www.samajalive.in
Saturday, December 6, 2025
14.1 C
Bhubaneswar

ଖୁବଶୀଘ୍ର ଦର୍ଶକଙ୍କ ନିକଟରେ ପହଞ୍ଚିବ ଇର୍‍ଫାନଙ୍କ ଶେଷ ଭେଟି

ମୁମ୍ବଇ: ଖୁବଶୀଘ୍ର ଦର୍ଶକଙ୍କ ନିକଟରେ ପହଞ୍ଚିବ ଲୋକପ୍ରିୟ ବଲିଉଡ଼ ଅଭିନେତା ସ୍ୱର୍ଗତ ଇର୍‍ଫାନଙ୍କ ଖାନଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର। ‘ଦି ସଙ୍ଗ୍ ଅଫ୍ ସ୍କର୍ପିଅନ୍ସ’ ନାମକ ଏହି ଚଳଚ୍ଚିତ୍ର ୨୦୨୧ରେ ମୁକ୍ତିଲାଭ କରିବ ବୋଲି ଟ୍ରେଡ଼୍ ଆନାଲିଷ୍ଟ ତରଣ ଆଦର୍ଶ ସୋମବାର ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଏଥିସହିତ ଫିଲ୍ମର ଏକ ମୋଶନ୍ ପୋଷ୍ଟର ମଧ୍ୟ ଶେୟାର କରିଛନ୍ତି। ଅନୁପ ସିଂହ ଏହାର ନିର୍ଦ୍ଦେଶନା ଦେଇଛନ୍ତି।

- Advertisement -

ସୂଚନା ଅନୁସାରେ, ୨୦୧୭ରେ ସ୍ୱିଜର୍ଲ୍ୟାଣ୍ଡର ୭୦ତମ ଲୋକାର୍ଣ୍ଣୋ ଫିଲ୍ମ ଫେଷ୍ଟିଭାଲରେ ଏହି ଫିଲ୍ମର ପ୍ରିମିୟର୍ ହୋଇଥିଲା। ମାତ୍ର କୌଣସି କାରଣବସତଃ ଏହା ପ୍ରେକ୍ଷାଳୟରେ ରିଲିଜ୍ ହୋଇପାରି ନ ଥିଲା। ଏବେ ନିର୍ମାତା ଏହାକୁ ରିଲିଜ୍ କରିବାକୁ ନିଷ୍ପତି ନେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories