ଦୀର୍ଘ ଦୁଇ ବର୍ଷ ପରେ ହଟିବ କରୋନା କଟକଣା ; କେନ୍ଦ୍ର ନିଷ୍ପତ୍ତି

ନୂଆଦିଲ୍ଲୀ : ଦୀର୍ଘ ଦୁଇ ବର୍ଷ ପରେ ମହାମାରୀ କଟକଣା ହଟାଇବାକୁ କେନ୍ଦ୍ର ପକ୍ଷରୁ ବୁଧବାର ନିଷ୍ପତ୍ତି ନିଆଯାଇଛି। ସଂକ୍ରମିତଙ୍କ ସଂଖ୍ୟା, ଦୈନିକ ସଂକ୍ରମଣ ହାର କମିବାରୁ ଏନେଇ ନିଷ୍ପତ୍ତି ନିଆଯାଇଛି। ପରିସ୍ଥିତି…
Read More...

ତାଇପେରେ ୬.୭ ତିବ୍ରତାର ଭୂକମ୍ପ ଝଟକା

ତାଇପେ : ତାଇୱାନର ରାଜଧାନୀ ତାଇପେର ନିକଟରେ ଭାରତୀୟ ସମୟାନୁସାରେ ବିଳମ୍ବିତ ରାତି ୧୧ ଟା ୧୧ ମିନିଟରେ ବଡ ଧରଣର ଭୂକମ୍ପ ଝଟକା ଅନୁଭବ ହୋଇଛି। ଏନସିଏସ ସୂଚନାନୁଯାୟୀ, ଭୂକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୬.୭…
Read More...

ସୁଆଣ୍ଡୋ ଐତିହ୍ୟ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କଲେ ଅତିରିକ୍ତ ଜିଲ୍ଲାପାଳ

ସୁଆଣ୍ଡୋ :  ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମ ମାଟି ସୁଆଣ୍ଡୋ ଐତିହ୍ୟ ପ୍ରକଳ୍ପ ପରିଦର୍ଶନ କରି କାର୍ଯ୍ୟର ସମୀକ୍ଷା କଲେ ପୁରୀ ଜିଲା ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ । ମଙ୍ଗଳବାର ଅପରାହ୍ନରେ…
Read More...

ଦୁଃଖଦ ; ଚକୋଲେଟ୍‍ ଖାଇବା ପରେ ଆଖି ବୁଜିଲେ ୪ ଶିଶୁ

କୁଶୀନଗର : ଚକୋଲେଟ୍‍ ନେଇ ଗଲା ୪ ଶିଶୁଙ୍କ ଜୀବନ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଉତ୍ତରପ୍ରଦେଶର କୁଶୀନଗର ଜିଲାରେ। ଚକୋଲେଟ୍‍ ଖାଇବା ପରେ ୪ ଜଣଙ୍କ ଶିଶୁଙ୍କୁ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି। ଚକୋଲେଟ୍‍ ରେ…
Read More...

ଗୋଦାମରେ ଭୀଷଣ ଅଗ୍ନିକାଣ୍ଡ ; ଶୋଇଥିବା ସମୟରେ ଚାଲିଗଲା ୧୧ ଶ୍ରମିକଙ୍କ ଜୀବନ

ହାଇଦ୍ରାବାଦ : ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦର ଭୋଇଗୁଡା ସ୍ଥିତ କବାଡି ଗୋଦାମରେ ଭୀଷଣ ଅଗ୍ନିକାଣ୍ଡ ଘଟିଥିବା ନେଇ ବୁଧବାର ଜଣାପଡିଛି। ଏଥିରେ ୧୧ ଜଣ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇଛନ୍ତି। ମୃତକ ସମସ୍ତ ଶ୍ରମିକ…
Read More...

ଥରେ ପ୍ରସ୍ତୁତ କରନ୍ତୁ ଆଚାରୀ ମ୍ୟାଗି

ମ୍ୟାଗି ଖାଇବା ସଭିଁଙ୍କୁ ବେଶ ପସନ୍ଦ। ଏହାକୁ ବିଭିନ୍ନ ଉପାୟରେ ପ୍ରସ୍ତୁତ କରାଯାଏ। ତେବେ ଜାଣନ୍ତୁ ଏକ ଭିନ୍ନ ଶୈଳୀରେ ମ୍ୟାଗି ପ୍ରସ୍ତୁତ କରିବେ କିଭଳି। ଆବଶ୍ୟକ ସାମଗ୍ରୀ ମ୍ୟାଗି – ୨ ପ୍ୟାକେଟ୍‍ କଟା ପିଆଜ –…
Read More...

ପତ୍ନୀ ରାନ୍ଧିଲେନି ମଟନ ତରକାରୀ ; ସ୍ୱାମୀ ଏମିତି କାର୍ଯ୍ୟ କଲେ, ବାନ୍ଧିନେଲା ପୁଲିସ

ହାଇଦ୍ରାବାଦ : ଅନେକ ଲୋକଙ୍କୁ ଆମିଷ ଖାଇବା ବେଶ ପସନ୍ଦ। ଆମିଷ ମଧ୍ୟରେ ମଟନ ମଧ୍ୟ ଅନେକଙ୍କୁ ଖୁବ ପ୍ରିୟ। କିଛି ଲୋକେ ପସନ୍ଦ ଅନୁଯାୟୀ ଖାଦ୍ୟ ନମିଳିଲେ ସେମାନେ କିଛି ପାଗଳାପି କରିଥାଆନ୍ତି। ସେଭଳି ଏକ ଘଟଣା ଘଟିଛି…
Read More...

ଓଭେନରେ ଦୁଇ ମାସ ଶିଶୁର ମୃତଦେହ ; ତଣ୍ଟିଚିପି ହତ୍ୟା କରି ଲୁଚାଇଥିଲା ମାଆ

ନୂଆଦିଲ୍ଲୀ : ଆପଣ ଏପରି ଶୁଣିଥିବେ ପୁଅ ସନ୍ତାନ ଆଶାରେ ଅନେକ ଏକାଧିକ ଶିଶୁ କନ୍ୟା ମଧ୍ୟ ଜନ୍ମ ଦେଇଥାଆନ୍ତି। ମାତ୍ର ପ୍ରଥମ ସନ୍ତାନ ପୁତ୍ର ହେବା ପରେ ଦ୍ୱିତୀୟ ସନ୍ତାନ ମଧ୍ୟ ପୁତ୍ର ଇଚ୍ଛା କରୁଥିବା ମାଆ,ପୁତ୍ର…
Read More...

ଏସଟିଏଫ ଚଢାଉ ; ଗଞ୍ଜେଇ ଜବତ,ଦୁଇ ଗିରଫ

ଭୁବନେଶ୍ୱର : ପୁଣି ଧରା ହେଲେ ଦୁଇ ଗଞ୍ଜେଇ ଚାଲାଣକାରୀ। ଅନୁଗୁଳ କିଶୋରନଗର ବାଙ୍କପଲାଶା ଅଞ୍ଚଳରୁ ଏସଟିଏଫ ଟିମ ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିଛି ବୋଲି ଆଜି ଖବର ମିଳିଛି। ଗିରଫ ଦୁଇ ଜଣ ହେଲେ ସୁଶାନ୍ତ…
Read More...

ବିଜେପି ପ୍ରବକ୍ତା ବିରଞ୍ଚି ନାରାୟଣ ତ୍ରିପାଠୀଙ୍କ ଗାଡି କାଚକୁ ଭାଙ୍ଗିଲେ ଦୁର୍ବୃତ୍ତ

କନ୍ଧମାଳ  : କନ୍ଧମାଳ ଜିଲା ବିଜେପି ପ୍ରଭାରୀ ତଥା ରାଜ୍ୟ ବିଜେପି ପ୍ରବକ୍ତା ବିରଞ୍ଚି ନାରାୟଣ ତ୍ରିପାଠୀଙ୍କ ଗାଡିକୁ ଦୁର୍ବୃତ୍ତ ମାନେ ଭାଙ୍ଗିଥିବା ନେଇ ଅଭିଯୋଗ ହୋଇଛି। ଶ୍ରୀ ତ୍ରିପାଠୀ କନ୍ଧମାଳ ଜିଲା ଫୁଲବାଣୀରେ…
Read More...

ଦୁଇ ବାଇକ ମୁହାଁମୁହିଁ  ଧକ୍କା ,ଦୁଇ ଗୁରୁତର

ଗୁଡଭେଲା : ତୁଷୁରା ଥାନା ବ୍ଳକ ଅନ୍ତର୍ଗତ ଚାଣ୍ଟିପଦର ଶିବ ମନ୍ଦିର ପାଖରେ ଥିବା ବୁଲାଣିରେ ଏକ ସଡକ ଦୁର୍ଘଟଣା ଘଟିଛି। ଦୁଇ ବାଇକ ମୁହାଁମୁହିଁ  ଧକ୍କା ହେବା ଫଳରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ବ୍ୟକ୍ତି…
Read More...

ସିକୋରେ ମାଙ୍କଡ଼ ଉପଦ୍ରବ ; ମାଙ୍କଡ଼ କାମୁଡ଼ାରେ ଶିକ୍ଷୟତ୍ରୀ ଆହତ 

ବେଗୁନିଆ  : ବେଗୁନିଆ ବ୍ଲକ ଅନ୍ତର୍ଗତ ସିକୋ ଗ୍ରାମରେ ଗତ କିଛି ବର୍ଷ ହେଲା ମାଙ୍କଡ଼ ମାନଙ୍କ ଉପଦ୍ରବ ବୃଦ୍ଧି ପାଇଛି ।ସେମାନଙ୍କ ଉପଦ୍ରବରେ ଲୋକମାନେ ବିଭିନ୍ନ ବାଟରେ କ୍ଷୟକ୍ଷତିର ସମ୍ମୁଖୀନ ହେଉଥିବାବେଳେ ମାଙ୍କଡ଼…
Read More...

ରାଜ୍ୟସ୍ତରୀୟ ସଂକୀର୍ତ୍ତନ ମହୋତ୍ସବ ଉଦଯାପିତ 

ବେଗୁନିଆ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଭୋଗଡା ଗ୍ରାମରେ ଓଡିଶୀ ସଂକୀର୍ତ୍ତନ କମିଟି ଆନୁକୂଲ୍ୟରେ ଗତ ୩ ଦିନ ବ୍ୟାପି ଚାଲିଥିବା ୧୯ତମ ରାଜ୍ୟ ସ୍ତରୀୟ ସଂକୀର୍ତ୍ତନ ମହୋତ୍ସବ ଆଜି ଉଦଯାପିତ ହୋଇଯାଇଛି ।…
Read More...

ଦେଶରେ ନୂଆ ଆକ୍ରାନ୍ତ ୧ ହଜାର ୫୮୧ ; ମୃତ ୩୩

ନୂଆଦିଲ୍ଲୀ : ଦେଶରେ ଦିନକରେ ଆଉ ୧ ହଜାର ୫୮୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୧୦,୯୭୧କୁ ବୃଦ୍ଧି ପାଇଛି। ସେହିପରି ଆଉ ୨ ହଜାର ୭୪୧ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ…
Read More...

ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍‍ ; ୩୨ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଦ୍ରୁତ ଗତିରେ କରୋନା ସଂକ୍ରମଣ ହ୍ରାସ ପାଉଛି। ୨୪ ଘଣ୍ଟାରେ ଆଉ ୩୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୬, ସଙ୍ଗରୋଧରୁ ୧୯,ସ୍ଥାନୀୟ ୧୩। ମୋଟ…
Read More...

ମଧୁମେହ ଓ ରକ୍ତଚାପ ରୋଗୀ : ଫଳ , ଜୁସ, ଖୀର, ସରବତ, ଦହି ପିଅନ୍ତୁ

ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜର ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ବିଶେଷ କରି ମଧୁମେହ ଓ ରକ୍ତଚାପ ରୋଗୀଙ୍କୁ ନିଜର ଅଧିକ ଯତ୍ନ ନେବା ଆବଶ୍ୟକ। ଖରାଦିନରେ ରକ୍ତଚାପ ବଢିବାର ଆଶଙ୍କା ଅଧିକ ରହିଥାଏ। ତେବେ…
Read More...

ଓଠ ପାଇଁ ବ୍ୟବହାର କରନ୍ତୁ ମହୁ,ତେଲ

ଗୋଲାପି ଓଠ ସଭିଁଙ୍କୁ ବେଶ ପସନ୍ଦ। ବର୍ତ୍ତମାନର ଜୀବନଶୈଳୀ ଓ ଖାଦ୍ୟପେୟ କାରଣରୁ ଓଠ କଳାପଡିଥାଏ। ଏହାସହ ଓଠ ଶୁଖିଥାଏ। ତେବେ ଜାଣନ୍ତୁ କିଭଳି ଓଠର ଯତ୍ନ ନେବେ। ଜାଣନ୍ତୁ.... ୨ ଚାମଚ ଚିନି ନିଅନ୍ତୁ। ଏକ ଚାମଚ…
Read More...

ଦିଲ୍ଲୀରୁ ଦୋହା ଯାଉଥିବା ବିମାନକୁ ପାକିସ୍ତାନରେ କରାଗଲା ଜରୁରୀ ଅବତରଣ

ନୂଆଦିଲ୍ଲୀ : ଦିଲ୍ଲୀରୁ ଦୋହା ଯାଉଥିବା କତର ଏୟାରୱେଜର ବିମାନରେ ସୋମବାର ଏକ ବଡ ଧରଣର ଅଘଟଣ ଘଟିଥିବା ନେଇ ଖବର ମିଳିଛି। ଉଡାଣ ସମୟରେ ଏହି ବିମାନରୁ ହଠାତ୍‍ ଧୂଆଁ ବାହାରିବାରେ ଲାଗିଥିଲା। ଫଳରେ ଏହାକୁ ପାକିସ୍ତାନର…
Read More...

ଲାଞ୍ଜିଗଡ଼ ନୋଡାଲ ସ୍କୁଲରେ ୧୨ ରୁ ୧୪ ବର୍ଷ ପିଲାଙ୍କୁ କରୋନା ଟିକା 

ଲାଞ୍ଜିଗଡ଼ : କରୋନା ଯୋଗୁଁ ଦୀର୍ଘ ଦୁଇ ବର୍ଷ ସ୍କୁଲ ସବୁ ବନ୍ଦ ରହିଥିବା ବେଳେ ବର୍ତ୍ତମାନ ସ୍କୁଲ ସବୁ ଖୋଲି କ୍ଲାସ ଆରମ୍ଭ ହେଲାଣି । ଏଥିପାଇଁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।ସୁରକ୍ଷା…
Read More...

ଯୁବକଙ୍କ ମରଣାନ୍ତକ ଆକ୍ରମଣରେ ୩ ମୃତ

ଗାଜିଆବାଦ : ଉତ୍ତରପ୍ରଦେଶର ବୁଲନ୍ଦଶହର ଜିଲାରେ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଖାନପୁର ଥାନା ଅଞ୍ଚଳରେ ଜଣେ ଯୁବକ ଗାଁର ପ୍ରାୟ ୧୦ ଜଣଙ୍କୁ ମାରାଣାସ୍ତ୍ରରେ ଆକ୍ରମଣ କରିଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ…
Read More...

କବି ହେମନ୍ତ ଦାଶଙ୍କୁ ରାଜ୍ୟସ୍ତରୀୟ ଶିକ୍ଷାଜ୍ୟୋତି ସମ୍ମାନ-୨୦୨୨

ଗୁଡଭେଲା : ୪୫ ତମ ରାଜ୍ୟସ୍ତରୀୟ କବି ଲେଖକ, କଳାକାର ସମାବେଶ ତଥା ସାରସ୍ବତ ସମ୍ବର୍ଦ୍ଧନା ସମାରୋହ ୨୦୨୨ କଟକସ୍ଥିତ  କର୍ମବୀର ଗୌରୀଶଙ୍କର ଟାଉନହଲ ଠାରେ ଗତ ୨୦ ମାର୍ଚ୍ଚ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ…
Read More...

ବନ୍ଦ ଥିବା ସ୍କୁଲ ଖୋଲିବା ପାଇଁ ଅଭିଭାବକଙ୍କ ଦାବି 

ଗୁଡ଼ଭେଲା : ଗୁଡ଼ଭେଲା ବ୍ଳକ ବିରାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କଲୋନୀପଡା ପ୍ରାଥମିକ ବିଦ୍ୟାଳୟ ପୁଣିଥରେ ଖୋଲିବାକୁ ଅଭିଭାବକଙ୍କ  ଦାବି ହୋଇଛି । ସୂଚନାଯୋଗ୍ୟ ଯେ , ସରକାରଙ୍କ ନିୟମ ଅନୁସାରେ ୨୦୨୦ ମସିହାରେ ୧୫ରୁ…
Read More...

ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ହତ୍ୟା ପାଇଁ ଦିଆଯାଇଥିଲା ସୁପାରୀ

ପୁରୀ: ଧୀରେଧୀରେ ଶ୍ରୀ ମନ୍ଦିର ସେବାୟତଙ୍କ ହତ୍ୟା ଉପରୁ ହଟୁଛି ପରଦା ।  କାଳିଆ ଓରଫ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳିକରି ହତ୍ୟା କରାଯିବା ଘଟଣାରେ ପୁରୀ ଏସପି ଚାଞ୍ଚଲ୍ୟକର ପ୍ରତିକ୍ରିୟା ରଖିଛନ୍ତି ।  ଆଜି ଏନେଇ…
Read More...

ଖାଇକୁ ଖସିଲା ଟ୍ରକ ; ଦୁଇ ମୃତ

ଡେରାଡୁନ : ଯମୁନୋତ୍ରୀ ହାଇୱେ ନିକଟରେ ଡାମଟାରୁ ନୌଗାଁ ଆଡକୁ ରିଖାଉ ଖଡ୍‍ଡ ନିକଟରେ ଏକ ଟ୍ରକ ଖାଇରେ ଓଲଟି ପଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଗାଡିରେ ୧୧ ଜଣ ଲୋକେ ଥିଲେ।…
Read More...

ରାଶି ଅନୁଯାୟୀ ଖେଳନ୍ତୁ ରଙ୍ଗ ; ମିଳିବ ଶୁଭଫଳ

ଚଳିତ ବର୍ଷ ମାର୍ଚ୍ଚ ୧୯ରେ ହୋଲି। ତେବେ ହୋଲି ଦିନ ରାଶି ଅନୁଯାୟୀ, ରଙ୍ଗ ଚୟନ କରି ଖେଳିବା ଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ। ମେଷ ରାଶି – ଏହି ରାଶିର ବ୍ୟକ୍ତି ଓ ମହିଳା ଲାଲ ଓ ହଳଦିଆ ରଙ୍ଗ ଖେଳି ହୋଲି…
Read More...

୧୨ରୁ୧୪ ବର୍ଷର ବିଦ୍ୟାର୍ଥୀଙ୍କୁ କୋଭିଡ ଟିକାକରଣ

କଲ୍ୟାଣସିଂହପୁର : ଭାରତ ସରକାରଙ୍କର ନିଷ୍ପତି କ୍ରମେ ରାଜ୍ୟ ସରକାରଙ୍କର ନିର୍ଦ୍ଦେଶ ଅନୁସାରେ ଜିଲା ପ୍ରଶାସନ ପକ୍ଷରୁ ୧୨ରୁ୧୪ ବର୍ଷର ବିଦ୍ୟାର୍ଥୀଙ୍କୁ କୋଭିଡ ଟିକାକରଣ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଛି । ଆଜି…
Read More...

ରମାଦେବୀ ବିଶ୍ୱବିଦ୍ୟାଳୟରୁ ସାଂସ୍କୃତିକ ସମ୍ପର୍କ ଯାତ୍ରା

ଭୁବନେଶ୍ୱର: ଭାରତ ବିଖ୍ୟାତ ଶିଳ୍ପଗ୍ରାମ ପୁରୀ ଜିଲାର ରଘୁରାଜପୁରକୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଜେଣ୍ଡର ଷ୍ଟଡି ଓ ସୋସିଓଲୋଜି ବିଭାଗର ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକାମାନେ ସୋମବାର ସାଂସ୍କୃତିକ ସମ୍ପର୍କ…
Read More...

ଜାତୀୟ ଟିକାକରଣ ଦିବସ ପାଳିତ

କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଦଭାବନ ଗୃହଠାରେ ଜାତୀୟ ଟିକାକରଣ ଦିବସ ପାଳନ କରାଯାଇଛି । ଏଥିରେ ଅତିରିକ୍ତ ତହସିଲଦାର ଗଣେଶ ଦଳେଇ ମୁଖ୍ୟ ଅତିଥି ଭାବେ ଯୋଗ…
Read More...

ମୃତ ବାରହା ଜବତ

ହରଭଙ୍ଗା; ହରଭଙ୍ଗା ବ୍ଲକ ପୁରୁଣାକଟକ ରେଞ୍ଜ ଅର୍ନ୍ତଗତ ପଲଶାକୁଟୁଣୀ-କମ୍ଭୁନାଥପୁର ଜଙ୍ଗଲ ରାସ୍ତାରୁ ବନବିଭାଗ ଏକ ମୃତ ବାରହା ଜବତ କରିଛି। ସୂଚନା ମତେ ବୁଧବାର ସକାଳୁ ସକାଳୁ ବନବିଭାଗର ଏକ ଟିମ ନିଆଁ ଲିଭାଇବା ପାଇଁ…
Read More...

ଯନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା ; ଅଭିଯୁକ୍ତକୁ ଗିରଫ ଦାବିରେ କଲମଛାଡ ଆନ୍ଦୋଳନ

ହରଭଂଗା: ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକରେ କାର୍ୟ୍ୟରତ ସହକାରୀ ଯନ୍ତ୍ରୀ ସ୍ମୃତି ରଞ୍ଜନ ସେଠିଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଗୁରୁବାର ହରଭଂଗା ବ୍ଲକର ସମସ୍ତ ସରକାରୀ କର୍ମଚାରୀ ଅଭିଯୁକ୍ତଙ୍କ ଗିରଫ ଦାବିରେ…
Read More...

ଏପ୍ରିଲ ୨୮ରୁ ଦ୍ୱାଦଶ ବୋର୍ଡ ପରୀକ୍ଷା

ଭୁବନେଶ୍ୱର : ଆସନ୍ତା ଏପ୍ରିଲ ୨୮ରୁ ହେବ ଦ୍ୱାଦଶ (+୨) ବୋର୍ଡ ପରୀକ୍ଷା। କଳା, ବାଣିଜ୍ୟ,ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ହେବ। ଚଳିତ ବର୍ଷ ପରୀକ୍ଷା ଅଫ୍‍ ଲାଇନରେ ହେବ। ଏନେଇ ବିଭାଗୀୟ ମନ୍ତ୍ରୀ ସ୍ପଷ୍ଟ…
Read More...

ଜାପାନରେ ବଡ ଧରଣର ଭୂକମ୍ପ ; ୪ ମୃତ , ସୁନାମୀ ପାଇଁ ଚେତାବନୀ

ଟୋକିଓ : ଉତ୍ତର ଜାପାନର ଫୁକୁଶିମା ଅଞ୍ଚଳରେ ବୁଧବାର ସନ୍ଧ୍ୟାରେ ବଡ ଧରଣର ଭୂମିକମ୍ପ ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୭.୩ ରେକର୍ଡ କରାଯାଇଛି। ଏହାର କିଛି ସମୟ ପରେ ସୁନାମୀ ନେଇ ଚେତାବନୀ ଜାରି…
Read More...

ଦେଶରେ ହ୍ରାସ ଦୈନିକ ସଂକ୍ରମଣ ; ବୃଦ୍ଧି ଆରୋଗ୍ୟ ହାର

ନୂଆଦିଲ୍ଲୀ : ଦେଶରେ ଦିନକରେ ଆଉ ୨,୫୩୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୦୧,୪୭୭କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଉ ୬୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ…
Read More...

ରାଜ୍ୟରେ ୨୪ ଘଣ୍ଟାରେ ୧୦୫ ନୂଆ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ୧୦୦ ପାର୍‍ ସଂକ୍ରମିତଙ୍କ ସଂଖ୍ୟା। ଗତ କିଛି ଦିନ ଧରି ସଂକ୍ରମିତଙ୍କ ସଂଖ୍ୟା ଶହେରେ ସୀମିତ ରହିଥିବା ବେଳେ ୨୪ଘଣ୍ଟାରେ ଆଉ ୧୦୫ ନୂଆ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି। ସେମାନଙ୍କ…
Read More...

ହୋଲି ପାଇଁ କିଛି ସରଳ ଉପାୟ

ହିନ୍ଦୁ ଧର୍ମରେ ହୋଲି ଏକ ମୁଖ୍ୟ ପର୍ବ ବୋଲି ମାନ୍ୟତା ରହିଛି। ରଙ୍ଗର ପର୍ବ ପ୍ରତ୍ୟେକଙ୍କ  ମୁହଁରେ ହସ ଫୁଟାଇଥାଏ। ଚଳିତ ବର୍ଷ ୧୯ ତାରିଖରେ ହୋଲି। ହୋଲି ପର୍ବ ସଭିଁଙ୍କ ପାଇଁ ପ୍ରେମ ଓ ସୁଖସମୃଦ୍ଧି ଆଣିଥାଏ।…
Read More...

ରାଜଧାନୀରେ ଦିନ ଦ୍ୱିପ୍ରହରେ ଲୁଟେରାଙ୍କ ଆତଙ୍କରାଜ

ଭୁବନେଶ୍ୱର : ରାଜଧାନୀରେ ଦିନ ଦ୍ୱିପ୍ରହରେ ଲୁଟେରାଙ୍କ ଆତଙ୍କରାଜ ଦେଖାଯାଇଛି। ଆଜି ଭୁବନେଶ୍ୱର ଉପକଣ୍ଠ ଯାଆଁଳାରେ ଏକ ଗହଣା ଦୋକାନୀରୁ ଦୁର୍ବୃତ୍ତ ଲୁଟ କରିଛନ୍ତି। ଗହଣା ଦୋକାନରେ ଦୋକାନୀ ଓ କର୍ମଚାରୀଙ୍କୁ କେମିକାଲ…
Read More...

ହୋଲିରେ ଅଜବ ପରମ୍ପରା ; ରଙ୍ଗ ଖେଳି ଗଧରେ ବୁଲନ୍ତି ଜ୍ୱାଇଁ

ନୂଆଦିଲ୍ଲୀ : ହୋଲି ପର୍ବକୁ ଆଉ ଅଳ୍ପ ଦିନ ବାକି। ସାରା ଦେଶରେ ବେଶ ଆନନ୍ଦ ଉଲ୍ଲାସର ସହ ଏହାକୁ ପାଳନ କରାଯାଏ। ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଉପାୟରେ ହୋଲି ଖେଳାଯାଇଥାଏ। ଏହା ହେଉଛି ହୋଲିର ଏକ ବିଶେଷତ୍ୱ। ଏଭଳି…
Read More...

ଅବକାରୀ ଚଢ଼ାଉ ; ଚୋରା ମଦ ସହ ୨ ଗିରଫ

ପାଟଣା : କେନ୍ଦୁଝର ଜିଲ୍ଲା ଅବକାରୀ ଅଧିକ୍ଷକ ସୀତାକାନ୍ତ ମୁଦୁଲିଙ୍କ ନିର୍ଦ୍ଦେଶ କ୍ରମେ ଆଜି ପାଟଣା ଅବକାରୀ ବିଭାଗ ଓ ଭ୍ରାମ୍ୟମାଣ ଅବକାରୀ ବିଭାଗ ମିଳିତ ଭାବେ ତୁରୁମୁଙ୍ଗା ଥାନା ଅଞ୍ଚଳର ହିରାପଶି ଓ କେନ୍ଦେଇପଶି…
Read More...

ପାରିବାରିକ କଳହ ପାଇଁ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ସାନଜାମୁପଶି ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ପାରିବାରିକ କଳହରୁ ଜଣେ ବ୍ୟକ୍ତି ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତ ବ୍ୟକ୍ତି ଗ୍ରାମର ରାଜକିଶୋର ମୁଣ୍ଡା ବୋଲି…
Read More...

ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ କଡା ଆଭିମୁଖ୍ୟ ; ଆଉ ୬ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ବର : ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ରାଜ୍ୟ ସରକାରଙ୍କ ପକ୍ଷରୁ କଡା ଆଭିମୁଖ୍ୟ ଜାରି ରହିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ…
Read More...

ଓଡିଶାକୁ ନାହିଁ ବାତ୍ୟା ଭୟ

ଭୁବନେଶ୍ୱର :ଓଡିଶାକୁ ବାତ୍ୟା ଭୟ  ନାହିଁ। ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର  ଏନେଇ ଆଜି ସୂଚନା ଦେଇଛନ୍ତି। ଓଡିଶା ଉପରେ ବାତ୍ୟାର କୌଣସି ପ୍ରଭାବ…
Read More...

ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ; ତିନି ଆତଙ୍କବାଦୀ ନିହତ

ଜମ୍ମୁ : ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ଏକ ବଡ ସଫଳତା ମିଳିଛି। ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ତିନି ଆତଙ୍କବାଦୀ ନିହତ ହୋଇଛନ୍ତି। ଏହାସହ ଘଟଣାସ୍ଥଳରୁ ଅନେକ ଗୋଳା ବାରୁଦ, ଆପତ୍ତିଜନକ…
Read More...

ଦେଶରେ ଆଉ ୨,୮୭୬ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ଦିନକରେ ଆଉ ୨ ହଜାର ୮୭୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୨୯,୯୮,୯୩୮କୁ ବୃଦ୍ଧି ପାଇଛି। ସେହିପରି ଆଉ ୩,୮୮୪ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା…
Read More...

ଓଡିଶାରେ ତଳକୁ ଖସୁଛି କରୋନା ଗ୍ରାଫ୍‍ ; ଶହେରେ ସୀମିତ ନୂଆ ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍‍। ୨୪ ଘଣ୍ଟାରେ ଆଉ ୮୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧୨,ସଙ୍ଗରୋଧରୁ ୪୫ ଓ ସ୍ଥାନୀୟ ୩୫ ସଂକ୍ରମିତ ଚିହ୍ନଟ…
Read More...

ବୌଦ୍ଧ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ବିଦ୍ୟାଳୟ ପରିଦର୍ଶନ

ହରଭଙ୍ଗା : ନୂତନ ଭାବେ ନିର୍ବାଚିତ ବୌଦ୍ଧ ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରଭାସିନି ଦାସ ଆଜି କମଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ବିଦ୍ୟାଳୟ ତରଫରୁ ପ୍ରଧାନ ଶିକ୍ଷକ ନିର୍ମଳ ରଣା ଫୁଲତୋଡା ,ଉପଢୌକନ…
Read More...

ତ୍ୱଚା ପାଇଁ ପାଉଁରୁଟି

ତ୍ୱଚାର ସୌନ୍ଦର୍ଯ୍ୟ ବଜାୟ ରଖିବା ପାଇଁ ଓ ସଫା କରିବା କିଛି ସରଳ ଉପାୟ ଆପଣାଇବା ନିତାନ୍ତ ଆବଶ୍ୟକ। ଏଥିପାଇଁ ସ୍କ୍ରବ କରିବା ମଧ୍ୟ ଉପକାରୀ। ଘରେ ଥିବା କିଛି ଜିନିଷକୁ ବ୍ୟବହାର କରି ସ୍କ୍ରବ କରିପାରିବେ। ଅଟା ଠାରୁ…
Read More...

ରୁଷ-ୟୁକ୍ରେନ ଯୁଦ୍ଧର କରୁଣ ପରିଣତି ; ଆଖିବୁଜିଲେ ମାଆ,ଗର୍ଭସ୍ଥ ଶିଶୁ

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଆଜି ଯୁଦ୍ଧକୁ ୧୯ ଦିନ ବିତିଛି। କିଭ୍‍ ଓ ଖାରକିଭ୍‍ ଭଳି ସହରକୁ ଅଧିକୃତ କରିବା ପାଇଁ ରୁଷ ପକ୍ଷରୁ ଜାରି ରହିଛି ଦ୍ରୁତ ଆକ୍ରମଣ। ରୁଷ ସବୁଠାରୁ ବଡ ଆକ୍ରମଣ ମାରିୟୁପୋଲ ସହରରେ…
Read More...

ବିଜେପି କାର୍ଯ୍ୟାଳୟ ଉଦଘାଟିତ

ଗଞ୍ଜାମ: ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟିର ନିର୍ବାଚନ କାର୍ଯ୍ୟାଳୟ ଗଞ୍ଜାମ ସହର ସ୍ଥିତ ବଡବଜାର ଠାରେ ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ…
Read More...

୨୪ ଘଣ୍ଟାରେ ଲଘୁଚାପ

ଭୁବନେଶ୍ୱର : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଲଘୁଚାପ। ଭାରତ ମହାସାଗର - ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ। ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ…
Read More...

ବିଜେଡି କାର୍ଯ୍ୟାଳୟ ଶୁଭାରମ୍ଭ କଲେ ବିଧାୟକ

ଗଞ୍ଜାମ: ବିଜ୍ଞାପିତ ଅଞ୍ଚଳ ପରିଷଦର ପୌର ନିର୍ବାଚନ ପାଇଁ ଗଞ୍ଜାମ ବଡ଼ ବଜାରଠାରେ ବିଜେଡି କାର୍ଯ୍ୟାଳୟର ଉଦଘାଟନ ଓ ପ୍ରଚାର ଗାଡି ଶୁଭାରମ୍ଭ କରିଛନ୍ତି ବିଧାୟକ ସୁବାସ ଚନ୍ଦ୍ର ବେହେରା ।  ମୁଖ୍ୟମନ୍ତ୍ରୀଙ୍କ…
Read More...

ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳି ବିନିମୟ ; ଜଣେ ଆତଙ୍କବାଦୀ ନିହତ

ଜମ୍ମୁ : ଜମ୍ମୁ-କାଶ୍ମୀରର ଅବନ୍ତିପୋରା ଜିଲାର ଚାରମୁ ଅଞ୍ଚଳରେ ମଙ୍ଗଳବାର ସକାଳେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିିନିମୟ ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଉକ୍ତ…
Read More...

ବାର୍ଷିକ ଉତ୍ସବ ଓ କ୍ରୀଡ଼ା ଆୟୋଜନ ଦାବିରେ କଲେଜରେ ଉତ୍ତେଜନା

ବ୍ରହ୍ମପୁର: ବର୍ଷିକ ଉତ୍ସବ ଓ ବର୍ଷିକ କ୍ରୀଡା ଆୟୋଜନ ଦାବିରେ ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ ଜୁନିଅର କଲେଜରେ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି । ଶତାଧିକ ଛାତ୍ର ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ଘେରାଉ କରି ଉତ୍ସବ ଆୟୋଜନ…
Read More...

ଦେଶରେ କମୁଛି ଦୈନିକ ସଂକ୍ରମଣ ; ବୃଦ୍ଧି ଆରୋଗ୍ୟ ହାର

ନୂଆଦିଲ୍ଲୀ : ଦେଶରେ ତଳମୁହାଁ କରୋନା ସଂକ୍ରମଣ। ଦିନକରେ ଆଉ ୨,୫୬୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୨୯,୯୬,୦୬୨କୁ ବୃଦ୍ଧି ପାଇଛି। ୨୪ ଘଣ୍ଟାରେ ଆଉ ୪,୭୨୨ ଆକ୍ରାନ୍ତ ସୁସ୍ଥ…
Read More...

ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍‍ ; ନୂଆ ସଂକ୍ରମିତ ୭୮

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ହ୍ରାସ ପାଉଛି। ୨୪ ଘଣ୍ଟାରେ ଆଉ ୭୮ କରୋନା ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୨୦, ସଙ୍ଗରୋଧରୁ ୪୭, ସ୍ଥାନୀୟ ୩୧ ଆକ୍ରାନ୍ତ…
Read More...

ମାଟ୍ରିକ ପରୀକ୍ଷା ନେଇ ମାଧ୍ୟମିକ ବୋର୍ଡ ପକ୍ଷରୁ ବିସ୍ତୃତ ସୂଚନା

ଭୁବନେଶ୍ୱର : ସୋମବାର ମାଟ୍ରିକ ପରୀକ୍ଷା ନେଇ ମାଧ୍ୟମିକ ବୋର୍ଡ ପକ୍ଷରୁ ବିସ୍ତୃତ ସୂଚନା ପ୍ରଦାନ କରାଯାଇଛି। ଏପ୍ରିଲ ୨୯ ରୁ ଆରମ୍ଭ ହୋଇ ମେ’୭ରେ ଶେଷ ହେବ ପରୀକ୍ଷା। ସକାଳ ୮ଟାରୁ ଆରମ୍ଭ ହୋଇ ୨ ଘଣ୍ଟା ଯାଏଁ ପରୀକ୍ଷା…
Read More...

ତଣ୍ଡି ବୋଝେଇ ଟ୍ରାକ୍ଟରରେ ଅଗ୍ନିକାଣ୍ଡ

ବାଙ୍କୀ :  ସୋମବାର ଦିନ ଡମପଡା ବ୍ଲକ ଅନ୍ତର୍ଗତ ଦୁର୍ଗାପୁର ସବରସାହି ନିକଟରେ ଏକ ଟ୍ରାକ୍ଟରରେ ତଣ୍ଡି ବୋଝେଇ ହୋଇ ଯାଉଥିବା ସମୟରେ ଅଗ୍ନିକାଣ୍ଡ ଘଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଖବର ପାଇ ବାଙ୍କୀ ଦମକଳ ବାହିନୀ…
Read More...

ସିବିଏସଇର ଦଶମ ଶ୍ରେଣୀ ଟର୍ମ-୧ ପରୀକ୍ଷା ଫଳ ତ୍ରୁଟି ପ୍ରସଙ୍ଗରେ ଦାବିପତ୍ର ପ୍ରଦାନ

ଭୁବନେଶ୍ୱର :  ସିବିଏସଇର ଦଶମ ଶ୍ରେଣୀ ଟର୍ମ-୧ ପରୀକ୍ଷା ଫଳ ପ୍ରଦାନରେ ଗୁରୁତର ତ୍ରୁଟିକୁ ନେଇଏହି ପ୍ରସଙ୍ଗରେ ଭୁବନେଶ୍ୱର(ଚନ୍ଦ୍ରଶେଖରପୁର)କାର୍ୟ୍ୟାଳୟ ଠାରେ ଆଞ୍ଚଳିକ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।…
Read More...

ଗଳାକାଟି ହୋଟେଲ ମାଲିକଙ୍କୁ ହତ୍ୟା

ବରେଲୀ : ଉତ୍ତରପ୍ରଦେଶ ବରେଲୀ ଫତେହଗଞ୍ଜ ପଶ୍ଚିମ ପୁଲିସ ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ରାଜପଥ କଡରେ ଥିବା ଏକ ହୋଟେଲ ମାଲିକଙ୍କ ଗଳା କାଟି ହତ୍ୟା କରାଯାଇଛି। ସୂଚନା ପାଇବା ପରେ ପୁଲିସ ପହଞ୍ଚି ଘଟଣାର…
Read More...

ପଲସରରେ ଆସି ଲୁଟିଲେ ୮ ଲକ୍ଷ

ରାଉରକେଲା : ରାଉରକେଲା ସେକ୍ଟର -୧୯ ଥାନା ନିକଟରେ ଆଜି ଏକ ବଡ ଧରଣର ଲୁଟ ହୋଇଛି। ପଲସରରେ ଆସି ଦୁର୍ବୃତ୍ତ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ୮ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ପେଟ୍ରୋଲ ପମ୍ପର ଜଣେ କର୍ମଚାରୀଙ୍କ…
Read More...

ବୁଧବାର ଠାରୁ ୧୨ ରୁ ୧୪ ବର୍ଷ ପିଲା ନେବେ କରୋନା ଟିକା

ନୂଆଦିଲ୍ଲୀ : କରୋନା ବିରୁଦ୍ଧରେ ଜାରି ରହିଛି ଲଢେଇ। କରୋନାକୁ ଜିତିବା ପାଇଁ ସମସ୍ତ ନିୟମ ମାନିବା ସହ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି। ପିଲାମାନଙ୍କ ପାଇଁ ଟୀକାକରଣକୁ ଅପେକ୍ଷା କରିଥିବା ଅଭିଭାବକଙ୍କ ପାଇଁ…
Read More...

ନାଇଜର ଛାତରୁ ପଡି ଛାତ୍ରୀ ମୃତ ; ଆତ୍ମହତ୍ୟା ସନ୍ଦେହ

ଖୋର୍ଦ୍ଧା : ସୋମବାର କଲେଜ କ୍ୟାମ୍ପସ ଛାତରୁ ପଡି ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ନାଇଜର କଲେଜ କ୍ୟାମ୍ପସର ଛାତରୁ ପଡି ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ରୀ ଜଣକ ଛତିଶଗଡର ହୋଇଥିବା ବେଳେ ସେ…
Read More...

ଟ୍ରକ ସହ ୫୦୦ କେଜି ଗଞ୍ଜେଇ ଜବତ

ମାଲକାନଗିରି :  ପୁଣି ମାଲକାନଗିରି ଜିଲ୍ଲା ପୁଲିସକୁ ଏକ ବଡ ସଫଳତା ମିଳିଛି । ଟ୍ରକ ସହ ୫୦୦ କେଜି ଗଞ୍ଜେଇ ଜବତ ହୋଇଛି।  ଚିତ୍ରକୋଣ୍ଡା ପୁଲିସ ଗତକାଲି ରାତିରେ ପେଟ୍ରୋଲିଂ (ଯାଞ୍ଚ) କରୁଥିବା ସମୟରେ ଚିତ୍ରକୋଣ୍ଡା…
Read More...

ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ‘ଦି କାଶ୍ମୀର ଫାଇଲ୍ସ’

ମୁମ୍ବଇ :  ମାର୍ଚ୍ଚ ୧୧ରେ ରିଲିଜ୍‍ ହୋଇଥିବା ଚଳଚ୍ଚିତ୍ର '‘ଦି କାଶ୍ମୀର ଫାଇଲ୍ସ' ଏବେ ଦେଶରେ ବେଶ ପ୍ରଶଂସା ସାଉଁଟୁଛି। ଏହା ରିଲିଜ୍ ହେବା ସହିତ ଚଳଚ୍ଚିତ୍ରଟି ଅନେକ ବକ୍ସ ଅଫିସରେ ରେକର୍ଡ ସୃଷ୍ଟି କରିଛି। ଦୀର୍ଘ…
Read More...

