www.samajalive.in
Sunday, December 7, 2025
23.1 C
Bhubaneswar

ଜିଲ୍ଲା ଯୁବ କଂଗ୍ରେସର ନୂତନ କମିଟି ଗଠିତ

ବୌଦ୍ଧ : ରାଜ୍ୟ ଯୁବ କଂଗ୍ରେସ କମିଟି ସଭାପତି ଡଃ. ସ୍ମୃତି ରଂଜନ ଲେଙ୍କାଙ୍କ ଅନୁମୋଦନକ୍ରମେ ବୌଦ୍ଧ ଜିଲ୍ଲା ଯୁବ କଂଗ୍ରେସର ନୂତନ କମିଟି ଗଠନ କରାଯାଇଥିବା ସଭାପତି ମହେଶ୍ୱର ପ୍ରଧାନ ସୂଚନା ଦେଇଛନ୍ତି। ଏଥିରେ ୧୫ ଜଣ ଉପସଭାପତି ଉମାକାନ୍ତ ନାଏକ, ବିଶ୍ୱଜିତ ହରିପାଲ, ବାସୁଦେବ କର୍ମି, କଳାକାର ଦଳବେହେରା, ପ୍ରଭାତ ମୋଟାଲି, ଅବଦୁଲ କଲିମ ଖାଁ, ମହମ୍ମଦ ସାଜିଦ ଖାଁ, ସୁଦର୍ଶନ ମହାକୁଡ, ଆର୍ତତ୍ରାଣ ନାଏକ, ବାମଦେବ ହାତୀ, ସୁଶୀଳ ହୋତା, ଧରଣୀଧର ମେହେର, ଅବିନାଶ ମେହେର, ବାବୁଲାଲ ପଣ୍ଡା ଓ ଶିବଶଙ୍କର ବିଶ୍ୱାଳଙ୍କୁ ଚୟନ କରାଯାଇଛି। ସେହିପରି ୧୪ଜଣ ସାଧାରଣ ସମ୍ପାଦକ ସନ୍ତୋଷ କୁମାର ପାତ୍ର, ସୁଜିତ ପ୍ରଧାନ, ହୃଦାନନ୍ଦ କହଁର, ମୃତ୍ୟୁଂଜୟ ପଲିଆ, ଆଲୋକ କୁମାର କ୍ଷେତି, ସୁଦାମ ଚରଣ ମେହେର, ମନରଂଜନ ଅମାତ, ସମ୍ଭ୍ରାନ୍ତ ପ୍ରଧାନ, ଶହସ୍ରାଂଶୁ ପାଣିଗ୍ରାହୀ, ଦିଲ୍ଲିପ କୁମାର ପୁରୋହିତ, ସୁବ୍ରତ ସାହୁ, ସୁଦାମ ନାଏକ, ବିବେକାନନ୍ଦ ମହାକୁଳ ଓ ରାଜେଶ ସେଠୀଙ୍କୁ ଚୟନ କରାଯାଇଥିବାବେଳେ ୧୪ ଜଣ ସମ୍ପାଦକ ଭାବରେ ମହେନ୍ଦ୍ର ମହାକୁଳ, ସରୋଜ କୁମାର ସାହୁ, ଶ୍ୟାମସୁନ୍ଦର ମିର୍ଦ୍ଧା, ଦୀନବନ୍ଧୁ କ୍ଷେତି, ମାରୁତୀ ନନ୍ଦନ ପାଢି, ସତ୍ୟନାରାୟଣ ପାଢି, ପ୍ରଶାନ୍ତ ପାଣିଗ୍ରାହୀ, ହିତେଶ୍ୱର ଷାଣ୍ଢ, ହିରଣ୍ୟ ଉର୍ମା, ଅରୁଣ ପ୍ରଧାନ, ପଙ୍କଜ ମେହେର, ବ୍ରହ୍ମାନନ୍ଦ ବେହେରା, ଶବଚ୍ଚ ଭୁକ୍ତା ଓ ବୈଦ୍ୟନାଥ ପ୍ରଧାନଙ୍କୁ ଚୟନ କରାଯାଇଛି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories