Browsing Tag

banki news

ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ବାଙ୍କୀ ବିଧାୟକ

କଳାପଥର(ବାଙ୍କୀ): ବ୍ଲକ ସମ୍ମିଳନୀ କକ୍ଷରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଉପଖଣ୍ଡସ୍ତରୀୟ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏଥିରେ ଉପଖଣ୍ଡସ୍ତରୀୟ ସମସ୍ତ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ ।…
Read More...

ଘର ଖଣ୍ଡେ ପାଇଁ ଲଢୁଛନ୍ତି ଶ୍ରୀନିବାସ

କଳାପଥର(ବାଙ୍କୀ ): ସରକାରଙ୍କ ଆବାସ ଯୋଜନାରେ ପକ୍କା ଘରଟିଏ ପାଇବାରୁ ବଞ୍ଚିତ  ହୋଇଛନ୍ତି ଢଶର ପଞ୍ଚାୟତ ତାରପୁର ଗ୍ରାମର ବରିଷ୍ଠ ନାଗରିକ ଶ୍ରୀନିବାସ ପ୍ରଧାନ ଓ ତାଙ୍କ ପତ୍ନୀ ଚାରି ଦେଈ। ପକ୍କା ଘର ନ ଥିବାରୁ ଦୀର୍ଘ…
Read More...

୬ବର୍ଷ ବିତିଲା, ପିଲାରରେ ଅଟକିଛି କାଳିଗିରି ସେତୁ

କଳାପଥର(ବାଙ୍କୀ): ଆସୁଛି ମୌସୁମୀ ବର୍ଷା। ମହାନଦୀରେ ବନ୍ୟା ଆସିବ। ତଳିଆ ଅଞ୍ଚଳର ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବେ। ଯୋଗାଯୋଗ ବିଚ୍ଛିନ୍ନ ହେବ। ଏହି ବହୁବିଧ ସମସ୍ୟା ବର୍ଷ ବର୍ଷ ଧରି ଲାଗିରହିଥିବା…
Read More...

ପଶ୍ଚିମବାଙ୍କୀ କୃଷକ ପରିଷଦ ସଭାପତିଙ୍କ ମୃତ୍ୟୁ

କଳାପଥର(ବାଙ୍କୀ ): ବୈଦେଶ୍ୱର ପଂଚାୟତ ଅନ୍ତର୍ଗତ ଇଚ୍ଛାପୁର ଗ୍ରାମର ଶିକ୍ଷାବିତ ତଥା ପଶ୍ଚିମବାଙ୍କୀ କୃଷକ ପରିଷଦ ସଭାପତି ତ୍ରିଲୋଚନ ମଲ୍ଲିକଙ୍କ ମୃତ୍ୟୁ ଘଟିଛି। ସେ ବିଭିନ୍ନ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ…
Read More...

ମିଶନ ଶକ୍ତି ଘରକୁ ଭାଙ୍ଗିଲା ବ୍ଲକ ପ୍ରଶାସନ

କଳାପଥର: ବାଙ୍କୀ ବ୍ଲକର ମିଶନ ଶକ୍ତି ଘରକୁ ବ୍ଲକ ପ୍ରଶାସନ ଭାଙ୍ଗି ପୁଣି ତିଆରି କରୁଛି । କିଛି ମାସ ତଳେ ଏହି ଘରକୁ ସ୍ଥାନୀୟ ପୂର୍ତ୍ତ ବିଭାଗ ୪୦ ଲକ୍ଷ ଟଙ୍କାରେ ଟେଣ୍ଡର କରି ବ୍ଲକ ପ୍ରଶାସନକୁ ହସ୍ତାନ୍ତର କରିଥିଲା…
Read More...

କେମିକାଲ କାରଖାନା ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ

ବାଙ୍କୀ : ଡମପଡା ତହସିଲ ଅନ୍ତର୍ଗତ ବାଆଁରା ପଞ୍ଚାୟତର ନୂଆସାହି ଅଞ୍ଚଳରେ ଏକ କେମିକାଲ କାରଖାନା ନିର୍ମାଣ କାର୍ଯ୍ୟକୁ ପଞ୍ଚାୟତ ବାସୀ ଘୋର ବିରୋଧ କରି ଆସୁଛନ୍ତି। କାରଖାନାର ପ୍ରାଥମିକ ପର୍ଯ୍ୟାୟ ନିର୍ମାଣ ବେଳେ…
Read More...

ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି ପରୀକ୍ଷା

ବାଙ୍କୀ : ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ସରକାରଙ୍କ ପରିଚାଳନାରେ ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି (ଏନଆରଟିଏସ୍) ପରୀକ୍ଷା ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି। ବାଙ୍କୀ ଓ ଡମପଡା ବ୍ଲକର ୨୦୬ଜଣ ପରୀକ୍ଷାର୍ଥି…
Read More...

ବାଙ୍କୀ ଏନ.ଏ.ସିରେ ୫୬ତମ ସର୍ବଭାରତୀୟ ସ୍ୱାୟତ୍ତ ଶାସନ ଦିବସ ପାଳିତ

ବାଙ୍କୀ : ବୁଧବାର ଦିନ ବାଙ୍କୀ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ୫୬ତମ ସର୍ବଭାରତୀୟ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟାଳୟ ପରିସରରେ ଗଣେଶ ବିଗ୍ରହ ମୂର୍ତ୍ତୀ ସ୍ଥାପନ ଓ ପ୍ରତିଷ୍ଠା,ପୌରାଞ୍ଚଳରେ…
Read More...

ଆଶ୍ରମ ବିଦ୍ୟାଳୟରେ ଅଭିଭାବକ-ଶିକ୍ଷକ ସମ୍ମିଳନୀ

ବାଙ୍କୀ : ଡମପଡା ବ୍ଲକ ଅଧିନ ତାଳବସ୍ତ ପଞ୍ଚାୟତ ଅନ୍ତର୍ଗତ ତଳଭେଜିପୁଟ ଆଶ୍ରମ ବିଦ୍ୟାଳୟରେ ପ୍ରଥମ ଅଭିଭାବକ ଓ ଶିକ୍ଷକ ସମ୍ମିଳନୀ ରବିବାର ଦିନ ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଅନୁସୂଚିତ ଜନଜାତି ଓ ଅନୁସୂଚିତ…
Read More...

ବାଙ୍କୀରେ ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି

ବାଙ୍କୀ : ବୁଧବାର ଦିନ ସକାଳେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୪ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବାଙ୍କୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ…
Read More...