ଦୁଇ ପରିଵାର ମଧ୍ୟରେ ମରଣାନ୍ତକ ଆକ୍ରମଣ ; ୪ ଆହତ

ବାଲୁଗାଁ : ଆଜି ସକାଳୁ ବାଣପୁର ଥାନା ଆୟତପୁର ରାଉଳିଆ ସାହିରେ ଏକ ଅଭାବନୀୟ ଘଟଣା ଘଟିଛି । ଦୁଇ ପରିବାର ମଧ୍ୟରେ ପୂର୍ବ ଶତ୍ରୁତାକୁ ନେଇ ଗଣ୍ଡଗୋଳ ହୋଇ ମରଣାନ୍ତକ ଆକ୍ରମଣ ହୋଇଛି। ଗୋଟିଏ ପରିବାରର ଅକ୍ଷୟ ସେଠୀ ଅନ୍ୟ…
Read More...

ନକ୍ସଲଙ୍କ ଆଇଇଡି ବିସ୍ଫୋରଣ ; ଜଣେ ଯବାନ ସହିଦ୍‍

ଛତିଶଗଡ : ଛତିଶଗଡ ନାରାୟଣପୁର ସୋନପୁର ଅଞ୍ଚଳରେ ଆଇଇଡି ବିସ୍ଫୋରଣରେ ଜଣେ ଯବାନ ସହିଦ୍‍ ହୋଇଛନ୍ତି ବୋଲି ଆଜି ଖବର ମିଳିଛି। ନକ୍ସଲଙ୍କ ଆଇଇଡି ବିସ୍ଫୋରଣରେ ଜଣେ ଆଇଟିବିପି ଏଏସଆଇ ସହିଦ୍‍ ହୋଇଛନ୍ତି। ଏହାସହ ଆଉ ଜଣେ…
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବାପା ଓ ଝିଅ ମୃତ

ଅନୁଗୁଳ : ଅନୁଗୁଳର  ଖମାର ଥାନା କଲଣ୍ଡା ଠାରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଚାଲି ଯାଇଛି। ରାସ୍ତାରେ ଯାଉଥିବା ସମୟରେ ବାଇକକୁ ଟ୍ରକ ଧକ୍କା ଦେବାରୁ ଏହି ଦୁର୍ଘଟଣା…
Read More...

ଚତୁର୍ଥ ଥର ସଇଁତଲା ବ୍ଲକ ଅଧ୍ୟକ୍ଷା ହେଲେ ମୋନିକା

ସଇଁତଲା /ବେଲଗାଁ : ସଇଁତଲା ବ୍ଳକରେ କ୍ରମାଗତ ୨୫ ବର୍ଷ ଧରି କଂଗ୍ରେସ ଦଳ ପଞ୍ଚାୟତ ସମିତି ଅଧ୍ୟକ୍ଷ ଆସନ ଦଖଲ କରିଥିବା ବେଳେ ଏଥର ୬ ନମ୍ବର ଥର ମଧ୍ୟ କଂଗ୍ରେସ ଅଧ୍ୟକ୍ଷ ପଦରେ ବିଜୟୀ ହୋଇଛି  । କଂଗ୍ରେସ ଦଳରୁ…
Read More...

ଠିଆ ହୋଇ ଖାଦ୍ୟ ଖାଉଛନ୍ତି କି ?

ଅନେକ ସମୟରେ ଲୋକେ ଠିଆ ହୋଇ ଖାଦ୍ୟ ଖାଇଥାଆନ୍ତି। ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାର। ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଅନେକ ସମୟରେ ଲୋକେ ଏଭଳି ଅଭ୍ୟାସ ଆପଣାଇ ଥାଆନ୍ତି। ଯାହା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ସେଭଳି…
Read More...

ଅମ୍ରିତା କାଡ୍ରାକା ସମିତି ଅଧ୍ୟକ୍ଷା ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ

କଲ୍ୟାଣସିଂହପୁର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୱାର୍ଡ ସଦସ୍ୟ, ସରପଞ୍ଚ, ସମିତି ସଭ୍ୟ ଓ ଦୁଇଟି ଜିଲାପରିଷଦ ପ୍ରାର୍ଥୀ ନିର୍ବାଚିତ ହେବାପରେ ଗତକାଲି ନାଏବ ସରପଞ୍ଚ ନିର୍ବାଚନ କରାଯାଇଥିଲା ।ତାହା ଆଜି ସମିତି…
Read More...

ଟିଟିଲାଗଡ଼ ବ୍ଳକ ଅଧ୍ୟକ୍ଷା ନିର୍ବାଚିତ ହେଲେ ସଂଯୁକ୍ତା

ଟିଟିଲାଗଡ଼ : ଟିଟିଲାଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ ଆଜି ଧାର୍ୟ୍ୟ ମତେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି  । ପୂର୍ବରୁ ମନିଗାଁ ପଞ୍ଚାୟତରୁ ନିର୍ଦ୍ବନ୍ଦରେ ଶାସକ ବିଜେଡ଼ି ଦଳ ସମର୍ଥିତ ସମିତି ସଭ୍ୟ ଭାବରେ…
Read More...

 ପୁରୀ, ଜଗତସିଂହପୁରରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ

ଭୁବନେଶ୍ୱର : ଆଜି ବ୍ଲକ ଅଧ୍ୟକ୍ଷ ନିର୍ବାଚନ। ସକାଳ ସାଢେ ୧୦ଟାରୁ ସାଢେ ୧୧ ଟା ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ ପରେ ସାଢେ ୧୧ଟାରୁ ୧୨ ମଧ୍ୟରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯାଇଛି। ଏହାପରେ ସାଢେ ୧୨ଟା ପରେ ଭୋଟ୍‍।…
Read More...

ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ଯୋଗୀ ଆଦିତ୍ୟନାଥ

ଲଖନଉ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି)ର ଦମ୍‍ଦାର ବିଜୟ ପରେ ଯୋଗୀ ଆଦିତ୍ୟନାଥ ଆସନ୍ତାକାଲି ଦିଲ୍ଲୀ ଗସ୍ତ କରିବେ। ସୂଚନା ଅନୁଯାୟୀ, ଯୋଗୀ ଆଦିତ୍ୟନାଥ ସେଠାରେ…
Read More...

ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ଆସନ ପାଇଁ ଦୁଇ ଜଣଙ୍କ ନାମାଙ୍କନ ପତ୍ର ଦାଖଲ 

ହରଭଙ୍ଗା : ହରଭଙ୍ଗା ବ୍ଳକରେ ଶନିବାର ବ୍ଳକ ଅଧ୍ୟକ୍ଷ ଆସନ ପାଇଁ ନିର୍ବାଚନ ଚାଲିଛି । ବିଜେଡି ପକ୍ଷରୁ ବିଜୟଲକ୍ଷ୍ମୀ ସାହୁ ଏବଂ ବିଜେପି ପକ୍ଷରୁ ସ୍ନେହଳତା ପ୍ରଧାନ ଭଳି ଦୁଇଜଣ ପ୍ରାଥୀ ଅଧ୍ୟକ୍ଷ ଆସନ ପାଇଁ ନାମାଙ୍କନ…
Read More...

କୃଷି ବିଜ୍ଞାନ କେନ୍ଦ୍ର, ପୁରୀର ସପ୍ତଦଶ ବୈଜ୍ଞାନିକ ପରାମର୍ଶଦାତା ମଣ୍ଡଳୀ ବୈଠକ

ସାକ୍ଷୀଗୋପାଳ :  କୃଷି ବିଜ୍ଞାନ କେନ୍ଦ୍ର, ପୁରୀ, ସାକ୍ଷୀଗୋପାଳ ପରିସର ଠାରେ କେନ୍ଦ୍ରର ସପ୍ତଦଶ ବୈଜ୍ଞାନିକ ପରାମର୍ଶଦାତା ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପ୍ରାରମ୍ଭରେ କେନ୍ଦ୍ରର ବରିଷ୍ଠ…
Read More...

ରାଜଧାନୀରେ ଅଗ୍ନିକାଣ୍ଡ ; ୭ ମୃତ, ୩୦ ଘର ପୋଡି ପାଉଁଶ

ନୂଆଦିଲ୍ଲୀ : ଦିଲ୍ଲୀର ଗୋକଲପୁରୀ ଥାନା ଅନ୍ତର୍ଗତ ଗୋକଲପୁର ଗାଁରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୭ ଜଣଙ୍କର ମୃତ୍ୟୁ ଘଟିଛି। ଏହାସହ ୩୦ଟି ଝୁମ୍ପୁଡି ଘର ପୋଡି ପାଉଁଶ ହୋଇ ଯାଇଛି। କେତେକ ଆହତ ମଧ୍ୟ…
Read More...

ବରିଷ୍ଠ ଆଇନଜୀବୀଙ୍କ ଟ୍ରକ ଧକ୍କାରେ ମୃତ୍ୟୁ

ସମ୍ବଲପୁର : ସମ୍ବଲପୁର ସହରର ବରିଷ୍ଠ ଆଇନଜୀବୀ ଉମେଶ ପଧାନଙ୍କ ସର୍ଲ। ଛକରେ ଟ୍ରକ ଧକ୍କାରେ ମୃତ୍ୟୁ ଘଟିଛି।  ପ୍ରତିଦିନ ପରି ଉମେଶ ଆଜି ସକାଳୁ ପ୍ରାତଃ ଭ୍ରମଣରେ ଯାଇଥିବା ସମୟରେ ଟ୍ରକ ଧକ୍କା ଦେବାରୁ ଘଟଣା ସ୍ଥଳରେ…
Read More...

ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍‍ ; ଆଉ ୮୩ ନୂଆ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ହ୍ରାସ ପାଉଛି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ରେ ସୀମିତ ରହିଛି। ୨୪ ଘଣ୍ଟାରେ ଆଉ ୮୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଶୂନରୁ ୧୮ ବର୍ଷ…
Read More...

କେଶ ପାଇଁ ରସୁଣ

ରସୁଣ ପେଷ୍ଟ – ରସୁଣ ପେଷ୍ଟ କେଶ ମୂଳରେ ଲଗାଇ ୨୦ ମିନିଟ ରଖନ୍ତୁ। ଏହାପରେ ଏହାକୁ ଧୋଇ ଦିଅନ୍ତୁ। ଏହା କେଶ ପାଇଁ ଖୁବ ଉତ୍ତମ ଅଟେ। ଏହାକୁ ସପ୍ତାହକୁ ଥରେ ନିଶ୍ଚୟ ଲଗାନ୍ତୁ। ମହୁ ଓ ରସୁଣ – ୨ଚାମଚ ମହୁରେ ୩ ଚାମଚ…
Read More...

ଫିନାଇଲ୍‍ ମିଶା ଖାଦ୍ୟ ଖାଇ ୧୦ ରୁ ଅଧିକ କଲେଜ ଛାତ୍ର ଅସୁସ୍ଥ

ବାଲେଶ୍ୱର : ମେସ୍‍ ରେ ଫିନାଇଲ୍‍ ମିଶା ଖାଦ୍ୟ ଖାଇ କଲେଜ ଛାତ୍ର ଅସୁସ୍ଥ।ଏଭଳି ଘଟଣା ଆଜି ବାଲେଶ୍ୱର ଜିଲାରେ ଘଟିଛି। ରୁପସାରେ ଥିବା ଏକ ଘରୋଇ କଲେଜର ମେସରେ  ଫିନାଇଲ ମିଶା ଖାଦ୍ୟ ଖାଇ ୧୦ରୁ ଅଧିକ ଛାତ୍ର ଅସୁସ୍ଥ…
Read More...

ଏଲ୍ଲାମା ମନ୍ଦିରରେ ଝାମି ଯାତ୍ରା

ଗଞ୍ଜାମ: ଗଞ୍ଜାମ ସହର ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ରହିଥିବା ଏଲ୍ଲାମା ଠାକୁରାଣୀ ମନ୍ଦିର ରେ ଝାମି ଯାତ୍ରା ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମନ୍ଦିରରେ ବଢି ଭୋର ସମୟରୁ ଠାକୁରାଣୀଙ୍କ ସେବକ…
Read More...

ପୋଖରୀରେ ବୁଡି ଭାଇଭଉଣୀଙ୍କ ସଲିଳ ସମାଧି

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲା ରାଜକନିକା ଥାନା ଅନ୍ତର୍ଗତ ଡଙ୍କାରି ଗାଁରେ ଆଜି ଏକ ଅଘଟଣ ଘଟିଛି। ଖେଳୁଥିବା ସମୟରେ ପୋଖରୀରେ ବୁଡି ଭାଇଭଉଣୀଙ୍କ ମୃତ୍ୟୁ ହୋଇଛି। ଉଭୟ ମୃତକ ସମ୍ପର୍କୀୟ ଭାଇ ଭଉଣୀ ହୋଇଥିବା ବେଳେ…
Read More...

ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟରେ ନିରନ୍ତର ଅଭ୍ୟାସ ଅନୁସରଣ ପ୍ରୟୋଗଶାଳା ଅନୁଷ୍ଠିତ

କଣ୍ଟାବାଞ୍ଜି :  ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ଶିକ୍ଷା ସଂଗଠନ, ଉଚ୍ଚଶିକ୍ଷା ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଜିଲ୍ଲା ପ୍ରଭାରୀ ଅଧ୍ୟାପକ ଲୋହିତାକ୍ଷ ଯୋଶୀ ମହାବିଦ୍ୟାଳୟ କୁ ପରିଦର୍ଶନ କରି ମହାବିଦ୍ୟାଳୟରେ ପରିମଳ…
Read More...

ଦନ୍ତାହାତୀ ଆକ୍ରମଣରେ ଦୁଇ ମୃତ

ଢେଙ୍କାନାଳ : ପୁଣି ହାତୀ ଉପଦ୍ରବ ଘଟଣା ସାମ୍ନାକୁ ଆସିଛି। ଢେଙ୍କାନାଳର ୨ଟି ସ୍ଥାନରେ ୨ ଜଣଙ୍କ ଉପରେ ହାତୀ ଆକ୍ରମଣ କରିବାରୁ ସେମାନଙ୍କ ମୃତ୍ୟୁ ହୋଇଛି। ହିନ୍ଦୋଳ ରେଞ୍ଜ ନିମିଧା ଓ ତରକାବେଡା ଗାଁରେ ଦନ୍ତା ହାତୀର…
Read More...

ଭାରତୀୟ ସେନାର ‘ଚିତା’ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଜମ୍ମୁ : ଆଜି ଜମ୍ମୁ-କାଶ୍ମୀରର ଗୁରେଜ୍‍ ସେକ୍ଟର ବରାଉମ୍‍ ଅଞ୍ଚଳରେ ଭାରତୀୟ ସେନାର ‘ଚିତା’ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଉତ୍ତର କାଶ୍ମୀରର ବାନ୍ଦୀପୋରା ଜିଲାର ଗୁରେଜର ତୁଲେଲ ଅଞ୍ଚଳରେ ସେନା ହେଲିକପ୍ଟର…
Read More...

କଣ୍ଟେନର ସଜାଡୁଥିବା ସମୟରେ ଚାଲିଗଲା ୩ ଜୀବନ

ରୀବା : ମଧ୍ୟପ୍ରଦେଶର ରୀବାର ସୋହାଗୀ ପାହାଡ ରାସ୍ତାରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ୩୦ ନମ୍ବର ଜାତୀୟ ରାଜପଥରେ ଖରାପ ହୋଇଥିବା କଣ୍ଟେନରକୁ ମେକାନିକ୍‍ ସଜାଡିବା ସମୟରେ ଦୁର୍ଘଟଣା ଘଟିଛି। ସେହି…
Read More...

୩୭ ଜଣ ଛାତ୍ରଛାତ୍ରୀ ଦେଲେ ପଠାଣିସାମନ୍ତ ମେଧା ବୃତ୍ତିପରୀକ୍ଷା

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଷଷ୍ଠ ଓ ନବମ ଶ୍ରେଣୀର ୩୭ ଜଣ ଛାତ୍ର ଛାତ୍ରୀ ପଠାଣିସାମନ୍ତ ମେଧା ବୃତ୍ତିପରୀକ୍ଷା ଦେଇଥିବା ଜଣାପଡିଛି ।ଏଥିରେ ସମୁଦାୟ ୪୪ ଜଣ…
Read More...

ମାରିୟୁପୋଲରେ ରୁଷ ପକ୍ଷରୁ ଦ୍ରୁତ ଆକ୍ରମଣ

ନୂଆଦିଲ୍ଲୀ : ୟୁକ୍ରେନ ଉପରେ ରୁଷ ପକ୍ଷରୁ ଆକ୍ରମଣ ଜାରି ରହିଛି। ଆଜି ଯୁଦ୍ଧକୁ ୧୬ ଦିନ ବିତିଛି। ବର୍ତ୍ତମାନ ମଧ୍ୟ ଯୁଦ୍ଧର ସମାପ୍ତି ହୋଇ ନାହିଁ। ରୁଷ ପକ୍ଷରୁ ୟୁକ୍ରେନର ଅନେକ ସହର ଉପରେ ବର୍ତ୍ତମାନ ମଧ୍ୟ ଆକ୍ରମଣ…
Read More...

ବ୍ଲକ ଅଧ୍ୟକ୍ଷ ପଦକୁ ନେଇ ଉତ୍ସୁକତା

ହରଭଙ୍ଗା : ଆସନ୍ତା ୧୨ତାରିଖ ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ଆସନ ପାଇଁ ହେବ ନିର୍ବାଚନ। ଅଧ୍ୟକ୍ଷ ଆସନ ପାଇଁ ବିଜେଡି/ବିଜେପି ମଧ୍ୟରେ ଚାଲିଛି କଡା ଟକ୍କର।  ବିଜେପି ପାଖରେ ମ୍ୟାଜିକ୍ ନମ୍ବର ୧୨ ରହିଥିବାବେଳେ ବିଜେଡି ମଧ୍ୟ…
Read More...

ନବରଙ୍ଗପୁର ଫେରିଲେ ୟୁକ୍ରେନରେ ପଢୁଥିବା ଡାକ୍ତରୀ ଛାତ୍ର

ନବରଙ୍ଗପୁର : ବହୁ ଆଶାନେଇ ୟୁକ୍ରେନରେ ଡାକ୍ତରୀ ପାଠ ପଢୁଥିବା ନବରଙ୍ଗପୁର କେଉଟ ସାହିର ନୃସିଂହ ନାଥ ପାତ୍ର ଶେଷରେ ଘରକୁ ଫେରିଛନ୍ତି। ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଭୟାଭୟତାକୁ ନେଇ ପରିବାର ଲୋକ ଆଶଙ୍କାରେ…
Read More...

ବାସିରୁଟିରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ରୁଟି ଫ୍ରାଏ

ବାସି ରୁଟି – ଆବଶ୍ୟକ ପରିମାଣରେ ସିମଲା ଲଙ୍କା – ୨ଟି ଗାଜର – ୧ଟି ବନ୍ଧାକୋବି - ଅଳ୍ପ ପିଆଜ – ୧ଟି ରସୁଣ – ୨ଟି ଅଦା – ଛୋଟ ଖଣ୍ଡେ ଲୁଣ - ଆବଶ୍ୟକ ପରିମାଣରେ ଚିନି - ଅଳ୍ପ ଗୋଲମରିଚ ଗୁଣ୍ଡ - ଅଳ୍ପ…
Read More...

କୋଟିଏରୁ ଅଧିକ ମୂଲ୍ୟର ଧଳାଜହର ଜବତ ; ୩ ଗିରଫ

ଭୁବନେଶ୍ୱର : ପୁଣି ଜବତ ହେଲା ଧଳାଜହର। ଆଜି ଜଟଣୀ ରାଜାବଜାରରେ ଏସଟିଏଫ ଟିମ ଚଢାଉ କରି ପ୍ରାୟ କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ କରିଛି। ସମ୍ପୃକ୍ତ ଘଟଣାରେ କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ୩ ଜଣଙ୍କୁ ଗିରଫ…
Read More...

ଖରାଦିନେ ଲସି ପିଇବାର ଲାଭ

ଖରାଦିନରେ କିଛି ସ୍ୱତନ୍ତ୍ର ପାନୀୟ ପିଇବା ନିତ।ନ୍ତ ଆବଶ୍ୟକ। ଏହାଦ୍ୱାରା ପେଟ ଥଣ୍ଡା ରହିବା ସହ ପେଟ ଜନିତ ବହୁ ସମସ୍ୟା ଦୂର ହୋଇଥାଏ ଖରାଦିନରେ ବିଶେଷ କରି ଦହି ଲସି ଓ  ସରବତ ପିଇବା ଖୁବ ଲାଭଦାୟକ। ଜାଣନ୍ତୁ ଏହାର…
Read More...

ଡେଲଟା,ଓମିକ୍ରନ୍ ସୃଷ୍ଟି କରିଛି ଏକ ନୂତନ ଭୂତାଣୁ

ମୁମ୍ବଇ : ଭାରତ ତଥା ସମଗ୍ର ବିଶ୍ୱରେ କରୋନା ଭୂତାଣୁ ହ୍ରାସ ପାଉଥିବା ହେତୁ ଏହା ସଭିଁଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି। ମାତ୍ର ଏହି ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ନିକଟରେ…
Read More...

ସୁରକ୍ଷାକର୍ମୀ – ଆତଙ୍କବାଦୀ ଗୁଳିବିନିମୟ ; ଜଣେ ଆତଙ୍କୀ ନିହତ

ଶ୍ରୀନଗର : ପୁଲୱାମାର ନୈନା ବଟପୋରାରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଆଜି ଗୁଳିବିନିମୟ ହୋଇଛି। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ବର୍ତ୍ତମାନ ମଧ୍ୟ ଗୁଳିବିନିମୟ ଜାରି ରହିଥିବା ବେଳେ ଉକ୍ତ ସ୍ଥାନରେ…
Read More...

ୟୁକ୍ରେନ ଫେରନ୍ତାଙ୍କୁ ସ୍ଵାଗତ

ନୂଆପଡ଼ା: ୟୁକ୍ରେନରେ ରହି ଡାକ୍ତରୀ ପାଠ ପଢୁଥିବା ନୂଆପଡ଼ା ଜିଲ୍ଲାର ସମସ୍ତ ଛାତ୍ରଛାତ୍ରୀ ସୁରକ୍ଷିତ ଭାବେ ଫେରାଇ ଅଣାଯାଇଛି। ଆଜି ନୂଆପଡ଼ା ବିଜୁ ଜନତା ପରିବାର ପକ୍ଷରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍ଵାଗତ…
Read More...

ନାବାଳକ ମୃତଦେହ ଉଦ୍ଧାର ; ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ପିପିଲି : ପୁରୀ ଭୁବନେଶ୍ୱର ୩୧୬ ନମ୍ବର ଜାତୀୟ ରାଜପଥ ପିପିଲି ଟୋଲ ଗେଟ୍‍ ନିକଟରେ ନାବାଳକଙ୍କ ମୃତଦେହ ରଖି ପରିବାର ଲୋକେ ଆଜି ରାଜପଥ ଅବରୋଧ କରିଛନ୍ତି। ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ଶହ ଶହ ଯାନବାହନ…
Read More...

ଗୁଡଭେଲାରେ ବାଇଗଣ ଚାଷୀଙ୍କୁ ମିଳୁନାହିଁ ଉପଯୁକ୍ତ ଦର

ଗୁଡ଼ଭେଲା :  ଗୁଡ଼ଭେଲା ବ୍ଳକରେ ବାଇଗଣ ଚାଷୀଙ୍କୁ ଉପଯୁକ୍ତ ଦର ମିଳୁ ନ ଥିବା ଅଭିଯୋଗ ହୋଇଛି । କିଲୋ ପିଛା ୩ରୁ ୫ ଟଙ୍କା ଦରରେ ବାଇଗଣ ଏବେ ବଜାରରେ ବିକ୍ରି ହେଉଥିବାରୁ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି । ଏଥିରେ…
Read More...

ଦେଶରେ ଆଉ ୪,୧୮୪ ନୂଆ ଆକ୍ରାନ୍ତ ଚିହ୍ନଟ ; ୧୦୪ ମୃତ

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୂର୍ବ ଅପେକ୍ଷା ଦ୍ରୁତ ଗତିରେ ହ୍ରାସ ପାଉଥିବା ଦେଖାଯାଉଛି। ୨୪ ଘଣ୍ଟାରେ ଆଉ ୪ ହଜାର ୧୮୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ…
Read More...

ମୁହଁ ପାଇଁ କିଛି ସହଜ ଉପାୟ

ଅଲିଭ ଅଏଲ – ତୁଳା ସାହାଯ୍ୟରେ ନିଜ ମୁହଁରେ ଅଲିଭ ଅଏଲ ଲଗାନ୍ତୁ। ଏହା ପରେ ହାତରେ ଧୀରେ ଧୀରେ ମୁହଁକୁ ମାଲିସ କରନ୍ତୁ। ପ୍ରତିଦିନ ଏପରି କଲେ ମୁହଁର ଶୁଷ୍କତା ଦୂର ହୋଇଥାଏ। ନଡ଼ିଆ ତେଲ – ନିୟମିତ ନଡ଼ିଆ ତେଲକୁ ତୁଳାରେ…
Read More...