୭କୋଟି ୯୦ ଲକ୍ଷ ଟଙ୍କାର ନକଲି ନୋଟ୍‍ ଜବତ

କୋରାପୁଟ: କୋରାପୁଟ ଜିଲା ସୁଙ୍କୀ ଆଉଟପୋଷ୍ଟ ନିକଟରୁ ମଙ୍ଗଳବାର ୭କୋଟି ୯୦ ଲକ୍ଷ ଟଙ୍କାର ନକଲି ନୋଟ୍‍ ଜବତ ହୋଇଛି। ଏକ କାରରେ ବିଶାଖାପାଟଣାରୁ ନକଲି ନୋଟ୍ ନେଇ ୩ ଜଣ ବ୍ୟକ୍ତି ଛତିଶଗଡ଼ ଯାଉଥିବା ବେଳେ ସେମାନଙ୍କୁ ଧରିଛି ପଟାଙ୍ଗୀ ପୁଲିସ। ନୋଟକୁ ଜବତ କରି ସେମାନଙ୍କୁ ଅଟକ ରଖି ପଚରାଉଚରା ଜାରି ରହିଛି। ଏନେଇ ସୁନାବେଡ଼ା ଏସଡିପିଓ ସୂଚନା ଦେଇଛନ୍ତି।

Comments are closed.