ସାକ୍ଷୀଗୋପାଳ: ସତ୍ୟବାଦୀ ଥାନା ଅନ୍ତର୍ଗତ ଦାସ ବିଦ୍ୟାଧରପୁର ପଞ୍ଚାୟତର ଦାସ ବିଦ୍ୟାଧରପୁର ଗ୍ରାମରେ ବୁଧବାର ସ୍ପଷ୍ଟ ଦିବାଲୋକରେ ଘଟିଛି ଏକ ହତ୍ୟାକାଣ୍ଡ। ଏହି ପଞ୍ଚାୟତ ଅନ୍ତର୍ଗତ ଡିହପୁର ଗ୍ରାମର କୃଷ୍ଣଚନ୍ଦ୍ର ରାଉତ (୪୮)ଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଛି। ସତ୍ୟବାଦୀ ପୁଲିସ ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଥିବା ଜଣାପଡିଛି।
Popular Categories



