www.samajalive.in
Saturday, December 6, 2025
26.1 C
Bhubaneswar

ପୌର ନିର୍ବାଚନ: ବିଭିନ୍ନ ସ୍ଥାନରେ ବିଜେଡି ଆଗୁଆ

ଭୁବନେଶ୍ବର: ଜାରି ରହିଛି ପୌର ନିର୍ବାଚନର ଭୋଟ୍‌ ଗଣତି । ବିଭିନ୍ନ ସ୍ଥାନରେ ଆଗୁଆ ରହିଛି ବିଜେଡି । ପିପିଲି ଏନଏସିର ଦ୍ଵିତୀୟ ରାଉଣ୍ଡ ସୁଦ୍ଧା ବିଜେଡି ୩୦୬ ଖଣ୍ଡ ଭୋଟରେ ଆଗୁଆ ରହିଥିବା ବେଳେ, ପିପିଲିର ୪ଟି ୱାର୍ଡରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ସେହିପରି କଳାହାଣ୍ଡିର ଭବାନୀପାଟଣା ଓ ଧର୍ମଗଡ଼ରେ ମଧ୍ୟ ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି  । ବାସୁଦେବପୁରର ମୁନିସିପାଲିଟିରେ ମଧ୍ୟ ବିଜେଡି ଦମଦାର ପ୍ରଦର୍ଶନ କରୁଛି । ବର୍ତ୍ତମାନର ଗଣତି ଅନୁସାରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି । ପିପିଲରେ ମଧ୍ୟ ବିଜେଡି ଦମ୍‌ଦାର ପ୍ରଦର୍ଶନ କରିଛି ୯ଟି ୱାର୍ଡରୁ ବିଜେଡି ହାତକୁ ଯାଇଛି ୮ଟି ୱାର୍ଡ । ଗୋଟିଏ ୱାର୍ଡରେ ବିଜେପି ଜିତିଛି ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories