ବୌଦ୍ଧ ଅବକାରୀ ବିଭାଗ ପକ୍ଷରୁ ଦୁଇ ଦିନରେ ୧୦୬ ଏକର ଗଞ୍ଜେଇ ଗଛ ନଷ୍ଟ

ବୌଦ୍ଧ : ବୌଦ୍ଧ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଲଗାତାର ଭାବରେ ଚଢାଉ କରାଯାଇ ଦୁଇଦିନ ମଧ୍ୟରେ ୧୦୬ ଏକର ଅଞ୍ଚଳରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ମିଳିଥବା ସୂଚନା ମୁତାବକ, ଜିଲ୍ଲାପାଳ ଲଲାଟେନ୍ଦୁ…
Read More...

ବର୍ଷ ଆରମ୍ଭରୁ ବଢିଲା ପୁଲିସର ଚିନ୍ତା, ସପ୍ତାହକ ମଧ୍ୟରେ ଦୁଇଟି ହତ୍ୟାକାଣ୍ଡ

ବୌଦ୍ଧ : ଶାନ୍ତ ସରଳ ବୌଦ୍ଧ ଜିଲ୍ଲାରେ ଅପରାଧ ହାର ବଢି ଚାଲିବା ଜିଲ୍ଲା ପୁଲିସ ପାଇଁ ଏବେ ଚିନ୍ତାର କାରଣ ହୋଇଛି। ବେଆଇନ ଗଂଜେଇ ଚାଷକୁ ନେଇ ସାରା ରାଜ୍ୟରେ କୁଖ୍ୟାତି ଅର୍ଜନ କରିଥିବା ଏହି ଛୋଟ ଜିଲ୍ଳାରେ ନିଯୁକ୍ତିର…
Read More...

ନିଆରା ରବିବାର: ଶ୍ରେଣୀକକ୍ଷରେ ଖଡ଼ି ଧରିବେ ଶିକ୍ଷକ!

ସାରନଗରୀ : ସପ୍ତାହକ ୭ ଦିନ ମଧ୍ୟରେ ରବିବାର ଏକ ଛୁଟିଦିନ ବୋଲି ସମସ୍ତଙ୍କୁ ବେଶ ଭଲ ଭାବେ ଜଣା । ଏହି ଦିନରେ ସ୍କୁଲ, କଲେଜ ସମେତ ରାଜ୍ୟ ଓ କେନ୍ଦ୍ର ସରକାର ଅଧିନସ୍ଥ ସରକାରୀ କାର୍ୟ୍ୟାଳୟ ଗୁଡ଼ିକ ବନ୍ଦ ରହୁଥିବା ବେଳେ…
Read More...

ଇନ୍ଦ୍ରାବତୀ ବିସ୍ଥାପିତ ସମସ୍ୟାର ତୁରନ୍ତ ସମାଧାନ ପାଇଁ ନିଷ୍ପତ୍ତି, ବୈଠକରେ ଦୁଇ ଗୋଷ୍ଠି ମଧ୍ୟରେ ମୁହାଁମୁହିଁ

ନବରଙ୍ଗପୁର: ମିଶନଶକ୍ତି ହଲଠାରେ ଇନ୍ଦ୍ରାବତୀ ବିସ୍ଥାପିତ ସମସ୍ୟା ସଂପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ଡଃ.ଅଜିତ୍‍ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ। ଏଥିରେ ଉପର…
Read More...

ମୋହନାରେ ୮ କରୋନା ପଜିଟିଭ୍‍ ଚିହ୍ନଟ

ମୋହନା : ଗଜପତି ଜିଲ୍ଲା ମୋହନାରେ ପୁଣି କରୋନାର କାୟା ବିସ୍ତାର ଆରମ୍ଭ ହୋଇଛି । ସରକାରଙ୍କ ନିୟମ ଅନୁଯାୟୀ ପ୍ରତ୍ୟେକ ସ୍କୁଲର ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ କରୋନା ପରୀକ୍ଷା କରାଯାଇ ସ୍କୁଲକୁ ପ୍ରବେଶ ରହିଛି । ଏଣୁ…
Read More...

କନ୍ଧମାଳ ଜିଲାରେ ମୃଦୁ ଭୂମିକମ୍ପ, ଲୋକେ ଭୟଭୀତ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଳକରେ ଶୁକ୍ରବାର ରାତିରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି।। ଏହାକୁ ନେଇ ସମଗ୍ର ଜିଲାରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ବିଭିନ୍ନ ସମୟରେ ମୃଦୁ…
Read More...

କୋଭିଡ ନିୟମ ଅନୁଯାୟୀ ପ୍ରଭୁ ଧବଳେଶ୍ୱରଙ୍କୁ ଦର୍ଶନ କଲେ ପୂଜକ ପରିବାର

ଗୁରୁଡିଝାଟିଆ: କୋଭିଡ ନିୟମ ଅନୁଯାୟୀ ଆଜି ପ୍ରଭୂ ଧବଳେଶ୍ୱରଙ୍କୁ ଦର୍ଶନ କରିଛନ୍ତି ପୂଜକ ପରିବାରର ସଦସ୍ୟବୃନ୍ଦ। ମନରେ ଥିଲା ଅଶେଷ ଆନନ୍ଦ। ୧୦ମାସ ପରେ ପ୍ରଭୁଙ୍କୁ ଦର୍ଶନ କରି ବିଭୋର ହୋଇଯାଇଥିଲେ ପୂଜକ ପରିବାରର…
Read More...

ଖଣ୍ଡୁଆଳିରେ ୧୬ କରୋନା ଆକ୍ରାନ୍ତ ଚିହ୍ନଟ, ୭ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷିତ

ଗୁରୁଡିଝାଟିଆ: ଖଣ୍ଡୁଆଳି ଏବେ ଜିଲ୍ଲା ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲଟିଛି। ରାଜ୍ୟରେ କରୋନା ହ୍ରାସ ପାଉଥିବା ବେଳେ ଏକ ପ୍ରକାର ସ୍ୱାଭାବିକ ସ୍ଥିତିକୁ ଫେରିଲାଣି। ହେଲେ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର…
Read More...

ଜିଲ୍ଲାପାଳଙ୍କ ଦ୍ୱାରା ଗୁପ୍ତେଶ୍ୱର ଉଦ୍ୟୋଗ ଉଦଘାଟିତ

ନବରଙ୍ଗପୁର: ନବରଙ୍ଗପୁର ବ୍ଲକ ତାରାଗାଁ ପଞ୍ଚାୟତର ଚିକିଲି ଗ୍ରାମରେ ନୂତନ ଗୁପ୍ତେଶ୍ୱର ଉଦ୍ୟୋଗକୁ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ଆଜି ଉଦଘାଟନ କରିଛନ୍ତି। ନବରଙ୍ଗପୁର ଜିଲ୍ଲା ଶିଳ୍ପକେନ୍ଦ୍ର…
Read More...

ନବାଗତ ବିଜେପି ଯୁବ କର୍ମୀଙ୍କୁ ସ୍ୱାଗତ କଲେ ସାଂସଦ ଜୁଏଲ ଓରାମ

ସାରନଗରୀ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଆଜି ପୂର୍ବାହ୍ନ ସମୟରେ ସାରନଗରୀ ଗସ୍ତରେ ଆସିଥିଲେ । ସ୍ଥାନୀୟ ଫ୍ରେଣ୍ଡସ୍ କ୍ଲବ ପରିସରରେ ବିଜେପିର ବରିଷ୍ଠ ନେତା ରାଜ କିଶୋର ଭଂଜଙ୍କ…
Read More...

ବିଜେପି ରାଜ୍ୟ ଉପସଭାପତିଙ୍କ ପାପଡାହାଣ୍ଡି ବ୍ଲକ ଗସ୍ତ

ନବରଙ୍ଗପୁର: ବିଜେପି ରାଜ୍ୟ ଉପସଭାପତି ବଳଭଦ୍ର ମାଝୀ ସଂଗଠନକୁ ସୁଦୃଢ କରିବା ପାଇଁ ପାପଡାହାଣ୍ଡି ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତ କରିଛନ୍ତି। ପାପଡାହାଣ୍ଡି ବ୍ଲକର ନୂଆକୋଟ, କଣ୍ଟାମାଳ, ମଇଦଳପୁର, ମାଝୀଗୁଡା, ପାତ୍ରୀ…
Read More...

୩ଟି ଭାଗରେ ନିର୍ମାଣ ହେବ ‘ମିଷ୍ଟର ଇଣ୍ଡିଆ’: କିଏ ହେବ ନାୟିକା?

ମୁମ୍ବଇ: ନିଜ ଆଗାମୀ ପ୍ରୋଜେକ୍ଟ ବିଷୟରେ ଘୋଷଣା କରି ଚର୍ଚ୍ଚାରେ ନିର୍ଦ୍ଦେଶକ ଅଲି ଅବାସ୍‍ ଜାଫର୍‍। ତିନୋଟି ଭାଗରେ ନିର୍ମିତ ହେବ ‘ମିଷ୍ଟର୍‍ ଇଣ୍ଡିଆ’ର ରିମେକ ଭର୍ସନ୍। କିଛି ଏପରି ଘୋଷଣା କରିଛନ୍ତି ନିର୍ଦ୍ଦେଶକ…
Read More...

ଦନ୍ତାହାତୀର ଉତ୍ପାତ: ଦାନ୍ତରେ ଭୁଷି ମାରିଲା ମଇଁଷି, ୫ ଗୁରୁତର

ଗୁରୁଡିଝାଟିଆ: ଦଳରୁ ବାହାରି ଗୋଟିକିଆ ହୋଇଛି ଦନ୍ତା। ବ୍ରାହ୍ମଣବସ୍ତ ସଂରକ୍ଷିତ ଜଙ୍ଗଲ ଓ ଏହାର ଆଖପାଖରେ ଘୁରିବୁଲୁଛି। ସନ୍ଧ୍ୟା ପୂର୍ବରୁ ଜଙ୍ଗଲରୁ ବାହାରି ଉତ୍ପାତ କରିବାରେ ଲାଗିଛି। ଏଭଳି ହିଂସ୍ର ହୋଇଛି ଯେ…
Read More...

ବାଲି ମାଫିଆଙ୍କ ଉପରେ କଟକ ତହସିଲ ପକ୍ଷରୁ ଜୋରଦାର ଚଢାଉ, ହାଇୱା ଜବତ

ଗୁରୁଡିଝାଟିଆ : ମନଇଚ୍ଛା ବେଧଡକ ଭାବରେ ସମସ୍ତ ନୀତି ନିୟମକୁ ଉଲ୍ଲଂଘନ କରି ଚୋରା ବାଲି ଚାଲାଣ ହେଉଛି। ବାଲି ମାଫିଆମାନଙ୍କୁ ଧରିବା ପାଇଁ କଟକ ସଦର ତହସିଲ ପକ୍ଷରୁ ଏକାଧିକ ସ୍କ୍ୱାଡ୍‍ ଗଠନ କରି ଚଢାଉ ଜାରିରହିଛି।…
Read More...

ଆସନ୍ତାକାଲିଠାରୁ ଖୋଲିବ ଧବଳେଶ୍ୱର ପୀଠ

ଗୁରୁଡିଝାଟିଆ : ଆସନ୍ତାକାଲି(ଶୁକ୍ରବାର) ପ୍ରଭୁ ଧବଳେଶ୍ୱରଙ୍କୁ ଦର୍ଶନ ପାଇଁ ମନ୍ଦିର ଖୋଲିବ। ଶନିବାର ଓ ରବିବାର ପଞ୍ଚାୟତବାସୀ ଓ ୧୧ ତାରିଖ ସର୍ବସାଧାରଣ ଦର୍ଶନ କରିପାରିବେ। ଆଜି ଏ ନେଇ ଆଠଗଡ ଉପଜିଲ୍ଲାପାଳ ତଥା…
Read More...

ହେଟାବାଘକୁ ଧରିବା ପାଇଁ ବନବିଭାଗ କର୍ମଚାରୀ ନାକେଦମ୍‍  

ନବରଙ୍ଗପୁର : ନବରଙ୍ଗପୁର କଳାହାଣ୍ଡି ଜିଲ୍ଲା ସୀମା ଆମ ପାଣି ଘାଟିରେ ଦୁଇଦିନ ତଳେ ଏକ କଲରାପତରିଆ ବାଘ ଦୃଶ୍ୟମାନ ହୋଇଥିଲା। ଉକ୍ତ ଘାଟି ଅଞ୍ଚଳରେ ଯାତାୟାତ କରୁଥିବା ଲୋକେ ଭୟଭୀତ ଅବସ୍ଥାରେ ଥିବା ବେଳେ ଆଜି ସକାଳ…
Read More...

ଖଳାରେ ନିଆଁ ଲାଗି ପୋଡିଗଲା ଲକ୍ଷାଧିକ ଟଙ୍କାର ଧାନ ଆଉ ମକା

ନବରଙ୍ଗପୁର: ନିଆଁ ଲାଗି ପୋଡିଗଲା ଲକ୍ଷାଧିକ ଟଙ୍କାର ଧାନ ଆଉ ମକା। ଏପରି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ କାମତା ଗ୍ରାମରେ। କାମତା ଗ୍ରାମର ୪ ନମ୍ବର ୱାର୍ଡରେ ରହୁଥିବା ସଭା ଛାତି ଏବଂ…
Read More...

ମହିଳାଙ୍କୁ ମାଡ ମାରି ଜଣେ ଗିରଫ

ବୁଗୁଡ଼ା : ବୁଗୁଡା ଥାନା ଅନ୍ତର୍ଗତ କୁଆନଳା ଗ୍ରାମର ଜଣେ ମହିଳାଙ୍କୁ ମାଡ ମାରିବା ଅଭିଯୋଗରେ ବୁଗୁଡ଼ା ପୁଲିସ ଜଣକୁ ଗିରଫ କରିଥିବା ଜଣାପଡିଛି। ଗିରଫ ଜଣକ ହେଲେ କୁଆନଳା ଗ୍ରାମର କାଳୁ ଦଳେଇ । ମହିଳାଙ୍କ ଅଭିଯୋଗ…
Read More...

ପାରିବାରିକ ଶତ୍ରୁତାରୁ ବଡ ବାପା ପୁଅକୁ ଟାଙ୍ଗିଆରେ ହାଣି ନୃଶଂସ ହତ୍ୟା, ଅଭିଯୁକ୍ତ ଫେରାର 

ବୌଦ୍ଧ/ଜହ୍ନାପଙ୍କ : ବୌଦ୍ଧ ଜିଲା ମୁଣ୍ଡାପଡା ପଞ୍ଚାୟତର ଖମାରିପଡା ଗ୍ରାମରେ ପାରିବାରିକ ଶତ୍ରୁତାରୁ ଏକ ନୃଶଂସ ହତ୍ୟାକାଣ୍ଡ ଘଟିଯାଇଛି। ପାରିବାରିକ ଶତୃତାରୁ କାକା ପୁଅର ଟାଙ୍ଗିଆ ଚୋଟରେ ବଡବାପା ପୁଅର ଘଟଣାସ୍ଥଳରେ…
Read More...

ଶ୍ରମିକଙ୍କ ସମସ୍ୟା ତୁରନ୍ତ ସମାଧାନ ନହେଲେ ଆନ୍ଦୋଳନ ପାଇଁ ଶ୍ରମିକ ସଂଗଠନର ଚେତାବନୀ 

ବୌଦ୍ଧ : ବୌଦ୍ଧ ଜିଲ୍ଲାରେ କାର୍ଯ୍ୟରତ ୫୦ ହଜାରରୁ ଊର୍ଦ୍ଧ୍ବ ନିର୍ମାଣ ଶ୍ରମିକଙ୍କୁ ସମସ୍ତ ଶ୍ରମିକ ସଂଗଠନମାନେ ଆଇନ ପ୍ରଣୟନ ହେବା ଦିନଠାରୁ ଅର୍ଥାତ ୨୦୦୮ ମସିହାରୁ ଆଜି ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ସହାୟତା…
Read More...

ବ୍ରହ୍ମପୁରରେ ବିମାନବନ୍ଦର ଏବଂ ନୟାଗଡ଼-ଗୋପାଳପୁର ରେଳପଥ ପାଇଁ ଦାବୀ

ବୁଗୁଡ଼ା : ବ୍ରହ୍ମପୁରରେ ବିମାନ ବନ୍ଦର ସହ ନୟାଗଡ଼ ଠାରୁ ବୁଗୁଡ଼ା, ପୋଲସରା ଓ ପୁରୁଷୋତ୍ତମପୁର ଦେଇ ଗୋପାଳପୁର ପର୍ୟ୍ୟନ୍ତ ରେଳପଥ ନିର୍ମାଣ ଏବଂ ଗୋପାଳପୁର ଠାରୁ ପାରାଦ୍ବୀପ ପର୍ୟ୍ୟନ୍ତ ଜାତୀୟ ରାଜପଥ ନିର୍ମାଣ…
Read More...

‘ମାଡାମ୍‍ ଚିଫ୍‍ ମିନିଷ୍ଟର୍‍’: ଦମ୍‍ଦାର୍‍ ଭୂମିକାରେ ରିଚା, ଦେଖନ୍ତୁ ଟ୍ରେଲର

ମୁମ୍ବଇ: ବଲିଉଡ଼ ଅଭିନେତ୍ରୀ ରିଚା ଚଡାଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ମାଡାମ୍‍ ଚିଫ୍‍ ମିନିଷ୍ଟର୍‍’ର ଟ୍ରେଲର ବୁଧବାର ରିଲିଜ୍‍ ହୋଇଛି। ରିଚାଙ୍କୁ ଏଥିରେ ଏକ ଦମ୍‍ଦାର୍‍ ଭୂମିକାରେ ଦେଖିବାକୁ ମିଳିଛି। ସୁଭାଷ…
Read More...

ରାଜ୍ୟ କାୟାକଳ୍ପ ପ୍ରତିନିଧିଦଳଙ୍କ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅନୁଧ୍ୟାନ

ଗୁରୁଡିଝାଟିଆ: ରାଜ୍ୟ କାୟାକଳ୍ପ ପ୍ରତିନିଧିଦଳ ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଡାକ୍ତର ପରେଶ କୁମାର ମିଶ୍ରଙ୍କ ନେତୃତ୍ୱରେ ଆସିଥିବା ପ୍ରତିନିଧି ଦଳ ଚିକିତ୍ସାଳୟର ଆଭ୍ୟନ୍ତରୀଣ ଓ ବାହ୍ୟ…
Read More...

ପିସି ବ୍ରିଜ ଉପରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ : ୨ ଆହତ

ସମ୍ବଲପୁର: ସମ୍ବଲପୁର ଦେଇ ଯାଇଥିବା ଜାତୀୟ ରାଜଜପଥ ନଂ ୫୩ରେ ମହାନଦୀ ଉପରେ ନିର୍ମିତ ବ୍ରିଜ ଉପରେ ୫-୬ ତାରିଖ ମଧ୍ୟ ରାତ୍ରିରେ ଆମ୍ବୁଲାନ୍ସ ଓ ଟ୍ରକ ମଧ୍ୟରେ ଧକ୍କା ହେବାରୁ ଦୁଇ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିବାର…
Read More...

ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବରଖାସ୍ତ ଦାବିରେ ବିଜେପି ପକ୍ଷରୁ ଏସପି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବୌଦ୍ଧ : ମାହାଙ୍ଗା ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପିର ଜଣେ ଟାଣୁଆ ନେତା କୁଳମଣି ବରିହା ଓ ତାଙ୍କର ସହଯୋଗୀଙ୍କୁ ହତ୍ୟା ମାମଲାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ଥିବା ଅଭିଯୋଗ କରିବା ସହ ତାଙ୍କୁ ତୁରନ୍ତ…
Read More...

କଣ୍ଟୁଆଣି ପ୍ରାଥମିକ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ

ବୌଦ୍ଧ : ବୌଦ୍ଧ ବ୍ଲକ ମୁର୍ଷୁଣ୍ଢି ଗ୍ରାମପଞ୍ଚାୟତ ଅନ୍ତର୍ଗତ କଣ୍ଟୁଆଣି ପ୍ରାଥମିକ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସିଆରସିସି ଅନାଦୀ ଚରଣ ବେହେରାଙ୍କ ଅଧ୍ୟକ୍ଷତାରେ…
Read More...

ଅବୈଧ ସମ୍ପର୍କରେ ବାଧା ଅଗସ୍ତି ହତ୍ୟାକାଣ୍ଡର ମୂଳ କାରଣ, ମହିଳାଙ୍କ ସମେତ ୩ ଗିରଫ

ବୌଦ୍ଧ : ଅବୈଧ ସମ୍ପର୍କରେ କଣ୍ଟା ସାଜିବା ସହ ବାଧାସୃଷ୍ଟି କରିବା ହିଁ ଅଗସ୍ତି ହତ୍ୟାକାଣ୍ଡର ମୂଳ କାରଣ। ହତ୍ୟାକାଣ୍ଡରେ ସଂପୃକ୍ତ ଅଭିଯୋଗରେ ପୁଲିସ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ଚାରିଦିନ ନିଖୋଜ ରହିବା…
Read More...

ବାଇକ୍ ଦୁର୍ଘଟଣାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ

ପାଟଣା : ପାଟଣା-ଢେଙ୍କିକୋଟ ୨୨୦ ନମ୍ୱର ଜାତୀୟ ରାଜପଥ ଅନ୍ତର୍ଗତ ମୁଦ୍ରାବେଡା ନିକଟରେ ମଙ୍ଗଳବାର ରାତିରେ ଗୋଟିଏ ବାଇକ୍ ଜଣ ସାଇକେଲ ଆରୋହୀଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ସାଇକେଲ ଆରୋହୀଙ୍କର ମୃତ୍ୟୁ ଘଟିବା ସହ…
Read More...

ରାଜନଗର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ କାୟାକଳ୍ପ ପ୍ରତିନିଧି

ପାଟଣା : ପାଟଣା ବ୍ଲକ୍ ଅନ୍ତର୍ଗତ ତୁରୁମୁଙ୍ଗା ଓ ରାଜନଗର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଜି କାୟାକଳ୍ସ ଟିମ୍ ପରିଦର୍ଶନ କରିଛନ୍ତି । ଡାକ୍ତରଖାନାର ସ୍ୱଚ୍ଛତା, ପରିମଳ ବ୍ୟବସ୍ଥା, ରୋଗୀ ସେବା ଆଦି ବିବିଧ…
Read More...

ବିପ୍ଲବୀ ରଘୁନାଥ ମହତୋଙ୍କ ନାମରେ ସେତୁ ନାମକରଣ ଘଟଣାକୁ କୁଡୁମି ସମାଜ ସ୍ବାଗତ କଲା

ପାଟଣା : ପଶ୍ଚିମବଙ୍ଗ ସରକାରଙ୍କ ଦ୍ଵାରା ଜଙ୍ଗଲମହଲ ଅଞ୍ଚଳରେ ନିର୍ମିତ କଂସାବତୀ ନଦୀର ସେତୁକୁ ଚୂହାଡ଼ ବିଦ୍ରୋହର ମହାନାୟକ ବିପ୍ଲବୀ ରଘୁନାଥ ମହତୋଙ୍କ ନାମରେ ନାମିତ କରିଥିବାରୁ କୁଡୁମି ସମାଜ, ଆଦିବାସୀ କୁଡୁମି…
Read More...

‘ସମାଜ’ ପକ୍ଷରୁ କମ୍ବଳ ବଣ୍ଟନ

ଗୁରୁଡିଝାଟିଆ: ସମାଜ ରିଲିଫ ପକ୍ଷରୁ ଆଜି ଆଠଗଡ ବ୍ଲକର ବିଭିନ୍ନ ଗ୍ରାମ ଓ ସହରରେ କମ୍ବଳ ଓ ସ୍କାର୍ଫ ବଣ୍ଟନ କରାଯାଇଛି। ଗତ କିଛି ଦିନ ହେଲା ହାଡଭଙ୍ଗା ଶୀତ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଅଭାବୀ ମଣିଷ ଶୀତବସ୍ତ୍ର…
Read More...

କନ୍ଧମାଳରେ ଆଜି ଜିରୋ ପଜିଟିଭ

ଫୁଲବାଣୀ : କନ୍ଧମାଳରେ ସୋମବାର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଲେ ମଙ୍ଗଳବାର ଜିଲା ରିପୋର୍ଟ ଜିରୋ ପଜିଟିଭ ରହିଛି। ଫଳରେ ଆଜି ସୁଦ୍ଧା ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୯୨୭ ରହିଛି। ସେହିଭଳି ଚିକିତ୍ସାଧୀନ…
Read More...

ଫୁଲବାଣୀରେ ଏବିଭିପି ପକ୍ଷରୁ ଦୁଇ ଦିନିଆ ଅଭ୍ୟାସ ବର୍ଗ କାର୍ଯ୍ୟକ୍ରମ

ଫୁଲବାଣୀ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) କନ୍ଧମାଳ ଶାଖା ପକ୍ଷରୁ ଦୁଇ ଦିନିଆ ଜିଲ୍ଲାସ୍ତରୀୟ ଅଭ୍ୟାସ ବର୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଫୁଲବାଣୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ…
Read More...

ପତ୍ନୀଙ୍କୁ ନିର୍ଯ୍ୟାତନା ଅଭିଯୋଗରେ ଗୁଜରାଟ ବାସିନ୍ଦା ସ୍ବାମୀ ଗିରଫ

ପାଟଣା : ଗତ ୨୦୧୫ରେ ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ସାନ୍ତରାପୁର ଗ୍ରାମର କୌଶଲ୍ୟା ମହାନ୍ତ(୨୪) ଗୁଜରାଟ ରାଜ୍ୟ ଦ୍ୱାରକା ଜିଲ୍ଲା ଭାନବାଦ ଥାନା ଭାନାଭଡ ଗ୍ରାମର ହରେଶ ଭାଇ ରାଠୋର(୩୫)ଙ୍କୁ ବିବାହ କରିଥିବାବେଳେ ଗତ…
Read More...

ରାଜନଗର ହାଇସ୍କୁଲରେ ପ୍ରଧାନ ଶିକ୍ଷକ ନିଯୁକ୍ତି ନହେଲେ ସ୍କୁଲରେ ତାଲା ମାରିବାକୁ ଚେତାବନୀ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ରାଜନଗର ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ଧରି ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡ଼ିଛି । ୧୯୫୮ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟରୁ ଶିକ୍ଷା ଲାଭ କରି ଅତୀତରେ ବହୁ ଛାତ୍ରଛାତ୍ରୀ ଉଚ୍ଚ…
Read More...

ବନ ବିଭାଗ ପକ୍ଷରୁ ବଡ଼ ଧରଣର ଚଢ଼ାଉ, ଲକ୍ଷାଧିକ ଟଙ୍କାର କାଠ ଜବତ

ପାଟଣା : ପାଟଣା ବନାଞ୍ଚଳ ଅନ୍ତର୍ଗତ ଦୁଆଘାଟ ଗ୍ରାମର ଦେବବ୍ରତ ରାଉତଙ୍କ ଘର ଉପରେ ଆଜି ସକାଳୁ ସକାଳୁ କେନ୍ଦୁଝର ଓ ପାଟଣା ବନ ବିଭାଗ ପକ୍ଷରୁ ତୁରୁମୁଙ୍ଗା ପୁଲିସ୍ ସହାୟତାରେ ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ…
Read More...

ସୋମବାର ଓ ସରକାରୀ ଛୁଟି ଦିନରେ ବନ୍ଦ ରହିବ ଜିଲା ସଂଗ୍ରହାଳୟ

ବୌଦ୍ଧ : ବୌଦ୍ଧ ରାଜାଙ୍କ ଦ୍ୱାରା ନିର୍ମିତ କଚେରୀ କୋଠାକୁ ଶହେ ବର୍ଷ ପୁରିଯାଇଥିବା ବେଳେ ଏହି କୋଠା ବର୍ତ୍ତମାନ ଜିଲାର ସଂଗ୍ରହାଳୟର ମାନ୍ୟତା ପାଇଛି। ଜିଲା ସ୍ୱନକ୍ଷତ୍ର ଦିବସ ଅବସରରେ ଗତ ୨ ତାରିଖରେ ବୌଦ୍ଧ…
Read More...

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଥାନା ଆଗରେ ବିକ୍ଷୋଭ; ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ଦାହ

ବୌଦ୍ଧ : ବିଜେପିର ପୂର୍ବତନ ମାହାଙ୍ଗା ବ୍ଲକ ଅଧ୍ୟକ୍ଷ ଓ ତାଙ୍କ ସହଯୋଗୀଙ୍କୁ ଗତ ଜାନୁୟାରୀ ୨ ତାରିଖଦିନ ହତ୍ୟା ମାମଲାରେ ବିଜେଡିର ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ଥିବା ନେଇ ଅଭିଯୋଗ କରି ତୁରନ୍ତ ତାଙ୍କୁ ଗିରଫ…
Read More...

ଫାଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା

ଜି.ଉଦୟଗିରି: କନ୍ଧମାଳ ଜିଲାର ଟିକାବାଲି ଥାନା ଅନ୍ତର୍ଗତ ଟିକାବାଲି ଟାଉନର ଆଖଣ୍ଡଳମଣି ସାହିର ଜଣେ ଯୁବକ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ ଯୁବକଜଣକ ହେଲେ ଜଗା ପାତ୍ର(୨୩) ପିତା ବାବୁଲା ପାତ୍ର।…
Read More...

ପ୍ରଶାସନ ପକ୍ଷରୁ ନାବାଳିକା ଉଦ୍ଧାର

କ.ନୂଆଗାଁ : କନ୍ଧମାଳ ଜିଲା କ.ନୂଆଗାଁ ବ୍ଳକ ଅନ୍ତର୍ଗତ ବଣଗୁଡ଼ା ପଂଚାୟତର କପୁଗୁଡ଼ା ଗ୍ରାମର ଜଣେ ୨୪ ବର୍ଷିୟ ଯୁବକ ଜନୈକା ୧୪ ବର୍ଷର ନାବାଳିକାଙ୍କୁ ବିବାହାର ପ୍ରଲୋଭନ ଦେଖାଇ କିଛିଦିନ ଭୁବନେଶ୍ୱରରେ ରଖିଥିବା ବେଳେ…
Read More...

ଗ୍ରାମ୍ୟ ଉନ୍ନୟନ ସମିତି ପକ୍ଷରୁ ଦାବିପତ୍ର ପ୍ରଦାନ, ଆନ୍ଦୋଳନ ପାଇଁ ଚେତାବନୀ

ଫୁଲବାଣୀ : କନ୍ଧମାଳ ଜିଲା ଟିକାବାଲି ସ୍ଥିତ ତେଙ୍ଗେଡ଼ାପଥର ଗ୍ରାମ୍ୟ ଉନ୍ନୟନ ସମିତିର ଏକ ପ୍ରତିନିଧି ଦଳ ବିିଭିନ୍ନ ସମସ୍ୟା ନେଇ ଆଜି ଟିକାବାଲି ବିଡ଼ିଓଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିବା ସହିତ ଏନେଇ ଏକ…
Read More...

ଓୟୁଏଟି ପକ୍ଷରୁ ମାଣ୍ଡିଆ ଅମଳ ଓ ସଫାଯନ୍ତ୍ରର କ୍ଷେତ୍ର ପ୍ରଦର୍ଶନ

ଫୁଲବାଣୀ : କନ୍ଧମାଳ ଜିଲାର ବାଲିଗୁଡ଼ାଠାରେ ମାଣ୍ଡିଆ ଚାଷୀ ଯେପରି ସଅଳ ଓ ସହଜରରେ ନିଜ ଉତ୍ପାଦିଦ ମାଣ୍ଡିଆକୁ କ୍ଷେତ୍ରରୁ ଅମଳ କରିବା ସହିତ ସଫା ସୁତୁରା କରି ଚାହିଦା ବୃଦ୍ଧି କରିପାରିବେ ଓ ଅଧିକ ଦରରେ ବଜାରରେ…
Read More...

ଛଟେଇ ବିରୋଧରେ ଡାଟା ଏଣ୍ଟ୍ରି ଅପରେଟରଙ୍କ ଦାବିପତ୍ର

ଫୁଲବାଣୀ : ମହାତ୍ମା ଗାନ୍ଧୀ କର୍ମନିୁଯୁକ୍ତି ଯୋଜନା କାର୍ଯ୍ୟ ପାଇଁ ବିଭିନ୍ନ ବ୍ଲକରେ ନିଯୁକ୍ତ ହୋଇଥିବା ଡାଟା ଏଣ୍ଟ୍ରି ଅପରେଟରମାନଙ୍କୁ ଛଟେଇ ହେବାର ଆଶଙ୍କା ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ଆଉଟ ସୋର୍ସିଙ୍ଗ…
Read More...

ପୃଥକ୍ ପୃଥକ୍ ବାଇକ୍ ଦୁର୍ଘଟଣା; ୨ ଗୁରୁତର

ପାଟଣା : ପାଟଣା ବ୍ଲକ ଅଞ୍ଚଳରେ ପୃଥକ୍ ପୃଥକ୍ ଦୁଇଟି ବାଇକ୍ ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ପ୍ରଥମ ଘଟଣା କ୍ରମରେ ଆଜି ପୂର୍ବାହ୍ନରେ ତୁରୁମୁଙ୍ଗାରୁ ଦୁଇଟି ବାଇକ୍ କେନ୍ଦୁଝର ଅଭିମୁଖେ ଯାଉଥିବା ବେଳେ…
Read More...

ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତରଙ୍କ ବଦଳିକୁ ନେଇ ପାଟଣାରେ ତୀବ୍ର ଅସନ୍ତୋଷ

ପାଟଣା: ପାଟଣା ବ୍ଲକ ମୁଖ୍ୟାଳୟ ୨୨୦ ନଂ ଜାତୀୟ ରାଜପଥ ଅନ୍ତର୍ଗତ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନଥିବା ବେଳେ ଏଠାରେ କାର୍ୟ୍ୟରତ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଚିତ୍ତରଂଜନ ନାୟକଙ୍କୁ…
Read More...

କାର ସହ ୭୦ କେଜି ଗଞ୍ଜେଇ ଜବତ, ୩ ଗିରଫ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ପୁଲିସକୁ ମିଳିଛି ବଡ଼ ସଫଳତା। ଆଜି ମଇଦଳପୁର ଫାଣ୍ଡି ନିକଟରେ କୌଣସି ସୂତ୍ରରୁ ଖବର ପାଇ ଏକ କଳା ରଙ୍ଗର କାରକୁ ଜବତ କରି ୭୦ କେଜି ଗଞ୍ଜେଇ ସହ ୩ ଅଭିଯୁକ୍ତଙ୍କୁ ଗିରଫ…
Read More...

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ନୋଡାଲ ବୈଠକ ଅନୁଷ୍ଠିତ 

ନବରଙ୍ଗପୁର: ନବରଙ୍ଗପୁର ସ୍ଥିତ ମିଶନ ଶକ୍ତି ସମ୍ମିଳନୀ କକ୍ଷଠାରେ ଆଜି ଜିଲ୍ଲାସ୍ତରୀୟ ନୋଡାଲ ଅଧିକାରୀମାନଙ୍କ ସହିତ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳ ଡାକ୍ତର ଅଜିତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି…
Read More...

ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ଓ ଶିଶୁ ବିକାଶ ପାଣ୍ଠି ପକ୍ଷରୁ ରକ୍ତଦାନ ଶିବିର ଓ ମାସ୍କ ବଣ୍ଟନ

ବେଗୁନିଆ: ବେଗୁନିଆ ବ୍ଲକ ବାଘମାରି ପଞ୍ଚାୟତ ଅନ୍ତର୍ଗତ ଅଟ୍ରିସ୍ଥିତ ହଟକେଶ୍ୱର ଦେବ ମନ୍ଦିର ପ୍ରାଙ୍ଗଣରେ ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ଓ ଦୈନିକ ଖବରକାଗଜ ନିତିଦିନ ପକ୍ଷରୁ ରକ୍ତଦାନ ଶିବିର ଓ ମାସ୍କ…
Read More...

ସନ୍ଦେହଜନକ ଭାବେ ଯୁବତୀ ଉଦ୍ଧାର ମାମଲାରେ ଅଭିଯୁକ୍ତ ଗିରଫ, ଦୁଷ୍କର୍ମକୁ ପୁଲିସର ଅସ୍ୱୀକାର

ନବରଙ୍ଗପୁର: ବହୁ ଚର୍ଚ୍ଚିତ ତେନ୍ତୁଳିଖୁଣ୍ଟି ଥାନା ଅଞ୍ଚଳର ଜୈନେକ ଯୁବତୀକୁ ସନ୍ଦେହଜନକ ଭାବେ କାଜୁ ବାଡରୁ ଉଦ୍ଧାର ମାମଲାରେ ଅଭିଯୁକ୍ତ କଂଗ୍ରାଗ୍ରାମର ରାଜେନ୍ଦ୍ର ବାଘକୁ ପୁଲିସ ଗିରଫ କରିଛି। ଏ ସଂପର୍କରେ…
Read More...

ହଷ୍ଟେଲରେ ଛାଇଛି ନୀରବତା, ବିଦ୍ୟାର୍ଥୀ ମ୍ରିୟମାଣ!

ସାରନଗରୀ : ଶିକ୍ଷା ହେଉଛି ସମାଜର ଦର୍ପଣ । ମାତ୍ର ଚଳିତ ବର୍ଷ ଶିକ୍ଷା ବ୍ୟବସ୍ଥାକୁ ଦୋହଲାଇ ଦେଇଛି ବୈଶ୍ୱିକ ମହାମାରୀ କରୋନା । ବର୍ଷ ସରିବାକୁ ଆଉ କିଛି ଦିନ ବାକି ରହିଥିବା ବେଳେ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି…
Read More...

ଖୁଣ୍ଟୁଣୀ ବନାଞ୍ଚଳରେ ପକ୍ଷୀ ଗଣନା

ଗୁରୁଡିଝାଟିଆ: ଆଠଗଡ ବନଖଣ୍ଡ ଅନ୍ତର୍ଗତ ଖୁଣ୍ଟୁଣୀ ବନାଞ୍ଚଳରେ ଆଜି ପକ୍ଷୀ ଗଣନା ହୋଇଛି। ନାକଚୁଣିପାଟ, ବରଦାପାଟ, ଶଙ୍ଖଯୋର, ମହାନଦୀ ପ୍ରଭୃତି ସ୍ଥାନମାନଙ୍କରେ ଏକାଧିକ ଟିମରେ ବନ କର୍ମଚାରୀମାନେ ପକ୍ଷୀଗଣନା…
Read More...

କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇଲେ ପୂଣ୍ୟକୃଶ ସଂଘର ସେବାଭଗ୍ନୀ ଗଣ

ଫୁଲବାଣୀ/ବ୍ରାହ୍ମଣୀଗା: ଦେଶବ୍ୟାପି ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ପୂଣ୍ୟକୃଶ ସଂଘର ସେବାଭଗ୍ନୀ ଗଣ। ଦୀର୍ଘଦିନ ହେଲା କୃଷକମାନେ ଥଣ୍ଡା କାକରରେ ଦିଲ୍ଲୀରେ ଆନ୍ଦୋଳନ ଜାରି ରଖିଛନ୍ତି। କୃଷକମାନଙ୍କ…
Read More...

ଏମିତି ଚାଲିଛି ନବରଙ୍ଗପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା, ଦୁଇ ବର୍ଷରୁ ଊର୍ଦ୍ଧ୍ବ ହେବ କାମତା ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ…

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଡାକ୍ତର ଓ କର୍ମଚାରୀ ଅଭାବରୁ ବିପର୍ଯ୍ୟସ୍ତ ହୋଇ ପଡିଛି ସ୍ୱାସ୍ଥ୍ୟ ସେବା। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ କାମତା…
Read More...

ହାତୀ ଆକ୍ରମଣରେ ବୃଦ୍ଧ ଆହତ

ବୁଗୁଡ଼ା : ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ନୁଆଁପଲ୍ଲୀ ବିଟ ଅଞ୍ଚଳରେ ଦନ୍ତା ଆକ୍ରମଣରେ ଆଜି ଜଣେ ବୃଦ୍ଧ ଆହତ ହୋଇଥିବା ଜଣାଯାଇଛି । ନୂଆପଲ୍ଲୀ ଜଙ୍ଗଲ ମଧ୍ୟରେ ଥିବା ରାମପାଦ ମନ୍ଦିରରେ ରହୁଥିବା ବାବା ଚୈତନ୍ୟ…
Read More...

‘ଧୁମ୍‍-୪’ରେ ଦୀପିକା ଭିଲେନ୍‍ !

ନୂଆଦିଲ୍ଲୀ: ବଲିଉଡ଼ର ଲୋକପ୍ରିୟ ଚଳଚ୍ଚିତ୍ର ‘ଧୁମ୍‍’ର ପ୍ରତ୍ୟେକ ପାର୍ଟ ବକ୍ସ ଅଫିସ୍‍ରେ ରେକର୍ଡ଼ ସୃଷ୍ଟି କରିଛି। ୨୦୦୪ରେ ଆରମ୍ଭ ହୋଇଥିବା ‘ଧୁମ୍‍’ର ଏହି ଯାତ୍ରା ଆଜି ବି ଲୋକଙ୍କ ପ୍ରିୟ ହୋଇ ରହିଛି। ‘ଧୁମ୍’,…
Read More...

ଖିରେଇଟାଙ୍ଗିରୀରେ ହର ଘର ଜଲ ଯୋଜନାର ଶୁଭାରମ୍ଭ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରୀ ପଞ୍ଚାୟତରେ ହର ଘର ଜଲ ଯୋଜନା କାର୍ୟ୍ୟକାରୀ ପାଇଁ ଆଜି ପାଇପ ଲାଇନ କାମର ଶୁଭାରମ୍ଭ ହୋଇଛି । ଖିରେଇଟାଙ୍ଗିରୀ ସରପଞ୍ଚ ବନଜ କୁମାର ନାଏକ ଫିତା କାଟି ଏହାର ଶୁଭାରମ୍ଭ…
Read More...

ପାନୀୟ ଜଳ ଯୋଗାଣ ଏମିତି, ପାଇପ ଫାଟି ବିଲରେ ପାଣି ମାଡୁଛି

ପାଟଣା : ପାଟଣା ବ୍ଲକର କେତେକ ଗ୍ରାମକୁ ପାଇପ ଯୋଗେ ପାନୀୟଜଳ ଯୋଗାଇ ଦିଆଯାଉଥିବା ବେଳେ ରାସ୍ତା କଡରେ ପାଇପ ଫାଟି ପାଣି ବିଲରେ ମାଡୁଥିବା ଦେଖାଯାଇଛି । ଶରଧାପୁର-ବାଉଁଶୁଳି ରାସ୍ତାର କଣ୍ଟିଆପଡା ନିକଟରେ ରାସ୍ତା…
Read More...

ରବିବାରଠୁ ଖୋଲିବ ମା’ ସମଲେଶ୍ୱରୀ ମନ୍ଦିର; ଜିଲାପାଳ କଲେ ସମୀକ୍ଷା

ସମ୍ବଲପୁର: ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀ ମନ୍ଦିର ଦୀର୍ଘ ୮ ମାସ ପରେ ରବିବାର ସକାଳୁ ଖୋଲିବ। କୋଭିଡ-୧୯ କଟକଣା ମଧ୍ୟରେ ମନ୍ଦିରରେ ମାଙ୍କ ଦର୍ଶନ ପାଇଁ ଶ୍ରୀ ଶ୍ରୀ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ…
Read More...

କଂଗ୍ରେସ ପକ୍ଷରୁ କଳିଙ୍ଗ ନଗର ଆଦିବାସୀ ଶହୀଦ ଦିବସ ଅବସରରେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ଫୁଲବାଣୀ: ଗତ ୨୦୦୬ ଜାନୁଆରୀ ୨ ତାରିଖରେ ଯାଜପୁରର କଳିଙ୍ଗନଗରଠାରେ ଶିଳ୍ପ ପ୍ରତିଷ୍ଠାକୁ ବିରୋଧ କରି ପୁଲିସ ଗୁଳିରେ ମୃତ୍ୟୁବରଣ କରିଥିବା ୧୬ ଜଣ ଆଦିବାସୀଙ୍କ ଶହୀଦ ହେବାର ୧୫ ବର୍ଷ ପୂର୍ତ୍ତି ଅବସରରେ ଆଜି କନ୍ଧମାଳ…
Read More...

ଜାନୁଆରୀ ୨କୁ ବୌଦ୍ଧ ଦିନ୍ ଭାବେ ପାଳନ କଲା ବୌଦ୍ଧ ଗର୍ଜନ ସେନା

ବୌଦ୍ଧ: ବୌଦ୍ଧ ଜିଲା ବିକାଶ ଗର୍ଜନ ସେନା ତରଫରୁ ବୌଦ୍ଧ ଜିଲା ପ୍ରତିଷ୍ଠା ଦିବସକୁ 'ବୌଦ୍ଧ ଦିନ୍' ଭାବରେ ପାଳନ କରାଯାଇଛି। ଓଡ଼ିଶାର ମଧ୍ୟ ଭାଗରେ ଥିବା ବୌଦ୍ଧ ଜିଲା ୧୯୯୪ ମସିହା ଜାନୁଆରୀ ୨ ତାରିଖରେ ସ୍ବତନ୍ତ୍ର…
Read More...

ନିଳଚକ୍ର ସାହିତ୍ୟ ସଂସଦ ପକ୍ଷରୁ ପୁସ୍ତକ ଲୋକାର୍ପଣ ଉତ୍ସବ 

ବୌଦ୍ଧ : ବୌଦ୍ଧର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ନିଳଚକ୍ର ସାହିତ୍ୟ ସଂସଦ ପକ୍ଷରୁ ବନ୍ଧୁମିଳନ ଓ ପୁସ୍ତକ ଲୋକାର୍ପଣ ଉତ୍ସବ ସ୍ଥାନୀୟ ପାରିଜାତ ପେଲେସ ହୋଟେଲ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟ ସଂସଦର…
Read More...

ଜିଲ୍ଲା ସ୍ୱନକ୍ଷତ୍ର ଦିବସରେ ମହୋତ୍ସବ ମଞ୍ଚ ଓ ବୁଦ୍ଧ ମନ୍ଦିରରେ ଜିଲ୍ଲାପାଳଙ୍କ ପୂଜାର୍ଚ୍ଚନା 

ବୌଦ୍ଧ : ବୌଦ୍ଧ ଜିଲ୍ଲା ଗଠନ ହେବାର ୨୬ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲାରେ ଅନେକ ବିକାଶମୂଳକ କାର୍ଯ୍ୟର ଉଦଘାଟନ ହୋଇଛି। କରୋନା କଟକଣା ଯୋଗୁଁ ଚଳିତବର୍ଷ ଲୋକମାନେ ଜିଲ୍ଲା ସ୍ୱନକ୍ଷତ୍ର ଉତ୍ସବ ପାଳନରୁ ବଞ୍ଚିତ…
Read More...

