www.samajalive.in
Saturday, December 6, 2025
16.1 C
Bhubaneswar

ଅତାବିରାରେ କରୋନା ସ୍ଥିତି ଅଣାୟତ୍ତ: ୧୧୭ ସଂକ୍ରମିତ, ତିନି ମୃତ

ରେଙ୍ଗାଲି କ୍ୟାମ୍ପ : ଅତାବିରାରେ କରୋନା ସଂକ୍ରମଣ ଦିନକୁ ଦିନ ଉଦବେଗଜନକ ହେଉଛି। କରୋନା ସଂକ୍ରମଣ ଅଞ୍ଚଳରେ ଚିନ୍ତାର ବିଷୟ ପାଲଟିଛି। ଏନ୍ଏସିରେ ୱାର୍ଡ ନମ୍ବର ୧ରେ ଜଣେ ପୁରୁଷ(୫୨)ଙ୍କ କରୋନାରେ ମୃତ୍ୟୁ ହୋଇଥିବା ଜଣାପଡିଛି।ଠିକ୍ ସେହିପରି ଟୋପରେ ଜଣେ ମହିଳା(୫୨) ଓ ଲାରାମ୍ଭାରେ ଜଣେ ପୁରୁଷ(୫୮)ଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଗ୍ରାମାଞ୍ଚଳରେ ମଧ୍ୟ ସଂକ୍ରମଣ ବଢ଼ିଚାଲିଛି।

ଚକୁଳିରେ ୪ଜଣ, ଦୂଲମ୍ ପୁରରେ ଜଣେ, ଗୋଦଭାଗାରେ ୯ଜଣ, ଜାଙ୍ଗେଡରେ ୩ଜଣ, ଜହ୍ନାପଡା ୭ଜଣ, କୁକୁଣ୍ଡାରେ ୯ଜଣ, ମନାପଡ଼ାରେ ୧୨ଜଣ, ତଙ୍ଗର୍ପାଲିରେ ୬ଜଣ, କାଦୋବାହାଲରେ ୪ଜଣ, କୁଲିତା ଟୁକ୍ରାରେ ଜଣେ, ଲାରାସରାରେ ୩ଜଣ, ପାହାର ଶ୍ରିଗୀଡାରେ ୨ଜଣ, ଟାମ୍ପର ସାରାରେ ୩ଜଣ, ଲରମ୍ଭାରେ ଜଣେ ,ବୁଗାବୁଗାରେ ୨ଜଣ, ଖରାମୁଣ୍ଡାରେ ଜଣେ ଓ ଟୋପରେ ୬ଜଣ ମୋଟ ୭୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି। ଅତାବିରା ଏନଏସିରେ ମୋଟ ୪୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିନକୁ ଦିନ ସଂକ୍ରମଣ ତୀବ୍ରତର ହେଉଥିବାରୁ କଟକଣାକୁ କଡାକଡ଼ି କରାଯାଉଛି। ସବୁଠାରେ ନୋ ମାସ୍କ ନୋ ଏଣ୍ଟ୍ରିକୁ ମୁଖ୍ୟ କରାଯାଇ ସାମାଜିକ ଦୂରତା ବଜାୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories