www.samajalive.in
Monday, December 15, 2025
15.1 C
Bhubaneswar

ବିଜେଡ଼ି ଓ କଂଗ୍ରେସ ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା

ପିପିଲି : ଶୁକ୍ରବାର ପିପିଲି ଉପନିର୍ବାଚନ ପାଇଁ ଉଭୟ ବିଜେଡ଼ି ଓ କଂଗ୍ରେସ ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରାଯାଇଛି। ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମେତ ୩୦ ଜଣ ହେଭିୱେଟ୍‌ ନେତା ଦଳ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ଏବଂ ବିଜେଡ଼ି ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରାଇବାକୁ ପ୍ରଚାର କରିବେ। ସେହିପରି କଂଗ୍ରେସ ପକ୍ଷରୁ ପ୍ରକାଶିତ ଷ୍ଟାର ପ୍ରଚାରକ ତାଲିକାରେ ୩୦ଜଣଙ୍କୁ ସ୍ଥାନ ମିଳିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଡ.ଏ.ଚେଲ୍ଲା କୁମାର, ନରସିଂହ ମିଶ୍ରଙ୍କ ସମେତ ୩୦ଜଣ ବରିଷ୍ଠ ତଥା ଅନୁଭବି ନେତାମାନେ କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କୁ ଭୋଟ ଦାନ ପାଇଁ ପ୍ରଚାର କରିବେ।

ବିଜେଡ଼ି ଷ୍ଟାର ପ୍ରଚାରକ ତାଲିକା :

- Advertisement -

୦୧. ନବୀନ ପଟ୍ଟନାୟକ

୦୨. ପ୍ରଣବ ପ୍ରକାଶ ଦାସ

୦୩. ଦେବୀ ପ୍ରସାଦ ମିଶ୍ର

୦୪. ମହେଶ୍ବର ମହାନ୍ତି

୦୫. ପିନାକି ମିଶ୍ର

୦୬. ପ୍ରତାପ କେଶରୀ ଦେବ

୦୭. ଅତନୁ ସବ୍ୟସାଚୀ ନାୟକ

୦୮. ନିରଞ୍ଜନ ପୁଜାରୀ

୦୯. ସଞ୍ଜୟ କୁମାର ଦାସ ବର୍ମା

୧୦. ପ୍ରମିଳା ମଲ୍ଲିକ

୧୧. ଅଶୋକ ଚନ୍ଦ୍ର ପଣ୍ଡା

୧୨. ସମୀର ରଞ୍ଜନ ଦାଶ

୧୩. ସୁଶାନ୍ତ କୁମାର ସିଂହ

୧୪. ନବ କିଶୋର ଦାସ

୧୫. ଚନ୍ଦ୍ର ସାରଥୀ ବେହେରା

୧୬. ଟୁକୁନୀ ସାହୁ

୧୭. ସ୍ନେହାଙ୍ଗିନୀ ଛୁରିଆ

୧୮. ତୁଷାରକାନ୍ତି ବେହେରା

୧୯. ମୁଜିବୁଲା ଖାନ୍‌

୨୦. ପ୍ରୀତି ରଞ୍ଜନ ଘଡ଼ାଇ

୨୧. ପ୍ରଣବ କୁମାର ବଳବନ୍ତରାୟ

୨୨. ସୁଧୀର କୁମାର ସାମଲ

୨୩. ବ୍ୟୋମକେଶ ରାୟ

୨୪. ଉମାକାନ୍ତ ସାମନ୍ତରାୟ

୨୫. ଅନନ୍ତ ନାରାୟଣ ଜେନା

୨୬. ବିଭୁତି ବଳବନ୍ତରାୟ

୨୭. ରାଜେନ୍ଦ୍ର କୁମାର ସାହୁ

୨୮. ଦେବୀ ରଞ୍ଜନ ତ୍ରିପାଠୀ

୨୯. ଆକାଶ ଦାସନାୟକ

୩୦. ଅରିନ୍ଦମ ରାୟ

କଂଗ୍ରେସ ଷ୍ଟାର ପ୍ରଚାରକ ତାଲିକା :

୦୧. ଡ. ଏ.ଚେଲ୍ଲା କୁମାର
୦୨. ନିରଞ୍ଜନ ପଟ୍ଟନାୟକ
୦୩. ଭକ୍ତଚରଣ ଦାସ
୦୪. ଜି. ରୁଦ୍ର ରାଜୁ
୦୫. ନରସିଂହ ମିଶ୍ର
୦୬. ଚିରଞ୍ଜିବୀ ବିଶ୍ୱାଳ
୦୭. ପ୍ରଦୀପ ମାଝି
୦୮. ଶରତ ରାଉତ
୦୯. ଡ.ବିଶ୍ୱରଞ୍ଜନ ମହାନ୍ତି
୧୦. ଡ.ରାଗିଣୀ ନାୟକ
୧୧. ଜୟଦେବ ଜେନା
୧୨. ଡ.ରାମକୃଷ୍ଣ ଖୁଣ୍ଟିଆ
୧୩. ସୁଶିଳା ତିରିଆ
୧୪. ଶରତ ପଟ୍ଟନାୟକ
୧୫. ପ୍ରସାଦ ହରିଚନ୍ଦନ
୧୬. ସପ୍ତଗିରି ଉଲ୍ଲାକା
୧୭. ସୁରେଶ କୁମାର ରାଉତରାୟ
୧୮. ତାରାପ୍ରସାଦ ବାହିନୀପତି
୧୯. ସନ୍ତୋଷସିଂ ସାଲୁଜା
୨୦. ରମେଶଚନ୍ଦ୍ର ଜେନା
୨୧. ଇଂ.ମହମ୍ମଦ ମୋକିମ
୨୨. ଅଧିରାଜ ମୋହନ ପାଣିଗ୍ରାହୀ
୨୩. ଡ.ସି.ଏସ୍‍.ଏକ୍କା
୨୪. ବିଜୟଲକ୍ଷ୍ମୀ ସାହୁ
୨୫. ଗଣେଶ୍ୱର ବେହେରା
୨୬. ବନ୍ଦିତା ପରିଡ଼ା
୨୭. ସଂଗ୍ରାମ କେଶରୀ ଜେନା
୨୮. ଡ.ସ୍ମୃତିରଞ୍ଜନ ଲେଙ୍କା
୨୯. ସତ୍ୟପ୍ରକାଶ ନାୟକ
୩୦. ସୟଦ ୟାସିର ନୱାଜ୍‍

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories