ବ୍ରଜବିହାରୀପୁର ଶାସନରେ ସମ୍ବର୍ଦ୍ଧନା

ବାଙ୍କୀ : ବାଙ୍କୀ ବ୍ଲକର ବୈଦେଶ୍ୱର ଅନ୍ତର୍ଗତ ସର୍ବପୂରାତନ ବ୍ରାହ୍ମଣ ଶାସନ ବ୍ରଜବିହାରପୁରରେ ବନ୍ଧୁ ମିଳନ ତଥା ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପଣ୍ଡିତ…
Read More...

ସରଣ୍ଡା କନିଷ୍ଠ ମହାବିଦ୍ୟାଳୟ ପକ୍ଷରୁ ଆତ୍ମରକ୍ଷା କୌଶଳ ଶିବିର ଉଦ୍ଦ୍ଘାଟିତ

ବାଙ୍କୀ : ବାଙ୍କୀ ବ୍ଲକ ସରଣ୍ଡା କନିଷ୍ଠ ମହାବିଦ୍ୟାଳୟରେ ମଙ୍ଗଳବାର ଦିନ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଉଦ୍ଦ୍ଘାଟିତ ହୋଇଯାଇଛି। କନିଷ୍ଠ ମହାବିଦ୍ୟାଳୟର ୧ମ ବର୍ଷର ନବାଗତ ୩୭ଜଣ ଛାତ୍ରୀ ଏହି ପ୍ରଶିକ୍ଷଣ ଶିବିରରେ…
Read More...

ମା’ଲକ୍ଷ୍ମୀଙ୍କ ପ୍ରତୀକ

ଝାଡୁକୁ ମା’ଲକ୍ଷ୍ମୀଙ୍କ ପ୍ରତୀକ ବୋଲି କୁହାଯାଏ। ଘରେ ପୁରୁଣା ଝାଡୁକୁ ସଠିକ ସ୍ଥାନରେ ନରଖିବା ଦ୍ୱାରା ବାସ୍ତୁ ଉପରେ ପ୍ରଭାବ ପକାଇଥାଏ। ବାସ୍ତୁ ଅନୁଯାୟୀ ସମସ୍ତ ଜିନିଷକୁ ସେମାନଙ୍କ ନିର୍ଦ୍ଦିଷ୍ଟ ସ୍ଥାନରେ ରଖିବା…
Read More...

ଦୁଃଖଦ ; ପିକଅପ ଧକ୍କାରେ ବାପା ସହ ଦୁଇ ଝିଅ ମୃତ, ନାତି ଗୁରୁତର

ଭଞ୍ଜନଗର : ଭଞ୍ଜନଗର ଠାରୁ ୨୨ କିଲୋମିଟର ଦୂର ଗାଙ୍ଗପୁର ଥାନା ଅନ୍ତର୍ଗତ ଇନ୍ଦନପୁରରେ ଆଜି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ପିକଅପ ଭ୍ୟାନ ଧକ୍କାରେ ଚାଲି ଯାଇଛି ବାପା ସହ ୨ ଝିଅଙ୍କ ଜୀବନ। ଏହାସହ ନାତି ଗୁରୁତର…
Read More...

ଲୁଟେରାଙ୍କ କାରନାମା ; ଟଙ୍କା ସହ ଲୁଟିଲେ ଏଟିଏମ ମେସିନ୍‍

ଭୁବନେଶ୍ୱର : ରାଜଧାନୀରେ ପୁଣି ମାତିଛନ୍ତି ଏଟିଏମ ଲୁଟେରା। ଏଥରକ କେବଳ ଟଙ୍କା ଲୁଟ ନୁହେଁ ବରଂ ଟଙ୍କା ସହ ମେସିନ୍‍କୁ କାଟି ନେଇଛନ୍ତି ଦୁର୍ବୃତ୍ତ। ଶିଶୁପାଳଗଡ ଲିଙ୍ଗିପୁର ହାଉସିଂବୋର୍ଡ ଛକରୁ ଏଟିଏମ କାଟି ନେଇ…
Read More...

ବୋମା ମାଡରେ ଗାଈ ଓ ମଣିଷ ଆହତ

ବ୍ରହ୍ମପୁର: ବଡବଜାର ଥାନା ଅନ୍ତର୍ଗତ ପ୍ରହଲ୍ଲାଦନଗରରେ ଗତକାଲି ବିଳମ୍ବିତ ରାତିରେ ବୋମା ମାଡ଼ ହୋଇଛି । ଘଟଣାସ୍ଥଳରେ ୪ ଟି ବୋମା ଫୁଟିଛି । ଏଥିରେ ଏକ ଗାଈ ସମେତ ସାହିର ସମୀର ଜେନା ନାମକ ଜଣେ ଯୁବକ ଆହତ ହୋଇଛନ୍ତି ।…
Read More...

ଶ୍ରୀ ହନୁମାନ ବିଗ୍ରହ ପ୍ରତିଷ୍ଠା ପାଇଁ କଳସ ଯାତ୍ରା

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଦ ପଂଚାୟତର କଣ୍ଟିଆ ଗଡ଼ ଗ୍ରାମରେ ଶ୍ରୀ ହନୁମାନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅବସରରେ ମଙ୍ଗଳବାର ଦିନ ଏକ ବିରାଟ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି  । ଏଥିପାଇଁ ଭୋରୁ ପୁଣ୍ୟ…
Read More...

ଓଲଟିଲା ଯାତ୍ରୀବାହୀ ବସ୍‍ ; ଚାଲିଗଲା ତିନି ଯାତ୍ରୀଙ୍କ ଜୀବନ

ଅଯୋଧ୍ୟା : ଅଯୋଧ୍ୟାର କେଣ୍ଟ କୋତବାଲୀ ଅନ୍ତର୍ଗତ ମୁମତାଜ ନଗର ନିକଟରେ ମଙ୍ଗଳବାର ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‍ ଓଲଟି ପଡିବାରୁ ଦୁର୍ଘଟଣା ଘଟି ୩ ଜଣ ଯାତ୍ରୀଙ୍କ ଜୀବନ ଚାଲି…
Read More...

ମତଦାନ କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା ପରଖିଲେ ଭଦ୍ରକ ଏସପି

ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ଏନଏସି  ୬ ଗୋଟି ମତଦାନ କେନ୍ଦ୍ରରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ହେଉଥିବା ବେଳେ ଭଦ୍ରକ ଏସପି ଚରଣ ସିଂ ମିନା ସମସ୍ତ ବୁଥକୁ ଗସ୍ତ କରି ତଦାରଖ କରିଛନ୍ତି। ଏହାସହ ସୁରକ୍ଷା…
Read More...

ହୁମ୍ମାରେ ଜଳ ସ୍ୱଚ୍ଛତା ଦିବସ ପାଳିତ

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ଗ୍ରାମପଞ୍ଚାୟତରେ ଜଳ ସ୍ୱଚ୍ଛତା ଦିବସ ପାଳିତ ହେଇଛି । ସ୍ଥାନୀୟ ବିରଭଦ୍ର ହାଇସ୍କୁଲ ପରିସରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ଦ୍ଵାରା କାର୍ଯ୍ୟକ୍ରମର…
Read More...

ଏନଏଲୟୁ ଛାତ୍ରୀଙ୍କ ଆତ୍ମହତ୍ୟା

କଟକ : ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ(ଏନଏଲୟୁ)ର ଜଣେ ଛାତ୍ରୀ ନିଜ ହଷ୍ଟେଲ ରୁମରେ ଆତ୍ମହତ୍ୟା କରିଛନ୍ତି । ମୃତ ଛାତ୍ରୀ ଜଣକ ଉତ୍ତରାଖଣ୍ଡର ବୋଲି ଜଣାପଡିଛି । ସେ ଏଲଏଲବି ଦ୍ୱିତୀୟ ବର୍ଷରେ ଅଧ୍ୟୟନ କରୁଥିଲେ । ସୋମବାର…
Read More...

କେଉଁମାନେ ତରଭୂଜ ଖାଇବା ଉଚିତ ନୁହେଁ

ସସସ୍ତ ପ୍ରକାର ଫଳ ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ। ବିଶେଷ କରି ଖରାଦିନେ କିଛି ସ୍ୱତନ୍ତ୍ର ଫଳ ଖାଇବା ନିତାନ୍ତ ଆବଶ୍ୟକ। ସେଭଳି ଏକ ଖରାଦିନିଆ ଫଳ ହେଉଛି ତରଭୂଜ। ଏଥିରେ ପ୍ରଚୁର ପରିମାଣରେ ଜଳୀୟଅଂଶ ରହିଥାଏ।…
Read More...

ଶ୍ରୀଅରବିନ୍ଦଙ୍କର ୧୫୦ତମ ଜୟନ୍ତୀ ; ଅତିମାନସ ଚେତନା ଜାଗରଣ ରଥକୁ ପିପିିଲିରେ ସ୍ୱାଗତ

ପିପିଲି :ବିଶ୍ୱବନ୍ଦିତ ବିଦ୍ୱାନ, ମହାନକବି, ମନୀଷୀ, ଜାତୀୟତାବାଦୀ, ଭାରତୀୟ ମୁକ୍ତିସଂଗ୍ରାମର ମହାନାୟକ, ଦେଶପ୍ରେମୀ, ଦାର୍ଶନିକ, ଭାରତୀୟ ସଂସ୍କୃତିର ମହାନ ବ୍ୟାଖ୍ୟାକାର, ମାନବଜାତିର ଆଧ୍ୟାତ୍ମିକ ମୁକ୍ତିଦାତା,…
Read More...

କାଳବୈଶାଖୀର ତାଣ୍ଡବରେ ଉଡିଲା ଘରର ଛପର 

କଲ୍ୟାଣସିଂହପୁର :  ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ମନେଇଗୁଡା ଗ୍ରାମ ନିକଟରେ ଥିବା ପଦରସାହିରେ କାଳବୈଶାଖୀର ତାଣ୍ଡବ ଦେଖାଯାଇଛି। ଏଥିରେ ୨ ପରିବାରଙ୍କ ଘରର ଛପର ଉଡି ଯାଇଥିବା…
Read More...

ୟୁକ୍ରେନରେ ନରସଂହାରର ଭୟାନକ ଚିତ୍ର ; ଶହ ଶହ ହାତବନ୍ଧା ଗୁଳିବଦ୍ଧ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ : ୟୁକ୍ରେନରେ ମୃତ୍ୟୁର ତାଣ୍ଡବ ଜାରି ରହିଛି। ରୁଷ ପକ୍ଷରୁ ହୋଇଥିବା ଆକ୍ରମଣ ପାଇଁ ଅନେକ ଘଟଣା ଇତିହାସର ପୃଷ୍ଠାରେ ସର୍ବଦା ରହିବ। ୟୁକ୍ରେନ ଅଧିକାରୀଙ୍କ କହିବାନୁଯାୟୀ, କିଭ୍‍ ରୁ ଫେରିବା ପୂର୍ବରୁ ରୁଷ…
Read More...

ଦେଶରେ ଗତ ୨ ବର୍ଷ ପରେ ସବୁଠାରୁ କମ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ମିଳିଥିବା ସୂଚନାନୁଯାୟୀ ଗତ ୨୪ ଘଣ୍ଟାରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ହଜାର ତଳକୁ ଖସିଛି। ରିପୋର୍ଟ ଅନୁଯାୟୀ, ଦିନକରେ ଆଉ ୯୧୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ…
Read More...

ନୀଳଗିରିରେ ବ୍ୟାସକବି ସାହିତ୍ୟ ସଂସଦ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ

ନୀଳଗିରି: ସମଗ୍ର ବସୁଧା ହେଉଛି ଏକ କୁଟୁମ୍ବ । ଆମ ଭାରତୀୟ ଭାବଧାରାକୁ ନେଇ ବ୍ୟକ୍ତିଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି ହୋଇଥାଏ । ଆମେ ଓଡ଼ିଆ ବୋଲି ସେତେବେଳେ ଗର୍ବ କରିବା ଉଚିତ; ଯେତେବେଳେ ଆମେ ଆମ ମାତୃଭାଷାକୁ ସମ୍ମାନ…
Read More...

କାର-ହାଇୱା ଧକ୍କା ; ୧ ମୃତ

ଭୁବନେଶ୍ୱର : ଭୁବନେଶ୍ୱରର ପଳାଶୁଣୀ ରାସ୍ତାରେ ଆଜି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ସିରିଜ୍‍ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଛି। ପଳାଶୁଣୀ ବସ୍‍ ରହୁଥିବା ସ୍ଥାନରେ କାର ଉପରେ ହାଇୱା ଚଢିଯିବାରୁ ଜଣଙ୍କର…
Read More...

ରାଜ୍ୟରେ ଦୁଇ ଅଙ୍କ ତଳକୁ ଖସିଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଦ୍ରୁତ ଗତିରେ ଦୈନିକ ସଂକ୍ରମଣ ହ୍ରାସ ପାଉଛି। ୨୪ ଘଣ୍ଟାରେ ଆଉ ୫ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଜନ୍ମରୁ ୧୮ ବର୍ଷ ମଧ୍ୟରେ ୨,ସଙ୍ଗରୋଧରୁ ୪ ,ସ୍ଥାନୀୟ ୧। Covid-19 Report For 3rd…
Read More...

ଦିବ୍ୟାଙ୍ଗଙ୍କୁ ଠକି ଯୁବକ ଫେରାର!

ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳର ଜଣେ ଯୁବକ ଦିବ୍ୟାଙ୍ଗଙ୍କଠାରୁ ଧାରସୂତ୍ରରେ ଟଙ୍କା ନେଇ ଫେରାଉନଥିବା ଯୋଗୁ ନୀଳଗିରି ଥାନାରେ ଏକ ଠକେଇ ମାମଲା ରୁଜୁ ହୋଇଛି । ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ…
Read More...

ଏପରି କରୁଥିଲେ ସାବଧାନ

ଆମିଷ – ଯେକୌଣସି ଆମିଷକୁ ଫ୍ରିଜରେ ରଖି ପାରିବେ । ମାତ୍ର ୨ ଦିନରୁ ଅଧିକ ଦିନ ଯାଏଁ ରଖନ୍ତୁ ନାହିଁ। ଫଳ ଓ ପନିପରିବା – ସେଓ, ପିଜୁଳି ଆଦି ଫଳକୁ ଫ୍ରିଜରେ ରଖିପାରିବେ। ମାତ୍ର କଦଳୀ, ଆମ୍ବ ଏହାକୁ ଫ୍ରିଜରେ ରଖିଲେ…
Read More...

ଏହି ଖାଦ୍ୟ ଖାଇଲେ ସୁସ୍ଥ ରହିବ ଶରୀର ଓ କେଶ

ଅଁଳା – ଅଁଳା କେଶ ପାଇଁ ଖୁବ ଉପକାରୀ ଅଟେ। ଏହାର ଗୁଣ୍ଡ,ଜୁସ କିମ୍ବା ଆଚାରକୁ ମଧ୍ୟ ଖାଇପାରିବେ। ଅଁଳାକୁ କେଶ ମୂଳରେ ଓ ମୁହଁରେ ମଧ୍ୟ ଲଗାଇ ପାରିବେ। ଅଁଳାରେ ଭିଟାମିନ ସି ଓ ଆଣ୍ଟିଅକ୍ସିଡ଼ାଣ୍ଟ ଗୁଣ ରହିଛି। ଯାହା…
Read More...

ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡାଦେଶ

ଛତିଶଗଡ : ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡାଦେଶ। ଏନେଇ ଆଜି ଛତିଶଗଡ ରାୟଗଡ ସେସନ୍ସ କୋର୍ଟ ଦଣ୍ଡାଦେଶ ଦେଇଛନ୍ତି। ବହୁ ଚର୍ଚ୍ଚିତ କଳ୍ପନା ଦାସ ଓ ଝିଅ ବବ୍‍ଲି ହତ୍ୟା ଘଟଣାରେ ଅନୁପ…
Read More...

ବସ ଧକ୍କାରେ ବିସିଏ ଛାତ୍ରୀ ମୃତ

ବ୍ରହ୍ମପୁର: ବ୍ରହ୍ମପୁର ଆସିକା ରୋଡ଼ ରେଡି ଗେରେଜ ଛକ ନିକଟ ଜାତୀୟ ରାଜପଥ ୫୯ ଠାରେ ଏକ ଯାତ୍ରୀବାହୀ ବସ ଧକ୍କାରେ ଜଣେ ବିସିଏ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ସେ ହେଲେ ଇମ୍ପେରିଆଲ କଲେଜର ପ୍ରଥମ ବର୍ଷ ଛାତ୍ରୀ ଆସିକା…
Read More...

ପେଟ୍ରୋଲ ପମ୍ପ ଆଗରେ ବିକ୍ଷୋଭ

ଗଞ୍ଜାମ :  ଗଞ୍ଜାମ ବ୍ଲକ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ )ପକ୍ଷରୁ ରାଜ୍ୟ ବ୍ୟାପି ପେଟ୍ରୋଲ ଓ ଡିଜେଲ ଅତ୍ୟାବଶ୍ୟକ ଜିନିଷର ଦର ବୃଦ୍ଧି ବିରୁଦ୍ଧରେ ସନ୍ତୋଷ ପୁର ପେଟ୍ରୋଲ ପମ୍ପ ସମୁଖରେ ବିକ୍ଷୋଭ ପ୍ରଦର୍ଶନ…
Read More...

ସୁପ୍ରିମକୋର୍ଟ ଜଜ୍‍ଙ୍କ ଦ୍ଵାରା ଭର୍ଚୁଆଲ କୋର୍ଟ ଓ ସୁରକ୍ଷିତ ସାକ୍ଷ ଗ୍ରହଣ କେନ୍ଦ୍ର ଉଦଘାଟିତ

ନବରଙ୍ଗପୁର :  ଆଜି ସକାଳ ୯.୪୦ ମି. ସମୟରେ ସୁପ୍ରିମକୋର୍ଟର ବିଚାରପତି ତଥା ଇ-କମିଟି ଅଧ୍ୟକ୍ଷ ନ୍ୟାୟମୁର୍ତ୍ତୀ ଡି. ୱାଇ. ଚନ୍ଦ୍ରଚୁଡ ଆଭାଷୀ (ଭର୍ଚୁଆଲ) ମାଧ୍ୟମରେ ନବରଙ୍ଗପୁର ଜିଲ୍ଲା କୋର୍ଟ ପରିସରରେ ଭର୍ଚୁଆଲ…
Read More...

ପରବର୍ତ୍ତୀ ମହାମାରୀର କାରଣ ହୋଇପାରନ୍ତି ଜିକା ଓ ଡେଙ୍ଗୁ ; ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

ନୂଆଦିଲ୍ଲୀ : ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଜିକା ଓ ଡେଙ୍ଗୁ ସହିତ ଜୀବାଣୁ ଓ ଭୂତାଣୁ ଜନିତ ପରବର୍ତ୍ତୀ ମହାମାରୀ ବ୍ୟାପିବା ନେଇ ଚେତାବନୀ ଦେଇଛି। ଆର୍ବୋଭାଇରସ୍ ଯେପରି ଡେଙ୍ଗୁ, ହଳଦିଆ ଜ୍ୱର, ଚିକନଙ୍ଗୁନିଆ ଏବଂ ଜିକା…
Read More...

ବସ୍‍ ଓ ଗ୍ୟାସ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ; ୧ ମୃତ,୨୦ ଆହତ

ନୟାଗଡ : ଆଜି ନୟାଗଡରେ ବସ୍‍ ଓ ଗ୍ୟାସ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହୋଇଛି। ଦଶପଲ୍ଲା ଥାନା ଟାକରା ଘାଟିରେ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ମୃତକ ଜଣକ…
Read More...

ଶିମିଳିପାଳରେ ନିଆଁ ; ବନ୍ୟଜନ୍ତୁ ଏବେ ଗାଁ ମୁହାଁ  

ଠାକୁରମୁଣ୍ଡା: ଶିମିଳିପାଳ ଅଭୟାରଣ୍ୟ ସହିତ ବିଭିନ୍ନ ଗ୍ରାମ୍ୟ ଜଙ୍ଗଲ ଗୁଡିକରେ ନିଆଁ ଲାଗିବା ଫଳରେ ଗାଁ ମୁହାଁ ଏବେ ବନ୍ୟଜନ୍ତୁ ।  ମୟୂରଭଞ୍ଜ ଜିଲ୍ଲାର ଜୀଵନ ରେଖା କୁହା ଯାଉଥିବା ଶିମିଳିପାଳ ଅଭୟାରଣ୍ୟ ।  ଆଜି…
Read More...

ନୂଆପଡା ଡବଲ ମର୍ଡର ଘଟଣା ; ସାମାନ୍ୟ ଟୋକେଇ ପାଇଁ,ଶାଶୁ ଓ ବୋହୂଙ୍କୁ ହତ୍ୟା କଲା ପୁତୁରା

ଗୁଡଭେଲା : ତୁଷୁରା ଥାନା ଅନ୍ତର୍ଗତ ନୂଆପଡା ଗାଁରେ ଗୁରୁବାର ଦିନ ଘଟିଥିବା  ଶାଶୁ ଓ ବୋହୁଙ୍କୁ ହତ୍ୟା ମାମଲାରେ ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ  ଗିରଫ କଲା ତୁଷୁରା ପୁଲିସ  । ସାମ।ନ୍ୟ ଭୁଗା(ଟୋକେଇ) ପାଇଁ,କାକି…
Read More...

ଖାଦ୍ୟ ଖାଇବା ପରେ ତୁରନ୍ତ ଶୁଅନ୍ତୁ ନାହିଁ

ନିଜ ଖାଦ୍ୟ ପ୍ରତି ସର୍ବଦା ଯତ୍ନବାନ ରୁହନ୍ତୁ। ଆବଶ୍ୟକ ଠାରୁ ଅଧିକ ଖାଦ୍ୟ ଖାଆନ୍ତୁ ନାହିଁ। ଏହା ପାଚନ ତନ୍ତ୍ର ଉପରେ କୁପ୍ରଭାବ ପକାଇଥାଏ। ରାତି ଭୋଜନରେ ସାଧାରଣ ଖାଦ୍ୟ ଖାଆନ୍ତୁ। ଅଧିକ ତେଲ ମସଲାଯୁକ୍ତ ଖାଦ୍ୟ…
Read More...

ଗଞ୍ଜାମ ପ୍ରେସ କ୍ଲବ ଓ ଦିଗଦର୍ଶନ ୟୁଥ କ୍ଲବ ପକ୍ଷରୁ ଉତ୍କଳଦିବସ ପାଳିତ

ଗଞ୍ଜାମ: ଗଞ୍ଜାମ ପ୍ରେସକ୍ଳବ ଏବଂ ଦିଗଦର୍ଶନ ୟୁଥ କ୍ଲବ ମିଳିତ ଆନୁକୂଲ୍ୟରେ ଗଂଜାମରେ ଉତ୍କଳ ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ଉଭୟ ଅନୁଷ୍ଠାନର କର୍ମକର୍ତ୍ତା ଓ ସଦସ୍ୟ/ସଦସ୍ୟା ମାନେ ସହରର ମଧ୍ୟଖଣ୍ଡ ସାହି ସ୍ଥିତ…
Read More...

ଭାଲୁ ଆକ୍ରମଣରେ ଦମ୍ପତି ଗୁରୁତର

ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ସାତକୋଶିଆ ରେଞ୍ଜର ଗୌଡିଆବାହାଳି ଗ୍ରାମରେ ଶୁକ୍ରବାର  ସକାଳେ ଭାଲୁ ଆକ୍ରମଣରେ ଦମ୍ପତି ଗୁରୁତର ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ଠାକୁରମୁଣ୍ଡା ଗୋଷ୍ଠୀ…
Read More...

ଏମିତି ପର୍ସ ବ୍ୟବହାର କଲେ, ମିଳିବ ଶୁଭଫଳ, ଦୂର ହେବ ସମସ୍ୟା

ବାସ୍ତୁ ଅନୁଯାୟୀ ପର୍ସ ରଖିବାକୁ ପରାମର୍ଶ ଦିଆଯାଇଥାଏ। ଏହାସହ ରଙ୍ଗର ମଧ୍ୟ ଖୁବ ମହତ୍ତ୍ୱ ରହିଛି। ଅଧିକାଂଶ ଲୋକେ କଳାରଙ୍ଗର ପର୍ସ ବ୍ୟବହାର କରନ୍ତି। ତେବେ ଜାଣନ୍ତୁ କେଉଁ ରଙ୍ଗର ପର୍ସ ରଖିବା ଦ୍ୱାରା ଟଙ୍କାର ଅଭାବ…
Read More...

ଜିଲ୍ଲାସ୍ତରୀୟ ୮୭ ତମ ଓଡିଶା ଦିବସ ପାଳିତ

ଭବାନୀପାଟଣା : ଓଡିଶାକୁ ଭାଷା ଭିତ୍ତିକ ସ୍ୱତନ୍ତ୍ର ରାଜ୍ୟ ଦାବୀ ନେଇ ୧୯୦୩ ମସିହାରୁ ଆରମ୍ଭ କରାଯାଇଥିବା ଦୀର୍ଘ ୩୩ ବର୍ଷର ସଂଘର୍ଷ ୧ ଏପ୍ରିଲ ୧୯୩୬ ମସିହାରେ ଫଳିଭୁତ ହୋଇଥିଲା। ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ…
Read More...

ଜିଲ୍ଲାସ୍ତରୀୟ ୮୭ ତମ ପୁଲିସ ପ୍ରତିଷ୍ଠା ଦିବସ ପାଳିତ

ଭବାନୀପାଟଣା :  ସ୍ଥାନୀୟ ରିଜର୍ଭ ପୁଲିସ ପଡିଆ ଠାରେ ଏପ୍ରିଲ ୧ ତାରିଖ ଜିଲ୍ଲାସ୍ତରୀୟ ୮୭ ତମ ପୁଲିସ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଅଛି। କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡ. ଶ୍ରବଣ ବିବେକ ଏମ୍.…
Read More...

ବ୍ୟବସାୟୀଙ୍କୁ ମାଡ ମାରି ଟଙ୍କା ଲୁଟ

ଧାମରା : ପରିବା ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଉଥିବା ପରିବା ବ୍ୟବସାୟୀଙ୍କୁ ମାଡମାରି ୮୫ହଜାର ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଲୁଟ ହେବାର ୨ଦିନ ବିତିଯାଇଥିଲେ ମଧ୍ୟ ଏଯାଏଁ ଦୋଷୀ ଗିରଫ ହୋଇ ନାହାଁନ୍ତି।ଅନ୍ୟ…
Read More...

ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଭେଟି ; ଆଉ ୬ ମାସ ମିଳିବ ମାଗଣା ଚାଉଳ

ଭୁବନେଶ୍ୱର : ରାଜ୍ୟରେ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଆଉ ୬ ମାସ ମିଳିବ ମାଗଣା ଅତିରିକ୍ତ ଚାଉଳ। ଆଜି ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଭେଟି ଦେଇଛନ୍ତି। ଆଉ ୬ ମାସ ପାଇଁ ଅବଧି ବଢାଇବାକୁ ଆଜି…
Read More...

ପୁଣି ବଢିଲା ଗ୍ୟାସ୍‍ ଦର ; ସିଲିଣ୍ଡର ପ୍ରତି ୨୫୦ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ : ଦେଶରେ ପୁଣି ବଢିଲା ଗ୍ୟାସ୍‍ ସିଲିଣ୍ଡର ଦର। ସରକାରୀ ତୈଳ କମ୍ପାନୀମାନେ ଆଜି ଠାରୁ ବ୍ୟବସାୟିକ ରୋଷେଇ ଗ୍ୟାସ୍‍ ଦାମ୍‍ ସିଲିଣ୍ଡର ପ୍ରତି ୨୫୦ ଟଙ୍କା ବୃଦ୍ଧି କରିଛନ୍ତି। ୨ ମାସ ମଧ୍ୟରେ ଲଗାତାର ୩୪୬…
Read More...

ଦେଶରେ ହ୍ରାସ ଦୈନିକ ସଂକ୍ରମଣ ; ବୃଦ୍ଧି ଆରୋଗ୍ୟହାର

ନୂଆଦିଲ୍ଲୀ : ଦେଶରେ ଦିନକରେ ଆଉ ୧,୩୩୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୨୫,୭୭୫କୁ ବୃଦ୍ଧି ପାଇଛି। ସେହିପରି ୧,୯୧୮ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ…
Read More...

ରାଜ୍ୟରେ ତଳମୁହାଁ କରୋନା ସଂକ୍ରମଣ ; ଚିହ୍ନଟ ହେଲେ ଆଉ ୨୧ ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଲଗାତାର ଦ୍ରୁତ ଗତି ରେ ହ୍ରାସ ପାଉଛି। ଦିନକରେ ଆଉ ୨୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜନ୍ମରୁ ୧୮ ବର୍ଷ ମଧ୍ୟରେ ୫,ସଙ୍ଗରୋଧରୁ ୧୩, ସ୍ଥାନୀୟ ୮ ଆକ୍ରାନ୍ତ ଚିହ୍ନଟ…
Read More...

ବ୍ଲକ ଅଧ୍ୟକ୍ଷା ସ୍ୱାମୀଙ୍କ ସନ୍ଦେହଜନକ ମୃତ୍ୟୁ

ଗଞ୍ଜାମ : ବ୍ରହ୍ମପୁର ଜଗନ୍ନାଥପ୍ରସାଦ ବ୍ଲକ ଅଧ୍ୟକ୍ଷା ସ୍ୱାମୀଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଥିବା ନେଇ ଖବର ମିଳିଛି। ବ୍ଲକ ଅଧ୍ୟକ୍ଷା ଜୟଶ୍ରୀ ସାହୁଙ୍କ ସ୍ୱାମୀ ହିମାଂଶୁ ବାରିକଙ୍କ ମୃତ୍ୟୁ ଘଟିଛି। ଖବର…
Read More...

ଉତ୍କଳ ଦିବସ ଉପଲକ୍ଷେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର : ଆଜି ୮୭ତମ ଉତ୍କଳ ଦିବସ । ବିଭିନ୍ନ ସ୍ଥାନରେ ପାଳନ ହେଉଛି ଉତ୍କଳ ଦିବସ। ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ,ରାଷ୍ଟ୍ରପତି ରାମନାଥ କୋବିନ୍ଦ,ପ୍ରଧାନମନ୍ତ୍ରୀ…
Read More...

ଏକଲବ୍ୟ ମଡେଲ ସ୍କୁଲରେ ଭଙ୍ଗାରୁଜା ଓ ଚୋରି ଅଭିଯୋଗ

ଲାଞ୍ଜିଗଡ଼ : ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ନିକଟସ୍ଥ ଧଅଁରାଭଟାଠାରେ ଥିବା ଏକଲବ୍ୟ ମଡେଲ ସ୍କୁଲରେ ଭଙ୍ଗାରୁଜା ଓ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ସୂଚନାନୁଯାୟୀ, ଧଅଁରାଭଟାସ୍ଥିତ ଏକଲବ୍ୟ ମଡେଲ ସ୍କୁଲରେ…
Read More...

ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ପାଟଣାଗଡ : ତମିଆଁ ଗ୍ରାମର ଜନୈକ ବିଘ୍ନରାଜ ପୁଟେଲ(୫୦)ଙ୍କ ମୃତଦେହ ଗାଁର ମାଳିପଡାଠାରୁ ପ୍ରାୟ ୫୦୦ ମିଟର ଦୂରରେ ଥିବା  ଏକ ନାଳ ହିଡ ମାଟିତଳୁ ଉଦ୍ଧାର କରାଯାଇଥିବା ଜଣାଯାଇଛି। ଶରୀରରେ ଅନେକ କ୍ଷତ ଦାଗ ଥିବା ସହ ଏକ…
Read More...

ତେଲ ଦର ବେଲଗାମ ; ରାଜ୍ୟରେ ବଢିଲା ବସ ଭଡା

ଭୁବନେଶ୍ୱର : ପେଟ୍ରୋଲ ଓ ଡିଜେଲ ଦର ବେଲଗାମ । ପ୍ରତିଦିନ ତେଲ ଦର ବୃଦ୍ଧି ହେଉଛି। ତେଲ ଦର ବଢୁଥିବାରୁ ରାଜ୍ୟରେ ବସ ଭଡା ବଢିଲା। ସାଧାରଣ ଭଡା କିମି ପିଛା ୮୭ରୁ ୯୦ ପଇସାକୁ ବୃଦ୍ଧି ପାଇଛି। ଏକ୍ସପ୍ରେସ ଭଡା କିମି…
Read More...

ପାଣି ବାଲ୍ଟିରେ ଲୁଚି ବସିଥିଲା ମୃତ୍ୟୁ ; ଚାଲିଗଲା ୪ ବର୍ଷ ଶିଶୁର ଜୀବନ

ଭୋପାଳ : ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ସାମାନ୍ୟ ଅସାବଧାନତା ହେତୁ ଏକ ୪ ବର୍ଷ କୋମଳ ଶିଶୁର ଜୀବନ ଚାଲି ଯାଇଛି। ଖେଳୁଥିବା ସମୟରେ ହଠାତ ବୈଦ୍ୟୁତିକ ପାଣି ଗରମ ଯନ୍ତ୍ର ଦ୍ୱାରା ପାଣି ଗରମ ହେଉଥିବା ବାଲ୍ଟିକୁ…
Read More...

ବିଶେଷଜ୍ଞଙ୍କ ମତ ; ଏହି ୩ଟି କାରଣରୁ ହୋଇଥାଏ ମଧୁମେହ ଓ ହୃଦରୋଗ ଜନିତ ସମସ୍ୟା

ବର୍ତ୍ତମାନର ଜୀବନଶୈଳୀ ଓ ଖାଦ୍ୟପେୟ କାରଣରୁ ଅନେକ ସମୟରେ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହେବା ସହ ଅନେକ ରୋଗର କାରଣ ପାଲଟୁଛି। ଆହାର ଠାରୁ ଆରମ୍ଭ କରି ଶାରୀରିକ ଗତିବିଧି ଯାଏଁ ଅନେକ କାରଣରୁ ସ୍ୱାସ୍ଥ୍ୟ ଉପରେ ଏହାର…
Read More...

ଘର ଭିତରେ ଶାଶୁ –ବୋହୂଙ୍କୁ ଗଳାକାଟି ହତ୍ୟା

ବଲାଙ୍ଗୀର : ବଲାଙ୍ଗୀର ତୁଷୁରା ଥାନା ନୂଆପଡାରେ ଗାଁରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ବୋଲି ଆଜି ଖବର ମିଳିଛି। ଘର ଭିତରେ ଶାଶୁ –ବୋହୂଙ୍କୁ ଗଳାକାଟି ହତ୍ୟା କରାଯାଇଛି। ଉଭୟ ଶାଶୁ ଓ ବୋହୂଙ୍କୁ କିଏ ଓ କାହିଁକି…
Read More...

ଚାଲୁ ଥିଲା ବେଆଇନ ଚାଉଳ କାରବାର ; ମିଲ ପରିସରରେ ୧୪୪ ଧାରା ଜାରି

ସଇଁତଳା : ଜିଲ୍ଲା ପ୍ରଶାସନକୁ ଅନ୍ଧାରରେ ରଖି ମିଲ୍‍ ମାଲିକ କରୁଥିଲେ ବେଆଇନ କାରବାର । ଏମିତି ଏକ ଘଟଣାର ପର୍ଦ୍ଦାଫାଶ କରିଛନ୍ତି ଟିଟିଲାଗଡ଼ ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ। ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…
Read More...

ରାଜ୍ୟର ଆର୍ଥିକ ସ୍ଥିତି ନେଇ ସିଏଜି ରିପୋର୍ଟ ଉପସ୍ଥାପିତ

ଭୁବନେଶ୍ୱର : ଚାଲିଛି ବିଧାନସଭା ଅଧିବେଶନ। ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ। ଚାଷୀ,କୃଷକ, ମାନସ ସ୍ୱାଇଁ ହତ୍ୟା ମାମଲା ଆଦି ପ୍ରସଙ୍ଗକୁ ନେଇ ଗୃହ ସରଗରମ ହେବାକୁ ଲାଗିଛି।…
Read More...

ଏଟିଏମ କର୍ମଚାରୀ ପାଲଟିଲେ ଏଟିଏମ ଲୁଟେରା ; ଲୁଟ୍‍ପରେ ପ୍ରମାଣ ନଷ୍ଟ ପାଇଁ ଜାଳିଦେଲେ ମେସିନ୍‍

ଗୋରେଗାଓଁ : ମହାରାଷ୍ଟ୍ରର ଗୋରେଗାଓଁର ବନରାଇ ପୁଲିସ ତିନିଜଣ ଏଟିଏମ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଏସବିଆଇ ଏଟିଏମ ଭେଣ୍ଡିଂ ସେଣ୍ଟରରୁ ଡକାୟତି କରି ପ୍ରମାଣ ନଷ୍ଟ କରିବା ସହ ମେସିନରେ ନିଆଁ ଲଗାଇ…
Read More...

ରାଜ୍ୟରେ ଆଉ ୩୨ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଦ୍ରୁତ ଗତିରେ କରୋନାର ଦୈନିକ ସଂକ୍ରମଣ ହ୍ରାସ ପାଉଛି। ୨୪ ଘଣ୍ଟାରେ ଆଉ ୩୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧୦,ସଙ୍ଗରୋଧରୁ…
Read More...

ଢୁଢେଶ୍ୱରଙ୍କ ବାରୁଣୀ ସ୍ନାନ ପୂଜା : ମହାଦେବଙ୍କୁ ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ଖୁଣ୍ଟା : ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଅଧୀନ ଢୁଢେଶ୍ୱର ଶୈବପୀଠରେ ମହାଦେବଙ୍କ ବାରୁଣୀ ସ୍ନାନ ପୂଜା ଅନୁଷ୍ଠିତ ହୋଇଯାଇଛି। ଏଥର ସହିତ ଲୋକେ ଢୁଢୁଆ ବାରୁଣୀ ମେଳାର ଆନନ୍ଦ ନେଇ ପାରିଛନ୍ତି। କୋଭିଡ ନିୟମ ଯୋଗୁ…
Read More...

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଉପହାର, ଡିଏ ଓ ଡିଆର ୩ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ହୋଇଥିବା କ୍ୟାବିନେଟ୍‍ ବୈଠକରେ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଉପହାର ଦେଇଛନ୍ତି। କ୍ୟାବିନେଟ୍‍ ବୈଠକରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା…
Read More...

ଖରାଦିନିଆ ତ୍ୱଚା ପାଇଁ ……….

ଖରାର ପ୍ରଭାବରେ ଅଧିକ ଝାଳ ନିର୍ଗତ ହେବା କାରଣରୁ ତ୍ୱଚା ରଙ୍ଗ ଉପରେ ମଧ୍ୟ ଏହାର ପ୍ରଭାବ ଦେଖାଯାଏ। ବିଶେଷ କରି ଯେଉଁମାନଙ୍କର ତେଲିଆ ତ୍ୱଚା, ଝାଳ ଓ ମୁହଁରୁ ବାହାରୁଥିବା ତେଲ ସଂସ୍ପର୍ଶରେ ଆସି ମୁହଁରେ ଏକ ପ୍ରକାର…
Read More...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଟାଙ୍ଗିଆ ଓ ଧନୁତୀରରେ ଆକ୍ରମଣ , ଜଣେ ଗୁରୁତର 

ଠାକୁରମୁଣ୍ଡା:  ପୂର୍ବ ଶତ୍ରୁତାରୁ ଜଣେ ଵ୍ୟକ୍ତିଙ୍କୁ ଟାଙ୍ଗିଆରେ ଅକ୍ରମଣ ଫଳରେ ସେ ଗୁରୁତର ହୋଇ କଟକ ସ୍ଥାନାନ୍ତର ହୋଇ ଥିବା ଜଣାପଡିଛି । ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ଧାତିକିଡିହା ଗ୍ରାମର କାଠିଆ…
Read More...

ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ; “କାୟାକଳ୍ପ” ପୁରସ୍କାରରେ ରାଜ୍ୟରେ ପଞ୍ଚମ

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ୨୦୨୧-୨୨ବର୍ଷ ପାଇଁ "କାୟାକଳ୍ପ" ପୁରସ୍କାରରେ ରାଜ୍ୟରେ ପଞ୍ଚମ ଓ ଗଜପତି ଜିଲ୍ଲାରେ ପ୍ରଥମ ସ୍ଥାନ ହାସଲ କରିଛି। ସେହିପରି…
Read More...

ସିଆରପିଏଫ ବଙ୍କର ଉପରେ ଆକ୍ରମଣ ଘଟଣା ; ବୁର୍ଖାପିନ୍ଧି ଆକ୍ରମଣ କରିଥିଲେ ମହିଳା ; ତଲାସି ଜାରି

ଜମ୍ମୁ : ଉତ୍ତର କାଶ୍ମୀରର ବାରାମୁଲ୍ଲା ଜିଲ୍ଲାର ସୋପୋର ସହରରେ ବୁର୍ଖା ପିନ୍ଧି ସିଆରପିଏଫ ବଙ୍କର ଉପରେ ଆକ୍ରମଣ କରିଥିବା ମହିଳାଙ୍କ ପରିଚୟ ମିଳିଛି। ସେ ଲଶ୍କର-ଇ-ତାଇବା ସହିତ ଜଡିତ ବୋଲି ଜଣାପଡିଛି । ବୁଧବାର…
Read More...

ଗଞ୍ଜାମ ଏନଏସିରେ ନବନିର୍ବାଚିତ ଅଧ୍ୟକ୍ଷାଙ୍କ ଦାୟିତ୍ୱ ଗ୍ରହଣ

ଗଞ୍ଜାମ: ଗଞ୍ଜାମ ବିଜ୍ଞାପିତ ଅଂଚଳ ପରିଷଦର ନବ ନିର୍ବାଚିତ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଦାୟିତ୍ୱ ନେବା ପରେ ତାଙ୍କୁ ବିଭିନ୍ନ ମହଲରୁ ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି  । ବୁଧବାର…
Read More...

ଏମଆରଏସଏଏମର ଦୁଇ ରାଉଣ୍ଡ ସଫଳ ପରୀକ୍ଷଣ

ବାଲେଶ୍ୱର: ଏମଆରଏସଏଏମ (MRSAM)ର ଦୁଇ ରାଉଣ୍ଡ ସଫଳ ପରୀକ୍ଷଣ କରାଯାଇଛି । ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ସ୍ଥଳଭାଗରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର MRSAMର…
Read More...

ଧାମନଗର ମହାବିଦ୍ୟାଳୟର ବାର୍ଷିକ ଉତ୍ସବ

ଦୋବଲ : ଧାମନଗର ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। କଲେଜର ଅଧ୍ୟାପକ ପବିତ୍ର ପାଣିଗ୍ରାହୀଙ୍କ ପୌରହିତରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥୀ ଭାବେ ଜ୍ଞାନ ହୋତା, ସମ୍ମାନନୀୟ ଅତିଥି ଭାବେ ଧାମନଗର…
Read More...

ଫିରୋଜାବାଦରେ ଦୁର୍ଘଟଣା ; କଣ୍ଟେନର-ଜିପ୍‍ ଧକ୍କା,୫ ମୃତ

ଫିରୋଜାବାଦ : ଉତ୍ତରପ୍ରଦେଶର ଫିରୋଜାବାଦରେ ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଥିବା ନେଇ ବୁଧବାର ଖବର ମିଳିଛି। ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ…
Read More...

ସ୍ତ୍ରୀକୁ ପୋଡି ହତ୍ୟା କଲା ସ୍ୱାମୀ !

ସମ୍ବଲପୁର : ସମ୍ବଲପୁର ଜିଲା କୁଚିଣ୍ଡା ମହୁଲପାଲି ଥାନା ଖଟାଟାଙ୍ଗର ଗାଁରେ ଏକ ହତ୍ୟା ଘଟଣା ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି। ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ କିରାସିନି ଢାଳି ପୋଡି ହତ୍ୟା କରିଥିବା ନେଇ ଅଭିଯୋଗ…
Read More...

ଦେଶରେ ଦିନକରେ ୧,୨୩୩ ନୂଆ ସଂକ୍ରମିତ ; ଆରୋଗ୍ୟ ହାର ୯୮.୭୫%

ନୂଆଦିଲ୍ଲୀ : ଦେଶରେ କରୋନା ସ୍ରଂକମଣ ଗତକିଛି ଦିନ ମଧ୍ୟରେ ଲଗାତାର ହ୍ରାସ ପାଉଛି। ଦିନକରେ ଆଉ ୧,୨୩୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୦,୨୩,୨୧୫କୁ ବୃଦ୍ଧି ପାଇଛି। ସେହିପରି ଆଉ…
Read More...

ରାଜ୍ୟରେ ତଳମୁହାଁ କରୋନା ସଂକ୍ରମଣ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ତଳମୁହାଁ । ୨୪ ଘଣ୍ଟାରେ ଆଉ ୫୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜନ୍ମରୁ୧୮ ବର୍ଷ ମଧ୍ୟରେ ୧୭,ସଙ୍ଗରୋଧରୁ ୩୫,ସ୍ଥାନୀୟ ୨୪। ଏହାସହ ମୋଟ ଆକ୍ରାନ୍ତଙ୍କ…
Read More...

କନ୍ତପହଁରା ପଞ୍ଚାୟତରେ ଶିଶୁ ସୁରକ୍ଷା କମିଟି ବୈଠକ

ବାଙ୍କୀ : ବାଙ୍କୀ ବ୍ଲକ ଅନ୍ତର୍ଗତ କନ୍ତପହଁରା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଦିନ ଅପରାହ୍ନରେ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ନବ ନିର୍ବାଚିତ ସରପଞ୍ଚ ଗତିକୃଷ୍ଣ…
Read More...

ବାଙ୍କୀ ଏନ.ଏ.ସି ନିର୍ବାଚନରେ ବିଜେଡିର ବିଜୟ ; ମାଣିକ ସାହୁ ହେଲେ ଅଧ୍ୟକ୍ଷା

ବାଙ୍କୀ : ଶନିବାର ଦିନ ସକାଳ ୮ଘଟିକା ସମୟରେ ସ୍ଥାନୀୟ ଚର୍ଚ୍ଚିକା ନୋଡାଲ ପ୍ରାଥମିକ ବିଦ୍ୟାଳୟ ପରିସରରେ ବାଙ୍କୀ ଏନ.ଏ.ସି ପୌର ନିର୍ବାଚନର ଭୋଟ ଗଣତି ପ୍ରକ୍ରୀୟା ଆରମ୍ଭ ହୋଇଥିଲା। ନିର୍ବାଚନ ଅଧିକାରୀ ତଥା ବାଙ୍କୀ…
Read More...

କଣ୍ଟାବାଞ୍ଜି ଏନ. ଏ. ସି ଅଧକ୍ଷ ପଦ ; ବାଜି ମାରିଲେ କଂଗ୍ରେସ ପ୍ରାର୍ଥୀ ବରିୟାମ ସିଂ ସାଲୁଜା

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ଏନ. ଏ. ସି ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ବରିୟାମ ସିଂ ସାଲୁଜା ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡ଼ି ପ୍ରାର୍ଥୀ ବିନୟ ଭୂଷଣ ବିଭାରଙ୍କୁ ୭୯୮ଭୋଟ ବ୍ୟବଧାନରେ ପରାସ୍ତ କରି ବାଜିମାରି…
Read More...

ପୌର ନିର୍ବାଚନର ଫଳାଫଳ ; ଜାଣନ୍ତୁ କେଉଁଠି କାହାର ବାଜିମାତ୍‍

ଭୁବନେଶ୍ୱର : ଆସିସାରିଛି ପୌର ନିର୍ବାଚନର ଫଳାଫଳ। ଗଞ୍ଜାମ ବିଜ୍ଞାପିତ ଅଂଚଳ ପରିଷଦର ସ୍ୱାଧୀନପାର୍ଥୀ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ ହୋଇଛନ୍ତି। ରମ୍ଭା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ହେଲେ ବିଜେପିର ମାନସୀ…
Read More...

ଦେଶରେ ହ୍ରାସ ସଂକ୍ରମଣ ; ବୃଦ୍ଧି ଆରୋଗ୍ୟହାର

ନୂଆଦିଲ୍ଲୀ : ଦେଶରେ ଦିନକରେ ଆଉ ୧ହଜାର ୬୬୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୧୮,୦୩୨କୁ ବୃଦ୍ଧି ପାଇଛି। ଆଉ ୨,୩୪୯ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ…
Read More...

ସରିଲା ପୌର ନିର୍ବାଚନ, ମାଲକାନଗିରିରେ ବିଜେଡି, ବାଲିମେଳାରେ ବିଜେପି ବିଜୟୀ 

ମାଲକାନଗିରି : ବହୁ ଚର୍ଚିତ ମାଲକାନଗିରି ପୌର ପରିଷଦ ନିର୍ବାଚନକୁ ନେଇ ସମସ୍ତ ରାଜନୈତିକ ଦଳର କଳ୍ପନା ଜଳ୍ପନାର ଅନ୍ତ ଘଟିଛିା ମାଲକାନଗିରି ପୌର ପରିଷଦରେ ବିଜେଡି ବିଜୟ ଲାଭ କରିଥିଲା ବେଳେ ବାଲିମେଳା ବିଜ୍ଞାପିତ…
Read More...

୫୦-୬୦ ବର୍ଷ ବ୍ୟକ୍ତି ଖାଆନ୍ତୁ ଏହି ଖାଦ୍ୟ

ବୟସ ଅନୁଯାୟୀ ସଭିଏଁ ନିଜ ଖାଦ୍ୟ ପ୍ରତି ସଚେତନ ହେବା ସହ କେତେ ପରିମାଣରେ ଓ କେଉଁ କେଉଁ ଖାଦ୍ୟ ଖାଇବା ଆବଶ୍ୟକ,ତାହା ମଧ୍ୟ ଜାଣିବା ଉଚିତ। ବୟସ ବଢିବା ସହ ଧିରେ ଧିରେ ଶରୀର ଦୁର୍ବଳ ହେବା ସହ କିଛି ରୋଗ ହେବାର ମଧ୍ୟ…
Read More...

ଆଧାର ସହ ଲିଙ୍କ ହେବ ଭୋଟର କାର୍ଡ – କେନ୍ଦ୍ର ଆଇନ ମନ୍ତ୍ରୀ

ନୂଆଦିଲ୍ଲୀ : କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଶୁକ୍ରବାର ସଂସଦରେ କହିଛନ୍ତି,ସରକାର ନକଲି ଭୋଟକୁ ରୋକିବା ପାଇଁ ଆଧାରକୁ ଭୋଟର କାର୍ଡ ସହ ଲିଙ୍କ୍‍ କରିବା ପାଇଁ ବିଚାର କରାଯାଉଛି। ‘ଏକ ରାଷ୍ଟ୍ର,ଏକ ମତଦାତା…
Read More...

ଯୋଗୀ ସରକାରଙ୍କ ବଡ ନିଷ୍ପତ୍ତି ; ୩ ମାସ ଯାଏଁ ମିଳିବ ମାଗଣା ରାସନ,ତେଲ

ଲଖନଉ : ଉତ୍ତରପ୍ରଦେଶରେ ଲଗାତାର ୨ୟ ଥର ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଶପଥ ନେଇ ଐତିହାସିକ ବିଜୟ ହାସଲ କରିଛନ୍ତି ଯୋଗୀ ଆଦିତ୍ୟ ନାଥ। ଆଜି ହେଉଥିବା ପ୍ରଥମ କ୍ୟାବିନେଟ୍‍ ବୈଠକରେ ବଡଧରଣର ନିଷ୍ପତ୍ତି ନେଇଛନ୍ତି। କରୋନା…
Read More...

ରାଜ୍ୟରେ ଆଉ ୪୩ ନୂଆ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଆଉ ୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧୩,ସଙ୍ଗରୋଧରୁ ୨୬,ସ୍ଥାନୀୟ ୧୭। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୭,୪୨୧କୁ…
Read More...

ରତାଗଡ ଓ କଦଳୀବାଡି ପଞ୍ଚାୟତରେ ପିଲାଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ

ବାଙ୍କୀ : ଶୁକ୍ରବାର ଦିନ ପୂର୍ବାହ୍ନରେ ବାଙ୍କୀ ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟର ନିର୍ଦ୍ଦେଶ କ୍ରମେ ପଞ୍ଚାୟତ ସ୍ତରରେ ପିଲାଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ…
Read More...

ବ୍ଲକ ସ୍ତରୀୟ ପିଲାଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ

ବାଙ୍କୀ : ବାଙ୍କୀ ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ପକ୍ଷରୁ ବାଙ୍କୀ ବ୍ଲକ ସ୍ତରୀୟ ପିଲାଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ଦିନ ପୂର୍ବାହ୍ନରେ ବାଙ୍କୀ ବିଡିଓଙ୍କ କାର୍ଯ୍ୟାଳୟ…
Read More...

ପଶ୍ଚିମବଙ୍ଗର ବୀରଭୂମ ହିଂସାର ହେବ ସିବିଆଇ ତଦନ୍ତ – କଲକାତା ହାଇକୋର୍ଟ

କଲକାତା : ପଶ୍ଚିମବଙ୍ଗର ବୀରଭୂମର ହୋଇଥିବା ହିଂସା ଘଟଣାର ହେବ ସିବିଆଇ ତଦନ୍ତ (କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ)। ରାମପୁର ହାଟ ହିଂସା ଘଟଣାର ତଦନ୍ତ ପାଇଁ ସିବିଆଇକୁ ଏନେଇ ଆଜି କଲକାତା ହାଇକୋର୍ଟ ପକ୍ଷରୁ ନିର୍ଦ୍ଦେଶ…
Read More...

ଗୁଳି ଫୁଟି ଥାନା ଅଧିକାରୀଙ୍କ ମୃତ୍ୟୁ

ଗଞ୍ଜାମ :ଗୁଳି ଫୁଟି ଗାଙ୍ଗପୁର ଥାନା ଆଇଆଇସିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଦେବ୍‍ କୁମାର ଗମାଙ୍ଗ। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲା ଆସିକାରେ। ଆସିକା ଡାକ୍ତରଖାନାରେ ଆଇଆଇସିଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି।…
Read More...

ବିଶେଷଜ୍ଞଙ୍କ ମତ ; ରାତିରେ କ୍ଷୀର ସହ ମିଶାଇ ପିଅନ୍ତୁ ଏହି ଜିନିଷ

ରାତି ସମୟରେ କିଛି ଖାଦ୍ୟ ଓ ଅଭ୍ୟାସ ସ୍ୱାସ୍ଥ୍ୟ ଉପରେ ଅନେକ ପ୍ରଭାବ ପକାଇଥାଏ। ତେଣୁ ରାତିରେ ସଠିକ ସମୟରେ ରାତ୍ରି ଭୋଜନ କରିବା ଉଚିତ। ଉତ୍ତମ ନିଦ୍ରାରେ ଶୋଇବା ଉଚିତ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ରାତି ସମୟରେ…
Read More...

ବଜେଟ୍‍ ଅଧିବେଶନ ; ସବୁ କଚ୍ଚାଘରକୁ ପକ୍କା ଘର କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ – ରାଜ୍ୟପାଳ

ଭୁବନେଶ୍ୱର : ଆଜି ଠାରୁ ରାଜ୍ୟ ବିଧାନସଭାର ବଜେଟ୍‍ ଅଧିବେଶନ ଆରମ୍ଭ । ଅଧିବେଶନ ଆରମ୍ଭରେ ରାଜ୍ୟପାଳ ନିଜ ଅଭିଭାଷଣ ଦେଇଛନ୍ତି। ଅଭିଭାଷଣରେ କହିଛନ୍ତି,ବର୍ତ୍ତମାନ ଓଡିଶା ଏକ ବିଦ୍ୟୁତ ବଳକା ରାଜ୍ୟ ହୋଇପାରିଛି।…
Read More...

ଦେଶରେ ତଳମୁହାଁ କରୋନା ସଂକ୍ରମଣ

ନୂଆଦିଲ୍ଲୀ : ଦେଶରେ ଦିନକରେ ଆଉ ୧ ହଜାର ୬୮୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୧୬,୩୭୨କୁ ବୃଦ୍ଧି ପାଇଛି। ଆଉ ୨,୪୯୯ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ…
Read More...

ରାଜ୍ୟରେ ୬୦ରେ ସୀମିତ ଦୈନିକ ସଂକ୍ରମଣ

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଆଉ ୫୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧୦, ସଙ୍ଗରୋଧରୁ ୩୨,ସ୍ଥାନୀୟ ୨୩। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୭,୩୭୮କୁ…
Read More...

ବିଧାନସଭା ବଜେଟ୍‍ ଅଧିବେଶନ ; ରାଜ୍ୟପାଳଙ୍କ ଅଭିଭାଷଣ

ଭୁବନେଶ୍ୱର : ବିଧାନସଭାରେ ବଜେଟ୍‍ ଅଧିବେଶନ ଆରମ୍ଭ ସହ ରାଜ୍ୟପାଳ ପ୍ରଫେସର ଗଶେଶୀ ଲାଲ ଅଭିଭାଷଣ ଦେଇଛନ୍ତି। ତାମିଲନାଡୁର କୁନ୍ନୁରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ସିଡିଏସ ବିପିନ ରାୱତଙ୍କ…
Read More...

ରାଜ୍ୟ ବିଧାନସଭାର ବଜେଟ୍‍ ଅଧିବେଶନ ଆରମ୍ଭ

ଭୁବନେଶ୍ୱର : ଆଜି ଠାରୁ ରାଜ୍ୟ ବିଧାନସଭାର ବଜେଟ୍‍ ଅଧିବେଶନ ଆରମ୍ଭ ।ବିଧାନସଭା ପରିସରରେ ବିଜେଡି ବିଧାୟକ ଦଳଙ୍କ ବୈଠକ ଆରମ୍ଭ ହୋଇଛି। ବିଧାନସଭାରେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚି…
Read More...

ମୃତ୍ୟୁଞ୍ଜୟ ହତ୍ୟା ଘଟଣା ; ଗିରଫ ହେଲେ ପାଞ୍ଚ ହତ୍ୟା ଅଭିଯୁକ୍ତ

କୁଆଁପାଳ: କଟକ ଜିଲ୍ଲା ମାହାଙ୍ଗା ଥାନା ଭଦରେଶ୍ୱର ଫାଣ୍ଡି ଗୋପାଳ ପୁର ବେଗୁନିଆପଦା ଗ୍ରାମର ମୃତ୍ୟୁଞ୍ଜୟ ଦାସ ହତ୍ୟା ଘଟଣାରେ ପାଞ୍ଚ ଅଭିଯୁକ୍ତକୁ ଭଦରେଶ୍ୱର ଫାଣ୍ଡି ପୁଲିସ ଗିରଫ କରିଛି। ମୋଟ ଆଠ ଜଣଙ୍କ ନାମରେ…
Read More...

କ୍ଷୀର ସରବତ

ଆବଶ୍ୟକ ସାମଗ୍ରୀ ଫୁଟା କ୍ଷୀର – ୧ ଗ୍ଲାସ କଟା ବାଦାମ – ୪ରୁ ୫ଟି କଟା କିସମିସ – ୪ଟି ଗୁଜୁରାତି ଗୁଣ୍ଡ – ଅଳ୍ପ ବରଫ ଖଣ୍ଡ – ୨ଟି ଖୁଆ – ଅଳ୍ପ ଚିନି – ଆବଶ୍ୟକ ପରିମାଣରେ ପ୍ରସ୍ତୁତି ପ୍ରଣାଳୀ –ଫୁଟା…
Read More...

ଏ ସବୁ ଖାଇଲେ ଦୂର ହୋଇଥାଏ ଶରୀର ଦୁର୍ଗନ୍ଧ

ଅନେକ ସମୟରେ ଖରା ପ୍ରଭାବରେ ପ୍ରବଳ ଝାଳ ନିର୍ଗତ ହୋଇଥାଏ। ଏହାସହ ମଧ୍ୟ ଦୁର୍ଗନ୍ଧ ହୋଇଥାଏ। ତେବେ ଜାଣନ୍ତି କି , ଏପରି କିଛି ଖାଦ୍ୟ ରହିଛି, ଯାହାର ସେବନ କରିବା ଦ୍ୱାରା ଶରୀର ଦୁର୍ଗନ୍ଧ ଜନିତ ସମସ୍ୟା ଦୂର ହୋଇଥାଏ।…
Read More...

କରୋନା ମୃତ୍ୟୁର ସତ୍ୟତା ଯାଞ୍ଚ ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : କରୋନାରେ ମୃତ୍ୟୁବରଣ କରିଥିବା ନେଇ ମିଥ୍ୟା ଦାବି କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଯାଞ୍ଚ କରିବା ନେଇ ସର୍ବୋଚ୍ଚ ନ୍ୟାୟ।ଳୟ କେନ୍ଦ୍ର ସରକାରଙ୍କୁ ଅନୁମତି ଦେଇଛନ୍ତି। ବର୍ତ୍ତମାନ…
Read More...

ଦମ୍ପତିଙ୍କ ଭୋଟ ଦେଇ ଚମ୍ପଟ ଅଜଣା ବ୍ୟକ୍ତି ; ବୁଥରେ ଉତ୍ତେଜନା

ଟିଟିଲାଗଡ଼ :  ଟିଟିଲାଗଡ଼ ପୌର ପରିଷଦର ୨  ନମ୍ବର ୱାର୍ଡର ୪ ନମ୍ବର ବୁଥରେ ଏକ ଦମ୍ପତି ଲକ୍ଷ୍ମଣ ବାଗ ଏବଂ ତାଙ୍କ ଧର୍ମପତ୍ନୀ ଭୋଟ ଦାନ କରିବାକୁ ଆସିଥିବା ବେଳେ ତୁମ ଭୋଟ ଅନ୍ୟ ଜଣେ ଦେଇଛି ବୋଲି ବୁଥରେ ନିୟୋଜିତ…
Read More...

ବୁଥ ସାମ୍ନାରେ ଯୁବକଙ୍କୁ ଛୁରାମାଡ

ଭଦ୍ରକ : ଆଜି ପୌର ନିର୍ବାଚନ ପାଇଁ ମତଦାନ ସକାଳ ୮ଟାରୁ ବିିଭିନ୍ନ ସ୍ଥାନରେ ଆରମ୍ଭ ହୋଇ ସାରିଛି। ଭୋଟର ଯାଇ ମତଦାନ କରୁଛନ୍ତି। ଭଦ୍ରକରେ ମତଦାନ ସମୟରେ ଏକ ଅଭାବନୀୟ ଘଟଣା ଘଟିଥିବା ନେଇ ଖବର ମିଳିଛି। ବୁଥ ସାମ୍ନାରେ…
Read More...

ତୁଷୁରା ଏନଏସିରେ ୧୨ଟା ସୁଦ୍ଧା ୪୩ ପ୍ରତିଶତ ମତଦାନ

ଗୁଡଭେଲା: ତୁଷୁରା ବିଜ୍ଞାପିତ ପରିଷଦରେ ଆଜି ସକାଳ  ୮ଟ।ରୁ ମତଦାନ ଆରମ୍ଭ ହୋଇଥିଲା । ମଧ୍ୟାହ୍ନ ୧୨ ସୁଦ୍ଧା ୪୩ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି ।ଏଥିରେ ୮୨୭୪ ମୋଟ ଭୋଟର୍ ଙ୍କ ମଧ୍ୟରୁ ୧୭୯୪ ଜଣ ପୁରୁଷ ୧୭୮୦…
Read More...

ଚୈତ୍ର ନବରାତ୍ରୀ : କରନ୍ତୁ ନାହିଁ ଏହି ଭୁଲ୍‍

ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ଚୈତ୍ର ମାସର ଆରମ୍ଭ ହୋଇ ସାରିଛି। ଚୈତ୍ର ମାସରେ ମୁଖ୍ୟ ପର୍ବ ହେଉଛି ଚୈତ୍ର ନବରାତ୍ରୀ। ଏହାକୁ ସାରା ଦେଶରେ ଧୂମଧାମ ସହ ବେଶ ନୀତିନିୟମରେ ପାଳନ କରାଯାଏ। ଚଳିତ ବର୍ଷ ଚୈତ୍ର ନବରାତ୍ରୀ…
Read More...

ପାକିସ୍ତାନ ; ହିନ୍ଦୁ ଯୁବତୀକୁ ହତ୍ୟା କରିଥିବା ଯୁବକ ଗିରଫ

କରାଚୀ : ପାକିସ୍ତାନର ଦକ୍ଷିଣ ସିନ୍ଧ ପ୍ରାନ୍ତରେ ଜଣେ ୧୮ ବର୍ଷୀୟ ହିନ୍ଦୁ ଯୁବତୀ ଅପହରଣର ବିରୋଧ କରିବାରୁ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ହତ୍ୟା କରିଥିବା ଅଭିଯୁକ୍ତକୁ ଗିରଫ କରାଯାଇଛି। ସୋମବାର…
Read More...

ରାଜ୍ୟରେ ହ୍ରାସ ଦୈନିକ ସଂକ୍ରମଣ

ଭୁବନେଶ୍ୱର : ରାଜ୍ୟରେ ଲଗାତାର ଭାବେ କରୋନା ସଂକ୍ରମଣ ହ୍ରାସ ପାଉଛି। ରାଜ୍ୟରେ ଆଉ ୩୮ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୯,ସଙ୍ଗରୋଧରୁ ୨୩, ସ୍ଥାନୀୟ ୧୫। ଏହାସହ ମୋଟ…
Read More...

ପୁରଦିଆ କାକୁଡି

କାକୁଡି ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ବିଶେଷ କରି ଖରାଦିନେ କାକୁଡି ଖାଇବା ଆବଶ୍ୟକ ବୋଲି କୁହାଯାଏ। ଏଥିରେ ୯୫%ଜଳ ରହିଛି। ଏହାସହ ଭିଟାମିନ ସି, ଭିଟାମିନ କେ, ମ୍ୟାଗ୍ନେସିୟମ, ପୋଟାସିୟମ, ଆଦି ରହିଛି। ଯାହା…
Read More...

ନିର୍ମାଣଧୀନ ନାଳର ପାଚେରୀ ଭାଙ୍ଗି ୩ ଶ୍ରମିକଙ୍କ ମୃତ୍ୟୁ

ଗାଜିଆବାଦ : ଗାଜିଆବାଦର ବିଜୟନଗରର ମିର୍ଜାପୁର ଅଞ୍ଚଳରେ ଏକ ନିର୍ମାଣଧୀନ ନାଳର ପାଚେରୀ ଭାଙ୍ଗି ୩ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ନେଇ ଆଜି ଖବର ମିଳିଛି। ସେଠାରେ ୫ ଜଣ ଶ୍ରମିକ କାମ କରୁଥିବା ବେଳେ ପାଚେରୀ ଭାଙ୍ଗି…
Read More...

ତ୍ୱଚା ପାଇଁ ଗ୍ରୀନ ଟି ଫେସିଆଲ୍‍

ସ୍ୱାସ୍ଥ୍ୟ ପାଇଁ ଗ୍ରୀନ ଟି ଉପକାରୀ। ସେହିଭଳି ତ୍ୱଚା ପାଇଁ ମଧ୍ୟ ଏହା ଖୁବ ଲାଭଦାୟକ। ବିଶେଷ କରି ଯେଉଁମାନଙ୍କର ବ୍ରଣ ଜନିତ ସମସ୍ୟା,ଦାଗ,ତେଲିଆ ତ୍ୱଚା ସେମାନେ ତ୍ୱଚାର ଅଧିକ ଯତ୍ନ ନେବା ଆବଶ୍ୟକ। ତେବେ ଗ୍ରୀନ ଟିର…
Read More...

ମାର୍ଚ୍ଚ ୨୮ରୁ ଖୋଲିବ ଅଙ୍ଗନୱାଡି

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ସହ ରାଜ୍ୟରେ ବିଶ୍ୱ ବିଦ୍ୟାଳୟ,ମହାବିଦ୍ୟାଳୟ,ବିଦ୍ୟାଳୟ ଖୋଲି ସାରିଛି। ମାର୍ଚ୍ଚ ୨୮ ତାରିଖରୁ ରାଜ୍ୟରେ ସମସ୍ତ ଅଙ୍ଗନୱାଡି କେନ୍ଦ୍ର ଖୋଲାଯିବ। ଏନେଇ ସରକାରଙ୍କ ପକ୍ଷରୁ…
Read More...