www.samajalive.in
Monday, December 8, 2025
20.1 C
Bhubaneswar

କରୋନା କବଳରେ ଭୂମି

ମୁମ୍ବଇ: ବଲିଉଡ଼ର ଅନେକ କଳାକାର କରୋନା ସଂକ୍ରମିତ ହୋଇଥିବା ବେଳେ ଏବେ ଆଉ ଜଣେ ଅଭିନେତ୍ର କରୋନା କବଳରେ। ବଲିଉଡ଼ ଅଭିନେତ୍ରୀ ଭୂମି ପେଡନେକର କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୋମବାର ସୂଚନା ମିଳିଛି। ତାଙ୍କର ସାମାନ୍ୟ ଲକ୍ଷଣ ଅଛି ଏବଂ ସେ ହୋମ୍‍ କ୍ୱାରେଣ୍ଟାଇନରେ ଅଛନ୍ତି। ଅଭିନେତ୍ରୀ ନିଜେ ସାମାଜିକ ଗଣମାଧ୍ୟମରେ ଏହି ଖବର ଶେୟାର କରିଛନ୍ତି।

ସେ ଲେଖିଛନ୍ତି, “ମୁଁ କରୋନା ସଂକ୍ରମିତ ହୋଇଛି। ବର୍ତ୍ତମାନ ସୁଦ୍ଧା ମୋ ଠାରେ ସାମାନ୍ୟ ଲକ୍ଷଣ ଦେଖାଦେଇଛି। କିନ୍ତୁ ମୁଁ ଠିକ୍ ଅନୁଭବ କରୁଛି ଏବଂ ନିଜକୁ କ୍ୱାରେଣ୍ଟାଇନରେ ରଖିଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ସମସ୍ତ ସାବଧାନତା ଅବଲମ୍ବନ କରୁଛି”।

- Advertisement -

ସୂଚନାଯୋଗ୍ୟ, ନିକଟ ଅତୀତରେ ଅନେକ ବଲିଉଡ ସେଲିବ୍ରିଟି କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ଅକ୍ଷୟ କୁମାର, ଆଲିଆ ଭଟ୍ଟ, ଆମୀର ଖାନ ଏବଂ ଅନ୍ୟମାନେ ଅଛନ୍ତି।

 

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories