www.samajalive.in
Thursday, December 11, 2025
16.1 C
Bhubaneswar

ବିଏସ୍‍ଏନ୍‍ଏଲ୍‍ ପକ୍ଷରୁ ନୂତନ କଷ୍ଟମର ସର୍ଭିସ୍‍ ସେଣ୍ଟର ଉଦ୍‍ଘାଟିତ

ଫୁଲବାଣୀ: ଫୁଲବାଣୀ ସ୍ଥିତ ବିଏସ୍‍ଏନ୍‍ଏଲ୍‍ ଅଫିସ୍‍ ପରିସରରେ ମଙ୍ଗଳବାର ଏକ ନୂତନ କଷ୍ଟମର ସର୍ଭିସ୍‍ ସେଣ୍ଟର ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ବିଏସ୍‍ଏନ୍‍ଏଲ୍‍ ଓଡ଼ିଶା ଶାଖାର ସିଜିଏମ୍‍ ଡ.ଉଦୟ ଶଙ୍କର ପଣ୍ଡା ଯୋଗଦେଇ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟିଡ଼ିଓ ଶୁରେଶ କୁମାର ସାହୁ, ଏସଡ଼ିଓ ମନୋଜ କୁମାର ପଟନାୟକ, ଏକାଉଣ୍ଟ ଅଫିସର ପ୍ରେମଚାନ୍ଦ ଦାସଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ଥିଲେ। ଏହି କଷ୍ଟମର ସର୍ଭିସ୍‍ ସେଣ୍ଟର ଉପଭୋକ୍ତାମାନଙ୍କୁ ଉନ୍ନତମାନର ସେବା ଯୋଗାଇଦେବା ସହ ଉପଭୋକ୍ତା ମାନଙ୍କର ଅତି ନିକଟତର ହୋଇ ବିଶ୍ୱାସ ଭାଜନ ହୋଇପାରିବ ବୋଲି ସିଜିଏମ୍‍ ଏହି ଅବସରରେ ପ୍ରକାଶ ରକିଥିଲେ। ଫଳରେ ଆଗାମି ଦିନରେ ଅଧିକରୁ ଅଧିକ ଗ୍ରାହକ ସୃଷ୍ଟି ହୋଇପାରିବେ ବୋଲି ମୁଖ୍ୟ ଅତିଥି ପ୍ରକାଶ କରିଥିଲେ। ଏହି ସିଏସ୍‍ସିର ଫ୍ରାଞ୍ଚାଇଜ୍‍ ନେଇଥିବା କିଶୋର ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories