କଂଗ୍ରେସ ଗଢିଲା ଟିମ, ବ୍ରହ୍ମପୁର ସଭାପତି ହେଲେ ସୁଜୟ

ଵ୍ରହ୍ମପୁର: ଵ୍ରହ୍ମପୁର ମହାନଗର କଂଗ୍ରେସର ନୂତନ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଵ୍ରହ୍ମପୁରର ଯୁବନେତା ସୁଜୟ କୁମାର ଆଚାର୍ୟ୍ୟ। ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ…
Read More...

ବର୍ଦ୍ଧିତ ଘର ଟିକସ ନେଇ କମିଶନର‌ଙ୍କ ସହ ଆଲୋଚନା

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ତରଫରୁ ସହରରେ ଘର ଟିକସ ବୃଦ୍ଧି କରାଯାଇଛି। ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି। ବର୍ଦ୍ଧିତ ଘର ଟିକସ ପ୍ରସଙ୍ଗରେ ବୁଧବାର ବିଏମ୍‌ସି କମିଶନର୍‌ ଡ.ସିଦ୍ଧେଶ୍ବର…
Read More...

ବିଧାନସଭା ସୁରକ୍ଷା ଯାଞ୍ଚ କଲେ ପୁଲିସ ଡିଜି; ନିୟୋଜିତ ହେବେ ୩୦ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର: ବୁଧବାର ବିଧାନସଭା ସୁରକ୍ଷା ଯାଞ୍ଚ କରିଛନ୍ତି ପୁଲିସ ଡିଜି ଅଭୟଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ। ଡିଜିପିଙ୍କ ଯାଞ୍ଚ ପରେ ପୁଲିସ କମିଶନର ଏବଂ ଡିସିପି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସେ…
Read More...

ଭୁବନେଶ୍ୱର ଲାଇଫ୍‍ ସାଇନ୍ସ ଇନଷ୍ଟିଚ୍ୟୁଟ୍‍ଠାରେ ସେଣ୍ଟର ଅଫ୍‍ ଏକ୍ସିଲେନ୍ସ ଅନ୍‍ ମେରାଇନ୍‍ ବାୟୋଟେକ୍ନୋଲୋଜି…

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀଙ୍କୁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅପାର ସମ୍ଭାବନାର ରାଜ୍ୟ ଓଡିଶାରେ ସମୁଦ୍ର କୂଳ ତଥା ପ୍ରାକୃତିକ ପରିବେଶ…
Read More...

ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି

ଭୁବନେଶ୍ୱର: ହଠାତ୍‍ ଅସୁସ୍ଥ୍‍ ହେବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ପଦ୍ମଶ୍ରୀ ତୁଳସୀ ମୁଣ୍ଡା। ମଙ୍ଗଳବାର ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ପ୍ରଥମେ ତାଙ୍କୁ ଯୋଡ଼ା ସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲରେ…
Read More...

୧୭ରୁ ୨୦ ଯାଏଁ ବର୍ଷା ସମ୍ଭାବନା, ଏହିସବୁ ଜିଲାକୁ ସତର୍କ କରାଇଲା ପାଣିପାଗ ବିଭାଗ

ଭୁବନେଶ୍ୱର: ବୁଧବାରଠାରୁ ୪ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଏନେଇ ଆଜି ସତର୍କ କରାଇଛି ପାଣିପାଗ ବିଭାଗ। ଆସନ୍ତାକାଲି ବର୍ଷା ଓ ଘଡ଼ଘଡ଼ି ନେଇ ୧୧ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି…
Read More...

ପୁଣି ଶୁଣିବାକୁ ମିଳିବ ସାରଥୀଙ୍କ ପ୍ରବଚନ

ଭୁବନେଶ୍ୱର: ସାରଥୀ ଓରଫ୍‍ ସନ୍ତୋଷ ରାଉଳ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ଏଣିକି ସେ ପ୍ରବଚନ ଦେଇପାରିବେ। ହାଇକୋର୍ଟ ସାରଥୀଙ୍କୁ ପ୍ରବଚନ ଅନୁମତି ଦେଇଥିବା ମଙ୍ଗଳାର ସୂଚନା ମିଳିଛି। କୋଭିଡ଼୍‍ ନିୟମକୁ ପାଳନ କରିବା…
Read More...

ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ ଗସ୍ତ, ରାଉରକେଲାରେ ଆନ୍ତର୍ଜାତୀୟ ମାନର ହକି ଷ୍ଟାଡିୟମ୍‍ର ଶିଳାନ୍ୟାସ

ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନିକିଆ ସୁନ୍ଦରଗଡ ଗସ୍ତରେ ଯାଇ ଜିଲ୍ଲା ପାଇଁ ୪୯୧୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ରାଉରକେଲା ଠାରେ ୨୦୨୩ପୁରୁଷ ବିଶ୍ବକପ୍‌ ହକି…
Read More...

ଅମାନବୀୟ ଘଟଣା: ଗର୍ଭବତୀ ମହିଳାଙ୍କ କାନ୍ଧରେ ବାଳକକୁ ବସାଇ ବୁଲାଇଲେ, ରାସ୍ତା ସାରା ପିଟିଲେ

ଗୁନା: ମଧ୍ୟପ୍ରଦେଶର ଗୁନା ଜିଲାରେ ଜଣେ ଗର୍ଭବତୀ ମହିଳାଙ୍କ ସହ ଦୁର୍ବ୍ୟବହାର ଘଟଣା ସାମ୍ନାକୁ ଆସିଛି। ସ୍ୱାମୀ ଛାଡ଼ିଦେବା ପରେ ମହିଳାଜଣକ ଅନ୍ୟ ଜଣେ ପୁରୁଷଙ୍କ ସହ ରହୁଥିଲେ, ଏଥିରେ କ୍ରୋଧିତ ଶାଶୁଘର ଲୋକେ ମହିଳାଙ୍କ…
Read More...

ବଲିଉଡ଼ ଅଭିନେତା ସନ୍ଦୀପ ନାହରଙ୍କ ମୃତଦେହ ଉଦ୍ଧାର, ଫେସ୍‍ବୁକରେ ପୋଷ୍ଟ କରିଥିଲେ ସୁଇସାଇଡ଼୍‍ ନୋଟ୍‍

ମୁମ୍ବଇ: ‘ଏମ୍‍ଏସ୍‍ ଧୋନୀ- ଦି ଅନ୍‍ଟୋଲ୍ଡ ଷ୍ଟୋରୀ’ ଏବଂ ‘କେସରୀ’ ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିବା ବଲିଉଡ଼ ଅଭିନେତା ସନ୍ଦୀପ ନାହରଙ୍କ ମୃତ୍ୟୁ ଘଟିଛି। ମୁମ୍ବଇର ଗୋରେଗାଓଁ ସ୍ଥିତ ତାଙ୍କ ବାସଭବନରୁ ସୋମବାର…
Read More...

କରଡେଇ ଘାଟରେ ଟିକିରା ନଦୀରେ ବୁଡି ଜଣେ ମୃତ

କଣିହାଁ: ଅନୁଗୋଳ ଜିଲା କଣିହାଁ ବ୍ଲକ ଅନ୍ତର୍ଗତ କରଡେଇ ଘାଟରେ ଟିକିରା ନଦୀରେ ବୁଡି ରବିବାର ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ କଣିହାଁ ଥାନା ଅନ୍ତର୍ଗତ ଚିନ୍ତାମଣିପୁର ଗ୍ରାମର ପବିତ୍ର ପ୍ରଧାନ(୫୦)। ପବିତ୍ର…
Read More...

ମାତିଛି ଯୋଗାଣ ବିଭାଗ ସ୍କ୍ୱାଡ଼୍‍, ଚଢାଉ ଭୟରେ ଆଗତୁରା ମଣ୍ଡିରୁ ଧାନ ନେଇ ଦଲାଲ୍ ଫେରାର୍ 

ନର୍ଲା: ଗତକାଲି ସେରଗଡ ଧାନ ମଣ୍ଡିରୁ ଯୋଗାଣ ବିଭାଗ ୧୦୯ ପ୍ୟାକେଟ ଧାନର ଦାବୀଦାର କେହି ନଥିବା ଜାଣି ନର୍ଲା ଯୋଗାଣ ନିରୀକ୍ଷକ ସନ୍ତୋଷ କୁମାର ପ୍ରଧାନ ଉକ୍ତ ଧାନକୁ ତୁଳାପଡା ପ୍ରାଥମିକ କୃଷି ସେବା ସମବାୟ ସମିତିର ସହ…
Read More...

ଆସନ୍ତାକାଲିଠାରୁ ୨ ଦିନ ସ୍କୁଲ୍‍ ବନ୍ଦ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଦୁଇ ଦିନ ଅର୍ଥାତ୍‍ ୧୫ ଓ ୧୬ ତାରିଖ ରାଜ୍ୟର ସମସ୍ତ ସ୍କୁଲ୍‍ ବନ୍ଦ ରହିବ। ୧୫ ତାରିଖ କଂଗ୍ରେସର ବନ୍ଦ ଡାକରା ଦୃଷ୍ଟିରୁ ଏବଂ ୧୬ ତାରିଖ ସରସ୍ୱତୀ ପୂଜାରେ କରୋନା ସଂକ୍ରମଣକୁ ଦୃଷ୍ଟିରେ…
Read More...

ନାବାଳିକା ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗ, ଖୁଣ୍ଟରେ ବନ୍ଧାହେଲେ ବିବାହିତ ଯୁବକ

ପାଟଣା : ନାବାଳିକା ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗରେ ବିବାହିତ ଯୁବକକୁ ଖୁଣ୍ଟରେ ବାନ୍ଧିଲେ ଉତ୍ୟକ୍ତ ଗ୍ରାମବାସୀ। ଉଦ୍ଧାର କଲା ପୋଲିସ୍। ଏଭଳି ଲଜ୍ୟାଜନକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ମୁରୁସୁଆଁ…
Read More...

ପୁଲୱାମା ଆକ୍ରମଣକୁ ୨ ବର୍ଷ: ସେନା ଜାରି କଲା ଖାସ୍‍ ଭିଡିଓ

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣକୁ ୨ ବର୍ଷ ପୂର୍ତ୍ତି ହୋଇଛି। ସାରା ଦେଶ ଆଜି ଭାରତୀୟ ଯବାନମାନଙ୍କ ସେହି ବୀରତ୍ୱର ଗାଥା ଓ ବଳିଦାନକୁ ସ୍ମରଣ କରିବା ସହିତ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ଏହି ଅବସରରେ…
Read More...

ରାଜ୍ୟର ୧୯ ଜିଲାରୁ ୭୩ ନୂଆ ସଂକ୍ରମିିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୩ ନୂଆ କରୋନା ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୬,୧୭୪ରେ ପହଞ୍ଚିଛି। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ…
Read More...

ଆନ୍ଧ୍ରପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୧୩ ମୃତ, ୪ ଗୁରୁତର

କୁର୍ଣ୍ଣୁଲ: ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲା ସ୍ଥିତ ମଦାରପୁର ଗାଁ ନିକଟରେ ରବିବାର ଏକ ବସ୍‍ ଓ ଟ୍ରକ୍‍ ମଧ୍ୟରେ ଧକ୍କା ହେବା ଫଳରେ ୮ ମହିଳା ଓ ଜଣେ ଶିଶୁ ସମେତ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଏହାସହିତ ୪ ଜଣ ଗୁରୁତର…
Read More...

ମଦ ବିରୋଧି ଆନ୍ଦୋଳନ ପାଇଁ ଜିଲ୍ଲା ମହିଳା କଂଗ୍ରେସର ପ୍ରସ୍ତୁତି

ପାଟଣା: ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ଘଟଗାଁ ବ୍ଲକ ଟିକିରା ଗ୍ରାମରେ ମଦ ବିରୋଧି ଆନ୍ଦୋଳନ ପାଇଁ ମହିଳା ସମାବେଶ ଅନୁଷ୍ଠିତ ହୋଇଛି । ବ୍ଲକର ବିଭିନ୍ନ ଗ୍ରାମରେ ମହୁଲି ମଦ, ହାଣ୍ଡିଆ ବିକ୍ରି ହେବା କାରଣରୁ ଘରେ ଘରେ…
Read More...

ନମ୍ବର ବିହୀନ ଟ୍ରାକ୍ଟର ଜବତ କଲା ତୁରୁମୁଙ୍ଗା ପୁଲିସ

ପାଟଣା: ତୁରୁମୁଙ୍ଗା ପୁଲିସ ଆଜି ନିହ୍ନୁଆଁ ଗ୍ରାମବାସୀଙ୍କ ଦ୍ୱାରା ଅଟକ ରଖାଯାଇଥିବା ଏକ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରିଛି । ଗ୍ରାମବାସୀଙ୍କଠାରୁ ଖବର ପାଇ ପୁଲିସ ସେଠାରେ ପହଞ୍ଚିବା ବେଳକୁ ଟ୍ରାକ୍ଟର ଚାଳକ ବାଲି…
Read More...

ମଧୁସୂଦନ ମହାନ୍ତଙ୍କୁ ପ୍ରକୃତି ବନ୍ଧୁ ସମ୍ମାନ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ କଣ୍ଟିଆପଡା ପଞ୍ଚାୟତ ପୁରୁଣିଆ ଗ୍ରାମର ମଧୁସୂଦନ ମହାନ୍ତଙ୍କୁ ଚଳିତ ବର୍ଷ ପ୍ରକୃତି ବନ୍ଧୁ ସମ୍ମାନ ମିଳିଛି । ପାଟଣା ବ୍ଲକ ପରିସରରେ ଏକ ସ୍ବତନ୍ତ୍ର କାର୍ୟ୍ୟକ୍ରମରେ ପାଟଣା ରେଞ୍ଜର…
Read More...

ପାଟଣାରେ ଜଙ୍ଗଲ ଜମି ପଟ୍ଟା ବଣ୍ଟନ ମେଳା

ପାଟଣା : ପାଟଣା ବ୍ଲକ ସଭାଗୃହରେ ଆଜି ଜଙ୍ଗଲଜମି ପଟ୍ଟା ବଣ୍ଟନ ମେଳା ବିଡିଓ ଇଶ୍ବର ଚନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳ ସଂପ୍ରସାରଣ ଅଧିକାରୀ ଶୁଭେନ୍ଦୁ ମୋହନ ବଳଙ୍କ ସଂଯୋଜନାରେ ଅନୁଷ୍ଠିତ…
Read More...

ସିକ୍ୟୁରିଟି ସଂସ୍ଥାରେ ନିଯୁକ୍ତି ପାଇଁ ଯୁବକଙ୍କୁ ତାଲିମ ଆଦେଶ ପତ୍ର ଦେଲେ ବିଧାୟକ

ପାଟଣା : ଏସ୍ଆଇଏସ୍ ନାମକ ଏକ ଘରୋଇ ସିକ୍ୟୁରିଟି ସଂସ୍ଥା ପକ୍ଷରୁ ଗୁରୁବାର ଏକ ଆତ୍ମନିଯୁକ୍ତି ମେଳା ଅନୁଷ୍ଠିତ ହୋଇ ୨୦ ଜଣ ଯୁବକଙ୍କୁ ସିକ୍ୟୁରିଟି ସଂସ୍ଥାରେ ନିଯୁକ୍ତି ପୂର୍ବ ତାଲିମ ଆଦେଶ ପତ୍ର ପ୍ରଦାନ କରାଯାଇଛି ।…
Read More...

ରାଗି ପଳାଇଯାଉଥିବା ନାବାଳିକାକୁ ଉଦ୍ଧାର କଲେ ଶିକ୍ଷୟିତ୍ରୀ

ପାଟଣା : ମୟୁରଭଞ୍ଜ ଜିଲ୍ଲା ଯଶିପୁର ଅଞ୍ଚଳର ଜଣେ ୧୪ ବର୍ଷିୟା ଆଦିବାସୀ ନାବାଳିକା ଗତ ରବିବାର କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଶିରିପୁର ଗ୍ରାମର ପୀଉସୀ ପାର୍ବତୀ ସୋରେନଙ୍କ ଘରକୁ ବୁଲି ଆସିଥିବା ବେଳେ ଆଜି କୈାଣସି…
Read More...

ଅବକାରୀ ବିଭାଗ ପକ୍ଷରୁ ୫ ହଜାର ଗଂଜେଇ ଗଛ ନଷ୍ଟ

ବୌଦ୍ଧ : ବୌଦ୍ଧ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଆଜି ୫ ହଜାର ଗଂଜେଇ ଗଛ ନଷ୍ଟ କରାଯାଇଛି। ଆମ୍ବଝରୀ ପଂଚାୟତର ବବଡା ଗ୍ରାମର ଆଭ୍ୟନ୍ତରୀଣ ଜଙ୍ଗଲ ଜମିରେ ହୋଇଥିବା ୧୭ ଏକର ଜାଗା ଉପରେ ଚଢାଉ କରି ୫ ହଜାର ଗଂଜେଇ ଗଛ…
Read More...

ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ସମର୍ପଣ ଦିବସ ପାଳିତ

ବୌଦ୍ଧ : ବୌଦ୍ଧ ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ଜିଲ୍ଲା କାର୍ଯ୍ୟାଳୟ ଠାରେ ସମର୍ପଣ ଦିବସ ପାଳିତ ହୋଇଯାଇଛି। ପୂର୍ବତନ ଜିଲ୍ଲା ସଭାପତି ମନୋରଂଜନ ଦାଶ ଯୋଗଦେଇ ସ୍ୱର୍ଗତ ପଣ୍ଡିତ ଦୀନଦୟାଲ ଉପାଧ୍ୟୟଙ୍କ…
Read More...

ବୌଦ୍ଧ ଗୋବିନ୍ଦପୁର ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ

ବୌଦ୍ଧ : ବୌଦ୍ଧ ବ୍ଲକ ଅନ୍ତର୍ଗତ ଖୁଂଟବନ୍ଧ ପଂଚାୟତର ଗୋବିନ୍ଦପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ସୁଧାରାଣୀ ପାଢୀଙ୍କ…
Read More...

ଦୁର୍ଘଟଣାରେ ଟ୍ରକ ଚାଳକ ଗୁରୁତର

ଗୁରୁଡିଝାଟିଆ: ୫୫ନଂ ଜାତୀୟ ରାଜପଥର ସୀତାରାମପୁର ହନୁମାନ ମନ୍ଦିର ନିକଟରେ ଟ୍ରକ ଦୁର୍ଘଟଣା ଯୋଗୁଁ ଚାଳକ ଗୁରୁତର ହୋଇଛି। ଗୁୁରୁତର ଚାଳକକୁ ଚିକିତ୍ସାପାଇଁ ବଡ ଡାକ୍ତରଖାନାକୁ ପଠାଯାଇଛି। ତାର ଗୋଡରେ ଗୁରୁତର ଆଘାତ…
Read More...

ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ ସ୍ତ୍ରୀ ଓ ପ୍ରସୂତୀ ପ୍ରକୋଷ୍ଠର ଶିଳାନ୍ୟାସ

ଗୁରୁଡିଝାଟିଆ: ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ନୂତନ ସ୍ତ୍ରୀ ଓ ପ୍ରସୂତୀ ପ୍ରକୋଷ୍ଠ ନିର୍ମାଣ ପାଇଁ ଶିଳାନ୍ୟାସ କରାଯାଇଛି। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଦିନକୁ ଦିନ ରୋଗୀ ସଂଖ୍ୟା ଅହେତୁକ ଭାବରେ…
Read More...

ବୌଦ୍ଧ ଜିଲ୍ଲାରେ ଦ୍ୱିତୀୟ ନନ୍ଦନକାନନ ସ୍ଥାପନ ପାଇଁ ପ୍ରଶାସନ ପକ୍ଷରୁ ଯୋଜନା

ବୌଦ୍ଧ : ଶିଳ୍ପ ବିହୀନ ବୌଦ୍ଧ ଜିଲ୍ଲାରେ ଜଳ ଓ ଜଙ୍ଗଲ ଭରପୁର ରହିଥିବାବେଳେ ଯୋଜନା ଅଭାବରୁ ଜିଲ୍ଲାର ଅଧିବାସୀଙ୍କ ଆର୍ଥିକ ବିକାଶ ହୋଇପାରିନାହିଁ। କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଳାରେ ବିଭିନ୍ନ…
Read More...

ବ୍ଲକ୍‍ସ୍ତରୀୟ ଶିଶୁ ସୁରକ୍ଷା କମିଟି ଏବଂ ବାଲ୍ୟ ବିବାହ ପ୍ରତିରୋଧ ଟାସ୍କର୍ଫୋସ୍‍ କମିଟିଙ୍କ ସଚେତନତା ଶିବିର

ବୌଦ୍ଧ : ବୈାଦ୍ଧ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‍ ଏବଂ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ବୈାଦ୍ଧର ମିଳିତ ଆନୁକୁଲ୍ୟରେ ସଦର ବ୍ଲକ୍‍ ସଭାଗୃହଠାରେ ଶିଶୁସୁରକ୍ଷା ଏବଂ ବାଲ୍ୟ ବିବାହ ସର୍ମ୍ପକିତ ସଚେତନତା କାର୍ଯ୍ୟକ୍ରମ…
Read More...

କାଠ ମାଫିଆଙ୍କ ଅଭୟାରଣ୍ୟ ମାଛଗଡ ଅଞ୍ଚଳରୁ ବିପୁଳ ଚୋରା କାଠ ଜବତ କଲା ବନ ବିଭାଗ

ପାଟଣା : କାଠ ମାଫିଆଙ୍କ ଅଭୟାରଣ୍ୟ ଭାବେ ସୁପରିଚିତ ମାଛଗଡ ଅଞ୍ଚଳରୁ ଆଜି ବନବିଭାଗ ଆନୁମାନିକ ୩ ଲକ୍ଷ ଟଙ୍କା ମୂଲ୍ୟର ଚୋରା କାଠ ଜବତ କରିଛି । ଏସିଏଫ୍ ଅଜୟ କୁମାର ସାହୁ, ପାଟଣା ରେଞ୍ଜର ପବିତ୍ର ମୋହନ ନାଏକଙ୍କ…
Read More...

ବେଗୁନିଆରେ ଅବକାରୀ ବିଭାଗର ଚଢ଼ାଉ: ୩୯୦ ଲିଟର ମଦ ଜବତ, ୫ ଗିରଫ

ବେଗୁନିଆ: ବେଗୁନିଆ ବ୍ଲକ ଅଞ୍ଚଳରେ ଦିନକୁ ଦିନ ଦେଶୀ ମଦର ଅବାଧ ବିକ୍ରି ଓ ପ୍ରସ୍ତୁତି କାରଖାନା ଦେଖିବାକୁ ମିଳୁଛି । ପୋଲିସର ଜ୍ଞାତ ସାରରେ ଦେଶୀ ମଦ କାରଖାନା ଚାଲୁଥିବାର ସାଧାରଣରେ ଚର୍ଚ୍ଚା ହେଉଛି । ଏ ନେଇ ଆଜି…
Read More...

ଦୁଇ ବାଇକ ମୁହାଁମୁହିଁ ଧକ୍କା: ୩ ଗୁରୁତର, ୩ ଆହତ

ପାଟଣା : ପାଟଣା ଥାନା ୨୨୦ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ହଳଦିବଟା ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ପାଟଣା ଆଡୁ ସାହାରପଡା ଅଭିମୁଖେ ଯାଉଥିବା ଏକ ବାଇକ୍ ସହ ବିପରୀତ ଦିଗରୁ ଅନ୍ୟ ଏକ ବାଇକ୍…
Read More...

ଅବକାରୀ ବିଭାଗ ପକ୍ଷରୁ ୬୩ ହଜାର ଗଂଜେଇ ଗଛ ନଷ୍ଟ

ବୌଦ୍ଧ : ବୌଦ୍ଧ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଆଜି ଆମ୍ବଝରୀ ପଂଚାୟତ ବାଙ୍କି ଗ୍ରାମର ଆଭ୍ୟନ୍ତରୀଣ ଜଙ୍ଗଲର ୨୧ ଏକର ଜଙ୍ଗଲ ଜମି ଉପରେ ଚଢାଉ କରି ୬୩ ହଜାର ଗଂଜେଇ ଗଛ ନଷ୍ଟ କରାଯାଇଛି। ନଷ୍ଟ ଗଂଜେଇର ଆନୁମାନିକ…
Read More...

ପିକ୍‍ଅପ୍‍ ଭ୍ୟାନ ଧକ୍କାରେ ୨ ଗୁରୁତର

ବୌଦ୍ଧ: ବୌଦ୍ଧ ଥାନା ଅନ୍ତର୍ଗତ ୫୭ ନମ୍ବର ଜାତୀୟ ରାଜପଥ ମୃଷୁଣ୍ଡି ଛକ ନିକଟରେ ଆଜି ଏକ ପିକପ ଭ୍ୟାନ ଧକ୍କାରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାଇ, ମୃଷୁଣ୍ଡି ଗ୍ରାମର ସରୋଜ ରାଉତ(୩୬) ଓ…
Read More...

ତିଲେଶ୍ୱର ଧାନ ମଣ୍ଡିରେ ଧାନ ପୁନଃ କିଣିବାକୁ ସିଏସଓଙ୍କୁ ଦାବିପତ୍ର ପ୍ରଦାନ 

ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ତିଲେଶ୍ୱର ଧାନ ମଣ୍ଡିରେ ଧାନ କିଣା ବନ୍ଦ ହୋଇଯାଇଥିବାରୁ ପୁନଃ ଧାନ କିଣିବାକୁ ଅଂଚଳର ଚାଷୀମାନେ ଆଜି ସିଏସଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଚାଷୀନେତା…
Read More...

ବୌଦ୍ଧ ବନଖଣ୍ଡ ପକ୍ଷରୁ ସ୍ୱୟଂସହାୟକ ଦଳକୁ ଆର୍ଥିକ ସଦୃଢ ପାଇଁ କୁକୁଡା ଚିଆଁ ବଣ୍ଟନ 

ବୌଦ୍ଧ: ବୌଦ୍ଧ ଜିଲା ଟିକରପଡା ପଞ୍ଚାୟତର ଭୁର୍କିପଡା ବନସଂରକ୍ଷଣ ସମିତିରେ ଜଙ୍ଗଲ ଓ ପରିବେଶ ବିଭାଗ ଦ୍ୱାରା ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ପକ୍ଷରୁ ବନ ସଂରକ୍ଷଣ ସମିିତିର ପରିବାରକୁ ଆର୍ଥିକ ଉନ୍ନତ୍ତିରେ ସୁଦୃଢ…
Read More...

ଜିଲ୍ଲା କୁକୁଡା ଚିଆଁ ଉତ୍ପାଦନ କେନ୍ଦ୍ର ପୁନଃ କାର୍ଯ୍ୟକ୍ଷମ 

ବୌଦ୍ଧ: ଦୀର୍ଘ ଦିନର ପ୍ରତୀକ୍ଷା ପରେ ବୌଦ୍ଧ ଜିଲ୍ଳାରେ କୁକୁଡା ଚିଆଁ ଉତ୍ପାଦନ କେନ୍ଦ୍ରକୁ ପୁନଃ କାର୍ଯ୍ୟକ୍ଷମ କରାଯାଇଛି। ଜିଲ୍ଳା ପ୍ରାଣୀ ସଂପଦ ବିକାଶ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ…
Read More...

ପେଟ୍ରୋଲ ପମ୍ପ, ମଲ, ହୋଟେଲ ଉପରେ ଏନଫୋର୍ସମେଣ୍ଟ୍‍ ଟିମର ଚଢାଉ 

ବୌଦ୍ଧ: ପ୍ରଶାସନିକ ମିଳିତ ସ୍କ୍ୱାଡ଼ର ଏକ ଟିମ୍‍ ମଙ୍ଗଳବାର ବୌଦ୍ଧଗଡ ଏନ୍‍ଏସିର ରାଜନପାଲିଠାରେ ଥିବା ଜୟ ବଜରଙ୍ଗବଲୀ ପେଟ୍ରୋଲ ପମ୍ପ, ଦେବାଶିଷ ହୋଟେଲ ଏବଂ ରେଷ୍ଟୁରାଣ୍ଟ୍‍, ବିଗ୍‍-ଭି ମଲରେ ଅତର୍କିତ ଭାବେ ଚଢାଉ…
Read More...

ମୋବାଇଲ ଏବଂ ଟିଭି ରିଚାର୍ଜ ନାମରେ ଠକେଇ

ନବରଙ୍ଗପୁର : ନବରଙ୍ଗପୁରରେ ଏକ ନୂଆ ଧରଣର ଠକେଇ ବର୍ତ୍ତମାନ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ କଟକ ବିପ୍ରଚରଣ ସ୍ୱାଇଁ ନାମକ ଜଣେ ବ୍ୟକ୍ତି ଆସି ନବରଙ୍ଗପୁର ତୃପ୍ତି ହୋଟେଲରେ ରହିଥିଲେ । ଏହାପରେ ସେ ନିଜକୁ ଗୋଟିଏ…
Read More...

କାର ସହ ଗଞ୍ଜେଇ ଜବତ, ଜଣେ ଗିରଫ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ କୋଡିଙ୍ଗା ଥାନା ଅନ୍ତର୍ଗତ ଡେଙ୍ଗାଗୁଡା ନିକଟରେ ପୁଲିସ ଏକ କାରରୁ ୫୦. ୭ କେଜି ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ଏହାସହିତ ଉକ୍ତ ବ୍ୟକ୍ତି ବ୍ୟବହାର…
Read More...

ପୁଅର ଭୁଲ ପାଇଁ ବାପାର ଆତ୍ମହତ୍ୟା, ସମଗ୍ର ଅଞ୍ଚଳରେ ଶୋକର ଛାୟା

ଫୁଲବାଣୀ : ପରଠାରୁ ଗାଡି ମାଗି ଆଣ ଦୁର୍ଘଟଣାର ଶୀକାର ହେଲା ପୁଅ। ଭାଙ୍ଗିରୁଜି ଗଲା ଦାମିକା ବାଇକ। ଗାଡି ମାଲିକ ମାଗିବା କ୍ଷତିପୁରଣ ଦେଇ ନ ପାରି ବାପା କିଛି ଉପାୟ ନ ପାଇ କୀଟନାଶକ ପିଇ ଆତ୍ମହତ୍ୟା କଲା। ଏଭଳି…
Read More...

ବାଇକ୍‍ ଧକ୍କାରେ ସାଇକେଲ ଆରୋହୀ ଗୁରୁତର

ବୌଦ୍ଧ : ବୌଦ୍ଧ ଥାନା ଅନ୍ତର୍ଗତ ବଙ୍କାପଡା ଗ୍ରାମ ନିକଟରେ ଜଣେ ବାଇକ୍‍ ଚାଳକଙ୍କ ଧକ୍କାରେ ଜଣେ ସାଇକେଲ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାଯାଇଛି। ସୂଚନା ମୁତାବକ ସୋମବାର ଅପରାହ୍ନରେ ବଙ୍କାପଡା ଗ୍ରାମର ଯୁଧିଷ୍ଠିର…
Read More...

ପାନଦୋକାନ ଜଳିଗଲା, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଭସ୍ମୀଭୂତ 

ବୌଦ୍ଧ : ବୌଦ୍ଧ ବ୍ଲକ ଅନ୍ତର୍ଗତ ସାହାଜପାଲ ଗ୍ରାମର ଜାତୀୟ ରାଜପଥ କଡରେ ଥିବା ଏକ ପାନ ଦୋକାନରେ ସୋମବାର ଅପରାହ୍ନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମାଗ୍ରୀ ପୋଡି ପାଉଁଶ ହୋଇଯାଇଥିବା ଜଣାଯାଇଛି। ମିଳିଥିବା…
Read More...

ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ, ୪ ଗୁରୁତର 

ବୌଦ୍ଧ : ଭୁବନେଶ୍ୱରରୁ ଭବାନୀପାଟଣା ଯାଉଥିବା ମୁନଲାଇଟ୍‍ ନାମକ ଏକ ବେସରକାରୀ ଯାତ୍ରୀବାହୀ ବସ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ବୌଦ୍ଧ ଜିଲ୍ଲା ଖୁଂଟବନ୍ଧ କେନାଲ ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡର ଏକ…
Read More...

କୋଭିଡ ଟୀକା ପାଇଁ ରେଜିଷ୍ଟ୍ରେସନ ବନ୍ଦ, ଅଧିକାରୀ ଏକା ସମ୍ଭାଳିଲେ ଅଫିସ

ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ଗତ ୬ ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ କୋଭିଡ ଟୀକା ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଏଥିରେ ସରକାରୀ କର୍ମଚାରୀମାନଙ୍କୁ ଟୀକା ଦିଆଯାଉଛି। ଆଜି ବୌଦ୍ଧ ରେଜିଷ୍ଟ୍ରେସନ କାର୍ଯ୍ୟାଳୟର…
Read More...

ଦୁଇ ରାତିରେ ଦୁଇଟି ବାଛୁରୀଙ୍କୁ ଶିକାର କଲା ଅଜଣା ଜନ୍ତୁ, ଗ୍ରାମବାସୀ ଭୟଭୀତ

ନବରଙ୍ଗପୁର:  ଦୁଇ ଦିନରେ ଦୁଇଟି ବାଛୁରୀଙ୍କୁ ଖାଇଗଲା ଅଜଣା ଜନ୍ତୁ। ଗାଁ ଭିତରେ ପଶି ଘର ସାମନା ଗାଈ ଗୁହାଳରୁ ଉଠାଇନେଲା ବାଛୁରୀ। ବାଘ ହୋଇଥିବା ନେଇ ସନ୍ଦେହ। ସନ୍ଧ୍ୟା ହେଲେ ଗାଁରେ ଭୟର ବାତାବରଣ। ନବରଙ୍ଗପୁର…
Read More...

ପିପିଳିଆ ଧାନମଣ୍ଡି ଘେରିଲେ ଚାଷୀ

ପାଟଣା: ଢେଙ୍କିକୋଟ ଲ୍ୟାମ୍ପସ ଅଧିନ ପିପିଳିଆ ଶାଖାରେ ଆଜି ଚାଷୀ ଅସନ୍ତୋଷ ଦେଖା ଦେଇଥିଲା । ଚାଷୀମାନେ ଲ୍ୟାମ୍ପସ ଶାଖା କାର୍ୟ୍ୟାଳୟକୁ ଘେରିବା ପରେ ଲ୍ୟାମ୍ପସ ଏମଡି ଅକ୍ଷୟ ମହାନ୍ତଙ୍କ ଠାରୁ ସନ୍ତୋଷଜନକ ଉତ୍ତର ନ…
Read More...

ପାଟଣାରେ କୋଭିଡ ଟୀକାକରଣ

ପାଟଣା: ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି କୋଭିଡ ସଂକ୍ରମଣ ନିୟନ୍ତ୍ରଣ ଓ ପରିଚାଳନା କାର୍ୟ୍ୟରେ ନିୟୋଜିତ ସରକାରୀ ଅଧିକାରୀ, କର୍ମଚାରୀ ଓ ପଂଚାୟତିରାଜ ପ୍ରତିନିଧି ଏବଂ ପଂଚାୟତ କର୍ମଚାରୀମାନଙ୍କୁ ଟୀକା…
Read More...

ପାଳଗଦାରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲା ଘର

ପାଟଣା : କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ନୂଆଗାଁ ଗ୍ରାମର ପଟେଲ୍ ନାଏକଙ୍କ ପାଳଗଦାରେ ରବିବାର ରାତିରେ କୈାଣସି କାରଣରୁ ନିଆଁ ଲାଗି ଯାଇଥିଲା। ଏହା ଦେଖି ପଟେଲ୍ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ନିଆଁ…
Read More...

ଟିମ୍‍ ହ୍ୟୁମାନିଟି କନ୍ଧମାଳର ଭିନ୍ନ ପ୍ରୟାସ, ମାନସିକ ଅସୁସ୍ଥଙ୍କୁ ସେବା ଯୋଗାଇବା ଆରମ୍ଭ

ଫୁଲବାଣୀ : କନ୍ଧମାଳ ଜିଲାର ଏକ ଜଣାଶୁଣା ସ୍ୱେଚ୍ଛାସେବୀ ସଂଗଠନ ଟିମ୍‍ ହ୍ୟୁମାନିଟି କନ୍ଧମାଳ ଫୁଲବାଣୀ ସଦର ମହକୁମା ସମେତ ବିିଭିନ୍ନ ଅଞ୍ଚଳରେ ଆରମ୍ଭ କରିଛି ଏକ ଭିନ୍ନ ପ୍ରୟାସ। ପୂର୍ବରୁ ବିିଭିନ୍ନ କାର୍ଯ୍ୟରେ…
Read More...

ଛାତ୍ରବୃତ୍ତି ଟଙ୍କାରେ ଗାଁ ପିଲାଙ୍କୁ ବହି ଓ କଲମ ବାଣ୍ଟିଲେ ଶିକ୍ଷିତ ଯୁବକ

ଫୁଲବାଣୀ/ଜି.ଉଦୟଗିରି : କନ୍ଧମାଳ ଜିଲା ଜି.ଉଦୟଗିିରି ବ୍ଳକର ତଲାରିମାହା ପଂଚାୟତର ଶିକ୍ଷିତ ଯୁବକ ରାଜେଶ୍‍ କୁମାର ବଗର୍ତ୍ତିି। ତାଙ୍କର କାର୍ଯ୍ୟକୁ ନେଇ ଏବେ ସମଗ୍ର ଅଞ୍ଚଳରେ ବେଶ୍‍ ଆଲୋଚ୍ୟର ବିଷୟ ହୋଇଛି। କଟକ…
Read More...

୧୩୭ କ୍ୱିଣ୍ଟାଲ ଗଂଜେଇ ସହ କାର ଜବତ, ଜଣେ ଗିରଫ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରୁ ପୁଣି ଗଞ୍ଜେଇ ଜବତ । ଗଞ୍ଜେଇ ଜବତ କଲା ମୈଦାଲପୁର ଫାଣ୍ଡି ପୋଲିସ । କୌଣସି ସୂତ୍ରରୁ ଖବର ପାଇ ପାପଡାହାଣ୍ଡି ଥାନା ଅନ୍ତର୍ଗତ ମଇଦଲପୁର ଫାଣ୍ଡି ନିକଟରେ ଗୋଟିଏ ସିଲଭର ରଙ୍ଗର କାରକୁ…
Read More...

ଶୌଚାଳୟରେ ତାଲା, ଯାତ୍ରୀ ହନ୍ତସନ୍ତ

ବୁଗୁଡ଼ା : ଶୌଚାଳୟରେ ପଡିଛି ତାଲା । ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ଦୁଇ ମାସ ହେଲା ତାଲା ପଡିରହିଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ । ବୁଗୁଡା ସହରର ପରିବା ବଜାର ନିକଟରେ ଥିବା…
Read More...

ତେଜରାତି ଦୋକାନ ଜଳିଗଲା

ବେଗୁନିଆ: ବେଗୁନିଆ ଥାନା ଅନ୍ତର୍ଗତ ଗେଡ଼ିଆପଲ୍ଲୀ ବଜାରରେ ଗୋବିନ୍ଦ ଚନ୍ଦ୍ର ମହାପାତ୍ରଙ୍କ ତେଜରାତି ଦୋକାନରେ ନିଆଁ ଲାଗି ବହୁ ରାସନ ସାମଗ୍ରୀ ପୋଡି ଯାଇଥିବାର ସୂଚନା ମିଳିଛି । ଘଟଣାରୁ ପ୍ରକାଶ ଯେ, ଶ୍ରୀ…
Read More...

ବିପୁଳ ପରିମାଣର ମୂଲ୍ୟବାନ କାଠ ଫର୍ନିଚର ଜବତ, ଦୁଇଗାଡି ସହ ୬ ଗିରଫ 

ବୌଦ୍ଧ/ହରଭଙ୍ଗା : ବିପୁଳ ପରିମାଣରେ ମୂଲ୍ୟବାନ କାଠ ଫର୍ନିଚର ଚୋରା ଚାଲାଣ ବେଳେ ଦୁଇଟି ଗାଡି ସହ ୬ ଜଣ ଅଭିଯୁକ୍ତଙ୍କୁ ବୌଦ୍ଧ ବନ ବିଭାଗ ପକ୍ଷରୁ ଗିରଫ କରାଯାଇଛି। ବନବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ବୌଦ୍ଧ…
Read More...

ଦୁର୍ଘଟଣାରେ ମୃତ ଭଦ୍ରକ ଜିଲ୍ଲା ଛାତ୍ରଙ୍କ ମୃତଦେହକୁ ତାଙ୍କ ବାସସ୍ଥାନକୁ ପଠାଇ ମହାନତା ଦେଖାଇଲେ ନବରଙ୍ଗପୁର…

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପ୍ରଧାନୀ ଗୁଡା ନିକଟରେ ଏନଏଚ ରାସ୍ତା ବୁଲାଣି ନିକଟରେ ଗତ କାଲି ରାତ୍ର ସମୟରେ ବାଇକ ଦୁର୍ଘଟଣା ଘଟି ଜଣେ ଛାତ୍ରର ମୃତ୍ୟୁ ଘଟିଛି। ମୃତ ଛାତ୍ରଜଣକ ଘର ଭଦ୍ରକ…
Read More...

ବୌଦ୍ଧରେ ଆବାସ ଯୋଜନା ପ୍ରହସନ, ଗରିବଙ୍କୁ ନାଁ ଧନୀଙ୍କୁ ହଁ

ବୌଦ୍ଧ : ବୌଦ୍ଧ ଜିଲାରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ବହୁ ଘୋଟଲା ହେବା ସହ ଏନେଇ ଥାନାରେ ମାମଲା ହୋଇଥିବା ବେଳେ କିନ୍ତୁ ଜିଲାରେ ପ୍ରକୃତ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳିଛି। ସରକାର…
Read More...

ବେଡସିଟ୍‍ ବ୍ୟବସାୟ ନାମରେ ବୁଲୁଛନ୍ତି ଚୋରଦଳ, ସାବଧାନ କରାଇଲା ପୁଲିସ

ବୌଦ୍ଧ : ସଂପ୍ରତି ଶସ୍ତାରେ ବେଡସିଟ୍‍ ବିକ୍ରୟ କରିବା ବାହାନାରେ କିଛି ବ୍ୟକ୍ତି ବିଶେଷ ଘର ଘର ବୁଲି ଲୋକଙ୍କ ଘରୁ ଚୋରୀ କରୁଥିବା ଘଟଣା ପଦାକୁ ଆସିବାପରେ ପୁଲିସ ପକ୍ଷରୁ ଏନେଇ ଜନସାଧାରଣଙ୍କୁ ସତର୍କ କରାଯାଇଛି। ଏହି…
Read More...

ଅଗ୍ନିକାଣ୍ଡରେ ଘର ସହ ଆସବାବପତ୍ର ପୋଡ଼ି ପାଉଁଶ

ଫୁଲବାଣୀ : କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ଭୃଙ୍ଗିଯୋଡ଼ି ପଂଚାୟତର ଡ଼ହିଙ୍ଗିଆ ଗ୍ରାମର ମୁଡ଼େ କହଁରଙ୍କ ପୁଅ କୁଲୁ କହଁରଙ୍କ ଘରେ କୌଣସି ପ୍ରକାର ନିଆଁଲାଗି ସଂପୂର୍ଣ୍ଣଭାବେ ପୋଡ଼ି ପାଉଁଶ ହୋଇଯାଇଛି। ଘର…
Read More...

୭୩୪ ଜଣ ସରକାରୀ କର୍ମଚାରୀ ନେଲେ କୋଭିଡ ଟୀକା, ପ୍ରଥମ ଟୀକା ନେଲେ ଜିଲାପାଳ

ଫୁଲବାଣୀ: କନ୍ଧମାଳ ଜିଲାରେ ସରକାରୀ କର୍ମଚାରୀଙ୍କ ପାଇଁ କୋଭିଡ ଟୀକାକରଣ ପ୍ରକ୍ରିୟା ଆଜି ଆରମ୍ଭ ହୋଇଛି। ଆଗ ଧାଡିର ୧୦୬୦ ସରକାରୀ କର୍ମଚାରୀଙ୍କୁ ଏହି ପ୍ରଥମ ପର୍ଯ୍ୟାୟ ଟୀକାକରଣରେ ସାମିଲ କରାଯାଇଥିବା ସ୍ୱାସ୍ଥ୍ୟ…
Read More...

ବାପାକୁ ଛୁରୀରେ ଆକ୍ରମଣ ଉଦ୍ୟମ ଅଭିଯୋଗରେ ପୁଅ ଗିରଫ

ବୁଗୁଡ଼ା : ବୁଗୁଡ଼ା ଥାନା ଅନ୍ତର୍ଗତ ଆଦିପୁର ଗ୍ରାମରେ ବାପାକୁ ଛୁରୀରେ ଆକ୍ରମଣ କରିବା ଉଦ୍ୟମ ଅଭିଯୋଗରେ ବୁଗୁଡ଼ା ପୋଲିସ ପୁଅକୁ ଗିରଫ କରି ଶନିବାର ଦିନ କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ଗିରଫ ପୁଅ ଜଣକ ହେଲେ…
Read More...

ମଣ୍ଡିରୁ ଧାନ ନ ଉଠିବାରୁ ରାତିରେ ନିଜେ ଜଗି ରହୁଛନ୍ତି ମହିଳା ଚାଷୀ 

ନବରଙ୍ଗପୁର: ନବରଙ୍ଗପୁର ନିୟନ୍ତ୍ରିତ ବଜାର କମିଟି ପରିସର ମଧ୍ୟରେ ଥିବା ମଣ୍ଡିରେ ପଡ଼ି ରହିଛି ହଜାର ହଜାର କ୍ୱିଣ୍ଟାଲ ଧାନ । ଏହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପଟେ ଟାର୍ଗେଟ ଆସି ନଥିବା କହି…
Read More...

ତୁରୁମୁଙ୍ଗାରେ ତିନି ଘଣ୍ଟିଆ ବନ୍ଦ ପାଳନ

ପାଟଣା : କଳା କୃଷି ଆଇନ ପ୍ରତ୍ୟାହାର ଦାବିରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆଜି ତୁରୁମୁଙ୍ଗାରେ ତିନି ଘଣ୍ଟିଆ ଚକ ଅଖ ଯାମ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୪୯ନଂ ଜାତୀୟ ରାଜପଥର ତୁରୁମୁଙ୍ଗା ଛକ ନିକଟରେ ନବ…
Read More...

ବାଇକ୍-ଲୁନା ମୁହାଁମୁହିଁ, ଜଣେ ମୃତ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ତୁରୁମୁଙ୍ଗା ନଦୀ କୂଳ ଭାରତ ପେଟ୍ରୋଲ ପମ୍ପ ନିକଟରେ ଆଜି ଅପରାହ୍ନରେ ବାଇକ୍ ସହ ଏକ ଲୁନାର ମୁହାଁମୁହିଁ ଧକ୍କା ହେବାରୁ ବାଇକରେ ଥିବା ତିନି ଜଣ ଗୁରୁତର…
Read More...

ଛତିଆରୁ ପଞ୍ଚମ ଶ୍ରେଣୀର ଛାତ୍ର ନିଖୋଜ

ପାଟଣା : ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ସାନ୍ତାରାପୂର ପଞ୍ଚାୟତ ଛତିଆ ଗ୍ରାମର କଲାଇ ମୁଣ୍ଡାଙ୍କ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ପୁଅ ଅଭିମନ୍ୟୁ ମୁଣ୍ଡା(୧୨) ଗତ ୩୦ ତାରିଖରୁ ଗ୍ରାମରୁ ନିଖୋଜ ହୋଇଯାଇଛି। ବହୁ ଖୋଜା ଖୋଜି…
Read More...

ନାବାଳକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର 

ନବରଙ୍ଗପୁର/ପାପଡାହାଣ୍ଡି : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଘାଟଗୁଡ଼ା ପଞ୍ଚାୟତର ପାତ୍ରଗୁଡା ଗ୍ରାମର ଜଣେ ୧୪ ବର୍ଷର ନାବାଳକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ…
Read More...

କଣ୍ଟାମାଳ ବିଡିଓ କଲେ କେଟ୍‍ୱାକ୍‍

ବୌଦ୍ଧ : ବୌଦ୍ଧର ଐତିହାସିକ ସଂଗ୍ରହାଳୟ ପରିସରରେ ଚାଲିଥିବା କ୍ଷୁଦ୍ର ମହୋତ୍ସବ ଅବସରରେ ପ୍ରତିଦିନ ସନ୍ଧ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦର୍ଶକମାନଙ୍କୁ ଆକର୍ଷିତ କରିବାରେ ଲାଗିଛି। ସାଂସ୍କୃତିକ କାର୍ଯ୍ୟକ୍ରମ…
Read More...

ଗୋଚ୍ଛାପଡା ଥାନା ପକ୍ଷରୁ ରକ୍ତଦାନ ଶିବିର, ୧୦୭ ୟୁନିଟ୍‍ ରକ୍ତ ସଂଗ୍ରହ

ଫୁଲବାଣୀ : କନ୍ଧମାଳ ଜିଲା ଗୋଚ୍ଛାପଡା ଥାନା ପକ୍ଷରୁ ଆଜି ଏକ ସ୍ୱେଚ୍ଚାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଆୟୋଜିତ ଶିବିରରେ ଗୋଚ୍ଛାପଡା ଥାନା କର୍ମଚାରୀଙ୍କ ସମେତ ସ୍ଥାନୀୟ ଲୋକେ ରକ୍ତଦାନ କରିଥିଲେ। ଏହି ଶିବିରରେ…
Read More...

ସୁବ୍ରତ ବାଗଚିଙ୍କ ନବରଙ୍ଗପୁର ଗସ୍ତ

ନବରଙ୍ଗପୁର: ଓଡିଶା ସ୍କିଲ ଡେଭଲପ୍‍ ଅଥରିଟିର ଅଧ୍ୟକ୍ଷ ସୁବ୍ରତ ବାଗଚି ନବରଙ୍ଗପୁର ଜିଲ୍ଲା ଗସ୍ତ କରିଛନ୍ତି। ଶ୍ରୀ ବାଗଚିଙ୍କ ଗସ୍ତ ସମୟରେ ନବରଙ୍ଗପୁର ପଲିଟେକ୍ନିକ ସ୍କୁଲ ପରିଦର୍ଶନ କରିବା ସହିତ ଛାତ୍ରଛାତ୍ରୀଙ୍କ…
Read More...

ଅସଂପୂର୍ଣ୍ଣ ଡିଭାଇଡର ଯୋଗୁଁ ନିୟମିତ ଘଟୁଛି ଦୁର୍ଘଟଣା

ବୌଦ୍ଧ : ବୌଦ୍ଧ ସହର ଏନଏସି ଛକଠାରୁ ଜାମୁଛକ ଯାଏଁ ଜାତୀୟ ରାଜପଥ ନମ୍ବର ୫୭ର ରାସ୍ତାକୁ ଦୁଇ ପାଖିଆ ରାସ୍ତା କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ। କାମ ମଧ୍ୟ ଉଣା ଅଧିକେ ସରିଯାଇଛି ଓ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା…
Read More...

ବୌଦ୍ଧ ଜିଲ୍ଲାରେ ୭୧୫୭ ଛାତ୍ରଛାତ୍ରୀଙ୍କୁ ବଣ୍ଟାଯାଇଛି ପରୀକ୍ଷା ଦର୍ପଣ

ବୌଦ୍ଧ : ବୌଦ୍ଧ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଚଳିତ ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ କରୋନା ମହାମାରୀ ଯୋଗୁଁ ଦୀର୍ଘ ମାସ ହେବ ସ୍କୁଲ ବନ୍ଦ ରହିଥିଲା। ପିଲାଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ…
Read More...

ଚିଲିଦା ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କଲେ ମନ୍ତ୍ରୀ

ପାଟଣା : ସମାଜ କଲ୍ୟାଣ ବିଭାଗ ପରିଚାଳିତ ପାଟଣା ବ୍ଲକ ଚିଲିଦା ବାଳିକା ଉଚ୍ଚ ବିଦ୍ୟାଳୟକୁ ଆଜି ଏସଟି, ଏସସି ଉନ୍ନୟନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ପରିଦର୍ଶନ କରି ବିଦ୍ୟାଳୟ ପରିଚାଳନା ବ୍ୟବସ୍ଥାର ତଦାରଖ…
Read More...

ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଡାକ୍ତର ଦିଆ ନଗଲେ ଫେବୃଆରୀ ୧୫ରୁ ପାଟଣା ବନ୍ଦ ଡାକରା

ପାଟଣା : ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନଥିବା ବେଳେ ଏଠାରୁ ଜଣେ ଅଭିଜ୍ଞ ଡାକ୍ତରଙ୍କୁ ରିଲିଭ କରିଦିଆଯିବା ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ସୃଷ୍ଟି ହେଇଛି। ଯଥା ଶୀଘ୍ର ପାଟଣା ଗୋଷ୍ଠୀ…
Read More...

ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ବାପ ଓ ପୁଅ ସହ ୩ଜଣଙ୍କ ମୃତ୍ୟୁ, ଗ୍ରାମରେ ଶୋକାକୁଳ ପରିବେଶ 

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଗ୍ରାମର ଗୋଟିଏ ପରିବାରର ବାପ ଏବଂ ପୁଅ ସହ ୩ ଜଣଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ସୂଚନାଯୋଗ୍ୟ, ଡାବୁଗାଁର…
Read More...

ଚୋରା କାଠ ବୋଝେଇ ପିକ୍ଅପ୍ ଜବତ କଲା ବନବିଭାଗ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ପୋଇପାଣି ସଂରକ୍ଷିତ ଧୋବାପିଟଣା ଜଙ୍ଗଲରେ ଗତ ବିଳମ୍ବିତ ରାତିରେ ବନ ବିଭାଗର ଏକ ଟିମ୍ ଚଢାଉ କରି ଗୋଟିଏ ଚୋରା କାଠ ବୋଝେଇ ପିକ୍ଅପକୁ ଜବତ କରିଛି । କୌଣସି ସୂତ୍ରରୁ ଖବର ପାଇ…
Read More...

