ମଣ୍ଡିରେ ଧାନ ରଖୁ ନ ଥିବା ଅଭିଯୋଗ, ଜିଲା ପ୍ରଶାସନକୁ ଦାବିପତ୍ର ପ୍ରଦାନ

ଫୁଲବାଣୀ: ଚାଷୀମାନଙ୍କ ଠାରୁ ଧାନ କିଣିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଜିଲାର ୨୨ଟି ସ୍ଥାନରେ ଧାନମଣ୍ଡି ଖୋଲାଯାଇଛି। କିନ୍ତୁ ଜିଲାର ଅନେକ ମଣ୍ଡିରେ ଦାୟିତ୍ୱରେ ଥିବା କର୍ମଚାରୀମାନେ ଧାନ କ୍ରୟ କରୁନାହାନ୍ତି ବୋଲି…
Read More...

ବୋହୂକୁ ମରଣାନ୍ତକ ନିର୍ଯ୍ୟାତନା ଦେଇ ଶାଶୁ ଓ ଶ୍ବଶୁର ଥାନାରେ ଅଟକ

ବୁଗୁଡା : ବୁଗୁଡା ଥାନା ଅନ୍ତର୍ଗତ ମାଣିତରା ପାଞ୍ଚାୟତର ଡାଙ୍ଗିସାହି ଗ୍ରାମରେ ଗତ ରାତିରେ ଜନୈକା ନବବଧୂଙ୍କୁ ତାଙ୍କ ସ୍ବାମୀଙ୍କ ଅନୁପସ୍ଥିତରେ ଶାଶୁ ଓ ଶ୍ବଶୁର ମାଡ ମାରି, ହାତଗୋଡ଼ ବାନ୍ଧି ପଡିଶା ଘର ବାରି ପଟେ…
Read More...

ଖ୍ରୀଷ୍ଟମାସରେ ପ୍ରଶଂସକଙ୍କ ଫୁଡ଼୍‍ ଷ୍ଟଲକୁ ସୋନୁଙ୍କ ଅଚାନକ ଗସ୍ତ: ନିଜେ କଲେ ରୋଷେଇ, ଭିଡିଓ ଭାଇରାଲ୍‍

ନୂଆଦିଲ୍ଲୀ: ପ୍ରଶଂସକଙ୍କ ଫୁଡ୍‍ ଷ୍ଟଲକୁ ଯାଇ ରୋଷେଇ କଲେ ଅଭିନେତା ସୋନୁ ସୁଦ୍‍। ଖ୍ରୀଷ୍ଟମାସ ଅବସରରେ ସମସ୍ତେ ପରିବାର ସହିତ ଉପଭୋଗ କରୁଥିବା ବେଳେ ଏହି ସମୟରେ ସୋନୁ ସୁଦ ଜଣେ ଅଭାବୀ ବ୍ୟକ୍ତିଙ୍କ ମୁହଁରେ ହସ…
Read More...

କୁଇ ଭାଷା ସାହିତ୍ୟ ଆସର ଓ ଆଲୋଚନା ଚକ୍ର

ଫୁଲବାଣୀ: କନ୍ଧମାଳ ଜିଲା କ.ନୂଆ ଗାଁ ବ୍ଲକ ଅନ୍ତର୍ଗତ ମହାସିଙ୍ଗିଠାରେ କୁଇ ଭାଷା ସାହିତ୍ୟ ସମିତି ଓ କୁଇ ସମାଜ ଯୁବ ପରିଷଦ ଆନୂକୁଲ୍ୟରେ ଏକ କୁଇ ସାହିତ୍ୟ ଆସର ଓ ଆଲୋଚନା ଚକ୍ର ଅନୁଷ୍ଠିତ ହପଇଯାଇଛି। କୁଇ ଭାଷାର…
Read More...

କନ୍ଧମାଳର ୪ ସ୍ୱାସ୍ଥ୍ୟକେନ୍ଦ୍ର ପାଇଲେ ଆଇଏସଓ ପ୍ରମାଣପତ୍ର

ଫୁଲବାଣୀ: କନ୍ଧମାଳ ଜିଲାର ୩ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଟିଏ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ମିଳିଛି ଆନ୍ତର୍ଜାତୀୟ ଆଇଏସଓ-୯୦୦୧;୨୦୧୫ ପ୍ରମାଣପତ୍ର। ଏହି ୪ଟି ସ୍ୱସ୍ଥ୍ୟକେନ୍ଦ୍ର ହେଲା ଜି.ଉଦୟଗିରି…
Read More...

ଦୁର୍ଘଟଣାରେ ସ୍ୱାମୀ ସ୍ତ୍ରୀ ଗୁରୁତର 

ଫୁଲବାଣୀ/ଦାରିଙ୍ଗବାଡ଼ି: ଦାରିଙ୍ଗବାଡ଼ି ଥାନା ଅର୍ନ୍ତଗତ ଡବେରୀ ଗ୍ରାମ ନିକଟ ବାଲାପାଙ୍ଗା ଛକ ନିକଟରେ ବାଇକ ଦୁର୍ଘଟଣାରେ ଏକ ଦମ୍ପତି ଗୁରୁତର ଆହତ ହୋଇଛନ୍ତି। ଆହତ ଦୁଇ ଜଣ ହେଲେ ଥାନା ଅର୍ନ୍ତଗତ ବି.ଡକେବାଡ଼ି ଗ୍ରାମର…
Read More...

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା; କନ୍ଧମାଳ ୟୁନିୟନ ଅଫ୍‍ ଜର୍ଣ୍ଣାଲିଷ୍ଟ ପକ୍ଷରୁ ଦାବିପତ୍ର ପ୍ରଦାନ

ଫୁଲବାଣୀ: ଖବର ସଂଗ୍ରହ ପାଇଁ ଯାଇଥିବା ନୟାଗଡ ଜିଲ୍ଲାର ଯଦୁପୁରଠାରେ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ଏବଂ ବାଲେଶ୍ୱର ଜିଲ୍ଲା ସୋରର ଅନ୍ୟ ଏକ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଆକ୍ରମଣ ଘଟଣାର ତୀବ୍ର ନିନ୍ଦା କରିଛି…
Read More...

୧୦୮ ଆମ୍ବୁଲାନ୍ସ ସହ ବାଇକ ଧକ୍କା: ବାଇକ ଆରୋହୀ ମୃତ, ଜଣେ ଗୁରୁତର

ଫୁଲବାଣୀ/ବ୍ରାହ୍ମଣୀଗାଁ: କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଶନିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଆମ୍ବୁଲାନ୍ସ ଓ ବାଇକ୍ ମଧ୍ୟରେ ଧକ୍କା ହେବା ଫଳରେ ବାଇକ୍‍ ଆରୋହୀଙ୍କର ମୃତ୍ୟୁ ହୋଇଥିବା ବେଳ…
Read More...

ଅଜବ ଉପାୟ: ଫିଲ୍ମ ଦେଖିବା ପାଇଁ ଗାଈ ପେଟକୁ କଲେ ପରଦା, ଫଟୋ ଭାଇରାଲ୍

ନୂଆଦିଲ୍ଲୀ: ଚଳିତ ଦିନରେ ସାମାଜିକ ଗଣମାଧ୍ୟମରେ ଏକ ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଆପଣମାନେ କେବେ ନା କେବେ ପ୍ରୋଜେକ୍ଟରରେ ଫିଲ୍ମ ନିଶ୍ଚିତ ଦେଖିଥିବେ। କିନ୍ତୁ ଗାଈ…
Read More...

ମହାପ୍ରଭୁଙ୍କ ଇଚ୍ଛାହେଲେ ୨୦୩୬ ନବକଳେବରର ଦାରୁ ଓରନ୍ଦା ଗ୍ରାମରୁ ଯିବ

ଗୁରୁଡିଝାଟିଆ: ଶ୍ରୀମନ୍ଦିର ପରିଚାଳନା କମିଟିର ଭାବନାକୁ ଚରିତାର୍ଥ କରିଛି ଓରନ୍ଦା ଗ୍ରାମବାସୀଙ୍କ ଦ୍ୱାରା ସୃଷ୍ଟି ଜଗନ୍ନାଥ ଲିମ୍ବବାଟିକା। ଯାହାକି ଆମ୍ଭମାନଙ୍କ ଭାଷା ଓ ଭାବନାକୁ ଚରିତାର୍ଥ କରିଥିବାରୁ ଅତ୍ୟନ୍ତ…
Read More...

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଦୁଇ ଗିରଫ

ଫୁଲବାଣୀ: ସ୍ଥାନୀୟ ଆଦର୍ଶଥାନା ଅଞ୍ଚଳରେ ଏକ ନାବାଳିକା ଦୁଷ୍କର୍ମ ଘଟଣା ଘଟିଥିବା ଜଣାପଡିଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ, ଗତ ମାସ ୨୮ ତାରିଖରେ…
Read More...

ବାଘମାରି ଥାନା ପକ୍ଷରୁ ହେଲମେଟ ଚେକିଂ, ୩୭ ହଜାର ଫାଇନ ଆଦାୟ

ବେଗୁନିଆ: ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ଅଧିକାରୀ ପ୍ରଣିତା ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ସିମୋର-ବାଙ୍କୀ ରାସ୍ତାର ପୋଡାଡିହ ଦିନିଆରୀ ମଧ୍ୟବର୍ତୀ ରାସ୍ତାରେ ଶୁକ୍ରବାର ହେଲମେଟ ଚେକିଂ କରାଯାଇଛି। ଚେକିଂ ସମୟରେ…
Read More...

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା କଲା ବୌଦ୍ଧ ଜିଲ୍ଲା ସାମ୍ବାଦିକ ସଂଘ

ବୌଦ୍ଧ: ନୟାଗଡ ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ଘଟଣାର ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକ ଓ କ୍ୟାମେରାମ୍ୟାନଙ୍କୁ ଆକ୍ରୋଶମୂଳକ ଆକ୍ରମଣ ଘଟଣାକୁ ବୌଦ୍ଧ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଦୃଢ ନିନ୍ଦା କରାଯାଇଛି।…
Read More...

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଜୟନ୍ତୀଙ୍କୁ ସୁଶାସନ ଦିବସ ଭାବରେ ପାଳନ କଲା ବିଜେପି

ବୌଦ୍ଧ : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଜୟନ୍ତୀଙ୍କୁ ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ସୁଶାସନ ଦିବସ ଭାବରେ ପାଳନ କରାଯାଇଛି। ଜିଲ୍ଲାର ୧୦ ଗୋଟି ମଣ୍ଡଳ, ୭୩ଟି ଶକ୍ତିକେନ୍ଦ୍ର, ୩ଟି ବ୍ଲକ,…
Read More...

କୋଭିଡ ଯୋଦ୍ଧା ଡ. ବିଶ୍ୱନାଥ ରାଉତଙ୍କ ନାମରେ ନାମିତ ହେବ ସ୍ୱାସ୍ଥ୍ୟ ମିଶନ ତାଲିମ କେନ୍ଦ୍ର 

ବୌଦ୍ଧ : କୋଭିଡ-୧୯ ସଂକ୍ରମଣ ସମୟରେ ରୋଗୀମାନଙ୍କ ସେବା କରି ଶେଷରେ କୋଭିଡ ଦ୍ୱାରା ସଂକ୍ରମିତ ହୋଇ ପ୍ରାଣ ହରାଇଥିବା କୋଭିଡ ଯୋଦ୍ଧା ଡା. ବିଶ୍ୱନାଥ ରାଉତଙ୍କ ସ୍ମୃତି ଉଦ୍ଦେଶ୍ୟରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା…
Read More...

ବିଜୁ ପକ୍କାଘର ଫଳକ ମରାଯିବା ଘଟଣାକୁ ନେଇ ବଢୁଛି ଅସନ୍ତୋଷ, କର୍ମଚାରୀ ଭୟଭୀତ

ପାଟଣା: ଗତ ୨୦୧୩-୧୪ ଆର୍ଥିକ ବର୍ଷରୁ ଅଦ୍ୟାବଧି ରାଜ୍ୟରେ ବିପିଏଲ୍ ପରିବାରଙ୍କୁ ମିଳିଥିବା ଇନ୍ଦିରା ଆବାସ ହେଉକି ପ୍ରଧାନମନ୍ତ୍ରୀ ଆବାସ ହେଉ ସବୁ ଆବାସରେ ବିଜୁ ପକ୍କାଘର ଯୋଜନାର ନାମ ବଡ ବଡ଼ ଅକ୍ଷରରେ ରହିବ। ଫଳକ…
Read More...

ପୁରୁଣା ଅବ୍ୟବହୃତ ଶୌଚାଳୟ ପାଲଟିଲା ଆର୍ଟ ଗ୍ୟାଲେରୀ: ଦେଖିବା ପାଇଁ ଲୋକଙ୍କ ଭିଡ଼, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ସାଧାରଣତଃ ଆମେ ପୁରୁଣା ବେକାର ପଡ଼ିଥିବା ଜିନିଷଗୁଡ଼ିକ ପ୍ରତି ଧ୍ୟାନ ଦେଇନଥା’ନ୍ତି। ଯଦି ଧ୍ୟାନ ପଡ଼ିିଯାଏ ତାହେଲେ ତାକୁ ହଟାଇ ଦେଇଥାଉ। କିନ୍ତୁ ଦୁନିଆରେ ଏମିତି କଳାକାର ମଧ୍ୟ ଅଛନ୍ତି, ଯେଉଁମାନେ ପୁରୁଣା…
Read More...

ପାଟଣା ବ୍ଲକ୍ ଉଜ୍ବଳ ଆଲୋକ ବ୍ୟବସ୍ଥା ବିଫଳ, ବର୍ଷେ ହେଲା ଛକରେ ଲାଇଟ ଜଳୁନାହିଁ

ପାଟଣା: ବ୍ୟସ୍ତ ବହୁଳ ପାଟଣା ବ୍ଲକ୍ ଛକରେ ବର୍ଷେ ହେଲା ଷ୍ଟ୍ରିଟ ଲାଇଟ୍ ଜଳୁନାହିଁ। ଛକରେ ଲାଗିଥିବା ଏହି ଉଜ୍ବଳ ଆଲୋକ ବ୍ୟବସ୍ଥା ଛକଠାରୁ ପାଟଣା ବଜାର ଅଞ୍ଚଳ ସହ ଢେଙ୍କିକୋଟ ଏବଂ କେନ୍ଦେଇପଶି ରାସ୍ତାକୁ ମଧ୍ୟ…
Read More...

କୂଅରୁ ଗାଈକୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ପାଟଣା: ପାଟଣା ବ୍ଲକ୍ ଅନ୍ତର୍ଗତ ମଲିପଶି ଗ୍ରାମର ପବନା ମହାନ୍ତଙ୍କ ଗଭୀର କୂପରେ ଆଜି ଅପରାହ୍ନରେ ଏକ ଗାଈ ଖସି ପଡିଥିଲା। ସ୍ଥାନୀୟ ଲୋକେ ଗାଈଟିକୁ ଉଦ୍ଧାର କରିବାରେ ବିଫଳ ହେବାପରେ ପାଟଣା ଅଗ୍ନିଶମ ବିଭାଗକୁ ଖବର…
Read More...

ବୌଦ୍ଧ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ବୈଠକ ଅନୁଷ୍ଠିତ, କୋଭିଡ ଯୋଦ୍ଧାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ

ବୌଦ୍ଧ: ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ତାଲିମ କେନ୍ଦ୍ରଠାରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପ୍ରାରମ୍ଭରେ କୋଭିଡ ଯୋଦ୍ଧା ତଥା…
Read More...

ଗଞ୍ଜେଇ ଜବତ, ୨ ଗିରଫ

ଫୁଲବାଣୀ: ଅବକାରୀ ଅଧିକ୍ଷକ ମଧୁସ୍ମିତା ନାୟକଙ୍କ ନିର୍ଦ୍ଦେଶ ପ୍ରକାରେ ଅନ୍ୟ ଏକ ମାମଲାର ତଦନ୍ତ ପାଇଁ ଅବକାରୀ ବିଭାଗର କର୍ମଚାରୀମାନେ ଯାଉଥିବା ବେଳେ ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ କାଳିପଙ୍ଗା ଛକରେ ବସକୁ ଅପେକ୍ଷା…
Read More...

ଶଙ୍କରାଖୋଲରେ ପୁଣି ଚୋରି

ଚକାପାଦ: କନ୍ଧମାଳ ଜିଲା ଚକାପାଦ ବ୍ଳକ ଅନ୍ତର୍ଗତ ଶଙ୍କରାଖୋଲ ମାର୍କେଟ କମ୍ପ୍ଲେକ୍ସରେ ଥିବା ଏକ ମୋବାଇଲ୍ ଦୋକାନରୁ ଚୋରି ହୋଇଛି। ଏନେଇ ଦୋକାନି ମାଲିକ ସନ୍ତୋଷ କୁମାର ଚିନାରା ଟିକାବାଲି ଥାନାରେ ଏକ ଏତଲା ଦେଇଛନ୍ତି।…
Read More...

ଘଟଗାଁ ଅବକାରୀ ବିଭାଗର ଚଢ଼ାଉ, ୫ ଗିରଫ

ପାଟଣା: ଘଟଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଆଜି ଘଟଗାଁ ଅବକାରୀ ବିଭାଗ ପକ୍ଷରୁ ଅବକାରୀ ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ପରିଡାଙ୍କ ନେତୃତ୍ୱରେ ଚଢ଼ାଉ ହୋଇଥିବା ବେଳେ ୫ ଜଣ ଗିରଫ ହୋଇଛନ୍ତି। ଗିରଫ ହୋଇଥିବା  ପଇଦାପାଟଣା…
Read More...

ପଥର ଖଣି ଉପରେ ତହସିଲଦାରଙ୍କ ରାତି ଅଧିଆ ଚଢ଼ାଉ; ୯ଟି ପଥର ବୋଝେଇ ଟ୍ରକ ଜବତ

ବେଗୁନିଆ: ବେଗୁନିଆରେ ନୂତନ ତହସିଲଦାର ଭାବେ ପୃଥ୍ୱୀରାଜ ମଣ୍ଡଳ ଯୋଗ ଦେବା ପରେ ପଥର ମାଫିଆଙ୍କ ମଧ୍ୟରେ ଛନକା ପଶିଥିଲା। ଫଳରେ ପଥର ଚାଲାଣରେ ରୋକ ଲାଗିବା ସହିତ ପଥର ଚାଲାଣ ବନ୍ଦ ହୋଇଯାଇଥିଲା । କିନ୍ତୁ ଇତି ମଧ୍ୟରେ…
Read More...

ରାଇକିଆ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଫୁଲବାଣୀ: କନ୍ଧମାଳ ଜିଲା ରାଇକିଆକୁ ଏନ୍‍ଏସି ଘୋଷଣା ପାଇଁ ଦାବି ଜୋର ଧରିଛି। ଏଥିପାଇଁ ଏକ କମିଟି ଗଠନ କରାଯାଇଛି। ରାଇକିଆ ଜିଲ୍ଲାର ଏକ ପ୍ରମୁଖ ଦୃତ ପ୍ରଗତିଶୀଳ ସହର ହୋଇଥିବା ବେଳେ ଦିନକୁଦିନ ସହରବାସୀ ଆବଶ୍ୟକ…
Read More...

ବଡ଼ଦିନ ପାଇଁ ବଡ଼ ବ୍ୟବସ୍ଥା; ସମଗ୍ର ଜିଲାରେ ସୁରକ୍ଷା ବ୍ୟବସ୍ଥା କଡାକଡି

ଫୁଲବାଣୀ: କନ୍ଧମାଳ ଜିଲାରେ ବଡ଼ଦିନ ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଛି ବଡ଼ ବ୍ୟବସ୍ଥା। କନ୍ଧମାଳ ଜିଲାରେ ବାସ କରୁଥିବା ପ୍ରାୟ ଦେଢ ଲକ୍ଷ ଖ୍ରୀଷ୍ଟୀୟ ସଂପ୍ରଦାୟର ଲୋକେ ପ୍ରତି ବର୍ଷ ବଡଦିନ ପର୍ବକୁ ଅତି ଆଗ୍ରହର ସହ…
Read More...

କରୋନା ଯୋଦ୍ଧାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ପ୍ରଦାନ

ଫୁଲବାଣୀ: ରାଜ୍ୟ ସରକାରଙ୍କ ପୂର୍ବ ଘୋଷଣା ଅନୁଯାୟୀ ଆଜି କନ୍ଧମାଳ ଜିଲା ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ସମୟରେ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା କୋଭିଡ଼୍ ଯୋଦ୍ଧା ଶ୍ରୀଧର ସ୍ୱାଇଁଙ୍କ ପରିବାରକୁ ରାଜ୍ୟ…
Read More...

ହାତୀ ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରାଯିବ

ଗୁରୁଡିଝାଟିଆ: ହାତୀ ଏକ ଐତିହ୍ୟ ପ୍ରାଣୀ। ପ୍ରକୃତି, ପରିବେଶ ଓ ମାନବ ସମାଜର ବନ୍ଧୁ। ଆମ ସଂସ୍କୃତିରେ ହାତୀର ଭୂମିକା ବେଶ ଉଚ୍ଚରେ । ବହୁ ପୁରାଣ ଓ ଧର୍ମଶାସ୍ତ୍ରରେ ହାତୀର ଭୂମିକା ଅବତାରଣା କରାଯାଇଛି। ଏହାର…
Read More...

କନ୍ଧମାଳରେ ଶୀତ ଲହରୀ ଜାରୀ; ଗ୍ରାମାଞ୍ଚଳ ଲୋକେ ନାକେଦମ୍‍

ଫୁଲବାଣୀ: କନ୍ଧମାଳ ଜିଲାରେ ଲଗାତର ପାରଦ ଖସିବାରେ ଲାଗିଛି। ଏହା ସହିତ କୋହଲା ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ଗତ ତିନି ଦିନ ଧରି ଜିଲାର ଦାରିଙ୍ଗବାଡି, ଜି ଉଦୟଗିିରି ଓ ଅନ୍ୟ ଆଭ୍ୟନ୍ତରୀଣ ଅଂଚଳମାନଙ୍କରେ…
Read More...

ଡମପଡ଼ା ବ୍ଲକକୁ ଭିଜିଲାନ୍ସ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ବାଙ୍କୀ: ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବାଙ୍କୀ-ଡମପଡ଼ା ବ୍ଲକକୁ ଭିଜିଲାନ୍ସ ତଦନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କଂଗ୍ରେସ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀ ପତି । ଡମପଡ଼ା ବ୍ଲକରେ…
Read More...

ଜନ ଗଣନା ଦେଶର ବିକାଶ ଓ ଯୋଜନା ପ୍ରଣୟନରେ ସହାୟକ ହୋଇଥାଏ : ଜନ ଗଣନା ନିର୍ଦ୍ଦେଶକ

ଯାଜପୁର : ଦେଶର ବିକାଶ ଓ ଯୋଜନା ପ୍ରଣୟନ ପାଇଁ ଜନ ଗଣନା ଏକ ମହତ୍ୱପୂର୍ଣ୍ଣ କାର୍ଯ୍ୟ । ପ୍ରତି ୧୦ ବର୍ଷରେ ହେଉଥିବା ଏହି ଗଣନାରେ ନିୟୋଜିତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କର ନିଷ୍ଠାପର ମନୋଭାବ ଏହାକୁ ସଫଳ କରିଥାଏ ।…
Read More...

୨ ବାଇକ ମୁହାଁମୁହିଁ ଧକ୍କା, ୨ଗୁରୁତର

କଣ୍ଟାବାଞ୍ଜି: ଜୁରାବନ୍ଧ ଫୁଟବଲ ପଡିଆ ନିକଟରେ ଆଜି ସଂଧ୍ୟାରେ ଅନ୍ଧାରରେ ୨ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣ ଗୁରୁତର ହୋଇଛନ୍ତି। ଜଣକର ଅବସ୍ଥା ସଙ୍କଟାପର୍ଣ୍ଣ ଥିବା ବେଳେ ତାଙ୍କୁ ବଲାଙ୍ଗୀର…
Read More...

କନ୍ଧମାଳରେ ପୁଣି ଜଣେ ନୂଆ ସଂକ୍ରମିତ ଚିହ୍ନଟ

ଫୁଲବାଣୀ: ଲଗାତର ଦୁଇଦିନ କନ୍ଧମାଳ ଜିଲାରେ ନୂଆ କରୋନା ସଂକ୍ରମିତଙ୍କ ସଂଖ୍ୟା ଶୂନ ରହିବା ପରେ ମଙ୍ଗଳବାର ପୁଣି ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାସହ ଚିକିତ୍ସାଧୀନ ରହିଥିବା ବ୍ୟକ୍ତିଙ୍କ ସଂଖ୍ୟା ୭କୁ ବଢିଛି। ଆଜି…
Read More...

ଶିବ ପ୍ରସାଦ ତ୍ରିପାଠୀ ହେଲେ ବିଜେଡ଼ି ରାଜ୍ୟ ପରିଷଦ ସଦସ୍ୟ

ଫୁଲବାଣୀ: କନ୍ଧମାଳ ଜିଲା ଫୁଲବାଣୀ ନିର୍ବାଚନ ମଣ୍ଡଳିର ରାଜ୍ୟ ପରିଷଦ ସଦସ୍ୟଭାବେ ମନୋନୀତ ହୋଇଛନ୍ତି ଆଇନଜୀବି ଶିବ ପ୍ରସାଦ ତ୍ରିପାଠୀ। ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ତ୍ରିପାଠୀଙ୍କୁ ମନୋନୀତ କରିଥିବା…
Read More...

ସାମାଜିକ ଭେଦଭାବର କାହାଣୀ ଦେଖାଇବ ‘ଦି ହ୍ୱାଇଟ୍‍ ଟାଇଗର୍‍’: ଦେଖନ୍ତୁ ଟ୍ରେଲର

ନୂଆଦିଲ୍ଲୀ : ବଲିଉଡ଼ ଅଭିନେତା ରାଜକୁମାର ରାଓ ଏବଂ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଦି ହ୍ୱାଇଟ୍‍ ଟାଇଗର୍‍’ର ଦ୍ୱିତୀୟ ଟ୍ରେଲର୍‍ ରିଲିଜ୍‍ ହୋଇଯାଇଛି। ନେଟଫ୍ଲିକ୍ସରେ ମୁକ୍ତିଲାଭ ହେବାକୁ…
Read More...

ବିଡିଓଙ୍କୁ କରୋନା ଯୋଦ୍ଧା ସମ୍ମାନ

ଫୁଲବାଣୀ: କନ୍ଧମାଳ ଜିଲା ରାଇକିଆ ବ୍ଳକର ବିଡିଓ ପ୍ରବୀଣ କୁମାର ବାଣୁଆଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନିତ କରିଛନ୍ତି କନ୍ଧମାଳ ଜିଲା ପବ୍ଳିକ୍ ରାଇଟ୍ ଆସୋସିଏସନ୍। ବ୍ଳକ କାର୍ଯ୍ୟାଳୟଠାରେ ଆସୋସିଏସନର…
Read More...

ବାସ୍ତବ ସ୍ଥିତି ପରଖିଲେ ଯୋଗାଣ ଅଧିକାରୀ

ଚକାପାଦ: କନ୍ଧମାଳ ଜିଲା ଚକାପାଦ ବ୍ଳକ ଅନ୍ତର୍ଗତ ଚାହାଳି ପଞ୍ଚାୟତର ୮ ଗୋଟି ୱାର୍ଡ଼ର ହିତାଧିକାରୀମାନେ ଚାହାଳି ପଞ୍ଚାୟତକୁ ପିଡ଼ିଏସ୍‍ ସାମଗ୍ରୀ ଆଣିବା ପାଇଁ ୮ କିମି ଦୂର ଅତିକ୍ରମ କରି ଆସିବାକୁ ପଡ଼ିଥାଏ। ଏହି…
Read More...

୪ କରୋନା ଯୋଦ୍ଧାଙ୍କ ପରିବାରକୁ ମିଳିଲା ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା

ଫୁଲବାଣୀ: ରାଜ୍ୟ ସରକାରଙ୍କ ପୂର୍ବ ଘୋଷଣା ଅନୁଯାୟୀ ଆଜି କନ୍ଧମାଳ ଜିଲାର ଚାରିଜଣ କରୋନା ଯୋଦ୍ଧାଙ୍କ ପରିବାରକୁ ପ୍ରଦାନ କରାଯାଇଛି ଆର୍ଥିକ ସହାୟତା। କନ୍ଧମାଳ ଜିଲାପାଳ ଡଃ ବୃନ୍ଦା ଡି ନିଜ କାର୍ଯ୍ୟାଳୟରେ ସରକାରଙ୍କ…
Read More...

ରାଧାଦାମୋଦରପୁରରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ଗୁରୁଡିଝାଟିଆ: ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ରାଧାଦାମୋଦରପୁର ଗ୍ରାମରେ ଜମ୍ବେଶ୍ୱର କ୍ରିକେଟ କ୍ଲବ ଆନୁକୂଲ୍ୟରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟକୁ ଇଂ ଆଶୁତୋଷ କର ଉଦଘାଟନ କରି…
Read More...

ଧୁରୁଷିଆରେ ରୋଗ ପ୍ରତିରୋଧକ ହୋମିଓପାଥିକ ଔଷଧ ବଣ୍ଟନ

ଗୁରୁଡିଝାଟିଆ: ଧୁରୁଷିଆ ପଞ୍ଚାୟତର ଧୁରୁଷିଆଠାରେ ଆଠଗଡ ବିକାଶ ମଞ୍ଚ ତରଫରୁ ରୋଗ ପ୍ରତିରୋଧକ ହୋମିଓପାଥିକ ଔଷଧ ବଣ୍ଟନ କରାଯାଇଛି। ମଞ୍ଚର ସଭାପତି ମାନସ ବସ୍ତଅିା ମାଗଣାରେ ଔଷଧ ବଣ୍ଟନ କରିବା ସହିତ ଏହାର ଉପକାରିତା…
Read More...

ଖୁଣ୍ଟୁଣୀରେ ଏଟିଏମ ସେବା ସଂପୂର୍ଣ୍ଣ ଅଚଳ, ବିପଦପୂର୍ଣ୍ଣ ଜଙ୍ଗଲ ରାସ୍ତାରେ ଯାଉଛନ୍ତି ଉଠାଣପାଇଁ

ଗୁରୁଡିଝାଟିଆ: ଖୁଣ୍ଟୁଣୀରେ ଏଟିଏମ ସେବା ସଂପୂର୍ଣ୍ଣ ଭୁଷୁଡି ପଡିଛି। ଗୋଟିଏ ନୁହେଁ ଦୁଇଟି ନୁହେଁ ୪ଟି ଏଟିଏମ କେନ୍ଦ୍ର ଅଚଳ ହୋଇପଡିବାରୁ ଟଙ୍କା ଉଠାଣ ପାଇଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।…
Read More...

ଉଦ୍ଧାର ଶିଶୁକନ୍ୟା ଘରକୁ ଫେରିଲା

ପାଟଣା: ପାଟଣା ବ୍ଲକ୍ ରାଜନଗର ବଜାରରେ ଆଜି ସକାଳୁ ୫ ରୁ ୬ ବର୍ଷ ବୟସର ଜଣେ ଅଜଣା ଶିଶୁ କନ୍ୟା ବୁଲୁଥିବା ଦେଖି ସ୍ଥାନୀୟ ଲୋକେ ନାବାଳିକାଟିକୁ ଜଳଖିଆ ଖାଇବାକୁ ଦେବା ସହ ତା'ର ପରିଚୟ ପଚାରିଥିଲେ। ତେବେ ଶିଶୁ…
Read More...

ବାଲିପଶି ଆନ୍ତଃ ଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ତୁରୁମୁଙ୍ଗାକୁ ହରାଇ ଚଢେଇଭୋଳ ଚମ୍ପିୟାନ

ପାଟଣା: କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ବାଲିପଶି ମା ନାଗେଶ୍ବରୀ ୟୁଥ୍ କ୍ଳବ୍ ଆନୁକୁଲ୍ୟରେ ଅନୁଷ୍ଠିତ ଆନ୍ତଃ ଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ତୁରୁମୁଙ୍ଗା ଟିମକୁ ହରାଇ ଚଢେଇଭୋଳ ଟିମ…
Read More...

ଭାରସାମ୍ୟ ହରାଇ ମାଲ ବୋଝେଇ ପିକଅପ୍ ଓଲଟିଲା

ପାଟଣା: ପାଟଣା-ଢେଙ୍କିକୋଟ ୨୨୦ ନମ୍ବର ଜାତୀୟ ରାଜପଥର ମୁଦ୍ରାବେଡା ନିକଟରେ ଆଜି ଅପରାହ୍ନରେ କଟକରୁ ବାଦାମପାହାଡ ଯାଉଥିବା ଏକ ପିକଅପ୍ ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ପିକଅପଟି ଏଲ.ଟି କମ୍ପାନୀର ସାମଗ୍ରୀ ନେଇ…
Read More...

ନୂଆବର୍ଷ ଆରମ୍ଭରୁ ଘରକୁ ଆଣନ୍ତୁ ଏହି ଜିନିଷ, ବର୍ଷ ତମାମ ମିଳିବ ଶୁଭଫଳ

ଆଉ ମାତ୍ର କିଛି ଦିନ ପରେ ଆସିଯିବ ନୂଆବର୍ଷ। ମନରେ ନୂଆ ଆଶା, ନୂଆ ଆକାଂକ୍ଷା ଓ ନୂଆ ଉଦ୍ଦୀପନା ଭରି ନୂଆବର୍ଷ ୨୦୨୧କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହେଲେଣି ଲୋକେ। ସମସ୍ତେ ନିଶ୍ଚିତ ଚାହୁଁଥିବେ ଯେ ନୂତନ ବର୍ଷଟି…
Read More...

ଗୋଡି ପୋଖରୀ ଗ୍ରାମରୁ ଚୋରି

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ଜମୁନାପଶି ପଂଚାୟତ ଗୋଡି ପୋଖରୀ ଗ୍ରାମର କହ୍ଲେଇ ଚରଣ ନାଏକ ଗତକାଲି ବାହାରକୁ ଯାଇଥିବା ସମୟରେ ତାଙ୍କ ଘରର କବାଟ ତାଡି ଚୋର ଘରେ ପଶିବା ସହ ଟଙ୍କା ଓ ସୁନାଗହଣା ଚୋରି କରି ନେଇଛି । ଚୋର…
Read More...

ସ୍ୱୟଂ ସହାୟିକା ଗୋଷ୍ଠୀ ଅର୍ଥ ଆତ୍ମସାତ ଘଟଣା; ପୂର୍ବତନ ସଭାନେତ୍ରୀ ଓ ସ୍ୱାମୀ ଗିରଫ

ପାଟଣା: ତୁରୁମୁଙ୍ଗା ଥାନା ଅଞ୍ଚଳ ବିନିଦା ଗ୍ରାମରେ ଗତ ୨୦୧୯ରେ ହୋଇଥିବା ସ୍ୱୟଂ ସହାୟିକା ଗୋଷ୍ଠୀ ଅର୍ଥ ଆତ୍ମସାତ ଘଟଣାରେ ଏସଏଚଜିର ପୂର୍ବତନ ସଭାନେତ୍ରୀ ଜାନକୀ ସେଠୀ(୩୦) ଓ ତାଙ୍କ ସ୍ୱାମୀ ନନ୍ଦକିଶୋର…
Read More...

ଦିବ୍ୟାଙ୍ଗ ଯୁବ କବି ହିମାଂଶୁ ପାଇବେ ପେନ ଇନ ବୁକ୍ସ ଯୁବ ଲେଖକ ସମ୍ମାନ

ପାଟଣା: ଘଟଗାଁ ବ୍ଲକ ତୋରାଣୀପୋଖରୀ ଗ୍ରାମର ମନୋରଞ୍ଜନ ମିଶ୍ରଙ୍କ ପୁଅ ହିମାଂଶୁ ଶେଖର ମିଶ୍ରଙ୍କ ନାମ ୨୦୨୦ ମସିହା ସମ୍ମାନଜନକ ‘ପେନ ଇନ ବୁକ୍ସ' ଯୁବ ଲେଖକ ସମ୍ମାନ ପାଇଁ  ଘୋଷଣା କରାଯାଇଛି । ଏହି ଖବର ଆସିବା ପରେ…
Read More...

ପୁଣି ୧୧ କେଭି ବିଦ୍ୟୁତ ହେଲା କାଳ; ତାର ଛିଣ୍ଡି ଜଳିଗଲା ଧାନ ଗଦା

ବୁଗୁଡ଼ା : ୧୧ କେଭି ବିଦ୍ୟୁତ ତାର ଛିଣ୍ଡି ଜଳିଗଲା ଧାନ ଗଦା । ଘଟଣା ଘଟିଛି ବୁଗୁଡ଼ା ବ୍ଲକ ତାକରଡ଼ା ପଞ୍ଚାୟତ ଅନ୍ତର୍ଗତ ମତଝରୀ ଗ୍ରାମରେ। ଗ୍ରାମର ତ୍ରିଲୋଚନ ସେନାପତି ଧାନ କାଟି ନିଜ ବିଲରେ ଗଦା କରିଥିବା ବେଳେ…
Read More...

ବନବିଭାଗର ଚଢ଼ାଉ, କାଠ ସହ ଟ୍ରାକ୍ଟର ଜବତ

ପାଟଣା: ଘଟଗାଁ ବ୍ଳକ ଅନ୍ତର୍ଗତ ମସିଣାବିଲା ଗ୍ରାମ ନିକଟରେ ଘଟଗାଁ ବନବିଭାଗ ଚଢାଉ କରି କାଠଗଣ୍ଡି ବୋଝେଇ ଏକ ଟ୍ରାକ୍ଟରକୁ ଜବତ କରିଛି। କାଠ ମାଫିଆମାନେ ଜଙ୍ଗଲରୁ କାଠ କାଟି ଚୋରା ଚାଲାଣ କରୁଥିବା ନେଇ ବନବିଭାଗ କୌଣସି…
Read More...

ଜିଲ୍ଲା କୃଷି ଅଧିକାରୀଙ୍କ ଦ୍ୱାରା ମାଣ୍ଡିଆ ମଣ୍ଡି ଉଦ୍‍ଘାଟିତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍‍ ଅନ୍ତର୍ଗତ ଇନ୍ଦ୍ରଗଡ଼ଠାରେ ଓଡ଼ିଶା କ୍ଷୁଦ୍ର ଦାନା ଶସ୍ୟ କାର୍ଯ୍ୟକ୍ରମ ଆନୁକୁଲ୍ୟରେ ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ସହଯୋଗରେ ଜିଲ୍ଲା କୃଷି ଅଧିକାରୀ ପ୍ରଶାନ୍ତ…
Read More...

ପରୀକୁ ନ୍ୟାୟ ଓ ମନ୍ତ୍ରୀ ଅରୁଣ ସାହୁଙ୍କୁ ବହିଷ୍କାର ଦାବୀରେ ବିଜେପିର ପଦଯାତ୍ରା 

ବୌଦ୍ଧ : ନୟାଗଡ ଜିଲ୍ଲାର କୁନି ଝିଅ ପରୀର ରହସ୍ୟଜନକ ହତ୍ୟା ଘଟଣାକୁ ରାଜ୍ୟ ସରକାର ଘଣ୍ଟ ଘୋଡାଇ ଚାଲିଥିବା ବେଳେ ତଦନ୍ତ ନାମରେ ଅଭିଯୁକ୍ତଙ୍କୁ ସୁରକ୍ଷା ଯୋଗାଇ ଦେଉଥିବା ନେଇ ବିରୋଧୀ ବିଜେପି ପକ୍ଷରୁ ଅଭିଯୋଗ…
Read More...

କନ୍ଧମାଳରେ ଶୀତର ପ୍ରକୋପ; ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫.୫ ଡିଗ୍ରୀ ସେଲସିୟସ୍‍

ଫୁଲବାଣୀ: କନ୍ଧମାଳକୁ ପୁଣି ଲେଉଟିଛି ଶୀତ। ଗତ କିଛିଦିନ ହେଲା ଶୀତର ପ୍ରକୋପ ବୃଦ୍ଧି ପାଇଥିବା ବେଳେ ଆଜି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫.୫ ଡିଗ୍ରୀ ସେଲସିୟସରେ ପହଞ୍ଚିଥିବା ବେଳେ ଦାରିଙ୍ଗବାଡ଼ିରେ ୯ ଡିଗ୍ରୀ…
Read More...

ଅବକାରୀ ଚଢାଉ, ମଦ ସହ ୩ ଗିରଫ

ପାଟଣା: କେନ୍ଦୁଝର ଅବକାରୀ ଅଧିକ୍ଷକ ସୀତାକାନ୍ତ ମୁଦୁଲିଙ୍କ ନିର୍ଦ୍ଦେଶକ କ୍ରମେ ଆଜି ପାଟଣା ଅବକାରୀ ଥାନା ଅଧିକାରୀ ଦିଲ୍ଲିପ କୁମାର ତାଣ୍ଡିଙ୍କ ନେତୃତ୍ବରେ ଅବକାରୀ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରି ୪୫…
Read More...

ଫୁଲବାଣୀରେ ଜିଲାସ୍ତରୀୟ ରାଷ୍ଟ୍ରୀୟ ଲୋକଅଦାଲତ

ଫୁଲବାଣୀ: କୋଭିଡ କଟକଣା କୋହଳ ହେବା ପରେ ଆଜି ପ୍ରଥମ ଥର ପାଇଁ ଫୁଲବାଣୀଠାରେ ଜିଲାସ୍ତରୀୟ ଲୋକ ଅଦାଲତ ଆୟୋଜିତ ହୋଇଛି। ଜିଲା ଅଦାଲତ ପରିସରରେ ଅନୁଷ୍ଠିତ ହୋଇଥିବା ଏହି ଲୋକ ଅଦାଲତରେ ସମୁଦାୟ ୭୨୩ଟି ମାମଲା ବିଚାର…
Read More...

କନ୍ଧମାଳରେ ଆଜି ପୁଣି ଜଣେ ପଜିଟିଭ

ଫୁଲବାଣୀ: କନ୍ଧମାଳ ଜିଲାରେ ଶନିବାର ଜଣେ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଚିକିତ୍ସାଧୀନ ରହିଥିବା ବ୍ୟକ୍ତିଙ୍କ ସଂଖ୍ୟା ୬ ହୋଇଛି । ଆଜି ସୁଦ୍ଧା ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୯୨୦ରେ…
Read More...

କୁଆଡ଼େ ଗଲା ରାଜ୍ୟ ସରକାରଙ୍କ କାଳିଆ ଯୋଜନା: ବିଜେପି

ଫୁଲବାଣୀ: ଚାଷୀ ବିଲ୍, ପରୀ ହତ୍ୟା ମାମଲା ଓ କନ୍ଧମାଳରେ ମଣ୍ଡିଚାଲ ଅଭିଯାନକୁ ନେଇ ଆଜି କନ୍ଧମାଳ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ସାମ୍ବାଦିକ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଯୁବ…
Read More...

ମୋ ପୁଲିସର ବଡ଼ଦିନ ପାଳନ ସମ୍ପର୍କରେ ଜରୁରୀ ବୈଠକ

ଫୁଲବାଣୀ/ବ୍ରାହ୍ମଣୀଗାଁ: ଆଉ କିଛି ଦିନ ପରେ ସାରା ବିଶ୍ୱରେ ପାଳନ ହେବ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଜୟନ୍ତୀ ବଡ଼ଦିନ ପର୍ବ। କିନ୍ତୁ କୋଭିଡ୍‍ -୧୯ ନିୟମକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷାନୁଷ୍ଠାନ, ଧାର୍ମିକ ସ୍ଥଳ…
Read More...

ନବ ନିର୍ବାଚିତ ଯୁବ ନେତାମାନଙ୍କୁ ସମ୍ବର୍ଦ୍ଧନା

ଫୁଲବାଣୀ: କନ୍ଧମାଳ ଜିଲା ଟିକାବାଲିଠାରେ ଆଜି ନବ ନିର୍ବାଚିତ ବିଜେଡ଼ି ଦଳର ଯୁବ ନେତାମାନଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥିଭାବେ ଜିଲା ପରିଷଦ ଅଧ୍ୟକ୍ଷା…
Read More...

ବୌଦ୍ଧରେ ରାଷ୍ଟ୍ରୀୟ ଲୋକଅଦାଲତ, ୫୭ଟି ମାମଲାର ଶୁଣାଣି

ବୌଦ୍ଧ : ବୌଦ୍ଧ ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲା ନ୍ୟାୟାଳୟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଜିଲା ଦୌରାଜଜ ତଥା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଅରବିନ୍ଦ କୁମାର ଗୁରୁଙ୍କ…
Read More...

ଉଦଯାପିତ ହେଲା ଚତୁର୍ଥ ଗଡଜାତ ଲୋକମହୋତ୍ସବ

ବୌଦ୍ଧ : ମଙ୍ଗଳବାରଠାରୁ ହରଭଙ୍ଗା ବ୍ଲକ ବୀରନରସିଂହପୁରଠାରେ ଆରମ୍ଭ ହୋଇଥିବା ଚତୁର୍ଥ ଗଡଜାତ ଲୋକମହୋତ୍ସବ ମହାସମାରୋହରେ ଉଦଯାପିତ ହୋଇଯାଇଛି। ସାରା ଦେଶରେ କରୋନା କଟକଣା ଯୋଗୁଁ ମେଳା ମହୋତ୍ସବ ବନ୍ଦ ହୋଇଯାଇଥିବା…
Read More...

ଶିଶୁ ସୁରକ୍ଷା ଦିଗରେ ସମ୍ମିଳିତ ଉଦ୍ୟମ ଲୋଡ଼ା : ଜିଲ୍ଲାପାଳ

ଯାଜପୁର : ଯାଜପୁର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ମଣ୍ଡଳ ଉନ୍ନୟନ ଅଧିକାରୀ ଓ ଜିଲାସ୍ତରୀୟ ଅଧିକାରୀମାନଙ୍କୁ ନେଇ ସରକାରଙ୍କ ଶିଶୁ ସୁରକ୍ଷା ସମ୍ପର୍କିତ ବିଭିନ୍ନ ଯୋଜନା ଓ କାର୍ୟ୍ୟକ୍ରମ ଉପରେ ଏକ ଆଭିମୁଖିକରଣ…
Read More...

‘ସମାଜ’ ପ୍ରଭାବ: କଖଡିରେ ନୂତନ ଆରଆଇ ସର୍କଲ ପାଇଁ ସରକାରଙ୍କ ଅନୁମୋଦନ

ଗୁରୁଡିଝାଟିଆ: କଖଡି ପଞ୍ଚାୟତର କଖଡିରେ ଏକ ନୂତନ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସ୍ଥାପନା ପାଇଁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ଯାହାକି କଖଡି ପଞ୍ଚାୟତ ପାଇଁ ଏକ ଐତିହାସିକ ସଫଳତା। ଲୋକମାନେ ନାହିଁ ନଥିବା…
Read More...

ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର ହରିଣକୁ ବନବିଭାଗ ଜଙ୍ଗଲରେ ଛାଡିଲା

ଗୁରୁଡିଝାଟିଆ: ଆଠଗଡ ବନାଞ୍ଚଳ ଅନ୍ତର୍ଗତ ମାଧପୁର ଗ୍ରାମରେ ଆଜି ସକାଳୁ ଏକ ୩ ବର୍ଷର ହରିଣ ଗାଁ ଭିତରକୁ ପଶି ଆସିଥିଲା। ହରିଣକୁ ଦେଖି କୁକୁରମାନେ ଆକ୍ରମଣ କରିଥିଲେ। ଜୀବନ ଭୟରେ ହରିଣଟି ଏକ ପରିତ୍ୟକ୍ତ ଘର ଭିତରେ ପଶି…
Read More...

ପାରିବାରିକ କଳହକୁ କେନ୍ଦ୍ର କରି ପୁତୁରା ଆକ୍ରମଣରେ ଖୁଡୀ ଓ ଦାଦା ଗୁରୁତର

ଗୁରୁଡିଝାଟିଆ: ପାରିବାରିକ କଳହକୁ ନେଇ ଗୁରୁଡିଝାଟିଆ ଥାନା ଅନ୍ତର୍ଗତ କପୁରସିଂହରେ ପୁତୁରାର ଆକ୍ରମଣରେ ଦାଦା ଓ ଖୁଡୀ ଗୁରୁତର ଆହତ ହୋଇ ଆଠଗଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଆକ୍ରମଣକାରୀ ପୁତୁରା ମଧ୍ୟ ଆହତ…
Read More...

ମିଳିମିଶି ଉଠାଇନେଲେ ସରକାରୀ ଜମିରୁ ୫ହଜାର ଟ୍ରକ ମାଟି, କାହା ଚାପରେ ରାଜସ୍ୱ ପ୍ରଶାସନର ପାଟି ଚୁପ୍‍?

ଗୁରୁଡିଝାଟିଆ: ମନଇଚ୍ଛା ଖୁଲମଖୁଲା ଭାବରେ ସରକାରୀ ଜମିରୁ ଉଠାଇ ନେଇଛନ୍ତି ୫ହଜାର ଟ୍ରକରୁ ଊର୍ଦ୍ଧ୍ବ ମାଟି। ୧୫୦ ମିଟର ଲମ୍ବ ଓ ୧୫୦ ମିଟର ପ୍ରସ୍ତ ଓ ୩୦ ଫୁଟର ଗଭୀର ସ୍ଥାନରୁ ମାଟି ଚୋରା ଚାଲାଣ ହୋଇଛି। ବେଧଡକ ଭାବରେ…
Read More...

ଅଜଣା ନାବାଳିକାକୁ ଚାଇଲ୍ଡଲାଇନକୁ ହସ୍ତାନ୍ତର କଲା ତୁରୁମୁଙ୍ଗା ପୁଲିସ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ୪୯ ନଂ ଜାତୀୟ ରାଜପଥର ଡାବରଚୁଆ ନିକଟରେ ଆଜି ପୂର୍ବାହ୍ନ ୧୧ ଟା ସମୟରେ ଜଣେ ଅଜଣା ୮ ବର୍ଷର ନାବାଳିକା ସାଇକେଲ ଧରି ବୁଲୁଥିବା ସମୟରେ ସ୍ଥାନୀୟ ଲୋକେ ତୁରୁମୁଙ୍ଗା ପୁଲିସକୁ ଖବର…
Read More...

ଯୁବ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ପାଇଁ ପାଟଣା ନିର୍ବାଚନ ମଣ୍ଡଳୀସ୍ତରୀୟ ଭର୍ଚୁଆଲ ଯୁବ ସମ୍ମିଳନୀ

ପାଟଣା: ଭୁବନେଶ୍ୱରଠାରେ ଆଜି ଦିନ ୧୧ ଟାରୁ ୧ ଘଟିକା ଯାଏ ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ରାଜ୍ୟ କାର୍ଯ୍ୟକାରିଣୀ ସହ ଯୋଡି ହେବା ପାଇଁ ପାଟଣା ନିର୍ବାଚନ ମଣ୍ଡଳୀ ସ୍ତରୀୟ…
Read More...

ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଜବତ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ଚେମଣା ନାଳରୁ ବେଆଇନ ବାଲି ଉତ୍ତୋଳନ କରି ପରିବହନ କରୁଥିବା ଏକ ଟ୍ରାକ୍ଟରକୁ ବଳିଆପଶି ନିକଟରୁ ତୁରୁମୁଙ୍ଗା ପୁଲିସ ଜବତ କରିଛି । ଜବତ ଟ୍ରାକ୍ଟରଟିକୁ ପାଟଣା ରାଜସ୍ବ ବିଭାଗକୁ…
Read More...

ଦୁବେଇପେଣ୍ଠ ଛକ ନିକଟ ବାଇକ ଦୁର୍ଘଟଣାରେ ଗୁରୁତରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଥାନା ସାହାରପଡା-ବିଲ୍ଲା ରାସ୍ତାର ଦୁବେଇପେଣ୍ଠ ଛକ ନିକଟରେ ଗତକାଲି ଅପରାହ୍ନରେ ଏକ ଅଜଣା ବୋଲେରୋ ଧକ୍କାରେ ଦୁଇ ଜଣ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଥିଲେ । ଗୁରୁତର ଦୁଇ ଜଣଙ୍କ…
Read More...

୬ଟି ପରୀକ୍ଷା କେନ୍ଦ୍ରରେ ତୃତୀୟ ମେଧାବୃତ୍ତି ପରୀକ୍ଷା ଦେଲେ ୨୮୨ ଛାତ୍ରଛାତ୍ରୀ

ତୁରୁମୁଙ୍ଗା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅଞ୍ଚଳରେ ୬ଟି ପରୀକ୍ଷାକେନ୍ଦ୍ରରେ ନିର୍ଦ୍ଧାରିତ ୩୦୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୮୨ ଜଣ ଛାତ୍ରଛାତ୍ରୀ ତୃତୀୟ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା ଦେଇଥିବା ବେଳେ ୨୩ ଜଣ…
Read More...

ଆରଟିଓ କର୍ମଚାରୀଙ୍କ ବଦାନ୍ୟତା, ଆହତ ଆଶାକର୍ମୀଙ୍କୁ ମେଡିକାଲରେ ପହଞ୍ଚାଇଲେ

ନବରଙ୍ଗପୁର: ସଡକ ଦୁର୍ଘଟଣାରେ ପୀଡିତ ଜଣେ କୋଭିଡ ଯୋଦ୍ଧା ଆଶାକର୍ମୀଙ୍କୁ ମେଡିକାଲରେ ପହଞ୍ଚାଇ ନବରଙ୍ଗପୁର ଜିଲ୍ଲା ଆରଟିଓ ଅଧିକାରୀ ମିଥୁନ ପ୍ରଧାନ ଦେଖାଇଲେ ମାନବିକତା । ନବରଙ୍ଗପୁର ସହର ଉପକଣ୍ଠ କୁକୁଡାକନାରୀ ଠାରେ…
Read More...

କୁଲଡିହାରେ ମାଈ ହାତୀର ମୃତ୍ୟୁ

ନୀଳଗିରି: ବାଲେଶ୍ଵର ଜିଲାର ନୀଳଗିରି ସ୍ଥିତ କୁଲଡ଼ିହା ଅଭୟାରଣ୍ୟରେ ଏକ ମାଈ ହାତୀର ଗଳିତ ମୃତଦେହ ଉଦ୍ଧାର କରାଯାଇଛି। କୁଲଡ଼ିହା-୨ ବିଟ ଅଧୀନ ମୁଖଚତୁରୀ ପାର୍ଶ୍ୱସ୍ଥ ଏକ ନାଳ ନିକଟରେ ହାତୀଟି ମରି ପଡିଥିବା ଦେଖି…
Read More...

ହ୍ୱାଟ୍ସଆପ୍‍ ୟୁଜରଙ୍କ ପାଇଁ ଜରୁୁରୀ ସୂଚନା: ୨୦୨୧ରେ ଏହି ଫୋନ୍‍ଗୁଡ଼ିକରେ କାମ କରିବନାହିଁ ଆପ୍‍

ନୂଆଦିଲ୍ଲୀ: ହ୍ୱାଟ୍ସଆପ୍‍ ସ୍ମାର୍ଟଫୋନ୍‍ର ଏକ ଖାସ୍‍ ତଥା ବହୁଳ ବ୍ୟବହୃତ ଆପ୍‍। ଭାରତରେ ଏହାର କୋଟି କୋଟି ବ୍ୟବହାରକାରୀ ଅଛନ୍ତି। ୟୁଜରମାନଙ୍କୁ ଉନ୍ନତ ମାନର ମେସେଜିଂ ସିଷ୍ଟମ ଉପଲବ୍ଧ କରାଇବା ପାଇଁ ହ୍ୱାଟ୍ସଆପ୍‍…
Read More...

କୋଭିଡ଼୍‍ ଯୋଦ୍ଧାଙ୍କ ଚିକିତ୍ସାରେ ସହାୟତା ପାଇଁ ଝିଅ-ଭାଇର ଆକୁଳ ନିବେଦନ ଘଟଣା; ସହାୟତା ଯୋଗାଡ ପାଇଁ ସାମିଲ୍‍ ହେଲା…

ଫୁଲବାଣୀ: କନ୍ଧମାଳ ଜିଲା ଚକାପାଦ ବ୍ଳକ ଅନ୍ତର୍ଗତ ବ୍ରାହ୍ମଣପାଦ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଚୁକ୍ତି ଭିତିକ ଏଏନ୍‍ଏମ୍‍ ଭାବେ କାର୍ଯ୍ୟ କରିବା ସମୟରେ କରୋନା ଆକ୍ରାନ୍ତ ହୋଇଥିବା କରୋନା ଯୋଦ୍ଧା ଗାୟତ୍ରୀ ଦାସ…
Read More...

ରାଇକିଆକୁ ଏନଏସି ମାନ୍ୟତା ଦାବୀ ଜୋର ଧରିଲା

ଫୁଲବାଣୀ: କନ୍ଧମାଳ ଜିଲ୍ଲା ରାଇକିଆକୁ ଏନ୍ଏସି ଘୋଷଣା ପାଇଁ ଦାବୀ ଜୋର ଧରିଛି। ଏଥିପାଇଁ ଏକ କମିଟି ଗଠନ କରାଯାଇଛି। ରାଇକିଆ ଜିଲ୍ଲାର ଏକ ପ୍ରମୁଖ ଦୃତ ପ୍ରଗତିଶୀଳ ସହର ହୋଇଥିବା ବେଳେ ଦିନକୁଦିନ ସହରବାସୀ ଆବଶ୍ୟକ…
Read More...

କନ୍ଧମାଳରେ ଆଜି ପୁଣି ପଜିଟିଭ ସଂଖ୍ୟା ଶୂନ

ଫୁଲବାଣୀ/ଜି.ଉଦୟଗିରି: କନ୍ଧମାଳ ଜିଲାରେ ବୁଧବାର ଜଣେ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗୁରବାର ଏହି ସଂଖ୍ୟା ପୁଣି ଶୂନକୁ ଖସିଛି। ତେବେ ଚିକିତ୍ସାଧୀନ ରହିଥିବା ବ୍ୟକ୍ତିଙ୍କ ସଂଖ୍ୟା ୬ ରହିଛି। ଆଜି…
Read More...

ଭାଲୁ କାମୁଡ଼ାରେ ଯୁବକ ଆହତ

ନବରଙ୍ଗପୁର: ପାପଡାହାଣ୍ଡି ବ୍ଲକ ମାଝୀଗୁଡା ପଞ୍ଚାୟତର ଭାଲୁଝର ଗ୍ରାମର ଜଣେ ଯୁବକ ଭାଲୁ ଆକ୍ରମଣରେ ଆହତ ହୋଇଛନ୍ତି। ଆହତ ଯୁବକଜଣକ ହେଉଛନ୍ତି ଗୁରୁ ମୁଦୁଲି (୨୭)। ସୂଚନା ଅନୁସାରେ, ଗୁରୁ ସନ୍ଧ୍ୟା ୭ଘଣ୍ଟା ସମୟରେ…
Read More...

ବଡ ଦିନ ପାଇଁ ଅନୁଷ୍ଠିତ ହେଲା ଶାନ୍ତି କମିଟି ବୈଠକ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ତହସିଲ କାର୍ଯ୍ୟାଳୟର ସଭାଗୃହଠାରେ ଆଜି ଆଗାମୀ ବଡ଼ଦିନକୁ ଦୃଷ୍ଟିରେ ରଖି ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଫିରିଙ୍ଗିଆ…
Read More...

ଆଠଗଡ ବିକାଶ ମଞ୍ଚ ପକ୍ଷରୁ କମ୍ବଳ ବଣ୍ଟନ

ଗୁରୁଡିଝାଟିଆ: ଆଠଗଡ ବିକାଶ ମଞ୍ଚ ପକ୍ଷରୁ ଧୁରୁଷିଆ ହନୁମାନ ମନ୍ଦିରଠାରେ କମ୍ବଳ ବଣ୍ଟନ କରାଯାଇଛି। ଗାଁର ଅଭାବୀମାନଙ୍କୁ ଶୀତରୁୁ ରକ୍ଷା ପାଇଁ ସଭାପତି ମାନସ ବସ୍ତିଆ କମ୍ବଳ ବଣ୍ଟନ କରିଥିଲେ। ବୃଦ୍ଧ ଓ…
Read More...

ପ୍ରଭୁ ଧବଳେଶ୍ୱରଙ୍କ ପୂଜା ପାଇଁ ପୂଜକଙ୍କ ଫୁଲଚାଷ; ଗୁଡୁନନା ମାଗଣାରେ ବାଣ୍ଟୁଛନ୍ତି ଫୁଲ

ଗୁରୁଡିଝାଟିଆ: କରୋନା ଜୀବନଚିତ୍ରକୁ ବ୍ୟତିବ୍ୟସ୍ତ କରାଇଦେଇଛି। ଅନେକ ନିଜର ଜୀବିକା ମଧ୍ୟ ହରାଇ ଅତ୍ୟନ୍ତ କଷ୍ଟକର ପରିବେଶ ଭିତରେ ପରିବାର ପୋଷଣ କରୁଛନ୍ତି। ଧବଳେଶ୍ୱର ମନ୍ଦିର ମଧ୍ୟ କରୋନା ପାଇଁ ଶ୍ରଦ୍ଧାଳୁଙ୍କ…
Read More...

ବିିଶେଷଜ୍ଞ ଚିକିତ୍ସକ ଅଭାବୀଙ୍କ ଗହଣରେ ପାଳିଲେ ଜନ୍ମଦିନ

ଗୁରୁଡିଝାଟିଆ: ଅଭାବୀ ମୁହଁରେ ହସ ମନରେ ଆଣିଦିଏ ବିଶ୍ୱାସ ଓ ଆତ୍ମପ୍ରତ୍ୟୟର ଭାବ। ସରଳ ନିଷ୍କପଟ ମଣିଷଙ୍କ ସ୍ୱର ହିଁ ଦେଶର ଆତ୍ମା ସଦୃଶ। ସେମାନଙ୍କ ସହିତ ଏକାଠି କିଛି ସମୟ ବିତାଇଲେ ଜୀବନର ମୂଲ୍ୟବୋଧ ବେଶ ବାରି…
Read More...

ଜୟପୁର-ନବରଙ୍ଗପୁର ରେଳପଥ ସମ୍ବନ୍ଧୀୟ ବୈଠକ; ୪୫ ଦିନ ମଧ୍ୟରେ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହେବା ନିଷ୍ପତ୍ତି

ନବରଙ୍ଗପୁର: କେନ୍ଦ୍ର ସରକାରଙ୍କର ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ଜୟପୁର-ନବରଙ୍ଗପୁର ନୂତନ ରେଳପଥ ନିର୍ମାଣ ପାଇଁ ଏକ ସମୀକ୍ଷା ବୈଠକ ମିଶନ ଶକ୍ତି ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଥିଲା। ନବରଙ୍ଗପୁର ସାଂସଦ…
Read More...

ବିଜେଡ଼ିର ସାଙ୍ଗଠନିକ ବୈଠକ, ନବନିଯୁକ୍ତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା

ଫୁଲବାଣୀ: କନ୍ଧମାଳ ଜିଲା ଜି.ଉଦୟଗିରି ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ୪ ଗୋଟି ବ୍ଳକର ନବନିଯୁକ୍ତ ଯୁବ ଓ ଛାତ୍ର ଜନତା ଦଳର କର୍ମକର୍ତ୍ତାମାନଙ୍କୁ ଆଜି ଦାରିଙ୍ଗବାଡ଼ିଠାରେ ବିଜେଡ଼ି ଦଳ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା…
Read More...

ମହିଳା ମାଓବାଦୀ ନିହତ ଘଟଣା: ୭୨ ଘଣ୍ଟା ପରେ ମୃତଦେହ ସତ୍କାର କଲା ପୁଲିସ୍‍ ପ୍ରଶାସନ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଅ ବ୍ଳକ ଗୋଛାପଡା ଥାନା ଅନ୍ତର୍ଗତ କୁଏରମାଣ୍ଡୁ ପଞ୍ଚାୟତର ଗ୍ଲଟ ଏବଂ ପାଦରପଡା ଜଙ୍ଗଲରେ ଏସଓଜି ଏବଂ ଡିଭିଏଫ ଯବାନମାନଙ୍କ ଦ୍ୱାରା କୁମ୍ବିଙ୍ଗ ଅପରେସନ ବେଳେ ମାଓବାଦୀମାନଙ୍କ…
Read More...

ମାଣ୍ଡିଆ ବିକ୍ରି ପାଇଁ ସଚେତନତା ରଥ

କ.ନୂଆଗାଁ: କନ୍ଧମାଳ ଜିଲାର ୭ଟି ବ୍ଳକରେ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମିଲେଟ୍‍ ମିଶନ ଚାଲିଥିବା ବେଳେ ବିଭିନ୍ନ ବ୍ଳକସ୍ତରରେ ମାଣ୍ଡିଆ ବିକ୍ରି ପାଇଁ ଆରମ୍ଭ ହୋଇଛି ସଚେତନତା ରଥ। ଏଳଭି ସ୍ଥଳେ ଆଜି…
Read More...

ବିଦ୍ୟାଳୟରୁ ପୁଣି ଚୋରି ଉଦ୍ୟମ, ଗ୍ରାମବାସୀଙ୍କ ଅସନ୍ତୋଷ

ଫୁଲବାଣୀ: କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ତିନୋଟି ବିଦ୍ୟାଳୟରୁ ତାଲାଭାଙ୍ଗି ଚୋରି ଉଦ୍ୟମ କରାଯାଇଥିବା ଦେଖିବାକୁ ମିଳିଛି। ପୂର୍ବରୁ ମାର୍ଚ୍ଚ ୧୭ ତାରିଖରେ ଦୁତିମେଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର…
Read More...

ଚତୁର୍ଥ ରାଜ୍ୟସ୍ତରୀୟ ଗଡଜାତ ଲୋକମହୋତ୍ସବ ଦ୍ୱିତୀୟ ଦିବସରେ ରକ୍ତଦାନ ଶିବିର ଅନୁଷ୍ଠିତ 

ବୌଦ୍ଧ : ବୌଦ୍ଧ ଜିଲା ହରଭଙ୍ଗା ବ୍ଳକର ବୀରନରସିଂହପୁରରେ ଗତ ମଙ୍ଗଳବାର ଚତୁର୍ଥ ରାଜ୍ୟ ସ୍ତରୀୟ ଗଡଜାତ ଲୋକ ମହୋତ୍ସବ ୨୦୨୦ ବନ ବିଭାଗ ନର୍ସରୀ ପରିସରରେ ଉଦଘାଟିତ ହୋଇଯାଇଛି। ଚଳିତ ବର୍ଷ କରେନା କଟକଣା ଯୋଗୁଁ କେବଳ…
Read More...

ମୋ ସ୍କୁଲ୍ ଅଭିଯାନର ସମୀକ୍ଷା ବୈଠକ

ଜହ୍ନାପଙ୍କ: ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ଗ୍ରାମପଞ୍ଚାୟତର ଜହ୍ନାପଙ୍କ ନୋଡାଲ ଉଚ୍ଚ ବିଦ୍ୟାଳୟରେ ମୋ ସ୍କୁଲ୍ ଅଭିଯାନର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ବ୍ଲକ ଉପାଧ୍ୟକ୍ଷ ମନୋରଂଜନ ପୁରୋହିତଙ୍କ ସଭାପତିତ୍ୱରେ…
Read More...

ନୂତନ କୃଷି ଆଇନକୁ ନେଇ ବିରୋଧୀ ଦଳ ଚାଷୀଙ୍କୁ ବିଭ୍ରାନ୍ତ କରୁଛି: ବିଜେପି 

ବୌଦ୍ଧ : କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଇଥିବା ନୂତନ କୃଷି ଆଇନ ଫଳରେ ଗରିବ ଚାଷୀମାନେ ଉପକୃତ ହେବା ସହ ସେମାନଙ୍କ ଉତ୍ପାଦିତ ଫସଲର ଉପଯୁକ୍ତ ମୂଲ୍ୟ ପାଇପାରିବେ। ସରକାର ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବାର ଲକ୍ଷ୍ୟ…
Read More...

ବିଜୟ ଦିବସ: ଭାରତର ଐତିହାସିକ ବିଜୟ ସହ ବାଂଲାଦେଶର ଜନ୍ମ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

୧୯୭୧ ମସିହା ଡିସେମ୍ବର ୩ରୁ ଆରମ୍ଭ ହୋଇ ଦୀର୍ଘ ୧୩ ଦିନ ଯାଏ ଚାଲିଥିବା ଇଣ୍ଡୋ-ପାକ୍‍ ଯୁଦ୍ଧରେ ପାକ୍‍ ସେନାକୁ ପରାସ୍ତ କରି ଡିସେମ୍ବର ୧୬ ତାରିଖରେ ବିଜୟ ହାସଲ କରିଥିଲା ଭାରତୀୟ ସେନା। ସେହିଦିନଠାରୁ ଡିସେମ୍ବର ୧୬…
Read More...

୧୬ ଡିସେମ୍ବର ବିଜୟ ଦିବସ: କିଛି ଜଣା, କିଛି ଅଜଣା

ଭାରତୀୟ ଇତିହାସରେ ଏକ ଚର୍ଚ୍ଚିତ ତଥା ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇଥିବା ତାରିଖ ହେଉଛି ଡିସେମ୍ବର ୧୬। ଏହି ତାରିଖ ଆସିଲେ ଗର୍ବରେ ଫୁଲିଉଠେ ପ୍ରତ୍ୟେକ ଭାରତୀୟର ଛାତି। କାରଣ ୧୯୭୧ ମସିହା ଏହି ଦିନରେ ଶତ୍ରୁ…
Read More...

ଯୁବକଙ୍କୁ ଛୁରା ମାଡ କରି ଦୁର୍ବୃତ୍ତ ଫେରାର

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ସହର ଡେଲି ମାର୍କେଟରେ ରାସ୍ତା କଡରେ ଆଜି ସଂଧ୍ୟା ୭ ରୁ ୭.୩୦ ମଧ୍ୟରେ ପନି ପରିବା ବିକ୍ରୟ କରୁଥିବା ବେହେରାପଡାର ଯୁବକ ଜଗବନ୍ଧୁ ବେହେରା(୩୦)ଙ୍କୁ ହଠାତ୍ ବାଇକରେ ଆସି କେହି ଦୁର୍ବୃତ୍ତ…
Read More...

ପାଟଣା ବ୍ୟାଡମିଣ୍ଟନ ପ୍ରତିଯୋଗିତା, ସମୀର ଓ ନାସୀର ଚମ୍ପିଆନ୍

ପାଟଣା: ସ୍ଵାମ ପାଟଣା ବ୍ୟାଡମିଣ୍ଟନ ଆସୋସିଏସନ ପକ୍ଷରୁ ଦୁଇ ଦିନ ଧରି ଅନୁଷ୍ଠିତ ଆନ୍ତଃ ଜିଲ୍ଲା ଆଉଟଡୋର ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଚଳିତ ବର୍ଷ ସ୍ବାମପାଟଣାର ସମୀର ଓ ନାସୀର ଚମ୍ପିୟାନ ହୋଇଛନ୍ତି । ସେହିପରି…
Read More...

ରାଜନଗର ଲ୍ୟାମ୍ପ୍ସରେ ଧାନ ମଣ୍ଡି ଖୋଲିଲା

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ରାଜନଗର ଲ୍ୟାମ୍ପ୍ସ ଧାନ ମଣ୍ଡିରେ ଆଜି ଧାନ କ୍ରୟର ଶୁଭାରମ୍ଭ ହୋଇଛି । ଲ୍ୟାମ୍ପ୍ସ ଏମଡି ଜିତେନ୍ଦ୍ର କୁମାର ସିଂହଙ୍କ ଉପସ୍ଥିତିରେ ପ୍ରଥମ ଦିନରେ ମୁରୁସୁଆଁ ଓ ରାଜନଗର…
Read More...

ଗୋଠ ଛଡା ଦନ୍ତାର ଉପଦ୍ରବ: ଗଛ ଭାଙ୍ଗିଲା, ପନିପରିବା ଖାଇଗଲା

ପାଟଣା : ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଖୁଣ୍ଟାପଡା ପଇଦାପାଟଣା ଆଦି ଗ୍ରାମରେ ଗତକାଲି ରାତିରେ ଗୋଠଛଡା ଗୋଟିଏ ଦନ୍ତା ପଶି ବିଭିନ୍ନ ଲୋକଙ୍କ ବାଡିରୁ କଦଳୀ ଗଛ ଭାଙ୍ଗିବା ସହ କୋବି ଫସଲ…
Read More...

ଅବକାରୀ ମୋବାଇଲ ସ୍କ୍ୱାଡର ଚଢାଉ: ବିପୁଳ ପରିମାଣର ପୋଚ ନଷ୍ଟ, ମଦ ଜବତ

ପାଟଣା: କେନ୍ଦୁଝର ଅବକାରୀ ମୋବାଇଲ ସ୍କ୍ୱାଡ୍ ପକ୍ଷରୁ ଆଜି ପାଟଣା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣର ପୋଚ ନଷ୍ଟ କରାଯିବା ସହ ଚୋରା ମହୁଲି ମଦ ଜବତ କରିଛି ଅବକାରୀ ମୋବାଇଲ ସ୍କ୍ୱାଡ୍ । ଆଜି…
Read More...

ବିଧାୟକ ବାଣ୍ଟିଲେ କଦଳୀ ଚାରା

କ.ନୂଆଗାଁ: କନ୍ଧମାଳ ଜିଲା କ.ନୂଆଗାଁ ବ୍ଳକ ଅନ୍ତର୍ଗତ ମହାସିଙ୍ଗ୍ ପଞ୍ଚାୟତର ଲିମାରପଦର ଗ୍ରାମଠାରେ ବାଲିଗୁଡ଼ା ଆଇଟିଡ଼ିଏ ପକ୍ଷରୁ ଆଜି ୪୦ ଜଣ ଆଦିବାସୀ ଚାଷୀଙ୍କୁ ଜଣକ ପିଛା ୩୦୦ଟି ଲେଖାଏଁ ଟିସୁ କଲଚର ଜି ନ୍ଧବନ୍…
Read More...

ପାଣିରେ ବୁଡ଼ି ଯୁବକଙ୍କ ମୃତ୍ୟୁ, ୪୮ ଘଣ୍ଟା ପରେ ମୃତଦେହ ଉଦ୍ଧାର

ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଳକର କେଳାପଡ଼ା ପଞ୍ଚାୟତ ଅନ୍ତର୍ଗତ ବାଇରିକୁମ୍ପା ସ୍ଥିତ ରାଜା ଡ଼୍ୟାମରୁ ଆଜି ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଉଦ୍ଧାର ବ୍ୟକ୍ତିର ନାମ ସପ୍ତେଶ୍ୱର ଦିଗାଲ(୫୬) ବୋଲି…
Read More...

ବ୍ରାହ୍ମଣୀଗାଁ ଭିମାନାଳ ବନ୍ଧର ପୁନରୁଦ୍ଧାର ଦାବୀ

ଫୁଲବାଣୀ/ବ୍ରାହ୍ମଣୀଗାଁ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକର ବ୍ରାହ୍ମଣୀଗାଁ ଏକ ଅପହଞ୍ଚ ଇଲାକା। ସରକାରୀ ବାବୁମାନଙ୍କର ପାଦ ଏତେ ସହଜରେ ପଡେନାହିଁ । ବିଭିନ୍ନ ସମସ୍ୟାରେ ଜଡିତ ଏହି ଦୁର୍ଗମ ଅଞ୍ଚଳମାନଙ୍କରେ…
Read More...