www.samajalive.in
Saturday, December 6, 2025
15.1 C
Bhubaneswar

ତଣ୍ଡି ବୋଝେଇ ଟ୍ରାକ୍ଟରରେ ଅଗ୍ନିକାଣ୍ଡ

ବାଙ୍କୀ :  ସୋମବାର ଦିନ ଡମପଡା ବ୍ଲକ ଅନ୍ତର୍ଗତ ଦୁର୍ଗାପୁର ସବରସାହି ନିକଟରେ ଏକ ଟ୍ରାକ୍ଟରରେ ତଣ୍ଡି ବୋଝେଇ ହୋଇ ଯାଉଥିବା ସମୟରେ ଅଗ୍ନିକାଣ୍ଡ ଘଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଖବର ପାଇ ବାଙ୍କୀ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ସ୍ଥାନୀୟ ଗ୍ରାମବାସୀଙ୍କ କହିବା ଅନୁଯାୟୀ ରାସ୍ତାରେ ବିଦ୍ୟୁତ୍ ତାର ନଇଁକି ଥିବା ହେତୁ ତାର ସଂସ୍ପର୍ଶରେ ଆସି ତଣ୍ଡିରେ ନିଆଁ ଲାଗିଯାଇଥିଲା। ଦମକଳ ବାହିନୀ ପହଞ୍ଚି ଗାଡିକୁ ବାହାରକୁ ଟାଣି ନେଇ ନିଆଁକୁ ଲିଭାଇବାରେ ସଫଳ ହୋଇଥିବାରୁ ପ୍ରାୟ ୧୦ଲକ୍ଷ ଟଙ୍କାର ଟ୍ରାକ୍ଟରଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇ ନାହିଁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories