ରାଜ୍ୟରେ ଆଉ ୪୩ ନୂଆ ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଆଉ ୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧୩,ସଙ୍ଗରୋଧରୁ ୨୬,ସ୍ଥାନୀୟ ୧୭। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୭,୪୨୧କୁ ବୃଦ୍ଧି ପାଇଛି। ମୋଟ ୧୨,୭୭,୮୧୯ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୪୩୧ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
Covid-19 Report For 25th March
New Positive Cases: 43
Of which 0-18 years: 13
In quarantine: 26
Local contacts: 17(Details of local contacts will be shared by concerned District)
1. Balasore: 3
2. Balangir: 1
3. Boudh: 2
4. Cuttack: 1
5. Gajapati: 6
6. Ganjam: 2
7. Jajpur: 3— I & PR Department, Odisha (@IPR_Odisha) March 26, 2022
8. Jharsuguda: 2
9. Kandhamal: 1
10. Kendrapada: 7
11. Khurda: 5
12. Koraput: 1
13. Mayurbhanj: 1
14. Nuapada: 1
15. Sambalpur: 2
16. Sundargarh: 4
17. State Pool: 1New recoveries: 69
Cumulative tested: 30451013
Positive: 1287421
Recovered: 1277819
Active cases: 431— I & PR Department, Odisha (@IPR_Odisha) March 26, 2022
୧୬ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱର ୩, ବଲାଙ୍ଗୀର ୧, ବୌଦ୍ଧ ୨, କଟକ ୧, ଗଜପତି ୬, ଗଞ୍ଜାମ ୨, ଯାଜପୁର ୩, ଝାରସୁଗୁଡା ୨, କନ୍ଧମାଳ ୧, କେନ୍ଦ୍ରାପଡା ୭, ଖୋର୍ଦ୍ଧା ୫, କୋରାପୁଟ ୧, ମୟୁରଭଞ୍ଜ ୧, ନୂଆପଡା ୧, ସମ୍ବଲପୁର ୨, ସୁନ୍ଦରଗଡ ୪, ଷ୍ଟେଟ ପୁଲରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Comments are closed.