍ଚମ, ଅଷ୍ଟମ ଓ…
Read More...

ସ୍ୱେରେଜ କାମ ବେଳେ ଅଘଟଣ: ଚାମ୍ବରରେ ଫସି ୨ ମୃତ, ଜଣେ ଗୁରୁତର

କଟକ: କଟକ ସ୍ଥିତ ସିଡିଏ ସେକ୍ଟର ୧୦ରେ ସ୍ୱେରେଜ ଲାଇନ୍ କାମ ଚାଲିଥିବା ବେଳେ ଗୁରୁବାର ଏକ ଅଘଟଣ ଘଟିଛି। ସ୍ୱେରେଜ ଚାମ୍ବରରେ ଫସି ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ଜଣକ କଟକ ବଡ଼…
Read More...

ନାସା ପ୍ରତିଯୋଗିତାରେ ଓଡ଼ିଆ ଛାତ୍ରଙ୍କ କମାଲ୍‌

ଗୁଣୁପୁର: ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ କରାଯାଇଥିବା ଏକ କୁଇଜ ପ୍ରତିଯୋଗିତାରେ ରାୟଗଡା ଜିଲ୍ଲା ଗୁଣୁପୁର ଉଠା ଜଳସେଚନ କଲୋନୀର ଯୁକ୍ତ ଦୁଇ ଛାତ୍ର ଜୟରାମ ଗୌଡ଼ ସଫଳତା ହାସଲ କରିଛନ୍ତି। ଅନଲାଇନରେ…
Read More...

ଦିଲ୍ଲୀରେ ସପ୍ତାହନ୍ତ କର୍ଫ୍ୟୁ, ଶୁକ୍ରବାର ରାତିରୁ ସୋମବାର ସକାଳ ଯାଏ ଲାଗୁ ହେବ କଟକଣା

ନୂଆଦିଲ୍ଲୀ: ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୁରୁବାର ଦିଲ୍ଲୀରେ ସପ୍ତାହନ୍ତ କର୍ଫ୍ୟୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ‌। ଉପରାଜ୍ୟପାଳ ଅନୀଲ ବୈଜଲଙ୍କ ସହ ଆଲୋଚନା ପରେ ଏନେଇ…
Read More...

ଅନ୍‌ଲାଇନ୍‌ ପରୀକ୍ଷା ଦାବି; ବିଭିନ୍ନ ସ୍ଥାନରେ ଧାରଣାରତ ଛାତ୍ରଛାତ୍ରୀ

ଭୁବନେଶ୍ବର: ଅନ୍‌ଲାଇନ୍‌ ପରୀକ୍ଷା ଦାବିରେ ଗୁରୁବାର ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଦେଖିବାକୁ ମିଳିଛି। ଭୁବନେଶ୍ବର ସ୍ଥିତ ବିଜେବି କଲେଜ ସମ୍ମୁଖରେ ଛାତ୍ରଛାତ୍ରୀମାନେ ଧାରଣାରେ ବସିଥିବା ବେଳେ…
Read More...

ବୁର୍ଲାରେ ହେବ ୫୨୫ ଶଯ୍ୟାର ୨ କୋଭିଡ ହସ୍ପିଟାଲ

ଵୁର୍ଲା: ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ବୁଧବାର ସମ୍ବଲପୁର ଏବଂ ରାଉରକେଲା ଗସ୍ତ କରି କରୋନା ସ୍ଥିତିର ସମୀକ୍ଷା କରିଛନ୍ତି। ଆଜି ସକାଳୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଜମାଦାରପାଲିରେ ଅବତରଣ କରି ବୁର୍ଲାରେ…
Read More...

ପରଲୋକରେ ପିପିଲି ଉପନିର୍ବାଚନ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜ

ପୁରୀ: ପିପିଲି ଉପ ନିର୍ବାଚନ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କର ବୁଧବାର ପରଲୋକ ଘଟିଛି। କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଥିଲେ ଶ୍ରୀ ମଙ୍ଗରାଜ। ଗତ ୧୦ ତାରିଖରେ ସେ…
Read More...

ମୁମ୍ବଇ: ୩୦୦ ଟଙ୍କାରେ ନକଲି କୋଭିଡ଼୍‍-୧୯ ନେଗେଟିଭ୍‍ ରିପୋର୍ଟ ଯୋଗାଇ ଦେଉଛନ୍ତି ଟ୍ରାଭେଲ୍‍ ଏଜେଣ୍ଟ

ମୁମ୍ବଇ: କରୋନା ମହାମାରୀ ପାଇଁ ମୁମ୍ବଇରେ କଟକଣା କଡ଼ାକଡ଼ି ହେବା ପରେ ଅନେକ ପ୍ରବାସୀ ଶ୍ରମିକ ପୁଣି ଗାଁ ମୁହାଁ ହୋଇଛନ୍ତି। ଅନେକ ରାଜ୍ୟରେ ବାହାର ରାଜ୍ୟ ଫେରନ୍ତାଙ୍କ ପାଇଁ କୋଭିଡ଼୍‍ ଆର୍‍ଟିପିସିଆର୍‍ ନେଗେଟିଭ୍‍…
Read More...

କାହ୍ନା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଖାଦ୍ୟ ଓ ବସ୍ତ୍ର ବଣ୍ଟନ

ବ୍ରହ୍ମପୁର: ଆଜି ମହାବିଷୁବ ସଂକ୍ରାନ୍ତି, ହନୁମାନ ଜୟନ୍ତୀ ଏବଂ ଓଡ଼ିଆ ନବବର୍ଷ ଅବସରରେ ବ୍ରହ୍ମପୁର ସେବା ସଂଗଠନ କାହ୍ନା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏହି ଦିନକୁ ଅଭିନଵ ଢଙ୍ଗରେ ପାଳନ କରାଯାଇଛି। କୋର୍ଟପେଟା ସ୍ଥିତ…
Read More...

ପୁଣ୍ୟାତ୍ମା ଗୋପବନ୍ଧୁ ପୁସ୍ତକ ପର୍ଯ୍ୟଟକଙ୍କ ପାଇଁ ସୁଆଣ୍ଡୋରେ ରଖାଗଲା

ସୁଆଣ୍ଡୋ : ଭୁବନେଶ୍ବର ପୂର୍ଣ୍ଣାଙ୍ଗ ଉତ୍କଳ ଉନ୍ନୟନ ନ୍ୟାସୀ ମଣ୍ଡଳ ପକ୍ଷରୁ ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମମାଟି ସୁଆଣ୍ଡୋରେ ପୁଣ୍ୟାତ୍ମା ଗୋପବନ୍ଧୁ ପୁସ୍ତକ ରଖାଯାଇଛି। ଏହାର ମୂଲ୍ୟ ନାମମାତ୍ର ଦଶଟଙ୍କା ରହିଛି।…
Read More...

ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ମାମଲା, ହତ୍ୟା ଅଭିଯୋଗ ଆଣିଲେ ଯୁବତୀଙ୍କ ପରିବାର

https://youtu.be/K1lhXlyoLzE ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲା ବନହରପାଲି ଥାନା ଅନ୍ତର୍ଗତ ରେଙ୍ଗାଲି କିସାନପଡ଼ାରେ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର ମାମଲାରେ ଆସିଛି ନୂଆମୋଡ଼। ଯୁବକଙ୍କ ପରିବାର ଏହାକୁ ଏକ…
Read More...

ହାଇଦର ଫେରାର ଘଟଣା ; ସଭିଏଁ ନିଜ ବିଫଳତା ଲୁଚାଇବାରେ ବ୍ୟସ୍ତ 

ସମ୍ବଲପୁର: ଗ୍ୟାଙ୍ଗଷ୍ଟର ସେଖ୍‌ ହାଇଦର ଫେରାର ହେବାର ୩ ଦିନରୁ ଅଧିକ ସମୟ ବିତିଯିବା ସତ୍ୱେ ରାଜ୍ୟ ପୁଲିସ ଏ ପର୍ଯ୍ୟନ୍ତ ତାହାର କିଛି ସନ୍ଧାନ ପାଇପାରିନାହିଁ। ହାଇଦର ଭଳି ଜଣେ କୁଖ୍ୟାତ ଅପରାଧୀ ହସପିଟାଲରୁ…
Read More...

କୋଭିଡ଼ ନିୟମ ପାଳନରେ ପୁଲିସ ବ୍ୟସ୍ତତାର ସୁଯୋଗ ନେଇ ବଢୁଛି ଅପରାଧ

ସମ୍ବଲପୁର: କୋଭିଡ ନିୟମ ଓ ମୋଟର ଯାନ ନିୟମ ଲାଗୁ କରିବା ଏବଂ ଏହାର ଉଲ୍ଲଂଘନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ କରିବାକୁ ନେଇ ସମ୍ବଲପୁର ପୁଲିସ ଏବେ ବେଶ ଚଳଚଞ୍ଚଳ। ଗତ ଗୋଟିଏ ସପ୍ତାହ ମଧ୍ୟରେ ମାସ୍କ,…
Read More...

ମାସ୍କ ଯାଞ୍ଚ ଆଳରେ ଯୁବକଙ୍କୁ ପୁଲିସ ମାଡ଼ମାରିବା ଘଟଣା: ଫାଣ୍ଡି ଅଧିକାରୀ ଓ ହାବିଲଦାରଙ୍କ ଜିଲା ହେଡକ୍ୱାର୍ଟରକୁ…

ଆରଡି: ମାସ୍କ ଚେକିଂ ଆଳରେ ଆରଡ଼ି ପୀଠକୁ ବାବା ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ଆସିଥିବା ଯାଜପୁର ଜିଲା ମଙ୍ଗଳପୁର ଥାନା ଅରଦାଳୁଆ ଗାଁର ପ୍ରଦୀପ ମଇକାପଙ୍କ ୨ପୁଅ ଶୁଭରଞ୍ଜନ ଓ ସୌମ୍ୟରଞ୍ଜନଙ୍କୁ ପୁଲିସ ମାଡ଼ମାରିବା ସହ…
Read More...

ପ୍ରେସ ଆସୋସିଏସନ ନର୍ଲା ପକ୍ଷରୁ ଶୃଙ୍ଖଳିତ ସାମ୍ବାଦିକ ସଭା

ନର୍ଲା: ପ୍ରେସ ଆସୋସିଏସନ ନର୍ଲା ଆନୁକୂଲ୍ୟରେ ଶୃଙ୍ଖଳିତ ସାମ୍ବାଦିକ ସଭା ନର୍ଲା କଲେଜ ଛକସ୍ଥିତ ଏଆରଟେଲ ଅଫିସ ଗୃହରେ ଅନୁଷ୍ଠିତ ହୋଇଯାଇଛି। ସଭା ପୂର୍ବରୁ ନର୍ଲା ପ୍ରେସ ଆସୋସିଏସନର ସମସ୍ତ କାର୍ଯ୍ୟରତ…
Read More...

ଛେଳି ଚୋରି ଅଭିଯୋଗରେ ନିର୍ଯାତନା: ଲଣ୍ଡା କଲେ, ଉଠ୍‍ ବସ୍‍ କଲେ ଓ ନିର୍ମମ ଭାବେ ପିଟିଲେ

ପାଟନା: ବିହାରର କଟିହାରରେ ଛେଳି ଚୋରି ଅଭିଯୋଗରେ ଦୁଇ ମହିଳା ଓ ୨ ଯୁବକଙ୍କୁ ନିର୍ମମ ଭାବେ ପିଟିବା ଘଟଣା ସାମ୍ନାକୁ ଆସିଛି। କେବଳ ଏତିକି ନୁହେଁ ଦୁଇ ମହିଳାଙ୍କୁ ଲଣ୍ଡା କରି ମୁଣ୍ଡରେ ଗୋବର ଲଗାଇ ଅଞ୍ଚଳରେ ବୁଲାଇବା…
Read More...

ହତ୍ୟା ରହସ୍ୟ ଉପରେ ଆଧାରିତ ‘ରାତ୍‍ ବାକି ହୈ’ରେ ନଜର ଆସିବେ ଅନୁପ ସୋନୀ

ନୂଆଦିଲ୍ଲୀ: ଅଭିନେତା ଅନୁପ ସୋନୀ, ରାହୁଲ ଦେବ, ପାଓଲୀ ଦାମ ଓ ଦୀପାନିତା ଶର୍ମା ଅଭିନୀତ ଫିଲ୍ମ ‘ରାତ୍‍ ବାକି ହୈ’ ଏପ୍ରିଲ ୧୬ ତାରିଖରେ ଡିଜିଟାଲ ପ୍ଲାଟଫର୍ମ ଜି୫ରେ ରିଲଜ୍‍ ହେବ। ହତ୍ୟା ରହସ୍ୟ ଉପରେ ଆଧାରିତ ଏହି…
Read More...

ଜାଲ ନୋଟ କାରବାରରେ ରେଳବାଇ କର୍ମଚାରୀ ଗିରଫ, ୫୭ ହଜାର ଟଙ୍କା ଜାଲ ନୋଟ ଜବତ

ବ୍ରଜରାଜନଗର: ବ୍ରଜରାଜନଗର ଥାନା ଅନ୍ତର୍ଗତ ଚାନ୍ଦନୀ ଚୌକ ଅଞ୍ଚଳର ଏକ ଭଡା ଘରୁ ପୁଲିସ ୫୭ ହଜାର ଟଙ୍କା ଜାଲ ନୋଟ୍‌ ଜବତ କରିବା ସହିତ ଏହି ଘଟଣାରେ ଜଣେ ରେଳବାଇ ଅଧିକାରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ…
Read More...

ଆମ୍ବୁଲାନ୍ସରେ ନ ଆସିବାରୁ ପ୍ରାଧ୍ୟାପିକାଙ୍କୁ ଡାକ୍ତରଖାନାରେ କରାଗଲା ନାହିଁ ଭର୍ତ୍ତି, ଶ୍ୱାସକ୍ରିୟା ଜନିତ ସମସ୍ୟାରୁ…

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଏପରି ଭାବେ ବଢି ଚାଲିଛି ଯେ, ତା ଆଗରେ ଉପଲବ୍ଧ ସମୁଦାୟ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ନ୍ୟୁନ ମନେ ହେଉଛି। ଅନେକ ଡାକ୍ତରଖାନାରେ ଆଇସିୟୁ, ଭେଣ୍ଟିଲେଟର, ଅକ୍ସିଜେନ୍‍…
Read More...

ଅତିରିକ୍ତ ତହସିଲଦାରଙ୍କ ଘରେ ପଶି ପଥର ଲିଜ୍‌ଧାରୀଙ୍କ ଦୁର୍ବ୍ୟବହାର, ଥାନାରେ ଏତଲା

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ଅତିରିକ୍ତ ତହସିଲଦାରଙ୍କ ଘରେ ପଶି ଜଣେ ବାହାର ଜିଲ୍ଲାର ପଥର ଲିଜ୍‌ଧାରୀ ଏବଂ ଅନ୍ୟ ଜଣେ ସହଯୋଗୀ ତାଙ୍କୁ ଦୁର୍ବ୍ୟବହାର ସହ ଜାତିଆଣ ଆକ୍ଷେପ କରିବା ସାଙ୍ଗକୁ ଧମକଚମକ ଦେବା ଭଳି…
Read More...

ଗାଁର ତିନି ଦିଗକୁ ଘେରି ରହିଛି ଇନ୍ଦ୍ରାବତୀ ଜଳଭଣ୍ଡାର କିନ୍ତୁ ପାନୀୟ ଜଳ ପାଇଁ ସମସ୍ୟାରେ କଣାସୁକଲି

କଲମପୁର: ଗାଁ ର ତିନି ଦିଗକୁ ଘେରି ରହିଛି ଇନ୍ଦ୍ରାବତୀ ଜଳ ଭଣ୍ଡାର। ଏହି ଜଳ ଭଣ୍ଡାର ନିର୍ମାଣ ପାଇଁ ଗାଁର ଅନେକ ଲୋକଙ୍କ ଭିଟାମାଟି ଲୀନ ହେଇ ସାରିଛି। ଜମି ହରାଇ ସର୍ବହରା ହେଇଛନ୍ତି ଗାଁ ଲୋକ। ଏପରିକି ଦୃତ ଗଉଡ ଜଳ…
Read More...

ଚାନ୍ଦପୁର ପଞ୍ଚାୟତର ରାଜୀବ ଗାନ୍ଧୀ ସେବା କେନ୍ଦ୍ରରୁ ଚୋରି ଅଭିଯୋଗ

ଚିକିଟି: ଗଞ୍ଜାମ ଜିଲା ଚିକିଟି ବ୍ଲକ ଚାନ୍ଦପୁର ପଞ୍ଚାୟତର ରାଜୀବ ଗାନ୍ଧୀ ସେବା କେନ୍ଦ୍ରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଖାଉଟିଙ୍କ ପାଇଁ ମହଜୁଦ ଥିବା ପ୍ରାୟ ୩୦ ବସ୍ତା ପିଡିଏସ ଚାଉଳ, ଗୋଟିଏ ପାଣି ପମ୍ପ ମୋଟର ଓ…
Read More...

ଫୁଲାଡିଠାରେ ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରାସ୍ତା ଅବରୋଧ

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଫୁଲାଡିଠାରେ ସୋମବାର ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିଭିନ୍ନ ଦାବି ନେଇ ଜାତୀୟ ରାଜପଥ ଅବରୋଧ କରାଯାଇଛି। ଫୁଲାଡିରୁ ସହିଦ ବାଘାଜତୀନ ସ୍ମୃତିପୀଠ ଯାଏ ରାସ୍ତାର ଅବସ୍ଥା…
Read More...

ପିପିଲିରେ ଆଇନଶୃଙ୍ଖଳା ସ୍ଥିତି ସମୀକ୍ଷା କଲେ ଡିଜିପି, ୩ ପ୍ଲାଟୁନ୍ କେନ୍ଦ୍ରୀୟ ଫୋର୍ସ ସହ ମୁତୟନ ହେବେ ୨୯ ପ୍ଲାଟୁନ୍‌…

ପୁରୀ: ଆସନ୍ତା ୧୭ ତାରିଖରେ ପିପିଲି ଉପ-ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ। ଏହା ପୂର୍ବରୁ ସୋମବାର ପିପିଲିରେ ଆଇନଶୃଙ୍ଖଳା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୁଲିସ ଡିଜି ଅଭୟ। ପିପିଲି ଉପନିର୍ବାଚନରେ ୩ ପ୍ଲାଟୁନ୍…
Read More...

ପିପିଲି ନିର୍ବାଚନୀ ହିଂସା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡ଼ି

ଭୁବନେଶ୍ବର: ପିପିଲି ନିର୍ବାଚନୀ ହିଂସାକୁ ନେଇ ସୋମବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି ବିଜେଡିର ୫ ଜଣିଆ ଟିମ୍। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେପି ବିରୋଧରେ ଆକ୍ରମଣ ଅଭିଯୋଗ ଆଣିଛନ୍ତି…
Read More...

ଡ୍ୟାମ ପାଣିରୁ ହରିଣ ଉଦ୍ଧାର, ବନ ବିଭାଗକୁ ହସ୍ତାନ୍ତର

ନୀଳଗିରି: ବାଲେଶ୍ଵର ଜିଲ୍ଲା ନୀଳଗିରି ସ୍ଥିତ କୁଲଡ଼ିହା ଅଭୟାରଣ୍ୟ ନିକଟସ୍ଥ ରିଶିଆ ଡ୍ୟାମରୁ ସୋମବାର ଏକ ହରିଣ ଉଦ୍ଧାର ହୋଇଛି। କୁକୁର ଗୋଡ଼ାଇବାରୁ ହରିଣଟି ଡ୍ୟାମ୍‌ ପାଣିରେ ପଡ଼ିଯାଇଥିବା ବେଳେ ସ୍ଥାନୀୟ ଲୋକେ…
Read More...

କରୋନା ଟିକା ନେବା ପୂର୍ବରୁ ଓ ପରେ କ’ଣ ଖାଇବେ, କ’ଣ ନ ଖାଇବେ

ଗତ କିଛିଦିନ ହେବ ରେକର୍ଡ଼ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାସହିତ ଦେଶରେ ଟିକାକରଣକୁ ମଧ୍ୟ ବ୍ୟାପକ କରାଯାଇଛି। ଅନେକ ଲୋକ ଟିକା ନେଇସାରିଥିବା ବେଳେ ଆଉ କିଛି ଲୋକ ଟିକା ନେବା ପାଇଁ ଆଗ୍ରହ ପ୍ରକାଶ…
Read More...

