ସୋନୁ ସୁଦ୍‍ଙ୍କ ନାମରେ ଆରମ୍ଭ ହେଲା ଆମ୍ବୁଲାନ୍ସ ସେବା, ନିଜେ ଉଦ୍‍ଘାଟନ କଲେ ଅଭିନେତା

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ସାରା ଦେଶରେ ହୋଇଥିବା ଲକ୍‍ଡାଉନଠାରୁ ଆରମ୍ଭ କରି ଏପର୍ଯ୍ୟନ୍ତ ଅସହାୟ ଲୋକଙ୍କୁ ବିଭିନ୍ନ ପ୍ରକାର ସାହାଯ୍ୟ କରିଆସୁଛନ୍ତି ଅଭିନେତା ସୋନୁ ସୁଦ୍‍। ତାଙ୍କର ଏହି ମହାନତା ଆଜି ତାଙ୍କୁ…
Read More...

ଅବକାରୀ ବିଭାଗ ପକ୍ଷରୁ ୪୮ ହଜାର ଗଂଜେଇ ଗଛ ନଷ୍ଟ

ବୌଦ୍ଧ : ବୌଦ୍ଧ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବରଗାଁ ଗ୍ରାମର ଆଭ୍ୟନ୍ତରିଣ ଜଙ୍ଗଲ ଜମିରେ ୧୬ ଏକର ଜାଗାରେ ହୋଇଥିବା ବେଆଇନ ଗଂଜେଇ ଚାଷ ଉପରେ ଚଢାଉ କରି ୪୮ ହଜାର ଗଂଜେଇ ଗଛ ନଷ୍ଟ କରାଯାଇଛି। ନଷ୍ଟ ଗଂଜେଇର…
Read More...

ଖଣି ଓ ଇସ୍ପାତ ମନ୍ତ୍ରୀଙ୍କ ବୌଦ୍ଧ ସଂଗ୍ରହାଳୟ ପରିଦର୍ଶନ 

ବୌଦ୍ଧ : ରାଜ୍ୟ ସରକାରଙ୍କ ଖଣି ଓ ଇସ୍ପାତ, ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମଙ୍ଗଳବାର ବୌଦ୍ଧ ଗସ୍ତରେ ଆସି ସ୍ଥାନୀୟ ସର୍କିଟ ହାଉସଠାରେ ବିଭିନ୍ନ ବିଭାଗର କାର୍ଯ୍ୟର ସମୀକ୍ଷା କରିବା ସହିତ ପୁରୁଣା…
Read More...

ପ୍ରଣବ, ସଂଜୟ ଓ ବିଜୟଙ୍କ ଅଚାନକ ବୌଦ୍ଧ ଗସ୍ତ : ଅମାତଙ୍କ ସହ ରୁଦ୍ଧଦ୍ୱାର ବୈଠକ 

ବୌଦ୍ଧ : ରାଜ୍ୟର ବହୁ ହେଭିୱେଟ ନେତାଙ୍କ ବୌଦ୍ଧ ଗସ୍ତ ରାଜନୈତିକ ମହଲରେ ଉଷ୍ମତା ସୃଷ୍ଟି କରିଛି। ପୂର୍ବାହ୍ନରେ ବିଜେଡିର ଅନ୍ୟତମ ବରିଷ୍ଠ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ବୌଦ୍ଧ ଗସ୍ତ କରି ବିଭାଗୀୟ ସମୀକ୍ଷା…
Read More...

ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ବଘିଆପଡା ମଣ୍ଡି ଘେରାଉ 

ବୌଦ୍ଧ : ବୌଦ୍ଧ ବ୍ଲକ ଅନ୍ତର୍ଗତ ବଘିଆପଡା ମଣ୍ଡିରେ ଧାନ କିଣାରେ ଚରମ ଅବ୍ୟବସ୍ଥା ହେଉଥିବା ଅଭିଯୋଗ ହୋଇଛି। ମଣ୍ଡି ସମ୍ମୁଖରେ ରାଜ ରାସ୍ତାରେ ହଜାର ହଜାର ଧାନବସ୍ତା ୧୫ ଦିନ ହେଲା ଜମା ହୋଇ ରହିଥିଲେ ମଧ୍ୟ ଧାନ…
Read More...

ଥିଏଟର୍‍ ମାଲିକଙ୍କ କଥା ରଖିଲେ ସଲମାନ; ସିନେମା ହଲରେ ରିଲିଜ୍‍ ହେବ ‘ରାଧେ’

ମୁମ୍ବଇ: ସଲମାନ ଖାନଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ସଲମାନ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ରାଧେ’ର ମୁକ୍ତିଲାଭ ତାରିଖ ଘୋଷଣା କରିଛନ୍ତି। ଚଳିତ ବର୍ଷ ଇଦରେ ଏହି ଫିଲ୍ମ ରିଲିଜ୍‍ ହେବ। ସବୁଠାରୁ ବଡ଼ କଥା ହେଉଛି…
Read More...

ବାପକୁ ମିଳିଲାନି ପୁଅର କାନ୍ଧ ; ଝିଅମାନେ କଲେ ଅନ୍ତିମ ସଂସ୍କାର

ପାଟଣା : ବାପାକୁ ମିଳିଲାନି ପୁଅର କାନ୍ଧ। ଶେଷରେ ଝିଅମାନେ କରିଛନ୍ତି ଅନ୍ତିମ ସଂସ୍କାର। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ପିପିଳିଆ ଗ୍ରାମରେ। ଗ୍ରାମର ଧିର ବାରିକଙ୍କର ୭୧ ବର୍ଷ…
Read More...

ପାଟଣା ବ୍ଲକରେ ୧୨ଟି ବିଦ୍ୟାଳୟ ବନ୍ଦ ନିଷ୍ପତ୍ତିକୁ ୧୧ ଗ୍ରାମବାସୀଙ୍କ ବିରୋଧ

ପାଟଣା : ପାଟଣା ବ୍ଲକର ୫ଟି ପ୍ରାଥମିକ ବିଦ୍ୟାଳୟ ଓ ୭ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରାଯିବାର ନିଷ୍ପତ୍ତିକୁ ୧୧ଟି ଗ୍ରାମର ଗ୍ରାମବାସୀ ବିରୋଧ କରି ଜିଲ୍ଲାପାଳ, ଡିପିସି ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ…
Read More...

ସଟ୍ ସର୍କିଟରୁ ଅଗ୍ନିକାଣ୍ଡ, ଜଳିଗଲା ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ଆସବାବପତ୍ର

ପାଟଣା : ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ମୁରୁସୁଆଁ ଗ୍ରାମରେ ସଟ୍ ସର୍କିଟରୁ ଅଗ୍ନିକାଣ୍ଡ ଘଟି ଗ୍ରାମର ମକରଧ୍ବଜ ଦେହୁରୀଙ୍କ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି । ସୋମବାର ପୂର୍ବାହ୍ନରେ ଘରେ କେହି…
Read More...

ସାହାରପଡା ବ୍ଲକ କାର୍ଯ୍ୟାଳୟ ଘେରିଲେ ଚାଷୀ, ବିଜେପି ଦେଲା ସମର୍ଥନ

ପାଟଣା : ସାହାରପଡା ଲ୍ୟାମ୍ପସରେ ଅନିୟମିତତାକୁ ନେଇ ମଙ୍ଗଳବାର ସାହାରପଡା ବ୍ଲକ କାର୍ଯ୍ୟାଳୟକୁ ଚାଷୀ ଓ ବିଜେପି କର୍ମୀ ମିଳିତ ଘେରାଉ କରିଛନ୍ତି। ଏଭଳି ଘଟଣା ପରେ ସାହାରପଡା ବିଡ଼ିଓ, ଏମଆଇ, ଲ୍ୟାମ୍ପସ୍ ଏମଡ଼ି, ଚାଷି,…
Read More...

ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କୁ ଜି.ଉଦୟଗିରି ନଗର ଓ ବ୍ଳକ ବିଜେଡିର ଅଭିନନ୍ଦନ

ଜି.ଉଦୟଗିରି: ମହାମାରୀ କରୋନାର ସୁପରିଚାଳନା ଓ ସରକାରଙ୍କ ତରଫରୁ ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟକୁ ସଫଳତାର ସହ କାର୍ୟ୍ୟକାରୀ କରିଥିବାରୁ ସର୍ଭେ ଅନୁସାରେ ଭାରତ ବର୍ଷର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ମାନ୍ୟବର…
Read More...

ଗୋଟିଏ ରାତିରେ ଗାଁର ୪ ସ୍ଥାନରେ ଅଗ୍ନିକାଣ୍ଡ

ଗୁରୁଡିଝାଟିଆ: ଖମାରନୂଆଗାଁରେ ବିଳମ୍ବିତ ରାତିରେ ୪ଟି ସ୍ଥାନରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଛି। ଏଭଳି ଅଗ୍ନିକାଣ୍ଡ ଗାଁରେ ଆଗରୁ କେବେ ହୋଇନଥିଲା। ବିଳମ୍ବିତ ରାତି ପ୍ରାୟ ୩ଟା ସମୟରେ…
Read More...

ନବମ ଶ୍ରେଣୀ ନାତିର ସ୍କୁଲ ଖୋଲିବା ପାଇଁ ଜେଜେଙ୍କ ମୁଖ୍ୟ ସଚିବଙ୍କୁ ଚିଠି

ଗୁରୁଡିଝାଟିଆ: ରାଜ୍ୟରେ କରୋନା ମହାମାରୀ ଶିକ୍ଷା ବ୍ୟବସ୍ଥାକୁ ଭାଙ୍ଗିରୁଚି ଦେଇଛି। ସରକାର ଅନଲାଇନ ଶିକ୍ଷା ବ୍ୟବସ୍ଥା କରିଥିଲେ ମଧ୍ୟ ତାହା ସେତେ ଫଳପ୍ରଦ ହୋଇପାରିନାହିଁ। କରୋନା ଏବେ ତଳମୁହାଁ ହୋଇଥିବାରୁ ରାଜ୍ୟ…
Read More...

ଏକ ନମ୍ବର ମୁଖ୍ୟମନ୍ତ୍ରୀ ଘୋଷଣା ପରେ ନବୀନଙ୍କ ଦୀର୍ଘ ଜୀବନ କାମନା କରି ପୂଜାର୍ଚ୍ଚନା

ରେଙ୍ଗାଲି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ବିବେଚିତ ହୋଇଥିବାରୁ ବିଜୁ ଜନତା ଦଳ ନେତା ଏବଂ କର୍ମୀ ମହଲରେ ଖୁସିର ଲହରି ଖେଳିଯାଇଛି। ଆଜି ରେଙ୍ଗାଲି ମହାବୀର ଛକ ସ୍ଥିତ ହନୁମାନ…
Read More...

କୃଷି ଆଇନ ବାତିଲ୍ ଦାବୀରେ ଅଖିଳ ଭାରତୀୟ କୃଷକ ସଂଘର୍ଷ ସମନ୍ବୟ ସମିତିର ବିକ୍ଷୋଭ

ରେଙ୍ଗାଲି: କୃଷି ଆଇନ୍ ବାତିଲ୍ କରିବା ଏବଂ ସଂଶୋଧିତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ୍ ବାତିଲ୍ କରିବା ଦାବୀରେ ଆଜି ଅଖିଳ ଭାରତୀୟ କୃଷକ ସଂଘର୍ଷ ସମିତି/ସିପିଆଇ ପକ୍ଷରୁ ରେଙ୍ଗାଲି ତହସିଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ…
Read More...

ନବରଙ୍ଗପୁର ବିଧାୟକଙ୍କ ଦ୍ୱାରା ମ୍ୟୁନିସିପାଲଟି ତରଫରୁ ପ୍ରସ୍ତୁତ ‘ମୋ ଖତ’ର ଶୁଭାରମ୍ଭ

ନବରଙ୍ଗପୁର: ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଆଜି ମ୍ୟୁନିସିପାଲଟି ତରଫରୁ ପ୍ରସ୍ତୁତ 'ମୋ ଖତ'ର ଶୁଭାରମ୍ଭ କରିଛନ୍ତି। ନବରଙ୍ଗପୁର ପୌର ପରିଷଦ କାର୍ୟ୍ୟାଳୟ ପରିସରରେ ନୂତନ ଭାବରେ ସ୍ଥାପନ କରାଯାଇଥିବା ଖତ…
Read More...

ବୌଦ୍ଧ ଜିଲ୍ଲାରେ ଦ୍ୱିତୀୟ ଦିବସରେ ୪୦୨ ଜଣଙ୍କୁ ଦିଆଗଲା ଟୀକା

ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ଗତ ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟ କୋଭିଡ୍‍-୧୯ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାବେଳେ ଏଥିରେ ପ୍ରଥମ ଦିବସରେ ୩୦୭ ଜଣ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କୁ ଟୀକା ଦିଆଯାଇଥିଲା। ଆଜି…
Read More...

ବୌଦ୍ଧରେ ସଡକ ସୁରକ୍ଷା ସଚେତନତା ଶୋଭାଯାତ୍ରା

ବୌଦ୍ଧ : ସାରା ଦେଶରେ ସଡକ ସୁରକ୍ଷା ମାସ ଆରମ୍ଭ ହୋଇଥିବା ବେଳେ ବୌଦ୍ଧରେ ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମକୁ ଜିଲ୍ଳାପାଳ ଲଲାଟେନ୍ଦୁ ମିଶ୍ର ଉଦଘାଟନ କରିଛନ୍ତି। ଏହି ଅବସରରେ ଆଂଚଳିକ ପରିବହନ କାର୍ଯ୍ୟାଳୟ…
Read More...

ପିସିସି ସଭାପତିଙ୍କ ଗାଡିକୁ ଆକ୍ରମଣ ପ୍ରତିବାଦରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ 

ବୌଦ୍ଧ : ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଂଜନ ପଟ୍ଟନାୟକଙ୍କ ଗାଡିକୁ ଆକ୍ରମଣ ଏବଂ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କୁ ମାଡ ମାରିବା ଓ ହତ୍ୟା ଧମକ ଦେଇଥିବା ଦୁର୍ବୃତ୍ତମାନଙ୍କୁ ଏଯାବତ ଗିରଫ ନ କରିବା…
Read More...

ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ପକ୍ଷରୁ ସାତଦଫା ଦାବୀ ପୂରଣ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବୌଦ୍ଧ : ବୌଦ୍ଧ ଜିଲ୍ଲା ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ପକ୍ଷରୁ ସୋମବାର ସାତଦଫା ଦାବୀ ପୂରଣ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ…
Read More...

ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ନିଧି ସଂଗ୍ରହ

ମୋହନା: ଅଯୋଧ୍ୟାରେ ନିର୍ମାଣ ହେବାକୁ ଯାଉଥିବା ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପାଇଁ ମୋହନାଠାରେ ନିଧି ସଂଗ୍ରହ ଅଭିଯାନର ଶୁଭାରମ୍ଭ ହୋଇଯାଇଛି । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଦିଆଯାଇଥିବା…
Read More...

ଗୋପାଳପୁରକୁ ପ୍ରବେଶ ନେଇ ଅତ୍ୟାଧିକ କଟକଣା

ଗୋପାଳପୁର: ଗୋପାଳପୁରକୁ ଅଧିକ ଆକର୍ଷଣୀୟ କରିବା ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାମାନ କାର୍ଯ୍ୟକାରୀ କରାଯାଇ ଉନ୍ନୟନମୂଳକ କାର୍ଯ୍ୟ ଚାଲୁ ରହିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଠାକୁ…
Read More...

ପ୍ଲାଷ୍ଟିକ ଇଞ୍ଜିନିୟରିଂରେ ଉଦ୍ୟୋଗ ପାଇଁ ସୁଯୋଗ ଭରି ରହିଛି

ନବରଙ୍ଗପୁର: ପ୍ଳାଷ୍ଟିକ୍ ଇଞ୍ଜିନିୟରିଂରେ କ୍ୟାରିୟରର ଯଥେଷ୍ଟ ସୁଯୋଗ ରହିଛି ବୋଲି ସିପେଟ ଭୁବନେଶ୍ୱରର ଡିନ୍ ଡ଼ଃ ଅଶ୍ମିନ୍ ମହାପାତ୍ର ମତବ୍ୟକ୍ତ କରିଛନ୍ତି। 'ମୁଁ ବି ସମର୍ଥ'‌ ର ୨୦ତମ ଭାଗରେ ଯୋଗ ଦେଇ ଶ୍ରୀ…
Read More...

ବ୍ଲକ ମନିଟରିଂ ଟିମର ଜଗତି ହାଇସ୍କୁଲ ପରିଦର୍ଶନ

ବୌଦ୍ଧ : କୋଭିଡ କଟକଟଣା ଯୋଗୁଁ ଦୀର୍ଘ ମାସ ହେଲା ବନ୍ଦ ରହିଥିବା ବିଦ୍ୟାଳୟଗୁଡିକ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗତ ୮ ତାରିଖରେ ଦଶମ ଓ ଦ୍ୱାଦଶ ଶ୍ରେଣୀକୁ ନେଇ ଖୋଲାଯାଇଛି। ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ଶିକ୍ଷଣ…
Read More...

ବାଇକକୁ ଧକ୍କା ଦେଲା ପିକଅପ୍‍ : ମାଂସ ଦୋକାନୀ ଗୁରୁତର, ସହଯୋଗୀ ମୃତ

ବୌଦ୍ଧ : ରବିବାର ପ୍ରତ୍ୟୁଷରୁ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ବୌଦ୍ଧ ସହର ହାତୀଶାଳ ଛକ ନିକଟରେ ବାଇକରେ ଯାଉଥିବା ଜଣେ ମାଂସ ଦୋକାନୀ ଓ ତାଙ୍କର ସହଯୋଗୀଙ୍କୁ ଏକ ପିକଅପ୍‍ ଧକ୍କା ଦେବା ଫଳରେ ମାଂସ ଦୋକାନୀ…
Read More...

ଜିଲ୍ଲା ଯୁବ କଂଗ୍ରେସର ନୂତନ କମିଟି ଗଠିତ

ବୌଦ୍ଧ : ରାଜ୍ୟ ଯୁବ କଂଗ୍ରେସ କମିଟି ସଭାପତି ଡଃ. ସ୍ମୃତି ରଂଜନ ଲେଙ୍କାଙ୍କ ଅନୁମୋଦନକ୍ରମେ ବୌଦ୍ଧ ଜିଲ୍ଲା ଯୁବ କଂଗ୍ରେସର ନୂତନ କମିଟି ଗଠନ କରାଯାଇଥିବା ସଭାପତି ମହେଶ୍ୱର ପ୍ରଧାନ ସୂଚନା ଦେଇଛନ୍ତି। ଏଥିରେ ୧୫ ଜଣ…
Read More...

କଲକତା ଆଇ ଲିଗ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଜାତୀୟ ରେଫରୀ ବୌଦ୍ଧର ଶ୍ରୀକାନ୍ତ ବହିଦାର

ବୌଦ୍ଧ : କଲକତାଠାରେ ଚଳିତ ମାସ ୯ ତାରିଖଠାରୁ ଆରମ୍ଭ ହୋଇଥିବା ମର୍ଯ୍ୟାଦାଜନକ ଆଇ ଲିଗ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ରେଫରୀ ଭାବରେ ବୌଦ୍ଧର ଜାତୀୟ ରେଫରୀ ଶ୍ରୀକାନ୍ତ ବହିଦାର ମ୍ୟାଚ ପରିଚାଳନା କରୁଛନ୍ତି। ଏହି…
Read More...

ବିଜେପୁର ବ୍ଳକର ଧାନମଣ୍ଡିଗୁଡିକୁ ଯାଞ୍ଚ କଲେ କର୍ତ୍ତୃପକ୍ଷ

ବିଜେପୁର: ବରଗଡ ଜିଲ୍ଲା ବିଜେପୁର ବ୍ଳକର ଧାନମଣ୍ଡିଗୁଡିକୁ ରବିବାର ସ୍ଥାନୀୟ କର୍ତ୍ତୃପକ୍ଷ ପରିଦର୍ଶନ କରି ଯାଞ୍ଚ କରିଛନ୍ତି। ବିଜେପୁର ଗୋଷ୍ଠୀ ଉନ୍ନୟନ ଅଧୀକାରୀ ପଦ୍ମାନାଭ ସାମନ୍ତରାୟ, ଏଆର୍‍ସିଏସ୍‍ ଡୋଲାମଣି…
Read More...

ବନବିଭାଗ ଦ୍ୱାରା ୨ଟି ମୃତ ଓ ୩ଟି ଜୀବନ୍ତ ବିରଳ ଗରୁଡ଼ ପକ୍ଷୀ ଉଦ୍ଧାର

ନବରଙ୍ଗପୁର: ଡାବୁଗାଁ ରେଞ୍ଜ ବନ କର୍ମଚାରୀଙ୍କ ଦ୍ୱାରା ୫ଟି ବିରଳ ଗରୁଡ଼ ପକ୍ଷୀ ଉଦ୍ଧାର କରାଯାଇଛି। ତନ୍ମଧ୍ୟରୁ ୨ଟି ମୃତ ଓ ୩ଟି ଜୀବନ୍ତ ଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି…
Read More...

ଗୋପାଳପୁର ବିଧାୟକଙ୍କ ପରେ ଏବେ ରଙ୍ଗେଇଲୁଣ୍ଡା ବ୍ଲକ ବିଡ଼ିଓଙ୍କୁ ହଟାଇବା ଦାବୀ ଜୋର ଧରିଲା

ଗୋପାଳପୁର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା ପରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣେଇବା ନିମନ୍ତେ ରଙ୍ଗେଇଲୁଣ୍ଡା ବ୍ଲକ କାର୍ୟ୍ୟାଳୟ ପରିସରରେ ଥିବା ବ୍ଲକ…
Read More...

ବନବିଭାଗ ଦ୍ୱାରା ମାଙ୍କଡାପଥର ବୋଝେଇ ଟ୍ରାକ୍ଟର ଜବତ

ଗୁରୁଡିଝାଟିଆ : ଖୁଣ୍ଟୁଣୀ ବନାଞ୍ଚଳ ଅନ୍ତର୍ଗତ ମହାଲକ୍ଷ୍ମୀପୁର ସଂରକ୍ଷିତ ଜଙ୍ଗଲ ନିକଟରୁ ଏକ ମାଙ୍କଡା ପଥର ବୋଝେଇ ଟ୍ରାକ୍ଟରକୁ ଆଠଗଡ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଦବ ଜବତ କରିଛନ୍ତି। ସଂରକ୍ଷିତ ଜଙ୍ଗଲରୁ…
Read More...

ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ

ରେଙ୍ଗାଲି: ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥର ରେଙ୍ଗାଲି ନିକଟରେରେ ଥିବା ଗୁରୁପାଲିଠାରେ ଶନିବାର ରାତି ପ୍ରାୟ ୮ଟା ସମୟରେ ସଡକ ଦୁର୍ଘଟଣାରେ ଜନୈକ ଅଚିହ୍ନା ଯୁବକଙ୍କ ମୃତ୍ୟୁ ଘଟିଥିବା ପୁଲିସ ସୂତ୍ରରୁ…
Read More...

ସାହିତ୍ୟିକ ଅକ୍ଷୟ କର୍ଣ୍ଣ ହେଲେ ଓଡିଶା ସଂସ୍କୃତି କଳା ପରିଷଦର ରାଜ୍ୟ ସଂଯୋଜକ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ପାରମ୍ପରିକ ଲୋକ କଳା ସଂଘର କନ୍ଧମାଳ ଜିଲା ସଭାପତି ତଥା କବି, ଲେଖକ ଓ ସାହିତ୍ୟିକ ଅକ୍ଷୟ କର୍ଣ୍ଣ ରାଜ୍ୟ ସଂସ୍କୃତି କଳା ପରିଷଦର ରାଜ୍ୟ ସଂଯୋଜକ ଭାବେ ମନୋନିତ ହୋଇଛନ୍ତି। ତାଙ୍କର ନିଜ…
Read More...

ଉପବାଚସ୍ପତିଙ୍କ ବୌଦ୍ଧ ସଂଗ୍ରହାଳୟ ପରିଦର୍ଶନ 

ବୌଦ୍ଧ : ଓଡ଼ିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ଭୁବନେଶ୍ୱର ଗସ୍ତରେ ଯାଉଥିବାବେଳେ ବୌଦ୍ଧରେ ସ୍ୱଳ୍ପ ସମୟ ରହଣି ସମୟରେ ଐତିହାସିକ ସଂଗ୍ରହାଳୟକୁ ବୁଲି ଦେଖିଥିଲେ। ବୌଦ୍ଧର ଐତିହାସିକ ସଂଗ୍ରହାଳୟ ଦେଖି ଶ୍ରୀ…
Read More...

ବୌଦ୍ଧ ଜିଲ୍ଲାରେ ସଫେଇ କର୍ମଚାରୀଙ୍କଠାରୁ କୋଭିଡ୍‍-୧୯ ଟୀକାକରଣ ଆରମ୍ଭ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ କୋଭିଡ୍‍ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ବୌଦ୍ଧ ସଦରର କୋଭିଡ୍‍ ହେଲ୍‍ଥ ସେଣ୍ଟର୍‍ ସମେତ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ବାଉଁଶୁଣୀ ଓ ମନମୁଣ୍ଡା ଉଚ୍ଚପ୍ରାଥମିକ…
Read More...

କ.ନୂଆଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଟୀକାକରଣ

କ.ନୂଆଗାଁ: କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଳକ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ୯୦ଜଣ ଟୀକା ଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ୟରେ ସଫେଇ କର୍ମଚାରୀ,…
Read More...

ପିପିଳିଆରେ ହୋ ସଂପ୍ରଦାୟର ମାଘେ ପର୍ବ

ପାଟଣା : ଘଟଗାଁ ବ୍ଲକ ଅନ୍ତର୍ଗତ ପିପିଳିଆ ଗ୍ରାମର ଶିଶୁ ମନ୍ଦିର ନିକଟସ୍ଥ ମୁଣ୍ଡା ସାହିରେ ୫ମ ବାର୍ଷିକ ମାଘେ ପର୍ବ ପାଳିତ ହୋଇଯାଇଛି। ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଗୋଲାପ ନାୟକ, ୬ ନଂ ୱାର୍ଡ଼…
Read More...

ବିଶ୍ଵ ହିନ୍ଦୁପରିଷଦ ପକ୍ଷରୁ ନିଧି ସଂଗ୍ରହ ଅଭିଯାନ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ସରାସକୋଲା, ସାନଜାମୁପଶି, ବାଂଶଡିହା ଓ ଡିମିରିଡିହା ଗ୍ରାମରେ ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ନିଧି ସଂଗ୍ରହ ଅଭିଯାନ କାର୍ୟ୍ୟକ୍ରମ ଅନୁଷ୍ଠିତ…
Read More...

ଜି.ଉଦୟଗିରିରେ କୋଭିଡ ଟୀକାକରଣ

ଜି.ଉଦୟଗିରି: ସାରା ବିଶ୍ବବାସୀ ମହାମାରୀ କରୋନାକୁ ନେଇ ଭୟଭୀତ ହୋଇପଡିଥିବା ବେଳେ ମହାମାରୀରୁ ରକ୍ଷା ପାଇବା ପାଇଁ ଭାରତ ନିର୍ମିତ ସ୍ବଦେଶୀ ଟୀକାରେ ଆଜି ଟୀକାକରଣ ଆରମ୍ଭ ହୋଇଯାଇଛି। ମାନ୍ୟବର ପ୍ରଧାନମନ୍ତ୍ରୀ…
Read More...

ରାଜ୍ୟ ମହିଳା ଆୟୋଗ ଦ୍ୱାରା କନ୍ଧମାଳର ଝିଅ ପୁରସ୍କୃତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ସନ୍ଧ୍ୟାରାଣୀ ବେହେରା ରାଜ୍ୟ ମହିଳା ଆୟୋଗ ଦ୍ୱାରା ପୁରସ୍କୃତ ହୋଇଛନ୍ତି। ସନ୍ଧ୍ୟାରାଣୀ ବର୍ତମାନ ରେଲୱେ ପୁଲିସରେ କନଷ୍ଟେବଳ ଭାବେ ଭୁବନେଶ୍ୱରରେ କାର୍ଯ୍ୟରତ ଅଛନ୍ତି।…
Read More...

ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ମେଗା ଋଣମେଳା

ଫୁଲବାଣୀ: ସ୍ଥାନୀୟ ଷ୍ଟେଟବ୍ୟାଙ୍କ ତାଲିମକେନ୍ଦ୍ର ପରିସରରେ ଶୁକ୍ରବାର ବ୍ୟାଙ୍କ ତରଫରୁ ଏକ ମେଗା ଋଣମେଳା ଆୟୋଜିତ ହୋଇଯାଇଛି। କନ୍ଧମାଳ ସମେତ ବୌଦ୍ଧ, ଗଞ୍ଜାମ, ଗଜପତି ଜିଲାର ୭୨୬ ଟି ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ…
Read More...

ଇନ୍ଦ୍ରାବତୀକୁ ନେଇ ରାଜନୀତିି ଜୋର ଧରିଲା : ନବରଙ୍ଗପୁରକୁ ଉପେକ୍ଷା ନେଇ ରାଜ୍ୟ ସରକାରକୁ ବିଜେପିର ତୀବ୍ର ସମାଲୋଚନା

ନବରଙ୍ଗପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବୃହତ୍ତ ଇନ୍ଦ୍ରାବତୀ ଜଳ ପ୍ରକଳ୍ପକୁ ନେଇ କଳାହାଣ୍ଡି ଜିଲାରେ ଜୟପାଟଣା ବ୍ଲକ ମଙ୍ଗଳପୁରଠାରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଜଳସେଚନ…
Read More...

ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକଙ୍କ ଧାନ ମଣ୍ଡି ପରିଦର୍ଶନ

ବୌଦ୍ଧ : ବିଜେପି ରାଜ୍ୟ କୃଷକ ମୋର୍ଚ୍ଚାର ସଂଯୋଜକ ମନୋରଂଜନ ଦାଶ ଏକ ପ୍ରତିନିଧି ମଣ୍ଡଳୀ ସହ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକର ବୀରନରସିଂହପୁର ମାର୍କେଟୟାଡଠାରେ ଥିବା ମଥୁରା ସେବା ସମବାୟ ସମିତିର ଧାନମଣ୍ଡିରେ ପହଞ୍ଚି…
Read More...

ପୌର ନିର୍ବାଚନ ପାଇଁ ସଜବାଜ; ବୌଦ୍ଧ ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରକାଶ ପାଇଲା ଚୂଡାନ୍ତ ଭୋଟର ତାଲିକା 

ବୌଦ୍ଧ : ପୌର ନିର୍ବାଚନ ପାଇଁ ଜିଲ୍ଳା ପ୍ରଶାସନ ପକ୍ଷରୁ ସଜବାଜ ଆରମ୍ଭ ହୋଇଥିବା ବେଳେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ କରାଯାଇଛି। ନିର୍ବାଚନ ଅଧିକାରୀ ତଥା ଉପଜିଲାପାଳ ଅଶ୍ୱିନୀ କୁମାର ମେହେରଙ୍କ ଅଧ୍ୟକ୍ଷତାରେ…
Read More...

ଯବାନଙ୍କ ସହ ଭଲିବଲ୍‍ ଖେଳି ସେନା ଦିବସ ପାଳିଲେ ଅକ୍ଷୟ, ସାମ୍ନାକୁ ଆସିଲା ଭିଡିଓ

ନୂଆଦିଲ୍ଲୀ: ବଲିଉଡ଼ର ଖିଲାଡ଼ି ବୟ ଭାବେ ପରିଚିତ ଅକ୍ଷୟ କୁମାର ଶୁକ୍ରବାର ଖାସ୍‍ ଉପାୟରେ ସେନା ଦିବସ ପାଳନ କରିଛନ୍ତି। ଭାରତୀୟ ସେନାର ଯବାନମାନଙ୍କ ସହ କିଛି ସମୟ ଅତିବାହିତ କରିବା ସହିତ ତାଙ୍କ ସଙ୍ଗେ ଭଲିବଲ୍‍ ଖେଳି…
Read More...

ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଲା କରୋନା ଟୀକା ‘କୋଭିସିଲ୍ଡ‘

ମୋହନା: ଦୀର୍ଘଦିନର ଅପେକ୍ଷା ପରେ ରାଜ୍ୟର ପ୍ରତ୍ୟକ ଜିଲ୍ଲାରେ ପହଞ୍ଚିଛି କରୋନା ଟୀକା । ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲାର ମୋହନା, ପାରଳାଖେମୁଣ୍ଡି, ରାୟଗଡ଼, ଗୁରାଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ରରେ କରୋନା ଟୀକାକରଣର…
Read More...

ନବରଙ୍ଗପୁରରେ ଆଖୁ ଚାଷୀଙ୍କୁ ପ୍ରୋତ୍ସାହନ ଅଭାବ, ଚିନି କାରଖାନା ପ୍ରତିଷ୍ଠା ପ୍ରହସନ

ନବରଙ୍ଗପୁର: କୃଷିପ୍ରଧାନ ନବରଙ୍ଗପୁର ଜିଲାର ଦ୍ୱିତୀୟ ଫସଲ ଭାବେ ଆଖୁ ରହିଥିବାବେଳେ ଏବେ ପ୍ରୋତ୍ସାହନ ଅଭାବରୁ ଚାଷୀମାନେ ଏହି ଚାଷରୁ ମୁହଁ ଫେରାଇ ନେଉଛନ୍ତି। ଜିଲାର ୯୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରି…
Read More...

ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଛି ‘ମାଷ୍ଟର’: କରୋନା କାଳରେ ପ୍ରଥମ ଦିନରେ ରେକର୍ଡ଼ ଆୟ କରି ଚର୍ଚ୍ଚାରେ

ମୁମ୍ବଇ: ଦକ୍ଷିଣ ଭାରତୀୟ ସୁପରଷ୍ଟାର ବିଜୟଙ୍କ ଅଭିନୀତ ଆକ୍ସନ-ଥ୍ରୀଲର ଚଳଚ୍ଚିତ୍ର ‘ମାଷ୍ଟର’ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଛି। କରୋନା କଟକଣା କୋହଳ ହୋଇ ସିନେମା ହଲ୍‍ ଖୋଲିବା ପରେ ଏହା ହେଉଛି ପ୍ରଥମ ଫିଲ୍ମ,…
Read More...

ଜୈବିକ ପୁଞ୍ଜ ମାଧ୍ୟମରେ ମାଛଚାଷ ତାଲିମ କାର୍ଯ୍ୟକ୍ରମ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଳକରେ ଥିବା ଶଗଡାସାହିରେ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ବାୟୋଫ୍ଲୋକ (ଜୈବିକପୁଞ୍ଜ) ମାଧ୍ୟମରେ ମାଛଚାଷ ସମ୍ପର୍କିତ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ…
Read More...

ଦାବୀ ପୂରଣ ନହେଲେ ଟୀକା ନେବୁନାହିଁ

ଫୁଲବାଣୀ/ବାଲିଗୁଡା: ସୁସ୍ଥ ଓଡିଶା ଓ କରୋନା ମୁକ୍ତ ଓଡିଶା ପାଇଁ ପ୍ରତିଜ୍ଞାବଦ୍ଧ ହୋଇ ନିଷ୍ଠାର ସହିତ କାର୍ଯ୍ୟରତ ରାଜ୍ୟର ୧୫ହଜାର କରୋନା ଯୋଦ୍ଧା ବହୁମୁଖୀ ପୁରୁଷ ଓ ମହିଳା ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ…
Read More...

ବାଉଁଶୁଣୀରେ ମୋ ସ୍କୁଲ ଅଭିଯାନ 

ବୌଦ୍ଧ : ବୌଦ୍ଧ ବ୍ଲକ ଅନ୍ତର୍ଗତ ବାଉଁଶୁଣୀ ବଉଦିଆପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ରଂଜନ ଦଣ୍ଡସେନାଙ୍କ ଅଧ୍ୟକ୍ଷତାରେ…
Read More...

ସାହିତ୍ୟିକ ଇଂ. ସଞ୍ଜୟ କୁମାର ପଣ୍ଡା ଓଡିଶା ସାହିତ୍ୟ ଏକାଡେମୀର ଅର୍ଥ ସମିତିର ସଦସ୍ୟ

ବୌଦ୍ଧ : ଓଡିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦ ବୈଠକ ଭୁବନେଶ୍ୱର ସ୍ଥିତ ଭଞ୍ଜ କଳାମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଏକାଡେମୀ ସଦସ୍ୟ ଭାବରେ ବୌଦ୍ଧ ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିବା ଇଂ ସଞ୍ଜୟ କୁମାର ପଣ୍ଡା…
Read More...

ବୌଦ୍ଧର ପ୍ରସିଦ୍ଧ ରାମଲୀଳା ଯାତ୍ରା ପ୍ରସ୍ତୁତି ବୈଠକ, କରୋନା ପରିସ୍ଥିତି ଠିକ୍‍ ହେଲେ ଧୁମ୍‍ଧାମରେ ହେବ ଯାତ୍ରା

ବୌଦ୍ଧ : ପବିତ୍ର ମକର ସଂକ୍ରାନ୍ତି ଅବସରରେ ବୌଦ୍ଧର ଗଣପର୍ବ ଭାବରେ ମାନ୍ୟତା ଲାଭ କରିଥିବା ପ୍ରସିଦ୍ଧ ରାମଲୀଳା ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ରାମଲୀଳା ନାଟ୍ୟ…
Read More...

