www.samajalive.in
Monday, December 8, 2025
27.1 C
Bhubaneswar

ଇଣ୍ଡିଆନ୍‍ ଆଇଡଲ୍‍ ପ୍ରତିଯୋଗୀ ପୱନଦୀପ କରୋନା ସଂକ୍ରମିତ, ହୋଟେଲରୁ ଗାଇବେ ଗୀତ

ମୁମ୍ବଇ: ସୋନୀ ଟିଭିରେ ପ୍ରସାରିତ ଇଣ୍ଡିଆନ୍‍ ଆଇଡଲ୍‍ ପ୍ରତିଯୋଗୀ ପୱନଦୀପ ରାଜନ୍‍ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏବେ ସେ ମୁମ୍ବଇସ୍ଥିତ ଏକ ହୋଟେଲରେ କ୍ୱାରେଣ୍ଟାଇନରେ ଅଛନ୍ତି। ଏହି ଖବର ପ୍ରସାରିତ ହେବା ପରେ ପୱନଙ୍କ ପ୍ରଶଂସକମାନେ ଦୁଃଖ ପ୍ରକାଶ କରିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଆଗାମୀ ଏପିସୋଡ଼୍‍ରେ ସେ ମଞ୍ଚ ପରିବର୍ତ୍ତେ ହୋଟେଲ ରୁମ୍‍ରୁ ଗୀତ ଗାଇବେ ବୋଲି ଜଣାପଡ଼ିଛି। ହୋଟେଲ ରୁମରୁ ହିଁ ନିଜର ସଙ୍ଗୀତ ପରିବେଷଣ କରିବାକୁ ପଓ୍ବନଦୀପ ବିଚାରକ ମଣ୍ଡଳୀଙ୍କୁ ଅନୁରୋଧ କରିଥିଲେ ଏବଂ ସେମାନେ ତୁରନ୍ତ ରାଜି ହୋଇଥିଲେ ।

ସୂଚନାଯୋଗ୍ୟ, ଉତ୍ତରାଖଣ୍ଡର ଚମ୍ପାବତ୍ ଜିଲ୍ଲାର ବାସିନ୍ଦା ପଓ୍ବନଦୀପ ରାଜନ। ଇଣ୍ଡିଆନ ଆଇଡଲ ମଞ୍ଚରେ ଚମତ୍କାର ସଙ୍ଗୀତ ପରିବେଷଣ କରି ସେ ଲୋକଙ୍କ ମନ ଜିତିବାରେ ସଫଳ ହୋଇଛନ୍ତି । ବର୍ତ୍ତମାନ ସେ ଟପ୍‍-୯ ପ୍ରତିଯୋଗୀଙ୍କ ମଧ୍ୟରେ ସାମିଲ ଅଛନ୍ତି।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories