ଓଡିଶା ଗ୍ରାମ୍ୟ ବ୍ୟାଙ୍କ ତରଫରୁ ମହିଳା ଦିବସ ପାଳନ

ବେଗୁନିଆ : ବେଗୁନିଆ ବ୍ଲକ ଅଧିନସ୍ଥ ଓଡିଶା ଗ୍ରାମ୍ୟବ୍ୟାଙ୍କ ସିକୋ ଶାଖା ତରଫରୁ ଆଜି ମହିଳା ଦିବସ ପାଳନ ହୋଇଯାଇଛି ।ମହିଳା ମାନେ କିପରି ଗୃହ ,ପରିବାର ,ସମାଜ ,ରାଜ୍ୟ ତଥା ଦେଶର ଉନ୍ନତିରେ କିପରି ସହାୟକ ହେବେ…
Read More...

ଶିକ୍ଷାବିତଙ୍କ ସ୍ମୃତି ଚାରଣ ଓ ଶ୍ରଦ୍ଧାର୍ପଣ ସମାବେଶ

ବେଗୁନିଆ : ବେଗୁନିଆର ଶିକ୍ଷାବିତ ଗୋପୀନାଥ ସାହୁଙ୍କର ଏକାଦଶାହରେ ସନ୍ଧ୍ୟାରେ ଶିକ୍ଷାବିତ ଯୋଗେଶ୍ୱର ସୁନ୍ଦରାୟଙ୍କ ସଭାପତିତ୍ୱରେ ତାଙ୍କ ବାସଭବନ ନିକଟରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା ।କାର୍ଯ୍ୟକ୍ରମକୁ…
Read More...

ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆର୍ନ୍ତଜାତୀୟ ମହିଳା ଦିବସ ପାଳିତ

ବୌଦ୍ଧ: ବୌଦ୍ଧ ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବୌଦ୍ଧ ମହିଳା ମହାବିଦ୍ୟାଳୟ ଠାରେ ମଙ୍ଗଳବାର ଦିନ ଆର୍ନ୍ତଜାତୀୟ ମହିଳା ଦିବସ ପାଳିତ ହୋଇଛି। ଜିଲା ଦୌରାଜଜତ ତଥା ଆଇନ ସେବା ପ୍ରାଧିକରଣର ଅଧକ୍ଷ୍ୟ ବିକ୍ରମ କୁମାର…
Read More...

ନୂତନ ସରପଞ୍ଚଙ୍କ ଦାୟିତ୍ୱ ଗ୍ରହଣ

କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତରେ ନବ ନିର୍ବାଚିତ ସରପଞ୍ଚ ବାର୍ଲି ଗୌତମ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ)ପ୍ରଦୀପ କୁମାର…
Read More...

ଦେଶରେ ୪,୫୭୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ଆରୋଗ୍ୟ ହାର ୯୮.୬୯%

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ହ୍ରାସ ପାଉଥିବା ଦେଖାଯାଉଛି। ଦିନକରେ ଆଉ ୪,୫୭୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୨୯,୭୫,୮୮୩କୁ ବୃଦ୍ଧି ପାଇଛି।…
Read More...

ନନ୍ଦନକାନନରେ ପଶିଲେ ବଣୁଆ ହାତୀ

ଭୁବନେଶ୍ୱର : ବାରଙ୍ଗ ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ଦୁଇଟି ବଣୁଆ ହାତୀ ପଶିଛନ୍ତି। ଏହାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଓ ହାତୀଙ୍କୁ ଘଉଡାଇବା ପାଇଁ ନନ୍ଦନକାନନକୁ ସାମୟିକ ଭାବେ…
Read More...

ଓଲଟିଲା ହାଇଡ୍ରା,ଗାଡିତଳେ ଚାପି ହେଲେ ଚାଳକ 

ହରଭଙ୍ଗା :  ହରଭଙ୍ଗା ଥାନା ଅର୍ନ୍ତଗତ ସୁରୁଣ୍ଡି ବସଷ୍ଟପ ଛକନିକଟରେ ବୁଧବାର ସକାଳେ ଟ୍ରକରୁ ଲୁହାପାଇପ୍ ଓହ୍ଲାଉଥିବା ଏକ ହାଇଡ୍ରା ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ହାଇଡ୍ରା ଚାଳକ  ଗାଡି ତଳେ ଚାପି…
Read More...

ଓଡିଶାରେ କରୋନା ; ଆଉ ନୂଆ ୧୨୮ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଆଉ ୧୨୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଶୂନରୁ ୧୮ ବର୍ଷ ମଧ୍ୟରେ ୨୫,ସଙ୍ଗରୋଧରୁ ୭୫, ସ୍ଥାନୀୟ ୫୩। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୬,୨୪୫କୁ…
Read More...

ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବ୍ରହ୍ମପୁର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗ୍ରାମ୍ୟ ନିର୍ମାଣ(ବୈଦ୍ୟୁତିକ) ବିଭାଗର ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କ ଘରେ ଆଜି ସକାଳୁ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଛି । ଯନ୍ତ୍ରୀଙ୍କ ବ୍ରହ୍ମପୁର…
Read More...

କଦଳୀ ବୃକ୍ଷ,ପତ୍ର ସହ ଜଡିତ କିଛି ଜଣାଅଜଣା କଥା

ପୂଜାପର୍ବ ହେଉ କିମ୍ବା ଅନ୍ୟାନ୍ୟ ବହୁ ସମୟରେ ଆମେ କଦଳୀ ପତ୍ରରେ ଖାଦ୍ୟ ଖାଇଥାଉ। ଏହା ଏକ ପରମ୍ପରା ବୋଲି ମଧ୍ୟ କୁହାଯାଏ। ଜାଣନ୍ତୁ ଏହାର ପତ୍ରରେ ଖାଇଲେ କି କି ଉପକାର ମିଳିଥାଏ। କଦଳୀ ବୃକ୍ଷ ପୂଜନୀୟ ଓ ପବିତ୍ର…
Read More...

ଆଜି ଆନ୍ତର୍ଜାତୀୟ ମହିଳା ଦିବସ

ମାଆ ଅର୍ଥାତ ମାତାଙ୍କ ରୂପରେ ନାରୀ। ପୃଥବୀରେ ନିଜର ଏହି ପବିତ୍ର ରୂପରେ ପରିଚିତ ନାରୀ। ମା’ ଅର୍ଥାତ ଜନନୀ। ମାଆଙ୍କୁ ଈଶ୍ୱର ଠାରୁ ବଡ଼ ବୋଲି ମଧ୍ୟ ବିବେଚନା କରାଯାଏ। ତେଣୁ ପ୍ରତ୍ୟେକ ପିଲାମାନେ ନିଜ ମାଆଙ୍କୁ ସର୍ବଦା…
Read More...

ସଡକ ଦୁର୍ଘଟଣାରେ ଦମ୍ପତି ମୃତ

ଯାଜପୁର :ଯାଜପୁର ଜିଲା ପାଣିକୋଇଲି ଥାନା ଅର୍ନ୍ତଗତ ମାଧପୁର ନିକଟରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ମିନିଟ୍ରକ ଧକ୍କା ଦେବାରୁ ଚାଲିକି ଯାଉଥିବା ଦମ୍ପତିଙ୍କ ମୃତ୍ୟୁ ଘଟିଛି। ରାସ୍ତାରେ ଯାଉଥିବା…
Read More...

ଲାଞ୍ଚ ମାମଲାରେ ପୂର୍ବ ପ୍ରଧାନଶିକ୍ଷକଙ୍କୁ ବର୍ଷେ ଜେଲ

ବଲାଙ୍ଗିର : ବଲାଙ୍ଗିର ଜିଲା ମୁରିବାହାଲ ବ୍ଲକର ଫଟାମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ କାର୍ୟ୍ୟରତ ବୀର ପଣ୍ଡାଙ୍କୁ ୩ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ ବଲାଙ୍ଗିର ସ୍ବତନ୍ତ୍ର ଭିଜିଲାନ୍ସ…
Read More...

ୟୁକ୍ରେନ ଶିଶୁର ଚମତ୍କାର ସାହସ ; ୧ ହଜାର କିଲୋମିଟର ଏକାକୀ କଲା ଯାତ୍ରା

ନୂଆଦିଲ୍ଲୀ : ରୁଷ-ୟୁକ୍ରେନରେ ଜାରି ରହିଛି ଯୁଦ୍ଧ। ଯୁଦ୍ଧ ମଧ୍ୟରେ ବିଭିନ୍ନ ଘଟଣା ସାମ୍ନାକୁ ଆସିଥିବା ବେଳେ ବର୍ତ୍ତମାନ ଏକ ୧୧ ବର୍ଷର ୟୁକ୍ରେନ ଶିଶୁର ଚମତ୍କାର ସାହାସ ଏବେ ଚାରି ଆଡେ ବେଶ ଚର୍ଚ୍ଚା ହେଉଛି। ଶିଶୁଟି…
Read More...

ଅଗ୍ନିକାଣ୍ଡରେ ଚାଲିଗଲା ଗୋଟିଏ ପରିବାରର ୫ ଜୀବନ

ବରକଲା : କେରଳର ବରକଲା ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ଦୁଃଖଦ ଘଟଣା ଘଟିଛି। ଏକ ଘରେ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାର ୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଆଠ ମାସର ଏକ ଶିଶୁ ରହିଛି। ଅଗ୍ନିକାଣ୍ଡର…
Read More...

ପ୍ରତ୍ୟକ୍ଷ ରାଜନୀତିରୁ ସନ୍ନ୍ୟାସ ନେବେ ବ୍ଲକ ବିଜେଡ଼ି ସଭାପତି ମାଧବାନନ୍ଦ

ପାଟଣା :  ବାପା ଜଣେ କିମ୍ବଦନ୍ତୀ ପୁରୁଷ ଥିଲେ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନିକଟରେ ଥିଲେ । ଏତିକି ନୁହେଁ ପାଠ ପଢୁଥିବା ବେଳେ ଏବେର ଡି.ଏନ ଉଚ୍ଚ ବିଦ୍ୟାଳୟ ତଥା ତତ୍କାଳୀନ କେନ୍ଦୁଝର ସହରର ଗିବସନ ଉଚ୍ଚ…
Read More...

ଦେଶରେ ୪ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ : ଦେଶରେ କରୋନାର ଦୈନିକ ସଂକ୍ରମଣ ୪ ହଜାର ତଳକୁ ଖସିଛି। ଦିନକରେ ଆଉ ୩ ହଜାର ୯୯୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୨୯,୭୧,୩୦୮କୁ ବୃଦ୍ଧି ପାଇଛି। ସେହିପରି ଆଉ ୮,୦୫୫…
Read More...

ରାଜ୍ୟରେ ଦ୍ରୁତ ଗତିରେ ହ୍ରାସ ଦୈନିକ ସଂକ୍ରମଣ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ ପୂର୍ବ ଅପେକ୍ଷା ଦ୍ରୁତ ଗତିରେ ହ୍ରାସ ପାଉଛି। ୨୪ ଘଣ୍ଟାରେ ଆଉ ୧୦୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଶୂନ ରୁ ୧୮ ବର୍ଷ ମଧ୍ୟରେ ୧୬,…
Read More...

ମସଲା ପିଆଜ ଛଣା

ଆବଶ୍ୟକ ସାମଗ୍ରୀ ପିଆଜ – ୬ଟି (କଟା ହୋଇଥିବା) ଲଙ୍କା ଗୁଣ୍ଡ – ଆବଶ୍ୟକ ପରିମାଣରେ କଞ୍ଚାଲଙ୍କା – ୪ଟି ଅଦା – ଅଳ୍ପ (କଟା ହୋଇଥିବା) ଜିରା – ୧ ଚାମଚ ପୁଦିନା ପତ୍ର – ଆବଶ୍ୟକ ପରିମାଣରେ ଜାଇଫଳ ଗୁଣ୍ଡ –…
Read More...

ତ୍ୱଚାର ଚମକ ଦ୍ୱିଗୁଣିତ କରେ ଏହି ଫଳ ରସ

ସୁନେଲି ଓ କୋମଳ ତ୍ୱଚା ପାଇଁ ଯତ୍ନବାନ ହେବା ଆବଶ୍ୟକ। ମୁହଁକୁ ସଫା କରିବା ସହ ନିଜ ଖାଦ୍ୟପେୟରେ ଏପରି କିଛି ଜିନିଷ ସାମିଲ କରିବା ଆବଶ୍ୟକ, ଯାହା ତ୍ୱଚା ପାଇଁ ଜରୁରୀ। ମୁହଁର ସୌନ୍ଦର୍ଯ୍ୟ ପାଇଁ ଅନେକ ଖାଦ୍ୟର ସେବନ…
Read More...

ଯୁଦ୍ଧର ପ୍ରଭାବ ; ରେକର୍ଡ ଭାଙ୍ଗୁଛି ସୁନା-ରୁପା ଦର

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ୧୨ ଦିନରେ ଯୁଦ୍ଧ ପହଞ୍ଚି ସାରିଥିବା ବେଳେ ବର୍ତ୍ତମାନ ଏହାର ପ୍ରଭାବ ଶେୟାର ବଜାର,ଅଶୋଧିତ ତୈଳ ଠାରୁ ଆରମ୍ଭ କରି ସୁନା ଦର ଉପରେ ମଧ୍ୟ ଦେଖାଯାଇଛି। ଅନେକ…
Read More...

ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଆଜି ଯୁଦ୍ଧର ୧୨ ଦିନ। ଏହା ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ କଥା ହୋଇଛନ୍ତି। ଫୋନ ଯୋଗେ ପ୍ରାୟ ୩୫ ମିନିଟ କଥା ହୋଇଛନ୍ତି…
Read More...

ଟିଟିଲାଗଡ଼ ପୌରାଧ୍ୟକ୍ଷ ଆସନ ପାଇଁ ତିନି ଦଳ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଟିଟିଲାଗଡ଼ : ଆଜି ପ୍ରାର୍ଥୀ ପତ୍ର ଦାଖଲର ଅନ୍ତିମ ଦିବସରେ ତିନି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପୌରାଧ୍ୟକ୍ଷ ପ୍ରାର୍ଥୀନୀ ନାମାଙ୍କନ ଦାଖଲ କରିଛନ୍ତି  । ପ୍ରଥମେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ,…
Read More...

ନିୟମଗିରି ପାହାଡରେ ସିଆରପିଏଫର ଜନସମ୍ପର୍କ ମେଳା

କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ବ୍ଲକ କାର୍ଯ୍ୟାଳୟ ପରିସରରେ ସି ଆର ପି ଏଫ କ୍ୟାମ୍ପ ଇ/୪ର୍ଥ ବାଟାଲିୟନ ପକ୍ଷରୁ ଜନସମ୍ପର୍କ ମେଳା ଅନୁଷ୍ଠିତ ହୋଇଯାଇଛି । ଓଡିଶା ସେକ୍ଟର…
Read More...

ଶ୍ରୀନଗରରେ ଗ୍ରେନେଡ ଆକ୍ରମଣ ; ୨ ନାଗରିକ ମୃତ ; ୨୩ ଆହତ

ଶ୍ରୀନଗର : ଶ୍ରୀନଗର ସହରର ଅମୀରାକଦଲ ଅଞ୍ଚଳରେ ରବିବାର ସନ୍ଧ୍ୟା ସମୟରେ ଆତଙ୍କବାଦୀର ଗ୍ରେନେଡ ଆକ୍ରମଣରେ ୨ ନାଗରିକଙ୍କର ମୃତ୍ୟୁ ଘଟିଛି। ଏହାସହ ୨୩ ଜଣ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ପୁଲିସକର୍ମୀ ଓ ୧୭ ଜଣ…
Read More...

ବିପ୍ଲବୀ ଶିକ୍ଷକନେତାଙ୍କ ସ୍ମୃତିସଭା

ବେଗୁନିଆ : ବିପ୍ଲବୀ ଶିକ୍ଷକ ନେତା ତଥା ସ୍କୁଲ ପରିଦର୍ଶକ ସ୍ବର୍ଗତ ଗୋଦାବରୀଶ ପାଇକରାୟଙ୍କର ଏକାଦଶାହ ପାଳନ ଅବସରରେ ଆଜି ତାଙ୍କ ଗଡ଼ମାଣତିରସ୍ଥିତ ବାସଭବନରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା ।ସୁମନ୍ତ ଛୋଟରାୟଙ୍କ…
Read More...

ଆଜି ରୁଷ ରାଷ୍ଟ୍ରପତି ଓ ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଆଜି ଯୁଦ୍ଧର ୧୨ ଦିନ। ୧୨ ଦିନ ମଧ୍ୟରେ ରୁଷ ୟୁକ୍ରେନର ଅନେକ ସହରରେ ଦ୍ରୁତ ଆକ୍ରମଣ କରିଛି। ଖାରକିଭ୍‍ ର ଅନେକ ଜନବସତି ଅଞ୍ଚଳରେ ମଧ୍ୟ ଆକ୍ରମଣ କରିଛି। ଆଜି ପ୍ରଧାନମନ୍ତ୍ରୀ…
Read More...

ଖୋର୍ଦ୍ଧାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ

ବେଗୁନିଆ  : ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସହିତ ବିଭିନ୍ନ ବ୍ଲକରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ ସାମାଜିକ କର୍ମୀ ବିଭୁତିଭୂଷଣ…
Read More...

ସିଆରପିଏଫର ଜନସମ୍ପର୍କ ମେଳା

କଲ୍ୟାଣସିଂହପୁର : ରାୟଗଡା ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତ ବିଜେପୁର ସି ଆର ପି ଏଫ କ୍ୟାମ୍ପ ଏଫ/୪ର୍ଥ ବାଟାଲିୟନ ପକ୍ଷରୁ ଜନସମ୍ପର୍କ ମେଳା ଅନୁଷ୍ଠିତ ହୋଇଯାଇଛି । ଓଡିଶା ସେକ୍ଟର ଭୁବନେଶ୍ୱରର ପୁଲିସ ମହାନିରୀକ୍ଷକ…
Read More...

ଶନିବାର ସରଳ ଉପାୟ

ପ୍ରତ୍ୟେକ ଶନିବାର ଦିନ ଲାଲ ରଙ୍ଗର ବସ୍ତ୍ର ଧାରଣ କରି ପ୍ରଭୁ ହନୁମାନଙ୍କ ନିକଟରେ ଚାଳିଶା ପାଠ କରନ୍ତୁ। ପ୍ରତ୍ୟେକ ଶନିବାର ଦିନ ସନ୍ଧ୍ୟାକାଳରେ ପଶ୍ଚିମ ଦିଗରେ ଦୀପ ଜଳାଇ ଶନିଙ୍କ ମନ୍ତ୍ର ଜପ କରନ୍ତୁ। ଘରର…
Read More...

ପରିତ୍ୟକ୍ତ ଢାବାରୁ ଗଳିତ ଶବ ଉଦ୍ଧାର, ପୁଲିସର ଛାନଭିନ ଜାରି

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥର ନିହ୍ନୁଆଁ ଛକ ନିକଟରେ ଥିବା ଏକ ପରିତ୍ୟକ୍ତ ଢାଵା ରୁ ଏକ ଗଳିତ ଶବ ଉଦ୍ଧାର ହୋଇଛି । ବ୍ୟକ୍ତି ଜଣଙ୍କର ସପ୍ତାହେ ପୂର୍ବରୁ ମୃତ୍ୟୁ ଘଟିଥିବା…
Read More...

ପିଜୁଳିର ରହିଛି ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ

ଖାଲି ପେଟରେ ପିଜୁଳି ଖାଇବାର ଅନେକ ଲାଭଦାୟକ ଗୁଣ ରହିଛି। ସକାଳେ ପୁଷ୍ଟିକର ଖାଦ୍ୟ ଖାଇବାକୁ ବିଶେଷଜ୍ଞଙ୍କ ପରାମର୍ଶ ଦେଇଥାଆନ୍ତି। ଏହି କାରଣରୁ ଲୋକେ ଅଧିକାଂଶ ଫଳ ରସ ଓ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇଥାଆନ୍ତି। ସକାଳେ…
Read More...

ପଞ୍ଚାୟତରାଜ ଦିବସ ,ବିଜୁବାବୁଙ୍କ ୧୦୬ ତମ ଜୟନ୍ତୀ ପାଳିତ

କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦରରେ ଥିବା କଲ୍ୟାଣି ମଣ୍ଡପ ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ ତମ ଜନ୍ମ ଦିବସ ଓ ପଞ୍ଚାୟତରାଜ ଦିବସ ପାଳନ କରାଯାଇଛି । ଏ ଅବସରରେ ନୂତନ…
Read More...

ବିଦ୍ୟାଳୟର ୩୨ଟି ଜମି ପଟ୍ଟା ବଣ୍ଟନ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ତହସିଲ କାର୍ଯ୍ୟାଳୟର ସଦଭାବନା ଗୃହ ଠାରେ  ପଞ୍ଚାୟତରାଜ ଦିବସ ଅବସରରେ ବିଦ୍ୟାଳୟର  ଶିକ୍ଷକ ମାନଙ୍କୁ ଜମି ପଟ୍ଟା ବଣ୍ଟନ  କରାଯାଇଛି।  ଏହି ପଟ୍ଟା…
Read More...

ରୁଷର ୟୁକ୍ରେନ ଆକ୍ରମଣ ; ସାମୟିକ ଅସ୍ତ୍ରବିରତି ଘୋଷଣା କଲା ରୁଷ

ନୂଆଦିଲ୍ଲୀ : ରୁଷ ପକ୍ଷରୁ ୟୁକ୍ରେନ ଉପରେ କରାଯାଉଥିବା ଆକ୍ରମଣ ଆଜି ୧୦ ଦିନରେ ପହଞ୍ଚି ସାରିଛି। ୟୁକ୍ରେନର ଅନେକ ବଡ ସହର ବତ୍ତର୍ମାନ ଯାଏଁ ରୁଷ ସେନାର ନିୟନ୍ତ୍ରଣକୁ ଆସିନାହିଁ ବୋଲି ଖବର ମିଳିଛି। ଏହାସହ…
Read More...

ରାଜ୍ୟରେ ଆଉ ୭ ଆକ୍ରାନ୍ତ ମୃତ

ଭୁବନେଶ୍ୱର : ରାଜ୍ୟରେ କରୋନାର ଦୈନିକ ମୃତ୍ୟୁ କିଛି ମଧ୍ୟରେ ପୂର୍ବ ଅପେକ୍ଷା ହ୍ରାସ ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଉ ୭ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ସୁନ୍ଦରଗଡରୁ ସର୍ବାଧିକ ୩, ଭୁବନେଶ୍ୱରରୁ…
Read More...

ଭିସୁଟ ଛାତ୍ରଙ୍କ କୃତୀତ୍ୱ ; ପାଣି ଅପଚୟକୁ ରୋକିବା ପାଇଁ ସ୍ୱୟଂଚାଳିତ ଟ୍ୟାପ

ବୁର୍ଲା : ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ)ର ୨୦୨୧ ବ୍ୟାଚର ନିତେଶ କୁମାର କାବି ଆଇଡ଼ିଆ ଏବଂ ଇନୋଭେସନ ସେଲର ଏକ ନୁତନ ମ।ଇଲ ଖୁଣ୍ଟ ଯୋଡ଼ିଛନ୍ତି। ଭିସୁଟର କେତେକ ପ୍ରତିଷ୍ଠିତ ପ୍ରଫେସର ମାନେ…
Read More...

ଜମ୍ମୁ-କାଶ୍ମୀରରେ ସଡକ ଦୁର୍ଘଟଣା ; ୫ ମୃତ

ଜମ୍ମୁ : ଜମ୍ମୁ-କାଶ୍ମୀରର ସମ୍ବା ଜିଲାରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ବୋଲି ଖବର ମିଳିଛି। ସାମ୍ବାର ମାନସର କ୍ଷେତ୍ର ନିକଟରେ ଏକ କାର ଗଭୀର ଖାଇକୁ ଖସି ୫ ଜଣଙ୍କ ଜୀବନ ଚାଲି ଯାଇଛି। ଜଣେ…
Read More...

ଦେଶରେ କମୁଛି ସଂକ୍ରମଣ ; ଆରୋଗ୍ୟ ସଂଖ୍ୟା ବୃଦ୍ଧି

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଗତକିଛି ତୁଳନାରେ ଦ୍ରୁତ ଗତିରେ ହ୍ରାସ ପାଉଛି। ଦିନକରେ ଆଉ ୫,୯୨୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୨୯,୫୭,୪୭୭କୁ ବୃଦ୍ଧି ପାଇଛି।…
Read More...

ରାଜ୍ୟରେ ଆଉ ୧୪୫ ନୂଆ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି। ୨୪ ଘଣ୍ଟାରେ ଆଉ ୧୪୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଶୂନରୁ ୧୮ ବର୍ଷ ମଧ୍ୟରେ ୩୭,ସଙ୍ଗରୋଧରୁ ୮୪, ସ୍ଥାନୀୟ ୬୧…
Read More...

ଅତ୍ୟଧିକ ଲେମ୍ବୁ ସେବନ ହୋଇପାରେ ହାନିକାରକ

ଲେମ୍ବୁରେ ଭିଟାମିନ ସି ପ୍ରଚୁର ପରିମାଣରେ ରହିଛି। ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ଏହା ବେଶ ସହାୟକ। ଲେମ୍ବୁ ଶରୀରରୁ ଅଦରକାରୀ ଜିନିଷ ବାହାର କରିବାରେ ସାହାଯ୍ୟ…
Read More...

ଏପରି ଖାଦ୍ୟ ପ୍ରସ୍ତୁତ କରି ସେବନ କଲେ ମିଳେ ମା’ଲକ୍ଷ୍ମୀଙ୍କ ବିଶେଷ କୃପା

ଭୋଜନକୁ ଭଗବାନଙ୍କ ଏକ ଆଶୀର୍ବାଦ ବୋଲି କୁହାଯାଏ। ତେଣୁ ଅନ୍ନର ଅନାଦର ଆଦୌ କରନ୍ତୁ ନାହିଁ। ବାସ୍ତୁ ଶାସ୍ତ୍ରରେ ଭୋଜନ ପ୍ରସ୍ତୁତି କରିବା ଠାରୁ ନେଇ ଭୋଜନ ଗ୍ରହଣ କରିବାର ମଧ୍ୟ କିଛି ବିଶେଷ ନିୟମ ରହିଛି। ଏହି ଉପାୟ…
Read More...

ଜନବସତିରେ ପଶିଲା ବାଘ ; ଭୟଭୀତ ସ୍ଥାନୀୟ ଲୋକେ

ମେରଠ : ଘର ଭିତରେ ହଠା୍ତ ବାଘ ପଶିଲେ ପରିସ୍ଥିତ କିଭଳି ହେବ ଚିନ୍ତା କରନ୍ତୁ। ଭାବିଲେ ମଧ୍ୟ ଭୟରେ ଲୋମ ଟାଙ୍କୁରି ଉଠିଥାଏ। ଏଭଳି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶ ମେରଠର ମୋଦିପୁରମ ଗାଁରେ। ଶୁକ୍ରବାର ସକାଳେ ଏକ…
Read More...

୩ ଦିନ ପରେ ପୁରୀ କେନାଲରୁ ଉଦ୍ଧାର ହେଲା ବିଶାଳକାୟ କୁମ୍ଭୀର

ଭୁବନେଶ୍ୱର : ଶେଷରେ ଧରାପଡିଲା ୩ ଦିନ ଧରି ଆତଙ୍କ ସୃଷ୍ଟି କରିଥିବା ଘଡିଆଳ କୁମ୍ଭୀର। ଭୁବନେଶ୍ୱର–କଟକ ୧୬ ନମ୍ବର ଜାତୀୟ ରାଜପଥରେ ଥିବା ପୁରୀ କେନାଲରେ ଥିବା କୁମ୍ଭୀର ଧରାପଡିଲା। ସେ ସମୟର ଦୃଶ୍ୟ ଥିଲା ଅତ୍ୟନ୍ତ…
Read More...

ଭାଗଲପୁରରେ ଭୟଙ୍କର ବିସ୍ଫୋରଣ ; ୭ ମୃତ

ପାଟନା : ବିହାରର ଭାଗଲପୁରରେ ଏକ ଭୟଙ୍କର ବିସ୍ଫୋରଣ ହୋଇଥିବା ନେଇ ଖବର ମିଳିଛି। ଗତକାଲି ବିଳମ୍ବିତ ରାତିରେ ଏକ ବହୁତଳ ଅଟ୍ଟାଳିକାର ୩ୟ ମହଲାରେ ଏହି ବିସ୍ଫୋରଣ ଘଟିଥିବା ବେଳେ ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ…
Read More...

ରୁଷ – ୟୁକ୍ରେନ ଯୁଦ୍ଧ ; ୟୁକ୍ରେନର ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ଉପରେ ଆକ୍ରମଣ

ନୂଆଦିଲ୍ଲୀ : ରୁଷ - ୟୁକ୍ରେନ ମଧ୍ୟରେ ଆଜି ଯୁଦ୍ଧର ନବମ ଦିନ। ରୁଷ ପକ୍ଷରୁ ୟୁକ୍ରେନ ଉପରେ ଆକ୍ରମଣ ଜାରି ରହିଥିବା ବେଳେ ୟୁକ୍ରେନର ଜାପୋରୀଝଝିଆ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ଉପରେ ଆକ୍ରମଣ କରିଛି। ଆକ୍ରମଣ ପରେ…
Read More...

ଦେଶରେ ନୂଆ ଆକ୍ରାନ୍ତ ୬,୩୯୬ ; ୨୦୧ ମୃତ

ନୂଆଦିଲ୍ଲୀ : ଦେଶରେ ଲଗାତାର କରୋନା ସଂକ୍ରମଣ ହ୍ରାସ ପାଇବା ପରିଲକ୍ଷିତ ହେଉଛି। ଦିନକରେ ଆଉ ୬ ହଜାର ୩୯୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୨୯,୫୧,୫୫୬କୁ ବୃଦ୍ଧି ପାଇଛି। ସେହିଭଳି…
Read More...

ଓଡିଶାରେ କରୋନା ; ଚିହ୍ନଟ ହେଲେ ଆଉ ୧୨୮ ନୂଆ ସଂକ୍ରମିତ

ଭୁବନେଶ୍ୱର : ରାଜ୍ୟରେ ଦ୍ରୁତ ଗତିରେ କରୋନା ସଂକ୍ରମଣ ହ୍ରାସ ପାଉଛି। ୨୪ ଘଣ୍ଟାରେ ଆଉ ୧୨୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଶୂନରୁ ୧୮ ବର୍ଷ ମଧ୍ୟରେ ୨୨,ସଙ୍ଗରୋଧରୁ ୭୩ ଓ ସ୍ଥାନୀୟ ଆକ୍ରାନ୍ତ…
Read More...

ଯୁଦ୍ଧ ଭୂମିରୁ ପୋଷା ଜନ୍ତୁଙ୍କୁ ନେଇ ଫେରୁଛନ୍ତି ସ୍ୱଦେଶ

ନୂଆଦିଲ୍ଲୀ : ଜାରି ରହିଛି ରୁଷ- ୟୁକ୍ରେନ ମଧ୍ୟରେ ଯୁଦ୍ଧ। ୟୁକ୍ରେନରେ ଯୁଦ୍ଧ ସଙ୍କଟ ମଧ୍ୟରେ ଏଠାରେ ସମସ୍ତେ ନିଜ ଜୀବନ ରକ୍ଷା କରିବାକୁ ପ୍ରୟାସ ଜାରି ରଖିଛନ୍ତି। ଏହାମଧ୍ୟରେ ଏକ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି…
Read More...

ତ୍ୱଚା ପାଇଁ କଞ୍ଚାକ୍ଷୀର

ପାଗର ପରିବର୍ତ୍ତନ ସହ ତ୍ୱଚାର ଯତ୍ନ ନେବା ନିତାନ୍ତ ଆବଶ୍ୟକ। ଶୀତ ଦିନ ଶେଷ ହୋଇ ଖରାଦିନ ଆରମ୍ଭ ହେଉଛି। ଗରମ ମଧ୍ୟ ଅନୁଭବ ହେଲାଣି। ତେବେ ଏହି ସମୟରୁ ନିଜ ତ୍ୱଚା ପାଇଁ କିଛି ଉପାୟ ଆଣାଇବା ଜରୁରୀ। ତ୍ୱଚା ପାଇଁ…
Read More...

କଦଳୀ ଚୋପାରେ ଲୁଚି ରହିଛି ଉତ୍ତମ ସ୍ୱାସ୍ଥ୍ୟର ରହସ୍ୟ

ବିିଭିନ୍ନ ପ୍ରକାର ଫଳ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ଫଳ ସହ ଏହାର ଚୋପା ମଧ୍ୟ ଉପକାରୀ। ସେଭଳି ଏକ ଫଳ ହେଉଛି କଦଳୀ। ଏହା ସ୍ୱାସ୍ଥ୍ୟ ପାଇଁ ଉପକାରୀ। ମାତ୍ର କଦଳୀ ଖାଇବା ପରେ ଏହାର ଚୋପାକୁ ସଭିଏଁ ପକାଇ…
Read More...

ଅଭିଯୁକ୍ତ ପାଇଁ ଦୁର୍ଘଟଣା ; ୩ ମୃତ

ରାୟପୁର : ଛତିଶିଗଡର କାନକେର ଜିଲାରେ ବିଳମ୍ବିତ ରାତିରେ ଏକ ସଡକ ଦୁର୍ଘଟଣା ଘଟିଛି। ମାରପିଟ୍‍ ଘଟଣାରେ ଜଣେ ଅଭିଯୁକ୍ତକୁ ନେଇ ପୁଲିସ ଯାଉଥିବା ସମୟରେ ପୋଲ ଉପରେ ଅଭିଯୁକ୍ତ ଖସିଯିବାକୁ ଉଦ୍ୟମ କରିବା ସମୟରେ ଗାଡିର…
Read More...

କଳାହାଣ୍ଡି, ନବରଙ୍ଗପୁରରେ ଭୂକମ୍ପ ଝଟକା

ଭୁବନେଶ୍ୱର : ରାଜ୍ୟରେ କେତେକ ସ୍ଥାନରେ ଅନୁଭବ ହୋଇଛି ଭୂମିକମ୍ପ। ଆଜି କଳାହାଣ୍ଡି ଓ ନବରଙ୍ଗପୁରରେ ଭୂକମ୍ପ ଅନୁଭବ ହୋଇଥିବା ନେଇ ଖବର ମିଳିଛି। ଆଜି ପୂର୍ବାହ୍ନ ୧୧ଟା ୨୯ ମିନିଟରେ ଭୂକମ୍ପ ଅନୁଭବ ହୋଇଛି। ରିକ୍ଟର…
Read More...

ରୁଷ – ୟୁକ୍ରେନ ଯୁଦ୍ଧ ; ୧୦ ଲକ୍ଷ ୟୁକ୍ରେନୀୟ ଛାଡିଲେ ଦେଶ

ନୂଆଦିଲ୍ଲୀ : ରୁଷ - ୟୁକ୍ରେନ ଯୁଦ୍ଧର ଆଜି ଅଷ୍ଟମ ଦିନ। ରୁଷ ପକ୍ଷରୁ ଆକ୍ରମଣ ଜାରି ରହିଛି। ୟୁକ୍ରେନର କିଭ୍‍ ଉପରେ ରୁଷର ଦ୍ରୁତ ଆକ୍ରମଣ କରାଯାଇଥିବା ବେଳେ ମୁଖ୍ୟ ରେଳ ଷ୍ଟେସନରେ ରୁଷ ସେନା ପକ୍ଷରୁ ରକେଟ ମାଡ…
Read More...

ସାମ୍ବାଦିକରୁ ସରପଞ୍ଚ ହେଲେ ବ୍ରହ୍ମାନନ୍ଦ ଦେହୁରୀ

ଠାକୁରମୁଣ୍ଡା :ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ତରାମରା ପଞ୍ଚାୟତର ନଵନିର୍ବାଚିତ ସରପଞ୍ଚ ବ୍ରହ୍ମାନନ୍ଦ ଦେହୁରୀ। ଦୀର୍ଘ ଦିନ ଧରି ସାମ୍ବାଦିକତାରେ ଜନସାଧାରଣଙ୍କ ସେବା ଯୋଗାଇବା ସହ ଅଞ୍ଚଳର ସମସ୍ୟାକୁ ଗୁରୁତର…
Read More...

ଦେଶରେ ହ୍ରାସ ଦୈନିକ ସଂକ୍ରମଣ ; ବୃଦ୍ଧି ଆରୋଗ୍ୟ ସଂଖ୍ୟା

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଗତ କିଛି ଦିନ ତୁଳନାରେ ଦ୍ରୁତ ଗତିରେ ହ୍ରାସ ପାଉଥିବା ଦେଖାଯାଉଛି। ଦିନକରେ ଆଉ ୬,୫୬୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା…
Read More...

ରୋଗୀ ମୃତ୍ୟୁକୁ ନେଇ ଉତେଜନା

ମାଲକାନଗିରି : ମାଲକାନଗିରି ଜିଲ୍ଲା ଏମଭି ୪୪ ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ନାବାଳିକାର ମୃତ୍ୟୁକୁ ନେଇ ଚିକିତ୍ସା କରୁଥିବା ଫାର୍ମାସିଷ୍ଟକୁ ରାଜ ରାସ୍ତାରେ ଘୋଷାଡି ମାଡ ମାରିଥିବା ନେଇ ଖବର ମିଳିଛି।…
Read More...

ରାଜ୍ୟରେ ଆଉ ୧୩୮ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ପାଉଥିବା ଦେଖାଯାଉଛି। ୨୪ ଘଣ୍ଟାରେ ଆଉ ୧୩୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଶୂନ୍ୟ ରୁ ୧୮ ବର୍ଷ ମଧ୍ୟରେ ୩୩, ସଙ୍ଗରୋଧରୁ…
Read More...

ଅଣ୍ଡା ମସଲା ଚଟପଟି

ଆବଶ୍ୟକ ସାମଗ୍ରୀ ସିଝା ଅଣ୍ଡା – ୫ଟି କଞ୍ଚା ଲଙ୍କା – ୪ଟି ଲବଙ୍ଗ – ୫ଟି ଜିରା – ୧ ଚାମଚ ରୁ ସାମାନ୍ୟ କମ ଡ଼ାଲଚିନି – ଅଳ୍ପ ଗୋଲମରିଚ – ଅଳ୍ପ ଅଦା ରସୁଣ ବଟା – ୩ ଚାମଚ ହଳଦୀ ଗୁଣ୍ଡ – ଅଳ୍ପ ଲୁଣ –…
Read More...

ସମାଜରେ ମାର୍ଗଦର୍ଶକ ଭାବେ କାର୍ଯ୍ୟ କରିପାରିବେ ସେବାନିବୃତ କର୍ମଚାରୀ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ପିଜି କାଉନସିଲ ପକ୍ଷରୁ ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ମଲ୍ଲିକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ…
Read More...

ଆର .ଉଦୟଗିରି ବ୍ଲକ ଅଧ୍ୟକ୍ଷା ଗଢିବା ପାଇଁ ବିଜେଡ଼ି ଆଗରେ

ଆର .ଉଦୟଗିରି : ସରିଲା ପଞ୍ଚାୟତ ନିର୍ବାଚନ । ଘୋଷଣା ମଧ୍ୟ ସରିଛି। ସରପଞ୍ଚ ସମିତି ସଭ୍ୟ , ୱାର୍ଡ଼ ସଭ୍ୟ ମାନଙ୍କ ନୂଆ ମୁହଁ ଏବେ ବିଭିନ୍ନ ପଞ୍ଚାୟତରେ ଦେଖିବାକୁ ମିଳିବ । ଏବେ ନିଜ ଗାଁ ଗହଳିରେ ରହିଥିବା ମୌଳିକ…
Read More...

ଅଧିକ ଖାଦ୍ୟ ଖାଉଥିଲେ ସାବଧାନ ……..

ଅନେକ ଖାଦ୍ୟ ପ୍ରେମୀ ଅଛନ୍ତି। ଯେଉଁମାନେ ଭିନ୍ନ ଭିନ୍ନ ପ୍ରକାର ଖାଦ୍ୟ ଖାଇବାକୁ ମଧ୍ୟ ପସନ୍ଦ କରିଥାଆନ୍ତି। ମାତ୍ର କିଛି ଲୋକେ ଆବଶ୍ୟକତା ଠାରୁ ଅଧିକ ଖାଦ୍ୟ ଖାଇ ଥାଆନ୍ତି। ଅଧିକାଂଶ ସମୟରେ ସ୍ୱାଦିଷ୍ଟ ଖାଦ୍ୟ…
Read More...

ରୁଷର ୬ ହଜାର ସୈନ୍ୟ ନିହତ ; ୟୁକ୍ରେନ ରାଷ୍ଟ୍ରପତି

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧର ଆଜି ସପ୍ତମ ଦିନ। ରୁଷ ଆକ୍ରମଣରେ ପରିସ୍ଥିତି ଖୁବ ଜଟିଳ ଆଡକୁ ଗତି କରୁଛି। ରୁଷର ସେନା ପକ୍ଷରୁ କିଭ୍‍ ସହହର ବାହାର ପାଶ୍ୱର୍ରେ ପ୍ରାୟ ୬୪ କିଲୋମିଟର ଅଞ୍ଚଳକୁ ଘେରାବନ୍ଦି…
Read More...

ଗଛରେ ପିଟି ହେଲା କାର ; ଜଣେ ଶିଶୁ ସମେତ ୬ ମୃତ

ଛତିଶିଗଡ : ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲି ଯାଇଛି ୬ ଜୀବନ। ଏକ କାର ଅନିୟନ୍ତ୍ରିତ ହୋଇ ରାସ୍ତା କଡରେ ଥିବା ଗଛରେ ପିଟି ହେବାରୁ ଏହି ଦୁର୍ଘଟଣା ଘଟିଛି। ଛତିଶିଗଡ ସୀମାର ନିକଟବର୍ତ୍ତୀ ନୂଆପଡା ଜିଲାର ଜ୍ୟୋଙ୍କ…
Read More...

ଦେଶରେ ଆଉ ନୂଆ ସଂକ୍ରମିତ ୭,୫୫୪ ; ଆରୋଗ୍ୟ ହାର ୯୮.୬୦%

ନୂଆଦିଲ୍ଲୀ : ଦେଶରେ ହ୍ରାସ ପାଉଛି କରୋନା ସଂକ୍ରମଣ। ଦିନକରେ ଆଉ ୭,୫୫୪ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୨୯,୩୮,୫୯୯କୁ ବୃଦ୍ଧି ପାଇଛି। ସେହିପରି ଆଉ ୧୪,୧୨୩ ଆକ୍ରାନ୍ତ…
Read More...

ସରକାରୀ ସଂସ୍ଥାରେ ଚାକିରୀ ନାଁରେ ଟଙ୍କା ନେଉଥିଲେ ଅସଲି,ଫେରାଉଥିଲେ ନକଲି

ଭୁବନେଶ୍ୱର : ଭୁବନେଶ୍ୱରରୁ ଆଜି ଲକ୍ଷାଧିକ ଟଙ୍କାର ଜାଲ୍‍ ନୋଟ୍‍ ଜବତ କରାଯାଇଛି। ଚାକିରୀ ନାଁରେ ଟଙ୍କା ନେଉଥିଲେ ଅସଲି ମାତ୍ର ଫେରାଉଥିଲେ ନକଲି। ଏଭଳି ଘଟଣା ଘଟିଛି ଭୁବନେଶ୍ୱରରେ। ସୂଚନା ଅନୁସାରେ, ରାଜଧାନୀର…
Read More...

ଟ୍ରେନରୁ ଜବତ ହେଲା ୧୨ କୋଟି ଟଙ୍କାର ସୁନା

ଭୁବନେଶ୍ୱର : ଆଜି ରାଜଧାନୀରୁ ଜବତ ହୋଇଛି ୧୨ କୋଟି ଟଙ୍କାର ସୁନା। ମୁମ୍ବଇରୁ କୋଣାର୍କ ଏକ୍ସପ୍ରେସରେ ଆସିଥିବା ୩୨ କେଜି ସୁନା ଜିଆରପି ପୁଲିସ ଜବତ କରିଛି। ଜବତ ସୁନାର ମୂଲ୍ୟ ପ୍ରାୟ ୧୨ କୋଟି ଟଙ୍କା। ସୁନା ଜବତ…
Read More...

ରାଜ୍ୟରେ କରୋନା ; ୨୦୦ରେ ସୀମିତ ଦୈନିକ ସଂକ୍ରମଣ

ଭୁବନେଶ୍ୱର :ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ହ୍ରାସ ପାଉଛି।୨୪ ଘଣ୍ଟାରେ ଆଉ୧୪୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଶୂନ୍ୟରୁ ୧୮ ବର୍ଷ ମଧ୍ୟରେ ୨୮, ସଙ୍ଗରୋଧରୁୁ ୮୬, ସ୍ଥାନୀୟ ୫୭।…
Read More...

ଏହି ବାସନରେ ଖାଦ୍ୟ ଖାଇବା ଦ୍ୱାରା ହୋଇଥାଏ ସ୍ମରଣ ଶକ୍ତି ବୃଦ୍ଧି

ରୂପାର  ବାସନରେ ଖାଦ୍ୟ ଖାଇବା ଦ୍ୱାରା ଉଭୟ ଶାରୀରିକ ଓ ମାନସିକ ବିକାଶ ହୋଇଥାଏ। – ରୂପାର ବାସନରେ ଖାଦ୍ୟ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ। – ରୂପାର ଗ୍ଲାସରେ ପାଣି ପିଇବା ଦ୍ୱାରା ପିଲାଙ୍କ ଥଣ୍ଡା…
Read More...

 କଲ୍ୟାଣ ସିଂହପୁର (କ)(ଖ) ଜୋନରେ ବିଜେଡି ଦଳର ବାଜିମାତ 

କଲ୍ୟାଣସିଂହପୁର :  ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର (କ)(ଖ) ଜୋନ ରେ ବିଜେଡି ଦଳର ବାଜିମାତ। ତ୍ରିସ୍ତରିୟ ପଞ୍ଚାୟତ ନିର୍ବାଚନ ର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ମତ ଗଣନା ରେ କଲ୍ୟାଣ ସିଂହପୁର (କ ) ଜୋନ ର…
Read More...

ପିପିଲିର ୨୩ନଂ ଜୋନ୍‍ ରେ ବିଜେଡି ବିଜୟୀ

ପିପିଲି :ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପିପିଲି ବ୍ଲକର ୨୩ନଂ ଜିଲା ପରିଷଦ ଆସନରେ ବିଜୁ ଜନତା ଦଳର ପ୍ରାର୍ଥୀ ସୁଶାନ୍ତ କୁମାର ମଲ୍ଲିକ ୪ହଜାର ୩୦୩ ଖଣ୍ଡ ଭୋଟ୍‍ ବ୍ୟବଧାନରେ ବିଜୟୀ ହୋଇଥିବା ସୂଚନା ମିଳିଛି।…
Read More...

ତ୍ରିରଙ୍ଗାର ଶକ୍ତି ; ସମ୍ମାନ ଦେବା ସହ ରୁଷ-ୟୁକ୍ରେନ ସେନା ରୋକି ଦେଲେ ଗୁଳିଚାଳନା

ନୂଆଦିଲ୍ଲୀ : ୟୁକ୍ରେନ ବର୍ତ୍ତମାନ ମଧ୍ୟ ବିପଦ ମଧ୍ୟରେ ଗତି କରୁଛି। ରୁଷ ଆକ୍ରମଣରେ ୟୁକ୍ରେନରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଲୋକେ ଜୀବନ ବଞ୍ଚାଇବାକୁ ବିଭିନ୍ନ ମାର୍ଗ ଜାରି ରଖିଛନ୍ତି। ସେଠାରେ ଥିବା…
Read More...

କଲ୍ୟାଣ ସିଂହପୁର( ଖ) ଜୋନରେ ବିଜେଡିର ବାଜିମାତ୍‍

କଲ୍ୟାଣସିଂହପୁର  : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର (ଖ) ଜୋନରେ ବିଜେଡି ଦଳର ବାଜିମାତ। ତ୍ରିସ୍ତରିୟ ପଞ୍ଚାୟତ ନିର୍ବାଚନ ର ଦ୍ୱିତୀୟ ପର୍ଯ୍ୟାୟ ମତ ଗଣନାରେ କଲ୍ୟାଣ ସିଂହପୁରର (ଖ) ଜୋନ ଜିଲ୍ଲା ପରିଷଦ…
Read More...

୫୦ ଫୁଟ ତଳକୁ ଖସିଲା କାର ; ଶିଶୁ ସମେତ ବଞ୍ଚିଗଲା ୭ ଜୀବନ

ରାଜସ୍ଥାନ : ଦୁର୍ଘଟଣାକୁ ନେଇ ଅନେକ ଖବର ସାମ୍ନାକୁ ଆସିଥାଏ। ଏକ କାର ୫୦ ଫୁଟ ତଳକୁ ଖସି ୩ ବର୍ଷର ଶିଶୁ ସମେତ ୭ ଜଣଙ୍କ ଜୀବନ ବଞ୍ଚି ଯାଇଛି। ଏହି ଘଟଣା ଘଟିଛି ରାଜସ୍ଥାନର ଅଜମେରର ତାରାଗଡ ପାହାଡିଆ ଅଞ୍ଚଳରେ।…
Read More...

ମହାଶିବରାତ୍ରୀରେ ପ୍ରଭୁଙ୍କୁ ଅର୍ପଣ କରନ୍ତୁ ସ୍ୱତନ୍ତ୍ର ଭୋଗ

ମାର୍ଚ୍ଚ ୧ ପବିତ୍ର ମହାଶିବରାତ୍ରୀ। ଭଗବାନ ଶଙ୍କରଙ୍କୁ ପ୍ରସନ୍ନ କରିବା ପାଇଁ ଏହିଦିନ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥାଏ। ଭଗବାନଙ୍କୁ ଫୁଲ ସହ ବେଲପତ୍ର ମଧ୍ୟ ଅର୍ପଣ କରାଯାଇଥାଏ। ଏହାସହ କ୍ଷୀର,ଦହି,…
Read More...

ରୁଷ-ୟୁକ୍ରେନ ; ପ୍ରଧାନମନ୍ତ୍ରୀଙ୍କ ଉଚ୍ଚ ସ୍ତରୀୟ ବୈଠକ

ନୂଆଦିଲ୍ଲୀ : ରୁଷ-ୟୁକ୍ରେନର ଯୁଦ୍ଧର ଆଜି ପଞ୍ଚମ ଦିନ। ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆଜି ଏହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଚ୍ଚ ସ୍ତରୀୟ…
Read More...

ପେଟ୍ରୋଲ ପମ୍ପରେ ୩ ଯୁବକଙ୍କୁ ହତ୍ୟା କଲେ ଦୁର୍ବୃତ୍ତ ; କାରଣ ଅସ୍ପଷ୍ଟ

ଗୁରୁଗ୍ରାମ : ଗୁରୁଗ୍ରାମରେ ଦିଲ୍ଲୀ-ଜୟପୁର ରାଜପଥରେ ଅବସ୍ଥିତ ସିଏନଜି ପମ୍ପରେ କାମ କରୁଥିବା ତିନିଜଣ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଥିବା ଘଟଣା ହଇଚଇ ସୃଷ୍ଟି କରିଛି। ଗତକାଲି ରାତି ୨:୪୦ରେ ଏହି ଘଟଣା…
Read More...

ପ୍ରସ୍ତୁତ କରନ୍ତୁୂ ମେଥି ପଲୋଉ

ଆବଶ୍ୟକ ସାମଗ୍ରୀ ୧ କପ୍ ଚାଉଳ ୧ କପ୍ ମେଥି ଶାଗ ବଟା ୨ କପ ପିଆଜ ୧ ଚାମଚ ଅଦା-ରସୁଣ ବଟା ୧ ଚାମଚ ସୋରିଷ ୩ ଚାମଚ ଗରମ ମସଲା ଲଙ୍କା ଗୁଣ୍ଡ ୧ ଚାମଚ ବଡ ଅଳେଇଚ – ୧ଟି କଞ୍ଚା ଲଙ୍କା – ୨ଟି ତେଜପତ୍ର – ୧ଟି…
Read More...

ଅମୃତଭଣ୍ଡା ସହ ଏକତ୍ରିତ ଖାଆନ୍ତୁ ନାହିଁ ଏହି ଖାଦ୍ୟ

ସ୍ୱାସ୍ଥ୍ୟ ପାଇଁ ଅମୃତଭଣ୍ଡା ଖୁବ ଉପକାରୀ। ଏହା ଶରୀରରୁ ଅନେକ ରୋଗ ମଧ୍ୟ ଦୂର କରିଥାଏ। ଏହା ତ୍ୱଚା ପାଇଁ ମଧ୍ୟ ଲାଭଦାୟକ। ଉପକାରୀ ଅମୃତଭଣ୍ଡା ସହ କିଛି ଖାଦ୍ୟ ରହିଛି, ଯାହାକୁ ଏକତ୍ରିତ ଖାଇବା ଉଚିତ ନୁହେଁ। ଏହା…
Read More...

କେବଳ ମହାଶିବରାତ୍ରୀରେ ଖୋଲିଥାଏ ମହାଦେବଙ୍କ ଏହି ମନ୍ଦିର

ସମଗ୍ର ଦେଶରେ ଭୋଳାଶଙ୍କରଙ୍କ ବହୁ ପ୍ରାଚୀନ ଏବଂ ପୌରାଣିକ ମନ୍ଦିର ଅଛି । ଦେଶ ତଥା ବିଦେଶରୁ ଲକ୍ଷ ଲକ୍ଷ ଭକ୍ତ ଏହି ମନ୍ଦିରକୁ ପୂଜାର୍ଚ୍ଚନା କରିବାକୁ ଆସନ୍ତି । ଏହା ସହିତ ଭଗବାନ ଶିବଙ୍କ ଆଶୀର୍ବାଦ ପାଇବା ପାଇଁ…
Read More...

ସୁନ୍ଦର ଓ ଉଜ୍ଜ୍ୱଳ ତ୍ୱଚା ପାଇଁ ଷ୍ଟ୍ରବେରୀ ଫେସ୍‍ ପ୍ୟାକ୍‍

ଷ୍ଟ୍ରବେରୀ ସ୍ୱାଦିଷ୍ଟ , ସ୍ୱାସ୍ଥ୍ୟ ପାଇଁ ଉପକାରୀ ଓ ତ୍ୱଚା ପାଇଁ ମଧ୍ୟ ଲାଭଦାୟକ। ଖଟା-ମିଠା ଷ୍ଟ୍ରବେରୀ ହେଉଛି ଏପରି ଏକ ଫଳ ଯାହାକି ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ଲୋକଙ୍କୁ ମଧ୍ୟ ପସନ୍ଦ । ଭିଟାମିନ୍ ସିରେ…
Read More...

ଶିକ୍ଷକ ନେତାଙ୍କ ପରଲୋକ 

ବେଗୁନିଆ : ବେଗୁନିଆ ବ୍ଲକ ଅନ୍ତର୍ଗତ ଗଡ଼ମାଣତିର ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ଜଣେ ଟାଣୁଆ ଶିକ୍ଷକ ନେତା ଗୋଦାବରୀଶ ପାଇକରାୟ(୬୯)ଙ୍କ ପରଲୋକରେ ଶିକ୍ଷକ ସମାଜ ମଧ୍ୟରେ ଶୋକାକୁଳ ପରିବେଶ ଖେଳି ଯାଇଛି…
Read More...

ନିମ୍ନ ମାନର ରାସ୍ତା କାର୍ଯ୍ୟ ଯୋଗୁଁ ଜନ ଅସନ୍ତୋଷ

ବେଗୁନିଆ : ବେଗୁନିଆ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମାଣ କରାଯାଇଥିବା ମଲ୍ଲୀପଦର-ଗୋବିନ୍ଦପୁର ରାସ୍ତା କାର୍ଯ୍ୟ  ନିମ୍ନ ମାନର କରାଯାଇ ଅର୍ଥ ଆତ୍ମସାତ କରାଯାଇଥିବା ନେଇ ଅଭିଯୋଗ ସହ ଗ୍ରାମବାସୀଙ୍କ ମଧ୍ୟରେ…
Read More...

ନିର୍ବାଚନକୁ କେନ୍ଦ୍ରକରି ଗଣ୍ଡଗୋଳ  ; ୨ ଆହତ ,୪ ଅଟକ 

ବେଗୁନିଆ  : ବାଘମାରୀ ଥାନା ସିମୋର ପଞ୍ଚାୟତ ଅନ୍ତର୍ଗତ ଗଂପୁର ଗ୍ରାମରେ ନିର୍ବାଚନ ଘଟଣାକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ଦୁଇ ଜଣ ଆହତ ହୋଇଛନ୍ତି । ରାତିରେ ଉଭୟ ପକ୍ଷରୁ ଦୁଇଟି ଭିନ୍ନ ଭିନ୍ନ ମାମଲା…
Read More...

ରୁଷ-ୟୁକ୍ରେନ ଯୁଦ୍ଧ ; କିଭ୍‍ ସଡକରେ ପହଞ୍ଚିଲା ରୁଷ ସେନା

ନୂଆଦିଲ୍ଲୀ : ରୁଷ ସେନା ୟୁକ୍ରେନ ଉପରେ ଆକ୍ରମଣ କରିବା ସହ ଖୁବ ଶୀଘ୍ର କିଭ୍‍କୁ ଅଧିକୃତ କରିପାରେ। ଗତ ୩ ଦିନ ହେବ ରୁଷ ସେନା ୟୁକ୍ରେନକୁ ଚାରିପଟୁ ଆକ୍ରମଣ କରିବା ସହ ୟୁକ୍ରେନକୁ ପଛକୁ ହଟାଇବା ପାଇଁ ବାଧ୍ୟ କରୁଛି।…
Read More...

ଉତ୍ତରାଖଣ୍ଡ ; ପାଗରେ ପରିବର୍ତ୍ତନ,ପାହାଡରେ ବର୍ଷା ସହ ତୁଷାରପାତ

ଡେରାଡୁନ : ଉତ୍ତରାଖଣ୍ଡରେ ପୁଣି ଥରେ ପାଗରେ ପରିବର୍ତ୍ତନ ତଥା ପାଗ ଖରାପ ରହିଛି। ପାହାଡରେ ବର୍ଷା ଓ ତୁଷାରପାତ ହେଉଛି। ଏହାସହ ସମତଳ ଅଞ୍ଚଳରେ କୁହୁଡ଼ି ଅଛି। ଉତ୍ତରକାଶୀର ବଡକୋଟରେ ଯମୁନୋତ୍ରିଧାମ ସମେତ ଆଖପାଖ…
Read More...

ଆମ ଦେଶକୁ ସୁରକ୍ଷା ଦେଉଛୁ ଏବଂ ଜାରି ରଖିବୁ – ୟୁକ୍ରେନ ରାଷ୍ଟ୍ରପତି

ନୂଆଦିଲ୍ଲୀ : ରୁଷ –ୟୁକ୍ରେନ ମଧ୍ୟରେ ଆଜି ଯୁଦ୍ଧର ୩ୟ ଦିନ। ରୁଷ ସେନା କିଭ୍‍ ରେ ପ୍ରବେଶ କରିସାରିଥିବା ସହ ରାଜଧାନୀକୁ ଯେକୌଣସି ମୂହୁର୍ତ୍ତରେ ମଧ୍ୟ ଅଧିକୃତ କରିପାରନ୍ତି, ଏଭଳି ପରିସ୍ଥିତିରେ  ମଧ୍ୟ  ୟୁକ୍ରେନ ହାର…
Read More...

ଖାଦ୍ୟକୁ ସୁସ୍ୱାଦୁ କରିବା ପାଇଁ ଜାଣି ରଖନ୍ତୁ ଏହି ଟିପ୍ସ

ଦୈନନ୍ଦିନ ଜୀବନରେ ଖାଦ୍ୟ ପ୍ରସ୍ତୁତି ସମୟରେ କିଛି ସାଧାରଣ ଉପାୟ ରହିଛି, ଯାହାକୁ ଆପଣାଇବା ଦ୍ୱାରା ଖାଦ୍ୟର ସ୍ୱାଦ ଦ୍ୱିଗୁଣିତ ହୋଇଥାଏ। ତେବେ ଜାଣନ୍ତୁ ...... ପରଟାକୁ ସବୁବେଳେ ଆମେ ତେଲ ଦ୍ବାରା ସେକିଥାଉ।…
Read More...

ମହାଶିବରାତ୍ରୀ ; ସରଳ ଉପାୟରେ ମିଳିବ ପ୍ରଭୁଙ୍କ ବିଶେଷ କୃପା

ମହାଶିବରାତ୍ରୀ। ଚଳିତ ବର୍ଷ ମାର୍ଚ୍ଚ ୧ରେ ଶିବରାତ୍ରୀ। ଏହିଦିନ ପ୍ରଭୁ ଭୋଳାଶଙ୍କରଙ୍କୁ ପ୍ରସନ୍ନ କରିବା ପାଇଁ ଓ କୃପା ପ୍ରାପ୍ତି ପାଇଁ  ବିଶେଷ ଭାବେ ପୂଜାର୍ଚ୍ଚନା କରାଯାଇଥାଏ। କିଛି ବିଶେଷ ଦିଗ ପ୍ରତି ଧ୍ୟାନ ରଖି…
Read More...

ଭୋଟ ଗଣତି ଅଧିକାରୀଙ୍କୁ ପ୍ରଶିକ୍ଷଣ ; କଡା ସୁରକ୍ଷାରେ ହେବ ଗଣତି

ବାଙ୍କୀ : ତ୍ରିସ୍ତରୀୟ ପଞ୍ଚାୟତ ଶେଷ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଫେବ୍ରୁଆରୀ ୨୬ରୁ ୨୮ତାରିଖ ୩ଦିନ ଧରି ଜିଲ୍ଲାପରିଷଦ ଜୋନ ଅନୁଯାୟୀ ଭୋଟ ଗଣତି ପ୍ରକ୍ରିୟା ଶନିବାର ଠାରୁ ଆରମ୍ଭ ହେଉଛି। ଗଣତି ପ୍ରକ୍ରିୟାକୁ…
Read More...

ରୁଷ ଓ ୟୁକ୍ରେନ ଯୁଦ୍ଧ ; ଏହି ସମସ୍ତ ସାମଗ୍ରୀରେ ହୋଇପାରେ ମହଙ୍ଗା ମାଡ

ନୂଆଦିଲ୍ଲୀ : ରୁଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଲଢେଇ। ଏହାର ପ୍ରଭାବ ବିଶ୍ୱର ବଜାରରେ ମଧ୍ୟ ହଇଚଇ ସୃଷ୍ଟି ହୋଇଛି। ଗୁରୁବାର ରୁଷର ଆକ୍ରମଣ ପରେ ହାହାକାର ପରିସ୍ଥିତି ସୃଷ୍ଟି ହେବାକୁ ଆରମ୍ଭ କରିଛି। ଶେୟାର…
Read More...

ରୁଷ-ୟୁକ୍ରେନ ଯୁଦ୍ଧ ; ନିଜ ସହରର ୩ ପୋଲ ଉଡାଇଲା ୟୁକ୍ରେନ

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଆଜି ଯୁଦ୍ଧର ଦ୍ୱିତୀୟ ଦିନ। ଉଭୟଙ୍କ ମଧ୍ୟରେ ଲଢେଇ ଜଟିଳତା ଆଡକୁ ଗତି କରୁଛି। ରୁଷ ସେନା ଦ୍ୱାରା ୟୁକ୍ରେନର ହୋଇଥିବା ଆକ୍ରମଣରେ ଅନେକ ଲୋକଙ୍କ ମୃତ୍ୟୁ ଘଟିଛି। ୟୁକ୍ରେନ…
Read More...

ଓଡିଆ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରସଙ୍ଗ ; ଶାହାଙ୍କ କଥା ହେଲେ ନବୀନ

ଭୁବନେଶ୍ୱର : ଆରମ୍ଭ ହୋଇ ସାରିଛି ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ। ଅନେକ ଭାରତୀୟ ତଥା ଓଡିଆମାନେ ଭାରତ ଫେରିଥିବା ବେଳେ ଆହୁରି ମଧ୍ୟ ୟୁକ୍ରେନରେ ଫସି ରହିଛନ୍ତି। ଏହା ମଧ୍ୟରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
Read More...

ଆସନ୍ତାକାଲି ହରଭଙ୍ଗାରେ ଭୋଟ ଗଣତି

ହରଭଙ୍ଗା : ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଆସନ୍ତାକାଲିଠାରୁ ତିନୋଟି ପର୍ଯ୍ୟାୟରେ ଭୋଟଗଣତି କାର୍ଯ୍ୟ ଆରମ୍ଭ ହେବ।ଶନିବାର ପ୍ରଥମ ପର୍ଯ୍ୟାୟ ଗଣନାରେ ହରଭଙ୍ଗା ବ୍ଲକର ୭ନଂ ଜିଲ୍ଲାପରିଷଦ ଜୋନ୍  ୭ଟି ପଂଚାୟତର ୬୮…
Read More...

ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ; ଦୁଇ ଆତଙ୍କବାଦୀ ନିହତ

ଜମ୍ମୁ : ଜମ୍ମୁ-କାଶ୍ମୀରର ଶୋପିୟାଁରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି। ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ଅଞ୍ଚଳରେ ବର୍ତ୍ତମାନ ତଲାସି ଅଭିଯାନ ଜାରି…
Read More...

ସୁନାଖଣ୍ଡି ପଞ୍ଚାୟତ ରାଇଲିମା ୧୪ ନଂ ବୁଥରେ ସାନି ମତଦାନ

କଲ୍ୟାଣସିଂହପୁର : ସୁନାଖଣ୍ଡି ପଞ୍ଚାୟତ ରାଇଲିମା ୧୪ ନଂ ବୁଥରେ ଚାଲିଛି ସାନି ମତଦାନ । ତଳ ମୁଶୁଡି , ଉପର ମୁଶୁଡି,ଉପରପଲ୍ଲି ଓ ରାଇଲିମା ଗାଁ ମୋଟ ୧୯୮ ଭୋଟରଙ୍କ ଦ୍ୱାରା ମତଦାନ ଚାଲିଛି । ଗତ ୨୦ ତାରିଖରେ ତାଲିକାରେ…
Read More...

ରୁଷ-ୟୁକ୍ରେନ ଯୁଦ୍ଧ ; ୟୁକ୍ରେନର ଏସୟୁ୨୭ ଜେଟ୍‍କୁ ଖସାଇଲା ରୁଷ

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଧିରେ ଧିରେ ଜଟିଳତା ଆଡକୁ ଗତି କରୁଛି।  ୟୁକ୍ରେନର ରାଷ୍ଟ୍ରପତିଙ୍କ କହିବାନୁଯାୟୀ, ରୁଷ ସେନା ଦ୍ୱାରା ଆକ୍ରମଣରେ ଏଯାଏଁ ୧୩୭ଙ୍କ ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟରେ ୧୦…
Read More...

ଗୋଟିଏ ଦିନ ପରେ ଭୋଟ ଗଣତି ; ଦେଓଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ

ଦେଓଗାଁ :  ପାଞ୍ଚାୟତ ନିର୍ବାଚନ ସରିବା ପରେ କିଏ ଗାଦୀ ଜିତିବ ତାକୁ ନେଇ ଅଙ୍କକଶା ହେଉଥିବାବେଳେ ଦେଓଗାଁ ବ୍ଳକର ବିଭିନ୍ନ ଗାଁରେ ନିର୍ବାଚନି ହିଂସା ଆରମ୍ଭ ହେଉଥିବାର ଖବର ଆସୁଛି। ଗୁରୁବାର ସନ୍ଧ୍ୟାରେ ଦେଓଗାଁ ଥାନା…
Read More...

ମହାବିଦ୍ୟାଳୟରେ କୋଭିଡ଼-୧୯ ନିୟନ୍ତ୍ରଣ ଆଲୋଚନା ଚକ୍ର ଅନୁଷ୍ଠିତ

ଗଞ୍ଜାମ :  ଗଞ୍ଜାମ ସହର ସ୍ଥିତ ଯଶୋଦା ମହିଳା ଡିଗ୍ରୀ ମହାବିଦ୍ୟାଳୟ ଠାରେ କଲେଜ ପରିଚାଳନା ପରିଷଦ ଓ ମାଣ୍ଡିଆପଲିସ୍ଥିତ ଗ୍ରାମ୍ୟ ଜନତା ଶିକ୍ଷା ଆନ୍ଦୋଳନ ଅନୁଷ୍ଠାନ ତରଫରୁ "କୋଭିଡ଼-୧୯ ନିୟନ୍ତ୍ରଣରେ ବ୍ୟକ୍ତିଗତ…
Read More...

ଶୋଇବାର ୩ ଘଣ୍ଟା ପୂର୍ବରୁ କରନ୍ତୁ ଭୋଜନ

ଖାଦ୍ୟ ଖାଇବା ସମୟରେ କେତେକ ଦିଗ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ସକାଳର ଜଳଖିଆ ନିଶ୍ଚୟ ଖାଇବା ଉଚିତ। ନଚେତ ଏହା ଶରୀର ଉପରେ କୁପ୍ରଭାବ ପକାଇଥାଏ। ସେହିପରି ରାତିରେ ଶୋଇବା ପୂର୍ବରୁ କିଛି ଖାଦ୍ୟ ସେବନ କରିବା…
Read More...