ବିଳମ୍ବିତ ରାତିରେ ଘରେ ପଶିଲେ ଡକାୟତ, ଲୁଟିନେଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର

ଵାଲେଶ୍ୱର: ବିଳମ୍ବିତ ରାତିରେ ଘରେ ପଶି ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ। ଵାଲେଶ୍ୱର ଜିଲ୍ଲା ଖଇରା ଥାନା ଗୋଳିହା ପଞ୍ଚାୟତ ମୁହଁଛୁଆଁ ଗ୍ରାମର ଘଟଣା। ରବିବାର ବିଳମ୍ବିତ ରାତିରେ ଗ୍ରାମର ଗୟାଧର…
Read More...

ବୌଦ୍ଧ ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ନଗ୍ନ ଚିତ୍ର ; ଭଙ୍ଗାଘରେ ଚାଲିଛି କୁଶଙ୍ଗ ହୋମିଓପାଥି ମେଡିକାଲ

ହରଭଙ୍ଗା: ସରକାର ଗ୍ରାମାଞ୍ଚଳ ଲୋକଙ୍କୁ ନିରବଛିନ୍ନ ସ୍ୱାସ୍ଥ୍ୟସେବା ଯୋଗାଇବା ଲକ୍ଷ୍ୟରେ ହୋମିଓପାଥି ମେଡିକାଲଠାରୁ ଆରମ୍ଭ କରି ବିଭିନ୍ନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିବା ଦିଗରେ ଗୁରୁତ୍ୱାରୋପ କରୁଛନ୍ତି।…
Read More...

ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ସ୍ଥିତି ଅନୁଧ୍ୟାନ କଲେ ଉପଜିଲ୍ଲାପାଳ

ରାମନାଗୁଡା: କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବାକୁ ସାମାଜିକ ଦୂରତା ଓ ବ୍ୟାପକ ସଚେତନତା ସୃଷ୍ଟିକରିବା ଦିଗରେ ଗୁରୁତ୍ୱାରୋପ କରି ସମଗ୍ର ରାଜ୍ୟରେ ସୀମାନ୍ତ ସିଲ୍ ନେଇ କଟକଣା ଜାରି କରାଯାଇଛି। ଏହାର…
Read More...

ବେଫିକର ପୂର୍ତ୍ତ ବିଭାଗ, ରାସ୍ତା ଜାଣିବାରେ ଯାତ୍ରୀ ଅସୁବିଧାର ସମ୍ମୁଖିନ

ଜି.ଉଦୟଗିରୀ: ବେଫିକର୍ ପୂର୍ତ୍ତବିଭଗ ରାସ୍ତା କାମ ସରିଗଲା ପରେ ସ୍ଥାନୀୟ ଗାନ୍ଧି ଛକଟି ତ୍ରିକୋଣ ଛକ ହୋଇଥିବାରୁ ସେଠାରେ ତିନିକୋଣକୁ ତିର ଚିହ୍ନ ମାଧ୍ୟମରେ ସଙ୍କେତ ଦେଇଥିବା ବେଳେ ରାସ୍ତାକାମ ସରିଗଲା ପରେ ସଂକେତ…
Read More...

ତାରପଲିନ ବିହୀନ ଚୋରା ବାଲି ଚାଲାଣ: ହାଇୱା ଯୋଗୁଁ ପରିବେଶ ଧୁଳିମୟ, ଅତିଷ୍ଠ ଗ୍ରାମବାସୀ

ରେଙ୍ଗାଲିକ୍ୟାମ୍ପ : ଅତାବିରା ତହସିଲ ଅଧୀନରେ ଥିବା ଝାଉଁ ନଦୀର ବାଲି ଏବେ ବାଲି ମାଫିଆଙ୍କ କବଜାରେ। ଲରମ୍ଭା ଝାଉଁ ନଦୀ ବାଲି ପଟାରୁ ପ୍ରତିଦିନ ଗୋଡ଼ଭଗା, ବାଳିଟିକ୍ରା, ଭାୟା ବାବାଟିକ୍ରା ଦେଇ ୨୦/୩୦ ଟି ହାଇୱା ଓ…
Read More...