ପଲିଥିନ ତଳେ ବିତୁଛି ୬ ପ୍ରାଣୀ କୁଟୁମ୍ବଙ୍କ ଜୀବନ, ଗୃହଟିଏ ପାଇଁ ଆକୁଳ ନିବେଦନ

ନବରଙ୍ଗପୁର: ନବରଙ୍ଗପୁର ମ୍ୟୁନିସିପାଲଟି ଅନ୍ତର୍ଗତ ମିଶନ ଶକ୍ତି ନିକଟସ୍ଥ ଏକ ଭଙ୍ଗା କୁଡ଼ିଆରେ ବାସ କରୁଥିବା ଏକ ଗରିବ ଅସହାୟ ପରିବାରଙ୍କ ଜୀବନ ପଲିଥିନ ତଳେ ବିତୁଥିବା ଦେଖାଦେଇଛି। ପ୍ରାପ୍ତ ସୂଚନା ଅନୁଯାୟୀ,…
Read More...

ନାବାଳକ ନିଖୋଜ

ଗୁରୁଡିଝାଟିଆ: ମେଦିନପୁରରୁ ନିଜ ସମ୍ପର୍କୀୟଙ୍କ ସହିତ ଘଣ୍ଟିଖାଲ ଆସିଥିବା ସେକ୍‍ ସୋଏବ ନାମକ ନାବାଳକ ନିଖୋଜ ହୋଇଯାଇଥିବା ନେଇ ଏକ ଅଭିଯୋଗ ଖୁଣ୍ଟୁଣି ଥାନାରେ ହୋଇଛି। ଏନେଇ ପୋଲିସ ତଦନ୍ତ ଚଳାଇଛି। ଘଣ୍ଟିଖାଲ ଶବର…
Read More...

ଭକ୍ତଶୂନ୍ୟ ଭାବରେ ପ୍ରଭୁ ଧବଳେଶ୍ୱରଙ୍କ ମକରଯାତ୍ରା ସଂପନ୍ନ

ଗୁରୁଡିଝାଟିଆ: ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ଭକ୍ତବିହୀନ ଭାବରେ ଆଜି ପ୍ରଭୁଙ୍କ ମକରଯାତ୍ରା ସଂପନ୍ନ ହୋଇଛି। କୋଭିଡ କଟକଣା ଯୋଗୁଁ ହଜାର ହଜାର ଶ୍ରଦ୍ଧାଳୁ ପୀଠରେ ରୁଣ୍ଡ ହେବାର ସମ୍ଭାବନା ଥିବାରୁ ଆଠଗଡ…
Read More...

ୟୁଥ୍‍ ଅଫ୍‍ କନ୍ଧମାଳ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ

ଫୁଲବାଣୀ: ସ୍ୱେଚ୍ଛାସେବୀ ସଂଗଠନ ୟୁଥ୍‍ ଅଫ୍‍ କନ୍ଧମାଳ ପକ୍ଷରୁ ଫୁଲବାଣୀ ଅଞ୍ଚଳର ବହୁ ଗରୀବ ଓ ଅସହାୟ ବୃଦ୍ଧ, ବୃଦ୍ଧାମାନଙ୍କୁ ଶୀତଦାଉରୁ ରକ୍ଷା ପାଇବା ପାଇଁ କମ୍ବଳ ପ୍ରଦାନ କରାଯାଇଛି। ଫୁଲବାଣୀ ସମେତ ଖଜୁରିପଡ଼ା,…
Read More...

ପିଲାଙ୍କୁ ଖାତା କଲମ ବାଣ୍ଟି ଜନ୍ମଦିନ ପାଳିଳେ ସ୍ୱେଚ୍ଛାସେବୀ

ଫୁଲବାଣୀ: କନ୍ଧମାଳ ଜିଲା ଘୁ.ଉଦୟଗିରି ବ୍ଳକ ଅନ୍ତର୍ଗତ ରଟିଙ୍ଗିଆ ପଂଚାୟତର ସାରଙ୍ଗଧରପୁର ଗ୍ରାମର ସମାଜସେବୀ ହୃଷିକେଶ ପ୍ରଧାନ କନ୍ଧମାଳ ଅନ୍ତରଙ୍ଗର ଜିଲା ସଂପାଦକ ଭାବେ କାର୍ଯ୍ୟକରିବା ସହ ବିଭିନ୍ନ ସାମାଜିକ…
Read More...

ନାବାଳକ ଉଦ୍ଧାର ପରେ ପିତାମାତାଙ୍କୁ ହସ୍ତାନ୍ତର 

ବୌଦ୍ଧ: ବୌଦ୍ଧ ଜିଲା ଚାଇଲ୍ଡ ଲାଇନ କାର୍ଯ୍ୟାଳୟ ପକ୍ଷରୁ ଜଣେ ନାବାଳକକୁ ଉଦ୍ଧାର କରି ପିତାମାତାଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି। ମିଳିଥିବା ସୁଚନା ମୁତାବକ ବୌଦ୍ଧ ବ୍ଳକର ବଲାକିରା ଗ୍ରାମର ଜନୈକ ନାବାଳକ ଗତ…
Read More...

ବୌଦ୍ଧ ଜିଲ୍ଲାରେ ଆଜି ପହଞ୍ଚିବ ୧୯୫୦ ଜଣଙ୍କ ପାଇଁ କରୋନା ଟୀକା

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଆଜି ୧୯୫୦ ଡୋଜ୍‍ କରୋନା ଟୀକା ପହଞ୍ଚିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ତ୍ରିଲୋଚନ ପ୍ରଧାନ ପ୍ରକାଶ କରିଛନ୍ତି। ମଙ୍ଗଳବାର ଓଡିଶାରେ କରୋନା ଟୀକା ପହଞ୍ଚିଥିବା ବେଳେ ସେଠାରୁ…
Read More...

ବୌଦ୍ଧ ଜିଲ୍ଲାକୁ ଚଳିତ ବର୍ଷ ୨୮୬୧ ବିଦେଶୀ ପକ୍ଷୀଙ୍କ ଆଗମନ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଗତ ତିନି ତାରିଖରେ ବୌଦ୍ଧ ବନଖଣ୍ଡ ପକ୍ଷରୁ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ବନଖଣ୍ଡ ଅଧିକାରୀ ଯୋଶବନ୍ତ ସେଠୀଙ୍କ ନେତୃତ୍ୱରେ ଜିଲ୍ଲାରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ…
Read More...

ବୌଦ୍ଧରେ ଦ୍ୱିତୀୟ ଟ୍ରକ ମାଲିକ ସଂଘ ଗଠିତ

ବୌଦ୍ଧ: ବୌଦ୍ଧରେ ଦ୍ୱିତୀୟ ଟ୍ରକ ମାଲିକ ସଂଘ ଗଠିତ ହୋଇଛି। ପୂର୍ବରୁ ଜିଲ୍ଲା ଟ୍ରକ ମାଲିକ ସଂଘ କାର୍ଯ୍ୟ କରୁଥିବାବେଳେ ଉକ୍ତ ସଂଗଠନରେ ୧୨ ଚକ ପର୍ଯ୍ୟନ୍ତ ଟ୍ରକ ମାଲିକମାନଙ୍କୁ ସାମିଲ କରାଯାଇଥିବାରୁ କିଛି ଟ୍ରକ…
Read More...

ଆମପାଣି ଘାଟିରେ ଓଲଟିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ନବରଙ୍ଗପୁର/ପାପଡାହାଣ୍ଡି : କଳାହାଣ୍ଡି ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆମପାଣି ଘାଟିରେ ଏକ ଘରୋଇ ବସ ଓଲଟି ପଡିଛି । ହେଲପର ସମେତ ଜଣେ ଯାତ୍ରୀ ଆହତ ହୋଇଥିବା ବେଳେ ଅନ୍ୟ ଯାତ୍ରୀମାନେ ସୁରକ୍ଷିତ ଥିବା ଜଣାପଡିଛି ।…
Read More...

ଜୁଆ ଆଡ୍ଡା ଉପରେ ଚଢ଼ାଉ, ୧୧ ଅଟକ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସାହାଇ ମିନାଙ୍କ ନିର୍ଦ୍ଦେଶକ୍ରମେ ନବରଙ୍ଗପୁର ଥାନା ଅଧିକାରୀ ତାରିକ ଅହମ୍ମଦଙ୍କ ତତ୍ତ୍ୱାବଧାନରେ ଗତ କାଲି ବିଳମ୍ବିତ ରାତ୍ରରେ ଏକ ଜୁଆ ଆଡ୍ଡା ଉପରେ…
Read More...

ଆମ୍ବୁଲାନ୍ସ ନ ମିଳିବାରୁ ବାଇକରେ ବୁହାହେଲା ମୃତଦେହ

ମୋହନା : ଗଜପତି ଜିଲ୍ଲା ନୂଆଁଗଡ଼ ବ୍ଲକ ଖଜୁରୀପଦା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଆମ୍ବୁଲାନ୍ସ କିମ୍ବା ମହାପ୍ରୟାଣ ଗାଡି ନ ମିଳିବା କାରଣରୁ ବାଇକରେ ବୁହାହେଲା ମୃତଦେହ।…
Read More...

