www.samajalive.in
Monday, December 15, 2025
27.1 C
Bhubaneswar

ଜଗନ୍ନାଥ ମହାନ୍ତଙ୍କୁ ରାଷ୍ଟ୍ରୀୟ ପ୍ରେରଣା ଦୂତ ସମ୍ମାନ

ପାଟଣା : ଫେସ୍ ଅଫ୍ ଫ୍ୟୁଚର ଇଣ୍ଡିଆ ପକ୍ଷରୁ ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଭଗାମୁଣ୍ଡା ନୂଆଗାଁ ଗ୍ରାମର ଯୁବ ପ୍ରତିଭା ତଥା ପିପିଳିଆ କଲେଜର ପୂର୍ବତନ ଛାତ୍ର ଜଗନ୍ନାଥ ମହାନ୍ତଙ୍କୁ ଚଳିତ ବର୍ଷର ରାଷ୍ଟ୍ରୀୟ ପ୍ରେରଣା ଦୂତ ସମ୍ମାନ ମିଳିଛି। ସେ ବିଭିନ୍ନ ସାମାଜିକ ସଂଗଠନ ସହ ସକ୍ରିୟ ଭାବରେ ଜଡିତ ରହି ରକ୍ତ ଦାନ, ସ୍ବଚ୍ଛ ଭାରତ ଅଭିଯାନ, ମହିଳାଙ୍କ ସ୍ଥିତିର ଉନ୍ନତି ପାଇଁ ସଚେତନତା ସୃଷ୍ଟି କରିବା, ଗରିବ ଛାତ୍ରଛାତ୍ରୀଙ୍କୁ ମାଗଣା କୋଚିଂ କ୍ଲାସ୍ ଏବଂ ପରିବେଶ ସଚେତନତା କାର୍ୟ୍ୟକ୍ରମ ଇତ୍ୟାଦି ସହିତ ସେ ସମାଜର କଲ୍ୟାଣ ପାଇଁ କାର୍ୟ୍ୟ କରିଛନ୍ତି। କୋଭିଡ- ୧୯ ମହାମାରୀ ସମୟରେ ସ୍ୱେଚ୍ଛାସେବୀ ଭାବେ କାର୍ୟ୍ୟ କରି ସମାଜ ପାଇଁ ଏକ ଉତ୍ତମ ବାର୍ତ୍ତା ଦେଇଥିଲେ। ଆଜି ବିହାର ରାଜ୍ୟ ସରଣର ବିବେକାନନ୍ଦ ହଲରେ ଜଗନ୍ନାଥଙ୍କୁ ରାଷ୍ଟ୍ରୀୟ ପ୍ରେରଣା ଦୂତ ସମ୍ମାନ ପ୍ରଦାନ କରାଯାଇଥିବା ସୂଚନା ମିଳିଛି ।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories