BJD Bijuli 480×75 Mob

ପାରିବାରିକ କଳହକୁ କେନ୍ଦ୍ର କରି ପୁତୁରା ଆକ୍ରମଣରେ ଖୁଡୀ ଓ ଦାଦା ଗୁରୁତର

BJD Bijuli 480×75 Mob

ଗୁରୁଡିଝାଟିଆ: ପାରିବାରିକ କଳହକୁ ନେଇ ଗୁରୁଡିଝାଟିଆ ଥାନା ଅନ୍ତର୍ଗତ କପୁରସିଂହରେ ପୁତୁରାର ଆକ୍ରମଣରେ ଦାଦା ଓ ଖୁଡୀ ଗୁରୁତର ଆହତ ହୋଇ ଆଠଗଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଆକ୍ରମଣକାରୀ ପୁତୁରା ମଧ୍ୟ ଆହତ ହୋଇଛି। ଏନେଇ ଥାନାରେ ଏକ ମୋକଦ୍ଦମା ରୁଜୁ ହୋଇଛି। ଗୁରୁତର ଆହତ ହୋଇଥିବା ପ୍ରକାଶ ଘଡେଇ ଓ ସ୍ତ୍ରୀ ମମତା ଘଡେଇ ନିଜ ପୁତୁରା ତପନ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି।

Comments are closed.