ବିଏସ୍‍ଏନ୍‍ଏଲ୍‍ ପକ୍ଷରୁ ନୂତନ କଷ୍ଟମର ସର୍ଭିସ୍‍ ସେଣ୍ଟର ଉଦ୍‍ଘାଟିତ

ଫୁଲବାଣୀ: ଫୁଲବାଣୀ ସ୍ଥିତ ବିଏସ୍‍ଏନ୍‍ଏଲ୍‍ ଅଫିସ୍‍ ପରିସରରେ ମଙ୍ଗଳବାର ଏକ ନୂତନ କଷ୍ଟମର ସର୍ଭିସ୍‍ ସେଣ୍ଟର ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ବିଏସ୍‍ଏନ୍‍ଏଲ୍‍ ଓଡ଼ିଶା ଶାଖାର ସିଜିଏମ୍‍ ଡ.ଉଦୟ ଶଙ୍କର…
Read More...

ମଙ୍ଗଳମ ଟିମ୍ବର କର୍ମଚାରୀଙ୍କ ବକେୟା ଦରମା ଦାବୀରେ ଆନ୍ଦୋଳନ; ପ୍ରଶାସନର ମଧ୍ୟସ୍ଥତା ପରେ ସ୍ଥଗିତ 

ନବରଙ୍ଗପୁର: ଦୀର୍ଘ ଦୁଇଦିନ ଧରି ସ୍ଥାନୀୟ ମଙ୍ଗଳମ ଟିମ୍ବର ଫେକ୍ଟ୍ରିରେ ଚାଲିଥିବା କର୍ମଚାରୀଙ୍କ ଦୀର୍ଘ ତିନି ମାସର ବକେୟା ଦରମା ପାଇଁ ଆନ୍ଦୋଳନ ଆଜି ପ୍ରଶାସନର ମଧ୍ୟସ୍ଥତାରେ ସମାପ୍ତ ହେଲା । କମ୍ପାନୀ…
Read More...

କନ୍ଧମାଳ ଜିଲାରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଫୁଲବାଣୀ: ଜିଲାରେ ଆଜି ପୁଣି ଜଣେ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏହାକୁ ମିଶାଇ ଜିଲାରେ ଏବେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୨ ହୋଇଛି। ଗତ କିଛି ଦିନ ଧରି ଜିଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଅଙ୍କରେ…
Read More...

ପୁଲିସ୍‍ ଅଫିସର ମାନବିକତା ଦେଖାଇବା ଘଟଣା: ଏସ୍‍ପି ଦେଲେ ପ୍ରଶଂସା ପତ୍ର

ଫୁଲବାଣୀ: ଏକ ଅପମୃତ୍ୟୁ ଘଟଣାରେ ରାଇକିଆ ଥାନାର ପୁଲିସ୍‍ ସବ୍‍ ଇନ୍ସପେକ୍ଟର ରାଜେଶ ଶ୍ରୀଚନ୍ଦନ ଦେଖାଇଥିବା ମାନବିକତା ଏବେ ସମଗ୍ର ଜିଲାରେ ଚର୍ଚ୍ଚାରେ ବିଷୟ ବସ୍ତୁ ପାଲଟିଥିବା ବେଳେ ଆଜି କନ୍ଧମାଳ ଏସପି ଭିନିତ୍‍…
Read More...

କୋରାପୁଟ ସାଂସଦଙ୍କ ନବରଙ୍ଗପୁର ଗସ୍ତ 

ନବରଙ୍ଗପୁର: କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ଆଜି ନବରଙ୍ଗପୁର ଗ୍ରସ୍ତରେ ଆସି ପ୍ରଥମେ ପାପଡାହାଣ୍ଡି ସହିଦ ସ୍ମୃତି ସ୍ତମ୍ଭକୁ ଯାଇ ସହିଦଙ୍କ ଉଦେଶ୍ୟରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ। ଏହାପରେ ନବରଙ୍ଗପୁର…
Read More...

ବାଲ୍ୟ ବିବାହ ରୋକିବା ନେଇ ଟାସ୍କଫୋର୍ସ କମିଟି ବୈଠକ

ଫୁଲବାଣୀ: ଦାରିଙ୍ଗବାଡ଼ି ବ୍ଲକ ସଭାଗୃହ ଠାରେ ବାଲ୍ୟ ବିବାହ ରୋକିବା ନେଇ ଟାସ୍କଫୋର୍ସ କମିିଟିର ବୈଠକ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି।ଦାରିଙ୍ଗବାଡ଼ି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଭିମନ୍ୟୁ ବେହେରାଙ୍କ ଅଧ୍ୟକ୍ଷତାରେ…
Read More...

ମାଙ୍କଡର ଅନ୍ତିମ ସଂସ୍କାର ପାଇଁ କୋକେଇ ବନ୍ଧା

ବେଗୁନିଆ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ବଡବେରଣା ପଞ୍ଚାୟତ ଅନ୍ତର୍ଗତ କୋଲୁହାପାଟଣା ଗ୍ରାମରେ ମଙ୍ଗଳବାର ଦିନ ସକାଳୁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ମାଙ୍କଡର ମୃତ୍ୟୁ ଘଟିଥିଲା। ପୁରାଣରେ ବର୍ଣ୍ଣିତ ପ୍ରଥା…
Read More...

ସମାଜ ପ୍ରଭାବ: ଅଳିଆ ଆବର୍ଜନାରେ ପୂର୍ଣ୍ଣ ପୋଖରୀକୁ ପୌରସଂସ୍ଥା ତରଫରୁ ସଫା କରାଗଲା 

ନବରଙ୍ଗପୁର: ନବରଙ୍ଗପୁର ସହରର ମଧ୍ୟ ଭାଗରେ ଥିବା ଶହ ଶହ ବର୍ଷର ନୂଆବନ୍ଧ ସାହି ପୋଖରୀ ଅଳିଆ ଆବର୍ଜନାରେ ପୂର୍ଣ୍ଣ ହୋଇପଡ଼ିଥିବା ବେଳେ ଏହି ପୋଖରୀକୁ ନିତିଦିନ ଶହ ଶହ ଲୋକ ବ୍ୟବହାର କରୁଥିଲେ। ହେଲେ ବି ପ୍ରଶାସନ…
Read More...

ସମର୍ପଣ ଜୋନ ଶ୍ରୀଅରବିନ୍ଦ ମହିଳା ପାଠଚକ୍ର ସମ୍ମିଳନୀ

ନବରଙ୍ଗପୁର: ସ୍ଥାନୀୟ ଦଶହରାପଦା ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ଜାନୁଆରୀ ୯ ଏବଂ ୧୦ ୨ଦିନ ଧରି ଅବିଭକ୍ତ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାକୁ ନେଇ ଗଠିତ ସମର୍ପଣ ମଣ୍ଡଳସ୍ତରୀୟ ଶ୍ରୀଅରବିନ୍ଦ…
Read More...

ପୋଲ ଭୁଶୁଡିବା ଘଟଣା; ସ୍ୱାମୀର ମୃତ୍ୟୁ ପରେ ବେସାହାରା ପରିବାର ମାଗୁଛି ନ୍ୟାୟ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟର ପୋଲ ଭୁଶୁଡିବା ଘଟଣାରେ ବିଭାଗୀୟ କାର୍ଯ୍ୟାଳୟରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ମହେନ୍ଦ୍ରଙ୍କ ଜୀବନ ଚାଲିଗଲା । ଘରର ଜଣେ ରୋଜଗାରକ୍ଷମ ମହେନ୍ଦ୍ରଙ୍କ ଉପରେ ନିର୍ଭର…
Read More...

ନବରଙ୍ଗପୁର ଟ୍ରାକ୍ଟର ମାଲିକ ଓ ଡ୍ରାଇଭର ସଂଘ ପକ୍ଷରୁ ଟ୍ରାକ୍ଟର ଶୋଭାଯାତ୍ରା ଓ ଜିଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ନବରଙ୍ଗପୁର: ପ୍ରଥମଥର ପାଇଁ ନବରଙ୍ଗପୁର ଟ୍ରାକ୍ଟର ମାଲିକ ଓ ଡ୍ରାଇଭର ସଂଘ ପକ୍ଷରୁ ବିଭିନ୍ନ ଦାବୀ ନେଇ ଏକ ବିରାଟ ଟ୍ରାକ୍ଟର ଶୋଭାଯାତ୍ରା କରାଯାଇଛି। ଚାଉଁରିଆଗୁଡା ଠାରୁ ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏହା…
Read More...

ବକେୟା ଦରମା ଓ ପୁନଃନିଯୁକ୍ତି ଦାବିରେ ପିଏଜି ସଂଘର ଦାବୀପତ୍ର

ଫୁଲବାଣୀ : ରାଜ୍ୟ ସରକାରଙ୍କ ପଂଚାୟତିରାଜ ବିଭାଗ ଅଧୀନରେ ଦୀର୍ଘ ୩ ବର୍ଷ ଧରି କାମ କରି ମଧ୍ୟ ପାରିଶ୍ରମିକ ପାଇ ନାହାନ୍ତି ଅସ୍ଥାୟୀ କର୍ମଚାରୀ। ଏନେଇ ମହାମହିମ ରାଜ୍ୟପାଳ ତଥା ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିବେଦନ…
Read More...

ବୌଦ୍ଧ ସଂଗ୍ରହାଳୟ ବୁଲି ଦେଖିଲେ ଗଣଶିକ୍ଷା ମନ୍ତ୍ରୀ 

ବୌଦ୍ଧ : ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବଲାଙ୍ଗିର ଗସ୍ତରେ ଯାଉଥିବାବେଳେ ବୌଦ୍ଧରେ ସ୍ୱଳ୍ପ ସମୟ ରହଣି ସମୟରେ ଐତିହାସିକ ସଂଗ୍ରହାଳୟକୁ ବୁଲି ଦେଖିଥିଲେ। ପରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ…
Read More...

ଜିଲାପାଳଙ୍କ ଆଗରେ ଅନଶନରେ ବସିଲେ ପ୍ରାଉଟିଷ୍ଟ ବ୍ଳକ ଇଣ୍ଡିଆ କର୍ମକର୍ତ୍ତା

ବୌଦ୍ଧ : ସରକାର ଗରିବ ଲୋକମାନଙ୍କ ପାଖରେ ସର୍ବନିମ୍ନ ଆବଶ୍ୟକତା ଖାଦ୍ୟ, ବସ୍ତ୍ର, ବାସଗୃହ, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଆସୁଥିବାବେଳେ ବୌଦ୍ଧ ଜିଲାରେ…
Read More...

ଐତିହାସିକ ସଂଗ୍ରହାଳୟରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ବଉଦିଆ ଲେଥା

ବୌଦ୍ଧ : ପ୍ରତ୍ୟେକ ଅଞ୍ଚଳର ଭାଷା ସହିତ ଖାଦ୍ୟର ସ୍ୱାତନ୍ତ୍ର୍ୟତା ରହିଛି। ବୌଦ୍ଧ ଜିଲ୍ଳା ରାଜ୍ୟର କେନ୍ଦ୍ରସ୍ଥଳରେ ଅବସ୍ଥିତ ଥିବାବେଳେ ଦକ୍ଷିଣ, ପଶ୍ଚିମ ଓ ପୂର୍ବ ଓଡ଼ିଶାର ସଙ୍ଗମସ୍ଥଳ ଭାବରେ ଏଠାକାର ଲୋକ ସଂସ୍କୃତି,…
Read More...

ଗୁରୁଡିଝାଟିଆରେ ଗ୍ରାମ୍ୟବ୍ୟାଙ୍କ ଏଟିଏମ ଉଦଘାଟିତ

ଗୁରୁଡିଝାଟିଆ: ଗୁରୁଡିଝାଟିଆ ସ୍ଥିତ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ନିକଟରେ ଆଜି ଏକ ଏଟିଏମ କେନ୍ଦ୍ର ଲୋକାର୍ପିତ ହୋଇଛି। ଏହାକୁ ଗ୍ରାମ୍ୟ ବ୍ୟାଙ୍କର ଜେନେରାଲ ମ୍ୟାନେଜର ବି.କେ ପାତ୍ର ମୁଖ୍ୟ ଅତିଥି…
Read More...

ବରିଷ୍ଠ ହୃଦରୋଗ ବିଶେଷଜ୍ଞ ଡାକ୍ତର ମୃତ୍ୟୁଞ୍ଜୟ ଶତପଥିଙ୍କ ପରଲୋକ

ଗୁରୁଡିଝାଟିଆ: ଖ୍ୟାତି ସଂପନ୍ନ ହୃଦରୋଗ ବିଶେଷଜ୍ଞ ତଥା ସାହିତ୍ୟିକ ଡାକ୍ତର ମୃତ୍ୟୁଞ୍ଜୟ ଶତପଥି(୮୦)ଙ୍କର ଆଜି ପରଲୋକ ଘଟିଛି। ଚିକିତ୍ସାଧିନ ଅବସ୍ଥାରେ କଟକର ଏକ ଘରୋଇ ଚିକିତ୍ସାଳୟରେ ଡାକ୍ତର ଶତପଥିଙ୍କ ପରଲୋକ…
Read More...

ନିର୍ମାଣଧିନ ଅଲ୍ଟ୍ରାଟେକ କାରଖାନା ପରିସରରେ ଭଙ୍ଗାରୁଜା, ୬ ଅଟକ

ଗୁରୁଡିଝାଟିଆ: କୋଳଥପଙ୍ଗି ନିକଟରେ ଆଜି ପୂର୍ବାହ୍ନରେ ନିର୍ମାଣଧିନ ଥିବା ଅଲ୍ଟ୍ରାଟେକ ସିମେଣ୍ଟ କାରଖାନା ପରିସରରେ ନିଯୁକ୍ତି ଦାବି କରି ଲୋକମାନେ ଭଙ୍ଗାରୁଜା କରିଛନ୍ତି। ଏ ନେଇ ପୋଲିସ ୬ଜଣଙ୍କୁ ଅଟକ ରଖି ପଚରାଉଚରା…
Read More...

ସାରନାଧର୍ମ କୋଡ ଲାଗୁ ପାଇଁ ଆଦିବାସୀଙ୍କ ଶୋଭାଯାତ୍ରା; ଦାବିପତ୍ର ପ୍ରଦାନ

ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡାଠାରେ ଆଦିବାସୀମାନଙ୍କ ପକ୍ଷରୁ ଆଗାମୀ ଜନଗଣନାରେ ଧର୍ମ କୋଡ୍ 'ସାରନାଧର୍ମ' କୋଡ ଲାଗୁ କରିବା ଓ ଅନ୍ୟାନ୍ୟ ଦାବୀ ନେଇ ବ୍ଲକ ସଭାପତି ନିମାଇଁ ମୁର୍ମୁଙ୍କ ନେତୃତ୍ୱରେ ଏକ…
Read More...

ମକର ସଂକ୍ରାନ୍ତି ଆସିଲେ ପ୍ରଶାସନର ମନେପଡେ ଅଟ୍ରି ଉଷ୍ମ ପ୍ରସ୍ରବଣ ଜଳ ଯୋଗାଣ କଥା 

ବେଗୁନିଆ: ଖୋର୍ଦ୍ଧା ଜିଲ୍ଲାରେ ଥିବା ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ବେଗୁନିଆ ବ୍ଲକ ବାଘମାରୀ ପଞ୍ଚାୟତର ଅଟ୍ରି ଉଷ୍ମ ପ୍ରସ୍ରବଣ ଅନ୍ୟତମ। ଦେଶ ବିଦେଶରୁ ଏହି ପର୍ଯ୍ୟଟନସ୍ଥଳୀକୁ ଦୈନିକ ବହୁ ପର୍ଯ୍ୟଟକ ଗାଡି ମୋଟର…
Read More...

ଶିକ୍ଷାଜ୍ୟୋତି ସମ୍ମାନ ସମାବେଶ; ମାନପତ୍ର ସହିତ ପ୍ରତ୍ୟେକ ବିଦ୍ୟାର୍ଥୀଙ୍କୁ ପ୍ରଦାନ କରାଗଲା ମୋବାଇଲ

ଗୁରୁଡିଝାଟିଆ: କୃତୀ ବିଦ୍ୟାର୍ଥୀମାନେ ଶକ୍ତିର ଉତ୍ସ। ସେମାନେ ସମାଜ, ଦେଶ ଓ ଜାତିକୁ ନିଜ ପ୍ରତିଭାରେ ଆଲୋକିତ କରିଥାନ୍ତି। ଅନ୍ୟପାଇଁ ପ୍ରେରଣାର ରାସ୍ତା ଦେଖାଇ ସମୃଦ୍ଧ ଦେଶ ଗଠନରେ ସହାୟକ ହୋଇଥାନ୍ତି। ବାସ୍ତବରେ…
Read More...

‘ସମାଜ‘ ପ୍ରଭାବ: ମୋହନାରେ କରୋନାର ଲେଉଟାଣି ଖବର ପ୍ରକାଶନ ପରେ ପ୍ରଶାସନର ତତ୍ପରତା

ମୋହନା : ଦୀର୍ଘ ୯ ମାସର ବ୍ୟବଧାନ ପରେ ପୁଣି ଗଜପତି ଜିଲ୍ଲାର ମୋହନା ବ୍ଳକକୁ ଲେଉଟିଛି କରୋନା। ଜିଲ୍ଲାରେ ଦୁଇଦିନ ମଧ୍ୟରେ ୩୧ ଜଣ ଆକ୍ରାନ୍ତ ହୋଇଥିବା ବେଳେ କେବଳ ରବିବାର ଓ ସୋମବାର ଦୁଇଦିନ ମଧ୍ୟରେ ମୋହନା ବ୍ଳକରେ…
Read More...

୨୨ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ

ଫୁଲବାଣୀ : କନ୍ଧମାଳ ଜିଲା ଗୋଚ୍ଛାପଡା ଥାନା ସୁନାମୁଦି ପୋଲ ଉପରୁ ଆଜି ବେଆଇନ ଭାବେ ଚାଲାଣ କରାଯାଉଥିବା ବେଳେ ପୁଲିସ ୨୨ କିଲୋ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ପ୍ରସନ୍ନ ରଣା ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି…
Read More...

ତୁରୁମୁଙ୍ଗା ପୁଲିସକୁ ଚ୍ୟାଲେଞ୍ଜ ମହଙ୍ଗା ପଡିଲା, ସବ ଇନ୍ସପେକ୍ଟରଙ୍କ ଘରୁ ଚୋରି ସମୟରେ ୨ ଡକାୟତ କାବୁ

ପାଟଣା : ପାଟଣା ବ୍ଲକ୍ ଅନ୍ତର୍ଗତ ତୁରୁମୁଙ୍ଗା ପୁଲିସକୁ ଚ୍ୟାଲେଞ୍ଜ ଦବାକୁ ଯାଇ ଆଜି ଯାଜପୁର ଅଞ୍ଚଳର ଦୁଇ ଜଣ ଡକାୟତ ଥାନା ସବ ଇନ୍ସପେକ୍ଟର ଦୀନଦୟାଲ ମୋଦୀଙ୍କ ଭଡା ଘରେ ପଶି ଚୋରୀ ଉଦ୍ୟମ କରୁଥିଲେ। ସନ୍ଧ୍ୟା ୮ ଟା…
Read More...

ବିଦେଶୀ ଅନୁଦାନ ନିୟନ୍ତ୍ରଣ ଆଇନ ୨୦୨୦ ସମ୍ବନ୍ଧୀୟ କର୍ମଶାଳା

ଫୁଲବାଣୀ : ଜିଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଆନୁକୂଲ୍ୟରେ ରବିବାର ବିଦେଶୀ ଅନୁଦାନ ନିୟନ୍ତ୍ରଣ ଆଇନ ସଂପର୍କିତ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ଆଲୋଚନା ଚକ୍ରରେ ଯୋଗଦେଇ ବକ୍ତାମାନେ ତୃଣମୂଳ ସ୍ତରରେ…
Read More...

କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟାସ୍କ ଫୋର୍ସ ଟିମ୍‍କୁ ଆକ୍ରମଣ ଘଟଣା; ୬ ଗ୍ରାମବାସୀ ଗିରଫ

ଫୁଲବାଣୀ : ଗଂଜେଇ ଜବତ କରିବାକୁ ଯାଇଥିବା କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟାସ୍କ ଫୋର୍ସ ଟିମକୁ ଆକ୍ରମଣ କରିଥିବା କାକେନ୍ଦ୍ରୀ ଗ୍ରାମର ୬ ଜଣଙ୍କୁ ଆଜି ପୁଲିସ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ଗୋପିନାଥ ମଲିିକ,…
Read More...

ବଧୂହତ୍ୟା ଘଟଣା ସମ୍ପର୍କିତ ଅଡିଓ ଟେପକୁ ନେଇ କଂଗ୍ରେସର ଅଭିଯୋଗ

ନବରଙ୍ଗପୁର: ସ୍ଥାନୀୟ କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲା କଂଗ୍ରେସ ପକ୍ଷରୁ ଉମରକୋଟ ଥାନା ଅନ୍ତର୍ଗତ ବଡକୁମାରୀ ୟୁଭି-୫୨ ଗାଁର ବଧୂହତ୍ୟା ଘଟଣାରେ ଅଭିଯୁକ୍ତ ସ୍ୱାମୀ ଓ ତାଙ୍କର ମା’ଙ୍କ…
Read More...

ଶିଶୁ ବିକାଶ ପାଣ୍ଠିକୁ ସମାଜସେବୀ ତଥା ସାମ୍ବାଦିକଙ୍କ ଅର୍ଥ ଦାନ

ବେଗୁନିଆ: ବେଗୁନିଆ ବ୍ଲକର ନୂତନ ପେନସନଭୁକ୍ତ ଶିକ୍ଷକ ସଂଘ ପକ୍ଷରୁ ଗଠିତ ହୋଇଥିବା ଶିଶୁ ବିକାଶ ପାଣ୍ଠିକୁ ସମାଜସେବୀ ତଥା ସାମ୍ବାଦିକ ଯୋଗେଶ୍ୱର ପଣ୍ଡା ଏକ ହଜାର ଟଙ୍କା ପ୍ରଦାନ କରିଛନ୍ତି । ଏହି ପାଣ୍ଠି ଅବହେଳିତ…
Read More...

ଆଗାମୀ ପୌର ନିର୍ବାଚନ ଲଢେଇ : ବିଜୁ ଜନତା ଦଳରେ ଦାଦା ପୁତୁରା ମଧ୍ୟରେ ହେବା ସ୍ପଷ୍ଟ ହୋଇଛି

ଜି.ଉଦୟଗିରି : ନୂତନ ବର୍ଷ ଉପଲକ୍ଷେ ଆଜି ଜି.ଉଦୟଗିରି ନଗର ବିଜୁ ଜନତା ଦଳର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ସିର୍କୀ ଘାଇଠାରେ ବିଧାୟକ ପ୍ରତିନିଧି ପି.ରାଜାରାଓ ପାତ୍ରଙ୍କ ଆବାହକତ୍ବରେ ଅନୁଷ୍ଠିତ ହୋଇଯାଇଛି।…
Read More...

ନୂତନ ପ୍ରଜାତିର ମାଛ ଆବିଷ୍କାର

ଗୋପାଳପୁର: ଓଡ଼ିଶାର ପାରାଦୀପ ଓ ପଶ୍ଚିମବଙ୍ଗର ପେଟୁଆଘାଟ ଉପକୂଳରୁ ଏକ ନୂତନ ପ୍ରଜାତିର ମାଛ ଠାବ ହେବା ସହ ଏହା ନେଇ ଅଧିକ ଗବେଷଣା ଚାଲୁ ରହିଥିବା ଜଣାପଡିଛି। ଏହି ପ୍ରଜାତିର ମାଛକୁ ଓଡ଼ିଶାର ପାରାଦୀପ ଉପକୂଳରୁ…
Read More...

ଶୁଣିଲାନି ପ୍ରଶାସନ; ଶେଷରେ ଗାଁ ଶ୍ମଶାନ ରାସ୍ତା ନିର୍ମାଣ କଲେ ସମାଜସେବୀ

ଫୁଲବାଣୀ : ବାରମ୍ବାର ଦାବି ପରେ ମଧ୍ୟ ଶୁଣିଲାନି ପ୍ରଶସାନ। ଶେଷରେ ନିଜ ଗ୍ରାମର ଓ ଅଞ୍ଚଳବାସୀଙ୍କ ସୁବିଧା ପାଇଁ ଗାଁ ଶ୍ମଶାନର ରାସ୍ତା ନିର୍ମାଣ କଲେ ସମାଜସେବୀ। ତାହା ମଧ୍ୟ ନିଜ ଖର୍ଚ୍ଚରେ। ପ୍ରକାଶ ଯେ,…
Read More...

ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨ ଗିରଫ

ଫୁଲବାଣୀ : ସ୍ଥାନୀୟ ଏକ ଦୋକନକୁ ଟାଟୁ କରିବା ପାଇଁ ଯାଇଥିବା ଦୁଇଜଣ ଯୁବକଙ୍କ ଆକ୍ରମଣରେ ଦୋକାନୀ ଗୁରୁତର ଆହତ ହୋଇଛନ୍ତି। ଟାଉନ ଥାନା ପୁଲିସ ଆକ୍ରମଣକାରୀ ଯୁବକମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା…
Read More...

ଧାନ ମଣ୍ଡିର ଅନିୟମିତତାକୁ ନେଇ ଉଦବେଗ ପ୍ରକାଶ କଲେ ବିଜେପି ପ୍ରତିନିଧି ଦଳ 

ପାପଡାହାଣ୍ଡି: ବିଜେପି ରାଜ୍ୟ ଉପସଭାପତି ବଳଭଦ୍ର ମାଝୀଙ୍କ ନେତୃତ୍ୱରେ ବିଜେପି ପ୍ରତିନିଧି ଦଳ ଆଜି ପାପଡାହାଣ୍ଡି ବ୍ଲକ ଜଟାବାଲ ଧାନ ମଣ୍ଡି ତଦାରଖ କରିବା ସହ ମଣ୍ଡିରେ ଅନିମିୟତା ଥିବା ଅଭିଯୋଗ କରି ବିଭାଗୀୟ…
Read More...

ଓୟୁଜେ ବୌଦ୍ଧ ଶାଖାର ସାଧାରଣ ବୈଠକ ଓ ଦ୍ୱିବାର୍ଷିକ କର୍ମକର୍ତ୍ତା ନିର୍ବାଚନ 

ବୌଦ୍ଧ : ଓଡ଼ିଶା ସମ୍ବାଦିକ ୟୁନିଅନ୍‍(ଓୟୁଜେ) ବୌଦ୍ଧ ଶାଖା ପକ୍ଷରୁ ସଭାପତି କମ୍ଭୁଧର କ୍ଷେତିଙ୍କ ଅଧ୍ୟକ୍ଷତାରେ ସାଧାରଣ ବୈଠକ ଓ ଦ୍ୱିବାର୍ଷିକ କର୍ମକର୍ତ୍ତା ନିର୍ବାଚନ ଶନିବାର ଇରିଗେସନ କଲୋନୀର ବିଶ୍ରାମ ସ୍ଥଳଠାରେ…
Read More...

ଖମାରିପଡା ନିରଞ୍ଜନ ନାୟକ ହତ୍ୟା ଘଟଣା, ଅଭିଯୁକ୍ତ ଗିରଫ

ବୌଦ୍ଧ : ବୌଦ୍ଧ ଜିଲା ମୁଣ୍ଡାପଡା ପଞ୍ଚାୟତର ଖମାରିପଡା ଗ୍ରାମରେ ଗତ ଦୁଇଦିନ ତଳେ ପାରିବାରିକ ଶତୃତାରୁ କାକା ପୁଅ ବିଦ୍ୟାଧରର ଟାଙ୍ଗିଆ ଚୋଟରେ ନିରଞ୍ଜନ ନାୟକ(୩୦)ଙ୍କ ମୃତ୍ୟୁ ହୋଇଥିଲା। ହତ୍ୟା କରିବା ପରେ ନିରଞ୍ଜନ…
Read More...