ବିନା ଅଧିକାରୀରେ ଚାଲିଛି ଦୁଇ ଦୁଇଟି ଫାଣ୍ଡି 

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ଥାନା ଅନ୍ତର୍ଗତ ୨ଗୋଟି ଫାଣ୍ଡି ବିନା ଅଧିକାରୀରେ ଚାଲିଥିବା ଜଣାପଡିଛି। ଯଦ୍ୱାରା କି ସ୍ଥାନୀୟ ଲୋକଙ୍କୁ ତେନ୍ତୁଳୀଖୁଣ୍ଟି ଥାନା ଉପରେ ନିର୍ଭର କରିବାକୁ ପଡୁଛି।…
Read More...

ଅଜଣା ବାଇକ ଧକ୍କାରେ ବୃଦ୍ଧ ଗୁରୁତର

ନବରଙ୍ଗପୁର/ପାପଡାହାଣ୍ଡି: ପାପଡାହାଣ୍ଡି ବ୍ଲକ ପାତ୍ରୀ ନିକଟରେ ଗୁରୁବାର ଏକ ଅଜଣା ଗାଡ଼ିର ଧକ୍କାରେ ସାଧୁ ମାଝୀ ନାମକ ବ୍ୟକ୍ତି ଆହତ ହୋଇଛନ୍ତି।ସେ ରାସ୍ତା କଡ଼ରେ ପଡିଥିବା ସମୟରେ ସେହି ରାସ୍ତା ଦେଇ ଯାଉଥିବା…
Read More...

ଡାବରଚୁଆରେ ଏଲପିଜି ପଞ୍ଚାୟତ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରୀ ପଞ୍ଚାୟତ ଡାବରଚୁଆ ଗ୍ରାମରେ ଖିରେଇଟାଙ୍ଗିରୀର ଜୟ ଶ୍ରୀରାମ ଇଣ୍ଡେନ ଗ୍ରାମୀଣ ବିତରକ ପକ୍ଷରୁ ଏଲପିଜି ପଞ୍ଚାୟତ କାର୍ୟ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଛି। ସ୍ବଚ୍ଛ…
Read More...

ଜଙ୍ଗଲରେ ଲାଗିଲା ନିଆଁ, ଆୟତ୍ତ କଲା ଅଗ୍ନିଶମ ବିଭାଗ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ଭଗପଶି ଇୟୁକାଲିପଟାସ ଜଙ୍ଗଲରେ ଆଜି କୈାଣସି କାରଣରୁ ନିଆଁ ଲାଗି ଯାଇଥିଲା। ଫଳରେ ନିଆଁ ଚାରିଆଡ଼େ ବ୍ୟାପିବା ସହ ବହୁ ୟୁକାଲିପଟାସ ଗଛ ପୋଡିଯାଇଥିଲା। ଏହା ଦେଖି ଲୋକେ ପାଟଣା ଅଗ୍ନିଶମ…
Read More...

ବାଇକ୍‍ ଧକ୍କାରେ ଆହତ ଯୁବକଙ୍କ ମୃତ୍ୟୁ

ବୌଦ୍ଧ : ଗତକାଲି ରାତ୍ରିରେ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଅନ୍ତର୍ଗତ ସାହାଜପାଲ ନିକଟସ୍ଥ କନେକପୁର ଛକଠାରେ ବାଇକ୍‍ ଧକ୍କାରେ ଗୁରୁତର ଆହତ ହୋଇଥିବା ସିଦ୍ଧପୁର ଗ୍ରାମର ଯୁବକ…
Read More...

ନଳକୂପରୁ ବାହାରୁଛି ଫ୍ଲୋରାଇଡଯୁକ୍ତ ପାଣି, ଅଭିଯୋଗର ବର୍ଷେ ପରେ ମଧ୍ୟ ହୋଇପାରିଲାନି ସମାଧାନ 

ବୌଦ୍ଧ : ବୌଦ୍ଧ ଜିଲ୍ଳାର ଅନେକ ଗ୍ରାମରେ ନଳକୂପ ଗୁଡିକରେ ଫ୍ଲୋରାଇଡଯୁକ୍ତ ପାଣି ବାହାରୁଥିବା ନେଇ ଅଭିଯୋଗ ହୋଇଆସୁଅଛି। ଫ୍ଲୋରାଇଡଯୁକ୍ତ ପାଣିକୁ ପାନୀୟଜଳ ଭାବରେ ବ୍ୟବହାର ଯୋଗୁଁ ଜିଲ୍ଳାରେ କିଡନୀ ରୋଗୀଙ୍କ ସଂଖ୍ୟା…
Read More...

ଅବକାରୀ ବିଭାଗ ପକ୍ଷରୁ ୪୮ ହଜାର ଗଂଜେଇ ଗଛ ନଷ୍ଟ

ବୌଦ୍ଧ : ବୌଦ୍ଧ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଆଜି ଆମ୍ବଝରୀ ପଂଚାୟତର ଡଙ୍ଗାଖୋଲ ଗ୍ରାମର ଆଭ୍ୟନ୍ତରୀଣ ଅଂଚଳ ମଧ୍ୟରେ ଥିବା ୧୬ ଏକର ଜଙ୍ଗଲ ଜମି ଉପରେ ଚଢାଉ କରାଯାଇ ୪୮ ହଜାର ଗଂଜେଇ ଗଛକୁ ନଷ୍ଟ କରାଯାଇଛି। ନଷ୍ଟ…
Read More...

ବକେୟା ୩ ମାସର ଦରମା ଦାବୀରେ ଧାରଣାରେ ବସିଲେ ଠିକା ବିଦ୍ୟୁତ କର୍ମଚାରୀ

ନବରଙ୍ଗପୁର: ବକେୟା ୩ ମାସର ଦରମା ଦାବୀରେ ନବରଙ୍ଗପୁର ସ୍ଥାନୀୟ ସାଉଥକୋ ନିର୍ବାହୀ ଯନ୍ତ୍ରୀଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ଧାରଣାରେ ବସିଛନ୍ତି ନବରଙ୍ଗପୁର ଠିକା ବିଦ୍ୟୁତ କର୍ମଚାରୀ।…
Read More...

ବୌଦ୍ଧ ସଂଗ୍ରହାଳୟର ଆକର୍ଷଣ ବଢାଉଛି କ୍ଷୁଦ୍ର ମହୋତ୍ସବ

ବୌଦ୍ଧ : ଚଳିତ ବର୍ଷ କରୋନା କଟକଣା ଯୋଗୁଁ ବୌଦ୍ଧ ମହୋତ୍ସବକୁ ସ୍ଥଗିତ ରଖାଯାଇଥିବାବେଳେ ଗତ ୧ ତାରିଖ ଠାରୁ ଜିଲ୍ଳା ପ୍ରଶାସନ ପକ୍ଷରୁ ଓରମାସ ସହାୟତାରେ ଐତିହାସିକ ସଂଗ୍ରହାଳୟ ମଧ୍ୟରେ କିଛି ସ୍ୱୟଂସହାୟକ ଗୋଷ୍ଠୀଙ୍କୁ…
Read More...

ଯୁବ କଂଗ୍ରେସର ବିକ୍ଷୋଭ

ଫୁଲବାଣୀ : ପେଟ୍ରୋଲ୍‍, ଡ଼ିଜେଲ୍‍ ଦର ବୃଦ୍ଧି ଓ କଳା କୃଷିବିଲ୍‍ ତୁରନ୍ତ ପ୍ରତ୍ୟାହର ଦାବିରେ ଆଜି କନ୍ଧମାଳ ଯୁବ କଂଗ୍ରେସ ପକ୍ଷରୁ ଏକ ବିକ୍ଷୋଭ ଫୁଲବାଣୀ ଠାରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ କୋର୍ଟ ଛକଠାରୁ…
Read More...

ଶିଶୁଯତ୍ନ ଅନୁଷ୍ଠାନରେ ଜବାହାର ନବୋଦୟ ବିଦ୍ୟାଳୟ ଦ୍ୱାରା ପେସ ସେଟିଙ୍ଗ କାର୍ଯ୍ୟକ୍ରମ 

ବୌଦ୍ଧ : ଜବାହାର ନବୋଦୟ ବିଦ୍ୟାଳୟ ବୌଦ୍ଧ ଦ୍ୱାରା ବିରନରସିଂହପୁର ସ୍ଥିତ ରାମକୃଷ୍ଣ ବାଳାଶ୍ରମ ଶିଶୁ ଯତ୍ନ ଅନୁଷ୍ଠାନଠାରେ ଏକ ପେସ ସେଟିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜବାହାରା ନବୋଦୟ ବିଦ୍ୟାଳୟ ବୌଦ୍ଧର…
Read More...

ପୀଡ଼ିତାଙ୍କୁ ମିଳିଥିବା କ୍ଷତିପୂରଣ ଅର୍ଥ ସୁଧାର ଗୃହ ଅଧ୍ୟକ୍ଷା ନ ଫେରାଇବାରୁ ଥାନାରେ ଅଭିଯୋଗ

ବୌଦ୍ଧ : ସରକାର ଅବହେଳିତ ମହିଳା, ଦୁଷ୍କର୍ମ ପୀଡ଼ିତାଙ୍କୁ ବିଭିନ୍ନ ଯୋଜନାରେ ଅର୍ଥ ଦେବା ସହ ସେମାନଙ୍କ ରହିବା ପାଇଁ ବହୁ ଅର୍ଥ ଖର୍ଚ୍ଚ କରି ଆସୁଛନ୍ତି। କିନ୍ତୁ ସରକାରଙ୍କ ଯୋଜନା ଠିକ ଭାବେ ଏମାନଙ୍କ ପାଖରେ…
Read More...

ଜଗନ୍ନାଥ ମହାନ୍ତଙ୍କୁ ରାଷ୍ଟ୍ରୀୟ ପ୍ରେରଣା ଦୂତ ସମ୍ମାନ

ପାଟଣା : ଫେସ୍ ଅଫ୍ ଫ୍ୟୁଚର ଇଣ୍ଡିଆ ପକ୍ଷରୁ ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଭଗାମୁଣ୍ଡା ନୂଆଗାଁ ଗ୍ରାମର ଯୁବ ପ୍ରତିଭା ତଥା ପିପିଳିଆ କଲେଜର ପୂର୍ବତନ ଛାତ୍ର ଜଗନ୍ନାଥ ମହାନ୍ତଙ୍କୁ ଚଳିତ ବର୍ଷର ରାଷ୍ଟ୍ରୀୟ ପ୍ରେରଣା…
Read More...

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ପଦବୀ ପୁରଣ ନ ହେଲେ ପାଟଣା ବନ୍ଦ ପାଇଁ ନିଷ୍ପତ୍ତି

ପାଟଣା : ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନଥିବା ବେଳେ ଜନପ୍ରିୟ ଡାକ୍ତର ଚିତ୍ତରଞ୍ଜନ ନାୟକଙ୍କୁ ଏଠାରୁ ଠାକୁରମୁଣ୍ଡା ରିଲିଭ କରାଇ ଦିଆଯିବା ଘଟଣାକୁ ନେଇ ପାଟଣାରେ ଜନ ଅସନ୍ତୋଷ ତୀବ୍ର…
Read More...

ସଡକ ସୁରକ୍ଷା ମାସ ପାଇଁ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ପାଟଣା : ୨୦ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ଢେଙ୍କିକୋଟ ସନ୍ନିକଟ ଖଣ୍ଟଘର ଟୋଲ ପ୍ଲାଜା ପକ୍ଷରୁ ଭୂମୀକା ଚକ୍ଷୁ ଚିକିତ୍ସାଳୟ ଜାରକାଙ୍କ ସହଯୋଗରେ ସଡକ ସୁରକ୍ଷା ମାସ ଉପଲକ୍ଷେ ଯାନବାହାନ ଚାଳକ ଓ ଆଞ୍ଚଳିକ…
Read More...

ବାଇକ୍ ଦୁର୍ଘଟଣାଗ୍ରସ୍ତ, ଜଣେ ଗୁରୁତର

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଖୁଦପୁଟୁଳି ନିକଟରେ ଏକ ବାଇକ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ବାଇକ୍ ଆରୋହୀ ଜଣକ ପାଟଣା ଥାନା…
Read More...

ମୁରିବାହାଲ ବ୍ଲକର ୨ ପଞ୍ଚାୟତରେ ନିଧି ପକ୍ଷରୁ ୪୦ ଗୋଟି ସ୍ମାର୍ଟଫୋନ ବଣ୍ଟନ

ମୁରିବାହାଲ : ମୁରିବାହାଲ ବ୍ଲକ ୨ ଗୋଟି ଗ୍ରାମପଞ୍ଚାୟତ ଲେବେଡା ଓ ଟୁପାଉଡାରରେ ମଙ୍ଗଳବାର ନିଧି ପକ୍ଷରୁ ଗରିବ ମହିଳାମାନଙ୍କୁ ସ୍ମାର୍ଟଫୋନ ବଣ୍ଟନ କରାଯାଇଛି। ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ…
Read More...

ସ୍ୱାମୀଙ୍କ ମୃତ୍ୟୁର ଦୁଇ ବର୍ଷ ପରେ ମଧ୍ୟ ମିଳୁନି ବିଧବା ଭତ୍ତା

ବେଗୁନିଆ : ବ୍ଲକ ପ୍ରଶାସନର ନିଷ୍କ୍ରିୟତା ଏବଂ ଖାମଖିଆଲି ମନୋଭାବ ଯୋଗୁଁ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିବାର ଦୁଇ ବର୍ଷ ପରେ ମଧ୍ୟ ତାଙ୍କର ବିଧବା ପତ୍ନୀ ବିଧବା ଭତ୍ତା ନ ପାଇବା ନିଶ୍ଚୟ ପରିତାପର ବିଷୟ। ଫଳରେ…
Read More...

ଜିରୋ କୋଭିଡ଼୍‍ ଆଡ଼କୁ ଗତି କରୁଛି କନ୍ଧମାଳ, ଆକ୍ଟିଭ କେସ ମାତ୍ର ୧

ଫୁଲବାଣୀ : ଜିରୋ କୋଭିଡ ଆଡକୁ ଗତି କରୁଛି କନ୍ଧମାଳ। ଜିଲ୍ଲାରେ ଗତ ଆଠ ଦିନ ମଧ୍ୟରେ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି। ଏ ନେଇ ଜିଲାବାସୀଙ୍କ ମଧ୍ୟରେ ଆସ୍ୱସ୍ତି ଦେଖାଦେଇଛି। ଗତ ଜାନୁଆରୀ ୨୬ ତାରିଖ ଦିନ…
Read More...

ସ୍କୁଲ ଓ କଲେଜମାନଙ୍କରେ ଏଫ୍‍.ଆର୍‍.ପି କାର୍ଯ୍ୟକ୍ରମ

ଫୁଲବାଣୀ : ଜିଗିତ୍ସା ହେଲଥ୍‍ କେୟାର ସଂସ୍ଥା ପକ୍ଷରୁ ଜିଲାର ବିଭିନ୍ନ ସ୍କୁଲ ଓ କଲେଜ ମାନଙ୍କରେ ଏଫ୍‍.ଆର୍‍.ପି(ପ୍ରାଥମିକ ଚିକିତ୍ସା କାର୍ଯ୍ୟକ୍ରମ) ଆରମ୍ଭ ହୋଇଛି। ଏଥିରେ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନଙ୍କୁ…
Read More...

ବ୍ଳକସ୍ତରୀୟ ପଡୋଶୀ ଯୁବ ସମ୍ବିଧାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଫୁଲବାଣୀ : ସ୍ଥାନୀୟ କନ୍ଧମାଳ ଷ୍ଟାଡିୟାମରେ ଫୁଲବାଣୀ ନେହେରୁ ଯୁବ ସଂଗଠନ ଏବଂ ନୁଆରିପଦର ସଟାକର ଯୁବକ ସଂଘର ମିଳିତ ଅନୁକୁଲ୍ୟରେ ପଡୋଶୀ ଯୁବ ସମ୍ବିଧାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ…
Read More...

ରାଜସ୍ୱ କ୍ଷେତ୍ର କର୍ମଚାରୀଙ୍କ କଳାବ୍ୟାଚ୍‍ ପରିଧାନ କରି ପ୍ରତିବାଦ 

ବୌଦ୍ଧ : ଓଡିଶା ରାଜସ୍ୱ କ୍ଷେତ୍ର କର୍ମଚାରୀ ସଂଘର ଆହ୍ୱାନ କ୍ରମେ ବୌଦ୍ଧ ତହସିଲ ରାଜସ୍ୱ କ୍ଷେତ୍ର କର୍ମଚାରୀମାନେ ଆଜି ଠାରୁ କଳା ବ୍ୟାଚ୍‍ ପରିଧାନ କରି କାର୍ଯ୍ୟ କରୁଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ,…
Read More...

ନିମ୍ନମାନର ରାସ୍ତାକାମକୁ ନେଇ ବିଜେପି ବିଜେଡି ମଧ୍ୟରେ ଟଣାଓଟରା, ଥାନାରେ ମାମଲା 

ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକର ସଙ୍କୁଲୋଇଠାରୁ ସୁରୁଣ୍ଡି ପର୍ଯ୍ୟନ୍ତ ରାସ୍ତାକାମକୁ ନେଇ ବିଜେଡି ଓ ବଜେପି ମଧ୍ୟରେ ଟଣାଓଟରା ଆରମ୍ଭ ହୋଇ ମାମଲା ଥାନାରେ ପହଞ୍ଚି ଉଭୟ ପକ୍ଷରୁ ମାମଲା ରୁଜୁ ହୋଇଥିବା…
Read More...

ବୀରମହାରାଜପୁରରେ ବ୍ଲକସ୍ତରୀୟ ମହାସମନ୍ୱୟ ମେଳା, ୧୮୫ ଗୋଷ୍ଠୀକୁ ୩ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଋଣ ମଞ୍ଜୁର

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କଲ୍ୟାଣ ମଣ୍ଡପଠାରେ ଆଜି ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତିର ମିଳିତ ଆନୁକୂଲ୍ୟରେ ବ୍ଲକସ୍ତରୀୟ ମହାସମନ୍ୱୟ ମେଳା ଅନୁଷ୍ଠିତ ହୋଇଯାଇଛି । ବ୍ଲକର ୧୮୫ଟି…
Read More...