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେଲା ରାଜ୍ୟର ପ୍ରଥମ ଜିଲ୍ଲା ସଂଗ୍ରହାଳୟ

ବୌଦ୍ଧ : ରାଜ୍ୟର ପ୍ରଥମ ଜିଲ୍ଲା ସଂଗ୍ରହାଳୟ ଭାବରେ ବୌଦ୍ଧ ରାଜତନ୍ତ୍ର ସମୟର ଶହେ ବର୍ଷର କଚେରୀ କୋଠାକୁ ଭିଡିଓ କନଫରେନସିଂ ମାଧ୍ୟମରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି।। ଏହି ସଂଗ୍ରହାଳୟରେ…
Read More...

ସମୁଦ୍ରରୁ ବାହାରିଲା ଅଦ୍ଭୁତ ଜୀବ, ଯାହାକୁ ଦେଖି ସମସ୍ତେ ଚକିତ

ଅଧିକାଂଶ ସମୟରେ ସମୁଦ୍ରରେ ଏଭଳି କିଛି ଜୀବ ଦେଖିବାକୁ ମିଳନ୍ତି, ଯାହାକୁ ଦେଖି ସାଧାରଣ ଲୋକଙ୍କ ସହ ବୈଜ୍ଞାନିକମାନେ ମଧ୍ୟ ଚକିତ ହୋଇଯାଆନ୍ତି। ଠିକ୍‍ ଏମିତି ହିଁ କିଛି ଘଟିଛି ଆମେରିକାର ଅଲାସ୍କାରେ। ସେଠାରେ ଏଭଳି…
Read More...

ସାରନଗରୀରେ ସାଇବାବାଙ୍କ ନିରାଡମ୍ବର ପାଲିଙ୍କି ଯାତ୍ରା

ସାରନଗରୀ : ଦକ୍ଷିଣ ରାଉରକେଲା ସ୍ଥିତ ସାରନଗରୀ ସାଇଧାମ ଟ୍ରଷ୍ଟ ପକ୍ଷରୁ ଆଜି ସାଇବାବାଙ୍କ ଭବ୍ୟ ପାଲିଙ୍କି ଯାତ୍ରା ସାଇବାବା ମନ୍ଦିର ପ୍ରାଙ୍ଗଣରେ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ସାଇବାବାଙ୍କ ଭବ୍ୟ…
Read More...

ଅସ୍ଥାୟୀ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଛଟେଇ ପ୍ରତିବାଦରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ବୌଦ୍ଧ : ବୌଦ୍ଧ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ କୋଭିଡ ସମୟରେ ଅସ୍ଥାୟୀ ସ୍ୱାସ୍ଥ୍ୟ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଛଟେଇ କରାଯିବାକୁ ଥିବାବେଳେ ଏହାର ପ୍ରତିବାଦରେ ଅସ୍ଥାୟୀ ସ୍ୱାସ୍ଥ୍ୟକର୍ମୀମାନେ…
Read More...

ଇଭିଏମ ଜଗିବା ଦାୟିତ୍ୱରେ ଥିବା ପୁଲିସ କନେଷ୍ଟବଳଙ୍କ ଲୁହାରେକ୍‍ ପଡି ମୃତ୍ୟୁ 

ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁଲିସ ବିଭାଗରେ ଓଏପିଏଫ ଭାବରେ କାର୍ଯ୍ୟରତ ଜଣେ ପୁଲିସ କନେଷ୍ଟବଳ ଇଭିଏମ ଷ୍ଟ୍ରଙ୍ଗରୁମର ଡ୍ୟୁଟି କରୁଥିବା ସମୟରେ ଲୁହାରେକ୍‍ ପଡିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା…
Read More...

୬୫ତମ ସୁନାମୁଖି ଠାକୁରାଣୀ ମେଳା, ଗାଁ ଦାଣ୍ଡ ହେଲା ରକ୍ତରଞ୍ଜିତ

ପାଟଣା : ପାଟଣା ବ୍ଲକ୍ ମୁଖ୍ୟାଳୟ ବଡ଼ପାଟଣା ପଞ୍ଚାୟତ ସୁଆମଶାସନ ନାଏକ ସାହିର ଆରାଧ୍ୟା ଗ୍ରାମ୍ୟ ଦେବୀ ମା'ସୁନାମୁଖୀ ଠାକୁରାଣୀଙ୍କ ୬୫ତମ ବାର୍ଷିକ ମେଳା ଆଜି ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ମା'ଙ୍କ ନିକଟରେ…
Read More...

ଭୀମକୁଣ୍ଡରେ କଟକଣାକୁ ଫୁ : ପର୍ଯ୍ୟଟକ ବୁଲିଲେ, ଭୋଜି ମଧ୍ୟ କଲେ

ପାଟଣା : ପାଟଣା ବ୍ଲକ୍ ଅନ୍ତର୍ଗତ ଘାଟବାଲିଯୋଡ଼ି ସ୍ଥିତ ଭୀମକୁଣ୍ଡ ଠାରେ ଆଜି ନବବର୍ଷ ଉପଲକ୍ଷେ ବେଶ୍ ଭିଡ଼ ପରିଲକ୍ଷିତ ହୋଇଛି । ଜିଲ୍ଲା ତଥା ଜିଲ୍ଲା ବାହାରର ପର୍ଯ୍ୟଟକମାନେ ଏଠାରେ ବୁଲାବୁଲି କରିବା, ୱାଚ ଟାୱାରରୁ…
Read More...

ଅଗ୍ନିକାଣ୍ଡରେ ଜଳିଗଲା ପାଳ ଗଦା ସହ ବିପୁଳ ପରିମାଣର ଧାନ ବିଡା

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ସାଧୁପଡା ଗ୍ରାମର ସଚିତ୍ର କୁମାର ମହାନ୍ତଙ୍କ ଧାନ ଖଳାରେ ଆଜି ମଧ୍ୟାହ୍ନରେ ନିଆଁ ଲାଗି ପାଳ ଗଦା ସହ ବିପୁଳ ପରିମାଣର ଧାନ ବିଡା ପୋଡ଼ି ନଷ୍ଟ ହୋଇଯାଇଛି । ଧାନ ଖଳାରେ ନିଆଁ ଲାଗିବା…
Read More...

ଆଶ୍ରମର ଅନାଥ ପିଲାମାନଙ୍କ ସହ ନୂଆବର୍ଷ ପାଳିଲେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ

ନବରଙ୍ଗପୁର: ନୂତନ ବର୍ଷ ଆରମ୍ଭରେ ନବରଙ୍ଗପୁର ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଆଶ୍ରମର ପିଲାମାନଙ୍କ ସହ ନୂଆବର୍ଷ ପାଳନ କରିଛନ୍ତି। ନବରଙ୍ଗପୁର ଜିଲ୍ଲା ସଦର ମହକୁମା ସ୍ଥିତ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ବାଳିକା…
Read More...

ନୂଆ ବର୍ଷର ନୂଆ ସଂକଳ୍ପ; ଜୀବନକୁ କରିବ ମଧୁମୟ

ନୂତନ ଆଶା ଓ ନୂତନ ଉଦ୍ଦୀପନା ସହ ଆସିଯାଇଛି ନୂଆବର୍ଷ। ଲୋକେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସ ସହକାରେ ଭିନ୍ନ ଭିନ୍ନ ଉପାୟରେ ବର୍ଷ ୨୦୨୧କୁ ସ୍ୱାଗତ କରୁଛନ୍ତି। ତେବେ ଆପଣ ନିଶ୍ଚିତ ଚାହୁଁଥିବେ ଯେ ଏହି ବର୍ଷଟି ଆପଣଙ୍କ ମନରେ…
Read More...

ଖାସ୍‍ ଉପାୟରେ ୨୦୨୧କୁ ସ୍ୱାଗତ କଲେ ଅକ୍ଷୟ, ଶେୟାର କଲେ ଭିଡିଓ

ନୂଆଦିଲ୍ଲୀ: ଆସିଯାଇଛି ନୂଆବର୍ଷ ଅର୍ଥାତ୍‍ ବର୍ଷ ୨୦୨୧। କରୋନା ମହାମାରୀ ପାଇଁ ନୂତନ ବର୍ଷର ସେଲିବ୍ରେସନ୍‍ ଫିକା ପଡ଼ିଯାଇଥିବା ବେଳେ ଲୋକେ ଭିନ୍ନ ଭିନ୍ନ ଉପାୟରେ ଏହାକୁ ସ୍ୱାଗତ କରିଛନ୍ତି। ବଲିଉଡ଼୍‍ ଷ୍ଟାର୍‍ ମାନେ…
Read More...

ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ନୁଆଁପଦର ପଞ୍ଚାୟତର ବିଲୁପଦର ଗ୍ରାମରେ ଆଜି ଘଟିଛି ଏକ ଅଭାବନୀୟ ଘଟଣା। ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି। ବିଲୁପଦର ଗ୍ରାମର ୫୦ ବର୍ଷିୟ ଜଣେ…
Read More...

ନୂଆବର୍ଷ ପାଇଁ ବଚ୍ଚନ ପରିବାରର ନିଆରା ସେଲିବ୍ରେସନ୍‍, ଏକାଠି କଲେ ଗୀତ ରେକର୍ଡିଂ

ମୁମ୍ବଇ: ନୂଆ ବର୍ଷ ପାଇଁ ଭିନ୍ନ ଶୈଳୀରେ ଉତ୍ସବ ପାଳନ କରିଛନ୍ତି ବଚ୍ଚନ ପରିବାର। ସମସ୍ତେ ଏକାଠି ହୋଇ ପହଞ୍ଚିଛନ୍ତି ଗୀତ ରେକର୍ଡ଼ିଂ ଷ୍ଟୁଡିଓରେ ଓ ନିଜ ନିଜ କଣ୍ଠରେ ରେକର୍ଡ଼ି କରିଛନ୍ତି ଗୀତ। ମାତ୍ର ଏହା ମଧ୍ୟରେ…
Read More...

ମଦ ରନ୍ଧା ବେଳେ ମହିଳା ଓ ଯୁବକ ସଂଘର ଚଢାଉ

ଫୁଲବାଣୀ/ଜି.ଉଦୟଗିରି : କନ୍ଧମାଳ ଜିଲା ଜି.ଉଦୟଗିରି ବ୍ଳକ ଅନ୍ତର୍ଗତ ରଟିଙ୍ଗିଆ ପଞ୍ଚାୟତର ପଡ଼ିକିଆ ଗ୍ରାମରେ ବାରମ୍ବାର ସଚେତନ ପରେ ମଧ୍ୟ କେତେକ ବିନା ଦ୍ୱିଧାରେ ଚୋରା ମଦ କାରବାର କରିବା ସହିତ ମଦ ରାନ୍ଧୁଥିବା ଖବର…
Read More...

ମୁଖ କର୍କଟ ରୋଗରେ ଶଯ୍ୟାଶାୟୀ କରୁଣାକର: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସରକାରୀ ସହାୟତା ଦାବୀ

ଫୁଲବାଣୀ : ପରିବାର ପ୍ରତିପୋଷଣ କରିବା ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିଲେ। ତେବେ ଦାଦନ ଖଟିବାକୁ ଯାଇ ଏବେ କର୍କଟ ରୋଗରେ ପୀଡ଼ିତ ହୋଇ ଅସହ୍ୟ ଯନ୍ତ୍ରଣାରେ ରୋଗ ଶଯ୍ୟାରେ ପଡ଼ିରହିଛନ୍ତି। ଏହିଭଳି ଘଟଣା ଦେଖିବାକୁ…
Read More...

ବର୍ଷର ଶେଷ ଦିନରେ କନ୍ଧମାଳରେ ପର୍ଯ୍ୟଟକଙ୍କ ସମାଗମ

ଫୁଲବାଣୀ : ନୂତନ ବର୍ଷର ଆଗମନୀ ଉପଲକ୍ଷେ ବର୍ଷର ଶେଷ ଦିନରେ ଆଜି କନ୍ଧମାଳ ଜିଲାର ଫୁଲବାଣୀ ସମେତ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସଂଖ୍ୟକ ପର୍ଯ୍ୟଟକଙ୍କ ସମାଗମ ଦେଖିବାକୁ ମିଳିଛି।…
Read More...

ଚୋରି ଗାଡ଼ି ଉଦ୍ଧାର, ଚୋରକୁ ଧରିଲେ ଗାଡ଼ି ମାଲିକ

ଫୁଲବାଣୀ : କନ୍ଧମାଳ ଜିଲା ଗୋଛାପଡା ଥାନା ଅନ୍ତର୍ଗତ ପକାରି ପଞ୍ଚାୟତର ପକାରି ଗ୍ରାମର ସଂଜୟ ଦିଗାଲ ନାମକ ଜଣେ ବ୍ୟକ୍ତିଙ୍କର ଘର ସମ୍ମୁଖରୁ଼ ଏକ ବାଇକ୍‍ ଗତ ୧୯ ତାରିଖରେ ଚୋରି ହୋଇଥିବା ନେଇ ସେ ଗୋଛାପଡ଼ା ଥାନାରେ…
Read More...

ଯାଜପୁର ଏସ୍‍ପି ଭାବେ ରାହୁଲ ପିଆରଙ୍କ ଯୋଗଦାନ

ଯାଜପୁର : ଯାଜପୁର ଜିଲ୍ଲା ଏସ୍‍ପି ଭାବେ ରାହୁଲ ପିଆର ଆଜି ଯୋଗଦାନ କରିଛନ୍ତି । ଏହା ପୂର୍ବରୁ ସେ ଝାରସୁଗୁଡ଼ାର ଏସ୍‍ପି ଥିଲେ । ପୁଲିସ ଓ ସାଧାରଣ ଲୋକଙ୍କ ସହ ସମ୍ପର୍କ ସୃଦୁଢ କରିବା ସହିତ କୋଭିଡ ନିୟମ ଓ ସରକାରୀ…
Read More...

ଏନ୍‍.ଡି.ଆର୍‍.ଏଫ୍‍ ପକ୍ଷରୁ ଜନସଚେତନତା ପ୍ରଶିକ୍ଷଣ ଶିବିର

ଫୁଲବାଣୀ : କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଳକ ଅନ୍ତର୍ଗତ ସିଦିଙ୍ଗୀ ପିଲା ସାଲୁଙ୍କ ଡ଼୍ୟାମ୍‍ ପରିସରରେ ବୁଧବାର ଏନଡ଼ିଆର୍‍ଏଫ୍‍ ପକ୍ଷରୁ ଏକ ଜନ ସଚେତନତା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏନଡ଼ିଆର୍‍ଏଫ୍‍ ଟିମର…
Read More...

ଚାଇଲ୍ଡ ଲାଇନ୍‍ ଦ୍ୱାରା ଅସହାୟ ନାବାଳିକା ଉଦ୍ଧାର, ଚିକିତ୍ସା ପାଇଁ ଡ଼ାକ୍ତରଖାନାରେ ଭର୍ତ୍ତି

ଫୁଲବାଣୀ: ପ୍ରେମ ଜାଲରେ ଫଶି ନିର୍ଯ୍ୟାତନାରେ ଶିକାର ହୋଇଥିବା ଜଣେ ନାବାଳିକାକୁ ଆଜି ଚାଇଲ୍ଡ ଲାଇନ୍‍ ଦ୍ୱାରା ଉଦ୍ଧାର କରାଯାଇଛି। ଏହାସହିତ ଚିକିତ୍ସା ପାଇଁ ନାବାଳିକାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର…
Read More...

ଦୁର୍ଘଟଣା ଘଟାଇ ଗାଡି ଫେରାର; ୪ ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲ ଆଣିଲେ ସାମ୍ବାଦିକ

ଫୁଲବାଣୀ: ଚାରିଛକ ଥାନା ଅନ୍ତର୍ଗତ ବଦଲା ନିକଟରେ ବୁଧବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ତିନି ଜଣ ବାଇକ ଆରୋହୀ ଗୁରୁତର ହୋଇଛନ୍ତି। ଦୁର୍ଘଟଣା ଘଟାଇଥିବା ଗାଡି଼ ଫେରାର୍‍ ହୋଇଯାଇଥିବା ବେଳେ ଦୁଇ ଜଣ ସାମ୍ବାଦିକ…
Read More...

ଜିଲା ଯୁବ କଂଗ୍ରେସ ପକ୍ଷରୁ ମଶାଲ୍‍ ଆକ୍ରୋଶ ଶୋଭାଯାତ୍ରା

ଫୁଲବାଣୀ: କଳା କୃଷି ଆଇନ ଏବଂ ସଂସଦର ଶୀତ ଅଧିବେଶନ ରଦ୍ଧ ପ୍ରତିବାଦରେ ଆଜି ରାତିରେ କନ୍ଧମାଳ ଯୁବ କଂଗ୍ରେସ ପକ୍ଷରୁ ଏକ ମଶାଲ୍‍ ଆକ୍ରୋଶ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜିଲା ଯୁବ ସଭାପତି ବସନ୍ତ କୁମାର ପାଢୀଙ୍କ…
Read More...

ଗଞ୍ଜେଇ ଚୋରା ଚାଲାଣ, ୪ ଗିରଫ

ଫୁଲବାଣୀ: ଖଜୁରିପଡା ପୁଲିସ ବୁଧବାର ଗଞ୍ଜେଇ ଚୋରାଚାଲାଣ କରୁଥିବା ସମୟରେ ୪ ଜଣ ଯୁବକ ଏବଂ ଜଣେ ନାବାଳକଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ପ୍ରକାରେ, ଭୁବନେଶ୍ୱର ଅଭିମୁଖେ ଏମାନେ ଗଞ୍ଜେଇ ନେଇ ଯାଉଥିବା ଖବର ବିଶେଷ…
Read More...

ଗାଁଗାଁ ବୁଲି ଗୀତ ଗାଇ ହାତୀ ସୁରକ୍ଷା ସଚେତନତା

ଗୁରୁଡିଝାଟିଆ: ସାଧାରଣ ଲୋକଙ୍କ ସଂପୃକ୍ତି ଜଙ୍ଗଲ ସଂପଦର ଅଭିବୃଦ୍ଧି ସହିତ ହାତୀ ସୁରକ୍ଷା ଦିଗରେ ବଳିଷ୍ଠ ଭୂମିକା ଗ୍ରହଣ କରିଥାଏ। ଏହାକୁ କାର୍ଯ୍ୟକ୍ଷେତ୍ରରେ ପରିଣତ କରିବା ପାଇଁ ଆଠଗଡ ବନଖଣ୍ଡ ଅଧିକାରୀ ସସ୍ମିତା…
Read More...

ସାଢେ ୪ ଫୁଟ୍‍ ଲମ୍ବର ନାଗ ସାପ ଉଦ୍ଧାର

ଭଣ୍ଡାରିପୋଖରୀ: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଖପୁରିଆପଦା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରୁ ବୁଧବାର ଏକ ନାଗ ସାପ ଉଦ୍ଧାର ହୋଇଛି। ସାଢେ ୪ ଫୁଟ୍‍ ଲମ୍ବର ଏହି ସାପଟିକୁ ଉଦ୍ଧାରକାରୀ ଟିମ୍‍ ସୁରକ୍ଷିତ…
Read More...

କଖଡିରେ ପ୍ରଶାସନ ପକ୍ଷରୁ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ

ଗୁରୁଡିଝାଟିଆ: କଖଡିରେ ଆଜି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଛି। ସରକାରୀ ଜମିରେ ଦୋକାନ, ଘର କରିଥିବା ବ୍ୟକ୍ତିବିଶେଷଙ୍କୁ ପୂର୍ବରୁ କଟକ ସଦର ଦହସିଲ ପକ୍ଷରୁ ନୋଟିସ କରାଯାଇଥିଲା। ଅଧିକାଂଶ ଏହାକୁ ସାଦରରେ…
Read More...

ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ସଂରକ୍ଷଣ ନିଷ୍ପତ୍ତି; ଯୁବ ବିଜେଡି ଓ ଛାତ୍ର ବିଜେଡ଼ି ପକ୍ଷରୁ…

ଫୁଲବାଣୀ: ସରକାରୀ ବିଦ୍ୟାଳୟମାନଙ୍କରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନଙ୍କୁ ସରକାରୀ ମେଡିକାଲ କଲେଜ ଓ ଇଞ୍ଜିନିୟରିଂ କଲେଜରେ ପ୍ରବେଶ ପାଇଁ ମିଳିବ ସ୍ୱତନ୍ତ୍ର ସଂରକ୍ଷଣ। ରାଜ୍ୟ ସରକାର ନେଇଥିବା ଏହି ନିଷ୍ପତ୍ତିକୁ…
Read More...

ନିଜ ଟାଙ୍ଗିଆ ଚୋଟରେ ନିଜର ମୃତ୍ୟୁ

ଫୁଲବାଣୀ: ନିଜ ଟାଙ୍ଗିଆ ଚୋଟରେ ନିଜର ମୃତ୍ୟୁ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲା ଖଜୁରିପଡା ଥାନା ଅନ୍ତର୍ଗତ ଗୁଦାରୀ ପଞ୍ଚାୟତ ମଲ୍ଲିକ ସାହିରେ। ଗ୍ରାମର ଗୋବିନ୍ଦ ଚନ୍ଦ୍ର ମଲ୍ଲିକ ଆଜି ସକାଳେ କାଠ…
Read More...

ଜିଲାସ୍ତରୀୟ ଯୁବ ପାର୍ଲାମେଣ୍ଟ ପ୍ରତିଯୋଗିତା, ଭାଗନେଲେ ୫ ଜିଲାର ୫୦ ପ୍ରତିଯୋଗୀ

ଫୁଲବାଣୀ: ସ୍ଥାନୀୟ ଷ୍ଟାଡ଼ିୟମ ପରିସରରେ ନେହେରୁ ଯୁବକେନ୍ଦ୍ର ଫୁଳବାଣୀ ପକ୍ଷରୁ ଜିଲାସ୍ତରୀୟ ଯୁବ ପାର୍ଲାମେଣ୍ଟ ପ୍ରତିଯୋଗିତା ୱେବିନାର ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ…
Read More...

ବାଇକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

ଫୁଲବାଣୀ: କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅନ୍ତର୍ଗତ କିରିକୁଟୀ ପଞ୍ଚାୟତ ପାଟ୍ଟାଙ୍ଗୀ ଗ୍ରାମ ନିକଟ ୫୯ ନଂ ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ ଏକ ବାଇକ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟ ହୋଇଥିବା ବେଳେ ଜଣେ…
Read More...

କିଷାନ କଂଗ୍ରେସ ପକ୍ଷରୁ କେନ୍ଦ୍ର କୃଷି ଆଇନକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ବୌଦ୍ଧ : ବୌଦ୍ଧ ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ନୂତନ କୃଷି ଆଇନକୁ ବିରୋଧ କରି ଏବଂ ଏହାକୁ ପ୍ରତ୍ୟାହାର କରାଯିବା ଦାବିରେ ଆନ୍ଦୋଳନରତ କୃଷକମାନଙ୍କୁ ସମର୍ଥନ କରି…
Read More...

ମୁଖ୍ୟମନ୍ତ୍ରୀଙ୍କ ନାମରେ ବିଭିନ୍ନ ଥାନାରେ ଏତଲା ଦେଲା ବିଜେପି 

ବୌଦ୍ଧ : କେନ୍ଦ୍ରୀୟ ଯୋଜନାରେ ମିଳିଥିବା ଅନୁଦାନକୁ ରାଜ୍ୟ ଯୋଜନା ଦର୍ଶାଇ ଲୋକଙ୍କୁ ମିଥ୍ୟା ସୂଚନା ଦେଇଥିବା ଅଭିଯୋଗ କରି ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲାର ବିଭିନ୍ନ ଥାନାରେ ମୁଖ୍ୟମନ୍ତ୍ରୀ ନବୀନ…
Read More...

ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହର ସମାପ୍ତି ଉଦେଶ୍ୟରେ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ବୈଠକ

ନବରଙ୍ଗପୁର: ନବରଙ୍ଗପୁର ସ୍ଥିତ ମିଶନ ଶକ୍ତି ସଭାଗୃହଠାରେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ସମାପ୍ତ ଉଦେଶ୍ୟରେ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ବୈଠକ…
Read More...

ଫାଷ୍ଟାଗରେ ଯୋଡ଼ିହେଲା ନୂଆ ଫିଚର୍‍, ଦୂର ହେବ ଟଙ୍କା ସହ ଜଡ଼ିତ ଅନେକ ସମସ୍ୟା

ନୂଆଦିଲ୍ଲୀ: ନୂଆ ବର୍ଷ ଅର୍ଥାତ୍ ୧ ଜାନୁୟାରୀ ୨୦୨୧ରୁ ଦେଶର ସମସ୍ତ ଟୋଲ୍ ପ୍ଲାଜାରେ ଫାଷ୍ଟାଗ୍ (FASTag) ବାଧ୍ୟତାମୂଳକ କରାଯିବ। ଲୋକମାନେ ଫାଷ୍ଟାଗକୁ ନେଇ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିଲେ। ତା’ ମଧ୍ୟରୁ ଗୋଟିଏ…
Read More...

ଖୁବଶୀଘ୍ର ଦର୍ଶକଙ୍କ ନିକଟରେ ପହଞ୍ଚିବ ଇର୍‍ଫାନଙ୍କ ଶେଷ ଭେଟି

ମୁମ୍ବଇ: ଖୁବଶୀଘ୍ର ଦର୍ଶକଙ୍କ ନିକଟରେ ପହଞ୍ଚିବ ଲୋକପ୍ରିୟ ବଲିଉଡ଼ ଅଭିନେତା ସ୍ୱର୍ଗତ ଇର୍‍ଫାନଙ୍କ ଖାନଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର। ‘ଦି ସଙ୍ଗ୍ ଅଫ୍ ସ୍କର୍ପିଅନ୍ସ’ ନାମକ ଏହି ଚଳଚ୍ଚିତ୍ର ୨୦୨୧ରେ ମୁକ୍ତିଲାଭ କରିବ…
Read More...

ସମଗ୍ର ଜିଲାରେ ବିଜେପିର ଚିଠି ଚିରା ଆନ୍ଦୋଳନ

ଫୁଲବାଣୀ: କନ୍ଧମାଳ ଜିଲାର ଆଜି ବିିଭିନ୍ନ ବ୍ଳକ ସ୍ତରରେ ବିଜେପି ପକ୍ଷରୁ ଚିଠି ଚିରା ଆନ୍ଦୋଳନ କରାଯିବା ସହିତ ଟିକାବାଲି ଠାରେ ବ୍ଳକ ମଧ୍ୟ ଘେରାଉ କରିଥିଲେ ବିଜେପି ନେତା ଓ କର୍ମୀମାନେ। ବିଜେପିର ଅଭିଯୋଗ…
Read More...

ଅସମ୍ଭାଳ ଶୀତରେ ଗଛତଳେ ପରିବାର ଘଟଣା; ସହଯୋଗର ହାତ ବଢାଇଲା ଟିମ୍‍ ହ୍ୟୁମାନିଟି

ଫୁଲବାଣୀ/ବାଲିଗୁଡା: କନ୍ଧମାଳ ଜିଲାରେ ଦିନକୁ ଦିନ ଶୀତର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ଶୀତ ଏଭଳି ହେଉଛି ଯେ ଜିଲାର ବିଭିନ୍ନ ସ୍ଥାନରେ ତୁଷାରପାତ ମଧ୍ୟ ହେଉଛି। ଅନେକ ପର୍ଯ୍ୟଟକ ଶୀତକୁ ଉପଭୋଗ କରିବା ପାଇଁ…
Read More...

୩୧ ଓ ୧ ତାରିଖରେ ଗୋପାଳପୁରକୁ ପର୍ଯ୍ୟଟକଙ୍କୁ ନାଁ

ଗୋପାଳପୁର: ଡିସେମ୍ବର ୩୧ ଓ ଜାନୁଆରୀ ୧ ତାରିଖ ଦୁଇଦିନ ପାଇଁ ଗୋପାଳପୁର ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କୁ ନା କରାଯିବ ବୋଲି ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। କରୋନା ସଂକ୍ରମଣ…
Read More...